Beneficiaries in Odisha to get 9.5 lakh houses under PMAY

Поділитися
Вставка
  • Опубліковано 16 січ 2025

КОМЕНТАРІ • 512

  • @cricketheroprabhu5302
    @cricketheroprabhu5302 2 роки тому +184

    ଯିଏ ଧନୀ ତାକୁ ତାର ବାପା ମା ଆଉ ପୁଅ ଙ୍କୁ ମିଳୁଛି
    ହେଲେ ଆମ ଭଳି ଗରିବ ଲୋକଙ୍କୁ ମିଳିପାରିନାହିଁ

    • @barsharaniraita6847
      @barsharaniraita6847 2 роки тому +10

      ଆପଣ ଠିକ୍ କହୁଛନ୍ତି ଆଜ୍ଞା ଆମ ପଞ୍ଚାୟତ ରେ ପାର୍ଥୀ ଦ୍ବାରା ଘର ଦିଆଯାଉଛି। ତାଙ୍କ ଘରେ ବାପା ନାଁରେ ପୁଅ ନାଁରେ ସ୍ତ୍ରୀ ନାଁରେ ମା ନାଁରେ ଗୋଟିଏ ପରିବାରରେ ୩ଟା ଘର ମିଳୁଛି । ହେଲେ ଆମ ନାଁର ଘର କାଟିଦେଉଛନ୍ତି । ୮୨୬୦୫୮୮୮୫୪

    • @brundabanbhue770
      @brundabanbhue770 2 роки тому +2

      Eita ta sata

    • @jhiliranibarik2635
      @jhiliranibarik2635 2 роки тому +2

      Right

    • @janekodisha
      @janekodisha 2 роки тому +2

      R8 broooooooo

    • @jashobantamohanty8655
      @jashobantamohanty8655 2 роки тому +1

      Strike kariba bhai

  • @tukanamalik631
    @tukanamalik631 2 роки тому +72

    ଯିଏ ଦବ 10 ହଜାର ସେଇ ଲୋକକୁ ଘର ମିଳିବ ଏଇଟା ଆମ ଓଡ଼ିଶା ସରକାର ର ପୁରୁଣା ରେକଡ୍ ମୋର ମାଟି ଘର ଅଛି ମୋତେ ଘର ମିଳୁନାହିଁ

    • @ullashkumar1544
      @ullashkumar1544 2 роки тому

      ଠିକ୍ କହିଛ ଭାଇ ଯିଏ ଦବ ୧୦% ସିଏ ପାଇବ ଘର

    • @ullashkumar1544
      @ullashkumar1544 2 роки тому

      ଆଉ ଆମ ପାଇଁ ବାଳ
      ଆଗକୁ ନିବାଚନ ଅଛି ସେଥିପାଇଁ ପହସନ

    • @Sklifestyle6190
      @Sklifestyle6190 Рік тому

      Right 👍

    • @RojiRoji-z4v
      @RojiRoji-z4v 3 місяці тому

      Bada loka manaku dia tankara jete ghara sete lobha 😅😅

  • @deepakrupali6383
    @deepakrupali6383 2 роки тому +88

    ଅଭିଯୋଗ ବାକ୍ସ ନୁହେଁ ଟୋଲ ଫ୍ରି ନମ୍ବର ଦିଅନ୍ତୁ ଅଭିଯୋଗ ଜଣାଇବୁ ତାହାଲେ ଯୋଗ୍ୟ ହିତାଧିକାରୀ ଘର ପାଇବେ ନହେଲେ ପଂଚାୟତ ଅଭିଯୋଗ ଜଣାଇବେ ନାହିଁ

  • @kalidas8262
    @kalidas8262 2 роки тому +76

    ଅଭିଯୋଗ ବାକ୍ସ ଦେଲେ ସେଇ ବାକ୍ସ ଭିତରେ ରହିଯିବ.. ଟୋଲ ଫ୍ରି ନମ୍ବର ଦେବା ଦରକାର

  • @santaliviralshorts123
    @santaliviralshorts123 2 роки тому +29

    ଆମେ ଗରିବ ଲୁକୋ ହେଲେ ବି ଆମୋକୁ ଇନ୍ଦ୍ରାଆବସ ଘର ମିଳିନି.. ରେସନ card ବି ବୋହୁତ କଷ୍ଟ ରେ ବୋହୁତ ଦିନ ପରେ ମିଳିଲା

    • @Bpatel152
      @Bpatel152 2 роки тому

      ଭାଇ ତମକୁ ତ ଜାହାହେଲେ ବି ରାସନ୍ କାର୍ଡ ମିଳିଛି ମୋତେ ତ ତାହାବି ମିଳିନି ଜୟ ଜଗନ୍ନାଥ

  • @maheswarbehera8362
    @maheswarbehera8362 2 роки тому +72

    କେନ୍ଦ୍ରସରକାରଙ୍କ ଯୋଜନାକୁ ପ୍ରତି ଗାଁ ମାନଙ୍କରେ LCD tv ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉ ,ନବୀନ ସରକାରଙ୍କ ଗୋପନ ଲୀଳାକୁ ଲୋକ ମାନେ ଜାଣିବା ଦରକାର

  • @PrasantaMalick-tl7xb
    @PrasantaMalick-tl7xb Рік тому +6

    ଆମେ ହେଉଛୁ ଜଗ୍ୟ ହିତାଧିକାରୀ ଆମକୁ ପ୍ରଧାନମନ୍ତ୍ରୀ ଘର 🏠 ଦିଆଜାଉ ମୋର ଅନୁରୋଧ ଜୟ ଜଗନ୍ନାଥ 🙏

  • @safipatra369
    @safipatra369 2 роки тому +10

    ଯେତେ ଅଭିଯୋଗ କଲେ କଣ ହେବ ଅଭିଯୋଗ ବକ୍ସ ଖାଲି ନାମକୁ ସରକାର ଙ୍କୁ ଅଭିଯୋଗ କି toll-free ନମ୍ବର ଦିଆଯାଉ

  • @girishchandrabiswal9510
    @girishchandrabiswal9510 2 роки тому +26

    ବିଜେଡି ଲୋକେ ହିଁ ପାଇବେ। ଏଥିରେ କିଛି କରି ହେବନି।

    • @satyajit.18
      @satyajit.18 2 роки тому +1

      2024 re jitebara plan 😠😠😠😠😠😠

    • @jharananayak9330
      @jharananayak9330 2 роки тому +1

      Athare samaste paibar adhikar achi bjd bjp athi palitice pai bahut problem hauchi

  • @rajanipandatechvlogs3879
    @rajanipandatechvlogs3879 2 роки тому +3

    ଆମ ଚୋର ମାନେ ବହୁତ ଚାଲାକି ବର୍ତ୍ତମାନ ଭି ସେୟା ହେବ।
    କାରଣ ବିଜେଡ଼ି ଗାଁ ରୁ ଲୋକ ଡାକି ଘର ବିକ୍ରି କରିବାକୁ ପଛେଇବ ନାହିଁ ଭୁବନେଶ୍ୱର ରେ ରହୁଥିବା ବସ୍ତି ଵାଲା ଯେଉଁ ମାନେ ଟଙ୍କା ଲାଞ୍ଚ ନଦେଈ ପାରିବେ ଆଊ ଯେଉଁମାନେ ବିଜେଡ଼ି ର ହୋଇନଥିବେ ଆଊ ଯେଉଁମାନେ ଅନ୍ୟାନ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ ତାଙ୍କର ନାମ ରେ ମିଛ କେସ ଦେବେ ପୋଷା କୁକୁର ପୋଲିସ ମଧ୍ୟ ସେୟା ବାରବୁଲା କିଛି କୁକୁର ନେତାମାନେ ଅଛନ୍ତି ସେମାନେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି।ଆଉ ଯଦି 25 ବର୍ଷ ରହିବେ ତାହାହେଲେ କେତେବେଳେ ଆମ ରାଜ୍ୟକୁ ବିକ୍ରିକରିବେ ତା ସାଙ୍ଗରେ ଆମ କୁ ଭି ବିକ୍ରି କରିବେ ଉଚିତ ଲୋକମାନେ ଘର ପାଇବେ ନାହିଁ ଯିଏ କୁକୁର ଦଳ ଙ୍କ ଚମଚା ହେଇଥିବ ସେ ପାଇ ବ

  • @MamataSahoo-g7h
    @MamataSahoo-g7h 21 день тому

    ଆମେ ଘର ପାଇବା ପାଇଁ ଯୋଗ୍ୟ କିନ୍ତୁ ଗାଁ ରେ କିଛି ଆଉ ବ୍ଲକ ରେ ଥିବା କିଛି ଖରାପ ଲୋକ ଯାହା ଠୁ ପଇସା ଖାଉଛନ୍ତି ତାଙ୍କୁ ଦେଉଛନ୍ତି ଆମର କାଟି ଦେଉଛନ୍ତି ଆମର ଘର ନାହିଁ କି ରାସନ କାଡ଼େ ନାହିଁ 🙏

  • @bibhutiparida7565
    @bibhutiparida7565 2 роки тому +10

    କେନ୍ଦ୍ର ଯୋଗେଇବ , ରାଜ୍ୟ ବାଣ୍ଟିବ ।
    ଯେତେ ଘର ବାଣ୍ଟିଲେ ବି ସେତେ ନିଅଣ୍ଟ ।
    ଅଯୋଗ୍ୟ କୁ ଯୋଗ୍ୟ କରିଦେଲେ ସବୁ ସ୍ଵଚ୍ଛ ହେଇଥାଏ !

  • @newwebsiresmovecreater1189
    @newwebsiresmovecreater1189 2 роки тому +7

    Sir jou paisa asuchi adha sarapncha khaidauchanti au jahaku ghra darkar ta na list ru katidauchanti sir

  • @santoshsahu3322
    @santoshsahu3322 2 роки тому +7

    Good job 👍

  • @ullashkumar1544
    @ullashkumar1544 2 роки тому +2

    ଯାହା କୁହ ଭାଇ ଏ ଯୋଯନାରେ କେବଳ ଧନୀ ଓ ବଡ ବଡିଆଙକ ପାଇଁ ଆମ ପରି ଗରିବ ମାନଙ୍କ ପାଇଁ ଖାଲି ଚାଳ ଛପର ଘର ଛଡ଼ା ଆଉ କିଛି ନାହିଁ

  • @G.ASPORTS
    @G.ASPORTS 2 роки тому +2

    ଆମର ତ ଏତେ ବର୍ଷ ହେଲାଣି କାହିଁ ଆସିଲୁନି ଏହି କେନ୍ଦ୍ର ସରକାରଙ୍କର ଆବାସ ଯୋଜନା 🏠🏠 ଘର ନା କ'ଣ? ଆମର ବାପା,ମା ମାନେ ଆଉ ବୁଢ଼ା ବୁଢୀ ହୋଇ ଗଲାଣି ଆଉ ପାଇ ପାରିବୁନି। ଥାଉ ଆପଣଙ୍କର ଏହି ଆବାସ ଯୋଜନା ଘର । କାହିଁ ଲୋକଙ୍କୁ ଖାଲିଟାରେ ଆଶା କରାଯାଉଛନ୍ତି ?/ଏହି ଦେବୁ ସେଇଦବୁ କହୁଛନ୍ତି। କିଛି ଦରକାର ନାହିଁ ଆପଣଙ୍କର ଆବାସ ଯୋଜନା ଘର ? । ଆମେ ଆମୋ ମାଟି ଘରେ🏠🏠🏠 ରହି ବହୁତ ଖୁସିରେ ରହିଛୁ ଏବଂ ରହିବୁ ମଧ୍ୟ । ଆମେ ଆଦିବାସୀ ଲୋକ ଏମିତି ରେ ବି ଚଳିଯିବୁ। ଜୟ ଜଗନ୍ନାଥ🙏🙏🙏

  • @bhagatrampujari675
    @bhagatrampujari675 2 роки тому +5

    👍👍 good job 🙏🙏

  • @babulapatiarbabulapatiar8338
    @babulapatiarbabulapatiar8338 2 роки тому +15

    ଆବାସ ଘର ପାଇଁ
    ଶିଷକ ଏବଂ ଅଙ୍ଗନାବାଡି ବାଡି ମାନକୁ ଦିଆଯାଉ ଫର୍ମ ଭରି ବ୍ଳକରେ ଦେବେ କଉ ପଞ୍ଚାୟତର ଅଧିକାରୀ କୁ ଦିଆ ନଯାଉ ସିଧା କାମ ଶେଷ
    ଲାଞ୍ଚ ଦୁର୍ନୀତି ନ ହେଉ

    • @deepakkumarbhoideepakkumarbhoi
      @deepakkumarbhoideepakkumarbhoi 2 роки тому

      Right

    • @hurshikeshmathan9565
      @hurshikeshmathan9565 2 роки тому

      Ajayagya lokanku jadi p.m. awas mile tahele center pakhare kana buldozer nahi, sidha janch karithiba adhikari dai, ahara pratikar kebel buldozer, age janch karithiba adhikari ghare buldozer chalu, biri mada dekhi kolatha chaye chopa heijiba.

  • @agreeculturelifestyle7298
    @agreeculturelifestyle7298 2 роки тому +1

    ପୂର୍ବରୁ ଜଉ ମାନେ ଆବାସ ଯୋଜନା ରେ ଘର ପାଇଛନ୍ତି ତାଙ୍କ ନାଁ ମଧ୍ୟ ସାର୍ବଜନୀନ କରାଯାଉ

  • @ganapatisabar8976
    @ganapatisabar8976 2 роки тому

    ଘର ମିଳିବା ଲୋକଙ୍କୁ ଆଉରି ଦିଅନ୍ତୁ , ଧନୀ ଲୋକଙ୍କୁ ଆଉରି ଆଉରି ଦିଅନ୍ତୁ । କିନ୍ତୁ ଆମ ପରି ଗରିବ ପରିବାର ବର୍ଷ ବର୍ଷ ଧରି ଆବାସ ଯୋଜନା ପାଇଁ ଅପେକ୍ଷାରେ ଅଛି କିନ୍ତୁ ମିଳୁନି କାହିଁକି ଜାଗା ପଟ୍ଟା ଦରକାର ସେଇଟା ଏଇଟା ଦରକାର ବୋଲି କହିବେ। ବହୁତ ଭଲ ସରକାର ଧନ୍ୟବାଦ୍ ।

  • @satyabratajena9247
    @satyabratajena9247 2 роки тому +8

    Good decisions of B. J. P

  • @manaswedsmama4841
    @manaswedsmama4841 2 роки тому +6

    Thanks sir

  • @Odisha_memer16
    @Odisha_memer16 2 роки тому +1

    ବାଳ ମିଳିବ ଆଗରୁ ମିଳିବ ମିଳିବ କହିକି ଏବେ ଜଣେ ଲୋକେ ରାସ୍ତା କଡରେ ଶୋଉଛନ୍ତି |

  • @asishthanapati7614
    @asishthanapati7614 2 роки тому +7

    Good job

  • @rajanipandatechvlogs3879
    @rajanipandatechvlogs3879 2 роки тому +2

    ବ୍ଲକ ଓ ସହର ମୁନିସିପାଲଟି ରେ ମଧ୍ୟ ସେୟା ହେବ

  • @Manoj-588
    @Manoj-588 2 роки тому +4

    Good 💪👍👍👍

  • @sujarout393
    @sujarout393 Рік тому +1

    ଆମେହେଉଛୁଜଗଗ୍ୟା ହତ୍ୟାକାରୀ ଆମକୁମୋର‌ଅନୁରୋଧଜୟଜଜ୍ରୃ ପ୍ରଧାନମନ୍ତ୍ରୀଘରଦିଆଜାଉଜୟଜଜ୍ଜଗନ୍ନଥମୋର‌ଅନୁରୋଧସାରେ

  • @safipatra369
    @safipatra369 2 роки тому +4

    Great sir

  • @MrbantiNanda
    @MrbantiNanda Рік тому

    Good job 🙏🙏🙏👍👍

  • @sahululu9413
    @sahululu9413 2 роки тому +1

    ଜମି ବାଡ଼ି ଘର ଦେଖିବା ପରେ ଘର ଦେବେ EO GRS ଆଉ ସରପଞ୍ଚ PC ନେଇକି ଘର ଦେଉଛନ୍ତି

  • @pradyumndas6510
    @pradyumndas6510 2 роки тому +5

    ଯାହାର ପକ୍କା ଘର ତାର ହିଁ ଘର ଆସୁଛି ......

  • @debendrajena1031
    @debendrajena1031 Рік тому +1

    ସାର‌ ମୁଁ ଓଟିଭି ର ସବୁ‌ ନିୟୁଯୁ ସେୟା ର କରିଆସୁଛି ହେଲେ କୈାଣସି ‌ଗୋଟାଏ‌ ବି ସମସ୍ୟା ଉପରେ ମୋର ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ଘର କେବେ ମିଳି ବ ନା ନାହିଁ କିଛି ଆଣ‌ଙ୍କମାଧ୍ୟ ମରେ ମତେ କିଛି ବି ସାହାଯ୍ୟ ମିଳିଲେ ମୋପରିବାର ଚିର ରୁଣି଼ ହେବୁ

  • @pramodkumaryoutubechannel7576

    Bahut badhiya nispati nei chhanti tysm

  • @dhurbanandarout6625
    @dhurbanandarout6625 2 роки тому +1

    କେନ୍ଦ୍ର ସରକାର ଟୋଲ ଫ୍ରି ନମ୍ବର ଦେଲେ
    ଗୋଟିଏ ଘରବି ଅଯୋଗ୍ଯ ପାଇପାରିବେ ନାହିଁ।
    ଆବାସ ଗୃହ ଚୟନ ଶିକ୍ଷକ ଓ ଅଙ୍ଗନ ୱାଡି,ସ୍ୱୟ୍ଂ ସହାୟକ ହେଲେ ଯୋଗ୍ଯ ପାଇ ପାରିବେ

  • @digambarrout5778
    @digambarrout5778 2 роки тому +5

    Nice work

  • @Likun_good_life
    @Likun_good_life 2 роки тому

    ଗରିବ ଲୋକ ମାନେ ଉପକୃତ ହେବେ!

  • @siddhantsahoo6385
    @siddhantsahoo6385 2 роки тому +1

    ଆମର ଲିଷ୍ଟ୍ ରେ ନା ଥିଲା ଫଟୋ ବି ଉଠେଇ ଥି ଲେ କିନ୍ତୁ ଫାଇନାଲ ଲିଷ୍ଟ ନାଁ କାଟିଦେଇଛନ୍ତି

  • @sambumaity8376
    @sambumaity8376 Рік тому +1

    Right answers

  • @pradyumnapanda1270
    @pradyumnapanda1270 2 роки тому

    ଯେଉଁ ଅଯୋଗ୍ୟ ହିତାଧିକରିବା ମାନେ ଆଗରୁ ଘର ପାଇଛନ୍ତି ସେମାନଙ୍କଠାରୁ ଟଙ୍କା ଫେରସ୍ତ କରିବା ପାଇଁ ବ୍ୟବସ୍ଥା କାହିଁକି ନାହିଁ। ଯେଉଁମାନେ ତାଙ୍କୁ ଘର ଦେଇଛନ୍ତି ତାଙ୍କଠାରୁ ସେହି ଟଙ୍କା ଆଦାୟ କରାଯାଉ।।

  • @narayannayak4798
    @narayannayak4798 Рік тому

    Jay jagannath 🙏🙏🙏

  • @devrajkumbhar4008
    @devrajkumbhar4008 Рік тому

    Right 👍👍👍 sir

  • @DillipBehera-op6xh
    @DillipBehera-op6xh 28 днів тому

    ସବୁ ଜିଲ୍ଲା ରେ ସବୁ ଗାଁ ରେ ବୁଲି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ସାହାଯ୍ୟ କରନ୍ତୁ ସରକାର ତୁରନ୍ତ ଘୋର ଦିଅ ଓଡ଼ିଶା ପାଇଁ ଗରିବ ପରିବାରରେ ଘର ଦିଅ ସରକାର ଘୋର ନାହିଁ ସରକାର ତୁରନ୍ତ ଆବଶ୍ୟକ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ ସାହାଯ୍ୟ କରନ୍ତୁ ମୋ ଓଡିଶା ଗରିବ ପରିବାରରେ ଘୋର ଦିଅ ସରକାର

  • @ROSHIYAMANDAL
    @ROSHIYAMANDAL 4 місяці тому

    ସାର୍ ମୋର kashinagar block ମୁଁ ଗୋଟେ ଗରିବ ଲୋକ ସାର୍ ମୋ ଘର ଦେଖିଲେ ଆଉ jio taking ମଧ୍ୟ କରିଥିଲେ ଏବଂ ସବୁ document ନେହି ତିଲେ କିନ୍ତୁ ଘର ମିଳିଲା ନାହିଁ ସାର୍ ମୁଁ ଦୁଃଖିତ

  • @soumyaranjanrout237
    @soumyaranjanrout237 2 роки тому

    Pc kemeti roka jaipareba kichhi karantu

  • @surendrabudiuli3829
    @surendrabudiuli3829 2 роки тому

    ଆମ ଗାଁ ରେ ଗୋଟେ ପରିବାର ରେ ତିନୋଟି ଆବାସ ଘର .. ସେମାନେ ଚାକିରିଆ ଲୋକ କିପରି ହିତାଧିକାରୀ ହେଲେ. ଆମେ ଗରିବ ଲୋକ ଘର ମିଳିବା କଷ୍ଟ..

  • @rabindrarathor1013
    @rabindrarathor1013 2 роки тому

    ଟଙ୍କା ‌ଯାହାର‌ ଘର‌ ତାହାର ଏସବୁ ଧନି‌ ଲୋକଙ୍କ ପାଇଁ ସରକାରୀ ଯୋଜନା ,,,,

  • @ollywoodhitesh8025
    @ollywoodhitesh8025 2 роки тому

    Jay jagarnnath 🙏🙏🙏🙏🙏🙏

  • @Sahu_Santanu_24
    @Sahu_Santanu_24 2 роки тому

    ଆମର ବି ଅୱାସ ଘର ଆସିଥିଲା
    କିନ୍ତୁ ସରପଞ୍ଚ ମାନେ ମିଶି ଘର ଅନ୍ୟ ଜଣଙ୍କୁ ଦେଇ ଦେଲେ ଆଉ ଏବେ bdo, collector ପାଖକୁ ଗଲେ ତୁମ ଘର କାମ ତ ସରିଲା କଣ ପାଇଁ ପୁଣି ଘର ଘର ହେଉଛ କହୁଛନି
    ଲାଞ୍ଚ ନେଇ ଅନ୍ୟ ଜନକୁ ଦେଇ ଦେଇଛନ୍ତି କଣ କହିବେ ଆଊ

  • @bhagbatpradhan2365
    @bhagbatpradhan2365 2 роки тому

    ଶଳା ଯାହାର ଘର ଅଛି ତାକୁ ହିଁ ମିଳୁଚି ଆଉ ଯାହାର ଘର ନାଇ ତା ପାଇଁ ନାଇ ଆମର ଫଟୋ ଉଠେଇ କି ନେଲେ କିନ୍ତୁ ମିଳିଲାନି ଟୋଲ ଫ୍ରି ନମ୍ବର ଦିଅନ୍ତୁ ସବୁ ସତ ଜଣା ପଡ଼ିବ

  • @AkashKumar-rl3wt
    @AkashKumar-rl3wt 2 роки тому +1

    Sir gariba loka ghara paunahanti list re name asichi but ghara milu nahi
    Govement kichi Sethilagi work karu nahanti

  • @GaganJena-s6k
    @GaganJena-s6k 3 місяці тому

    Thakiyu sare

  • @sureshsahoo2208
    @sureshsahoo2208 4 місяці тому +1

    Sathick Survey Kari gharadi aajau aa ta mi chha complain re gote gariba loka ghara pauni chora tautar maane double ghara pauchanti

  • @jharananayak9330
    @jharananayak9330 2 роки тому +1

    Yes sir try karantu

  • @kalandidalai2666
    @kalandidalai2666 2 роки тому +1

    Tq

  • @rajkishor6349
    @rajkishor6349 2 роки тому

    ଏଥର ମଧ୍ୟ ବିଜେଡି କର୍ମୀ ଙ୍କୁ ଆଭାସ ଯୋଜନା list ଅଛି l ବିଜେପି କର୍ମୀ ଙ୍କ list କଟା ଯାଇଛି l Baleswar ବ୍ଲକ ବାହାନଗା

  • @malik8582
    @malik8582 2 роки тому +1

    Thanks

  • @deepakdks993
    @deepakdks993 2 роки тому +7

    କିଛି ଟଙ୍କା ଦେଲେ ଅଯୋଗ୍ୟ ବି ଯୋଗ୍ୟ ହୋଇଯିବେ

  • @pallabibiswal454
    @pallabibiswal454 2 роки тому +1

    Very good job

  • @Gopihalba8249
    @Gopihalba8249 2 роки тому

    Ame bi bahut garibo hele Indra avas ghara sata sapana hei jaichi

  • @purthiraj
    @purthiraj 2 роки тому +3

    Ghara khande nahi boli bahut hairana hauchhu please sir amaku help kara..

  • @singham12
    @singham12 2 роки тому

    Sir Balasore jambhirai re bahut loka ra ghara nai..

  • @ChhabilaMunda
    @ChhabilaMunda 2 роки тому +6

    ଦିଅ ଦିଅ ଘର ସମସ୍ତଙ୍କୁ ଘର ଦିଅ କିନ୍ତୁ ଜିଏ ପ୍ରକୃତରେ ଘର ପାଇବା କଥା ତାକୁ ତ ଏ ଜାଏ ଘର ମିଳୁ ନାହିଁ ।
    ଗରୀବ ଲୋକମାନେ ସେଇଥି ପାଇଁ ତ ଗରୀବ ହୋଇ ରହୁଛନ୍ତି ।
    ଘର ଖଣ୍ଡିଏ ପାଇବା ପାଇଁ ଏତେ କୁଦା କୁଦି କରିବା ପରେ ବି ଘର ଖଣ୍ଡେ ମିଳୁ ନାହିଁ । କି System ମାନିବାକୁ ପଡିବ
    କଣ ଠିକ୍ କଥା କହିଲି ନା.........। ନା ଭୁଲ କହିଲି Please Comment କର ।

  • @nabinbiswal5222
    @nabinbiswal5222 2 роки тому

    Jahara rason card achi se ghara paiba ki naye?

  • @swapanamohanta5241
    @swapanamohanta5241 8 місяців тому +1

    Amoku b milini sir 🙏

  • @satyanarayanpanda312
    @satyanarayanpanda312 Рік тому

    A vigilant committee to be made to check the same

  • @ajitkumarmaharana9275
    @ajitkumarmaharana9275 Рік тому

    On line data survey kari ghara dia jau

  • @surendradani4502
    @surendradani4502 2 роки тому

    Bahut bhala

  • @GaBhaskar2345
    @GaBhaskar2345 2 роки тому

    ଯେତେଦିନ ପାଇଁ BJD ଓଡ଼ିଶା ରେ ଥିବ ସେତେଦିନ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ପ୍ରଧାମନ୍ତ୍ରୀ ଆବାସ ଯୋଜନା ପାଇ ପାରିବେ ନାହିଁ

  • @jharananayak9330
    @jharananayak9330 2 роки тому +4

    Nama asile katidauchanti bahut problem hauchi

    • @tofansahoo7416
      @tofansahoo7416 Рік тому

      Kn pain kati dauchhanti reply & contact me. Mu tamsku help karibi.

  • @drmanojpatra
    @drmanojpatra 2 роки тому

    ବିଜେଡି ଗୋଟେ ହରାମି ଦଳ, ନିଜର ଫାଇଦା ପାଇଁ 3 ବର୍ଷ ଅଟକେଇ ରଖି ଦେଲେ.

  • @millibadajena3196
    @millibadajena3196 Рік тому

    'Mo ghar jojana' aha eka lone .. Ahi lone aame karile ahaku sujhibaku padiba ... Ahi lone karila pare aamaku 'pradhana mantree abasa jojana ' aamaku mili pariba ta??

  • @Andresh799
    @Andresh799 2 роки тому

    ଗରିବ ଲୋକଙ୍କୁ PMAY ର ସୁବିଧା ମିଳୁନି ଏଇଟା ବେକାର ଯୋଜନା

  • @kalpanadas2194
    @kalpanadas2194 7 місяців тому

    A parjyanta ghara te a mililani?

  • @RahulKumar-zm1gc
    @RahulKumar-zm1gc 2 роки тому

    ସବୁ ଦେଖାଣିଆ 😔. Mu block office daudi daudi maruchi daily. Panchayat office ta mana karuchi je apply hauni boli. Kouthiki jibi ta hele ?

  • @satyabratamahanta5025
    @satyabratamahanta5025 2 роки тому +7

    Very very good job

  • @mahanakashiktmdukelovers1963
    @mahanakashiktmdukelovers1963 2 роки тому

    d. Rayagada .
    B. muniguda
    P. kumudabali
    V. Singari
    Ama gaa re bi gharo miluni miliba loka ku 2ta loki gharo miluchi
    Au namiliba lokanku kichi nahi 🙏

  • @DiluRout-rv1hc
    @DiluRout-rv1hc 3 місяці тому

    Good morning sir

  • @nityaranjan3245
    @nityaranjan3245 2 роки тому

    Center ra tollfree no diantu jouthi re complain kari haba

  • @royaldhaba4784
    @royaldhaba4784 2 роки тому

    ଭୋଟ୍ ଆଉ ପାଇବନି । ସିଟ୍ ସଂଖ୍ଯା କମି ଯିବ।

  • @dipudalei3454
    @dipudalei3454 Рік тому

    Yes

  • @JiousPradhan
    @JiousPradhan 3 місяці тому

    ମୁଁ ଘର ପାହିବାକୁ ଜଘିହ ମୁଁ ଏକ ଜିଟା ମାଟି ଘରେ ରହୁଛି ଆପଣ ମାନେ ପ୍ରକୃତ ଘାରି ବଂଖୁ ଘର ଦେହୁ ନାହାତି କାହିଁକି ଓଉଥର୍ ଦିହାନ୍ତୁ

  • @sankardharua5014
    @sankardharua5014 2 роки тому +1

    Very good

  • @roshankashyap6180
    @roshankashyap6180 2 роки тому

    Intimate costs kete

  • @nallaeswararao6458
    @nallaeswararao6458 2 роки тому

    Please focus on sanction amount now a days material prices

  • @buntybehera8503
    @buntybehera8503 2 роки тому

    Only for block or municipality?

  • @ranjayarout4523
    @ranjayarout4523 2 роки тому +7

    Jay Shree Ram Jay hind jay Jagannath

  • @hbrpresent5782
    @hbrpresent5782 2 роки тому

    Toll free no,,, ଦିଆ ଯାଉ,, ତାପରେ କିଛି ସୁଧିରିବ,,,

  • @bimalbhatra1902
    @bimalbhatra1902 Рік тому

    ସୁପର ସାର

  • @rcreation5747
    @rcreation5747 2 роки тому +10

    Draupati mam ka kamal.👌

  • @pratapsutarreal-life955
    @pratapsutarreal-life955 2 роки тому

    ଆମ ଗାଁ ରେ ଯାହାର କୋଠା ତାକୁ ପ୍ରଧାମନ୍ତ୍ରୀଆବାସ
    ମିଳିଛି ଆମର ଅଜବେଷ୍ଟ କିନ୍ତୁ ଆମ କୁ ମିଳୁନି
    ଯାହାର ଚାକିରି ତାକୁ ମିଳୁଚି ଜିଆ ଖଟୁଚି ତାକୁ ମିଳିନି
    ଦଳ ସମ୍ପର୍କ ସୂଜ୍ୟ ମନ୍ତିର ଭାବ ଆଉ ଜିଆ ଟ୍ଟଙ୍କା
    ଦେଇପରୁଚି ସିଆ a ଆବାସ ଯୋଜନର ଲଭ ଓଠେଇପରୁଚି ଧନ୍ୟ ସରକାର

  • @surajkairi4031
    @surajkairi4031 2 роки тому

    Nua rasan card kebe miliba

  • @deepubehera3975
    @deepubehera3975 Рік тому +1

    Draupati mam ka kamal

  • @surathachpradhan9998
    @surathachpradhan9998 2 роки тому

    Suratha at ) Po - Gundnia

  • @bhagabansahoo2411
    @bhagabansahoo2411 Рік тому

    Workorder miline ke liye itne delay kyun ho Raha hai

  • @SantoshDas-lq3qi
    @SantoshDas-lq3qi Рік тому

    ଇଏ ଘର ଗରିବ ଲୋଙ୍କ କର ନୁହେଁ ସବୁ ବଡ ବଡିଆ ଲୋଙ୍କ ମାନଙ୍କର ଗରିବା ଜମିତେ ଥିଲା ସେମିତେ ରହିବ

  • @UDAYSINGH-ll7hp
    @UDAYSINGH-ll7hp Рік тому

    ଆମେ ମଧ୍ୟ ଘର ଟିଏ ଏ ପର୍ଯନ୍ତ୍ ପାଇ ନାହିଁ, କାହାକୁ କହିବୁ କୁହ

  • @ruturajghivela283
    @ruturajghivela283 2 роки тому

    Bahut vala heba

  • @lusipal7775
    @lusipal7775 Рік тому

    Sir ghara dele kan haba ration card hau nahi

  • @bishnupriyapalatasingh8123
    @bishnupriyapalatasingh8123 2 роки тому

    Kebe miliba ghar January sesa heb

  • @odishavirelchenel3459
    @odishavirelchenel3459 2 роки тому

    Complen kemiti dia heb OTV g