BJD Minister Tukuni Sahu's 'dadagiri' | 'Harassed' Titilagarh Municipality chairman

Поділитися
Вставка
  • Опубліковано 12 тра 2022
  • BJD Minister Tukuni Sahu's 'dadagiri' | 'Harassed' Titilagarh Municipality chairman
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 728

  • @prasantapattanaik862
    @prasantapattanaik862 2 роки тому +261

    ଯଦି ଗୋଟେ ପାର୍ଟି ବେଶି ଦିନ ପାୱାର ରେ ରହେ ଏମିତି ହେବ ହିଁ ହେବ

    • @gdsexploitation1290
      @gdsexploitation1290 2 роки тому +3

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

    • @Ashish_vlogging
      @Ashish_vlogging Рік тому +1

      Sat katha

    • @namitasahu6311
      @namitasahu6311 24 дні тому

      ଏଇଟା କୁମ୍ଭୀର କାନ୍ଦଣା

  • @rabinarayansarangi2539
    @rabinarayansarangi2539 2 роки тому +255

    ମା ଆପଣ କାଇଁ କାନ୍ଦୁଛନ୍ତି ।। ଆପଣଙ୍କୁ ବି ଲୋକ ଭୋଟ ଦେଇ ଜିତେଇଛନ୍ତି। । ତାଙ୍କୁ ଯବାବ ଦିଅନ୍ତୁ

    • @malayabiswal3391
      @malayabiswal3391 2 роки тому +3

      If you vote, you will vote once more.

    • @tnda2
      @tnda2 2 роки тому +1

      To maa biare gehibaku asibo korana vauni giha

    • @gdsexploitation1290
      @gdsexploitation1290 2 роки тому +2

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @mrutunjayadakua24
    @mrutunjayadakua24 2 роки тому +95

    ସବୁ ସମସ୍ୟାର ସମାଧାନ ହେଲା ... ଆପଣ ଲୋକଙ୍କ ସହ ରୁହନ୍ତୁ .. ନିଜେ ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଏବଂ ଶେଷରେ ...m.l.a ଇଲେକ୍ସନ ରେ ପ୍ରତିଦ୍ବନ୍ଦିତା କରନ୍ତୁ ଦେଖିବେ .. ମନ୍ତ୍ରୀ ପରାଜୟର ସ୍ବାଦ ନିଶ୍ଚିତ ରୁପେ ପାଇବେ । ❤️👍

  • @biswanathsitha5142
    @biswanathsitha5142 2 роки тому +176

    ଏ ବିଜେଡିର ସମସ୍ତ ସଭ୍ଯ ସଭ୍ଯାମାନେ ମାଗିହା ମାନେ ।

  • @satyanayak4271
    @satyanayak4271 2 роки тому +158

    ଦୟା ର ଫଳ ଏଇ tukuni ସାହୁ ଆଜି ମନ୍ତ୍ରୀ ହେଇଛି ! ଏତେ ଭାଉ ହେଇଯାଇଛି ! ନାଶ ଯିବୁ ଲୋ ବ୍ୟସ୍ତ ହନା !

    • @chrome5589
      @chrome5589 2 роки тому

      tukuni sahu ku maroo reee

    • @gdsexploitation1290
      @gdsexploitation1290 2 роки тому +2

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @memorybank1078
    @memorybank1078 2 роки тому +123

    You are right madam . Salute to you for your daring action by exposing these types of so called public representatives. ...
    I request all to viral this news and make it a nation wide video .so that what's going on in odisha should be known to the nation .

    • @gdsexploitation1290
      @gdsexploitation1290 2 роки тому +2

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @kanhucharan5487
    @kanhucharan5487 2 роки тому +32

    Mem ଆପଣ ଦୟାକରି କାନ୍ଦନ୍ତୁ ନାହିଁ ଏହାକୁ ଆଧାର କରି ମନ୍ତ୍ରୀ ବିରୋଧ ରେ ଦୃଢ କାର୍ୟନୁଷ୍ଠାନ ନେବା ଦରକାର ଏବଂ ଆପଣ ନା କାନ୍ଦିକି ଧର୍ଯ୍ୟ ର ସହ ପ୍ରତିବାଦ କରନ୍ତୁ ଯେମିତି କି ଆଗାମୀ ଦିନରେ ଏମିତି କଥା କେବେ ନ ବାହାରିବ

  • @kamallochanbarik2776
    @kamallochanbarik2776 2 роки тому +91

    Tukuni Sahu No One Chorrani BJD Sarkaar Hattaoo Odisha Bachaoo

  • @hrusikesh
    @hrusikesh 2 роки тому +51

    ହେ !ପ୍ରଭୁ ଆଜି କାନ୍ଦୁଛେ ଜଣେ ମାଁ
    ଏହାର ଫଳ ନିଶ୍ଚିତ ଭୋଗିବ 🙏🙏

    • @gdsexploitation1290
      @gdsexploitation1290 2 роки тому +1

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @satyabanbariha8751
    @satyabanbariha8751 2 роки тому +112

    ୱା ୱା ରେ ଟୁକୂନି ସାହୁ
    ଲୋକ ତତେ ଭୋଟ ଦେଇ କରି
    ବଢାଇ ଦେଲେ ତୋର ଭାଉ
    ୱା ୱା ରେ ଟୁକୂନି ସାହୁ ।
    ବିଜେଡି ନେତା ହଇଛୁ ବଲି
    ମାରୁଛୁ ତୁଇ କେତେ ଭାଉ
    ୱା ୱା ରେ ଟୁକୂନି ସାହୁ ।
    ଆମୋର ସେବା କରବା ବଲି
    ଲୋକ ତତେ ଦେଲେ ଭୋଟ
    ସେବା କରବାର ଦୁରର କଥା
    ଜାନବାର ଦେଖାଇ ହଉ
    ୱା ୱା ରେ ଟୁକୂନି ସାହୁ ।
    ମୁନଷେ ଜଦି ଗଣନା ହେବୁ
    ମାଗିପକା ଲୁକକୁ କ୍ଷେମା
    ସୁଦ ଭାବେ ତତେ କ୍ଷେମା କରିଦେବେ
    ଜନତା ଦୟାଲୁ ଆଉ
    ୱା ୱା ରେ ଟୁକୂନି ସାହୁ ।

  • @Godeepak
    @Godeepak 2 роки тому +21

    ଆପଣ ଅତିସୁନ୍ଦର ମହିଳା ଧର୍ଯ୍ୟ ରଖନ୍ତୁ 🙏

  • @bineshkumardas1989
    @bineshkumardas1989 2 роки тому +84

    ବିଜେଡି ଦଳ ଆହୁରି ଦାଦାଗିରି କରିବ ଯେ ପର୍ଯ୍ୟନ୍ତ ଶାସନ ଅଛି ହେଲେ ଲୋକ ମାନେ କିଛି ଜାଣିପାରୁନାହାଁନ୍ତି ଯଦି କିଛି ଜାଣିବାର ଅଛି କି କିଛି ଶିଖିବାର ଅଛି ତାହେଲେ ଏହି ଭିଡିଓ ରୁ ଶିଖ କାରଣ ସେମାନେ କାହାର ନୁହନ୍ତି ଟୁକୁନି ସାହୁ ବିଜେଡି ମନ୍ତ୍ରୀ ସେ ମହିଳା ହେଉଛନ୍ତି ବିଜେଡି ଦଳ ର ନଗରପାଳ ତେଣୁ କରି ଚିନ୍ତା କରିକି ୨୦୨୪ ନିର୍ବାଚନରେ ଠିକ୍ ଲୋକ କୁ ମନୋନୀତ କରନ୍ତୁ ସେ ମହିଳା ନଗରପାଳ
    ଙ୍କ ର ମଣିଷତ୍ୟ ଅଛି ସେ କହୁଛନ୍ତି ଯେ ଲୋକ ମୋତେ ଗୋଟେ ବିଶ୍ୱାସ ରେ ଭୋଟ ଦେଇଛନ୍ତି ଆଉ ମୁଁ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଛି ହେଲେ କିଛି ହୋଇପାରିବନି
    ଯେମିତି ବିଜେଡି ଦଳ କୁ ଭୋଟ ଦେଇଛ ସେମିତି ନାମ ନିଅ

    • @satrughanbehera4410
      @satrughanbehera4410 2 роки тому

      Kahaku vote dabu sala BJP ta BJD ra corrupted govt ku support daychhi sabu job re paisa niahauvhhi 90 percent kintu Pila strike kale BJP support dauchhi na AAP au koy dala ra habani odisha re kichhi

    • @DP-ob7ou
      @DP-ob7ou 2 роки тому

      @@satrughanbehera4410 bhai NOTA

    • @gdsexploitation1290
      @gdsexploitation1290 2 роки тому

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @jaganbehera6838
    @jaganbehera6838 2 роки тому +90

    ମନ୍ତୀ ଟୁକୁନି ସାହୁ ଗୋଟେ ପକା ରାଣ୍ଡି,,, ତାକୁ ଖାଲି ଠିଆ ପାଲା ଷ୍ଟାଇଲ ରେ ______ ଦରକାର।।।।

  • @jyotiranjanpradhan3327
    @jyotiranjanpradhan3327 2 роки тому +56

    ମା ଆପଣ କାହିଁକି କାନ୍ଦୁଛନ୍ତି ? ଲୋକମାନେ ଆପଣଙ୍କୁ ଭୋଟ ଦେଇ ଜିତାଇଛନ୍ତି । ଆପଣ ହକ୍ ପାଇଁ ଲଢେଇ କରୁଛନ୍ତି। ଆମେ ଆପଣଙ୍କର ସହିତ ଅଛୁ ।

  • @mihirjena8680
    @mihirjena8680 2 роки тому +16

    ନବୀନ ବାବୁ ଥରିବା ଆରମ୍ଭ କରି ଦେଲେଣି ।
    ଚାମଚା ମାନେ ସଜାଗ ରୁହ।
    ଦୀପ ଲିଭିବା ସମୟରେ ବହୁତ ଯୋର ସେ ଜଳିବା ଆରମ୍ଭ କରେ।

  • @rahulk934
    @rahulk934 2 роки тому +145

    I request the chairman madam to stand MLA candidate in next election against Tukuni ....The voters of Titlagarh must support you... don't worry

    • @ranjanjena4331
      @ranjanjena4331 2 роки тому

      ¹qqqqqqqqqqq

    • @ranjanjena4331
      @ranjanjena4331 2 роки тому

      Q

    • @viypnoty4911
      @viypnoty4911 2 роки тому +4

      We r youth support you.... Tukuni Hari jibo.... Sure

    • @prolootera2820
      @prolootera2820 2 роки тому

      Film nunha aeita.....je thia hoijiba jitijibA......Loka bokachoda bokachoda heiki rahibe jie Paisa daba sie jitiba

    • @geetarani_.panua123
      @geetarani_.panua123 2 роки тому

      Don't brother politics re mund khela ni.

  • @kuidinakandhamal7070
    @kuidinakandhamal7070 2 роки тому +13

    ମୁନିସିପାଲ ଟୁକୁନି ସାହୁ ଇସାରେ ଚାଲିବ ନାହିଁ ଜନ ସାଧାରଣଙ୍କ ଇସାରେ ଚାଲିବ ମନ୍ତ୍ରୀ ହେଇଚୁ ବୋଲି ଟାଉଟର ଦେଖନା

  • @chakradharasahoo5948
    @chakradharasahoo5948 2 роки тому +35

    A great legal action needed

    • @gdsexploitation1290
      @gdsexploitation1290 2 роки тому +2

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @debarajbehera8332
    @debarajbehera8332 2 роки тому +51

    ନବୀନ sir ମରଣ କାଳେ ବିପରୀତ ବୁଦ୍ଧି. ଆପଣଙ୍କ mp /ml/ମନ୍ତ୍ରୀ ଙ୍କୁ ଭଲ ବୁଦ୍ଧି ଦିଅନ୍ତୁ sir. ନହେଲେ ଉପରୁ ଭଗବାନ ମଣିଷ ରୂପରେ ନିଜେ ଆସିବେ. ଅତି ପାପ କାଲେ ସର୍ବନାଶ ହବ ନା

    • @gobardhanbhoi3333
      @gobardhanbhoi3333 2 роки тому

      Kali jugare kalki avatar hei aasibe vagaban au bjd ra Sabu chora mananku maribe

    • @gdsexploitation1290
      @gdsexploitation1290 2 роки тому

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @umakantbag4800
    @umakantbag4800 2 роки тому +107

    I salute to chairman didi🙏🙏🙏

    • @gdsexploitation1290
      @gdsexploitation1290 2 роки тому

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @ramdutt6482
    @ramdutt6482 2 роки тому +19

    ଭଗବାନ ସହିଲେ ହେଲା

  • @akdmusiclovers...7383
    @akdmusiclovers...7383 2 роки тому +27

    You have done great job,Madam..your loving nature to public is extraordinary..plz share this message to everyone for justice....

    • @gdsexploitation1290
      @gdsexploitation1290 2 роки тому +1

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @bhagabatmalikbhagabatmalik3940
    @bhagabatmalikbhagabatmalik3940 2 роки тому +18

    ମା ଆପଣ ଙ୍କୁ ଲୋକେ ଭୋଟ ଦେଇ ଛନ୍ତୀ ଆପଣ କିଛୀବି କରୀପାରିବେ ,ତେତୁ ସେ ଗରୀବ ଲୋଗଙ୍କ ପାଇ କିଛିତ କରନ୍ତୁ

  • @arunanshupatra8947
    @arunanshupatra8947 2 роки тому +25

    Bjd minister Tukuni Sahu dadagiri

    • @BjdTitlagarh
      @BjdTitlagarh Місяць тому

      NHI BHAI YA LOG KE BAAT MAI NHI AAO PLZ TIG MAI BOHOT KAM HO RAHA HAI DEKHNA AAO AP LOG
      YA LOG KA RONA JHUTA HAI

  • @EngineersChoiceAnyday
    @EngineersChoiceAnyday 2 роки тому +29

    ଅତି ଲେମ୍ବୁ ଚିପୁଡ଼ିଲେ ପିତା, ଅତି ଗର୍ବେ ହତଃ ଲଙ୍କା.

  • @rakeshmeher8296
    @rakeshmeher8296 2 роки тому +11

    ବିଜେଡି ହାରାମ ଜାଡ଼ ପାର୍ଟି ଏ

  • @swasub9736
    @swasub9736 2 роки тому +25

    Chorani nirlajii tukin sahoo Tara garba ahuri bhangini ta nija area re alaga party municipality re jitigala. Shame on you tukin sahoo
    Shame on BJD govtttttt

  • @memorybank1078
    @memorybank1078 2 роки тому +9

    ସମସ୍ତଙ୍କୁ ମୋର ଅନୁରୋଧ ଏ news ta କୁ ସବୁ social media re viral କରାଯାଉ । ଯଦି ଆଜି ଏ ଭଲ ଲୋକ ଙ୍କୁ ପବ୍ଲିକ ର ସପୋର୍ଟ ନାଇ ମିଲ୍ଲା ବେଳେ ଆଗକେ ଆଉ ଭଲ public representatives nai pai parun । Bht din pare jane ete daring leader elect heichhan । We should not let her down 🙏

  • @kurkure3888
    @kurkure3888 2 роки тому +8

    I salute this amaa 🙏🏿🙏🏿🙏🏿🙏🏿🙏🏿🙏🏿

  • @VijayOdia
    @VijayOdia 2 роки тому +6

    Chairman ନିଜ ଦଳର ନୁହେଁ ସେଥିପାଇଁ ତାଙ୍କୁ ଟୁକୁନନି ସାହୁ harassment karuchi

  • @hrushikeshgopal7740
    @hrushikeshgopal7740 2 роки тому +8

    Madam ଆପଣ ଡରିବାର କିଛି ଆବଶ୍ୟକ ନାହିଁ, ଆପଣଙ୍କ ପଛରେ ବି ଜନତା ଅଛନ୍ତି,

  • @VijayOdia
    @VijayOdia 2 роки тому +9

    ଟୁକୁନି ସାହୁ ଜଣେ ମହିଳା ହେଇ ଆଉ ଜଣେ ମହିଳା ପ୍ରତି ଅତ୍ୟାଚାର କରୁଛି ଏଥିରେ ତାକୁ women empowerment ra minister ପଦ ଦିଆଯାଇଛି। ମୁଖିଆ ଏଠି ନାରୀ ସଶକ୍ତିକରଣ କହି ଢୁଙ୍ଗଗୁରା ପିଟୁଛନ୍ତି ତାଙ୍କ ମନ୍ତ୍ରୀ ମଣ୍ଡଳର ମହିଳା ନାରୀ ପ୍ରତି ଅତ୍ୟାଚାର କରୁଛି।

    • @divyajotiudya6141
      @divyajotiudya6141 2 роки тому +1

      ଭାଇ ମୁଖିଆ ଆମର ନିଦରେ ସୋଇଚନ୍ତି ,,,,

  • @indradyumnajena7690
    @indradyumnajena7690 2 роки тому +10

    ବିନାଶ କାଳେ ବିପରୀତ ବୃଦ୍ଧି

  • @krushnapradhan5772
    @krushnapradhan5772 2 роки тому +6

    ଟୁକୁନା ସାହୁ not a true leader
    ହାରିଯିବା ପରେ ମୁଣ୍ଡ କାମ ଦେଉନି

  • @VijayOdia
    @VijayOdia 2 роки тому +6

    ମୁନିସିପାଲିଟିର ସବୁ ମହିଳା ମିଶି ମନ୍ତ୍ରୀ ବିରୋଧରେ ଆନ୍ଦୋଳନ କରନ୍ତୁ।

  • @bhupendrabharasagris7955
    @bhupendrabharasagris7955 2 роки тому +11

    ବିଜେଡି ସରକାର ର ଦାଦା ଗିରି ନାଇଁ ଚାଲେ ସବୁବେଳେ..

  • @swarnasufalaswain3029
    @swarnasufalaswain3029 2 роки тому +15

    Luha sasta hele beng bi khanda dharsi bjd sabu MLA
    Ministers dadagiri chalichhe
    Chaliba besi din nei rahena
    Dibri livi gala bele besi tejre
    Jalsi

  • @dibakarswain6458
    @dibakarswain6458 2 роки тому +11

    Tukuni mam your manopoly very soon come to end.After that dog doesn't ask you.

  • @homayantipradhan3625
    @homayantipradhan3625 2 роки тому +16

    We support u mama 🙏🙏🙏🙏......Tukuni sahoo only minister but this mother for all peoples 🙏🙏🙏 Support her 🙏🙏🙏🙏

    • @rajeshpradhan9192
      @rajeshpradhan9192 2 роки тому +1

      Mam no 😭😭😭😭😭😭

    • @gdsexploitation1290
      @gdsexploitation1290 2 роки тому

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @ghananag2974
    @ghananag2974 2 роки тому +3

    ନବୀନ ସରକାର ଥିବା ଯାଏ ଏମିତି ଚଳିବ

  • @amritpritam5918
    @amritpritam5918 2 роки тому +6

    Support to you madam

  • @kirtirajsatapathy3521
    @kirtirajsatapathy3521 2 роки тому +2

    ଲାଗୁଛି ମନ୍ତ୍ରୀ ଜନତାଙ୍କ ସେବା ପରିବର୍ତ୍ତେ ଆଉ କିଛି ଚାହୁଥିଲେ।କଳଙ୍କ.........

  • @nrushinghacharanswain2032
    @nrushinghacharanswain2032 2 роки тому +21

    God has given right punishment to her and will given more

  • @sanjaybehera9884
    @sanjaybehera9884 2 роки тому +2

    You are right mam...you are doing good job..

  • @laxmiprasadrana5970
    @laxmiprasadrana5970 2 роки тому +4

    Titilagarh municipality chairman jindabad

  • @kamalakantanayak
    @kamalakantanayak 2 роки тому +2

    Municipalities chairman has enough power. Please exercise. Do not cry Mam.

  • @nksodiatutorial2880
    @nksodiatutorial2880 2 роки тому +2

    ବିଜେଡି ଶାସନକୁ ଆମେ ନିନ୍ଦା କରୁଛୁ

  • @rajeshmajhi6145
    @rajeshmajhi6145 2 роки тому +7

    Titilagarh 2024 n BJP jinda bad tukuni ronde re

  • @dnanmol
    @dnanmol 2 роки тому +5

    BJD Hatao ODISHA bachao.....

  • @satyaommusic1512
    @satyaommusic1512 2 роки тому +1

    Thank you Madam

  • @viswashparida2078
    @viswashparida2078 2 роки тому +1

    I request mam 🙏 plz. Don't cry all public support

  • @divyajotiudya6141
    @divyajotiudya6141 2 роки тому +2

    ଟୁକୁନୀ ସାହୁ ତାର ଅତୀତକୁ ଭୁଲି ଯାଉଚି ,,,,,

  • @rimapadhi2588
    @rimapadhi2588 2 роки тому +8

    Tukuni sahu besi garba karuchi.

  • @pravashkumarbehera3368
    @pravashkumarbehera3368 2 роки тому +2

    ମନ୍ତ୍ରୀଙ୍କ ପଦବୀ ଅହଂକାର

  • @arunsun
    @arunsun 2 роки тому +2

    ସମସ୍ତ ବିଜେଡି ନେତା ଗଣ ଆପଣ ମାନେ ଆପଣଙ୍କ ଦଳ କୁ ନିଜେ ଭାଙ୍ଗୁ ଛନ୍ତି ସମସ୍ତେ ଜାଣି ସାରିଲେଣି ଆପଣଙ୍କ ଗୁଣ୍ଡା ଗ୍ରଦି ଟା ସମୟ କ ଅପେକ୍ଷା କର ଆପଣଙ୍କ ଫଲ ଆସୁଛି ଆସନ୍ତା 24 ରେ । ଯାହା ଖେଳ କରିଛ ସବୁ ଫଲ ପାଇବ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @nikhilpadhan2507
    @nikhilpadhan2507 2 роки тому +6

    You should stand in the nxt MLA election madam we all support you

    • @gdsexploitation1290
      @gdsexploitation1290 2 роки тому +1

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @sambhunathmohanta2871
    @sambhunathmohanta2871 2 роки тому +2

    ବିଜେଡ଼ି ସୁଧୁରି ଯାଅ ଆଉ ନିଜ ରାଜ୍ୟ କୁ ଆଗକୁ ନେଇଚାଲ କାହାରି ଟଙ୍କା ମାରିକି ଖାଅନି ମରିଗଲେ କିବେ ଟଙ୍କାଗା ନେଇକି ଯିବ ଉପରକୁ ଯମରାଜକୁ କହିବ ଯମରାଜ ମୁଁ ବହୁତ ଟଙ୍କା ଆଣିଛି ମତେ ଆଉ ଥରେ ମଣିଷ ଜନ୍ମଦିନ ମୁଁ ଆହୁରି ଟଙ୍କା ଲକଙ୍କ ପାଖରୁ ଆଣିକି ଦେବି ଆପଣଙ୍କୁ ସେମିତି କହିବ ଯମରାଜ କୁ ଆପଣ ମାନେ ଅପାଠୁଆ ସେଥୀ ପାଇଁ ଆଜିକା ଦିନରେ ସମସ୍ତଙ୍କର ପୁଅ ଝିଅ ଅପାଠୁଆ ହଉଛନ୍ତି 🙏ଭାରତ ମାତା କି ଜୟ 🙏🇮🇳🕉️🔱

  • @deuribrothersmusic1029
    @deuribrothersmusic1029 2 роки тому +5

    Tukuni ra odisha pura ପଟ୍ଟା, ସେ jaha କହିବ ସେୟା ରହିବ, ଏନେତା ଙ୍କର ମୁହଁ ବଢ଼ିଗଲାଣି. Chairman ମାଡାମ ଡରନ୍ତୁ ନାହିଁ , ଜବାବ ଦିଅନ୍ତୁ

  • @studypoint7961
    @studypoint7961 2 роки тому +3

    Murukh ମାନେ ଆଉ ଭୋଟ ଦିଆ ବିଜେଡି କେ ଯେ ତୁମ କେ ଆବାସ ଯୋଜନା ମିଲବା

  • @terrificshaamnofficial..6483
    @terrificshaamnofficial..6483 2 роки тому +2

    Salutes Dii
    I wish ur type of candidates

  • @InvestmentGk
    @InvestmentGk 2 роки тому +1

    ପାଠ ସାଠ ନପଡିକି କ୍ଷମତା ପାଇଲେ ଏମିତୀ ହବ

  • @sibaprasaddas2358
    @sibaprasaddas2358 2 роки тому +2

    Dhekha Odisha ra janata 🙏🙏

  • @chandradhwajsahu5256
    @chandradhwajsahu5256 2 роки тому +2

    B,j,d हटाओ

  • @mantukishan2242
    @mantukishan2242 2 роки тому +2

    Right 🙏🏿🙏🏿🙏🏿 🙏🏿 Didi

  • @Rkd6122
    @Rkd6122 2 роки тому +6

    This cheap show of power by this minister, Nabin babu should know this n take necessary action.

  • @junagarhtoday
    @junagarhtoday 2 роки тому +3

    ଟୁକନି ସାହୁ ଙ୍କ ଏଭଳି ବ୍ୟବହାର ବିଜେଡି ଏକଛତ୍ରବାଦ ବିରୁଦ୍ଧ ରେ ଲୋକେ ଜବାବ ଦେବେ

  • @tapanbarik5999
    @tapanbarik5999 2 роки тому +1

    You are right mam.

  • @stvodia073
    @stvodia073 2 роки тому +3

    ଆରେ ନବୀନ ପଟ୍ଟନାୟକ କୁ କୁହ ବିଜୁଳି ମାଗଣା କରୁ ଇଣ୍ଡକସନ ଆଉ ହିଟର ଦଉ ମାଆ ମାନେ ରୋଷେଇ କରି ଖାଇବେ ତା'ହେଲେ ଜଣା ପଡ଼ିବ ନବୀନ ମାଆ ମାନଙ୍କୁ କେତେ ଭଲ ପାଆନ୍ତି

  • @satya_pattanaik
    @satya_pattanaik 2 роки тому +1

    Madam, you are right. You will be the next MLA

  • @chasihopontudukola
    @chasihopontudukola 2 роки тому +2

    Bjd ର ସବୁ ସୀମା ଟପିଗଲା |

  • @devakipalei9910
    @devakipalei9910 2 роки тому

    Apananku bahut bahut dhanyawad madam.....dharjya rakhantu sabu thik hoijiba....

  • @rajendramajhi4229
    @rajendramajhi4229 2 роки тому +3

    ଦିନେ ହୀନ ହେଇଥିଳା ଆଜି ମନ୍ତ୍ରୀ ହେଲା ଜେ ଅହଂକାର ଖେଦ... ହେତା କେ...

  • @bharatbhusanmishra8801
    @bharatbhusanmishra8801 2 роки тому +1

    Next time MLA madam u are fit for true people supporter

  • @rajukumbhar3862
    @rajukumbhar3862 2 роки тому +3

    Madam I request you to stand MLA position against Tukuni Sahu in Coming election.All people of Titilagarh will win you.Dont worry. 💐💐

  • @maadurgaproduction7973
    @maadurgaproduction7973 2 роки тому +1

    You are right madam

  • @debarajsahu1
    @debarajsahu1 2 роки тому +5

    BJD govt. Ku hateiba darkar

  • @ashokkumardas1634
    @ashokkumardas1634 2 роки тому +6

    Tukuni sahoo can out from politics.

  • @nilanchalaswain8253
    @nilanchalaswain8253 2 роки тому +3

    Ahi nabina sasan re amiti heb je

  • @sarangadharbahalia2697
    @sarangadharbahalia2697 2 роки тому +3

    U r great. U should maintain your moral courage without any hesitation. Things will be subsided automatically.

    • @gdsexploitation1290
      @gdsexploitation1290 2 роки тому +1

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @mahendradeheri6879
    @mahendradeheri6879 2 роки тому +1

    ଲୋକ ଆପଣଙ୍କୁ ଭୋଟ ଦେଇ ଜିତେଇଛନ୍ତି ମାନେ ଆପଣହିଁ ତାଙ୍କର ପ୍ରତିନିଧି ଆପଣଙ୍କୁ ଲୋକଙ୍କ ସେବା କରିବାରୁ କେହି ହେଲେ ନିବୃତ କରିପାରିବେ ନାହିଁ।

  • @satyajitbarik1867
    @satyajitbarik1867 2 роки тому +1

    You are great madam. God bless you. 🙏

  • @sukantaparichha8375
    @sukantaparichha8375 2 роки тому +1

    You are real representative madam

  • @jitubehera8947
    @jitubehera8947 2 роки тому +1

    Next mla tukuni Sahu saita contest karantu .sure won kariba.jay jagannath

  • @ranjandehuri1769
    @ranjandehuri1769 2 роки тому +2

    Aita BJD ra dadagiri au besi dina tame rahibani sei maara akhi luhare tume mane jalijiba samaya ku apeksha kara

  • @bapidash5730
    @bapidash5730 2 роки тому +1

    Answer in same way to that minister... Shame shame

  • @bhabanisankardas8641
    @bhabanisankardas8641 2 роки тому

    ଜଣେ ବ୍ୟକ୍ତି ସରକାରୀ ସଂସ୍ଥା ରେ ବସି କଇଁ କଇଁ ହୋଇ କାନ୍ଦି ମେଡ଼ିଆ ଆଗରେ ଏପରି ଖୋଲାଖୋଲି ଭାବରେ କହିବାକୁ ସାହାସ କରିଛନ୍ତି ମାନେ ତାଙ୍କୁ ସେହିପରି କଷ୍ଟ ଲାଗିଛି, ସେ ଭାବିଥିଲେ ନିର୍ବାଚିତ ହୋଇ ଜନତା ଙ୍କ ପାଇଁ କିଛି କରିବେ
    ସିଏ କଣ ଜାଣିଥିଲେ ଯେ ଢୋଲ ଭିତରେ ମୂଷା ଅଛି ବୋଲି
    ଆସନ ରେ ସିନା ଜନତା ବସେଇ ଦେଲେ କିନ୍ତୁ ରିମୋଟ ତ ତାଙ୍କ ହାତରେ ନାହିଁ
    ତେଣୁ ମାଡାମ ମୋର ଅନୁରୋଧ ଆପଣଂକ ଏରିଆ ର ଲୋକମାନେ ଏହି ଭିଡିଓ କୁ ଦେଖି ସାରିବେଣୀ ଏବଂ ସବୁ ବୁଝି ସାରିବେଣୀ ସେ ଦୃଷ୍ଟିରୁ ମୋର ଅନୁରୋଧ resignation ଦେଇ ଦିଅନ୍ତୁ ଏବଂ ଯଦି କିଛି କରିବାର ଅଛି ସମାଜ ସେବୀ ଭାବେ କରନ୍ତୁ
    କାରଣ ଆପଣଙ୍କର ମଧ୍ୟ ପରିବାର ପିଲା ଛୁଆ ଥିବେ ସେମାନ ଙ୍କୁ କେତେ କଷ୍ଟ ହେଉଥିବ ଭାବିଲେ
    ନହେଲା ନାହିଁ ରାଜ ନିତି ନିଜର ପରିବାର ରେ ଶାନ୍ତି ରେ ରୁହନ୍ତୁ
    ଜଗନ୍ନାଥ ନିଶ୍ଚୟ ଆପଣଂକ ହୃଦୟ ର ଯନ୍ତ୍ରଣା ବୁଝିବେ
    🙏ଜୟ ଜଗନ୍ନାଥ 🙏

  • @decanpackaging4130
    @decanpackaging4130 2 роки тому

    you are gr8 . atleast you came infront the news OTV . it will spread in a moment through OTV . i thankful 🙏 to you

  • @bhaktacharansahu352
    @bhaktacharansahu352 2 роки тому +3

    Don't cry madam .your heart is neat and clean 🙏

    • @gdsexploitation1290
      @gdsexploitation1290 2 роки тому +1

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @mahendramahanta2273
    @mahendramahanta2273 6 днів тому

    Jay jagannath Swami mahaprabhu

  • @crickodisha1728
    @crickodisha1728 2 роки тому +3

    Ea tukuni sahu bahut utpat helani,, bjd hatao odisha bachao

  • @asutoshacharya1597
    @asutoshacharya1597 2 роки тому +1

    ଛୋଟ ଲୋକ ନେତା ହେଲେ ଏୟା ହେବ

  • @kanhucharanbehera9991
    @kanhucharanbehera9991 2 роки тому +1

    keep up your struggle madam
    the tenure of tukuni is completing very soon. The ministers under Navin regime turned dictatorship and courruption is rampant. voters of titlagarh are with you . carry on ...

  • @gstargelugelu3091
    @gstargelugelu3091 2 роки тому +1

    ଯେ ପର୍ଯ୍ୟନ୍ତ ତୁମକୁ ନେୟ ନ ମିଳିବ ଆମେ ସୋର ଉଠେଇବୁ social media ରେ ଆମେ ନେୟ ମାଗିବୁ ଲୋକ ମାନଙ୍କ ପାଖେରେ ରୁହ ତୁମର କିଛି ହବନି କିଛି ହେବାକୁ ଦବୁନି ଜୟ ଜଗନ୍ନାଥ

  • @livetoday4940
    @livetoday4940 2 роки тому

    ଭଲ ହେଲା

  • @banda249
    @banda249 2 роки тому +3

    Immediate action needed on this from Govt 🙏

    • @gdsexploitation1290
      @gdsexploitation1290 2 роки тому +1

      Municipal corporation's sources of income are taxes on water, houses, markets, entertainment, and vehicles paid by residents of the town and fixed grants from the state government.

  • @rsproduction300
    @rsproduction300 2 роки тому +1

    ଚର୍ବି ବଢ଼ି ଗଲlନ.. ହେତାର

  • @trilochanpatnaik6321
    @trilochanpatnaik6321 2 роки тому +1

    Tukuni ସାହୁ madam 5T Power ପାଇଛନ୍ତି ତେଣୁ ତାଙ୍କୁ ଚାରିଖୁଣ ମାଫ।

  • @hemrajbag4763
    @hemrajbag4763 16 днів тому

    Thankyou

  • @ritanjalisamal8492
    @ritanjalisamal8492 2 роки тому +1

    Mam nabin Sir nka Swatch rajniti.

  • @HELLO-yf5cc
    @HELLO-yf5cc 2 роки тому

    ଆମ ଓଡ଼ିଶାରେ ବେଳେ ବେଳେ ଏମିତି ହୁଏ ।