History of the Puri Shree Mandir Parikrama Prakalpa || KalingaTV

Поділитися
Вставка
  • Опубліковано 16 січ 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 62

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому +3

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଏହିଭଳି ଏକ ବଡ଼ ପରିକଳ୍ପନା ସାର୍ଥକ ହୋଇ ପାରିଛି!

  • @Jagat_jit
    @Jagat_jit 4 місяці тому +1

    ଧନ୍ୟବାଦ୍ ଜଣେଇବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ତାଙ୍କର ଏପରି ଉନ୍ନତି ମୂଳକ ପଦକ୍ଷେପ ପାଇଁ !

  • @Jagat_jit
    @Jagat_jit 4 місяці тому +1

    ସବୁ ଭକ୍ତ ମାନଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ତାଙ୍କର ଏପରି ତାଗ୍ୟ ପାଇଁ ଆଜି ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି !

  • @Jagat_jit
    @Jagat_jit 4 місяці тому +1

    ପରିକ୍ରମା ପ୍ରକଳ୍ପ ପରେ ବହୁତ୍ ଭଲ ଖୁସି ଅଛନ୍ତି ଭକ୍ତ ମାନେ ବହୁତ୍ ବହୁତ ଧନ୍ୟବାଦ୍ ଜଣାଉଛୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ !

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому +2

    ଆଜିପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଥିବାରୁ ମୂଖ୍ୟ ମନ୍ତ୍ରୀ ଙ୍କର ବହୁ ଦିନର ସ୍ୱପ୍ନ ପୁରଣ ହୋଇଛି ।

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому +1

    ଆଜିପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେତୁ ଜୟ ଜଗନ୍ନାଥ ଧ୍ଵନୀରେ ଶ୍ରୀକ୍ଷେତ୍ର ପ୍ରକମ୍ପିତ ହୋଇଥିଲା ।

  • @Jagat_jit
    @Jagat_jit 4 місяці тому

    ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ ଦର୍ଶନ ବିନା ଏହି ପରିକ୍ରମା ପ୍ରକଳ୍ପ କେବେବି ସମ୍ପୂର୍ଣ୍ଣ ହୋଇପାରି ନଥାନ୍ତା ସେଥିପାଇଁ ପୁରୀ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому

    ପରିକ୍ରମା ପ୍ରକଳ୍ପ ଉତ୍ସବର ସମାପ୍ତ ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ବାସୀଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେସଙ୍ଗେ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।

  • @Jagat_jit
    @Jagat_jit 4 місяці тому +1

    ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି ଏତେ ଦିନର ଅପେକ୍ଷା ଆଜି ପୂରଣ ହୋଇଛି !

  • @user-zo3xc1ve6u
    @user-zo3xc1ve6u 4 місяці тому +1

    ଧନ୍ୟବାଦ cm sir

  • @RSgoodlif
    @RSgoodlif 4 місяці тому

    Sabu problem ra gote salutation jaga ⭕‼️⭕
    Jay jaganath 🙏

  • @Jagat_jit
    @Jagat_jit 4 місяці тому

    ସାରା ଓଡିଶା ଗର୍ବିତ ଅଟେ ଏପରି ଉନ୍ନତି ମୂଳକ କାର୍ଯ୍ୟ ପାଇଁ !

  • @sop828
    @sop828 4 місяці тому

    Nice Gossip / Gaapa

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому +1

    ଆଜି5T ଅଧ୍ୟକ୍ଷ VK ପାଣ୍ଡିଆନଙ୍କ ର ଅକ୍ଲାନ୍ତ ପରିଶ୍ରମ ଫଳରେ ପୁରୀର ପରିକ୍ରମା ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇପାରିଛି ।

  • @biswambarnayak361
    @biswambarnayak361 4 місяці тому

    Jay Shree Jagannath 🙌🙏

  • @minatisahoo642
    @minatisahoo642 4 місяці тому +1

    The state government took a big decision to develop the city as a world heritage site which has become a world heritage site today.

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому

    ପୁରୀର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସମାପ୍ତ ପରେ ମୁଖ୍ୟମନ୍ତ୍ରି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରିଥିଲେ ।

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому

    ଓଡ଼ିଶା ଲୋକ ମାନଙ୍କର ବିଶ୍ବାସ ଓ ଭରସା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ଆଜି ସାରା ଦେଶ ଦେଖିଲେ।

  • @minatisahoo642
    @minatisahoo642 4 місяці тому

    This huge circular project was launched today. And this is a glorious thing, it is possible only for our Hon'ble Chief Minister

  • @user-bh9vn9ex2r
    @user-bh9vn9ex2r 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀ ଦର୍ଶନ କରିବା ପରେ ଏହି ପରିକ୍ରମା ପ୍ରକଳ୍ପର ବିକାଶ କଥା ତାଙ୍କ ଅଧକ୍ଷଙ୍କ ସହିତ କଥାହୋଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ l

  • @arunabhuiyan8182
    @arunabhuiyan8182 4 місяці тому +1

    Good

  • @manoswinijena3884
    @manoswinijena3884 4 місяці тому +1

    ଗଜପତି ମହାରାଜାଙ୍କ ଭାଷାରେ ୭୦୦ବର୍ଷ ଭିତରେ ଶ୍ରୀ ମନ୍ଦିର ପାଇଁ ଏମିତି କାମ ହୋଇ ନାହିଁ।

  • @user-bh9vn9ex2r
    @user-bh9vn9ex2r 4 місяці тому

    ସାରା ବିଶ୍ୱର ଐତିହ୍ୟ ସ୍ଥଳୀର ଭାବେ ଗଡିତୋଳିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତି ନେଇଥିଲେ ଯାହା ଆଜି ବିଶ୍ୱବିଦିତ ହୋଇ ପାରିଛି l

  • @BabuliSahoo-yq7ei
    @BabuliSahoo-yq7ei 4 місяці тому

    Jay shree Jagannath swami nayana patha gami bhabatume 🌺🌺🙏🙏🌺🌺🙏🚩🌺🙏🚩🌺🌺🙏🙏🌺🌿🍎🪔🪔🪔🪔🌿🌿🌿🌿🌿🌿🌿🌿🌿🌿🌿🚩⭕‼️⭕🪔⭕‼️⭕🔱🔱🙏

  • @user-bh9vn9ex2r
    @user-bh9vn9ex2r 4 місяці тому

    ୨୦୧୯ ମସିହାରେ ଭୟଙ୍କର ବାତ୍ୟା ଫନି ପୁରୀ ଶ୍ରୀକ୍ଷେତ୍ରକୁ ଧ୍ୱଂସଵିଧ୍ଵଂସ କରବା ପରେ ନବୀନ ସରକାର ଏଭଳି ଗୁରୁତ୍ୱପୂର୍ଣ କାଯ୍ୟ କରିବାପାଇଁ ମନସ୍ତ କରିଥିଲେ l

  • @user-bh9vn9ex2r
    @user-bh9vn9ex2r 4 місяці тому

    ଶ୍ରୀକ୍ଷେତ୍ର ଶ୍ରୀହୀନ ସ୍ଥିତିକୁ ପରିବର୍ତନ କରି ରୂପାନ୍ତରିତ କରିବା ପାଇଁ ନବୀନ ସରକାର ତାଙ୍କ ଅଧକ୍ଷଙ୍କୁ ନିର୍ଦେଶ ଦେଇଥିଲେ l

  • @user-bh9vn9ex2r
    @user-bh9vn9ex2r 4 місяці тому

    ମହାପ୍ରଭୁଙ୍କ ପ୍ରତି ନବୀନ ବାବୁଙ୍କର ଥିବା ଭଲପାଇବାକୁ ଦେଖି କାର୍ତ୍ତିକେୟ ପାଣ୍ଡିଆନ ସାରଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା l

  • @S.manoram
    @S.manoram 4 місяці тому

    ଏ ସମ୍ବାଦ ଶୀର୍ଷକ ଟି ଓଡ଼ିଆ ବ୍ୟାକରଣ ର ପରିପନ୍ଥୀ

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому

    ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରି ଓଡ଼ିଶା ବାସୀଙ୍କର ସାତଶହ ବର୍ଷର ସ୍ୱପ୍ନ ପୂରଣ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @user-bh9vn9ex2r
    @user-bh9vn9ex2r 4 місяці тому

    ରାଜ୍ୟ ସରକାରଙ୍କ ପ୍ରତିଟି ସ୍ୱପ୍ନକୁ ପୂରଣ କରିବାକୁ ଯାଇ କାର୍ତ୍ତିକେୟ ପାଣ୍ଡିଆନ ସାରଙ୍କୁ ବହୁ କଟାକ୍ଷ କଥା ସହିତ ନିନ୍ଦା ମଧ୍ୟ୍ୟ କରିଛନ୍ତି ବିରୋଧୀ ମାନେ l

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Ahi parekrama prakalpa pai loka mane bahu subidha pae paruchchanti

  • @user-bh9vn9ex2r
    @user-bh9vn9ex2r 4 місяці тому

    ଶ୍ରୀକ୍ଷେତ୍ରର ପରିକ୍ରମା ପକଳ୍ପର ପୁରା କାୟାକଳ୍ପକୁ ପରିବର୍ତନ କରିବା ପାଇଁ ପାଣ୍ଡିଆନ ସାରଙ୍କୁ ବହୁ ପରିଶ୍ରମ କରିବାକୁ ପଢିଛି l

  • @user-bh9vn9ex2r
    @user-bh9vn9ex2r 4 місяці тому

    ବିରୋଧୀଙ୍କ ଶତ ବିରୋଧ ପରେ ବିରୋଧୀ ମାନେ ବିଫଳହେଲେ ଆଉ ସତ୍ୟ ନ୍ୟାୟର ବିଜୟୀ ହେଲା l

  • @kunugunuvlogs
    @kunugunuvlogs 4 місяці тому

    Jay jagannath prabhu

  • @minatisahoo642
    @minatisahoo642 4 місяці тому

    The opposition has criticized Kartikeya Pandian sir for fulfilling every dream of the state government.

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Rajya sarakara nka prateek swapna ku bastabar rupa deichhanti 5 T adakhya VK pandian

  • @user-bh9vn9ex2r
    @user-bh9vn9ex2r 4 місяці тому

    ଏହାପରେ ପାଣ୍ଡିଆନ ସାର ଓଡିଶାର ବିକାଶ କରିବା ପୂର୍ବରୁ ପ୍ରଥମେ ରାଜ୍ୟ ସରକାର ଆଶାକୁ ପୂରଣ କରିବାପାଇଁ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲେ l

  • @ghostgutarist5234
    @ghostgutarist5234 4 місяці тому

    Video Quality Max 360 Pixel !!! What the ....

  • @sureshdas1196
    @sureshdas1196 4 місяці тому

    Ki Rajaniti chalichi.

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Birodhi bahu birodha kareba pare be aji se Khushi ra dina odisha base dekhuchhanti shree mandira parekrama prakalpa ra karu karjya

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Manya bar mukhya mantri Mr Naveen Pattnayak mahodaya ahi atiha stali ku nutan ruparekha debare sakhyama hoichhanti

  • @pradiptarout2152
    @pradiptarout2152 4 місяці тому

    Bjd. Tv

  • @user-bh9vn9ex2r
    @user-bh9vn9ex2r 4 місяці тому

    ରାଜ୍ୟ ସରକାରଙ୍କ ଡ୍ରିମପ୍ରଜେକ୍ଟ କୁ ନିର୍ମାଣ କରିବା ପାଇଁ ବହୁବିରୋଧକୁ ସାମ୍ନା କରିବା ପାଇଁ ପଢିଛି ପାଣ୍ଡିଆନ ସାରଙ୍କୁ l

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Birodhi nka ninda O apbada ku khatir na kare Puri shree mandira parekrama prakalpa karjya ku sampurna karechhanti 5 T adakhya VK pandian

  • @SmashEnough
    @SmashEnough 4 місяці тому +1

    ଘର ଦ୍ବାର ବଢିଲା କିନ୍ତୁ ଭକ୍ତ ର ଭକ୍ତି ଭାବ କମିଲା 😢 ଅତି ଭକ୍ତି ଚୋରର ଲକ୍ଷଣ

  • @Newodia5
    @Newodia5 4 місяці тому

    Kanak news ro scenes kahniki use korucho nije nijoro shoot koro creative koro

    • @satyavlogs365
      @satyavlogs365 4 місяці тому

      Kanaka ra hau ki Otv ra heu Mahaprabhuta amara ❤ethire kanka ra kalinga kn 😊

  • @Jagat_jit
    @Jagat_jit 4 місяці тому

    ସବୁ ଭକ୍ତ ମାନଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ତାଙ୍କର ଏପରି ତାଗ୍ୟ ପାଇଁ ଆଜି ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି !

  • @Jagat_jit
    @Jagat_jit 4 місяці тому

    ଧନ୍ୟବାଦ୍ ଜଣେଇବା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ତାଙ୍କର ଏପରି ଉନ୍ନତି ମୂଳକ ପଦକ୍ଷେପ ପାଇଁ !

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому

    ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଇଚ୍ଛା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ ଦର୍ଶନ ବିନା ଏହି ପରିକ୍ରମା ପ୍ରକଳ୍ପ କେବେବି ସମ୍ପୂର୍ଣ୍ଣ ହୋଇପାରି ନଥାନ୍ତା ସେଥିପାଇଁ ପୁରୀ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

  • @Jagat_jit
    @Jagat_jit 4 місяці тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଏହିଭଳି ଏକ ବଡ଼ ପରିକଳ୍ପନା ସାର୍ଥକ ହୋଇ ପାରିଛି!

  • @Jagat_jit
    @Jagat_jit 4 місяці тому

    ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି ଏତେ ଦିନର ଅପେକ୍ଷା ଆଜି ପୂରଣ ହୋଇଛି !

  • @Jagat_jit
    @Jagat_jit 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀ ଦର୍ଶନ କରିବା ପରେ ଏହି ପରିକ୍ରମା ପ୍ରକଳ୍ପର ବିକାଶ କଥା ତାଙ୍କ ଅଧକ୍ଷଙ୍କ ସହିତ କଥାହୋଇ କାର୍ଯ୍ୟର ଶୁଭାରମ୍ଭ କରିଥିଲେ l

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Birodhi bahu birodha kareba pare be aji se Khushi ra dina odisha base dekhuchhanti shree mandira parekrama prakalpa ra karu karjya

  • @Jagat_jit
    @Jagat_jit 4 місяці тому

    ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି ଏତେ ଦିନର ଅପେକ୍ଷା ଆଜି ପୂରଣ ହୋଇଛି !

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Birodhi bahu birodha kareba pare be aji se Khushi ra dina odisha base dekhuchhanti shree mandira parekrama prakalpa ra karu karjya

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Birodhi bahu birodha kareba pare be aji se Khushi ra dina odisha base dekhuchhanti shree mandira parekrama prakalpa ra karu karjya