CM Mohan Charan Majhi 's view about our school , education system & teacher employment

Поділитися
Вставка
  • Опубліковано 29 сер 2024
  • Special credit to ‪@ArgusNews_in‬
    #cm #cmmohan #education #teacher #school #teachingexams #osstet #odisha #mohanmajhi #highschoolteacher #ssbtgt #rht #satyaranjanpati #governmentjobs #juniorteacher

КОМЕНТАРІ • 246

  • @niranjanmohapatra849
    @niranjanmohapatra849 2 місяці тому +53

    ସୁନ୍ଦର କଥା... ପ୍ରଥମେ ଶିକ୍ଷକ ନିଯୁକ୍ତି ପ୍ରତି ଗୁରୁତ୍ୱ ଦିଆଯାଉ. ପ୍ରଣାମ ଆଜ୍ଞା 🙏

  • @lipakbehera1453
    @lipakbehera1453 2 місяці тому +26

    ମୁଁ CM Sir ଙ୍କୁ ଏତିକି ଅନୁରଧ ସମସ୍ତ ସରକାରୀ ଚାକିରିଆ ଏବଂ ବିଧାୟକ ମାନଙ୍କ ପିଲାମାନେ ଯଦି ସରକାରି ସ୍କୁଲ ରେ ପାଠ ପଢେଇବା ବାଧ୍ୟତାମୂଳକ କରାଯାନ୍ତା ତାହାଲେ ସରକାରି ବିଦ୍ୟାଳୟ ରେ ଶିକ୍ଷ୍ୟା ର ଗୁଣାତ୍ମକ ବିକାଶ ହେଇପାରନ୍ତା

  • @nikhilsahu381
    @nikhilsahu381 2 місяці тому +27

    CM no 1 .sir aapana best cm haisarileni.jadi aapana continue karibe officer manaku tagid Karibaare.tulasi dui payraru base.continue this style

  • @rudranshsekharnaik1229
    @rudranshsekharnaik1229 2 місяці тому +29

    20000jts ପଦବୀ ପୂରଣ କରନ୍ତୁ ସାର୍ ପିଲା ବହୁତ୍ ଅଛନ୍ତି କିନ୍ତୁ ନିଯୁକ୍ତି ନାହିଁ

  • @laxmidharbehera7549
    @laxmidharbehera7549 2 місяці тому +34

    2022 ମସିହାରେ ନିଯୁକ୍ତ High school teacher posting ର CBI ଯାଞ୍ଚ ହେଉ 🙏

    • @jitunlenka
      @jitunlenka 2 місяці тому +2

      Right

    • @Tapu-jz5ks
      @Tapu-jz5ks 2 місяці тому +2

      Right

    • @tapan_monalisa
      @tapan_monalisa 2 місяці тому +2

      Right

    • @tapan_monalisa
      @tapan_monalisa 2 місяці тому +8

      ST & SC ମାନଙ୍କୁ ମେଡ଼ିକାଲ ଓ ଶିକ୍ଷା କ୍ଷେତ୍ର ରେ କୋଟା ନ ଦିଆ ଯାଉ । ନିଯୁକ୍ତି ପାଇଁ ସର୍ବନିମ୍ନ ୧୦୦ ରୁ ୫୦ ନମ୍ବର ରଖା ଯାଉ ।

  • @MisGita-fg1oj
    @MisGita-fg1oj 2 місяці тому +15

    Love form keonjhar Jai mohon sir jai maa tarini 🙏 Jai jai jagannath 🙏❤❤❤🎉🎉🎉

  • @cutyoopsmoments2800
    @cutyoopsmoments2800 2 місяці тому +26

    Koti koti pranam mohan sir

  • @SASMITAofficial143
    @SASMITAofficial143 2 місяці тому +16

    This is the education

  • @prakashmeher6804
    @prakashmeher6804 2 місяці тому +2

    Koti koti pranam sir.

  • @user-dz9wb2dp9h
    @user-dz9wb2dp9h 2 місяці тому +8

    Love from Keonjhar❤❤❤

  • @anilkumarbehera8151
    @anilkumarbehera8151 2 місяці тому +6

    ଭଲ ଲାଗିଲା ଆଜ୍ଞାଙ୍କର କଥା ସୁଣି

  • @yogopriyamishra5178
    @yogopriyamishra5178 2 місяці тому +2

    Thank u sir

  • @saumyaranjan9172
    @saumyaranjan9172 2 місяці тому

    Thank you so much sir🎉 education system sudharantu🙏🙏

  • @gangabag1156
    @gangabag1156 2 місяці тому +4

    କାଠ ମୂର୍ତ୍ତି ନବୀନ ପଟ୍ଟନାୟକ ଠାରୁ ମୋହନ ସାର 1000%ଭଳ

  • @SethyBabuthepower
    @SethyBabuthepower 2 місяці тому +11

    Mohan majhi sir ଆପଣଙ୍କ ଦଳ ର ସରକାର ଯେଉଁ ସବୁ ରାଜ୍ୟ ରେ ଅଛି ସେଠି ର ଶିକ୍ଷା ବ୍ୟବସ୍ଥା ବିଷୟରେ ପ୍ରଥମେ ଜ୍ଞାନ ନିଅନ୍ତୁ ତାପରେ ଫଟା କାନ୍ଥ ରେ colour ଦେବା କଥା କହିଲେ ଶୋଭା ପାଇବ ଆଶା କରେ ଆପଣ ଭଳି ଜଣେ ଲୋକ ଏ ମିଡିଆ ସ୍ମାନାରେ ବସି ଗାଲୁଆ ପରି କଥା ବାର୍ତ୍ତା କରିବା ଶୋଭା ଦିଏ ନାହିଁ ଜଣେ ମୁଖ୍ୟମନ୍ତ୍ରୀ କୁ

    • @arunkumardas4382
      @arunkumardas4382 2 місяці тому

      Right 👍

    • @bnnayak7973
      @bnnayak7973 2 місяці тому +1

      Absolutely ri8
      Ye majhi nijaku nije NAYAK MOVIE ra Anil kapoor bhabuchi
      Jouthi se 2 thara MLA thile
      Aagaru kn tadhi pakeichanti se area re !!

    • @narayanmangaraj1305
      @narayanmangaraj1305 2 місяці тому

      Mun jou school re achhi sethi sabu ranga au chhata ree pichhu dia hoichhi abe seguda sabu chhadikki paduchhi upare

    • @ranjitswain5692
      @ranjitswain5692 2 місяці тому +2

      Mu Gujurat re achhi, Gujurat sarkar ama pain Odia school karichi. Au ethika school Odisha school tharu 20 barsha agare. Computer class tharu swiming pool

  • @chuleswarikisan8576
    @chuleswarikisan8576 2 місяці тому

    Dhanyawad sir

  • @babitadalai8691
    @babitadalai8691 2 місяці тому +1

    Thank। You। Mohan। Sir. ❤❤❤❤

  • @santosinipanda630
    @santosinipanda630 2 місяці тому +12

    Private school teacher ମାନଙ୍କୁ କିଛି help karantu please We request

  • @Satyaprangya-kf6dm
    @Satyaprangya-kf6dm 2 місяці тому

    ମାନ୍ୟବର CM ଓଡ଼ିଶା I convay my heart felt congrats on your assumption sir L feel the education profession starting from H E in odisha is in mess l am a retired employee of ODISHA secretariate now LSB particularly l have served more than 20yrs S,T SC OBC and MW department There are also more than two thousand schools . Besides there are government,pvt managed (under taken schools ) and purely Pvt। Managed school but there is hale and heaven disparity in pay and allowances between these teachers. Soon after amendment of the right of children to free and compulsory education act 2009 and imparting DEL ED by NIOS the primary adu in private sector has been substantially improved but the teachers of the sector are debarred from getting minimum wages nor equal pay with their counter parts in government schools. Even they are forced two work in less than a daily labour and without EPF and ESI
    I trust our popular CM who had started his career from SSM will definitely feel the dilapidated financial condition of private teachers and grant them equal pay with government school primary teacher along with EPG and ESI. As a result of which lakhs of private teacher family will remember you.
    Mukunda Dev Das. Retired secret. Employee.

  • @prasannanayak4336
    @prasannanayak4336 2 місяці тому +3

    ମୋର ପ୍ରିୟ ମୁଖ୍ୟମନ୍ତ୍ରୀ କେବଲ କେନ୍ଦୁଝର ଆପଣଙ୍କର ନୁହେଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ପ୍ରତ୍ୟେକ ଗାଁ ଆପଣଙ୍କର

  • @KALAHANDIDIARY
    @KALAHANDIDIARY 2 місяці тому

    School ଗୁଡ଼ିକ ବହୁତ ସୁନ୍ଦର କରା ହୋଇଛି କୋଉ ରାଜ୍ୟ ରେ ଏମିତି school ନ ଥିବ

  • @nitishkumardash9337
    @nitishkumardash9337 2 місяці тому +2

    Right sir ama school ku khali baharu show off ranga dia heuchi..ama school re Hindi Sanskrit teacher nahanti science teacher reservation kota re asichanti totally students nku padhei paru nahanti.. school re computer achi hele teacher nahanti..bas luti chalichanti sir sabu

  • @saratparida1113
    @saratparida1113 2 місяці тому +9

    ସଂଗ୍ରାମ ବାବୁ ଆପଣ ଚାମଚ ଗିରି ଅଧିକ କରୁଛନ୍ତି

  • @rajendrapadhan6817
    @rajendrapadhan6817 2 місяці тому

    Right sir

  • @sabyasachisahoo7138
    @sabyasachisahoo7138 2 місяці тому

    Tq sir

  • @chhabisamal6494
    @chhabisamal6494 2 місяці тому

    ବିଦ୍ୟାଳୟରେ ରାମାୟଣ ପଢ଼ାଯାଉ

  • @pitambersethi7403
    @pitambersethi7403 2 місяці тому +1

    best.cm sir❤❤

  • @user-wc4yc8ny2c
    @user-wc4yc8ny2c 2 місяці тому

    Yes sar 👌👌👌👌👌

  • @manjusreesahu6183
    @manjusreesahu6183 2 місяці тому +1

    Nice🎉

  • @StupidGuy-bh3re
    @StupidGuy-bh3re 2 місяці тому

    Number 1 CM 🙏🙏🙏

  • @muralidharparida9228
    @muralidharparida9228 2 місяці тому

    ସାର୍ ଆମ ଶିକ୍ଷକ ମାନଙ୍କୁ ସମାନ କାମକୁ ସମାନ ଦରମା ନିୟମ ଲାଗୁ କରିବେ

  • @agnikumarsahu8863
    @agnikumarsahu8863 2 місяці тому

    ଓଡ଼ିଶାରେ ଯେତେ ବେସରକାରୀ ବିଦ୍ୟାଳୟ ଅଛି ସବୁକୁ ସରକାରୀ ମାନ୍ୟତା
    ଦେଇ ଶିକ୍ଷକମାନଙ୍କୁ ଅଦଳବଦଳ କରି ସବୁ
    ସରକାରୀ ଚାକିରୀ ଥିବା ବ୍ୟକ୍ତିଙ୍କ ପିଲା ମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢେଇବା ବାଧ୍ୟତାମୂଳକ କରାଗଲେ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାତର ଅନ୍ତର ରହିବ ନାହଁ।ସବୁ ବିଦ୍ୟାଳୟରେ RTE ଅନୁସାରେ ଶିକ୍ଷକ ନିଯୁକ୍ତି କରାଯିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାସ ହାରକୁ ଦେଖି ଶିକ୍ଷକ ମାନଙ୍କ ଦରମା ଲାଗୁକଲେ ଓଡ଼ିଶାରେ ଶିକ୍ଷାର ଗୁଣାତ୍ମକ ବିକାଶ ହେବ ବୋଲି ମୋର ମତ । ବନ୍ଦେ ଉତ୍କଳ ଜନନୀ

  • @chhabisamal6494
    @chhabisamal6494 2 місяці тому

    ମୂଳକାରଣ ଦଣ୍ଡମୁକ୍ତ ଅଞ୍ଚଳ ହେବାରୁ ବିଦ୍ୟାଳୟ

  • @BabiRaniPanda
    @BabiRaniPanda 2 місяці тому

    We wants development and employment

  • @lit575
    @lit575 2 місяці тому

    Time to action cm sir 💪

  • @prasannapattnaik9017
    @prasannapattnaik9017 2 місяці тому

    Our cm is best

  • @sunilkumarpatnaik6953
    @sunilkumarpatnaik6953 2 місяці тому

    Fillup all VACANT posts in all Govt Schools, colleges, Universities and Medical colleges. .....PROPERL TRAINING MAY BE GIVEN TO TEACHERS IN EVERY 2 YRS.

  • @bijaykumarpatra4671
    @bijaykumarpatra4671 2 місяці тому

    Change of syllabus like sisu mandir pttern in all odiya school up to 5th class.

  • @user-cw9gp5ty9f
    @user-cw9gp5ty9f 2 місяці тому

    ଗୁଣାତ୍ମକ ଶିକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ଗୁଣାତ୍ମକ ଶିକ୍ଷାକ ନିଯୁକ୍ତି ହିଁ ପ୍ରଥମ ପଦକ୍ଷେପ ହେବା ଉଚିତ। ଅଳ୍ପ ପଇସାରେ ବିଭାଗ ଚଳାଇବା ମାନସିକତା ପରିହାର କରିବା ନିହାତି ଦରକାର । ଜୟ ଜଗନ୍ନାଥ, ... ... ...

  • @arunkumardas4382
    @arunkumardas4382 2 місяці тому +1

    Education re inquiry karibe kie kete khaichi inquiry karantu bhala katha odisha re bekari samasya ku madhya dura karantu 1000 .1000. luka mane dadan khatibaku jauchanti Ate Patho padhikibi bhala sarakari ba govt job pau nahanti Sethi pain. Chinta karantu agami dinore bhala govt job paiba pain .... mohan babu

  • @ashiskumarbaral2606
    @ashiskumarbaral2606 2 місяці тому

    ବ୍ଲକଗ୍ରାଣ୍ଟ ଭଳି ଘୃଣ୍ୟପ୍ରଥା ର ଉଚ୍ଛେଦ କରାଯାଉ।

  • @SethyBabuthepower
    @SethyBabuthepower 2 місяці тому +2

    Mohan majhi sir ଆପଣ ଏବଂ ଆପଣଙ୍କ ସ୍ମାନା ରେ ବସିଥିବା ଲୋକଟି କଣ ବଙ୍କା କରିବେ ସେଇଟା ଆଗକୁ ଜଣା ପଡ଼ିବ ଆପଣ ମାନେ କେତେ ବାଳ ଓପଡ଼ା ଆମେ ବହୁତ୍ ଭଲ ଭାବରେ ଜାଣିଛୁ

  • @janakidash6833
    @janakidash6833 2 місяці тому

    ମନ୍ତୀ କଣ କରିବେ। ଖାଦ୍ୟ ସମସ୍ୟା କିପରି ଭାବନ୍ତୁ। ପିଲାମାନେ ପେଟ ପାଇଁ ବାପା ମାଆ ଙ୍କୁ ହେଲ୍ପ କରନ୍ତୁ

  • @biswabharatmohalik5176
    @biswabharatmohalik5176 2 місяці тому +8

    Saraswati shishu mandir bhali time table prepare kariparibe kii

  • @user-vd4by4dk5o
    @user-vd4by4dk5o 2 місяці тому

    ❤ very nice ❤

  • @arunkumardash7090
    @arunkumardash7090 2 місяці тому

    Tiger 🐅 of keonjhar

  • @amohapatra123
    @amohapatra123 2 місяці тому

    True

  • @lalpatimohanta571
    @lalpatimohanta571 2 місяці тому

    ବିଦ୍ୟାଳୟ ରେ ପାସ ଫେଲ ବ୍ୟବସ୍ଥା ନାହିଁ । ତେଣୁ ପିଲା ମାନେ ଠିକ୍ ଶିକ୍ଷା ଗ୍ରହଣ କରି ପାରୁ ନାହାଁନ୍ତି ।

  • @sukantakumarmahapatra450
    @sukantakumarmahapatra450 2 місяці тому

    ସରସ୍ଵତୀ ଶିଶୁମନ୍ଦିର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଚାକିରି କରିଥିଲେ ତେଣୁ ସେ ଭଲ ଭାବେ ଅବଗତ ଅଛନ୍ତି। ଏହି ବିଦ୍ୟାଲୟରେ ଭଲ ରେଜଲ୍ଟ ହେବାର ମୁଖ୍ୟ କାରଣ ହେଉଛି ପ୍ରତ୍ୟେକ ଶ୍ରେଣୀ ପାଇଁ ଜଣେ ଜଣେ ଶିକ୍ଷକ ଥାନ୍ତି ଓ ସେମାନେ ଶିକ୍ଷାଦାନ ଛଡା ଅନ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ। ସରକାରୀ ବିଦ୍ୟାଳୟରେ ପ୍ରତି ଚାଳିଶ ଜଣ ପିଲା ପାଇଁ ଜଣେ ଶିକ୍ଷକ ନିଯୁକ୍ତି ପାଇ ଥାନ୍ତି ସେଥିରେ ବିଭିନ୍ନ ଶ୍ରେଣୀର ପିଲା ଥାନ୍ତି। ଆଉ ଶିକ୍ଷକ ମାନଙ୍କୁ କେଉଁ କେଉଁ କାର୍ଯ୍ୟରେ ନିୟୋଜିତ କରାଯାଏ ତାହା ଲେଖିବା ଆବଶ୍ୟକ ନାହିଁ।
    ତେଣୁ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଯଦି ନୂତନ ସରକାରଙ୍କ ପକ୍ଷରୁ ପ୍ରକୃତ ଆନ୍ତରିକତା ଅଛି ତେବେ ସରସ୍ଵତୀ ଶିଶୁ ମନ୍ଦିର ପରି ପ୍ରତି ଶ୍ରେଣୀ ପାଇଁ ଜଣେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ଶିକ୍ଷକ ମାନଙ୍କୁ ଶିକ୍ଷା ଦାନ ବ୍ୟତୀତ ଅନ୍ୟ କୌଣସି ଦାୟୀତ୍ୱ ଦିଆ ନ ଗଲେ ଶିକ୍ଷାର ଉନ୍ନତି ହେବ।

  • @lilibagh6059
    @lilibagh6059 2 місяці тому

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ ଜେମିତି ରଗଂ କମରେ ୟେନୁକାରିବେ ସମିତୀ ସାର୍ ମାନେ ପିଲାମାନଙ୍କୁ ପ୦ ପଢାରେ କେତେ ଅବହେଳା କରୁ ଛନ୍ତି ସେମାନଙ୍କୁ ବି ୟେନୁକାରି କରନ୍ତୁ ଆଉ ପିଲାମାନେବି ଶାର୍ ମାନକୁ ମାନୁ ନାହାଁନ୍ତି ୟେମିତିକି ଅନେକ ଅଶୁବିଧା ଅଛି ସେଶବୁକୁ ୟେନୁକାରି କରନ୍ତୁ

  • @SASMITAofficial143
    @SASMITAofficial143 2 місяці тому +2

    Right off education inquiry for about 5t

  • @pritisridas4252
    @pritisridas4252 2 місяці тому

    Please sir🙏vocational education ku priority diantu
    Vocational teacher post bahara karantu please sir🙏

  • @sudeeptanayak899
    @sudeeptanayak899 2 місяці тому +1

    Guluguli re kipari pila school jibe... 3 days extend karajau

  • @Bobi_Godsdaughter
    @Bobi_Godsdaughter 2 місяці тому +5

    Sir aga keonjhar ku no1 karantu pls😅😅😅

    • @bnnayak7973
      @bnnayak7973 2 місяці тому +1

      Ri8 2 thara mla thiba time re kn karichi majhi😅

    • @Bobi_Godsdaughter
      @Bobi_Godsdaughter 2 місяці тому

      @@bnnayak7973 kana kariba.. Bachaspati nku chapal phopadi phopadi Dina jaithiba

  • @rahulk934
    @rahulk934 2 місяці тому

    Librarian post vacancy bahut achhi sir...plz look into the matter...bcz we have completed mlib but still unemployed

  • @kadambinibiswal7331
    @kadambinibiswal7331 2 місяці тому

    ବିକାଶ ଯାହା ହେବାକଥା ହେଇଛି। ଏବେ ଶିକ୍ଷକ ନିଯୁକ୍ତି ବିଷୟ ରେ ଚିନ୍ତା କରନ୍ତୁ।

  • @jitendrasahoo5086
    @jitendrasahoo5086 2 місяці тому

    ଆଗ ପରି ପରୀକ୍ଷା କରାଯାଉ ଗୋଲ ବୁଲା ବନ୍ଦ କରାଯାଉ 2013 ପରେ ଯୋଉ ପରୀକ୍ଷା ଚାଲିଛି ତାକୁ ବନ୍ଦ କର

  • @CaptainMithun10
    @CaptainMithun10 2 місяці тому +2

    ଏ କଣ ମୁଖ୍ୟମନ୍ତ୍ରୀ 😂😂

    • @dseducation331
      @dseducation331 2 місяці тому

      ତୁ ,,,,ବାରା,😂,,,,🤫🤫🤫

  • @PurnaChandraTripathy-pi6fj
    @PurnaChandraTripathy-pi6fj 2 місяці тому +2

    Good news

  • @skillshorizon3864
    @skillshorizon3864 2 місяці тому

    The number of teachers is low, but do we have the student count in government schools, even in rural areas? I have noticed that there are more students in private schools compared to government schools. Private school teachers are getting only 1/4th of the salary compared to government teachers, yet if you compare the quality of education, you will find that private school students excel more. So, no government can change this. We, as teachers, need to reflect on whether we are truly doing our job out of passion or just as an occupation.

  • @deepakbarik676
    @deepakbarik676 2 місяці тому

    ବହୁତ teacher ଅଛନ୍ତି ଯେଉଁ ମାନେ ଟଙ୍କା ଦେଇ job କରିଛନ୍ତି 2022 ରେ sir ଆହୁରି ବହୁତ teacher ଅଛନ୍ତି ସେମାନେ ଫେକ୍ certificate ଦେଇକି job କରିଛନ୍ତି 2000 ମସିହା ପାଖରୁ sir ଏହି ସବୁଥିରେ ଠିକସେ ତଦନ୍ତ ହେଲେ ବହୁତ ଅଳିଆ ସଫାହେବ ଆଉ ଆମ ପିଲାଙ୍କ ଫ୍ୟୁଚର ମଧ୍ୟ ଵଲାହେବ

  • @manishmalhotra2659
    @manishmalhotra2659 2 місяці тому +5

    Sir reporter nku kichi jana nai bodhe ,,education bisayare janibaku chahuchanti jadi rural ku jaiki dekhantu...... Kendriya vidyalaya thu adhika developement heichi......pila computer kana Jani nathile,thikse dekhi nathile......kintu ebe internet use karuchanti........smart screen re padhuchanti........sabu school ra face change heijaichi.....jouthi sarkari school ku loko dekha Baku chahunathile,ebe buliki dekhuchanti.........sports sangaku, dance au act ku bahut agaku niajaichi.....pila mane participate karuchanti....... Gaan ru jaiki district .....district ru capital jaiki prize anuchanti......Khali education nuhe,,sabu khetra re developement heichi....

    • @biopath3829
      @biopath3829 2 місяці тому

      ପୁରା ଠିକ କହିଲେ. କିନ୍ତୁ ମୋ ଜାଣିବାରେ କେତେ ପିଲା A1ରେ ଯାଇଛନ୍ତି ବିଗତ ଦୁଇ ବର୍ଷ ରେ ଟିକେ ରିପୋର୍ଟ ଦେବେ. ଭୁବନେଶ୍ୱର ଆଉ କଟକ ଛାଡି ଅନ୍ୟ ଜିଲ୍ଲା ର ରିପୋର୍ଟ ଦେବେ. ଆମ କେନ୍ଦୁଝର ଜିଲ୍ଲା ର ମୁଖ୍ୟ ବିଦ୍ୟାଳୟ ରେ କେହି A1ଯାଇନାହାନ୍ତି. ଏଇ ବର୍ଷ କୋଉ ବିଦ୍ୟାଳୟ ର ଟପ୍ପର ଯାଇଛି ଦୟାକରି ଜଣେଇବେ.

    • @adds8322
      @adds8322 2 місяці тому +1

      True. Mohan sarkar kan karibe dekhiba. E ta khaali inquiry inquiry katha kahuchanti. Kaamo kebe hebo janaa nahni. Emaane jane jane police CBI Ed. Murkho dolo. Navin sir pandian sir jaha b karichanti sabu pros cons ku aakhi agare rakhi decision nei chanti. Center ra ete badha satwe. Ei center hi tanku kichhi karei deu nathila.

    • @user-dx8ul9hx5q
      @user-dx8ul9hx5q 2 місяці тому

      Right

    • @janmejayaparida2702
      @janmejayaparida2702 2 місяці тому

      Saguna au bilua misi odishaku khaigale. Tume puni se dui nam dharuchha, khaibaku milibani

  • @jagatanandsagar5879
    @jagatanandsagar5879 2 місяці тому +1

    Proud of odisha for CM mohan majhi

  • @chittaranjanbehera3027
    @chittaranjanbehera3027 2 місяці тому

    ❤❤❤

  • @haraprasannajena7909
    @haraprasannajena7909 2 місяці тому +1

    Doctor nanhi, Medical re, Siskhak nahin school re
    Police nahin station re
    Fire fighter nahin fire station re
    Electric staff nahin , Ele offic re
    BDO nahin block office re
    Tahasildar nahin office re
    Je nahin sec re
    Ba 5t sarkar, 😊

  • @HomeDesigner458
    @HomeDesigner458 2 місяці тому +2

    Asigala bikau Argus

  • @pritisridas4252
    @pritisridas4252 2 місяці тому

    Please sir🙏3years hela vocational teacher post baharini puruna sarkar amaku nirash karichanti ajiparjyanta post bahar karinahanti
    Please sir 🙏kn nua sarakar bi amaku nisarsa karibe please sir vocational teacher post bahara karantu🙏

  • @pradeepnayak7439
    @pradeepnayak7439 2 місяці тому

    First primary teacher manku salary tike se deontu. (Regular) . 2nd re teacher manku only teaching work karibe. 3rd. Teacher manku gote Target dea jau j semanka class ro samasta students jemiti Val padha badhibe... Au jau teacher Target ku achieve karibaribeni. Tanku punishment deajau.

  • @madanmohansial3485
    @madanmohansial3485 2 місяці тому

    Sir,
    Engaged DATA ENTRY OPERATOR in schools.
    We shall b obliged

  • @rahulk934
    @rahulk934 2 місяці тому

    Plz look into the matter of SSB lectures gradepay issue

  • @pruthirajofficial2894
    @pruthirajofficial2894 2 місяці тому

    Primary Teacher ku Contractual auu High school teacher ku Regular ae ki Rule......

  • @abhijitpanigrahi775
    @abhijitpanigrahi775 2 місяці тому

    Entrance re negative mark aniki teacher heichanti, TET pass kariparu nathibaru qualifying mark kaam kari deagala...aau kete development darkar

  • @Vmishra2025
    @Vmishra2025 2 місяці тому

    Sir omc upare cbi inquiry hau, omecl kaha swarthare heithila aau kie koti koti tanka khai omecl ku close kala aau sethire thiba nija loka nku chakiri dela omc re jouthi k 25 year kama kari madhya pila mane omc re regular haunahanti, plz cbi inquiry hau aau niriha employees nku justice dia jau aau omecl name re koti koti tanka barbad ra parda fas hau. Abasyaka nathila bele OMECL KANHIKI CREATE KARAGALA, MASTERMIND KIE

  • @bijaykumarsahu6819
    @bijaykumarsahu6819 2 місяці тому +4

    ମାନ୍ୟବର ମୁଖ୍ୟମନ୍ତ୍ରୀ ସାର୍ ଆମେ ଗଣଶିକ୍ଷକ କେତେ କଷ୍ଟ ପାଉଛୁ , ତାହା କହିବା କଷ୍ଟକର ମାର୍ଚ୍ଚରେ ୧୦୦୦୦ଟଙ୍କା ଲାଗୁ କରାଯାଇଛି,ତାହା ପାଉଛୁ,ଓଟିଇଟି ଠାରୁ ରେଗୁଲାର ନ କରି ୧୪ ମାସର ଏରିଅର କଟାଯାଇ ମାର୍ଚ୍ଚ ରୁ ରେଗୁଲାର oderହୋଈଅଛି କିନ୍ତୁ ଆମ ଜିଲ୍ଲାରେ ଆମେ ଗଣଶିକ୍ଷକ ମାନଙ୍କୁ DEO sir ରେଗୁଲାର କରିବାର ବିଳମ୍ବ ହେଉଛି ତାଙ୍କ ପାଖରେ ଗଣଶିକ୍ଷକ ପ୍ରତି ଦୟା ଭାବ ଦେଖିବାକୁ ପାଉନୁ

  • @Ajstyle-l9j
    @Ajstyle-l9j 2 місяці тому +1

    Sir upcoming rht kebe asiba sir

  • @raghunathdehuri4809
    @raghunathdehuri4809 2 місяці тому

    ଦୟାକରି primary ରୁ ଶିକ୍ଷା ବ୍ୟବସ୍ଥାକୁ ସୁଧାର ଆସିବା ଦରକାର

  • @manaskumarbarik1202
    @manaskumarbarik1202 2 місяці тому

    Sir, Odisha re bhut pila achhanti jau mae graduation kari CT or BED kari nahanti , seman ku sujogaru diajau , Teacher re apply pai , CT ir BED kn pai rakha jauchi,

  • @tapan_monalisa
    @tapan_monalisa 2 місяці тому

    Government school re padhile jaiki government chakiri miliba semiti rule aniba darkar school re pila badhibe nijukti bi badhiba

  • @arabindabarik3902
    @arabindabarik3902 2 місяці тому +1

    Sir 3 day hoichhi
    5 your ho am achhu job keta daba Kanak news re sir asiba aau kahiba

  • @Tapanbin
    @Tapanbin 2 місяці тому

    Sir, Jajpur ra Dasarathpur Block re thiba School jouthi 5T ra kam hoichi, bohut ghotala hoichi,

  • @RudraNarayanNayak-kj6uf
    @RudraNarayanNayak-kj6uf 2 місяці тому

    Good news sir

  • @suchismitasahoo4407
    @suchismitasahoo4407 2 місяці тому

    Sir primary teacher nka salary upare tike dhyan diantu

  • @susantakumarpanda2139
    @susantakumarpanda2139 2 місяці тому

    ସରକାରୀ ବାବୁ ଙ୍କ ପିଲା ମାନେ ସରକାରୀ ସ୍କୁଲ ରେ ପାଠ ପଢିଲେ ନିହାତି ଭଲ ହେବ

  • @sarojbarik7790
    @sarojbarik7790 2 місяці тому

    1 St। Priority goes to education Department

  • @bnnayak7973
    @bnnayak7973 2 місяці тому +1

    Hmm majhi ebe sabub tadhei deba😅😅😅😅

  • @bikashchhetri56
    @bikashchhetri56 2 місяці тому +1

    Sabu aasibe ao sabu curruption heba ao chopa age relaxation milibe 😂😂😂

  • @Princebhai2020
    @Princebhai2020 2 місяці тому

    ନେତା ସିଏ ନବୀନ ସେ କାହାବିରୁଦ୍ଧରେ କୁହେ ନାହିଁ Modi mohan CM ଭାଷଣ Modi ପରି ଦୁଷ ଆଉ କାହାଉପରେ ଲଦିବା ଆରମ୍ବ କରିଛି ଏଵେ ତ CM ହେଲଣି କାମ କର ନହେଲେ BJD କୁ takeover କର

  • @kulamanisahoo7759
    @kulamanisahoo7759 2 місяці тому +1

    CM gota school teacher haiki Hind thick kahi parunahi sa kana odisha ku sakhita kariba

  • @Drray-x3859
    @Drray-x3859 2 місяці тому

    Lets see how many vacancies he is opening.

  • @user-nq8in9bw5k
    @user-nq8in9bw5k 2 місяці тому

    Our great CM Naveen Patnaik

  • @Ajitsahu-bm6cn
    @Ajitsahu-bm6cn 2 місяці тому +5

    ସ୍କୁଲ ରେ ରଙ୍ଗ ଦରକାର ନାହିଁ ସାର ପାଠ darkar

  • @DebakiNial-be3qm
    @DebakiNial-be3qm 2 місяці тому

    Suna dam Kam karantu please mahan majhi sir

  • @soumya8516
    @soumya8516 2 місяці тому

    Hello sir, Mu ignou re graduation karichhi arts re mo certificate re direct subject name history, political Science emiti lekha heini , high school teacher re mu eligible hebiki subject combination belu mu bed karibi ki nahi sethi pain bhabuchhi kale subject combination re katidebe mate please kahibe

  • @pritishsahu9546
    @pritishsahu9546 2 місяці тому

    Sir blockgrant teacher pension byabsta tk kari diantu....🙏🙏🙏apana bhi ta Jane guruji thile apana Jane blockgranta techer ra dukha bujhi paribe.🙏🙏

  • @ratnakarmohanta9037
    @ratnakarmohanta9037 2 місяці тому

    I love you

  • @birabhadrapanda4318
    @birabhadrapanda4318 2 місяці тому

    Kendrara new education policy odisha re strictly lagu karajau.

  • @uniquethings7237
    @uniquethings7237 Місяць тому

    Sir 2 year regular bed course re kn semester exam re pass fail nahin ki

  • @deeptijyoti4717
    @deeptijyoti4717 2 місяці тому +1

    Sir 2008-2013 GIA Order kebe heba

  • @nirmalkumarpatra9710
    @nirmalkumarpatra9710 2 місяці тому +1

    Tame kn kariba kuha

  • @Vivo1509ggtt5
    @Vivo1509ggtt5 2 місяці тому +1

    Jay bjp jay mohan majhi