Agnipath Protest | Cuttack | ବ୍ୟାପିଲା ଅଗ୍ନିପଥ ନିଆଁ , Cuttackରେ ପୋଲିସ ର ଲାଠିଚାର୍ଜ
Вставка
- Опубліковано 12 вер 2024
- Odishaରେ ବ୍ୟାପିଲା ଅଗ୍ନିପଥ ନିଆଁ , ପୋଲିସ ର ଲାଠିଚାର୍ଜ . ନିଯୁକ୍ତି ବୟସକୁ କୋହଳ କରିଲେ ସରକାର . ପ୍ରଥମ ବର୍ଷ ୨୧ ବଦଳରେ ବୟସସୀମା ୨୩କୁ ବୃଦ୍ଧି . ୨୦୨୨ ରେ ସର୍ବୋଚ୍ଚ ବୟସସୀମା ୨୩ ହେଲା
#agnipathscheme #protest #cuttack #OdishaNews #News18Odialive #OdiaNews #ଆଜିରନ୍ୟୁଜ #LiveNews #odishanews
News18 Odia is one of India’s leading news channels. Please follow up page to watch live and breaking news with the latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଆପଣ ଏହି ଚ୍ୟାନେଲରେ ଓଡ଼ିଶାର ଟିକି ନିଖି ଖବର ପାଇ ପାରିବେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...
ପୋଲିସ କୁ ମାର ଶଳା ଆମେ ଆମ ଭବିଷ୍ୟତ ପାଇଁ ଲଢ଼ିବୁନି
ସେଥିପାଇଁ ଆମକୁ ତମେ ମାରିବାକୁ କିଏ 🙏
Right 👍 bhai
Right bhai
କଣ ଠିକ୍, ଭାଇ protest ଶାନ୍ତିପୂର୍ଣ୍ଣ ହେବା ଦରକାର
@@vivekanandapanda9166 Are bhai peaceful hele athi kichhi habani
Gaandia police nku haana
ପୋଲିସ ଜବ ବି ଏମିତି 5 ବର୍ଷିଆ କରାଯାଉ
6 yr heichi pa
ଜନତା ଙ୍କ ବଳରେ ଏହି ରାଜନେତା ମାନେ ଉପରକୁ ଆସି..ଏଭଳି ନିୟମ ଆଣୁଛନ୍ତି ..କିପରି ଦେଶ କାର୍ଯ୍ୟ ପାଇଁ
କେହି ସେନା ରେ ଭର୍ତ୍ତି ହେବାକୁ ଯାଅନି। ପେନସନ୍ ନାହିଁ, ୪ବର୍ଷ ଭିତରେ ଯଦି ଆତଙ୍କ ବାଦୀ ଗୁଳିରେ ମରିଯିବ, ଘରେ ଖାଇବାକୁ ପାଇ ବେନି।
Tq bro good idea
45 lakhs
right brothe
ପ୍ରକୃତ ସ୍ୟୈନୀକ ସିଏ ଯିଏ ଵିନା ଦରମା ରେ ଵି ଯଦି ଅର୍ମୀ ରେ ପ୍ରଵେଶ କରିବାକୁ ଅନୁମତି ମିଳିବ ତା'ହେଲେ ବି ସେ Army ରେ Join କରିବ
@@santaliupdatezone permission hin miliboni
ଆରେ bhai ତମ ମାନଙ୍କ ଠାରୁ ପୋଲିସ କଣ ବେଶି ବଳ ଅଛି ମା ଘି ଆ ପୋଲିସ ku pita
Wrong
Police ମାନଙ୍କର ଚାକିରୀ 4 ବର୍ଷ କରାଯାଉ ସେମାନଙ୍କୁ କେମିତି ଲାଗିବ ???????
ନିଜେ ପୋଲିସ କଣ୍ଟ୍ରାକ୍ଟଚୁଆଲ ରହି ବି ମାରୁଚି କେମିତି।ଛି ଛି ଲଜ୍ୟା
ପୋଲିସ ଓ ରାଜନେତା ର ପୁଅ ଯବାନ ପାଇଁ ଯାଉନାହାଂତି କି ପାଉନାହାନ୍ତି କି?
bhala karicha bhai mane
In odisha 6 year contractual system also a big problem for youths
Both BJP ,Bjd Hatao Bhai Bhai heiki gote poltics chaleichanti
Justice for army student
ଶଳା ଇଣ୍ଡିଆନ ଆର୍ମି ହବା କେତେ ଯେ କଷ୍ଟ ସେଇଟା ସମସ୍ତେ ଜାଣିଛନ୍ତି। ତା ପରେ ବି କହୁଚ 25% ପିଲାଙ୍କୁ ରଖିବ ଆଉ 75% ପିଲାଙ୍କୁ ବାହାର କରିଦେବ । କାହିଁକି ସେମାନେ କେତେ କଷ୍ଟ କରିକି ଆର୍ମି ରେ ପାଇଛନ୍ତି। ମୁଁ ଏହାର ସମ୍ପୁର୍ଣ୍ଣ ବିରୋଧ କରୁଛି🙏🏻
Jay Hind I love army boy ନେତା ମାନଙ୍କୁ ପିଟ
Ryt
ବିରୋଧ କରିପାରିଵେ କିନ୍ତୁ ଯାବତୀୟ ସମ୍ପତି ବା ବ୍ୟକ୍ତିଗତ ସମ୍ପତି ର ଅଜଥା ନଷ୍ଟ କରି ନାହିଁ। ଏହା ସା୍ଦ୍ଧା ସଳଖ କଙ୍ଗ୍ରେସ ପଟକୁ ଅଙ୍ଗୁଳି ଉଠାଇଛି।
Ak number karichho bhai mane
ପୋଲିସ କୁ ନୁହେଁ ବରଂ ଗ ବିଜେପି ବାଳେ କୁ ହଟାଓ ଦେସବଚାଉ ରେ ବିଜେପି ବାଳେ
Agnipath re 4 year job haba pension bi milibani eta company job bhalia karuchi bjp hotao
ପୋଲିସ୍ କୁ ମର
ହଜର୍ ହଜର୍ ପିଲଙ୍କୁ ପୋଲିସ୍ କଣ କରି ପାରିବ ମାର ପୋଲିସ୍ କୁ
Continue brother I support
ଆଉ ଥରେ ମୋଦି କୁ ଭୋଟ ଦିଅ ରେ
ସଲା ଆମ ଵାବିଶ୍ୱତ ସହ ସରକାର ଖେଳ ଖେଲୁଛି ଆଊ ପୋଲିସ ଆମକୁ ମାରିବା ।
All students ku anurodh plz cuttack asijantu
ଏଥିପାଇଁ କିଏ ଦାୟୀ ଭଲରେ ଚିନ୍ତା କରି କୁହ
Good work 👍👍👍👍
Good all off U
SSC GD re bi Age relaxation karajau23-25 years...
No Govt.who. goes against youth & country will survive in the long-run. It is totally an anti-youth policy of the Govt. as the in-service Defence personnel will become jobless after 4 years & it would be a detrimental impact on country's security. It is also against the slogan given by the former P.M of India as "Jai Jawan".Hence there is widespread resentment/protest has been brewing up across the country.
ସରକାରୀ ଚାକିରୀ ରେ ପେନସନ ନାହିଁ କିନ୍ତୁ ଛଅ ମାସ ପାଇଁ ବିଧାୟକ କି ସାଂସଦ ହେଇଗଲେ ଆଜୀବନ ପେନସନ କାହିଁକି? କଣ ଏ ଭାରତ ବର୍ଷ ଟା ଏମାନଙ୍କ ପୈତୃକ ସମ୍ପତ୍ତି, ଚାରି ବର୍ଷ ପରେ ଯଦି ସେନରୁ ଅବସର ଦିଆଯିବ ତେବେ ସତୁରି ବର୍ଷ ଏମିତିକି ମଶାଣି କୁ ଗଲା ଯାଏ ମନ୍ତ୍ରୀ ବିଧାୟକ କାହିଁକି ହେବ, ବିଧାୟକ ସାଂସଦ କୁ ବି ପାଞ୍ଚ ବର୍ଷ ପରେ ଅବସର ଦିଆ ଯାଉ l
ସମସ୍ତେ cuttack ଚାଲ
Pilaa nka future Ku dekhaa jauni athi politics chalichi❤️❤️
Police manakuu 4 barsa karajaooo
very good
Everybody has the rights to fight..
Both side should follow law and order..
Bhai mane police aji badeile km acha boli ame b jibu sabu medical unfit student b jibu tama saha sath dabu.
ଟୋକା ତେଜିଲେ ଦେଶ ତେଜିବ
Ya
Agnipatha hataa. Amaku parmanet army job darkar. Jay hind
Jay army
ୟେ ତ ଗୋଟେ ନିୟମ ଅନୁସାରେ ଵିରଧ ହେଇପାରି ନାହିଁ
କି ଵାଳ ଟା ଉଖାଡି ପକାଇଲେ ଖାଲି ପୋଲିସ ହାତରୁ ଲାଠି ଖାଇଲେ
ନିଜ ପାଇଁ କିଛି କଲେ ନା ଅନ୍ୟ ପାଇ
"ଲଣ୍ଠନ୍ ରେ ଦିଆସିଲ୍ ମାରିଲେ "
କ'ଣ ହେବ ଆଗେ ଉପର କୁ ଜଳିଵ ପରେ ଜାଣିଛନ୍ତି
Agnipath ku Immediate Cancell
Karantu PM MODI Ji
Right decision of government
Friend aame tuma mananku full support koruchhu
Neta mantri mane bi gotie barsa paen hua...bhala kama kale agaku neta hua nehele....gotie complain thile ta na re...taku algae nua neta rakha heba...
Students power
Emane sena pain upajukta nuhanti
Sena gote discipline sanstha
#ଅଗ୍ନିପଥ ଯୋଜନା ବହୁତ ଉପଯୋଗୀ ଅଟେ, କିନ୍ତୁ କୌଣସି ପ୍ରକାରର ସ୍କାମ, ସ୍କାଣ୍ଡାଲ ଓ ଭ୍ରଷ୍ଟାଚାରାଦି ଦୁର୍ନୀତି ଦେଖି ନପାରିବାରୁ କ୍ଷମତାର ସ୍ବାଦରେ ନିମଗ୍ନ ହୋଇ କେବଳ ଇର୍ଷାନ୍ୱିତ ହୋଇ ବିଦ୍ବେଷ ମନୋଭାବରେ କେନ୍ଦ୍ର ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଦେଶଦ୍ରୋ଼ହୀ ରାଜନୈତିକ ଦଳ ଏବଂ ବିଦେଶୀ ଶକ୍ତିର ସମର୍ଥନ ଏବଂ ସହଯୋଗରେ ଦେଶକୁ ଜଳାପୋଡା, ଦଙ୍ଗା ହଙ୍ଗାମା ଆଦି କରିବାକୁ ଲାଗି ପଡିଛନ୍ତି ଯାହା କି ଏକ ସୁଚିନ୍ତିତ ଷଡଯନ୍ତ୍ର ହୋଇଥିବା ନିଶ୍ଚିତ ଜଣା ପଡେ... ✔️‼️⁉️
ସମସ୍ତ ଙ୍କ ଚାକିରୀ 5 ବର୍ଷ କରାଯା ଉ
ବାଳ ଆଇନ ଶଳା
ପୋଲିସ କୁ ମାର ।
Tod ବନ୍ଦ କର ନ ହେଲେ ଏମିତି ହବ ।
Total agnipath yojana ku pura stop karajau.
Good police police
Age limit 20-25 rahiba darkar
yes but 23 hela
Emaanankar details khojile janajiba emaane ki a.
Anti nationals ta nischaya.
Bhanga bhangi kariba loko soldier heba kipari?
Vote 🗳 Barjana kara sabu thik hai jiba
TOD HATAO,ARMY CEE CONDUCT KARWAO #JUSTICEFORARMY
Jay congress..
Andolana kariba thik katha kintu santi purna vabare
Sir kindly selection heithiba candidate nka exam karajai recruitment karajau.
Tapare apana nua scheme ku lagu karantu. JAY HIND🚩
Bhala heichi bhai ame ama future dekhibu na ainnn.. Police support kariba badale...chada..Army ra power alaga police ku ta janathiba but kn karipariba....
Nice
ଏମାନେ army ହେବେ ଦେଶ ପାଇଁ କା ମ କରିବେ
Rajoneta managku public mado darkar
Sir Army Ma Age Relaxation Nehi hua ha Sir Pehla Age GD ma 18/21Tak Or TDN main18/23 Ab bas gd ma 23 Tak Hi kar dia gaya Age Relaxation kaha dia gaya Sir 23 Tak thi 23 Tak ha sir Hum 2sal tak bharti nehi nekla 😭😭😭😭😭😭😭😭😭😭
Bhai ei mananku army mada darkar
Bada bhalakiii
ଆନ୍ଦୋଳନ ର ଅର୍ଥ ପ୍ରତିବାଦ କରିବା ତା ଅର୍ଥ ନୂହେଁ ସାଧାରଣ ଜୀବନ ଯାପନ ରେ ବାଧା ସୃଷ୍ଟି କରିବା କିମ୍ବା ଧନ ସମ୍ପତ୍ତି ନଷ୍ଟ କରିବା, ଆନ୍ଦୋଳନକାରୀ ଏଭଳି ହିଂସା କଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର, ଯେପରି ଭବିଷ୍ୟତରେ ଚାକିରି କରି ପାରିବେ ନାହିଁ, କେବଳ ଘରେ ବସି ଚାଷ ହିଁ କରିବେ ll ସରକାର ଏଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭବିଷ୍ୟତରେ ଆନ୍ଦୋଳନକାରୀ ଆଉ ଏଭଳି ଭୂଲ କରିବେ ନାହିଁ ll
Tu kia
Central government kichhi thik karuni au ta saha police jau lathi charge karichhi sathi pani government hi dai
Government khela arambha karichhi hairan haba government
Odisha pila mane unit kara au police ku mara
Sena Mai Jawan banega bhai tu keh raha hai ki police ko maro Bhai police bhi apna kam hi kar rahi hai unko Marne Mai maja nhi ata Pehle baat kya hai samajh Law ke hisab se protest karna chaiye Na ki ese Sab Tod phod karna
Army matlab Discipline anusasan
@@Futurefauji3256 mu defence re achhi tame bhai bujhiparibani political leader mane chora sceme karuchanti apana tike bhala se bujhantu
2021 RE ARMY RALLY HOITHILA PILA MANE PHYSICAL MEDICAL CLEAR KARICHHANT I...AJI PARJANTY EXAM HEINI DATE PARE DATE DEI CHALICHHI SARKAR KAHUCHHI AJI TAMAR BHARTI CANCEL HELA BALI....TA PILA MANE ANDOLAN KARIBE NA NAIIII😠😠😠
MG sabu ... are bhalase ta Jan sabu jajana ta kn .. aau jau students Indian Army re jiba pain eamiti karuchanti... se mane aaga janiba dorkar ki Army ra duty kn ... jiyea desha ra sampati ra care nei paunahati se mane puni .. Army re jibe ...chi chi chi ...aaa thu
Lokanku khali ama bhul Dekha jauchi Government jau ama bhabisyata sahita kheluchi taha Dekha jauni
Dictetorship administration in India to abolush modi sarkar.
All indian youth organise communitee andunity and strugle with govwrnment otherwise no way to live in the society. Unemployment is the main issue how it will be solve only one way to change the govt
Daya kari vanga vangi na kari..... Omp nh re basi rahiba aasa jie bi dekhuchha.....
Nh band kara....
Police job 4 yr karidia jau...
Don't destroy public property . protest peacefully
tame pi news bala Jajpur Binjhar pur re khaeila bhuki galani
सानी तरीका से अडोलन करो🙏🙏🙏🙏🙏🙏
नचेत कुछनेई होगा,,, please 🙏🙏🥺🙏🥺🙏🙏🥺
10 lakh gariba pila prathame chakiri paantu.
Ta pare dekha jiba.
Purbaru emiti hele pura recruitment band hele kahara labha heba.
Gariba pila pithire padiba ki a?
Emiti aagaru jakhapura steel plant 1990 re o daitari steel plant o posco steel plant band hoi bahut odia pila chakiriru banchit hoichhanti.
Enu, bias huani.
Thick karicha
ଇସ୍ରାଏଲ ରେ ନିୟମ ଅଛି କି ଦେଶର ସମସ୍ତ ଯୁବକ compulsary army ରେ ଯୋଗ ଦେବେ ।ସେଥି ପାଇଁ ସେ ହିଁ ଦେଶ world re diffence କ୍ଷେତ୍ର ରେ ବହୁତ ଷ୍ଟ୍ରଙ୍ଗ।ସେହି ପରି ଭାରତ କୁ ମଧ୍ୟ କରିବା କୁ ଚାହୁ ଛନ୍ତି ନରେନ୍ଦ୍ର ମୋଦୀ।
ତାହାଲେ ସମସ୍ତଙ୍କୁ ସେନାରେ ଭର୍ତ୍ତି ହେବାକୁ ଇସ୍ରାଏଲ ଭଳି ସୁଯୋଗ ଦେଉନାହାଁନ୍ତି ନରେନ୍ଦ୍ର ମୋଦି। ୧୭ ବର୍ଷ ରୁ ୨୧ ବର୍ଷ ପିଲାମାନଙ୍କୁ କାହିଁକି ଖାଲି ସହିଦ ହେବାକୁ ଛାଡି ଦଉଛନ୍ତି।
Bala karuchi modi..
Army CEE CONDUCT karajau
Police au reporter dai heba ki ama exam cancel hele ama exam conduct kara jau au TOD hatajau
Mu tuma Saha achhi
Bhai mane lagi raha
Police paltical pressure rahuchi
Inclab ZINDABAD
25 yrs kara plz
modi sarkar au BJD sarkar ku hatai baku chesta kar madichal
Midia bala police ku soport karu chhi
#AbolishOdishaContractualRules
Police mg kiye be student mariba pain...
Bhala kari6 emiti hau bhai mane
Upper age 17y ru 35y karajau
News 18 odia tama sambadika mada khaeile tame newspaper channel re news kariki chaei dela .. atha lakhya lakya pilanka life katha news nahi...
ARMY CEE exam kara jau
Ambani Adani nka Godown Jagibaku Training
Bhala hoichi ki mada police ra wow
Are police manAnkara Mp MLA mankara chukiki dina jib
TOD वापस लो
Sena mane srunkhala. Anka goda bhanga age..
Aji emiti karucha
Dina asiba bhogiba ama sabu keteta loko ka pani