ଭୁବନେଶ୍ୱର ହତ୍ୟାକାଣ୍ଡ: ଦୁଇ ପୁଅଙ୍କୁ ହରେଇବା ପରେ ବାପାଙ୍କ ପ୍ରତିକ୍ରିୟା, କହିଲେ କାନୁନ ଯାହା କରିବ...

Поділитися
Вставка
  • Опубліковано 13 вер 2024

КОМЕНТАРІ • 221

  • @babitakar8041
    @babitakar8041 15 днів тому +171

    ବାପା ଜଣେ ଆଜି କି ଦୁଃଖ ର ସହିତ ଦୁଇ ପୁଅ ଙ୍କୁ ହରାଇ ମଧ୍ୟ କେତେ ଧର୍ଯ୍ୟ ର ସହିତ ନିଜ କର୍ମ କୁ ଦୋଷ ଦେଉଛନ୍ତି ହେଲେ ଭଗବାନ୍ ଙ୍କୁ କିଛି କହୁ ନାହାନ୍ତି କି ଦୋଷ ଦେଉ ନାହାନ୍ତି ଆଉ କେବଳ ନ୍ୟାୟ ଆଶାରେ ଅଛନ୍ତି ଭଗବାନ୍ ତାଙ୍କ ପରିବାର ଙ୍କୁ ଏ ଦାରୁଣ ବେଦନା ସହିବାକୁ ଶକ୍ତି ଦିଅନ୍ତୁ 👏👏👏😭

    • @Screation02
      @Screation02 15 днів тому

      😢😢😢😢

    • @anupambal2985
      @anupambal2985 15 днів тому

      👍

    • @jagankumar1263
      @jagankumar1263 14 днів тому +1

      କର୍ମ ଖରାପ୍ ଥିବ ନାଁ ସେଥି ପାଇଁ କର୍ମ କୁ ଦୋଷ ଦଉଛି...୨ ନମ୍ବରି ପଇସା ର ବେପାର

    • @devbehera9506
      @devbehera9506 14 днів тому

      ଯେଉଁ ଭାଗବନ ହତ୍ୟା କୁ ରୋକି ପାରୁନି ସେ ପୁଣି କି ସାହସ ଦେବେ।

    • @sudhiranjansahoo1332
      @sudhiranjansahoo1332 14 днів тому

      ​@@jagankumar1263maaghia jhatia

  • @asutosh501
    @asutosh501 15 днів тому +109

    ବାଳ ଦଣ୍ଡ ମିଳିବ. ଆମ ଆଇନ ରେ କିଛି ନାହିଁ, ଜଣେ ବାପା ପୁଅକୁ ହରାଇବା ପରେ ଆସାମୀ ବେଲେରେ ଆସି ପଦାରେ ବୁଲୁଛନ୍ତି. ଏଥିରୁ ଆପଣମାନେ ବୁଝୁଥିବେ ଆମ ଆଇନ କାନୁନ କେତେ ଷ୍ଟ୍ରଙ୍ଗ.

    • @Paikaboyodisha
      @Paikaboyodisha 15 днів тому

      Thik kahila

    • @NewsKaBhai5594
      @NewsKaBhai5594 12 днів тому +1

      ଆମ ଆଇନି ବାଣ୍ଡ ଆଇନି ମୁଁହରେ ହଗି ଲେ ବି କିଛି ଅସୁବିଧା ନାହିଁ 🔥🔥👊👊👊

  • @Raja443.
    @Raja443. 15 днів тому +53

    କେତେ ହୁର୍ଦୟବାନ ଲୋକ ଆପଣ ଭଗବାନ 🙏🙏🙏🚩

    • @NewsKaBhai5594
      @NewsKaBhai5594 12 днів тому +1

      ଆମ ଆଇନି ବାଣ୍ଡ ଆଇନି ମୁଁହରେ ହଗି ଲେ ବି କିଛି ଅସୁବିଧା ନାହିଁ 🔥🔥👊👊👊

  • @user-gq1yo9ib3c
    @user-gq1yo9ib3c 15 днів тому +35

    ତାଙ୍କ ଘରକୁ ପ୍ରଥମେ ବୋଲ୍ଡଡ୍ରୋଜର୍ ଲଗାଇ ଧୁଳିସାତ୍ କରିଦିଅନ୍ତୁ ବର୍ତ୍ତମାନ ସମୟରେ ଏପରି ଜଣେ ଭଦ୍ର ଲୋକ ପାଇବା ବହୁତ ମୁସ୍କିଲ୍ ମହାପ୍ରଭୁ ସବୁବେଳେ ଏ ପରିବାରକୁ ଆଶୀର୍ବାଦ କରନ୍ତୁ କି ଏ ପରିବାର ଙ୍କ ର ମଗଂଳ ହେଉ 🙏🙏🙏🙏🙏

    • @bidya23401
      @bidya23401 15 днів тому

      Gharaku bhangi kana labha miliba agyan... Aau jananka paribara ra merudanda jibana nei bhangichhanti... Pura paribaraku bina raja re rajya bhali banei deichhanti.... Semananku ajibana karadanda milu... Semananka jibanaku chhatpat karajau.... Semane jemiti banchiba pain kakuti minati hei jibana biteibe😢

    • @user-gq1yo9ib3c
      @user-gq1yo9ib3c 15 днів тому

      @@bidya23401 ବେସି ଉତ୍ପାତ ହେଲେ କଣ କରାଯିବ ସେ ବାପ ପୁଅ ଏବଂ ତାକଂପରିବାର ମିସି ଆଉ ଗୋଟିଏ ପରିବାର କୁ ଅନାଥ କରିଦେଲେ ସାମାନ୍ଯ କଥା ରେ ସେ କ୍ରିମିନାଲ୍ ର କଣ ଅଧିକାର ଥିଲା ଅନ୍ୟ ଝିଅ କୁ ଖରାପ ଦୁଷ୍ଟିରେ ଦେଖିବାକୁ ଯେଦି ତାର ଏତେ ଇଛା ମାଳିସାହି କୁ ପଳାଇ ଥାନ୍ତା ତାର କେତେ ପାଣି ଥିଲା ସେଠାରେ ଜଣାପଡି ଥାନ୍ତା ଜଣିକୁ ମାରିଦେଇ ଥାନାରେ ଆତ୍ମସମର୍ପଣ ମୋତେ ୧୭ ବର୍ଷ ତା ମାନେ ମୁଁ ଯାହା କରିଲେ କିଛି ହେବନାହିଁ ଯେଉଁ ଦୁଇ ଜଣ ମିସି ଏପରି କରିଛନ୍ତି ସେ ଦୁଇ ଜଣ ଙ୍କୁ ଏବଂ ତାର ପରିବାର କୁ ଗୋଟି ଗୋଟି କରି ଅଗଂ କୁ ହାଣି କୁକୁର, ବାଘ, କୁଭୀଂର କୁ ପବ୍ଲିକ ସାମ୍ନା ରେ ଦେବାକଥା ତେବେ ଯାଣିପାରିବେ ପରିବାରର କଷ୍ଟ କତେ ତାଙ୍କର ସାହି ଲୋକ କହୁଛନ୍ତି ସେ ଫାମିଲି ପୁରା ବାଷ୍ଟଟାଡ୍ ସେପରି ପରିବାର କୁ ଦୟା କଣପାଇଁ

    • @swadeshiprakutikachikisa145
      @swadeshiprakutikachikisa145 12 днів тому

      ଠିକ୍ କଥା

  • @suryasadhika4157
    @suryasadhika4157 13 днів тому +24

    ପୁଅ ପାଇଁ ହୃଦୟ କାନ୍ଦୁଥିଲେବି ଠାକୁରଙ୍କୁ ନିନ୍ଦା କରୁନାହଁ ଏ ବ୍ୟକ୍ତି ଠାକୁରଙ୍କ ଅସଲିଭକ୍ତିରେ ଉତ୍ତୀର୍ଣ୍ଣ ।

    • @NewsKaBhai5594
      @NewsKaBhai5594 12 днів тому

      ଆମ ଆଇନି ବାଣ୍ଡ ଆଇନି ମୁଁହରେ ହଗି ଲେ ବି କିଛି ଅସୁବିଧା ନାହିଁ 🔥🔥👊👊👊

  • @SushantaKuNayak
    @SushantaKuNayak 11 днів тому +5

    ଅତି ନିରୀହ ବ୍ୟକ୍ତି। ଭଗଵାନ ଏଭଳି ଅବସ୍ଥାରେ ତାଙ୍କ ପରିବାର ସଦସ୍ୟଙ୍କୁ ଶକ୍ତି ଓ ସାହାସ ଦିଅନ୍ତୁ।

  • @dailylife1956
    @dailylife1956 15 днів тому +28

    ଓଡିଶା ପୋଲିସ ଫାଲତୁ l ଶଳା ସିଧା ଏନକାଉଣ୍ଟର କର l ଗୋଟେ ପରିବାର ର ଦୁଇ ଦୁଇ ଟା ପୁଅ କୁ ମାରିଦେଲେ l ପୁରା criminal ଗୁଡାକ l ଏମାନଙ୍କୁ ଏନକାଉଣ୍ଟର ନକଲେ ଏମାନେ ପୁଣି କାଣ୍ଡ କରିବେ l bail ପାଇକି ପୁଣି କାଣ୍ଡ କରିବେ l ଏମାନଙ୍କ ଘରକୁ bulldozer ଲଗେଇକି ଭାଙ୍ଗିଦିଅ l ତାଙ୍କ ସମ୍ପତ୍ତି କୁ ସରକାର ନେଇଯାଉ l

  • @suryasadhika4157
    @suryasadhika4157 13 днів тому +9

    ଠାକୁରଙ୍କୁ ନିନ୍ଦା କରୁନି କେତେ ଭଲ ସରଳ ଲୋକଟିଏ ।

  • @debendranathswain5984
    @debendranathswain5984 13 днів тому +4

    Nice father ...... pray to god save his family with peace

  • @pabitramohangayan1482
    @pabitramohangayan1482 9 днів тому +2

    ଏଭଳି ମହାନ୍ ବ୍ୟକ୍ତିତ୍ଵ ଙ୍କୁ ଏପରି ଦୁଃଖ!! ଭଗବାନ ଆପଣଙ୍କୁ ଏମିତି ଧାର୍ଯ୍ୟ ଦେଉଥାନ୍ତୁ। ଧର୍ମ ରେ ରହିଥିଲେ ଜୟ ନିଶ୍ଚୟ ହେବ।

  • @sudipta5316
    @sudipta5316 13 днів тому +4

    Superb father 🙏🙏🙏God bless u with strength n patience..

  • @patitakumarchoudhury9855
    @patitakumarchoudhury9855 11 днів тому +2

    ଆଇନ କଣ କରିବ? ନ୍ୟାୟ ନା ରେ ପୋଲିସ, ଓକିଲ, ବିଚାର ବିଭାଗ ପ୍ରତାରଣା
    ଆର୍ଥିକ ଶୋଷଣ, ମାନସିକ ନିର୍ଯ୍ୟାତନା ବଢ଼ି ଚଳିବ , ନ୍ୟାୟ କେବେ ମିଳିବ, କେତେ ବର୍ଷ ପରେ ମିଳିବ ,କଣ ମିଳିବ ଭଗବାନ ଙ୍କୁ ବି ଜଣା ନାହିଁ. 🙏

  • @ranjanmahakud9762
    @ranjanmahakud9762 14 днів тому +5

    ଗୋଟେ ବାପୋର ଗୋଟେ ନୁହେଁ ଦିଇଟା ପୁଅ ମୋଲା ପରେ ତମେ ମିଡ଼ିଆ ବେଧୋ ପୋଚାରୁଚ କି ନ୍ୟାଏ ଚାହୁଁଛ, ଟିକେ ସେ ମାରୋ ଝିଅ କି ପୁଅ ହେଇ ଭାବିଲ ଦେଖି

  • @jchoudhury274
    @jchoudhury274 15 днів тому +33

    ବହୁତ୍ ଦୁଃଖଦ ଘଟଣା ତଦନ୍ତ କରି କୋଠର ଦଣ୍ଡ ଦିଆଯାଉ

  • @Abhi-panda
    @Abhi-panda 15 днів тому +10

    ଦୋଷୀ କୁ କେବଳ ଫାଶୀ ହଉ, ନ ହେଲେ ଅଣ୍ଡା କଟା ହଉ

    • @baktitsonnas6717
      @baktitsonnas6717 10 днів тому

      😂😂😂 anda na chiken

    • @Abhi-panda
      @Abhi-panda 10 днів тому

      @@baktitsonnas6717 ଅଣ୍ଡ କୋଷ କଟା ହେବ

  • @bibekananda216
    @bibekananda216 13 днів тому +2

    Odisha re Yogi Sasan darkar.
    Only encounter darkar

  • @dillipkumarbehera8078
    @dillipkumarbehera8078 15 днів тому +20

    ଧନ୍ୟବାଦ ବଡ଼ ଭାଇ ଠିକ କଥା କହିଲେ.ନିଶ୍ଚିତ ପୂର୍ଵ ଜନ୍ମର କର୍ମର ଫଳ ଭୋଗିବାକୁ ପଡେ.

    • @NewsKaBhai5594
      @NewsKaBhai5594 12 днів тому

      ଆମ ଆଇନି ବାଣ୍ଡ ଆଇନି ମୁଁହରେ ହଗି ଲେ ବି କିଛି ଅସୁବିଧା ନାହିଁ 🔥🔥👊👊👊

  • @mishrabasudev513
    @mishrabasudev513 11 днів тому +2

    ସତରେ ଆପଣ ମହାନ୍.......sir

  • @satyasankar1
    @satyasankar1 14 днів тому +4

    କଠୋରରୁ କଠୋର ଦଣ୍ଡ ମିଳୁ, କିନ୍ତୁ ମୋର ଆମ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ତିଳେ ମାତ୍ର ବିଶ୍ବାସ ନାହିଁ, ଏଠାରେ ପୋଲିସ, ପ୍ରଶାସନ, ଓକିଲ ସମସ୍ତେ ଦୁର୍ନୀତିଗ୍ରସ୍ତ ।
    ସର୍ବୋପରି ଆମ ଦେଶର "ନ୍ୟାୟପାଳିକା"
    ହେଉଛି ସ୍ଥାଣୁ, ଅଥର୍ବ ଓ ଫମ୍ପା, ଆଉ କ'ଣ କହିବି ????

  • @srisaidesignvastu9209
    @srisaidesignvastu9209 15 днів тому +6

    News 7 owner & KIIT Owner ଏକଦମ୍ ନିରୀହ ସ୍ବଛ ବ୍ୟବସାୟୀ!

  • @shashankasekharsahoo9494
    @shashankasekharsahoo9494 15 днів тому +11

    Kete dukha . He bhagwan 😢...

  • @JadupatiSRB
    @JadupatiSRB 12 днів тому +2

    Imperfect reporter

  • @surendrapradhan3323
    @surendrapradhan3323 13 днів тому +1

    Our Police Department not capable...... Close this system & Change system Immediately...
    Police daruchi Criminal ku....

  • @user-xs5eu7rd7d
    @user-xs5eu7rd7d 15 днів тому +16

    Fasi dia

  • @balaramsahu8948
    @balaramsahu8948 11 днів тому +1

    ଏ ଠୀ ସାଧାରଣ ଲୋକ ନିରୁପାୟ,

  • @lingarajrath1748
    @lingarajrath1748 15 днів тому +2

    Bapa 🙏 bhagawan karmara phala debe

  • @ajt3315
    @ajt3315 13 днів тому +1

    Right katha kahichhanti thakuranku dosa deba vul katha 🙏

  • @swarnalatajena6430
    @swarnalatajena6430 15 днів тому +2

    Mausa nku mora pranam, emiti bapa samastantu milantu🙏

  • @user-if4cz5cc4e
    @user-if4cz5cc4e 15 днів тому +3

    Jane ta crime kala jail gala. Puni e ବେଲ୍ system kn

  • @sarojranjandas1145
    @sarojranjandas1145 13 днів тому +1

    Bhagavan a dukha Saman re tumaku shahaa huantu.
    Jay Jagannath 🙏

  • @Laxmipirya-fy3dz
    @Laxmipirya-fy3dz 13 днів тому +1

    ପୂର୍ବରୁ ଯାହା ଅର୍ଜି ଥିବ ସେ ଏହି ଜନ୍ମ ରେ ପୂରଣ ହେବ

  • @ashokbehera992
    @ashokbehera992 14 днів тому +1

    Police tankaa khai ki
    Case udei debe
    Nyaya boli kichi nahi au

  • @santhasekharbal1606
    @santhasekharbal1606 7 днів тому +1

    Kibhali aabhali hatyakrinku bail kemiti court deidia...athilsgi court dai....ama ain dai..thats why i hate or judiciary...

  • @biranchipatra7428
    @biranchipatra7428 15 днів тому +5

    ଓଡ଼ିଶା ରେ ୟୋଗି ଶାସନ ଦରକାର🙏

  • @rakeshmohanty685
    @rakeshmohanty685 15 днів тому +1

    Apanaku salute mausa apana bahut bhadra loka apana ku bhagaban saha huantu

  • @khirabatisanani4319
    @khirabatisanani4319 13 днів тому +1

    Odisha sarkar ku mo anurodh karuchi sir e mananka pai life time jail deba ki tar big bhai ku v madar karithile semane ebe bell re kahiki sir je murdar karila taku life time jail diantu jadi j murdar kari bell re baharuchi tahele au lok mane v murdar karibaku daribe nahi odisha sarkar ku mo anurodh sir je junjal re rahi murdar karuchi semane maubadi taku finesh kariba ku ordar karichanti au ga re rahi je murdar karuchanti taku finesh karunahanti eta ki niom

  • @Legendlegend-wt4su
    @Legendlegend-wt4su 8 днів тому +2

    Nyaya na kadali milibe. E sala system hi kharap heijaichi pura. 🤬😡

  • @chdebadattasaran2490
    @chdebadattasaran2490 12 днів тому +1

    Police manak niskriyata pain rajdhani aji crime centre bani jai hhi

  • @motoggaming8484
    @motoggaming8484 15 днів тому +17

    Bulldozer chalao tanka ghare Yogi sarkar style.

  • @sarojkumarsethy508
    @sarojkumarsethy508 7 днів тому

    Sabu kara odisha police Upare bharasa karani

  • @pradeep9762
    @pradeep9762 13 днів тому +1

    Jogi baba Sasana darkar odisha re

  • @somanathsonusahoo2205
    @somanathsonusahoo2205 15 днів тому +4

    Odisha need cm like Yogi je then crime and criminal is stop

    • @RelaxingMusic-cl2jv
      @RelaxingMusic-cl2jv 15 днів тому

      Up re crime bodhe zero.ebe para central govt ra ncrb report re crime rate re pura desare UP no 1

  • @pradeep9762
    @pradeep9762 13 днів тому

    Right right words mausa

  • @Bcompany-apb4
    @Bcompany-apb4 14 днів тому +1

    I pray for odisha justice kindly investigation for this case

  • @srn78610
    @srn78610 15 днів тому +5

    Murderers on bail. What kind of message it is sending to society.

  • @manojkumarmahanta4788
    @manojkumarmahanta4788 14 днів тому +2

    Mukundpur re arrested but aithi Kain chora police dhanya Hindu 🎉

  • @BasantaBehera-h2w
    @BasantaBehera-h2w 15 днів тому +2

    News7 Ku nibedan karuchi...
    Vhasha ...janinahi repoter....taku kuhantu Madhu babunko Bileae Barnobadho padhu....

  • @satyabratamohapatra3840
    @satyabratamohapatra3840 14 днів тому +1

    Ea odisha kaha ku niya milibani mu gyarenti dauchi aeye kete dina hela kete mudra helani kichi kariparibeni jadi jil jibe tapare bel re aasibe tapare aau thare case karibe jadi uttarpradesh CM Yogi ji heyethile taku encounter karisarantani aau ta ghare buldozer chalantani Yogi ji Raj pure hindustan me hona chahiye
    Jay shree Ram

  • @umeshrout466
    @umeshrout466 15 днів тому +1

    🙏🙏

  • @ashishpanigrahi5538
    @ashishpanigrahi5538 11 днів тому

    Great Father 😢😢

  • @SjPrinceYt
    @SjPrinceYt 11 днів тому

    Ei bhali bhala loka pai kanun kichi karibani 🥺😢

  • @dollypradhan8942
    @dollypradhan8942 10 днів тому

    Mamali odia reporting tike clear re kaha😊👍

  • @ashokvlogs878
    @ashokvlogs878 15 днів тому +1

    Buldozer action sarkari jagare ghara karichhanti

  • @nibeditadas6659
    @nibeditadas6659 15 днів тому +4

    Jane bapa nku kete kasta se janithibe

  • @IRONFIST1580
    @IRONFIST1580 15 днів тому +2

    Jie ea murder karici taaku faasi milibaa uchit.
    Kintu BAPA MAA hissab re nija pila maanaku thik sikhya kahinki delani??
    Tama 2 pua kahinki ete gandagola karuthile..aau tame ea sabu katha ku chota katha kahiki faankuca?
    Tamara ea guna jogu o bhul sanskar jogu tama 2 pua marigale.

  • @hansikari
    @hansikari 14 днів тому +1

    ଯିଏ ମାରିଚି ସେ ପିଲା bajarangi ଦଳ ରେ ସାମିଲ୍ ଆଛି

  • @tapannayak4187
    @tapannayak4187 14 днів тому

    Jay Jagannath 🙏

  • @deb2009123
    @deb2009123 8 днів тому +1

    Naya milibani ama rajya re kahaku bi....police hata bandhiki basi jaichi paisa khaiki

  • @ranjit2744
    @ranjit2744 14 днів тому +1

    ଗୋଟା ହାତରେ ଜମା ତାଳି ବଜେନି

  • @samaruhernna4118
    @samaruhernna4118 15 днів тому +1

    ଦୋସୀ କୁ ଉଚିତ ଦଣ୍ଡ ଦିଆଯାଉ

  • @nishikantapal6930
    @nishikantapal6930 13 днів тому

    Prabhu tumaku dharjya diantu

  • @badalpattnaik9738
    @badalpattnaik9738 11 днів тому

    Police must be take action

  • @TankadharBhatra-fz7jb
    @TankadharBhatra-fz7jb 15 днів тому +1

    Rajdhanire sikhita.lokomane rahanti boli biswas kintu a sabu.kana.ghatuchi.sethare jeunthare khud.sarkar ruhanti. Jai
    Jagannath.

  • @janakilatapatra580
    @janakilatapatra580 15 днів тому +3

    Ta beka ku semiti katiba saha tanka paribar ku semiti loka sunaya karidiantu.au police upare bharasa na kari nije sabu marideba darakara

  • @user-pk6fu7ry3r
    @user-pk6fu7ry3r 14 днів тому

    Govt officials should intervene.

  • @PritiRanjanJena-lz1ol
    @PritiRanjanJena-lz1ol 14 днів тому +1

    Police ku dekha jauni a sabu
    Au puja re dj band karibaku asigale au

  • @bilasabhisek
    @bilasabhisek 11 днів тому

    VJP kaan karuchi...Law & Order is totally not presented in Odisha.

  • @Rranjam
    @Rranjam 15 днів тому

    Strong action is needed. The culprits should be immediately taken in to custody .. very sad .. . Such activities are very disturbing.. civil society may be watchful..

  • @bhaktaprasadanayak6760
    @bhaktaprasadanayak6760 15 днів тому +1

    Bhubaneswar re rahi baku dara laguchi….. shame on Bhubaneswar commissioner police and Odisha police

  • @kumardeep6338
    @kumardeep6338 13 днів тому

    Sabu basti khali kara jau bhubaneswar ra ru.. govt jaga sabu khali kara jau...

  • @smrutiart5133
    @smrutiart5133 15 днів тому +1

    Ea katha sunile mo chhati fati jauchi ea prabhu ea baba maa kahaku anei au banchibe

  • @user-eg4rb1yo2f
    @user-eg4rb1yo2f 7 днів тому +1

    Murderer ku kemiti bail deuchhanti re... kan chalichhi ... BJP sarkar nku request law and order ku thik karantu...

  • @badalpattnaik9738
    @badalpattnaik9738 11 днів тому

    So sad

  • @manjulakujur6397
    @manjulakujur6397 15 днів тому +2

    Police se manoku inkauntor kora jai

  • @susantakumarpalai1210
    @susantakumarpalai1210 8 днів тому

    Shame on bhubaneswar police.......

  • @tapasnayak9257
    @tapasnayak9257 14 днів тому

    Don't wait for Justice...pls take action your own Accountability

  • @debasishbehera3132
    @debasishbehera3132 15 днів тому

    Bahut dukha 😢

  • @sujatapatnaik5421
    @sujatapatnaik5421 13 днів тому

    The father is an amazingly religious person…he does not curse or bemoan his fate, but talks of Karma!

  • @LinkanAhir
    @LinkanAhir 14 днів тому +1

    Acha sei geda denga chora ra relative Chua Bela khatarnak Dara thila semanakan

  • @prashantpalo5688
    @prashantpalo5688 15 днів тому

    God bless him 🙏.

  • @mohanmandal3368
    @mohanmandal3368 15 днів тому +2

    ପୁରୁଷ ମିରିଲେ ନାରୀ ବାହାରି bani

  • @lipuliza2631
    @lipuliza2631 12 днів тому

    😭😭

  • @prakashmukhi8909
    @prakashmukhi8909 15 днів тому +1

    Ethisina. Khasi. Jiba. Upare. Sabu. Dekhuchi

  • @sanjaynayak9081
    @sanjaynayak9081 15 днів тому

    Haire bhai ki prakara sahasika loka kire ❤❤❤ dharya dhara

  • @pinkuvlog3859
    @pinkuvlog3859 11 днів тому

    Kichi hai ba ra nahi😢😢😢

  • @creativekonark
    @creativekonark 12 днів тому

    କଥା ଟିକେ ନିର୍ଭୟରେ କୁହନ୍ତୁ

  • @devilgirl...3400
    @devilgirl...3400 15 днів тому +3

    Amiti kaha ku murder karntu nahi bapa maa kete kasta re gote chhua ku palana poshan karu chhanti 🙏😢

  • @khirabatisanani4319
    @khirabatisanani4319 13 днів тому

    Sir tumaku mor juhar

  • @maheshpadhan4462
    @maheshpadhan4462 15 днів тому

    ଦୋଷୀକୁ ଦନ୍ଡ ଦିଆଯାଉ

  • @pabitrabiswal1351
    @pabitrabiswal1351 12 днів тому

    Jaganath varasa

  • @praprusty1811
    @praprusty1811 15 днів тому +3

    Bhadraloka badhia katha kahil

  • @pradhan797
    @pradhan797 9 днів тому

    Duniare emiti ka decent loko achanti

  • @harekrushna6270
    @harekrushna6270 14 днів тому

    Immediately action Mohan Sarkar

  • @bilasabhisek
    @bilasabhisek 11 днів тому

    VJP Hatao Odisha banchao..

  • @ajaypatra9996
    @ajaypatra9996 15 днів тому

    😢😢😢😢

  • @pratapbehera9694
    @pratapbehera9694 14 днів тому

    Bhagwan apanaku saha hebe mausa 🙏

  • @gitanjalirout9774
    @gitanjalirout9774 15 днів тому

    😢😢😢😢😢ki dukha ghatana he prabhu jia dosi taku danda dia😢😢

  • @AjitMallick-y2l
    @AjitMallick-y2l 15 годин тому

    Apanka pilanku marichi jia tankar bansaku sunya kari diantu

  • @PritiRanjanJena-lz1ol
    @PritiRanjanJena-lz1ol 14 днів тому

    Tk laja laguni police ku chi chi

  • @bipinpradhan5514
    @bipinpradhan5514 14 днів тому

    mohan.sarkar.kn..dekhunahanti