ଲଙ୍କା ପୋଡ଼ି ଦଶପଲ୍ଲା //Lanka Podi Dasapalla //Rabana Badha

Поділитися
Вставка
  • Опубліковано 14 жов 2024
  • ଲଙ୍କା ପୋଡ଼ି ଦଶପଲ୍ଲା //Lanka Podi Dasapalla //Rabana Badha @Asmilelifestyle307
    Your Qure
    Lanka Podi Dasapalla
    Dasapalla Lankapodi
    Rabana badha Dasapalla
    Lankapodi
    Nayagarch Dasapalla Lankapodi
    #Dasapalla
    #Lankapodi
    #lankapatti
    #ravan

КОМЕНТАРІ • 9

  • @romeoboyrathi8416
    @romeoboyrathi8416 5 місяців тому

  • @satyapattanaik3825
    @satyapattanaik3825 5 місяців тому

    ଆପଣ ଲଙ୍କାପୋଡ଼ି ଯାତ୍ରା ର ଅନେକ ଗୁଡ଼ିଏ ଆକର୍ଷଣୀୟ ଅଂଶ ବିଶେଷ ଦେଖାଇ ପାରି ଥିଲେ ଭଲ ହୋଇଥାନ୍ତା, ଯେମିତି କି 35 ଫୁଟ୍ କାଷ୍ଠ ନିର୍ମିତ ଚଳନ୍ତି ରାବଣ, କାଷ୍ଠ ନିର୍ମିତ ଚଳନ୍ତି ପୁଷ୍ପକ ବିମାନ, ରାମ-ରାବଣ ଯୁଦ୍ଧ ର ଶୋଭାଯାତ୍ରା, ଲଙ୍କାପୋଡ଼ି ଯାତ୍ରା ର ମୂଳ ସ୍ଥାନ ପ୍ରଭୁ ମହାବୀର ଙ୍କ ସୁଶୋଭିତ ମନ୍ଦିର ପ୍ରାଙ୍ଗଣ ଯେଉଁ ଠାରେ ଏକ ବଡ଼ ଧରଣର ଛାମୁଣ୍ଡିଆ ପାରମ୍ପରିକ ଢଙ୍ଗରେ ତିଆରି କରାଯାଏ, ରାବଣ ପୋଡ଼ି ସ୍ଥାନ ରୁ ମହାବୀର ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 1କିଲୋମିଟର ଦୀର୍ଘ ସୁସଜ୍ଜିତ ପଥ ଏବଂ ସ୍ଥାନେ,ସ୍ଥାନେ ରାମାୟଣ ରେ ବର୍ଣ୍ଣିତ ଘଟଣା ର ମଣ୍ଡପ ଇତ୍ୟାଦି। ଏହା ବ୍ୟତୀତ, ଅଦ୍ୟାବଧି 222 ବର୍ଷ ପର୍ଯ୍ୟନ୍ତ ନିରବର୍ଚ୍ଛିନ ଭାବେ ପାରମ୍ପରିକ ଭାବେ ପରିବେଷିତ ହେଇ ଆସୁଥିବା ରାମାୟଣ ନାଟକ ଯେଉଁ ଥିରେ କାଷ୍ଠ ନିର୍ମିତ ମୁଖା ବ୍ୟବହାର କରାଯାଏ। ଆସନ୍ତା ବର୍ଷ ଆପଣ ଏହି ସବୁ ବିଷୟ କୁ ନେଇ ଭିଡ଼ିଓ ପ୍ରସ୍ତୁତ କରି ପାରିଲେ ଭଲ ହେବ
    ଜୟ ମହାବୀର🙏

    • @Asmilelifestyle307
      @Asmilelifestyle307  5 місяців тому

      ମତାମତ ପାଇଁ ଧନ୍ୟବାଦ ଆପଣଙ୍କ ଭଲ ପାଇବା ଏମିତି ଥାଉ ଜୟ ମହାବୀର 🙏❤️🥰

  • @suryarasmikanhar
    @suryarasmikanhar 5 місяців тому

    Bhai tame jaithila , mu sabu Barsha jauthili kintu a Barsha jaiparilini , bahut dukhita😢😂😂😂

  • @Armyof04YT
    @Armyof04YT 5 місяців тому

    Bhai apananka ghara kouthi tike kuhantu

    • @Asmilelifestyle307
      @Asmilelifestyle307  5 місяців тому

      ଧନ୍ୟବାଦ ଆପଣଙ୍କ ଭଲ ପାଇବା ଏମିତି ଥାଉ ଜୟ ଜଗନ୍ନାଥ 🙏❤️🥰... ମୋ ଘର ଭାଇ ବୌଦ୍ଧ ଜିଲ୍ଲା ରେ

    • @Armyof04YT
      @Armyof04YT 5 місяців тому

      @@Asmilelifestyle307 Dhanyabad bhai jatra ku asithibaru ...actually jou padia re jatra hue sei padia pakhare hin ama ghara

    • @Asmilelifestyle307
      @Asmilelifestyle307  5 місяців тому

      ଅତି ସୁନ୍ଦର ଏବଂ ଚମତ୍କାର..ମତାମତ ପାଇଁ ଧନ୍ୟବାଦ ଆପଣଙ୍କ ଭଲ ପାଇବା ଏମିତି ଥାଉ ଜୟ ମହାବୀର 🙏❤️🥰