Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ରାଜସ୍ବ ମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ୍, ଏକଲା ଦେବଯାନୀ ନୁହନ୍ତି, ଏହିପରି ଶହ ଶହ ଦେବଯାନୀ ଙ୍କୁ ଧରାନ୍ତୁ। ପ୍ରତ୍ୟେକ ରେଜିଷ୍ଟର ଅଫିସ୍ ରେ ଏହିପରି ଚାଲିଛି। ଏହାକୁ ନିୟନ୍ତ୍ରଣ ଜରୁରୀ।
ଧନ୍ୟବାଦ ମୋହନ ମାଝି ସରକାର
ଠିକ ହେଇଚି 👍🏾👍🏾
ସବ୍ ରେଜିଷ୍ଟ୍ରାର ଅଫିସ୍ ରେ ବିନା ଟଙ୍କା ରେ କାମ କ୍ୱଚିତ୍ ହୁଏ।ତଳିଆ ନିଅନ୍ତି।ଓପରୁ ତଳ ପର୍ଯ୍ଯନ୍ତ ଭାଗ ବଣ୍ଟାଯାଏ।ଦିନ ରାତି ପରି ଏହା ସତ୍ଯ।
ହାତୀ ବାହାରି ଯାଉଛି ... ଇଏ ପିମ୍ପୁଡ଼ିକୁ ଧରୁଛନ୍ତି .
Tame pimpudi Manak list dia vigilance ku😂😂
ଏପରି ବେଧ ଛୁଆ ପରି ଆମ ଓଡ଼ିଶା ଝିଅ ବୋହୂମାନେ ହୁଅନ୍ତୁ ନାହିଁ 😢😢😢
ଧନ୍ୟବାଦ ବିଜେପି ସରକାର ଓଡ଼ିଶା ❤❤
ଖଜୁରୀ ଗଛ ମୂଳରୁ ପାହାଚ। କମ୍ବଳ ରୁ ବାହାର କଲା ଭଳି।
Good action sir....🙏
ଆହୁରି ବହୁତ୍ ଅଛନ୍ତି ଏମିତି . Up ମଡେଲ ଭଳି ସଂପତ୍ତି ତାଲିକା ଦୀୟନ୍ତୁ ସରକାରୀ ଚାକିରିଆ ମାନେ
👍👍👌👌✅
ଏବେ ନୁହଁ ଦେଶ ସ୍ବାଧୀନ ପରଠାରୁ ସବୁ ଦୁର୍ନୀତି ଚାଲି ଆସିଛି। ଆଇନର ସଂଶୋଧନ ଓ ଜନସାଧାରଣ ଙ୍କ ସଚେତନତାର ଆବଶ୍ଯକ।
ଓଡିଶା ରେ ଏମିତି କୌଣସି ସରକାରୀ ଅଫିସ ନାହିଁ ଯୋଉଠି କି ଲାଞ୍ଚ କରବାର ହେଉନି
One and only Suresh pujari
ଜଣେ କର୍ମଚାରୀ ସରକାରୀ ଚାକିରୀ କରିବା ପୂର୍ବରୁ କେତେ ଧନ ସମ୍ପତ୍ତି ଅଛି ଏବଂ ପ୍ରତି ଏକ ବର୍ଷ କୁ କେତେ ଧନ ଉପାର୍ଜନ କରିଲେ ସେଥିରୁ କେତେ ଖର୍ଚ୍ଚ କେତେ ସଞ୍ଚୟ କରିଲେ ତାର ଟିକିନିଖି ହିସାବ ସରକାରଙ୍କୁ ରିପୋର୍ଟ ଦେବା ଏକ ବ୍ୟବସ୍ଥା କରନ୍ତୁ
କେବଳ ସରକାରୀ କର୍ମଚାରୀ ନୁହନ୍ତି ଏଭଳି ନେତା ମନ୍ତ୍ରୀ ମାନେ ମଧ୍ୟ ପ୍ରତି ବର୍ଷର ରିପୋର୍ଟ ଦିଅନ୍ତୁ।
@odiaexamsathi Yes right 👍
ବିଜେଡି ଲାଞ୍ଚ ନୁହେଁ କି ବିଜେପି ଲାଞ୍ଚ ନୁହେଁ କି କଂଗ୍ରେସ ଲାଞ୍ଚ ନୁହେଁ।ଆବହମାନ କାଳରୁ ସରକାରୀ ଅଫିସ୍ ରେ ଲାଞ୍ଚ ' ନୀୟମ '।କ୍ୱଚିତ୍ କେତେ ଜଣ ଅଛନ୍ତି,ଯେ ଲାଞ୍ତ ରୁ ଭଗ ନିଅନ୍ତିନି।କାରବାର ଦେଖୁଥା'ନ୍ତି।ପାଟିରେ ତାଲା ପକେଇ ବସନ୍ତି।ନହେଲେ ଜୀବନ ଦୁର୍ବିସହ କରିଦେବେ।
ମନିଜଙ୍ଗା ସବ୍ରେଗିଷ୍ଟର କୁ ଧ୍ୟାନ ଦିଅନ୍ତୁ😊
ତାକୁ ପଚାରୁନ ଆଉ କିଏ କିଏ ତା ସହ ସାମିଲ ଥିଲେ? ସେମାନଙ୍କୁ ବି ବାନ୍ଧ।
ଜଣେ ସାଧାରଣ ଲୋକ ଙ୍କ ଅଭିଯୋଗ ଆଧାରରେ ଧରପଗଡ ହୋଇଛି, ଗାଲୁଆ ରାଜସ୍ବ ମନ୍ତ୍ରୀ ଭାଉ ଖାଉଛି !😅
Bjd ଥିଲେ ବାଳ ହୋଇଥାନ୍ତା
Kalahandi ଆସନ୍ତୁ ସବୁ କଳା ଟଙ୍କା ଏଟି ରହିଲା
Right
ଜଟିଳ ଅତିରଞ୍ଜିତ ଆଇନ ଦୁର୍ନୀତି ର ମୂଳ କାରଣ,ସମ୍ବିଧାନ ରେ କୌଣସି ଲୋକଙ୍କ ସରକାରୀ କାମ ନିର୍ଦିଷ୍ଟ ସମୟରେ ସାରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ.ଲୋକଙ୍କୁ ଲୁଟିବା ହଇରାଣ କରିବା ସମ୍ବିଧାନ ର ମୂଳ ଲକ୍ଷ 🙏 ଭୁଲ ଥିଲେ କ୍ଷମା କର. 🙏
All the staffs are involved from top to bottom.
ଧନ୍ୟବାଦ୍ ମାନ୍ୟବର ରାଜସ୍ବ ମନ୍ତ୍ରୀ, ଆପଣଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ।
Real action hero Minister of Odisha 🙏
ବହୁତ୍ ବଢିଆ କାର୍ଯ୍ୟାନୁଷ୍ଠାନ
A very good step by Odisha Government
ସବୁ ରେଜିଷ୍ଟର ଅଫିସ୍ ଗୁଡାକ ସାବଧାନ ହେଇଯାଅ
ଏ ଆରମ୍ଭର। ଶେଷ। ନ ହେଉ। ଧନ୍ୟବାଦ୍
ଜୟ ଶ୍ରୀ ରାମ
ବହୁତ ମୂଷା ଅଛନ୍ତି,,, ଯାନ୍ତାରେ ଆଉଟିକେ ଟେକ୍ନୋଲୋଜି ବଢ଼ା ଯାଉ
Very good 👍
B j p best
Visilance dept needs to be alert on BDA office.
Great Suresh pujari strong leader।।।
ପ୍ରତ୍ଯେକ ଦରଖାସ୍ତର ପ୍ରାପ୍ତିସ୍ବିକାର ପତ୍ର (Acknowledgement receipt) ପ୍ରଦାନ କରାଯିବା ପଦ୍ଧତିର ପ୍ରଚଳନ (ବାଧ୍ୟତାମୂଳକ) କରାଗଲେ,ଗୁଡ଼ାଏ ସମସ୍ଯାର ସମାଧାନ ହୋଇ ପାରିବ।
Very good action All departments be careful
କେଉଁଝର dist .ସାହାରପଡା ତହସିଲ୍ and ବ୍ଲକ ଆଡ଼େ ନଜରବ ପଡୁ vigilance ର
Prati block ra j.E , Oversiar mananku vigilance lagajau good job pujari sir.
Right sir Chiranjan Jena
ଏହି କର୍ମଚାରୀଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତଦ୍ୱାରା ବିଜେପି ର ଶାସକ ଶୈଳୀ ନିଆରା ବୋଲି ଦେଶବାସୀ ଜାଣିବେ।
👏👏👏
ଯଦି ଆଉ କାହା ପାଇଁ ଲାଞ୍ଚ ନେଉଥିଲେ, ତେବେ ଅଫିସରେ ଅନୁପସ୍ଥିତ ତାଲିକା କହିଦେବ l
Good job by vigilance department
ଚାରି ବର୍ଷ ମଧ୍ୟରେ ୪-୫ ଟା ପ୍ଲଟ କରି ଦେଇଥିବ, marriage କରିସାରିଛି ଆଉ କ'ଣ ଦରକାର
Super sir. Great initiative. Buying a land needs to be cashless 🙏
ଜୟ ଶ୍ରୀ ଜଗନ୍ନାଥ
ଭଲ ହେଇଛି ନାମ ନେଲା
gajapati jillare kebe tahasildar , RI ku dharibe.. vigilance... silance.
ଜୟ ଶ୍ରୀ କୃଷ୍ଣ
କଣ ଭୁବନେଶ୍ୱର ର ସବୁ ଅଫିସ ରୁ ଲାଞ୍ଚ କାରବର ବିଜେପି ସରକାର ସମ୍ପୂର୍ଣ ବନ୍ଦ କରି ପାରିବ?
Satya ❤sanatan ❤❤ki ❤❤jai ❤❤Satya ❤mebo ❤❤jayte ❤❤
Face dekhiki ladies vabi innocent vabiba bhul,ଛତ୍ରପୁର ଗଞ୍ଜାମ subregister ଅଫିସରେ ଭିଜିଲାନ୍ସ raid ହେବା ଦରକାର
ଏମାନଙ୍କୁ ନେଇ ବହଳିଆ ହେବ ବିଜେଡି,, ଏମାନେ ଚାକିରୀ ହରାଇ ନବୀନ ଚାକିରୀ କରିବେ, ଆଗକୁ ଦେଖନ୍ତୁ, ସୈତାନ ନୀତିକୁ 🎉
ଏଭଳି କାମ ଭଦ୍ରକ ଜିଲ୍ଲାର ସବୂ ବ୍ଲକ୍ ରେ ଟଙ୍କା ନ ହେଲେ ଜମି କାମ ହେଇଛି, ମନ୍ତ୍ରୀଙ୍କୁ ଅନୁରୋଧ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଧନ୍ୟବାଦ୍
Ameti heba katha sarkara 🔥🔥
ଏହା କେବଳ ଭୁବନେଶ୍ବର ନୂହେଁ ସାରା ରାଜ୍ୟରେ
Good action our government nice step
ଏ କଣ ସତରେ ଏକା ପାପ କରୁଥିଲେ, ନା ଏହା ପଛରେ ଆଉ କେଉଁ ମାନେ ଅଛନ୍ତି ?
Suresh sir apana jetiki samaya rahibe apananka pakhe chira runi rahibu.
❤❤❤❤❤
Right 👍👍 jay jagannath,,, Jay BJP leader
ଆପଣ ପାରୁଛ ଯଦି ନେତା ମନ୍ତ୍ରୀ ଙ୍କ ଘରେ ରେଡ କରନ୍ତୁ ଜାଣିବେ କେତେ ମାଲ ଅଛି😂।ଏଇ ଛୋଟ ଛୋଟ କର୍ମଚାରୀ ଙ୍କ ପାଖରୁ କେତେ ମିଳିବ ଯେ।😅ଯଦି ଦମ୍ ଅଛି ରେଡ କର ଜାଣିବୁ ତୁମ ପାୱାର
It is a very common corruption in every sub registrar office, respected minister sir please take strong action against this matter
Good action
ଏଭଳି ବି ଓଡ଼ିଶା ରେ ବିନା ଟଙ୍କା ରେ ଜମି କାମ ରେ ହାତ ମାରୁନାହାନ୍ତି
Very good Jay shree Ram
ପୂର୍ବ ସରକାର ରେ 50 ଲକ୍ଷ ଦେଇ ଚାକିରି କରିଥିବ । ଲାଂଚ ନ ନେଲେ ପଇସା କୋଉଠୁ ଉଠିବ।
Khub bhala❤❤
Good job. 🙏👍❤
ମୋହନ ସରକାର ତ କହିଛନ୍ତି ଚାକିରୀ ବିକ୍ରି ହୋଉଥିଲା, ଏହାର ଉଦାହରଣ ଦେବଯାନୀ,ଟଙ୍କା ଦେଇକି ଯଦି ଚାକିରି କିଣିଥିବ ସେ ନିଶ୍ଚିତ ଭାବରେ ଲାଞ୍ଚ ଖାଇବ. ତାକୁ ସସ୍ପେଣ୍ଡ ନୁହେଁ ତୁରନ୍ତ ଚାକିରିରୁ ବହିଷ୍କାର କରନ୍ତୁ ମୋହନ ସରକାର.
Good aksation sir😊
Bjd time re a sabu haechi
Very good vigilance 👍
କ'ଣ କରିବେ ସରକାର, ସମସ୍ତଙ୍କୁ କାଢି ପୁଣି ନୂଆ ଲୋକମାନଙ୍କୁ ଚାକିରୀ ଦେବେକି, ଏଠି ସମସ୍ତେ ଖାଇବା ଶିଖି ଯାଇଛନ୍ତି।
❤❤❤❤❤❤❤❤
Good 👍 jail ❤❤❤
ମନ୍ତ୍ରି ର କେତେ property କୋଉଠୁ ଆସିଲା ଚେକଙ୍କ କର first
1000 and 1000 person are doing this. Govt. Should take strong action.cintiue it seriously.
Good 🎉🎉🎉
excellent job done by the vigilance
Really voice velig and City life style ki ✅👁️👁️ life all work search public life is all family members odisha really Great worker action immediately ✅ public health care
Ready ready
Very good step 🎉🎉🎉
Welcome
Nice
ସମସ୍ତଙ୍କୁ ତଦିଦିଆଯାଉ
suresh pujari the pride of our constitution Brajrajnagar
Nice decision taken by government
Acchibat
Sabash vigilance
Jay Odisha
Thanks Vigilance
Sabu block office ra employee aur tahasil office ra employee manaku madhya check karajau
ଜୟ ଜଗନ୍ନାଥ 🙏ସତରେ ନାଁ ଲୋକଦେଖାଣିଆ,ଆମ ଦେଶରେ ଆଇନ କାନୁନ ଦୁର୍ବଳ ଜଦି ଦଣ୍ଡ କଠୋର ହୁଅନ୍ତା ଦୁର୍ନୀତି ଆପେ ଆପେ ଲୋପ ପାଇଯାନ୍ତା,ଆଜି ପର୍ଯ୍ୟନ୍ତ ଭିଜିଲାନ୍ସ ଧରିଥିବା ଘଟଣା ଆମେ ଦେଖିଛୁ ୟା ପରେ ଫଳ କ'ଣ ହେଲା କେହି ଜାଣିନାହାନ୍ତି,ଏଠି ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା କମ୍ବଳ ଜାକ.......
Good❤
❤ swagata jogya karjya
Happy to see such initiatives. But what about police department collection????????????????
Thx sir
ରାଜସ୍ବ ମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ୍, ଏକଲା ଦେବଯାନୀ ନୁହନ୍ତି, ଏହିପରି ଶହ ଶହ ଦେବଯାନୀ ଙ୍କୁ ଧରାନ୍ତୁ। ପ୍ରତ୍ୟେକ ରେଜିଷ୍ଟର ଅଫିସ୍ ରେ ଏହିପରି ଚାଲିଛି। ଏହାକୁ ନିୟନ୍ତ୍ରଣ ଜରୁରୀ।
ଧନ୍ୟବାଦ ମୋହନ ମାଝି ସରକାର
ଠିକ ହେଇଚି 👍🏾👍🏾
ସବ୍ ରେଜିଷ୍ଟ୍ରାର ଅଫିସ୍ ରେ ବିନା ଟଙ୍କା ରେ କାମ କ୍ୱଚିତ୍ ହୁଏ।
ତଳିଆ ନିଅନ୍ତି।
ଓପରୁ ତଳ ପର୍ଯ୍ଯନ୍ତ ଭାଗ ବଣ୍ଟାଯାଏ।
ଦିନ ରାତି ପରି ଏହା ସତ୍ଯ।
ହାତୀ ବାହାରି ଯାଉଛି ... ଇଏ ପିମ୍ପୁଡ଼ିକୁ ଧରୁଛନ୍ତି .
Tame pimpudi Manak list dia vigilance ku😂😂
ଏପରି ବେଧ ଛୁଆ ପରି ଆମ ଓଡ଼ିଶା ଝିଅ ବୋହୂମାନେ ହୁଅନ୍ତୁ ନାହିଁ 😢😢😢
ଧନ୍ୟବାଦ ବିଜେପି ସରକାର ଓଡ଼ିଶା ❤❤
ଖଜୁରୀ ଗଛ ମୂଳରୁ ପାହାଚ। କମ୍ବଳ ରୁ ବାହାର କଲା ଭଳି।
Good action sir....🙏
ଆହୁରି ବହୁତ୍ ଅଛନ୍ତି ଏମିତି . Up ମଡେଲ ଭଳି ସଂପତ୍ତି ତାଲିକା ଦୀୟନ୍ତୁ ସରକାରୀ ଚାକିରିଆ ମାନେ
👍👍👌👌✅
ଏବେ ନୁହଁ ଦେଶ ସ୍ବାଧୀନ ପରଠାରୁ ସବୁ ଦୁର୍ନୀତି ଚାଲି ଆସିଛି। ଆଇନର ସଂଶୋଧନ ଓ ଜନସାଧାରଣ ଙ୍କ ସଚେତନତାର ଆବଶ୍ଯକ।
ଓଡିଶା ରେ ଏମିତି କୌଣସି ସରକାରୀ ଅଫିସ ନାହିଁ ଯୋଉଠି କି ଲାଞ୍ଚ କରବାର ହେଉନି
One and only Suresh pujari
ଜଣେ କର୍ମଚାରୀ ସରକାରୀ ଚାକିରୀ କରିବା ପୂର୍ବରୁ କେତେ ଧନ ସମ୍ପତ୍ତି ଅଛି ଏବଂ ପ୍ରତି ଏକ ବର୍ଷ କୁ କେତେ ଧନ ଉପାର୍ଜନ କରିଲେ ସେଥିରୁ କେତେ ଖର୍ଚ୍ଚ କେତେ ସଞ୍ଚୟ କରିଲେ ତାର ଟିକିନିଖି ହିସାବ ସରକାରଙ୍କୁ ରିପୋର୍ଟ ଦେବା ଏକ ବ୍ୟବସ୍ଥା କରନ୍ତୁ
କେବଳ ସରକାରୀ କର୍ମଚାରୀ ନୁହନ୍ତି ଏଭଳି ନେତା ମନ୍ତ୍ରୀ ମାନେ ମଧ୍ୟ ପ୍ରତି ବର୍ଷର ରିପୋର୍ଟ ଦିଅନ୍ତୁ।
@odiaexamsathi Yes right 👍
ବିଜେଡି ଲାଞ୍ଚ ନୁହେଁ କି ବିଜେପି ଲାଞ୍ଚ ନୁହେଁ କି କଂଗ୍ରେସ ଲାଞ୍ଚ ନୁହେଁ।
ଆବହମାନ କାଳରୁ ସରକାରୀ ଅଫିସ୍ ରେ ଲାଞ୍ଚ ' ନୀୟମ '।
କ୍ୱଚିତ୍ କେତେ ଜଣ ଅଛନ୍ତି,ଯେ ଲାଞ୍ତ ରୁ ଭଗ ନିଅନ୍ତିନି।
କାରବାର ଦେଖୁଥା'ନ୍ତି।
ପାଟିରେ ତାଲା ପକେଇ ବସନ୍ତି।
ନହେଲେ ଜୀବନ ଦୁର୍ବିସହ କରିଦେବେ।
ମନିଜଙ୍ଗା ସବ୍ରେଗିଷ୍ଟର କୁ ଧ୍ୟାନ ଦିଅନ୍ତୁ😊
ତାକୁ ପଚାରୁନ ଆଉ କିଏ କିଏ ତା ସହ ସାମିଲ ଥିଲେ? ସେମାନଙ୍କୁ ବି ବାନ୍ଧ।
ଜଣେ ସାଧାରଣ ଲୋକ ଙ୍କ ଅଭିଯୋଗ ଆଧାରରେ ଧରପଗଡ ହୋଇଛି, ଗାଲୁଆ ରାଜସ୍ବ ମନ୍ତ୍ରୀ ଭାଉ ଖାଉଛି !😅
Bjd ଥିଲେ ବାଳ ହୋଇଥାନ୍ତା
Kalahandi ଆସନ୍ତୁ ସବୁ କଳା ଟଙ୍କା ଏଟି ରହିଲା
Right
ଜଟିଳ ଅତିରଞ୍ଜିତ ଆଇନ ଦୁର୍ନୀତି ର ମୂଳ କାରଣ,ସମ୍ବିଧାନ ରେ କୌଣସି ଲୋକଙ୍କ ସରକାରୀ କାମ ନିର୍ଦିଷ୍ଟ ସମୟରେ ସାରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ.ଲୋକଙ୍କୁ ଲୁଟିବା ହଇରାଣ କରିବା ସମ୍ବିଧାନ ର ମୂଳ ଲକ୍ଷ 🙏 ଭୁଲ ଥିଲେ କ୍ଷମା କର. 🙏
All the staffs are involved from top to bottom.
ଧନ୍ୟବାଦ୍ ମାନ୍ୟବର ରାଜସ୍ବ ମନ୍ତ୍ରୀ, ଆପଣଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ।
Real action hero Minister of Odisha 🙏
ବହୁତ୍ ବଢିଆ କାର୍ଯ୍ୟାନୁଷ୍ଠାନ
A very good step by Odisha Government
ସବୁ ରେଜିଷ୍ଟର ଅଫିସ୍ ଗୁଡାକ ସାବଧାନ ହେଇଯାଅ
ଏ ଆରମ୍ଭର। ଶେଷ। ନ ହେଉ। ଧନ୍ୟବାଦ୍
ଜୟ ଶ୍ରୀ ରାମ
ବହୁତ ମୂଷା ଅଛନ୍ତି,,, ଯାନ୍ତାରେ ଆଉଟିକେ ଟେକ୍ନୋଲୋଜି ବଢ଼ା ଯାଉ
Very good 👍
B j p best
Visilance dept needs to be alert on BDA office.
Great Suresh pujari strong leader।।।
ପ୍ରତ୍ଯେକ ଦରଖାସ୍ତର ପ୍ରାପ୍ତିସ୍ବିକାର ପତ୍ର (Acknowledgement receipt) ପ୍ରଦାନ କରାଯିବା ପଦ୍ଧତିର ପ୍ରଚଳନ (ବାଧ୍ୟତାମୂଳକ) କରାଗଲେ,ଗୁଡ଼ାଏ ସମସ୍ଯାର ସମାଧାନ ହୋଇ ପାରିବ।
Very good action
All departments be careful
କେଉଁଝର dist .ସାହାରପଡା ତହସିଲ୍ and ବ୍ଲକ ଆଡ଼େ ନଜରବ ପଡୁ vigilance ର
Prati block ra j.E , Oversiar mananku vigilance lagajau good job pujari sir.
Right sir Chiranjan Jena
ଏହି କର୍ମଚାରୀଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତଦ୍ୱାରା ବିଜେପି ର ଶାସକ ଶୈଳୀ ନିଆରା ବୋଲି ଦେଶବାସୀ ଜାଣିବେ।
👏👏👏
ଯଦି ଆଉ କାହା ପାଇଁ ଲାଞ୍ଚ ନେଉଥିଲେ, ତେବେ ଅଫିସରେ ଅନୁପସ୍ଥିତ ତାଲିକା କହିଦେବ l
Good job by vigilance department
ଚାରି ବର୍ଷ ମଧ୍ୟରେ ୪-୫ ଟା ପ୍ଲଟ କରି ଦେଇଥିବ, marriage କରିସାରିଛି ଆଉ କ'ଣ ଦରକାର
Super sir. Great initiative. Buying a land needs to be cashless 🙏
ଜୟ ଶ୍ରୀ ଜଗନ୍ନାଥ
ଭଲ ହେଇଛି ନାମ ନେଲା
gajapati jillare kebe tahasildar , RI ku dharibe.. vigilance... silance.
ଜୟ ଶ୍ରୀ କୃଷ୍ଣ
କଣ ଭୁବନେଶ୍ୱର ର ସବୁ ଅଫିସ ରୁ ଲାଞ୍ଚ କାରବର ବିଜେପି ସରକାର ସମ୍ପୂର୍ଣ ବନ୍ଦ କରି ପାରିବ?
Satya ❤sanatan ❤❤ki ❤❤jai ❤❤
Satya ❤mebo ❤❤jayte ❤❤
Face dekhiki ladies vabi innocent vabiba bhul,
ଛତ୍ରପୁର ଗଞ୍ଜାମ subregister ଅଫିସରେ ଭିଜିଲାନ୍ସ raid ହେବା ଦରକାର
ଏମାନଙ୍କୁ ନେଇ ବହଳିଆ ହେବ ବିଜେଡି,, ଏମାନେ ଚାକିରୀ ହରାଇ ନବୀନ ଚାକିରୀ କରିବେ, ଆଗକୁ ଦେଖନ୍ତୁ, ସୈତାନ ନୀତିକୁ 🎉
ଏଭଳି କାମ ଭଦ୍ରକ ଜିଲ୍ଲାର ସବୂ ବ୍ଲକ୍ ରେ ଟଙ୍କା ନ ହେଲେ ଜମି କାମ ହେଇଛି, ମନ୍ତ୍ରୀଙ୍କୁ ଅନୁରୋଧ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଧନ୍ୟବାଦ୍
Ameti heba katha sarkara 🔥🔥
ଏହା କେବଳ ଭୁବନେଶ୍ବର ନୂହେଁ ସାରା ରାଜ୍ୟରେ
Good action our government nice step
ଏ କଣ ସତରେ ଏକା ପାପ କରୁଥିଲେ, ନା ଏହା ପଛରେ ଆଉ କେଉଁ ମାନେ ଅଛନ୍ତି ?
Suresh sir apana jetiki samaya rahibe apananka pakhe chira runi rahibu.
❤❤❤❤❤
Right 👍👍 jay jagannath,,, Jay BJP leader
ଆପଣ ପାରୁଛ ଯଦି ନେତା ମନ୍ତ୍ରୀ ଙ୍କ ଘରେ ରେଡ କରନ୍ତୁ ଜାଣିବେ କେତେ ମାଲ ଅଛି😂।ଏଇ ଛୋଟ ଛୋଟ କର୍ମଚାରୀ ଙ୍କ ପାଖରୁ କେତେ ମିଳିବ ଯେ।😅ଯଦି ଦମ୍ ଅଛି ରେଡ କର ଜାଣିବୁ ତୁମ ପାୱାର
It is a very common corruption in every sub registrar office, respected minister sir please take strong action against this matter
Good action
ଏଭଳି ବି ଓଡ଼ିଶା ରେ ବିନା ଟଙ୍କା ରେ ଜମି କାମ ରେ ହାତ ମାରୁନାହାନ୍ତି
Very good Jay shree Ram
Right
ପୂର୍ବ ସରକାର ରେ 50 ଲକ୍ଷ ଦେଇ ଚାକିରି କରିଥିବ । ଲାଂଚ ନ ନେଲେ ପଇସା କୋଉଠୁ ଉଠିବ।
Khub bhala❤❤
Good job. 🙏👍❤
ମୋହନ ସରକାର ତ କହିଛନ୍ତି ଚାକିରୀ ବିକ୍ରି ହୋଉଥିଲା, ଏହାର ଉଦାହରଣ ଦେବଯାନୀ,ଟଙ୍କା ଦେଇକି ଯଦି ଚାକିରି କିଣିଥିବ ସେ ନିଶ୍ଚିତ ଭାବରେ ଲାଞ୍ଚ ଖାଇବ. ତାକୁ ସସ୍ପେଣ୍ଡ ନୁହେଁ ତୁରନ୍ତ ଚାକିରିରୁ ବହିଷ୍କାର କରନ୍ତୁ ମୋହନ ସରକାର.
Good aksation sir😊
Bjd time re a sabu haechi
Very good vigilance 👍
କ'ଣ କରିବେ ସରକାର, ସମସ୍ତଙ୍କୁ କାଢି ପୁଣି ନୂଆ ଲୋକମାନଙ୍କୁ ଚାକିରୀ ଦେବେକି, ଏଠି ସମସ୍ତେ ଖାଇବା ଶିଖି ଯାଇଛନ୍ତି।
❤❤❤❤❤❤❤❤
Good 👍 jail ❤❤❤
ମନ୍ତ୍ରି ର କେତେ property କୋଉଠୁ ଆସିଲା ଚେକଙ୍କ କର first
1000 and 1000 person are doing this. Govt. Should take strong action.cintiue it seriously.
Good 🎉🎉🎉
excellent job done by the vigilance
Really voice velig and City life style ki ✅👁️👁️ life all work search public life is all family members odisha really Great worker action immediately ✅ public health care
Ready ready
Very good step 🎉🎉🎉
Welcome
Nice
ସମସ୍ତଙ୍କୁ ତଦିଦିଆଯାଉ
suresh pujari the pride of our constitution Brajrajnagar
Nice decision taken by government
Welcome
Acchibat
Sabash vigilance
Jay Odisha
Thanks Vigilance
Sabu block office ra employee aur tahasil office ra employee manaku madhya check karajau
ଜୟ ଜଗନ୍ନାଥ 🙏
ସତରେ ନାଁ ଲୋକଦେଖାଣିଆ,ଆମ ଦେଶରେ ଆଇନ କାନୁନ ଦୁର୍ବଳ ଜଦି ଦଣ୍ଡ କଠୋର ହୁଅନ୍ତା ଦୁର୍ନୀତି ଆପେ ଆପେ ଲୋପ ପାଇଯାନ୍ତା,ଆଜି ପର୍ଯ୍ୟନ୍ତ ଭିଜିଲାନ୍ସ ଧରିଥିବା ଘଟଣା ଆମେ ଦେଖିଛୁ ୟା ପରେ ଫଳ କ'ଣ ହେଲା କେହି ଜାଣିନାହାନ୍ତି,ଏଠି ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା କମ୍ବଳ ଜାକ.......