ଦିନେ ଥିଲା ପସନ୍ଦ ନାଇଁ ଆସୁଥାଇର୍, ଏବେ ସେନୁ ଏକା ଚଲୁଛେ ଘର୍
Вставка
- Опубліковано 10 лют 2025
- ପଶ୍ଚିମ ଓଡ଼ିଶାର ପଞ୍ଚ ବାଦ୍ୟ । ଢୋଲ, ନିଶାନ୍, ତାସା, ମୁହୁରୀ, ଟିମକିଡି । ଜଙ୍ଗଲଡଙ୍ଗଲ ଘେରା ପଶ୍ଚିମ ଓଡ଼ିଶାର କାହିଁ କେତେ ପୁରନା ଆଦି ସଂସ୍କୃତି ଆଦି ପରମ୍ପରା । କାହିଁ କେନ୍ ଦିନୁ ଚଲିଆସିଛେ ତିହାରବାହାର, ବିହା ବରପନ୍, ପଶ୍ଚିମ ଓଡ଼ିଶାନେ ଯାହା କିଛି ହଉ । ପଞ୍ଚବାଦ୍ୟ ନାଇଁ ବାଜଲେ ନାଇଁ ହୁଏ କିଛି । ପଞ୍ଚବାଦ୍ୟ ବାଜିଗଲେ ଦୁଲକି ଯାଏସି ଗାଁନୁ ସହର । ତ ଇ ଭିଡିଓନେ ଜାନମା ଆମର କଲା ସଂସ୍କୃତି ବାବଦେ କିଛି ନାଇଁ ଜାନିଥିବାର୍ କଥା.....
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍ର ପ୍ଲାଟଫର୍ମ
ଆଗକେ ବଢ୍ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on UA-cam, Like our page if you are on Facebook and Stay Connected with Awesome Videos In Sambalpuri!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
ବହୁତ ସୁନ୍ଦର ଭାବରେ ପରିଚିତ କରିଥିବାରୁ✌️
Bahut badhia lagala nice voice dil k touch karsi Sweta voice
ବହୁତ ବଡ଼ିଆ ଲାଗଲା
Super bada bhai
Very good
Thanks to Shweta mam for promoting the old tradition and culture of our Sankrutee. Salute to the Neelanchal Nanda sir.
Excellent keep it up
Badhia pahara ho
So beautiful
Jai kala
NYC voice
At I bhal Dada
Bahen, your anchoring is so good.
Super
Nice
Very nice vdo....👌👌👌👌👌
So nice
Excellent Pahara Team
Amazing so nice 😍😍💖💖💖
Bahut badhia..... We r proud of u Nanda dada
I pakhara news ke amr jadi televisiton new tike heta baile val heta
Tamar voice ra mue pagal he
So nice