50ହଜାର ଟଙ୍କାର ଚାକିରି ଛାଡ଼ି ଚାଷକୁ ଆପଣେଇ ଲେ ଯୁବକ ଚାଷୀ//grafting baigana lagei ଲକ୍ଷ୍ୟ ପତି
Вставка
- Опубліковано 5 лют 2025
- 50ହଜାର ଟଙ୍କାର ଚାକିରି ଛାଡ଼ି ଚାଷକୁ ଆପଣେଇ ଲେ ଯୁବକ ଚାଷୀ//grafting baigana lagei ଲକ୍ଷ୍ୟ ପତି
ବାଇଗଣ ଚାଷ
ବୈଜ୍ଞାନିକ ପ୍ରଣଳୀରେ ବାଇଗଣ ଚାଷ
Drip irrigation system re chasha
ସଫଳ ଚାଷୀ
ଚାଷ କରି ଲକ୍ଷ୍ୟ ପତି
Very 👍
Very interesting job
Very good job
Very good bhai
ସୁନ୍ଦର ଗଛ 👍Chasi chaso kari kari ଅଣ୍ଟା ପିଠି ହାଡ଼ ବଙ୍କା ହେଲେ ଯିଏ ବସିବି କିଣି ବିକୁଚି ଦୋକାନୀ ସେ ମାଲା ମାଲ୍ 🇮🇳 ଜୟ ଜଗନ୍ନାଥ
Nice ❤
Very good
Thanks
Very nice Content 👍👍👍
Thank you 👍
Bahut badhiya 👌👌
Thank you bhai
chasa kari baa bahut bhala , nije raja bhali rahiba.....au chakiri kale gulam bhali kama karibe❤
Hmm bhai
Very good brother 👍
Thank you
Good Farming
Very good job 👌👌👍👍
Thank you
Veri nice voice ❤❤
Thank you
Very nice bhai ❤❤❤
Thank you
Help the farmer our government we proud farmer
Yes bro
Very. God farmar
Bhai mate chara mili paribaki
Hmm
Jay jawan jay kishan ❤❤❤
Jai Jawan Jai Kisan
Vnr 212 grafted mu February 28 re t.p karichi kam gyana re karichi kintu bhala hoichi,may re lagei thile bhala profit huanta,athire kharcha kintu bahut hua,
Very nice information 👌
Thank you
Jai jawan jai kishan
Jai Jawan Jai Kisan
ଫେବୃଆରୀ ରେ କେଉଁ ଚାଷ କଲେ ଭଲ ଫାଇଦା ହେବ।।।
ମୁ ନୂଆ କରି ଚାଷ କରିବି କେବଳ ପରିବା।।।
ମାତ୍ର ୫ ଗୁଣ୍ଠ ରେ।।।
ବର୍ଷ ସାରା କରିବି ବାସ୍ ଘର ଚଳିବା ପାଇଁ।।।
ମୁଁ ବିଦେଶ ଫେରନ୍ତା।।।
ଉତ୍ତର ରଖିବେ।।
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
ଭାଇ ଲଙ୍କା, କିମ୍ବା କଲରା
@UmakantaMohanta-bu9bm 5 ଗୁଣ୍ଠ ରେ କେତେ ଖର୍ଚ୍ଚ ହେବ
Chara kemiti paibhu
Thank you
Drip irrigation system ta dekhantu
Ok bhai
Are shalati mu bi chasa karichi konasi baigana gachha ti 6 masa jauni Tora 2ru3 barasa jauchi
ଜୀବନରେ ଚାଷ କରିଛନ୍ତି ନା
Ranjan sir sahita mu dreep irrigation re work karuthilu 👌👌👌👌
ଆଶା କରେ ଆପଣ ମଧ୍ୟ ରଞ୍ଜନ ଭାଇଙ୍କ ପରି ପ୍ରେରଣା ର ସ୍ରୋତ ହେବେ
ମୁଁ ଜଣେ ଗ୍ରଜୁଆଟେ ଛାତ୍ର ଏବଂ ଜଣେ କ୍ୟାନ୍ସର ରୋଗୀ ମୁଁ 8ବର୍ଷ ହେଲା ପରିବା ମାଛ ଛେଳି ଦେଶୀ କୁକୁଡ଼ା ଚାଷ କରୁଛି
ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ
କେଉଁ ଗାଁ ରୁ 🙋
Jay shree Ram 🙏🙏🙏
God bless you 🙏
Kitanashako bishayare kuho
Bhai garfted plants mileba kouthi
Kau diststic
TO BUNIADIRE KEHI 50.000 DARAMA PAECHHI. ,?
Eta Bayabanda ta para laguchi,
ଏହି variety ଵାଇଗଣ ମୁ କରିଛି ୩୦୦ ଗଛ ଲଗେଇଛି , ମୁ job କରୁଛି ତ ଏବେ ଵାପା ଦେଖୁଛନ୍ତୀ , fruiting ବଢିଆ ହୋଇଛି
Thank you
A Bhai mocho kohichi. 800 chara ku. 12000ru20000 Hajar re lagibo
Bhai dreep ଅଛି
Bhai aamo karanja black re grafting gochha milibo ki ❤
Bhai contact କରନ୍ତୁ ମିଳିଯିବ
Mayurbhanj ro koujaga re chaso heichhi full address diontu , mu jaiki dekhi asibi, aau video kebe oplud koru chhanti tahara date diontu
Bhai number ta comment re ଦେଇଛି contact କରନ୍ତୁ
ଚାଷୀର କଥାବାର୍ତ୍ତା ରୁ ଜଣାପଡ଼ୁଛି କେତେ ଲାଭ ହେଉଛି 😂😂😂 ମନେ ମନେ ଭାବୁଥିବେ-"ମ୍ୟାନେଜର ସହିତ ଝଗଡ଼ା ନ କରି ଚାକିରୀ ଛାଡ଼ି ନ ଥିଲେ ଭଲ ହେଇ ଥାଆନ୍ତା"
Very nice
Thank you
Barttana
ବୋହୁତ ବଢିଆ ହୋଇଛେ RANJAN ଭାଇ ମାଡ଼ି ଚାଲ।
ଆମର ଆଡ଼େ କବେ ଆସୁଛ
Hmm jiba
ବାଇଗଣ ଚାଷରେ ଲାଭ ଅଛି ମୁକରିଥିଲି 15 ହଜାରେ ଖଚକରିଥିଲି 80 ହଜାରେ ପାଇଥିଲି
Kou job karuthile ki 50000 sallary thila sallary slip dekhei paribe ki
Bhai video re kohichanti
Grafting chara kete tanka paduchhi,100 taku
Bhai ମୟୁରଭଞ୍ଜ କୁ ଭୋଡ଼ା ସହ 1pic 20 ଟଙ୍କା ପଡ଼ିଥିଲା
1,2 masa pare puni ae baigana bagicha ru video karantu please
Ok
Matere.knkn.padiba
Contact number achhi contact କରନ୍ତୁ
Chsa km thk achi je setiki chasa thu meiki bikri kariba thik dam milliba kasta kar...
Are bhai taku tike Mike ta diye Voice bhala suna Jauni
Hmm ଭାଇ
Gaisilet block re gute gaan achhe jugibahal boli ki totals 35.acd karichhe tik dekhi aasun
Bhai district ta
@@UmakantaMohanta-bu9bm bargarh
Bi.janaiba
ମୋତେ ଲାଗୁ ନାହିଁ ଆପଣ 50ହଜାର ଦରମା ପାଉଥିଲେ
Ta ghare asiki dekhunu 😅😅😅😅😅
Right
Grapting chara kauthu miluchhi janaibe
ରାଇପୁର
Video last re number achhi dekhi ki call କରନ୍ତୁ
Chasa kama Jahara ki Aanad Tahara.
Hmm bhai
Seita baigana nun to banda
Nije Ashi ଦେଖନ୍ତୁ
ଚାଷ କର ବେପାରୀ ପୋସ, ପିଡ଼ିଆ ଦୋକାନୀ ପୋସ l
ଭାଇ ଜଉ କାମ କଲେ ବି ଏକୁଟିଆ କିଛି success ହୋବନି chain ତୋ ରହିବ
Plant spacing dekhi laguni 3/4 months ru adhika dina production nei paribe
Cutting hoba
@@UmakantaMohanta-bu9bm every month cutting karibaku padiba,jangali baigana jogu growth vigorous haba.
Ideal spacing- 3ft×6ft
Ranjan babu kebe tharu baigana chasa kalani
ଏଇଟା first
Gute gache 5kg bihan kana
ବୁଝି ହେଲାନି
5000 pauthileki nanhi 50,000 .
Bhai ମୁଁ pertionally ତାଙ୍କୁ ଜାଣିଛି ତାଙ୍କ ଘରଟା 5000000 ଟଙ୍କାର ବନେଇ ଛନ୍ତି face ଦେଖୀ ଜଜ୍ କରନ୍ତୁ ନି
ଫାଲତୁ କଥା, ମେନେଜର ଖେଦି ଦେଇ ଥିବ, ତେଣୁ ବାଇଗଣ ଚାଷ କରି ଛି
Tame faltu tor gandi dum achhe bele chas kari kari dekh
Baigana ra nama kana
VNR212କିସମ
Marketrate fall kale mudhikhaibaku paisapaibeni
Bhai risk na nele kichhi hoba ni
ଚାଷ ଠିକ୍ ଅଛି କିନ୍ତୁ 3ରୁ 4ବର୍ଷ ପରେ ପୁଣି ଫେରି ଯିବେ 50ହଜାର ଚାକିରି କୁ
Update ଜଣେଇବି
ଏ ଇଟା ନୀରାଟ ସତ ମୁଁ 7ଏକର କାକୁଡି ରେ 3ଲକ୍ଷଖଚ କଲି କିନ୍ତୁ 1ଟଙ୍କବିପାଇଲୀ ନାହିଁ
ପରେ 5ଏକରରେ ପୁଣି ବାଇଗଣ ଲଗାଇ 2.80.000ଖଚ୍ଚକଲି ଭାବିଲି
ସବୁ ପଇସା ଉଠାଇଦେବି କିନ୍ତୁ ପ୍ରଥମ 10ଦିନରେ
1.50.000ଟଙ୍କ ବିକ୍ରେକଲି ତାପରେ ଫଳ ନାହିଁ
2ମାସହେଲା ଗଛ ଷ୍ଟେଜ ଓକେ ଅଛି ଫଳ ନାହିଁ
ଚାଷୀ ଭାଇଙ୍କର ମୋବାଇଲ ନମ୍ବର ଟା ଟିକେ ଦୟା କରି ଦିଅନ୍ତୁ 🙏🙏🙏🙏
ଭାଇ ଭିଡିଓ ର ଲାଷ୍ଟ ରେ ଅଛି
7750957449
ଝୁଟ ବୋଲନେ କା ଆଦତ େହ
ଆପକୋ ଲାଗତା ହୋଗା
Kahi 50000 hajar darama chakiri chhadiki asilabhai loka chakirikhade khojile miluni
ଭାଇ ସେ Daboul ରୋଜଗାର କରୁଛନ୍ତି
Baigana kau baigana please reply
Grafted baigana
ଭାଇ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାମେଇପାଲି ରେ ଅଠର ଏକଡ଼ ବାଇଗଣ ଚାଷ ହେଇଛି.
Bhai contact number ମିଳିବ କି
Chase.nahele.kn.khaibu.mati.gudi
Hmm bhai
ପୋଟଳ ଚାଷ କରନ୍ତୁ ଅଧିକ ଲାଭ
ଭାଇ ଆପଣ କରୁଛନ୍ତି କି
@@UmakantaMohanta-bu9bm ହଁ ଚାଷ କରିଛି ଦୁଇ ବର୍ଷ ହେବ
Jau mane chaso korino faltu comment koronahi... grafting baigana 800 gachha Mane 300000 profit
🎉🎉Hamra kau daka
ନିହାତି
Michha kahuchi
ନିଜେ ଆସି ଦେଖନ୍ତୁ
Duijan jako michha kohuchhanti.
Bhai michha kohi mote। Kn labha miliba
Chara keu tharu mili ba
ରାଇପୁର
Pura galua gapa
ଭାଇ ନବର ଟା ଦିଅ
Bhai message re achhi
Grftet baigana sakses hauni bhai
Hmm ki
Ke Karla boo
Number deba ki
Video last re number achhi call karantu
ଚାସରେ କିଛି ଲାଭ ନାହି
Bhai chali na ଜାଣିଲେ ବାଟର ଦୋଷ
ତେବେ ଚାସରେ ଲାଭ ନାହିଁ ତ ଆପଣ କଣ ଖାଉଛନ୍ତି, ବାଲି,ମାଟି
Chari.kore.labha.miliba
Kie pagala 50000 chakiri chadi chasa Kariba mu heithile chakiri karithanti chasa pai loka lageithanti
କାହା ମାଇଣ୍ଡ ସେଟ୍ କେମିତି
@@UmakantaMohanta-bu9bm ok
Phone nombar tike diantu❤❤❤❤❤
7750957449
Are galua ta
, ବି ହ ନ କେନୁ ଅନିଚ ଟୀ କେ କହିବେ
, ନମ୍ବର ଦେବେ
Raipur
Video last re number achhi
Bekarkakha
ଚାଷରେ କିଛି ଲାଭ ନାହିଁ
ଭାଇ ଚାଲି ନ ଜାଣିଲେ ବାଟର ଦୋଷ
ଯାହା ରେଟ ଅଛି କିଣି ଖାଇବ ଦର ବୃଦ୍ଧି ହେଲା ବୋଲି ପାଟି କରନି
Chasa nakale Andhra varasa
Bhai tamara khadya kan
କିଛି ଲାଭ ନାଇ
Bhai phone number
7750957449
ଏଇ ନମ୍ବର ରେ contact କରନ୍ତୁ