Natia Comedy Part 291 || Prathamastami

Поділитися
Вставка

КОМЕНТАРІ • 1,2 тис.

  • @utkalcartoonworld
    @utkalcartoonworld  Рік тому +477

    Book your free counseling session : relvl.co/gzxf
    Book your free test: relvl.co/f8da33

  • @SUBHRANSU99
    @SUBHRANSU99 Рік тому +10

    ଓଁ ନମଃ ଶିବାୟ 🌄🌄🌄🌄 ସୁପ୍ରଭାତ ଓଡ଼ିଆ ବନ୍ଧୁ ଆଜି ଦିନଟି ଭଲରେ ଭଲରେ ବିତି ଯାଉ 🥰

  • @anusayanath4028
    @anusayanath4028 Рік тому +63

    ଆମ ଭଳି ସାନ ମାନଙ୍କ ପ୍ରତି ବହୁତ ଅନ୍ୟାୟ ହେଉଛି ପ୍ରଥମାଷ୍ଟମୀ ରେ😭😭😭ଆମ ପାଇଁ ବି କିଛି କରିବା କଥା 😂😂😂

    • @jyotiprakash290
      @jyotiprakash290 Рік тому +7

      ଯେଉଁ ପ୍ରଥା ବହୁ ଆଗରୁ ରହି ଆସିଛି ସେଇ ଅନୁସାରେ ଆମକୁ ଚାଲିବାକୁ ହବ, ଅନ୍ୟାୟ ନୁହଁ, ମନ ଦୁଃଖ କରନି, ସେଇ ବଡ ଭାଇ ଭଉଣୀ ଙ୍କ ପୂଜା ରେ ଆମେ ବି ଖୁସି ହେଇ ଦିନକୁ ଖୁସି ରେ କାଟିଲେ ସମସ୍ତେ ଖୁସି ହେବେ 😊😊☺️☺️

    • @sovanvlogs4810
      @sovanvlogs4810 Рік тому +2

      Prathamastami na re pa prathama achi sethipain ame prathama chua Puja paibu na au

    • @viratkohli-ij4fc
      @viratkohli-ij4fc Рік тому +3

      ହଁ ସତକଥା,ଆମ ପ୍ରତି ବହୁତ ଅନ୍ୟାୟ ହେଉଛି 🤣🤣🤣🤣🤣

    • @poojadas8578
      @poojadas8578 Рік тому +1

      Nai 😂😂😂😂😂 amoku gute dino miluchi papa maa thu special feel koreibaro sobu bele sano chua besi bholo panti so eita khali amo pai 😀😀😀😀

  • @crazydeepakkumar
    @crazydeepakkumar Рік тому +13

    ବନ୍ଧୁ ଗଣ ଜୟ ଜଗନ୍ନାଥ ସ୍ଵାମି ⭕‼️⭕🙆🏻‍♂️ଶୁଭ ସକାଳ 🙏 ନଟିଆ କୁ ଦେଖି ଭାରି ଖୁସି ଲାଗିଲା ଧନ୍ୟବାଦ୍ #Utkalcartoonworld team ❣️

  • @debabratamishra9633
    @debabratamishra9633 Рік тому +101

    କେଉଁ ଦର୍ଶକମାନେ ଖାଇବା ବେଳେ ନଟିଆ ଦେଖନ୍ତି.. ଲାଇକ୍ କମେଣ୍ଟ କରନ୍ତୁ, ଖାଇବା ବେଳେ ନଟିଆ ଦେଖିବାର ମଜା ନିଆରା.... ❣️❣️❣️❣️❣️

  • @sachinbagarti1435
    @sachinbagarti1435 Рік тому +7

    ଲଭ ୟୁ ❤️ ନଟିଆ

  • @Ranjit94patra
    @Ranjit94patra Рік тому +5

    ଆଶା କରୁଛି ଉତ୍କଳ କଟୁନ ୱାଲଡ଼ ଏମିତି ଆଗକୁ ଯାଉ । ପୂଜା ଆଉ ନଟିଆ ଯୋଡି ଟିକେ ଅଧିକ ହଉ।

  • @odiyalifestylemedia4864
    @odiyalifestylemedia4864 Рік тому +9

    ସତ ରେ ଆମ ସଂସ୍କୃତି ପରମ୍ପରା ବିରଳ ସବୁ ଛୋଟ ଦିନ କଥା ମନେ ପଡିଲା miss you maa

  • @beherarailway9996
    @beherarailway9996 Рік тому +17

    ଖୁସିର ଅଭିନୟ ବହୁତ ଭଡ଼ିଆ ଲାଗିଲା,,happy prathastami all of u♥️♥️♥️🙏🙏🙏

  • @sony-wl4he
    @sony-wl4he Рік тому +27

    ସକାଳୁ ସକାଳୁ ନଟିଆ କମେଡି ଦେଖିବାର ମଜା ହିଁ କିଛି ନିଆରା 🥰

  • @PrakashKumar-rp5mh
    @PrakashKumar-rp5mh Рік тому +13

    ସବୁଠୁ ବଡ଼ ମୂର୍ଖ ହେଉଛି ନଟିଆ 😁😁

  • @UnstoppableWorld334
    @UnstoppableWorld334 Рік тому +22

    Natia ra mamu ku kiye first time dekhila like kara ❤😂

  • @brokenheart7534
    @brokenheart7534 Рік тому +8

    ନଟିଆ ମାମୁକୁ ପ୍ରଥମେ ଦେଖିଲି😂

  • @itsjsstatus8006
    @itsjsstatus8006 Рік тому +5

    ଏଥର ଏମିତି ଭିଡିଓ ଆମ କୁ ଦେଇ ଥିବା ରୁ ଅଶେଷ୍ ଅଶେଷ୍ ଧନ୍ଯବାଦ 🙏🙏

  • @chitrasengouda6718
    @chitrasengouda6718 Рік тому +21

    ସକାଳୁ ସକାଳୁ ଉଠି ନଟିଆ କମେଡି ଦେଖୀ ମନ ଖୁସି ହେଇଯାଉଛି

    • @roxiosgaming3245
      @roxiosgaming3245 Рік тому +1

      Iughjj sorry lol lol I’m just getting home from school lol sorry lol lol I was going out

    • @roxiosgaming3245
      @roxiosgaming3245 Рік тому +1

      Hi sister I love your time and my sister

  • @motivation_kumaranil6552
    @motivation_kumaranil6552 Рік тому +2

    ବହୁତ ସୁନ୍ଦର ଭାବରେ ଓଡିଆ ସଂସ୍କୃତି ଆଉ ଶ୍ରୀ ଜଗନ୍ନାଥ ଉପରେ ଆଧାରିତ ହୋଇଛି। ଜୟ ଜଗନ୍ନାଥ ❤️

  • @siprarani2311
    @siprarani2311 Рік тому +6

    Sakalu uthi natia comedy dekhi mana pura khusi heigala. Khusi so cute baby

  • @gamersanju7193
    @gamersanju7193 Рік тому +1078

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ଏ ଦୁନିଆରେ ବହୁତ ଦୁଃଖରେ ଥିବା ଲୋକଙ୍କୁ ହସେଇ ପାରୁଛନ୍ତି , ଜିବନରେ ସବୁଠୁ କଷ୍ଟ କାମ ହେଲା କାହା ମୁହଁରେ ଟିକେ ଖୁସି ଦେବା ଯାହା କି ତୁମେ କରିପାରୁଛ ସେଥିପାଇଁ ତୁମକୁ ହୃଦୟରୁ Salute କରୁଛି...🥰

  • @priteemayeesahoo8586
    @priteemayeesahoo8586 Рік тому +3

    Wonderful✨ Video But World re jetika Mamu & Maine achhanti Ye Video ta 100% dekhiba katha Bahut ki6i sikhibara achhii😂

  • @i_am_pixie766
    @i_am_pixie766 Рік тому +6

    ଶୁଭ ସକାଳ ଓଡ଼ିଶା 🌄

  • @Madhaba_Dora
    @Madhaba_Dora Рік тому +31

    ଯେଉଁମାନେ ନଟିଆ ❤️ Comedy ଦେଖିବାକୁ ପସନ୍ଦ କର 👍

  • @srutilovesme..6778
    @srutilovesme..6778 Рік тому +253

    Natia ra a episode ti ପ୍ରକୁତ ରେ ମନ ଛୁଆଁ କାରଣ ଏଥିରେ ସମସ୍ତ ପିଲା ଦିନର ସ୍ମୃତି ଅଛି ।
    I love you Natia Bhai..😘

  • @ranjitpradhan3827
    @ranjitpradhan3827 Рік тому +178

    ସବୁ episode ଭଳି ଏ episode ଟି ମଧ୍ୟ ବହୁତ ସୁନ୍ଦର ହେଇଛି

  • @Jnmbo
    @Jnmbo Рік тому +96

    ଖୁସି ବଡ ହେଲା ହେଲେ ନଟିଆ ବଡ ହଓନି 🤣🤣🤣

  • @Amachalani
    @Amachalani Рік тому +8

    ହଳଦୀ ପତ୍ର ପିଠା କେତେ ସୁଆଦିଆ......

  • @twins7274
    @twins7274 Рік тому +17

    My favourite cartoon 😍😍😍😍i love natia comedi😘😘😘😘😘sabubele comedi 👆ru kichhi sikhiba pani milithai ❤❤❤❤❤❤

  • @saranagataacharya4593
    @saranagataacharya4593 Рік тому +3

    ଖୁସି ଧୋତି ରେ ନିଆଁ ଲଗେଇବାର ଥିଲା

  • @Madhaba_Dora
    @Madhaba_Dora Рік тому +104

    ସମସ୍ତ ଙ୍କୁ ପ୍ରଥମାଷ୍ଟମୀ ର ହାର୍ଦିକ ଶୁଭକାମନା 🙏 Utkal Cartoon World Team ku ବହୁତ ବହୁତ ଧନ୍ୟବାଦ କାରଣ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିଥିବାରୁ ❤️ ଭିଡିଓ ଟି ବହୁତ ଭଲ ଲାଗିଲା 🤩 ଜୟ ଜଗନ୍ନାଥ 🙏🙏Khusi is So Cute 💥

    • @Ajitsahoo645
      @Ajitsahoo645 Рік тому +1

      ସମସ୍ତ ଙ୍କୁ ପ୍ରଥମାଷ୍ଟମୀ ର ହାର୍ଦିକ ଶୁଭକାମନା 🙏 Utkal Cartoon World Team ku ବହୁତ ଧନ୍ୟବାଦ ଯାହାହେଉ ଓଡ଼ିଆ ପରମ୍ପରା କୁ ବଜାୟ ରଖି ଥିବାରୁ ❤️❤️ ଭିଡ଼ିଓ ଟି ବହୁତ ଭଲ ହେଇଛି ଜୟ ଜଗନ୍ନାଥ 🙏🙏

  • @sisubansasamal2990
    @sisubansasamal2990 Рік тому +4

    Sir ji neular birthday upare gotia episode karantu pura maja lagiba bhali.. bahut bhla lagiba

  • @sizuka5871
    @sizuka5871 Рік тому +23

    ଖୁସି ଆଉ ନାଟିଆ ପରି ଭାଇ ଭଉଣୀ ହେବା ଦରକାର ❣️😘

  • @shreekantdas3195
    @shreekantdas3195 Рік тому +30

    I am Excited 😍 ମତେ ନଟିଆ କମେଡି ଭାରି ଭଲ ଲାଗେ 😍

  • @niharkuldeep4297
    @niharkuldeep4297 Рік тому +3

    A Bhai mane Natia comedy Kia bahar korlo lockro monare Khushi deithibaru apon manoku dhanyabad 🙏🙏🙏🙏🙏

  • @nkspapu3254
    @nkspapu3254 Рік тому +14

    ନଟିଆ ମାମୁ ନୂଆ ଅତିଥି 😃😃😃😃🙏🙏

  • @anandaart6555
    @anandaart6555 Рік тому +6

    Wait for New part -291 prathamastami☺️☺️☺️☺️

    • @anandaart6555
      @anandaart6555 Рік тому +1

      I am so excited 😁😘💖💖💖💖
      My favourite natia comedy ❤️

  • @oia2499
    @oia2499 Рік тому +13

    BHAI MANE APAN MANE AMAKU EMIT BAHUT SARA BHALA PAIBA DIONTU 😁😁😁🙏🙏🙏🙏

  • @stylesboysushant2982
    @stylesboysushant2982 Рік тому +3

    My all time favourite Utkalcattron wold.very good morning all Tim

  • @cutylinki
    @cutylinki Рік тому +10

    Natia comedy is best♥️♥️♥️♥️🥰🥰🥰

  • @santoshbihari3732
    @santoshbihari3732 Рік тому +4

    Super 😃😃😃😃😃😃😃😃😃😃

  • @sontoshdash581
    @sontoshdash581 Рік тому +6

    🥰🥰😘😘🍫🍫

  • @smtoonworld
    @smtoonworld Рік тому +8

    *Thanks for including a new character*

  • @Pagol_boy_Prasanta_143
    @Pagol_boy_Prasanta_143 Рік тому +4

    Good morning 🌄

  • @omgmamachallenge2988
    @omgmamachallenge2988 Рік тому +12

    Bahutu Sundar natya comedy 🥰🥰😍😍

  • @jyotipravasingh4420
    @jyotipravasingh4420 Рік тому +36

    Utkal Cartoonworld କୁ ବହୁତ ବହୁତ ଧନ୍ୟବାଦ ଯାହା ହଉ ସେମାନେ ପ୍ରଥମାଷ୍ଟମୀ ରେ ସାନ ମାନଙ୍କର ଦୁଃଖକୁ ବୁଝି ପାରିଲେ🥺

  • @sujatanayak6927
    @sujatanayak6927 Рік тому +13

    Beautiful episode khusi so cute baby ❤️❤️❤️

  • @ishanidaslifestyle2206
    @ishanidaslifestyle2206 Рік тому +5

    I love ❤️ this episode

  • @adharadharpatra7313
    @adharadharpatra7313 Рік тому +13

    Happy prathama stami... All off u... Thanks natia team.... 🥰🥰🙂

  • @dusmantbehera144
    @dusmantbehera144 Рік тому +5

    ଆଜି ନଟିଆମାମୁ କୁ ଦେଖି ମୋ ମନ ହୋଇଗଲା

  • @subhadra_123
    @subhadra_123 Рік тому +362

    ଯେତେ depression ରେ ଥିଲେ ମଧ୍ୟ ନଟିଆ କମେଡି ଦେଖିଲେ mind ପୂରା fresh🍃💦ହେଇଯାଏ🥰ଏ ଶୀତୁଆ ସକାଳକୁ ଗରମ ଗରମ ଚା ସହ ନଟିଆ କମେଡି ପୂରା ଜମିଯାଉଛି😊ଆଉ କେଉଁମାନଙ୍କୁ ଭଲ ଲାଗିଲା🙏👍

  • @pintubhatra4951
    @pintubhatra4951 Рік тому +3

    I am very Excited 🙏🙏🙏🙏

  • @Indian_asmr308.
    @Indian_asmr308. Рік тому +4

    Khusi ku dekhiki bahut khushi laguchi 🥰🥰🥰🥰

  • @graduategamers8485
    @graduategamers8485 Рік тому +7

    Your videos are amazing utkal team but please make a video in baliyatra also thank you👃👃👃

  • @laxmipriyapanda9318
    @laxmipriyapanda9318 Рік тому +2

    Sakalu sakalu pura mind khusi heigala video dekhiki aaji dinata pura bhala re jiba .video pura super duper hit heichi

  • @ghanashyamsahu8212
    @ghanashyamsahu8212 Рік тому +2

    samasta odia carton chenal ku mora prathama astami nimate abhinandana

  • @Krishnadasbls180
    @Krishnadasbls180 Рік тому +4

    ନଟିଆ ମାମୁକୁ fast time ଦେଖିଲେ 🤣

  • @jackparrow9817
    @jackparrow9817 Рік тому +12

    world ki best comedy 🥰🥰🥰🥰

  • @gateswarpaikaray5755
    @gateswarpaikaray5755 Рік тому +1

    ନଟିଆ ର ଦୁଷ୍ଟାମୀ ବହୁତ ଭଲ ଲାଗୁଚି....... ସେମିତି ଭିଡ଼ିଓ କରିଥ

  • @Ajitsahoo645
    @Ajitsahoo645 Рік тому +15

    ପ୍ରଥମାଷ୍ଟମୀ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ଧନ୍ୟବାଦ Utkal Cartoon World ଓଡ଼ିଆ ପରମ୍ପରା କୁ ବଜାଇ ରଖିଥିବାରୁ ଭିଡ଼ିଓ ଟି ବହୁତ ଭଲ ହେଇଛି ଜୟ ଜଗନ୍ନାଥ 🙏🙏🙏🙏

  • @Digital.subrat
    @Digital.subrat Рік тому +29

    Khushi is so cute🤗🤗🤗

  • @firojsahoo3045
    @firojsahoo3045 Рік тому +7

    ଅଶେଷ ଧନ୍ୟବାଦ୍ ଉତକଲ୍ କାର୍ଟୁନ୍ ର ସମସ୍ତ ସଦସ୍ୟ ମାନଙ୍କୁ

  • @hemantabentkar2537
    @hemantabentkar2537 Рік тому +4

    I am very excited this episode

  • @hirankumarbehera5298
    @hirankumarbehera5298 Рік тому +3

    ଅତି ସୁନ୍ଦର ହେଇଛି ।ଧନ୍ୟବାଦ ଉତ୍କଳ କାଟୁନ ଟିମ । ପ୍ରଥମାଷ୍ଟମୀର ହାର୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା ।ଜୟ ଜଗନ୍ନାଥ 🙏

  • @kumudinibehera330
    @kumudinibehera330 Рік тому +3

    Natia comedy ti bahut bhala heichi

  • @akjhumarstatus5202
    @akjhumarstatus5202 Рік тому +10

    Natia is best comedy ❤️❤️

  • @abhilipsabehera2500
    @abhilipsabehera2500 Рік тому +8

    ଶୁଭ ସକାଳ ଆଉ ଶୁଭ ପ୍ରଥମାଷ୍ଟମୀ ର ହାର୍ଦିକ ଶୁଭକାମନା ଓ ଅଭିନନ୍ଦନ ସମସ୍ତଙ୍କୁ

  • @safalimohanty3437
    @safalimohanty3437 7 місяців тому +3

    Super 💘💖❣️

  • @barsharanibiswal121
    @barsharanibiswal121 Рік тому +6

    Mu bi sabubele dekhuchhi jetebele bi mana dukha thile tk hasiba pai☺️☺️

  • @gangulisahoo9555
    @gangulisahoo9555 Рік тому +11

    ନଟିଆ କମେଡି ଓଡ଼ିଶା ର best କମେଡି 💯💯👍

  • @subhashreebehera7759
    @subhashreebehera7759 Рік тому +6

    Khushi was excellent...plzz do more vdo on khusi

  • @mseditingphotography
    @mseditingphotography Рік тому +9

    🙏Jay Jagannath Suvha Sakala 🙏

  • @soumyaranjan_samal
    @soumyaranjan_samal Рік тому +24

    ଦୁନିଆରେ ଏମିତି କିଛି ଜିନିଷ ନାହିଁ ଯୋଉଟାକି ଭିମା ଅଜା ବାଡିରେ ନାହିଁ 😄

  • @crico507
    @crico507 Рік тому +9

    Happy Prathama Astami Bro 😘

  • @soudaminipanda7915
    @soudaminipanda7915 Рік тому +2

    natia comedy satare reall pariya laguchi pratidina natia comedy cartoon kichhi nua sikhya dauchi
    i love you so much

  • @sureshdehuri9656
    @sureshdehuri9656 Рік тому +10

    Beautiful ❤️

  • @Smileykingsuren
    @Smileykingsuren Рік тому +5

    ବହୁତ 🥰ଖୁସି ଲା 💐ଗିଲା ଏଇ ଭିଡିଓ ଦେଖି 🥰

  • @nitunmoharana2427
    @nitunmoharana2427 Рік тому +45

    ପ୍ରଥମା ଅଷ୍ଟମୀ ର ଅଭିନନ୍ଦନ ❤️ ଯାହା ହଉ ନଟିଆ ର ମାମୁଁ ଙ୍କୁ ଦେଖିଲୁ ବହୁତ ଖୁସି ଲାଗିଲା ❤️

  • @kirankumarmohantyofficial5369
    @kirankumarmohantyofficial5369 Рік тому +4

    Nice natia😘😘😘😘😘😍😍😍😍

  • @s.r.a_credit1746
    @s.r.a_credit1746 Рік тому +2

    Natia mamu Nua atithi like gote karantu

  • @BabuDas-rw1nd
    @BabuDas-rw1nd Рік тому +5

    Nice acting khusi, fast time natia ro mamu ku dekhibaku milila nice video thank you utkal cartoon Network

  • @TufanBehera
    @TufanBehera Рік тому +15

    👌👌👌💫💞💫

  • @khusi9582
    @khusi9582 Рік тому +1

    Nice comedy i love natia ❤️❤️❤️❤️❤️❤️❤️❤️

  • @strugglefulllife
    @strugglefulllife Рік тому +4

    ବହୁ ବ୍ୟସ୍ତ ଜୀବନ ମଧ୍ୟରେ ନଟିଆ comedy ସତରେ ଅବସର ପ୍ରଦାନ କରୁଛି
    ଧନ୍ୟବାଦ Utkal cartoon world

  • @newstarsanjib3854
    @newstarsanjib3854 Рік тому +3

    ଧନ୍ୟବାଦ ଦେମି all team କୁ ମୁଁ ତୁମର ସବୁ ଭିଡ଼ିଓ ଦେଖିଥାଏ ସବୁ ଆମ ଗାଁ ଭଲି ଲାଗେ 😍😍🙏🙏🙏🙏🙏🙏🙏🤗🤗🤗

  • @bulu3299
    @bulu3299 Рік тому +4

    Khube bhala heichhi natia camedy love you☺️😊😍❤️

  • @tapansamal0303
    @tapansamal0303 Рік тому +1

    ଯିଏ ବାପା ମା ଙ୍କ ର ସାନ ଛୁଆ comment re ଜଣାନ୍ତୁ

  • @pragatiswain3011
    @pragatiswain3011 Рік тому +8

    Wish you a Happy prathamastami naita team 🙏♥️

  • @nanditasarangi2638
    @nanditasarangi2638 Рік тому +16

    ବହୁତ ସୁନ୍ଦର ଉପସ୍ଥାପନା ...ସକାଳୁ ମନ ଖୁସି ହେଇଗଲା ....😍👍

  • @officialashish3871
    @officialashish3871 Рік тому +24

    One of best animation series

  • @chandinimaharana3059
    @chandinimaharana3059 Рік тому +5

    Nyc episode.... Happy prathamastami to all.... Next plzz

  • @brundabanajena5094
    @brundabanajena5094 Рік тому +9

    ବହୁତ ଭଲ

  • @sasmitachiki4489
    @sasmitachiki4489 Рік тому +8

    Happy prathamastomi

  • @Abhi-panda
    @Abhi-panda Рік тому +119

    ଖୁସି ର ଅଭିନୟ ଦେଖି ମନ ଖୁଶି ହେଇଗଲା।। ଧନ୍ୟବାଦ୍ ଉତ୍କଳଗୌରବ ବାବୁ 🙏🙏🙏🙏

  • @jayadrathajaga1024
    @jayadrathajaga1024 Рік тому +1

    happy Prathamastami my favourite natia and utkal cartoon 👪 love you all

  • @dillipkumarjena4278
    @dillipkumarjena4278 Рік тому +9

    Jie khusi ku bhala pauchi gote like kara 👍👍👍

  • @sambalpuridubbingcomedyjm1780
    @sambalpuridubbingcomedyjm1780 Рік тому +7

    Mind blowing natia comedy 👌👌

  • @premmohanty9469
    @premmohanty9469 Рік тому +8

    Love you natia❤️❤️❤️❤️

  • @rasmitashorts8484
    @rasmitashorts8484 Рік тому +1

    Very good morning

  • @bnayak2202
    @bnayak2202 Рік тому

    ଅତି ସୁନ୍ଦର ଏବଂ ମନ ଲୋଭା କାହାଣୀ

  • @9xm50
    @9xm50 Рік тому +23

    Good Morning Everyone 🌞🌻🌅🏜️🙏
    📺Nice Episode 🎞️🎬🎭🤓✌️👍
    Jay Shree Jagannath Swamy 📿⭕❗⭕🚩🙏
    ❤️Lot Of Love From PuriDham 🚩🙏

  • @sanjayapadhan2718
    @sanjayapadhan2718 Рік тому +5

    ❤️❤️❤️❤️👍👍🌅🌅

  • @onlys2128
    @onlys2128 Рік тому +1

    Very nice story ❤️🥰🥰 beautiful ❤️❤️❤️ Natia comedy super ❤️😍🥰💕