Community post ni asbar jhili tumar ta mor nik hethir lagi mue jani ni parli 😞baki kini mue rag ni hei mate tamku bahut vl lagsi au mate lagla ki tamk kahi heba jen mor man bhitre asla katha hethir lagi kaheli mate tk henta lagla ta hethir lagi n tamk jadi kharab lagla baile dil se sorry
♥️👌
ହଁ ବନି ପୁଅ ଆଉ ଝି ତ ସଭେ ଗୁଟେ ଟା ବାକି ହେଉଛେ ହେନ୍ତା 😭😭ବହୁତ ଦୁଃଖ ର କଥା ଝି ଗୁଟେ କାଣା ନିଜେ ନିଜେ ଜନ୍ମ ହୋଇଛେ କରିଛ ବଲି ତ ହେଲା ଆଉ ହେନ୍ତା କଲେ ଭଳ କେଁ ସେ କାଣା ତମର ଟା ନାଇଁ ସେ ଯେ ପର କରି ନେଉଛ ସଭେ ବୁଝି ନେ ପାରନ୍ ବନି ଗୁଟେ ଝି ହିଁ ବୁଝି ପାରିବା ଇ କଥା ଆଉ ଯାହା କେ ହେନ୍ତା କରୁଥିବେ ତାର ଘର ଲୋକ ମାନେ 😭😭😭ଭିଡ଼ିଓ ଭଳ ହୋଇଛେ ସଭିଙ୍କ ବିଷୟ ରେ ତ ସବୁ ଦିନ କହେଷୁ ମୋ୍ର କଥା କେଭେ ତ ନେ କହୁ 😞ମୁଇଁ ରାଗିଛେ ଆଜି ତୋ ଉପରେ ହେଲା ❤❤❤❤❤❤❤❤
Nice video didi
ଶିକ୍ଷା ବହୁତ ଜରୁରୀ ମଣିଷ ଜୀବନରେ ,ପୁଅ ହେଉ କି ଝିଅ ହେଉ । ପାଠ ପଢ଼ିକି ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଗୋଟେ ଝିଅ ପାଇଁ ବେଶି ଜରୁରୀ । ଗାଁ ଗହଳି ରେ ଟିକେ ଏ ପୁଅ ଝିଅ ଭେଦଭାବ ଚାଲେ ,ଆଉ ପୁରା ପଶ୍ଚିମ ଓଡ଼ିଶାରେ ହିଁ ଝିଅ ମାନଙ୍କୁ ପଢେଇବାକୁ କଦରି ଯାଏସନ ,ହେଲେ ଆମ ମା ବାପା ଆମକୁ ପାଠପଢି ଚାକିରୀ କରିବା ପାଇଁ ବହୁତ ଚେଷ୍ଟା ,ବହୁତ ସପୋର୍ଟ କରିଥିଲେ । ନିଜର ସ୍ୱାମୀ ଯେତେ ବି କମାଉ ,କିନ୍ତୁ ନିଜର ପରିଚୟ ଜରୁରୀ । ଠିକ କଥା କହିଲ ଆଜି କି ଝିଅ ଙ୍କୁ ପଢେଇବା ଆବଶ୍ୟକ ଏବେର ସମୟ ରେ । ଅଂଶିକା ମା କୁ ପଢେଇବ ,ପଢିଲେ ସେ ଜୀବନରେ ଆଗକୁ ଯିବ । 18 ବର୍ଷରୁ ବାହା ନହେଇ 25 ବର୍ଷରେ ହେଲେ ବି ଚଳିବ ,କିନ୍ତୁ ପାଠ ଟିକେ ପଢି କିଛି ଟିକେ ଭଲ କାମଟେ କରି ପଇସା ଅର୍ଜିଲେ ନିଜର ସମ୍ମାନ ରହିବ ।
Community post ni asbar jhili tumar ta mor nik hethir lagi mue jani ni parli 😞baki kini mue rag ni hei mate tamku bahut vl lagsi au mate lagla ki tamk kahi heba jen mor man bhitre asla katha hethir lagi kaheli mate tk henta lagla ta hethir lagi n tamk jadi kharab lagla baile dil se sorry
Kain helaj enta coment kiegute karichhe
Kana
Tme SC st re jaisa bodhe t SC st mnkr lgi hostel ra subidha a6e dei deba 2 ta k
Nai ama OBC
Hete Paisa kamau a chhe baha re chhada Paisa thile ke karba
Didi kete ta cenal khulichha j aame gundlei hauchhun
Ebe lok henta nei balbar na pua ki chia sabu saman na e be sabu lok henta bhabu chha na