ରାଜଧାନୀରେ ଜମି କେଳେଙ୍କାରୀ.... କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି | Odisha Reporter

Поділитися
Вставка
  • Опубліковано 28 вер 2024
  • ରାଜଧାନୀରେ ବଡ ଜମି କେଳେଙ୍କାରୀ ଘଟଣା। ଏହି ଘଟଣାରେ ସେତେବେଳର ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛି ସୂଚନା ଅଧିକାର ଅଭିଯାନ। ଏହାସହ ସମସ୍ତ ସରକାରୀ କର୍ତ୍ତୃପକ୍ଷ ଯେପରିକି ତହସିଲଦାର, ଉପଜିଲ୍ଲାପାଳ, ଚକବନ୍ଦୀ କମିଶନର ତଦନ୍ତ ରିପୋର୍ଟରେ ଏହା ସରକାରୀ ଜମି ବୋଲି କହିଥିଲେ ବି ସେତେବେଳର ଆଡଭୋକେଟ ଜେନେରାଲ ହାଇକୋର୍ଟରେ ଆଉ ଥରେ ଏହି ମାମଲା ଚକବନ୍ଦୀ କମିଶନରଙ୍କ ପାଖକୁ ପଠାନ୍ତୁ ବୋଲି ମତ ଦେଲେ। ସେ ସରକାରଙ୍କ ସ୍ୱାର୍ଥ ଜଗୁଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର ଅଭିଯାନ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #landscam #odisha #news #IPS #RTI #Activist #odishareporter

КОМЕНТАРІ • 10

  • @dillipkumarsahoo1133
    @dillipkumarsahoo1133 3 місяці тому +2

    ପ୍ରଥମ କଥା ହେଲା ସରକାରୀ ଜମି ଲିଜ୍ ସିଷ୍ଟମ ଟାକୁ ହିଁ ବନ୍ଦ କରାଯାଉ,👎😭 ନା ରହେଗା ବାଂଶ ନା ବଜେଗି ବାଂସୁରି 👎😭🤪🤣😂 ଆଉ ରହିଲା ଦଲାଲ କଥା ,🖕👎ବଡ଼ ବଡ଼ ଅଫିସର୍ ମାନେ ହି ଜମି ଦଲାଲ ଗିରି ରେ ମାଷ୍ଟର ଅଛନ୍ତି,👎😭 ତଦନ୍ତ କରି ଜେଲ କୁ ପଠା ଯାଉ 👎😭🖕

  • @NabakumarMahar
    @NabakumarMahar 3 місяці тому +1

    Pl take stap high lite in midia

  • @Lipunbabuofficial
    @Lipunbabuofficial 3 місяці тому

    Amiti agaku b continue korantu apono b

  • @sureshdash8597
    @sureshdash8597 3 місяці тому

    Durniti bhrasta neta police nku mohan bhai cm action kebe

  • @tapankumar2468
    @tapankumar2468 3 місяці тому

    Since it involves NUMBER OF HIGH RANKING IPS OFFICERS AND EX CBI OFFICERS , IT SHOULD BE INVESTIGATED BY CBI

  • @ajaynaik-dx9rj
    @ajaynaik-dx9rj 3 місяці тому

    Gariba jadi kouthi ghara kare hele sarakar bhangi bapaen sandha.

  • @soubhagyasahoo3218
    @soubhagyasahoo3218 3 місяці тому

    Crime branch ta chora cbi deagau

  • @krushnachandrajena7383
    @krushnachandrajena7383 3 місяці тому

    Jay shree jagannath