To Badapana Ku Dhik (ତୋ ବଡ଼ପଣକୁ ଧିକ) I New Jagannath Bhajan I Female Version I Diptimayee Dash

Поділитися
Вставка
  • Опубліковано 5 вер 2024
  • Presenting the Official Female Version of New Odia Jagannath Bhajan " To BADAPANA KU DHIK " the song is sung by Diptimayee Dash, Music composed by Dibya Chandan . The Lyrics are written by Soumya Ranjan Bal . #tobadapanakudhik
    ------------------------------------------------------
    ♫Song Name - TO BADAPANA KU DHIK
    ♫Singer- Diptimayee Dash
    ♫Music - Dibya Chandan
    ♫ Lyrics - Soumya Ranjan Bal
    ♫ Producer - Raghab Swain
    ------------------------------------------------------------------------
    SHARE this with your loved ones. Keep Sharing, Keep Loving!
    ► "SUBSCRIBE" - "LIKE" - "COMMENT"
    "ODISHA MUSIC" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "ODISHA MUSIC " ର UA-cam Channel କୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ
    ------------------------------------------------------------------------
    #tobadapanakudhik #jagannathbhajan #souravbhardwaj #odishamusic #lordjagannath #jagannath #jagannathtemple #2024odiabhajan #bhajanhits #odiabhajan #odiabhajanhits #newodiabhajan #jagannathpuri #odiaviralbhajan #trendingbhajan #tobadapanakudhik #bhajan #bhajans #odianewbhajan #odiajagannathbhajan #newjagannathbhajan
    * ANTI-PIRACY WARNING *
    This content is Copyright to ODISHA MUSIC... Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!

КОМЕНТАРІ • 2,7 тис.

  • @user-sy3gy4tp9n
    @user-sy3gy4tp9n 3 місяці тому +609

    ଅତି ସୁନ୍ଦର ଭାବରେ କଣ୍ଠ ଦାନ କରିଛନ୍ତି... ଜଗା ପାଇଁ ଗୋଟେ ଲାଇକ ହେଉ ❤❤❤

  • @arunasahu6659
    @arunasahu6659 5 місяців тому +1381

    ଜଗନ୍ନାଥ ଙ୍କୁ ହୃଦୟରୁ ରୁ ଯିଏ ଭଲପାଉଥିବ ଗୋଟିଏ ଲାଇକ୍ ହେଉ ଭାଇ ଜୟ ଜଗନ୍ନାଥ🙏🙏🙏

  • @SanantakumarTripathy-sy8dn
    @SanantakumarTripathy-sy8dn 2 місяці тому +89

    ଭଗବାନଙ୍କ ପ୍ରତି ଅତି ଶୀଘ୍ର ଭାବର ନୈବିଦ୍ଯକୁ ସମର୍ପଣ କରିବାର ଗୋଟିଏ ସର୍ବୋତ୍ତମ ପନ୍ଥା ହେଉଛି ଭଜନ। କାରଣ ଶୁଣିବା କ୍ଷଣି ଭାବର ଅଶ୍ରୁ ଆସିଯାଉଛି।

  • @rajamuduli3929
    @rajamuduli3929 3 місяці тому +103

    ଯେତେ ଶୁଣି ଲେ ଵି ନୁଆ ଲାଗୁଛି -ଜୟ ଜଗନ୍ନାଥ ‼️⭕‼️🥰🥰🥰❤️❤️❤️

  • @chinmayakumarsahoo4231
    @chinmayakumarsahoo4231 2 місяці тому +66

    କି ସୁନ୍ଦର lyrics ଯିଏ ଲେଖିଚନ୍ତି ତାଙ୍କୁ ହୃଦୟ ରୁ thanks ଏମିତି ଗୀତ ସବୁବେଳେ ଲେଖୁଥନ୍ତୁ ❤ ଗୀତ ଗାଇବା ମଧ୍ୟ ବହୁତ୍ ଭଲ ହୋଇଛି ଶୁଣିଲେ ଆଖିରୁ ଲୁହ ଆସିଯାଉଛି omg ବାଲା ଗୀତ

  • @prasantkumarojha3676
    @prasantkumarojha3676 3 місяці тому +146

    ସତରେ ଭାଇ ଏ ଗୀତ ମନ କୁ ହୃଦୟ କୁ ଛୁଇଁ ଯାଉଛି ଗୋଟେ like ହେଇ ଯାଉ। ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏❤️❤️

  • @Smart7369
    @Smart7369 3 місяці тому +158

    ଏ ଗିତ ଶୁଣି ମୁଁ ବହୁତ ଧୌର୍ଯ୍ୟହରା ହୋଇ ପଡ଼ିଥିଲି ଜୟ ଜଗନ୍ନାଥ😢😢😢😢 ମୁଁ ବହୁତ କାନ୍ଦିଲି ବହୁତ ସୁନ୍ଦର ଗିତ ଟିଏ❤️❤️

  • @sibasisnayak-qp8dy
    @sibasisnayak-qp8dy 3 місяці тому +182

    ସବୁ ଓଡ଼ିଆ ମାନଙ୍କ emotion
    1- ଜଗନ୍ନାଥ ଠାକୁର
    2-ପଖାଳ ଭାତ

  • @swadhinpattanaik211
    @swadhinpattanaik211 2 місяці тому +38

    ଅତି ସୁନ୍ଦର ସୁମଧୁର ଭଜନ 🙏💐🙏

  • @LipsaSatpathy-lv1lb
    @LipsaSatpathy-lv1lb 3 місяці тому +11

    Bahut Sundar Bhajan.Jay Jagannath Swami 🙏🙏

  • @user-ro5zg3ld2r
    @user-ro5zg3ld2r 4 місяці тому +170

    ଏହି ଗୀତକୁ ଯେତେ ଶୁଣିଲେ ବି ଆଉ ଥରେ ଶୁଣି ବାକୁ ଇଛା ହେଉଛି ଜୟ ଜଗନ୍ନାଥ❤❤❤

  • @user-fm2gx2uf4z
    @user-fm2gx2uf4z 4 місяці тому +252

    ଜୟ ଜଗନ୍ନାଥ। ଆଖିରେ ଲୁହ ଆସିଯାଉଛି । ଗୋଟେ ଭକ୍ତ ର ମନ ର ଭାବ।

  • @bineshkumardas1989
    @bineshkumardas1989 3 місяці тому +46

    ❤ ଜୟ ଜଗନ୍ନାଥ ❤ ମୋ ଜୀବନ ଧନ୍ୟ ହେଇଗଲା ଏତେ ସୁନ୍ଦର୍ ଗୀତ ମୋ ଜୀବନ ରେ କେଭେ ବି ଭୁଲି ପାରିବିନି ❤ ଶାନ୍ତି ଲାଗୁଛି

  • @AnnapurnaRath-df5uu
    @AnnapurnaRath-df5uu Місяць тому +9

    ହୃଦୟ ହଜିଯାଏ ଜଗା ପାଖରେ ଏ ଗୀତ ଶୁଣି, ଯେତେ 👌ଶୁଣିଲେବି ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ

  • @sumeshdash5898
    @sumeshdash5898 2 місяці тому +37

    ବହୁତ ବହୁତ ବହୁତ ସୁନ୍ଦର, ହୃଦୟସ୍ପର୍ଶୀ ଭଜନ madam🙏🙏🙏ଜୟ ଜଗନ୍ନାଥ 🙏🙏🙏

  • @sbijayalaxmi086
    @sbijayalaxmi086 3 місяці тому +56

    ଯେତେ ଶୁଣିଲେ ବି ପୁଣି ଥରେ ଶୁଣିବାକୁ ଇଛା ହୁଏ 🚩🙏🎉

  • @drameshpatra9121
    @drameshpatra9121 3 місяці тому +11

    ଅତିି ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି । ହୃଦୟ ରୁ ଧନ୍ୟବାଦ 🙏

  • @dularamsoren4727
    @dularamsoren4727 4 місяці тому +25

    ହେ ଜଗନ୍ନାଥ ଜୀବନର ଶେଷ ମୁହୂର୍ତ୍ତରେ ଏପରି ପବିତ୍ର ଭଜନ ଶୁଣିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହେଉ,ଜୟ ଜଗନ୍ନାଥ🙏🙏🙏🙏

  • @sanjaysahoochintu
    @sanjaysahoochintu 2 місяці тому +21

    ସତରେ ତା ଲିଳାକୁ କେହି ବୁଝି ପାରିବ ନାହିଁ। ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମତେ ଟିକେ ସତ୍ ବୁଦ୍ଧି ଦେ।।।।।

  • @minatirout7523
    @minatirout7523 Місяць тому +5

    ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ କେଉଁ ମାନେ ଭଲ ପାଓ 👍👍👍👍🙏🙏🙏🙏ବହୁତ ସୁନ୍ଦର ଗୀତ ଟି ନା ଏକ ସ୍ବର ରେ କୁହ ଜୟ ଜଗନ୍ନାଥ କି.......... 🙏🙏

  • @swapnamahalik970
    @swapnamahalik970 3 місяці тому +34

    ହେ ପ୍ରଭୁ 🙏🙏 ତୁମକୁ ମାଗିବାକୁ କିଛି ନାହିଁ ମାଗିବାକୁ ପୂର୍ବରୁ ସବୁ ଦେଇଛୁ ଆଉ ବହୁତ୍ ଖୁସିରେ ବି ରଖିଚୁ।❤❤

  • @bakchodgirl
    @bakchodgirl 3 місяці тому +34

    ଯେତେ ଦେଖିଲ ଆହୁରି ଦେଖିବା କୁ ମନ ହଉଚି❤😍👌

  • @user-ck3je2nw5s
    @user-ck3je2nw5s 4 місяці тому +147

    ଜଗନ୍ନାଥ ଙ୍କୁ ଭଲ ପାଉ ଥିଲେ ହୃଦୟ ରୁ ଥରେ ଜୟ ଜଗନ୍ନାଥ କୁହନ୍ତି ⭕‼️⭕❤️❤️❤️❤️

  • @ashishsahoo6960
    @ashishsahoo6960 2 місяці тому +19

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🚩🚩🚩🚩🚩🚩🙏🙏🙏🙏🙏🙏🕉️🕉️🕉️🕉️🕉️🕉️🕉️🌺🌺🌺🌺🌺🌺

  • @rabimeleka6413
    @rabimeleka6413 2 місяці тому +13

    ହେ ମହାବାହୁ ଏ କି ତୋ ଲିଳା

  • @bhagyashreevlog3187
    @bhagyashreevlog3187 5 місяців тому +267

    ଜୟ ଜଗନ୍ନାଥ 🥰🙏😢ହେ ଜଗା ସମସ୍ତଙ୍କୁ ଦୁଖ ଦେ କିନ୍ତୁ ଏତେ ଦୁଖ ଦେଏନି ଯେମିତି ଦୁଖ ରେ ଲୋକମାନେ ହାରି ନ ଯାଆନ୍ତୁ😢😢😢😢

  • @pravakarmadeli241
    @pravakarmadeli241 4 місяці тому +85

    ଖୁବ୍ ସୁନ୍ଦର ସ୍ବର ସହ ଚମତ୍କାର ସଙ୍ଗୀତ ନିର୍ଦ୍ଦେଶନା। ଏହି ଭଳି ସୁନ୍ଦର ଭଜନ ଆଗକୁ ଭେଟି ଦିଅନ୍ତୁ। ଧନ୍ୟବାଦ

  • @soumyaranjandas678
    @soumyaranjandas678 6 місяців тому +384

    ଖୁବ୍ ସୁନ୍ଦର ସ୍ୱର👌🏽🥰 ଜଗନ୍ନାଥଙ୍କ ପାଇଁ ଥରେ କୁହନ୍ତୁ ... ଜୟ ଜଗନ୍ନାଥ 🙏🏽❤️

  • @user-md3jw6db6h
    @user-md3jw6db6h 2 місяці тому +15

    Bhaba ra thakura nka Pani gote dukhi bhakta ra mana katha pura likhita Jay Jagannath 🙏🙏

  • @jyotirmayeepradhan3471
    @jyotirmayeepradhan3471 3 місяці тому +7

    Ahi bhajan suni mu bahut kandichi.bahut sundar bhajan abang bahut sundar kantha.god bless you dii.

  • @user-yy7ic6nu1c
    @user-yy7ic6nu1c 3 місяці тому +28

    Deeptimayee Das Deepirekha padhi nka bhali gauchhanti mind blowing ❤❤❤❤

  • @user-yy7ic6nu1c
    @user-yy7ic6nu1c 3 місяці тому +37

    ଗୀତ ତ ବହୁତ୍ ଭଲ ହେଇଛି ତା ଛଡା ଗୀତିକାର ବି ବହୁତ୍ ଭଲ ଗାଇଛନ୍ତି ଯେମିତି ira mohanty ଙ୍କ ଭଳି❤❤❤

  • @Cutecouple491
    @Cutecouple491 4 місяці тому +50

    ଖୁବ ସୁନ୍ଦର ସ୍ୱର 👌😍

  • @user-rh9ke2qw9f
    @user-rh9ke2qw9f 2 місяці тому +5

    Mote Tama pakhaku neijao prabhu ao e duniare banchibaku ichha nahi😢😢😢'dabu chira nidra mu soipadibi kaha Kain ta upare bharasa hebi,🙏🙏🙏🙏🙏

  • @dj.munna.shorts202
    @dj.munna.shorts202 2 місяці тому +6

    ଜଗନ୍ନାଥଙ୍କ ଗୀତରେ ତାଙ୍କ ଆଶୀର୍ବାଦ ରହିବନି ଏଇଟା ଅସମ୍ଭବ କଥା 😢😢😢

  • @bikashchandrakhatuakhatuab7630
    @bikashchandrakhatuakhatuab7630 5 місяців тому +33

    ବ୍ୟାଜ ସ୍ତୁତି -" ନିନ୍ଦା ଛଳରେ ଭକ୍ତି ପୂତ ନୈବେଦ୍ୟ। ହୃଦୟସ୍ପର୍ଶୀ, ଶ୍ରୁତି ମଧୁର, ଜୟ ଜଗନ୍ନାଥ। ସ୍ରଷ୍ଟା, ସୃଷ୍ଟି,ସୁର୍ କାର, ସଭିଙ୍କୁ ହୃଦୟ ରୁ ପ୍ରଣାମ ।

  • @lalansanatani2158
    @lalansanatani2158 3 місяці тому +21

    आपकी इतनी प्यारी सी मिठास, सुरीली गायिका को हृदय से नमन 🙏
    From Bihar 🙂jay जगन्नाथ 🙏🙏जय सनातन 🙏

  • @SmurtisibaLenka-mw8vi
    @SmurtisibaLenka-mw8vi 3 місяці тому +23

    ଜଗା କେବେ ବି ଆମକୁ କିଛି ଦୁଃଖ ଦିଏନି , ଆମକୁ ତ ଆମ କର୍ମ ଫଳ ଭୋଗିବାକୁ ପଡିବ । ଜୟ ଜଗନ୍ନାଥ 🙏🙏🙏

    • @laxmidharpanigrahi1651
      @laxmidharpanigrahi1651 Місяць тому

      ଆପଣଙ୍କ ର କର୍ମ କରିବାର ବଳ ଥିବାରୁ ଆପଣଙ୍କୁ ଧନ୍ୟବାଦ

  • @bhagabanparida8432
    @bhagabanparida8432 Місяць тому +3

    ବହୁତ ସୁନ୍ଦର ହେଇଛି ସଙ୍ଗ ଟି ଝିଅ ପାଇଁ ଗୋଟେ ଲାଇକ ହେଉ 🎉❤😮😮😊😊

  • @Bikra1997
    @Bikra1997 2 місяці тому +3

    ଅତି ସୁନ୍ଦର ଆପଣଙ୍କୁ ହୃଦର୍ୟ ରୁ ଆନ୍ତରିକ ଧନ୍ୟବାଦ୍

  • @manaspradhan4820
    @manaspradhan4820 5 місяців тому +126

    ହେ କାଳିଆ ସତରେ ମୋର ଭାଗ୍ୟରେ ଦୁଃଖ। ଲେଖିଛୁ😢😢😢

    • @JayJagannath330
      @JayJagannath330 4 місяці тому

      Are bhai kalia dukha lekhini tama କର୍ମ ର phala

    • @sumitradalai7489
      @sumitradalai7489 3 місяці тому

      Dhaya rakha sabu thiki heijiba

  • @user-tr3qn2mn8c
    @user-tr3qn2mn8c 4 місяці тому +37

    ଏହି ଭଜନ ଟାକୁ ଶୁଣି ମୁଁ ଗୋଟିଏ ଅଲଗା ଅନୁଭବ କଲି ଆହୁରି ଆଗକୁ ବଢି ଚାଲନ୍ତୁ ମହାପ୍ରଭୁ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ

    • @bharatamishra3328
      @bharatamishra3328 2 місяці тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😢😢

  • @ranjanmoharana3554
    @ranjanmoharana3554 6 місяців тому +118

    ଜୟ ଜଗନ୍ନାଥ...🙇🙏
    ଯେତେ ଦୁଃଖ ଦେ ପଛେ ଏ ଜୀବନର‌ ଶେଷ ନିଃଶ୍ୱାସ ଯାଏଁ ତତେ ହିଁ ଜପୁଥିବି...❤️

  • @dezymaharana9264
    @dezymaharana9264 20 днів тому +1

    ଭାବିଚିନ୍ତି ଲେଖକ ମନର କଥା ଲେଖିଛନ୍ତି ସବୁ ଶବ୍ଦ ହୃଦୟକୁ ଛୁଉଛି❤❤❤❤❤❤

  • @jkbeja6290
    @jkbeja6290 3 місяці тому +15

    bah bah bah khub sunder swara bilkul SADHANA SARGAM., Mahaprabhu bless you dear

  • @snehatailoringshop9831
    @snehatailoringshop9831 3 місяці тому +15

    #ବହୁତ୍ ସୁନ୍ଦର୍ ହୋଇଛି ଏହାକୁ ଭଜନ କହନ୍ତି ❤🎉

  • @sigmasahoo8215
    @sigmasahoo8215 5 місяців тому +41

    ଅତ୍ୟନ୍ତ ହୃଦୟସ୍ପର୍ଶୀ ଭଜନ

  • @user-ns8ur7ts5n
    @user-ns8ur7ts5n 3 місяці тому +2

    ଗୀତ ବହୁତ ବହୁତ ସୁନ୍ଦର କଣ୍ଠ ଯେପରି ଭଗବାନ ଗାଉଛନ୍ତି ଏମିତି ଆଗକୁ ଆହୁରି ସୁନ୍ଦର ଗୀତ ଗାଓ ଭଗବାନ ଯେମିତି ତୁମ ଗଳାରେ ଆଛନ୍ତି ଜୟ ଜଗନ୍ନାଥ

  • @KalpanaParida-wz7gj
    @KalpanaParida-wz7gj 20 годин тому +1

    ବହୁତ୍ ବଢିଆ ଲାଗୁଛି ଜୟ ଜଗନ୍ନାଥ

  • @pinuwith123
    @pinuwith123 3 місяці тому +18

    Didi bahut sunder heichi ❤❤❤❤

  • @priyabrattasahu6283
    @priyabrattasahu6283 5 місяців тому +26

    ମୁଁ ପାପୀ ମେରୁ 🥺🙇🙏

  • @shesabandhurajhansa8071
    @shesabandhurajhansa8071 4 місяці тому +4

    ମତେ ବହୁତ ବହୁତ ଭଲ ଲାଗୁଚି ସୁନ୍ଦର ଭଂଜନ... ଜୟ ଜଗନ୍ନାଥ

  • @BishnukumarBaral-es6gx
    @BishnukumarBaral-es6gx 5 днів тому +1

    ଏ ଭଜନରେ ଦୁଃଖି ଦୁଃଖ ଜଣାଇଁବାରେ ସୁନ୍ଦର ରଚନା ହେଲେ ଧିକ ଶବ୍ଦଟି ପ୍ରାସଙ୍ଗୀଙ୍କ ଲାଗିଲାନାହିଁ ,

  • @BhagyalaxmiSwain-zi3yn
    @BhagyalaxmiSwain-zi3yn 4 місяці тому +22

    ଜୟ ଶ୍ରୀ ଜଗନ୍ନାଥ

  • @singergoutamjally5347
    @singergoutamjally5347 6 місяців тому +17

    ଜୟ 🙏🙏🙏🙏🙏ଜଗନ୍ନାଥ

  • @shrikhetrabhumi5526
    @shrikhetrabhumi5526 6 місяців тому +32

    ଜୟ ଶ୍ରୀ ଜଗନ୍ନାଥ ମୋ କାଳିଆ ଧନ 🥰🥹

  • @user-bt8qo3lf4v
    @user-bt8qo3lf4v 3 місяці тому +3

    Satare akhire luha bahijauchi jay jagannath🙏🙏

  • @sushantabarik3485
    @sushantabarik3485 2 місяці тому +3

    Satare akhire luha asijauchi beautiful song 😭😭😭🙏🙏🙏 Jay jagannath

  • @devidas4329
    @devidas4329 5 місяців тому +28

    ଜୟ ଜଗନ୍ନାଥ ଜଗନ୍ନାଥଙ୍କ ପାଇଁ ବହୁତ୍ ସୁଦ୍ଧର ଗୀତ ଏହିଛି

  • @gyan8048
    @gyan8048 4 місяці тому +17

    Hey prabhu mo jibana re jete bi dukha asu apana mo sahita rahile mu sabu dukha ku bhuli jibi jay jagannath

  • @RanjanKumar-zi6ss
    @RanjanKumar-zi6ss 3 місяці тому +6

    ମାଆ ବହୁତ ସୁନ୍ଦର ଭାବରେ ଗାଇଛ ଜୟ ଜଗନ୍ନାଥ 🙏🏽🙏🏽🙏🏽

  • @Thakursahab63722
    @Thakursahab63722 2 місяці тому +6

    Good sing Deeptimaye das❤❤❤🎉🚩🙏 Jay Jagannath 🙏🚩

  • @dasabhaya2079
    @dasabhaya2079 Місяць тому +1

    ଜଗା ରେ ମତେ ଟିକେ ମୋ ପୂଜା ସହ ଭେଟ କରେଇ ଦିଏ 🙏🏻😭😭😭🙏🏻

  • @sangeetamohanty657
    @sangeetamohanty657 5 місяців тому +32

    ଜଗନ୍ନାଥ ସବୁ କଷ୍ଟ ଦୁର କରି ଦେବେ ମୋର ବିଶ୍ବାସ ରହିଛି ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

  • @bikcky123
    @bikcky123 3 місяці тому +12

    ଜୟ ଜଗନ୍ନାଥ ପ୍ରଭୁ.. 🙏🙏 ଏ ହୃଦୟ ମନ ର ଅନ୍ତର ରୁ କୋଟି କୋଟି ପ୍ରଣାମ ....❤❤❤❤🙏🙏🙏🙏

  • @asutoshpriyadarshini538
    @asutoshpriyadarshini538 3 місяці тому +5

    Bahut bahut sundar bhajana aakhiru luha aasigala 😢 amiti sundara bhajana aaghaku gaiba aasha karuchi 👍🌸💯♥️ Jay Jagannath 🤗🙏

  • @nareshchandrapal5692
    @nareshchandrapal5692 Місяць тому +2

    ଗୀତ ର ଲେଖକ ଙ୍କୁ ମୋ ହୃଦୟ ରୁ ପ୍ରଣାମ

  • @somanathbehera3210
    @somanathbehera3210 Місяць тому +2

    ଅତି ସୁନ୍ଦର ଭଜନଟି,କଣ୍ଠ ଅତି ସୁନ୍ଦର ଧୁନ ଦେଇଛନ୍ତି. ଯୋଗାପାଇଁ 🙏❤

  • @banajanayak5656
    @banajanayak5656 4 місяці тому +5

    Female version is very beautiful, oh....mind blowing. Fully devotional

  • @papunadethi9371
    @papunadethi9371 4 місяці тому +10

    ହେ ଜଗନ୍ନାଥ ଜଗତର ଦୁଃଖ ବୁଝିଥିବ ହେ ମହା ବାହୁ

  • @sukantadas5340
    @sukantadas5340 5 місяців тому +13

    ବହୁତୁ ସୁନ୍ଦର ଗୀତ ଆଖିରୁ 😢😢😢 ଲୁହ ଆସିଯାଇଛି😢😢😢

  • @Officialshort300
    @Officialshort300 2 місяці тому +4

    ଜୟ ଜଗନ୍ନାଥ ହରିବୋଲ 🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🤗🤗🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sabyasachisahoo5309
    @sabyasachisahoo5309 2 місяці тому +1

    ଗୀତ'ଟି ଶୁଣି ଆଖିରୁ ଦୁଇ ଟୋପା ଲୁହ ଗଡ଼ିଗଲା...… ଜୟ ଜଗନ୍ନାଥ

  • @samir4500
    @samir4500 6 місяців тому +9

    Feel ଟିକେ କମିଗଲା 🎉ତଥାପି ଭଲ ଗାଇଛନ୍ତି ♥️

    • @bkanant8220
      @bkanant8220 3 місяці тому

      ଆଖି ବନ୍ଦ କରି ଅନୁଭବ କରନ୍ତୁ ଭାଇ...ସବୁ feel କରିବେ

  • @user-gn5vl6ce7g
    @user-gn5vl6ce7g 4 місяці тому +11

    Heart touching lovely song he Prabhu jagannatha

  • @InspirationalMicroscope-sl9qz
    @InspirationalMicroscope-sl9qz 6 місяців тому +35

    A song mu first re insta re sunili first ta sunili jeta bele mng time thila Jemiti a song sunichi mo aakhire automatic luha palei aasila bahut Sundar song jay Jagannath 🙏🙏🙏

    • @GunakarVloges
      @GunakarVloges 5 місяців тому +2

      Mora b semiti hela bhai.au wait karithili kebe full song asiba

    • @subhapani
      @subhapani 5 місяців тому +2

      Mo akhiru bhi luha asi jauchi jete thara sunile bahuta hridaya sparshi

  • @sunitagiri9277
    @sunitagiri9277 2 місяці тому +2

    Hei joga re hei joga re mo joga tumoku koti koti pranam 🙏🙏🙏🙏gito ti bohut sundor jie lekhuchichonti bohut sundor au jie gauchonty bodhia tune ❤

  • @swadhinatadas3162
    @swadhinatadas3162 2 місяці тому +1

    Really,,, ଭକ୍ତି ସଙ୍ଗୀତ ଦୁନିଆରେ ଏମିତି ପ୍ରଶ୍ନଵାଚୀ ଲେଖା ହୣଦୟକୁ ଅଧିକ ଛୁଇଯାଏ, ଵହୁତ ଭଲ ଲାଗୁଛି ❤🙏

  • @sagarigouda9449
    @sagarigouda9449 4 місяці тому +9

    He jagannath ebe jaha bi kharap samaya chalichi sabu thik karifiya🙏🙏🙏🙏🙏🙏🙏🙏❤️❤️🙏🙏🙏🙏🌺🙏❤️💕🥀🥀🥀🌷🌸

  • @madhusmitaswain4103
    @madhusmitaswain4103 5 місяців тому +11

    Jay Jagannath Swami Nayana patha gami bhaba tume 🙏

  • @ManishaJena-cq7ev
    @ManishaJena-cq7ev 6 місяців тому +46

    ❤mo jagaa re 🥺🥺🥺😭😭😭😭🙏🙏mo suna pua ta para mote tike to bada dhama ku ne... 😭😭😭😭🥺🥺🥺🤲🤲🤲atiki maguni manimaa

    • @shrikhetrabhumi5526
      @shrikhetrabhumi5526 6 місяців тому +2

      ମୋ କାଳିଆ ସୁନା ଶୁଣିବେ ଆପଣ ନିଶ୍ଚିତ ରୁହନ୍ତୁ। ମୋ ମହାପ୍ରଭୁ ଙ୍କର ପ୍ରତି ଭଲ ପାଇବା ରଖିଥାନ୍ତୁ 🙏🥰

    • @Priyankakshaya2044
      @Priyankakshaya2044 5 місяців тому +1

      ​@SudhakaraSwain ଭାଇ ମୁଁ ବି ଯାଇ ନାହିଁ 20 ବର୍ଷ. ହେଲା ନି ..

  • @suchipanda434
    @suchipanda434 Місяць тому +1

    ଜୟ ଜଗନ୍ନାଥ 🙏 ବହୁତ ସୁନ୍ଦର ହେଇଛି ସ୍ୱର ଓ ଲେଖା

  • @Officialshort300
    @Officialshort300 2 місяці тому +5

    🌺🌺🌺🌺🙏🙏🙏🙏🙏🙏ଜୟ ଜଗନ୍ନାଥ 🌺🌺🌺🌺

  • @miliranimohapatra629
    @miliranimohapatra629 3 місяці тому +5

    Jay jagannath
    Hey pravu

  • @user-ol6lp3ct8w
    @user-ol6lp3ct8w 5 місяців тому +68

    ମୋ ପାଇଁ ତ ହୃଦୟସ୍ପର୍ଶି ଭଜନ ଟୀଏ

  • @pradipchakra7182
    @pradipchakra7182 6 місяців тому +29

    Feeling female version ରେ ବହୁତ୍ କମ୍। Male version is so sweet and good.

  • @SarmisistaSari
    @SarmisistaSari 5 днів тому +1

    ଜୟ ଜଗନାଥ ମୁ ଏ ଗୀତ ଶୁଣି ଦୁଖ ହେଈ ଗଲା ❤️❤️❤️

  • @user-ro7ry4bl9o
    @user-ro7ry4bl9o Місяць тому +2

    jea gita lekhichhi auu jea gauchhu taku moro bohut thanks❤❤❤

  • @manasranjanpatra2382
    @manasranjanpatra2382 4 місяці тому +8

    ହେ ଜଗା ରେ ମୋ ଡାକ ଶୁଣ ମୋତ ତୁମୋ ଧାମ କୁ ନେଇ ଯାଅ ହେ ଜାଗା ରେ 😭😭😭

  • @pujabiswal5360
    @pujabiswal5360 4 місяці тому +6

    ହେ କାଳିଆ ସାଆନ୍ତ ମୋ ଦୁଃଖ ହରଣ କର 🥺🙏

  • @sajaninayik9715
    @sajaninayik9715 4 місяці тому +6

    ଜଗନ୍ନାଥ ମୋତେ ଏତେ କନ ପାଇଁ କି ଧୁଖ ଦେଉଚୁ 😢😢

    • @studycare7982
      @studycare7982 3 місяці тому

      Dp re jahaku rakhicha ki bhagban se se kn jagara avatar

  • @jaybajarangwali4543
    @jaybajarangwali4543 2 місяці тому +1

    Atmabhara song bahut sundar 👌👌👌👌👌👌👌

  • @BheesmaRatai
    @BheesmaRatai Місяць тому +1

    ବହୁତ ଖୁସି ଲାଗୁଛି ଗୀତ ଶୁଣି କି 👌👌

  • @manojkumarbarik2679
    @manojkumarbarik2679 5 місяців тому +10

    Prabhu a gita sunila akhiri luha ashi jaichi jay jagannath ❤❤

  • @user-xe7wj1sf4l
    @user-xe7wj1sf4l 4 місяці тому +16

    ବହୁତ ସୁନ୍ଦର ଗୀତ ଲେଖା , କଣ୍ଠଶିଳ୍ପୀ ବି ବହୁତ୍ ସୁନ୍ଦର ଗୀତ ଗାଇଛନ୍ତି, ଜୟ ଜଗନ୍ନାଥ

  • @Gourisankar1507
    @Gourisankar1507 3 місяці тому +6

    😭😭😭😭😭ମୋ ପ୍ରଭୁ ଙ୍କୁ ଗୀତ ରେ ଏମିତୀ ଗାଳି ଦିଅନ୍ତୁ ନାହିଁ 🙏🙏🙏🙏

  • @rajeshtripathy6526
    @rajeshtripathy6526 29 днів тому +1

    ଆଖି ରୁ ଲୁହ ଆସିଯାଉଚି,ଖୁବ୍ ସୁନ୍ଦର ଗୀତ ଟିଏ

  • @birusimplegirl85
    @birusimplegirl85 Місяць тому +1

    ❤❤😢😢Jay Jagannath 😊🔥🙏... ବହୁତ ଭଲ ଲାଗୁଛି ଶୁଣିବାକୁ 😊❤😍💞

  • @sangramswain5932
    @sangramswain5932 6 місяців тому +5

    Bahut Sundar laguchi ❤

  • @suchismitarout7042
    @suchismitarout7042 6 місяців тому +75

    Male female sabu bhala laguchi 😊prabhu jagannath anka bhajan ⭕️‼️⭕️🙏🙏🙏