Dhenkanal annakoteswar Temple || Dhenkanal annakoteswar mandira || lord of Siva

Поділитися
Вставка
  • Опубліковано 20 вер 2024
  • ଜୟ ଜଗନ୍ନାଥ 🙏🙏🙏
    Reality Of Odisha କୁ ଆପଣମାନଙ୍କୁ ବହୁତ୍ ବହୁତ ସ୍ବାଗତ । ଏହି ଚାନେଲ ଆପଣମାନଙ୍କର,ଆପଣମାନଙ୍କ ପାଇଁ,ଆପଣମାନଙ୍କ ଦ୍ଵାରା ଏ ଚାନେଲେ ରେ ଆପଣମାନେ ଓଡ଼ିଶାର ସମସ୍ତ ଦର୍ଶନୀୟ ସ୍ଥାନ, ପିକିନିକ୍ ସ୍ପଟ୍, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଏବଂ ନିତିଦିନଆ ଜୀବନର ଘଟଣା ବିଷୟର କିଛି ଜାଣି ପାରିବେ ।
    ଅନ୍ନକୋଟେଶ୍ୱର:-
    ଅନ୍ନକୋଟେଶ୍ଵର ମନ୍ଦିର ଭାରତର ଓଡ଼ିଶା ପ୍ରଦେଶରେ ଥିବା ଢେଙ୍କାନାଳ ଜିଲ୍ଲାର ଗଁଦିଆ ତହସିଲ ସ୍ଥିତ ଲତାଦେଇପୁର ଗ୍ରାମରେ ଅବସ୍ଥିତ ।ପ୍ରସ୍ତର ନିର୍ମିତ ଶିବଲିଙ୍ଗ ପ୍ରଭୁ ଶିବଙ୍କୁ ସମର୍ପିତ ହୋଇଛି ।
    ସ୍ଥାପତ୍ୟ:-
    ଏହା ଏକ ପଞ୍ଚରଥ ମନ୍ଦିର ଓ ଏଥିରେ ରେଖା ଦେଉଳ ବିମାନ (ବିମାନ) ଓ ପିଢ ଦେଉଳ ଅଛି । ଖାଖରାମୁଣ୍ଡି ଓ ପିଢମୁଣ୍ଡି ଓ ଦେଉଳରେ ଏହି ମନ୍ଦିର ସୁସଜ୍ଜିତ ହୋଇଛି । ମନ୍ଦିର ଗଠନରୁ ଏହା ୧୬ଶ ଶତାବ୍ଦୀର ସୂର୍ଯ୍ୟବଂଶୀ ଗଜପତିଙ୍କ ସମୟରେ ନିର୍ମିତ ହୋଇଥିବା ଜଣାଯାଏ । ମନ୍ଦିରର କିଛି ଭଗ୍ନ ଅଂଶ ଯତନରେ ରଖାଯାଇଛି । ଗର୍ଭଗୃହରେ ଏକ ବୃତ୍ତାକାର ଯୋନି ପୀଠ ଅଛି । ଲିଙ୍ଗ ମଧ୍ୟରେ ଥିବା ଗର୍ତ୍ତ ପାତାଳ ଗାମୀ ବୋଲି ପୂଜାରୀ କୁହନ୍ତି । ଏହି ମନ୍ଦିରକୁ ଆର୍କିଓଲୋଜିକାର ସର୍ଭେ ଅଫ ଇଣ୍ଡିଆ ଏକ ସ୍ମାରକୀ ମାନ୍ୟତା ଦେଇଛନ୍ତି ।
    #dhenkanal
    #gopro
    #lord_siva
    #Realityofodisha
    1000 years old Siva temple
    Lord Siva
    Dhenkanal annakoteswar Temple
    Annakoteswar Temple Dhenkanal
    Dhenkanal annakoteswar mandira
    Annakoteswar mandir dhenkanal
    Reality of odisha
    Odia vlog
    Siva video
    Mahadev video
    ଯଦି ଭିଡିଓ ଭଲ ଲାଗେ ତାହାଲେ like କରିବେ comment କରିବେ ଆଉ ଏଭଳି ଓଡ଼ିଶାର ବିଭିନ୍ନ ସ୍ଥାନ ଦେଖିବା ପାଇଁ channel କୁ subscribe କରିଦେବେ । ଆପଣ ମାନଙ୍କ ଭଲ ପାଇବା ଆଉ support ମିଳିଲେ ଆମେ ଆହୁରି ଆଗକୁ ବଢ଼ି ପାରିବୁ ।
    Claimer- Some contents are used for educational purpose under fair use. Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair use. All credit for copyright materiel used in video goes to respected owner
    Facebook page:- www.facebook.c...
    Instagram Page:- / smile_boy_biswajit

КОМЕНТАРІ • 8