Bada Khabar | Opposition Parties Accuse BJD Of Luring Voters Ahead Of Rural Polls

Поділитися
Вставка
  • Опубліковано 6 січ 2022
  • Bada Khabar | Opposition Parties Accuse BJD Of Luring Voters Ahead Of Rural Polls
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 737

  • @bholeswarsingh4458
    @bholeswarsingh4458 2 роки тому +51

    ପ୍ରଧାନମନ୍ତ୍ରୀ ଆୱାସ କେଵେ ମିଳିବ?

  • @gavaskarpurtyofficial1797
    @gavaskarpurtyofficial1797 2 роки тому +44

    ଏତେ କଥା news ରେ କହୁଛ ଶଳl election ବେଳକୁ ଘର ମରାମତି ପାଇଁ ୩୦୦୦ ଟଙ୍କା ଆଉ ବନ୍ୟା ବାତ୍ୟା ଭୂିକମ୍ପ ରେ ଘର ସବୁ ଭାଙ୍ଗି ଯାଉଛି ସେତେ ବେଳେ ଆଖି କୁ ଦେଖା ଯାଉନି କି

    • @kalia4402
      @kalia4402 2 роки тому +1

      ବନ୍ୟା ବାତ୍ୟା ବେଳେ ଟଙ୍କା ଦେଲେ, ଭୋଟ ବେଳେ କଣ ଗଛର ପତ୍ର ସବୁ ବାଣ୍ଟିବେ, ଯଦି ପାରୁଛ ଏବେ ଖାଇ ଯା, ଏ ସୁଯୋଗ ପାଞ୍ଚ ବର୍ଷରେ ଥରେ, ଅଫର କୁ ହାତଛଡା କରନା, କିନ୍ତୁ ଭୋଟ ଦେଲାବେଳେ ନିଜ ବିବେକ ଖଟେଇନିଜକୁ ଭଲ ଲାଗୁଥିବା ପ୍ରାର୍ଥୀ ଙ୍କୁ ଭୋଟ ଦିଅନ୍ତୁ,

    • @kunadash3332
      @kunadash3332 2 роки тому

      @@kalia4402 bhai sabu chura

    • @GaunliEating
      @GaunliEating 2 роки тому

      @@kalia4402 right 😂

  • @sarojkumarojha9756
    @sarojkumarojha9756 2 роки тому +94

    ପକା ଘର ଯାହାକୁ ମିଳିବା ଦରକାର ତାକୁ ମିଳୁନି ଆଉ ଯାହାକୁ ନମିଳିବା ଦରକାର ତାକୁ ମିଳୁଚି ଓଡ଼ିଶା ରେ ଗରିବ ସବୁବେଳେ ଦୁଃଖ 😭 ପାଉଛି

    • @djrajendra5288
      @djrajendra5288 2 роки тому

      Right bro

    • @jhansiranisahoo7084
      @jhansiranisahoo7084 2 роки тому +2

      ଦାୟି ମଧ୍ୟ୍ୟ ଗରିବ ଲୋକ ସେମାନେ ଟଙ୍କାନେଇ ଭୋଟ ଦେଉଛନ୍ତି ନିଜ ଭିତରେ ଏକତା ରଖିଲେନି

    • @ramchandrasoren1881
      @ramchandrasoren1881 2 роки тому

      Bjp karmi to Dhoni thile bi adhik gharo hatei chhanti

    • @maabhayastudio8719
      @maabhayastudio8719 2 роки тому +1

      Right 👍👍👍

    • @premanandapodh1658
      @premanandapodh1658 2 роки тому

      Really bor

  • @sanjuktanayak2616
    @sanjuktanayak2616 2 роки тому +100

    Direct ଟଙ୍କା ବାଣ୍ଟିଲେ ସମସ୍ତେ କହିବେ ବିଜେଡି ଟଙ୍କା ବାଣ୍ଟୁଛି l ଘର ମରାମତି ପାଇଁ ଦେଲେ କେହି Doubt କରିବେ ନାହିଁ l

  • @chaingond5401
    @chaingond5401 2 роки тому +46

    ବିଧାନସଭା ରେ ବିଭିନ୍ନ ଦାବି ନେଇ ଲୋକେ ମରୁଛନ୍ତି । ତମେ ଇଆଡ଼େ Vote ପାଇଁ ଟଙ୍କା ଭାଣ୍ଟୁଛ ଲାଜ ଲାଗିବା କଥା ନବୀନ ସରକାର । ଯିଏ ମାଗୁ ନାହିଁ ତାକୁ ଦେଉଛ ଯିଏ ମାଗୁଛି ତାକୁ ଲାତ ମାରୁଛ (ଜୟ ଜଗନ୍ନାଥ)

  • @itssipucreation8650
    @itssipucreation8650 2 роки тому +12

    ମୋର ଏତିକି ଅନୁରୋଧ କୀ ଯାହା ବି କରୁଛ କର ସମସ୍ତେ ଯେମିତି ପାଇବେ ସେମିତି kara 🙏🙏🙏

  • @kshyamabhoi8596
    @kshyamabhoi8596 2 роки тому +53

    ଭୋଟ ପାଇଁ ସବୁ ନାଟ ଏଇଟା ଯଦି ଦେବାର ଥିଲା direct ଘର 🏡 ଦୁଉନି କାହିଁକି ଟଂକା ବନ୍ଟା ଚାଲିଛି.... ।

  • @kalia4402
    @kalia4402 2 роки тому +45

    ପ୍ରଥମ କଥାହେଲା, ଆମ ଓଡ଼ିଶାରେ ଶିକ୍ଷିତ ଲୋକ ଅପେକ୍ଷା ମୂର୍ଖ ଅଶିକ୍ଷିତ ଲୋକ ଅଧିକ, ସେ ଆଗପଛ କିଛି ଜାଣନ୍ତି ନାହିଁ, କେବଳ ଟଙ୍କା ଦ୍ୱାରା ବିକ୍ରି ହୁଅନ୍ତି, ମଦ ଟିକେ ପଡିଗଲେ କୁକୁର ପରି ପଛରେ ଗୋଡ଼ାନ୍ତି, ନବୀନ ବାବୁ ଠିକ ତାଙ୍କୁ ଜାଣି ଅସଲ ସମୟରେ ମେଡ଼ିସିନ ଦେଇ ଭୋଟ ସବୁ ହାତେଇ ନିଅନ୍ତି

    • @sunilkumarpradhansunil3740
      @sunilkumarpradhansunil3740 2 роки тому +6

      Right 😘😘😄

    • @rohitbabu245
      @rohitbabu245 2 роки тому +1

      Bhai athi dikshita madhya murkha hoithanti

    • @fakirmohanpradhan6081
      @fakirmohanpradhan6081 2 роки тому +1

      ନିରାଟ ସତ୍ୟ

    • @sanjittung1638
      @sanjittung1638 2 роки тому +3

      Right

    • @kalia4402
      @kalia4402 2 роки тому +2

      @@rohitbabu245ଯାହାର ଆଗପଛ ଭାବିବା ଶକ୍ତି ଅଛି, କୋୖଣସି କାମକୁ କରିବାପୂର୍ବରୁ, ବାରମ୍ବାର ଚିନ୍ତା କରି ନିଷ୍ପତି ନେଉଥିବ, ସେ ପରି ଲୋକଙ୍କୁ କେହି, ଅଧୀନରେ ରଖି ପାରିବେନି, ଯୋଉ ଲୋକ କି ଆମ ଓଡ଼ିଶାରେ ଅଳ୍ପ ଅଛନ୍ତି,

  • @nepalsenbehera9827
    @nepalsenbehera9827 2 роки тому +23

    ପ୍ରଧାନମନ୍ତ୍ରୀ ଆବାସ ଆମକୁ କେବେ ମିଳିବ

  • @dharmendradigal1946
    @dharmendradigal1946 2 роки тому +11

    ଯାହାର ଘର ନାହିଁ ତାକୁ ଘର ଦେବା ବଦଳରେ ଯାହାକୁ ଘର ଦିଆ ହେଇଛି ତାକୁ ପୁଣି ଟଙ୍କା ଦେଉଛି

  • @dhirendranayak3227
    @dhirendranayak3227 2 роки тому +27

    ଭୋଟ୍ ପାଇଁ ଆଗୁଆ ଲାଞ୍ଚ

  • @livingstarhemrom4358
    @livingstarhemrom4358 2 роки тому +82

    କାଳିଆ ଟଙ୍କା ବର୍ଷା କୁ 10,000 ଦେଇ ପାରୁ ନାହିଁ। ଗରିବଙ୍କୁ ଘର ଦେଇ ପାରୁ ନାହିଁ।vote pain ଟଙ୍କା ବଣ୍ଟା chalichhi.

    • @skrahimat5975
      @skrahimat5975 2 роки тому +1

      Odisha ra nabin Sarkar jiti jibi bhuli centre Sarkar Indra bus Dori kari dau
      nahanti Gemini t I Ninja packet Ru BJP Doch

  • @amitapriyadarsinisamantara9507
    @amitapriyadarsinisamantara9507 2 роки тому +17

    ପ୍ରତି ବର୍ଷ ଘର ମରାମତି ପାଇଁ ଟଙ୍କା ଦିଅ 😝😝😝 ଖାଲି ଏଇ election ବେଳେ ଦିଅନି ସମସ୍ତେ କହିବେ ଲାଞ୍ଚ ଦେଉଛ 😝😝😝😝

  • @akupatro8802
    @akupatro8802 2 роки тому +43

    ସଜାଗ ହୁଅନ୍ତୁ ଓଡ଼ିଶାବାସୀ ନହେଲେ ଜୀବନ ଯାକ ପ୍ରସ୍ତାଇବେ ।

  • @chitankumardeogam3400
    @chitankumardeogam3400 2 роки тому +14

    Election ପରେ ଦେଲେ କଣ ହବ କି ? ପୂର୍ବରୁ କାହିଁକି ଦେଉଛି ଜାଣି ରଖ । (ଭୋଟ ପାଇଁବା ବାହାନାରେ)

  • @lakeshdip6294
    @lakeshdip6294 2 роки тому +6

    ରାଜିୟ ସରକାର୍ ନବୀନ ପଟ୍ଟନାୟକ ଗରୀବ ପରିବାର ଙ୍କୁ ଘର୍ ଜମି ମରା ମତି ଆଉ ଅନେକ ପ୍ରକାର ସୁବିଧା ଦୌନହନ୍ତି ଦେଇଛନ୍ତି ତାଙ୍କର ନେତାମାନଙ୍କୁ ସାହାଯ୍ୟ କରୁଛନ୍ତି ଭୋଟ୍ ଟାଇମ୍ ହେଲେ ଅନେକ ଯୋଜନା ମକରୁଛନ୍ତି ଆଉ ଲୋକଙ୍କୁ ଲୋଭ ଦେଖାଉଛନ୍ତି ଭୋଟ ପାଇବା ପାଇ

  • @karuababu3800
    @karuababu3800 2 місяці тому +1

    ଏହି ସବୁ ବିଜେପି ର ନାଟକ ଆଉ କିଛି ନାହିଁ,
    ସବୁ ବିଜେପି ନେତା ମିଛ କୁହନ୍ତି।

  • @gplpholikar4595
    @gplpholikar4595 2 роки тому +5

    ଭୋଟ ପାଇଁ କାନ୍ଦି କାନ୍ଦି ମାଗୁଥିବେ ଭୋଟ ଦେଲା ପରେ ପଛେଇ ବେ

  • @sanjuktanayak2616
    @sanjuktanayak2616 2 роки тому +24

    ସବୁ ଭୋଟ ପାଇବା ପାଇଁ ନାଟକ

  • @bibhisanmunda5350
    @bibhisanmunda5350 2 роки тому +7

    ଯିଏ ଦେହୁଛି ଦେବା କୁ ଦିଅନ୍ତୁ ତୁମେ ବିଜେପି କଣ ଦେହୁଛ। କେବଳ ନେବା ଜାଣିଛ ଗ୍ୟାସ ତେଲ ଆଳୁ ଲୁଗା ଚାଉଳ ନେଲ କଣ ଛାଡ଼ିଛ । ଆଉ 5ବର୍ଷ ପରେ ଇଣ୍ଡିଆ କୁ ବିକିବ

  • @shivkumarsoren7911
    @shivkumarsoren7911 2 роки тому +9

    ଏଇଟା କି ପ୍ରକାର ସାହାଯ୍ୟ ଆମ ଟଙ୍କାକୁ ଭୋଟ ମାଧ୍ୟମରେ ଆମକୁ ଦାନ, ଯେଉଁ ମାନେ ଘର ପାଇବା ପାଇଁ ଯୋଗ୍ୟ ସେଇ ମାନଙ୍କୁ ତ ଘର ଯୋଗାଇ ପାରୁ ନାହାନ୍ତି ଏବେବି 55%ଲୋକ ପୁରୁଣା ଧଦାରା ଘରେ ରହୁଛନ୍ତି ବନ୍ୟା ବାତ୍ୟା ରେ ଘର ଦ୍ୱାର ଉଡି ଯାଉଛି ଭାସି ଯାଉଛି ରିଲିଫ ନାଁ ରେ ତିରିପାଲ ଖଣ୍ଡେ ଦେଇ ଆପଣଙ୍କ ଯୋଜନା ଶେଷ

  • @birupakhyabehera9348
    @birupakhyabehera9348 2 роки тому +18

    ଫନି ସହାୟତା ସରକାର ଦେଇପାରରୁ ନାହିଁ କାହିଁକି

  • @sanjuktanayak2616
    @sanjuktanayak2616 2 роки тому +13

    ଏତେ ଲୋକଙ୍କୁ ଘର ଦିଆଯାଉଛି, ପୁଣି ବାତ୍ୟା ସମୟରେ ବାତ୍ୟା ଆଶ୍ରୟ ସ୍ଥଳୀକୁ କାହିଁକି ନିଆଯାଉଛି

    • @akupatro8802
      @akupatro8802 2 роки тому +1

      Madam questions ପଚାରିବା ସମୟ 15ବର୍ଷ ହେଲାଣି।

  • @pankajbhuyan7212
    @pankajbhuyan7212 2 роки тому +3

    କାହି, କହୁ ଟଙ୍କା ଦେଲା ସରକାର 3000 ଟଙ୍କା account chek କଲେ ଟଙ୍କା ନାହି

  • @hemantabehera332
    @hemantabehera332 2 роки тому +4

    Thank you sir 🙏🏿🙏🏿

  • @anikantpradhan5698
    @anikantpradhan5698 2 роки тому +7

    ବିଜେଡି ସବୁଯାକ ନିର୍ବାଚନ ପାଇଁ ପାଗଳ ବିଜେଡି କୁ ହଟାଇ ଦିଆ ଓଡ଼ିଶାରେ ଅନ୍ୟ ସରକାର ଶାସନ କରୁ ।

  • @user-cm6ib6vp8b
    @user-cm6ib6vp8b 8 місяців тому

    ଆମ ଙ୍ଗାଲୋକ ଭିତିରିଆ ନେତା ତଥା କୁତା ମାନଙ୍କୁ ଧନ୍ୟବାଦ୍, କାରଣ, ସେମାନେ, ସବୁ ବେଳେ ପାଇଁ ଚେଷ୍ଟା, କେମିତି, ଆମେ ଗରିବ ଲୋକଙ୍କୁ,ସୋସଣ, କରିବା ପାଇଁ, ନିଜର ପୈତୃକ, ସମ୍ପତ୍ତି ରୁ, ଦେଉଛନ୍ତି, ଆମ ଙ୍ଗା, ବୁନ୍ଦାବନପୁର, ଗ୍ରାମରେ ଜିଲ୍ଲା ଜାଜପୁର ବ୍ଲକ ଦଶରଥ ପୁର ପଞ୍ଚାୟତ ରାହାସୋଇ ମୋର, ଆପଣ ମାନଙ୍କୁ, ଏତିକି ପ୍ରାର୍ଥନା, କେମିତି, ଆମେ ଗରିବ ଲୋକମାନେ ଦିନ ମଜୁରୀଆ ମାନଙ୍କର, ଘର ମିଳିବ, ସେମାନେ ସବୁ,ଧରା ପଡିବେ, କେମିତି ଆମେ ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡେ ପାଇବାକୁ, ନହେଲେ, ସେମାନେ, ଆମ ଗରିବ ଲୋକଙ୍କ ନିସ୍ବାସରୃ, ଆଖି ଲୁହରୁ, କେବେ ହେଲେ, ଭଲରେ, ସେମାନେ,ବଞ୍ଚି, ପାରିବେ, ନାହିଁ ଆମ ଗରିବ ଲୋକଙ୍କ ଲୁହରେ ଜଳିପୋଡି ଧ୍ଵଂସ ହୋଇ ଜୀବ ସବୁ ଧରା ପଡିବେ

  • @manitaral853
    @manitaral853 2 роки тому +1

    Thank you sir

  • @ajayrajhansajayrajhans5556
    @ajayrajhansajayrajhans5556 2 роки тому +2

    Birnchi tripathi sir Pura 100% Right ✅ 👌 kahuchhanti

  • @purnapradhan1549
    @purnapradhan1549 2 роки тому +11

    Political parties don't want that people should be benefited, political parties want to get vote

  • @dhanurjayrout7070
    @dhanurjayrout7070 2 роки тому +6

    ଏସବୁ .ଅନିୟା କରାଯାଉଛି .କାହିକି ନା ପୁରୁଣା ଘର ପାଇ ଥିବା ଲକକୁ ଦିଆ ଯାଉନ. ୩୦୦୦ Money .ମୁ ତ କହିବି ଭଟ ଅଛି ପାଇ ଏସବୁ କରାଯାଉଛି .

  • @jayakrushnasahu2848
    @jayakrushnasahu2848 2 роки тому +1

    Bhala katha kahila dada

  • @bikaramnaik9919
    @bikaramnaik9919 2 роки тому +2

    Jay.jawan.jay.kisan.🙏.🍅🥕🌽🌶️🥔🥑

  • @bibekanandanayak.1782
    @bibekanandanayak.1782 2 роки тому

    କେବଳ ରାଜ୍ୟ ସରକାରଙ୍କ ପ୍ରଚାର କରନାହିଁ କେନ୍ଦ୍ର ସରକାରଙ୍କ ବହୁରୂପୀ ଲୋକ ମାନଙ୍କୁ ଦେଖାଅ

  • @sisiranaik9741
    @sisiranaik9741 2 роки тому +1

    ଏଇ ଟଙ୍କା ଟା ନିର୍ବାଚନ ପରେ ବା 6 ମାସ ପୂର୍ବରୁ ଦେଇପାରିଥାନ୍ତେ
    ଏ ସବୁ ଭୋଟ କିଣିବା ପାଇଁ....

  • @hemantabehera332
    @hemantabehera332 2 роки тому +1

    Thank you sir very good 👍🏿

  • @pradeepkumarghadei8249
    @pradeepkumarghadei8249 2 роки тому +7

    Plz as we all are well aware about the situation of state if we all are wanting a great and beneficial government should build then don't sell ur votes by some of money . Vote should be occurred intentionally by the interest of people not be happened by the greed of money.

  • @jemadeinayak7348
    @jemadeinayak7348 2 роки тому +2

    ୪୦ବର୍ଷର ବିଧବା ମା ଆଜି ଯାଏ ଘର ପାଇନି ଆଉ କେତେ ବର୍ଷ ନବିନ ସରକାର ସାଶନ କଲେ ଘର ଦେବ ଗାଁ କୁ ଆସି ଥରେ ଦେଖି କି ଯା

    • @Silubehera8923
      @Silubehera8923 11 місяців тому

      Au 5 ବର୍ଷ ପରେ ଦେବେ ନବୀନ ସରକାର 😂😂

  • @jitendrakumarjena5175
    @jitendrakumarjena5175 Місяць тому

    ଆଉ ମୋଘର ପାଇଁ ବ୍ୟାଙ୍କ ଲୋନ ଦେଉନି କାରଣ ସିଭିଲ ସ୍କୋର ଖରାପ ବୋଳି ଲୋନ ନ ଦେବାର ବାହାନା

  • @kailashchandradia4014
    @kailashchandradia4014 2 роки тому

    ରେ ଭାଇ ଆଗୁଆ ପଇସା ଦେନେ ସିନା ଭଟ ମିଳିବ ଏସବୁ ରାଜନୀତି ଖେଳ

  • @lipurajmanhira1231
    @lipurajmanhira1231 2 роки тому

    ଭୋଟ ପାଖେଇ ଆସିବାକୁ ସବୁ ନାଟକ ଚାଲିଛି

  • @nabakishoreojha6508
    @nabakishoreojha6508 2 роки тому

    ମ୍ୟାଡମ ଭୋଟ ପୁର୍ବରୁ ଟଙ୍କା ବାଣ୍ଟିଲେ ତାକୁ ଭୋଟ ପାଇ ଲାଞ୍ଚ ନୁହେଁ ତ କ'ଣ କୁହାଯିବ।ଆଉ ସେ ଚିଟଫଣ୍ଡ ଟଙ୍କା ଗଲା କୁଆଡେ ଚିଟଫଣ୍ଡ ଟଙ୍କା କୁ ଚଳୁ କରି ଲୋକ ଙ୍କୁ ଭୁଆଁ ବୁଲାଉ ଛନ୍ତି। ପଚାରନ୍ତୁ ଚିଟଫଣ୍ଡ ଟଙ୍କା କେବେ କୋଉ ଦିନ କେତେବେଳେ ଦେବେ। ଚୋର ଟାଉଟର ଠକ ନିତି ଛାଡ଼ି ଭଲ କାମ କଲେ ଲୋକେ ରାଜା ଙ୍କୁ ମୁଣ୍ଡରେ ବସେଇ ବୁଲିବେ ତା ନହେଲେ କୁକୁର ଭଳି ତଡିବେ। ଜୟ ଜଗନ୍ନାଥ।

  • @ansaralikhan277
    @ansaralikhan277 2 роки тому

    ଶିକ୍ଷକ ନିଯୁକ୍ତିରେ ନବୀନ ସରକାରଙ୍କ ପାତର ଅନ୍ତର କରାଯଇଛି

  • @chaingond5401
    @chaingond5401 2 роки тому +2

    ନବୀନ ସରକାର ତୋତେ ଦେଖୁଚି 😁😁😁😁

  • @ratanrajkisku6868
    @ratanrajkisku6868 2 роки тому

    ଘର ମ ରା ମତି ନା ରେ ଏଇଟା ଲାଞ୍ଚ

  • @user-hm1tc1dq9z
    @user-hm1tc1dq9z Місяць тому

    ବାଲ ଘଶନା ବତ୍ ପାଇଁ ଭାହନା ମିଳିଲା ପରେ କେଇ ନାଇ

  • @bibekanandanayak.1782
    @bibekanandanayak.1782 2 роки тому

    ଆଛା ଗ୍ୟାସ ରେଟ୍ ଆଉ କେତେ କରିବ ମୋଦି ସରକାର

  • @rajbir493
    @rajbir493 2 роки тому +2

    Right Sir 🙏👌👍

  • @papundandasena7901
    @papundandasena7901 2 роки тому

    ବିଜେପି ଦଳ 20000ଟଙ୍କା ଦେଇ ଦେଉନ

  • @bhishmadwtiyachand3122
    @bhishmadwtiyachand3122 2 роки тому

    ଭଳ କଥାନନ୍ତୀ ପ୍ରତେକ ପଞ୍ଚାୟତ ରେ ଜିଏଘର ପାଇବା କଥା ସିଏ ପାଉନାହି ଜିଏ ନ ପାଇବା କଥା ସିଏ ପାଉଛି ଆଉ କାଲିଆ ଟଙ୍କା ପ ଉଛଛି ଆଉ ବଲିଆ ଟଙ୍କା ଭି ପାଉନାହାନ୍ତି ଜଦି ଦେ ବାକଥା ହେଲେ ସମସ୍ତଙ୍କୁ ଦେ ବାକଥା

  • @nageswarkandagari132
    @nageswarkandagari132 Рік тому

    ସତ କଥା ଭାଇ

  • @subratjana8563
    @subratjana8563 2 роки тому

    ନବୀନବାବୁ ଜଣେ ଅପାରଗ ମନ୍ତୀ, ପଇସା ଆଉ ପେଳଟେକା ନୀତୀ ଧରିଲେ ନଂ ଏକ କଂବଳ ବାଳ ପାଳ ପରି ଷେଷ ହେବନି, ସବୁ ଭକୁଆ ବନାଇବାକୁ ଲାଗିଛନ୍ତି, ମାଡାମ ଆପଣ ନବୀନବାବୁ କଂ ର ଚାମଚା ଜଣା ପଡୁଛି, କ୍ଷତିପୂରଣ ଦେଇପାରୁନ election ସମୟରେ ଟଙ୍କା ବାଣ୍ଟୁଛ , ମାଡାମ ଆପଣ ଜନସାଧାରଣଙ୍କ ହିତ ପରି ପ୍ରଶ୍ନ ପଚାରିବା ଉଚିତ୍, ପଇସା ନେଇ ଗୀତ ଗାଇଲା ପରି ପ୍ରଶ୍ନ ପଚାରିବା ଉଚିତ୍ ନୁହଁ, ଭଡୁଆ ସରକାର, ଏ ସରକାର କେବଳ ଅନ୍ୟ ର ଜିନିଷ ଉପରେ ନିଜର stamp ମାରି ଚଲାଇଛନ୍ତି

  • @shrinibassutar7763
    @shrinibassutar7763 2 роки тому +4

    ଆମେ ଜାଣୁ ଓଟିଭି ବିଜେପି କୁକୁର ଅଟେ ।

    • @kalia4402
      @kalia4402 2 роки тому

      ଓଟିଭି ଯଦି ବିଜେପି କୁକୁର... ନନ୍ଦିଘୋଷ ଟିଭି କାହା କୁକୁର ?

    • @ashutosh9030
      @ashutosh9030 2 роки тому

      @@kalia4402 Right

  • @susantaparida1216
    @susantaparida1216 2 роки тому

    ଭୋଟ ଆସିଲେ କାହିଁକି ଯୋଜନା ପ୍ରସ୍ତୁତ ହେଉଛି ୨ ବର୍ଷ ପୂର୍ବରୁ ଘର ମରାମତି ପାଇଁ ଟଙ୍କା ଦିଆଯାଇପାରିଥାନ୍ତା ଏବେ କାହିଁକି ଟଙ୍କା ଦିଆଯାଇଛି ଏହା କେବଳ ଭୋଟ ପାଇବା ଆସାରେ

  • @prabhakarbhatra7523
    @prabhakarbhatra7523 2 роки тому +3

    Thank you sir Jay jagannath Jay BJP

  • @biswanathsitha5142
    @biswanathsitha5142 9 місяців тому

    ନବିନ ତ ଘର ଦେଇନି ,ପୁଣି ଘର ମରାମତି କଥା ଉଠୁଛି କାହିଁକି ? ଯଦି ପାରୁଛି ନବିନ ଆଗ ରାସ୍ତା କାମ କରୁ ।

  • @JitendramajhiMajhi-kd6fo
    @JitendramajhiMajhi-kd6fo Місяць тому

    ଘର ମିଳିଲା ନାହିଁ କି 3000 ଟୋଙ୍କା ମିଳିଲାନି

  • @dharmendradigal1946
    @dharmendradigal1946 2 роки тому

    ଭୋଟ ଚର ଭୋଟ ପାଇଁ ଟଙ୍କା ଲାଞ୍ଚ ଦିଆ ହେଉଛି

  • @sanatannaik3990
    @sanatannaik3990 9 місяців тому

    ଘରନଦେଲେ ମରଡହେବ

  • @amulyagadatia1569
    @amulyagadatia1569 2 роки тому

    3000taka ଦେଇ ଛନ୍ତି କିନ୍ତୁ ଏମାନେ ଘର ଦେବା ପାଇଁ 5000 ରୁ ଅଧିକ ଲାଞ୍ଚ ନେଉଛତି

  • @sanatannaik3990
    @sanatannaik3990 2 роки тому +1

    ମେରଘରନିହିଜଲିଦିଦିଅ

  • @anupamasahu8170
    @anupamasahu8170 2 роки тому +1

    O My Lord....
    Vote or money ...?
    Democracy in state.....
    My God....
    *** Jai Hind Jai Hind

  • @dhaneswargouri5664
    @dhaneswargouri5664 2 роки тому +1

    ତମର କଣ ଗଲା ଓଟିଭି ଡଗ ଫାଟୁଛି କି

  • @asrabisahuofficial
    @asrabisahuofficial 2 роки тому

    Thik kahi chha da thanks

  • @bhishmadwtiyachand3122
    @bhishmadwtiyachand3122 2 роки тому

    ଭୋଟ୍ ପାଇ ସବୁ ନାଟ ସତ କଥା

  • @jyotiranjanpanda3318
    @jyotiranjanpanda3318 2 роки тому +2

    Please show the 5 state election what they are doing of other parties they are also doing same publicity na then why you are following to local parties of this state

  • @sanatannaik3990
    @sanatannaik3990 9 місяців тому

    ମେରଘରନାହି ଜଲିଦିଦିଆଜାଉ

  • @teeranayak5516
    @teeranayak5516 2 роки тому

    Pura thik kahila bro sarapancha mane gote gariba lokankuthu deunahanti

  • @rajeshkumarsahoo2900
    @rajeshkumarsahoo2900 2 роки тому +9

    Without central govt. Donetion bjd is almost zero

  • @user-os6it5xr8y
    @user-os6it5xr8y 11 місяців тому

    ଓଡ଼ିଶା ରେ ପ୍ରସିଦ୍ଧ ଲାଞ କମନ କଥା

  • @SamaraThamabi
    @SamaraThamabi Місяць тому +1

    Odishare.pradhan.mandri.abash.ghoraku.150000.milunai

  • @divyakumari439
    @divyakumari439 Місяць тому

    ଆମେ ରାୟଗଡ଼ା ଜିଲ୍ଲାର

  • @budhisagarkata6943
    @budhisagarkata6943 2 роки тому

    Thik katha kahucha bhai

  • @sanatannaik3990
    @sanatannaik3990 9 місяців тому

    ସନାତନନାୟକ

  • @haraprasadmahanta4657
    @haraprasadmahanta4657 2 роки тому

    କାମ ନ କରି ୨୨ ବର୍ଷ ରେ ଯେତେ ଟଙ୍କା ଲୁଟିବା ବିଜେଡି ସରକାର ଏ ଇଲେକସନ ଖାଲି ଟଙ୍କା ବାଣ୍ଟିବ କାମ କରିବ ନାହିଁ

  • @kunadash3332
    @kunadash3332 2 роки тому

    ଆପଣ ମାନେ ଖୁସିତ

  • @sanojtoppo819
    @sanojtoppo819 2 роки тому +1

    Rights

  • @anadimajhi7726
    @anadimajhi7726 2 роки тому

    ପକା୍ ଘର କଣ ମରାମତି କରବେ ଆଉ ଚାଲଛପର ଘର ମରାମତି ହୋଇ ପାରିବନାହିଁ

  • @hrudanandamajhi6389
    @hrudanandamajhi6389 2 роки тому

    ସମସ୍ତଙ୍କର ଘର ଆସିବା ଦରକାର ଆମ ଗାଁ ରେ ବହୁତ ଘର ଆସିନି କଣ ପାଇଁ,

  • @SANTOHKUMARBHANJA-ul1sx
    @SANTOHKUMARBHANJA-ul1sx 9 місяців тому

    Very good bro🎉

  • @makardhwajmashra162
    @makardhwajmashra162 2 роки тому

    Vote bele note Anya Samaya re 3000 /-kahinhiki 100000 /-diantu gariba lokanku ame khusi

  • @kishormalik6168
    @kishormalik6168 2 роки тому

    Jay Jagannath

  • @poojaswain4178
    @poojaswain4178 2 роки тому

    Thik katha

  • @akshyadandasena3891
    @akshyadandasena3891 2 роки тому

    Good vahi

  • @bhimarajjhodia7812
    @bhimarajjhodia7812 2 роки тому

    କେବେ ଆମର ଘର ହବ

  • @jayakrushnasahu2848
    @jayakrushnasahu2848 2 роки тому +1

    Very good

  • @gajapatibajarangdal566
    @gajapatibajarangdal566 2 роки тому

    Thik katha bohut kom melichhi

  • @laxmidhardas6096
    @laxmidhardas6096 Рік тому

    ଏ ବିଜେଡି ସରକାର ଟଙ୍କା ଦେଇ ଭୋଟ କିଣିଛି

  • @chinmaygiri3836
    @chinmaygiri3836 2 роки тому

    ଠିକ କଥା ଆଜ୍ଞା

  • @chetamanmajhi9819
    @chetamanmajhi9819 2 роки тому

    ଓଡ଼ିଶା ଜନବସୀ କୁ ଯେତେ ମାଟି ଲେ ମାଟ ସେମାନେ ସେଇ ଦରାପଡା କାଟ,jay BHIM,,

  • @bhanudehurivaba2875
    @bhanudehurivaba2875 10 місяців тому

    Odisha sarakaraku 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂bashipada

  • @umasankarpanda2519
    @umasankarpanda2519 2 роки тому

    Well analysised.

  • @subashsahoosk3442
    @subashsahoosk3442 2 роки тому

    प्रधान मन्त्री abas jojana
    Kebe milib

  • @sunitanayak1575
    @sunitanayak1575 2 роки тому

    Navinbat Nayak is very good mate and very good work. Navin your life God bless you so much ok

  • @oyenibasinewutv6326
    @oyenibasinewutv6326 2 роки тому

    Namaskar ekadam Sahi baat bolata hai Jiske Paas Ghar Hai Paisa hai usko ghar Milta Hai Paisa bhi Milta Hai Jo Garib log Gaye usko Paisa Nahin Milta hai ghar Bhi Nahin Deta Hai Kaisa Sarkar Hai is bar Humko board Nahin mangne ka Ham board Nahin lega is bar board Nahin dunga Sabko Milta Hai Humko Kuchh bhi nahin mila Abhi Tak namu Gudiya ka ghar Mila na finance Ka Ghar Mila Na Mera Man Baap Bitiya ka Paisa Mila Wala Paisa na Kalia Yojana ka Paisa Mila Kuchh bhi nahin mila aaj se Ham kisi ko bhi nahin bol Nahin dega Jaise Sabko Milta hai ghar Kalia Yojana Odia final humko bhi aise ham log ko Mera Ghar banane ke liye Humko Paisa Milega To Ham board dalega Nahin To Nahin dalega main Odisha se bolata hun khalikot Ganjam district hai tera man Baap Ka Vakya ka Paisa chahie Ghar banane ke liye Paisa chahie ham log Ka Ghar Nahin Kuchh Bhi Nahin ham log kah rahe hain mein rahata hai humko bhi de do Ghar Ham Bhi Ho dalega Nahin To Ham Nahin dalega

  • @manashtech4285
    @manashtech4285 2 роки тому

    ବିଜେପି କୁ ସମସ୍ତେ ଭୋଟ ଦିଅ

  • @prakashmunda3194
    @prakashmunda3194 2 роки тому

    କିଛି ମିଳିନି

  • @hemanjalirout3961
    @hemanjalirout3961 2 роки тому

    Beautiful taking real sir

  • @sushantahembramofficial
    @sushantahembramofficial 2 роки тому

    ସବୁ ନେତା ଟାଉଟର

  • @sadboykunayoutubechannel9532
    @sadboykunayoutubechannel9532 2 роки тому

    3 ହଜାର ରେ kn haba ନବୀନ ବାବୁ