Manoj Mishra On Odia Film 'Randi Pua Ananta' | Manoj Mishra | Sabyasachi Mohapatra | Kanak News

Поділитися
Вставка
  • Опубліковано 14 лис 2024

КОМЕНТАРІ • 194

  • @utkaladirghika3139
    @utkaladirghika3139 2 дні тому +80

    ଓଡ଼ିଆ ଶବ୍ଦ ବିଷୟରେ ଜ୍ଞାନ ନରଖିଥିବା ଲୋକ ହିଁ ଏମିତି କଥାବାର୍ତ୍ତା କରନ୍ତି | "ରାଣ୍ଡି ପୁଅ ଅନନ୍ତା" ଏକ ଗାଳି ନୁହେଁ, ବରଂ ଏକ ବିଶେଷଣ ଯାହାକି ଅନୁଶାସନହୀନତା କୁ ସୂଚାଏ । କାରଣ ଏଭଳି ଦେଖାଯାଇଛି ଯେ ସାଧାରଣତଃ ପିତୃହୀନ ପିଲାମାନେ ଅନୁଶାସନହୀନ ଓ ବିଦ୍ରୋହୀ ସ୍ୱଭାବର ହୋଇଥାନ୍ତି । ଏଠାରେ ଅନନ୍ତା ନାଁ ଟିକୁ ମଧ୍ୟ ଭାବିଚିନ୍ତି ନିଆଯାଇଛି । ଅନନ୍ତା ନାଁ ଟି ଏହି ଅର୍ଥରେ ନିଆଯାଇଛି ଯେ ଯାହାକୁ କୌଣସି ସୀମାରେ ବାନ୍ଧି ହେବନି । ସ୍ତ୍ରୀ ଗର୍ଭବତୀ ଥାଇ ସ୍ୱାମୀ ମରିଯିବାରୁ,ତା ପିଲାଙ୍କୁ ରାଣ୍ଡି ପୁଅ କହନ୍ତି। ସ୍ତ୍ରୀ ଆଗରୁ ସ୍ୱାମୀ ଚାଲିଯିବାକୁ ବିଧବା କହନ୍ତି। ଫକୀର ମୋହନ ସେନାପତିଙ୍କ ଲେଖା ଆଜ୍ଞା ଏହା ଉପରେ ଅଳ୍ପ ଜ୍ଞାନ ରଖି ପ୍ରଶ୍ନ କରିବା ଅନୁଚିତ |

    • @rjsoy4432
      @rjsoy4432 День тому +7

      ସେମିତି ରେ କଟକିଆ କହିଲେ କାହିକି ବଧେ ତମକୁ 😅😅😅

    • @Ashoka_the_great
      @Ashoka_the_great День тому +9

      ଯେମିତି ହିନ୍ଦୀ ରେ ଦାଦା ମାନେ ଜେଜେ ଆଉ ଓଡ଼ିଆ ରେ ଦାଦା ମାନେ ବାପା ଙ୍କ ଭାଇ , ଆଉ ରୁଷ ଭାଷାରେ ଦାଦା ମାନେ ହଁ .. ସେଇ ଭଳି ହିନ୍ଦୀ ର ରାଣ୍ଡୀ ମାନେ ଅଲଗା ଆଉ ଓଡ଼ିଆ ରେ ରାଣ୍ଡୀ ମାନେ ଅଲଗା..ତେଲୁଗୁ ରେ ବି ରାଣ୍ଡୀ କହନ୍ତି ତା ମାନେ ବି ଅଲଗା... ମନୋଜ ଭାଇ ଆପଣ ଙ୍କ ଦେହ ରେ ଓଡ଼ିଆ ର ଗନ୍ଧ ନାହିଁ .. first ଓଡିଶା ର ସବୁ ଅଞ୍ଚଳ କୁ ଯାଇ ଭାଷା ଚାଲି ଚଳଣିକୁ ବୁଝ ତା ପରେ ଭୁଲ୍ ଠିକ୍ କହିବ

    • @WorldofPrakash285
      @WorldofPrakash285 День тому

      Point to be noted 👍👍good bro​@@rjsoy4432

    • @WorldofPrakash285
      @WorldofPrakash285 День тому

      ​@@Ashoka_the_greatsambalpuri ne randi bele... Gute aslil bhasa bhujlu ki bujhami tate😂

    • @utkaladirghika3139
      @utkaladirghika3139 День тому

      @@rjsoy4432 କଟକିଆ କହିଲେ ଆମକୁ ବାଧିବ କାହିଁକି 😂 ଆମ ଇତିହାସ ଆଉ ପୂର୍ବ ସୁରୀ ମାନଙ୍କ କୀର୍ତ୍ତି ଏମିତି ଥିଲା ଯେ ଆମକୁ ଚିହ୍ନେଇ ଦେବା ପାଇଁ କିଛି ଲୋକ କଟକିଆ ବୋଲି କୁହନ୍ତି | କଟକ କହିଲେ ସେନା, ସେନାଵାସ ବା ସୈନ୍ୟ ଶିଵିର ତେଣୁ ଆମକୁ କଟକିଆ କହି ତମେ ଆମର ଗରିମାର ବଖାଣ କରୁଚ କିଛି ଲୋକ ଏହି ଶବ୍ଦର ମାନ ଜାଣନ୍ତି ନାହିଁ କିନ୍ତୁ ଆମେ ବହୁତ ଖୁସି ହେଉ କାରଣ କଟକିଆ ମାନେ ସୈନିକ ମାନଙ୍କ ଛୁଆ ବା ବଂଶଧର 😂 💪🏻

  • @Aj45-j8
    @Aj45-j8 День тому +17

    ଷଣ୍ଢ ବୋଝ ଷଣ୍ଢ ବୋହୁଛି ୟା ର ଫାଟୁଛି,,ତତେ କିଏ କହୁଛି କହିବାକୁ,,

  • @trinathpalei3559
    @trinathpalei3559 2 дні тому +26

    ନିଜ ଘର ସମ୍ଭାଳି ପାରିଲେନି।।।। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆଗକୁ ନେବେ

    • @rjsoy4432
      @rjsoy4432 День тому

      ତୁ ବଧେ ରାଣ୍ଡି ପୁଅ ତେଣୁ ବାଧୁଛି 😂😂😂

    • @WorldofPrakash285
      @WorldofPrakash285 День тому

      Tor kain fatuchhi🤗g****

    • @ShisupalRana-dw9qr
      @ShisupalRana-dw9qr День тому

      Tu dekh be fusi

  • @SuryaP489
    @SuryaP489 День тому +4

    ନିଜକୁ ବେଶୀ ଭଲ ଜାଣିଛି ବୋଲି ପରିଚୟ ସୃଷ୍ଟି କରୁ କରୁ ନିଜର ଓଜନ ନିଛମନା ହୋଇଗଲାଣି ।ନିଜକୁ ନିଜ ଭିତରୁ ବାହାର କରି ଟିକେ ଦେଖନ୍ତୁ ।ଆପଣ ବେଶୀ ଭାବି ଦେଉଛନ୍ତି ।ସବୁ କଥା ତ ଦେହକୁ ନେଇଯାଉଛନ୍ତି ।😊
    ଆପଣ ମୁମ୍ବାଇରେ ରହୁଥିଲେ । ଓଡ଼ିଆ ସାହିତ୍ୟ ଉପରେ ଅଧିକ ଜ୍ଞାନ ସଫଳ କରିବାକୁ ପଡ଼ିବ ।ଆପଣ ଯେମିତି ଭାବୁଛନ୍ତି ତାହା ସେମିତି ଅର୍ଥର ଭାବ ନୁହେଁ ।ଆପଣ ତ ଶୁଣିବା ଲୋକ ନୁହଁ।କାରଣ ଆପଣ ନିଜକୁ ମହାଜ୍ଞାନୀ, ବିଜ୍ଞ ବୋଲି ଭାବନ୍ତି ।

  • @himms984
    @himms984 День тому +6

    Well said

  • @trinathpalei3559
    @trinathpalei3559 2 дні тому +15

    ଖାଲି ଭାଷଣ ବାଜି।। ।।।।।
    ଏ ଫିଲ୍ମ କେତେ ଦିନ ହେଲାଣି ଘୋଷଣା ହେଲାଣି ଆଗରୁ ତ କାହିଁକି କହୁ ନ ଥିଲ।।।। ନିଉଜ ରୁମ ରେ ବସି ଭାଷଣ

  • @mr.saggie9419
    @mr.saggie9419 День тому +15

    ଏ ମନୋଜ ବୁଢ଼ା ପାଗଳ କୁ ଓଡ଼ିଶାରୁ ବିଦା କର

  • @uhujhfhhgh8
    @uhujhfhhgh8 9 годин тому +1

    ସବ୍ୟସାଚୀ ମହାପାତ୍ର sir ଙ୍କ ସିନେମା ଗୁଡିକୁ ଟାର୍ଗେଟ କରୁଛନ୍ତି ଆପଣ.. ସବ୍ୟସାଚୀ ମହାପାତ୍ର ଙ୍କ ପ୍ରାୟ ସିନେମା national award ଆଉ state award ପାଇଛି.. ତାଙ୍କର ସିନେମା ଭଲ ହେଇନଥିଲେ ତାଙ୍କୁ ଓଡିଶା ରାଜ୍ୟ ଚଳଚିତ୍ର jury committe ର Chairperson କରା ଯାଇ ନଥାନ୍ତା

  • @talcherprasant619
    @talcherprasant619 2 дні тому +14

    ଆଗରୁ ମଧ୍ୟ ଏହି ନାମରେ ଦୂରଦର୍ଶନ କେନ୍ଦ୍ର ରେ ପ୍ରସାରିତ ହୋଇଥିଲା।

  • @Rolex77077
    @Rolex77077 11 годин тому +1

    The most misunderstood guy(Manoj Mishra) in the Ollywood industry 🥲(gys please understand his vision, he's not against our industry.. rather against the film making style, the story, the budget, content of the industry.. he's really really trying to push this industry ahead.. so, plzz stop misunderstanding him 💔👍

  • @Orn35thj
    @Orn35thj День тому +1

    Exactly

  • @manojkumarmohanty4397
    @manojkumarmohanty4397 День тому +1

    Right

  • @srinibasrana7484
    @srinibasrana7484 2 дні тому +6

    ଆପଣ ଦୟାକରି ଟିକେ ବ୍ୟାସ କବି ଙ୍କ ଉପନ୍ୟାସ ଟି ପଢନ୍ତୁ

    • @mohan_kumar_1029
      @mohan_kumar_1029 2 дні тому

      Bhai tume b tk bhabo Randi boli film drkr ki nahi

    • @mohan_kumar_1029
      @mohan_kumar_1029 2 дні тому

      Tume news re suni thibo "Hari Jana" Word Film re use hei thila boli case bi hei thila

    • @anushreenaik7585
      @anushreenaik7585 2 дні тому

      ହରିଜନ କୌଣସି ଖରାପ ଶବ୍ଦ ନୁହେଁ,,ହରିଜନଙ୍କୁ ନେଇକି ହିଁ ପ୍ରଖ୍ୟାତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ହରିଜନ ଉପନ୍ୟାସ ଲେଖିଛନ୍ତି ,,,, ମୁଁ ବୁଝିପାରୁନାହିଁ ହରିଜନ କ'ଣ ଭୁଲ୍ ଶବ୍ଦ କି😮​@@mohan_kumar_1029

    • @rupsagarbag331
      @rupsagarbag331 День тому

      Se samayare e sabu thik thilaa... He is saying for today generation itbis not excepted

    • @anushreenaik7585
      @anushreenaik7585 День тому

      @@rupsagarbag331 ଆରେ ଆମ ଓଡ଼ିଆ ଭାଷାର ଶବ୍ଦକୋଷ ରେ ଏ ଶବ୍ଦ ଟି କୌଣସି ଅପଶବ୍ଦ ନୁହେଁ... ଯାହାର ସ୍ୱାମୀ ମୃତ ତାହାକୁ କୁହାଯାଏ,,,ଆମ ଓଡ଼ିଆ ମାନେ ହିଁ ଏହାକୁ ବିକୃତ କରୁଛନ୍ତି, ବ୍ୟାସକବି ମଧ୍ୟ କୌଣସି ନାରୀକୁ ଅସମ୍ମାନ କରିନାହାନ୍ତି,,, ଏମିତି ରେ ବି ଆଜିକା ଯୁଗରେ ପ୍ରତି ଲୋକଙ୍କ ମୁଖରୁ ଗାଳି ମାଆରୁ ହିଁ ଆରମ୍ଭ ହୁଏ ସେଟା ଅସମ୍ମାନ ହେଉନାହିଁ,,, ସେଇଟାର କଥା ଉଠଉ ନାହାଁନ୍ତି କାହିଁକି, ଯେଉଁ ଅପଶବ୍ଦ ପ୍ରୟୋଗ କରାଯାଉଛି ସେଇଟା କ'ଣ ଜଣେ ନାରୀ/ ମାଆ ପ୍ରତି ଅସମ୍ମାନ ନୁହେଁ କି? ମନୋଜ ମିଶ୍ର ଯେମିତି ସାଧୁ,,ସେ ବି ଗାଳି ଦେଲାବେଳେ ମା ଭଉଣୀ ଶବ୍ଦ ପ୍ରୟୋଗ କରୁଥିବ , ,, 🥱 ଓଡ଼ିଆ ଶବ୍ଦକୋଷରୁ ଶବ୍ଦ ଗୁଡା ବିକୃତ କରି ଦେଉଛ ଆଉ କହୁଛ ନାରୀ ଅସମ୍ମାନ କଥା,,, ପ୍ରତି କଥାରେ ମା ଭଉଣୀ ଶୋଧା ବାହାରୁଛି ଲୋକଙ୍କ ମୁଖରୁ ଆଉ କହୁଛ ନାରୀ ସମ୍ମାନ କଥା ,, ବାଃ ରେ ସମାଜ

  • @jitinsghibhela3610
    @jitinsghibhela3610 День тому +2

    Monoj sir jindabad

  • @PritikantaMohanty-p5v
    @PritikantaMohanty-p5v День тому +5

    Aap pagal ho gaye ho

  • @sanjeetkadraka2425
    @sanjeetkadraka2425 2 дні тому +3

    Good monaj Mishra bhai kahucha odia movie ketedino chalibo

  • @dashingdebasish3312
    @dashingdebasish3312 2 дні тому +7

    Tu gote no 1 kalia.bhagaban to karma phala nischay debe...just wait & watch

  • @jangyadattasahooSahoo
    @jangyadattasahooSahoo 2 дні тому +9

    Sabyasachi dada good

  • @jitendraswain2851
    @jitendraswain2851 9 годин тому +1

    Kanak news ku anurodha ebhali charitra ku news room ku dakantu nahin

  • @chandankumarsethy134
    @chandankumarsethy134 День тому

    Right katha

  • @BikramSethi-h2v
    @BikramSethi-h2v День тому +5

    Tu bhabuchu to pain bodhe karma 6cr kameila

  • @Bs9L9106
    @Bs9L9106 День тому +5

    Good Manoj Bhai❤
    May be he misunderstanding the word of the film but what are the issues he is rising that is important and Good for odia film industry.

  • @AsishRam-qp8yw
    @AsishRam-qp8yw 7 годин тому

    ଗୋଟେ ଦୃଷ୍ଟି ରୁ କଥାଟି ଠିକ୍

  • @trinathpalei3559
    @trinathpalei3559 2 дні тому +5

    ବହି ପଢ଼ିନ

  • @pradeepb1827
    @pradeepb1827 День тому +3

    You tried in bollywood, do not understand why you couldn't bevome like salman khan and why returned to odisha. How odisha will make its name when you can not make your name in bollywood. Truth is you are not fit for bollywood, but you want ofia movie to compete with bollywood

  • @JR-sm7rt
    @JR-sm7rt 2 дні тому +6

    ମନୋଜ ସାର୍ ସତ୍ୟ କଥା କହନ୍ତି ବୋଲି ତାଙ୍କୁ ଏ ଡାଇରେଟର୍ କେହି ବୁଝିପାରୁନାହାନ୍ତି ।

  • @pravakar850
    @pravakar850 2 дні тому +5

    Eai gote magia kia film certificate daba pain kia

  • @jdsbju9744
    @jdsbju9744 День тому +1

    ଜୟ ଜଗନ୍ନାଥ manoj sir 🙏

  • @diptischandramahalik2667
    @diptischandramahalik2667 День тому +2

    ଏ ଲୋକ ଟି ଯେପର୍ଯନ୍ତ ଓଡ଼ିଶା ରେ ଥିବ ସେପର୍ଯନ୍ତ ଓଡ଼ିଆ ଫିଲ୍ମିଏଣ୍ଡ୍ରଷ୍ଟି କେବେ ଆଗକୁ ଯାଇପାରିବ ନାହିଁ

  • @AkashOfficial625
    @AkashOfficial625 День тому +1

    Sabyasachi Mahapatra amer sonepur ra actor manku nei ki free re acting karasan
    Phir se film national award paiche

  • @mayankneelkanth4742
    @mayankneelkanth4742 2 дні тому

    Right sir❤

  • @sorenfilms
    @sorenfilms День тому

    ବହୁତ ବହୁତ ଭଲ ଲାଗିଲା

  • @SrikhetraBarik
    @SrikhetraBarik 2 дні тому

    Yes

  • @rolex..lover.9375
    @rolex..lover.9375 2 дні тому +5

    Manoj sir right 🎉

  • @sushantamajhi6883
    @sushantamajhi6883 День тому +3

    Jay koshal randipuaananta, paschim odisha re ame dekhubu nahi ,Mohapatra sir

  • @skyseries24
    @skyseries24 2 дні тому +7

    Monoj is right 🎉❤

  • @Ashoka_the_great
    @Ashoka_the_great День тому +5

    ଯେମିତି ହିନ୍ଦୀ ରେ ଦାଦା ମାନେ ଜେଜେ ଆଉ ଓଡ଼ିଆ ରେ ଦାଦା ମାନେ ବାପା ଙ୍କ ଭାଇ , ଆଉ ରୁଷ ଭାଷାରେ ଦାଦା ମାନେ ହଁ .. ସେଇ ଭଳି ହିନ୍ଦୀ ର ରାଣ୍ଡୀ ମାନେ ଅଲଗା ଆଉ ଓଡ଼ିଆ ରେ ରାଣ୍ଡୀ ମାନେ ଅଲଗା..ତେଲୁଗୁ ରେ ବି ରାଣ୍ଡୀ କହନ୍ତି ତା ମାନେ ବି ଅଲଗା... ମନୋଜ ଭାଇ ଆପଣ ଙ୍କ ଦେହ ରେ ଓଡ଼ିଆ ର ଗନ୍ଧ ନାହିଁ .. first ଓଡିଶା ର ସବୁ ଅଞ୍ଚଳ କୁ ଯାଇ ଭାଷା ଚାଲି ଚଳଣିକୁ ବୁଝ ତା ପରେ ଭୁଲ୍ ଠିକ୍ କହିବ

  • @sorenfilms
    @sorenfilms 2 дні тому

    Very nice

  • @hipper299
    @hipper299 День тому +3

    Nothing this ... only money matters...he is not getting such amount of money what he want..nd promoting himself

  • @TripatiBisoi-e6m
    @TripatiBisoi-e6m День тому

    Right kohilo bhai👍

  • @raghunathsahu4354
    @raghunathsahu4354 День тому +2

    Gandi pua gandaua😂😂😂

  • @chaubargasahu515
    @chaubargasahu515 2 дні тому

    Good job sir

  • @laxmanchhatra3884
    @laxmanchhatra3884 День тому +3

    Manoj Mishra tar Kai phatuche

  • @Au.1991
    @Au.1991 2 дні тому +5

    Ama itihasa ku monoj mishra ku kuha change kariba pai ...

    • @WorldofPrakash285
      @WorldofPrakash285 День тому

      Etihasa nuha be... Film industry chenge kariba pain asichhi

  • @DkOfficial-ij2oc
    @DkOfficial-ij2oc 11 годин тому

    1000% right Manoj sir❤❤❤❤

  • @YourEntertainer123SK
    @YourEntertainer123SK День тому +2

    Ea loka pagal hae galanii ametii kahiki sasta media re high light haba paine kauchii aa katha sunanii😂😂😂😂

  • @dharmendramahanand7450
    @dharmendramahanand7450 День тому

    Right katha kahuchhan

  • @sashank_123
    @sashank_123 2 дні тому +4

    Jodi eita old hei jauchi....ta hele bapa ma nkara jou old name ebe modern name saho misuni taku bi change kori de.......kichi dhanda nai khali ya na re ta na re ei kamo yaroo

    • @WorldofPrakash285
      @WorldofPrakash285 День тому

      Tama ra kain poduchhi..... 😋Amar sambalpuri bhasare Randi mane aslil bhasa bujhla

  • @chinteshsanda2610
    @chinteshsanda2610 2 дні тому +4

    Sabyasachi my best ❤❤❤❤❤

  • @saugatkumarnayak4791
    @saugatkumarnayak4791 День тому +1

    Aeta ku flim nadia jau gote murkha loka ta

  • @nigamanandasahoo3942
    @nigamanandasahoo3942 День тому +2

    Eaita pagal praya

  • @sorenfilms
    @sorenfilms 2 дні тому

    ❤❤❤❤❤❤❤❤

  • @aratidas7098
    @aratidas7098 День тому +1

    Are utube ru paisa miluchi ta sethipaein majhire majhire amiti karuchi limelite re rahibaku

  • @daitaribehera2161
    @daitaribehera2161 2 дні тому

    Thik katha bhai

  • @TapanDash-j7i
    @TapanDash-j7i 2 дні тому +2

    Ki gyanare mg pashim odishar kalakar sadhu meher b balaku sarihebu mg randia jhia pain ghaita khoja heba belle nija pain maipa aanuchu tu banda kahibu.

  • @MATHEMATICSPATHASALA
    @MATHEMATICSPATHASALA День тому

    Mui b Sambalpuria ae but monoj mishra k ban kari debar katha odia industry ru

  • @digitalssp3947
    @digitalssp3947 День тому +1

    Cm haba!?

  • @sarojsamal8003
    @sarojsamal8003 День тому +2

    Mind game gote film name kii age change kara tor muhan dekhibaku film re au icha hauni tu Jou bala acter samaste janichanti

    • @WorldofPrakash285
      @WorldofPrakash285 День тому

      Tu ken kuhamunda kapila j... Asla sidha coment dei... Room sala

  • @dikkuyadav9042
    @dikkuyadav9042 2 дні тому +2

    Kichhi din purabaru Bhukha Sambalpuri film National award paichhi ....boli bahut taarif karuthila ebe Bhukha ku b kharap kahila....tu andua pari colour change karuchhu

  • @tapanchoudhury1673
    @tapanchoudhury1673 День тому

    ପାଗଳ ଶଳା

  • @bipinchoudhury2476
    @bipinchoudhury2476 День тому

    Cenema line re vai kan chalichi ..

  • @Kalandicharansahoo-pz6gj
    @Kalandicharansahoo-pz6gj 2 дні тому +3

    Love you sabyasachi sir

  • @Treditz-dn7xf
    @Treditz-dn7xf 9 годин тому

    Bas sei jinisa .....Bhai kou film jjaucha kahile lokanka agre kahi habni

  • @lifewithbijaya
    @lifewithbijaya 4 години тому

    Not accepted.

  • @adityabehera5982
    @adityabehera5982 День тому +2

    Pua pagal helana😂

  • @meradil2338
    @meradil2338 День тому +2

    Yaku odisha ru bahar kariba kathha

    • @WorldofPrakash285
      @WorldofPrakash285 День тому

      To maa ra khauchhi sie nai be katkie sale... Tor Bapa ra ta khauni na tor kain fatuchhi😂

  • @sushilkumarmahapatra
    @sushilkumarmahapatra День тому +2

    Manoj Mishra is right

  • @BirendraSahoo-vu9cg
    @BirendraSahoo-vu9cg День тому +3

    To nija cinema Katha dekh .. Nije kichhi jani nahi 😂 asila national Award winner Sabyasachi Mohapatra nka bisayare gapiba pain

  • @sunilvidio6703
    @sunilvidio6703 День тому

    I love you sar super

  • @drsitanshumishra8879
    @drsitanshumishra8879 2 дні тому +10

    Fakir mohan senapati nka bahi ku e loka padhini

    • @WorldofPrakash285
      @WorldofPrakash285 День тому

      Tu besi padhuchha au... Sambalpuri bhasa ra kichhi bahi padh.. Janbuu..

    • @anushreenaik7585
      @anushreenaik7585 День тому

      @@WorldofPrakash285ହିନ୍ଦୀ ତେଲୁଗୁ ଓଡ଼ିଆ ସବୁ ଭାଷାରେ ଅଲଗା ଅଲଗା ଅର୍ଥ ଅଛି,,,,ତ ଏଠି ଓଡ଼ିଆ ଭାଷା ର ଏକ ଶବ୍ଦ ର ଅର୍ଥ କୁ ଗ୍ରହଣ କରାଯିବ ନା କି ସମ୍ବଲପୁରୀ, ସମ୍ବଲପୁରୀ ଭାଷାରେ ୟାର ଅର୍ଥ ଯାହା ବି ଥାଉ କିନ୍ତୁ ଓଡ଼ିଆ ଅର୍ଥକୁ ହିଁ ଗ୍ରହଣ କରାଯିବ,,,,ଏହା କୌଣସି ଅପଶବ୍ଦ ନୁହେଁ ,,ଯାହାର ସ୍ୱାମୀ ମୃତ ତାହାକୁ କୁହାଯାଏ,, ଯଦି ନ ଜାଣିଛ ତମେ ବି ଓଡ଼ିଆ ଶବ୍ଦକୋଷ ଖୋଲିକି ଦେଖ

    • @RG_comedy688
      @RG_comedy688 День тому

      Mg kosala andhbhakt😂​@@WorldofPrakash285

  • @ଓଡ଼ିଆଶିକ୍ଷା1234

    ପାଗଳ

  • @ChandrayMajhi-we9rm
    @ChandrayMajhi-we9rm 12 годин тому

    Manoj Right ❤❤❤❤❤❤

  • @sorenfilms
    @sorenfilms 2 дні тому

    😊😊😊😊😊😊😊

  • @sreedhardalai9905
    @sreedhardalai9905 11 годин тому

    Movie re kharap seen hele dekhucha
    E kathata kemiti kharap

  • @MATHEMATICSPATHASALA
    @MATHEMATICSPATHASALA День тому

    Sala school jaini bodhe se story padhini

  • @Treditz-dn7xf
    @Treditz-dn7xf 9 годин тому

    Vai ta ktha tme bujhuna .....tme odia sabda ade Kain kahucha...se film bisyre kahuchi....

  • @bhagirathipatra5844
    @bhagirathipatra5844 Годину тому

    Nije gote flim tiyari karuna dekhiba khali sukhila patire gopile haba nhi hatore paisa nhi au oder dauchi raja maharaja pari

  • @Kalandicharansahoo-pz6gj
    @Kalandicharansahoo-pz6gj 2 дні тому

    Love you all

  • @dineshranjan5294
    @dineshranjan5294 11 годин тому

    Everyone know about the word" Randi".But you didn't teach them. It is all about the famous writer , poeter and philosopher fakir mohan senapati. How can you say about "Randi pua ananta" ??Basically you doing nothing and blame everyone for your
    UA-cam channel and Facebook. You are a actor let's play some good work.

  • @backbancher6969
    @backbancher6969 Годину тому

    Hae ra manua tu aba Baha haeki chua haegala

  • @ashiskumar4464
    @ashiskumar4464 2 дні тому +1

    Neratya sata katha

  • @kumarsantosh8084
    @kumarsantosh8084 День тому +1

    Eita pagalata

  • @aratidas7098
    @aratidas7098 День тому

    Ranndipua ananta fakira mohan senapati lekhichhanti tume kia ? Janicha na nahi?

  • @ghanashyampadhan8352
    @ghanashyampadhan8352 10 годин тому

    People not behind you

  • @somanathbhuyan4572
    @somanathbhuyan4572 День тому

    Are mg manua tu odia ra kn kahuchu koshali ra kaha ra mg koshali mg

  • @Au.1991
    @Au.1991 2 дні тому +1

    Kn ebe sambalpur vs sambalpur karuchi ahi mental

  • @jeetnayak6481
    @jeetnayak6481 28 хвилин тому

    A salaku Odisha ru bida karaa jau chi

  • @jugalbehera8190
    @jugalbehera8190 День тому

    Tara jau chehera khali khedi khauchhi nija chehera aaga bhalaki dekhe ta pare chehera kahibu

  • @santoshmanik5270
    @santoshmanik5270 7 годин тому

    Tate kia pacharuchi

  • @SuchitraKar-lb8wx
    @SuchitraKar-lb8wx День тому +2

    ଖାଲି ମାଠିଆର ଶବ୍ଦ ବେଶି

  • @friendforlife7319
    @friendforlife7319 День тому +3

    Baya magia ta randi pua ananta sahitya sadha gote galpa ra alash tu Bala bujhechu

  • @JhasketanMeher-h9p
    @JhasketanMeher-h9p День тому

    Tui re Babu khali Paisa chinichu Paisa paile pachim odisha k bikinebu

  • @hursikeshmohapatra3783
    @hursikeshmohapatra3783 16 годин тому

    Ghare soipadunu monoj batera

  • @amiyamishra4815
    @amiyamishra4815 4 години тому

    ତୁ ଆକଟର ନା ବଳ

  • @odianihatarandhaCN
    @odianihatarandhaCN День тому +2

    ଏ ଲୋକ ଫରିକମୋହନ ସେନାପତି ଙ୍କ ଲେଖା ଉପରେ ବି କହୁଚି ସତରେ ମୂର୍ଖ ଲୋକ ଟା

  • @Highschoolclasses-o2n
    @Highschoolclasses-o2n 2 дні тому +1

    Manoj Dada thik kahuchhanti .....upgrade hoi chala

  • @BikashMahanta-vo9os
    @BikashMahanta-vo9os День тому

    Tara kn heuchi balo

  • @sanjibkumarpati1580
    @sanjibkumarpati1580 12 годин тому

    Tora mg kan problem hau hi

  • @narayananayak7553
    @narayananayak7553 День тому +1

    Faltu actors monaj misra

  • @parsurambhoi8518
    @parsurambhoi8518 День тому +3

    ଏ ଶଳା ପାଗଳ ହେଇଗଲାଣି 😅