FULL JATRA - AAKHI ABUJHA KU LUHA ABUJHA - NEW SUPERHIT - ଆଖି ଅବୁଝାକୁ ଲୁହ ଅବୁଝା - କୋଣାର୍କ ଗଣନାଟ୍ୟ

Поділитися
Вставка
  • Опубліковано 4 лют 2025

КОМЕНТАРІ • 996

  • @ramakantasahoo3488
    @ramakantasahoo3488 Рік тому +47

    ସୁପରହିଟ୍ ନାଟକ ଆଖି ଅଭୁଜା ଲୁହ ଅଭୁଜା ଏଇ ନାଟକ ଦେଖି ଲୁହ ପଳେଇ ଆସିଲା😭😭😭😭😭😭ଧନ୍ଯବାଦ

  • @creative..
    @creative.. Рік тому +43

    ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ହେବା ଉଚିତ ଯାହା ସବୁ ଡ୍ରାମା ଚାଲିଛି. ଅପେରା ହି ଭଲ

  • @RajendarPrusty
    @RajendarPrusty Рік тому +45

    କୋଣାର୍କ ଗଣନାଟ୍ୟ ର ସବୁ ନାଟକ super hit ବହୁତ୍ ସୁନ୍ଦର୍ ନାଟକ ବହୁତ୍ ସୁନ୍ଦର୍ ଅଭିନୟ ଜୟ ଯାତ୍ରା ପାଟି ଜୟ ହୋ Jay ho। Jay ହୋ

  • @royalbikascreation5846
    @royalbikascreation5846 10 місяців тому +55

    ଏବେ ଓଡ଼ିଆ ଜଗତ ରେ କେବଳ ଭଲ ଭଲ ନାଟକ ରାଜ କରିବ ।। ବହୁତ୍ ସୁନ୍ଦର୍ କାହାଣୀ ।। Love you all konark team

  • @dhrubacharannayak6012
    @dhrubacharannayak6012 9 місяців тому +31

    ଏକ ହୃଦୟସ୍ପର୍ଶି ନାଟକ... ଏହି ନାଟକ ଦେଖିଲା ମାତ୍ରେ ଆଖିରେ ଲୁହ ଆସିଯାଉଛି.. ଅତି ସୁନ୍ଦର ଅଭିନୟ 😢

  • @Nilu-Event
    @Nilu-Event Рік тому +4

    ବହୁତ ସୁନ୍ଦର କାହାଣୀ, ହେଲେ ସିଙ୍ଗର aao ଯିଏ ବାଜା ବଜାଉଛନ୍ତି 🙏🙏🙏🙏🙏🙏🙏ବହୁତ sunder

  • @arabindabehera95
    @arabindabehera95 Рік тому +15

    ସ୍ମିତହାସ୍ୟ ର ସହ ଜୀବନ ର କଣ୍ଟକିତ ପଥକୁ ଅତିକ୍ରମ କରିବାକୁ ଚେଷ୍ଟିତ
    ନା ମନରେ ଅଛି କିଛି ପାଇବାକୁ ପ୍ରତ୍ୟାଶା
    ନା ହୃଦୟର ରେ ଅଛି କିଛି ହରେଇବାର ଭୟ.
    ଏଇ ତ ଜୀବନ
    #ଜୀବନ
    #ଯାଯାବର

  • @Subash-yf4gl
    @Subash-yf4gl Рік тому +11

    ଅତି ସୁନ୍ଦର ଯାତ୍ରା ଭଲ ଲାଗିଲା ଧନ୍ୟବାଦ୍

  • @uttammurmu2730
    @uttammurmu2730 Рік тому +10

    Super hit nataka ❤❤No-1 jatra party konark Ganantya my favorite❤❤❤❤❤❤

  • @anandabehera2685
    @anandabehera2685 Рік тому +7

    Superhit natak Aakhi abujha ku luha abujha ❤❤👌👌👌👌💐💐💐💐💐

  • @dipunnaik2827
    @dipunnaik2827 Рік тому +82

    କୋଣାର୍କ ଯାତ୍ରା ନାଟକ ସବୁବେଳେ superhit ❤️👍👍👍👌👌

  • @pradeepbiswal1962
    @pradeepbiswal1962 Рік тому +35

    ବହୁତ୍ ସୁନ୍ଦର୍ ନାଟକ... କୋଣାର୍କ ଗଣନାଟ୍ୟ ର ସବୁ ବହି ଭଲ ଲାଗେ

  • @TunaPadhan-c8u
    @TunaPadhan-c8u Рік тому +11

    ଅପେକ୍ଷା ର ଅନ୍ତ ହେଲା ବଉ beautiful jatra Ilove it

  • @subhransusekhar7774
    @subhransusekhar7774 Рік тому +15

    ଦୈତାରି ପଣ୍ଡା ଙ୍କ ସଂଳାପ ବଡ଼ଭାଇ ବାପା ସମାନ,ଆଜି ଏ ବାକ୍ୟ ର ମହତ୍ତ୍ବ ଭୁଲିଗଲେଣି।

    • @sadanandabehra5035
      @sadanandabehra5035 3 місяці тому

      4:21 4:23 4:24 4:24 4:25 4:28 4:29 4:30 4:30 4:32 4:36 4:36 4:37 4:38

    • @sadanandabehra5035
      @sadanandabehra5035 3 місяці тому

      10:28 10:28 10: 10:35 10:35 10:36 10:36 10:36 10:36 10:36 10:37 10:37 10:37 11:56 11:56 11:56 11:57 11:58 11:59 11:59 13:14 13:20 :34

  • @NakulKuMudi
    @NakulKuMudi Рік тому +35

    ସମସ୍ତ କଳାକାର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ,ମୋ ଭଳିଆ ନିଷ୍ଟୁର ମଣିଷ ଆଖିରୁ ଲୁହ ଆଣିଦେଲା।ଆଜି ପ୍ରାୟ ଘରେ ଘରେ ଏ ନାଟକ ଆରମ୍ଭ ହେଇଗଲାଣି।

  • @sribatsamahalik2951
    @sribatsamahalik2951 Рік тому +11

    ଏ ନାଟକର ଲେଖାକୁ ଅନେକ ଅନେକ ଧନ୍ୟବାଦ୍

  • @satyasaientertainment7009
    @satyasaientertainment7009 Рік тому +14

    Mu Daitari panda nka bada prasansaka❤
    Konark Gananatya Best❤

  • @sudhansunayak1747
    @sudhansunayak1747 Рік тому +4

    Bahut badhiya haeichi hudaya sparsi 😂❤

  • @chaubankhosla7433
    @chaubankhosla7433 2 місяці тому +15

    ଯାତ୍ରା ବି ହଲରେ ପଡ଼ିଲେ ଭଲ ହେବ ସରକାର ଙ୍କୁ ଅନୁରଦ

  • @sudarsan0143
    @sudarsan0143 Рік тому +27

    ଆଜି ସୁଦ୍ଧା ଯାତ୍ରା ଦୁନିଆରେ ଘର କାହାଣୀ ଅଛି ଆଉ ଏମିତି ରହିଥିବ!

  • @lipusubhasmart9951
    @lipusubhasmart9951 Рік тому +15

    ବହୁତ ଦୁଃଖ ଲାଗିଲା ଖୁବ୍ ସୁନ୍ଦର ନାଟକ ଟିଏ

  • @banikalyan3811
    @banikalyan3811 Рік тому +22

    ବହୁତ ବହୁତ ସୁନ୍ଦର ନାଟକ.... ଯେତେ ନାଟକ ମୁଁ ଦେଖିଛି. ତା ଭିତରୁ ଏଇ ନାଟକ ମୋତେ ସବୁଠୁ ବେଶୀ ଭଲ ଲାଗିଲା....

    • @PurnachandraMohanty-c1z
      @PurnachandraMohanty-c1z 8 місяців тому +1

      9
      😃😃😄😁😅😂🤣😭😭😉😙😚😘🥰🤩🤩🥳😈😈😈

  • @SanjayakumarDas-l9d
    @SanjayakumarDas-l9d Рік тому +19

    ଏତେ ଦିନ ପରେ ବହୁତ ବଢିଆ ଯାତ୍ରା ଧନ୍ୟବାଦ

  • @mahendrakhara4985
    @mahendrakhara4985 Рік тому +4

    ଅପେରା ବହୁତ ବଡ଼ିଆ ଅଛି ❤❤❤

  • @raghunathasethi9866
    @raghunathasethi9866 Рік тому +5

    Jay 🙏ଜଗନ୍ନାଥ🚩 ସାର ବହୁତ ଧନ୍ୟବାଦ 👍👍👍👍👍👍👍

  • @sudarsankhatua7491
    @sudarsankhatua7491 Рік тому +11

    Ei natak ama gaan re 2022 re heithila,ebe b dekhile barambar dekhibaku ichha hue, powerful story, versatile actor Daitary Panda Sir

  • @chandrakantsingh4858
    @chandrakantsingh4858 Рік тому +13

    ବହୁତ ବହୁତ ଧନ୍ୟବାଦ big odia jatra ❤❤❤❤

  • @nishakarpradhan5151
    @nishakarpradhan5151 Рік тому +3

    ବହୁତ ଭଲ ଲାଗୁଛି ଧନ୍ୟବାଦ୍ ଜଣାଉଛୁ ❤

  • @Captain85873
    @Captain85873 Рік тому +9

    ବହୁତ ଭଲ କାହାଣୀ l ପୁରୁଣା ଫିଲ୍ମର ପାରିବାରିକ କାହାଣୀ ଭଳି ଏତେ ଦିନ ପରେ ହୃଦୟରୁ ଭଲ ଲାଗିବା ଭଳି କାହାଣୀ l ନାଟକର ସମସ୍ତ ଚରିତ୍ରଙ୍କ ଅଭିନୟ ଅତି ସୁନ୍ଦର ❤❤

  • @3DAnimation-e1v
    @3DAnimation-e1v Рік тому +10

    Vhahuta dinara Apakhay ra Anta ghatila super jatra 🙏🏻🙏🏻🙏🏻🙏🏻 Jay Jagannath

  • @BiswajitNathNath-di5ep
    @BiswajitNathNath-di5ep Рік тому +11

    ସୁନ୍ଦର୍ ଅଭିନୟ ଦଇତାରୀ ନନା, ❤

  • @kunallenka9621
    @kunallenka9621 Рік тому +5

    Ete dukhha,,, mu jane jarra prmi apekhya karithhili ei kahani dekhhibi boli sabu kala kar vl avinaya karichhanti daitari sir supar nalini appa 🙏🙏🙏🌹🌹🌹❤❤

  • @chaturvujaYadav3539
    @chaturvujaYadav3539 Місяць тому +2

    କୋଣାର୍କ ଗଣନାଟ୍ୟ ସୁପର ହିଟ୍ ❤

  • @debashishbhuyan6251
    @debashishbhuyan6251 11 місяців тому +4

    Bahut sundar Story avinaya bi bahut sundar

  • @satyaartcreations8186
    @satyaartcreations8186 Рік тому +42

    ବହୁତ ସୁନ୍ଦର ଅଭିନୟ ବହୁତ ସୁନ୍ଦର କାହାଣୀ ଯେତେ ଦେଖିଲେ ବି ମନ ବୁଝୁନି ବର୍ତ୍ତମାନ ସମାଜ ରେ ଯାହା ଘଟୁଛି ନାଟକ ମାଧ୍ୟମ ରେ ପରିବେଷଣ କରି ସମାଜ କୁ କିଛି ବାର୍ତ୍ତା ଦେଇଥିବାରୁ କୋଣାର୍କ ଗଣନାଟ୍ୟ କୁ ଅଶେଷ ଅଶେଷ ଧନ୍ୟବାଦ ❤

  • @prakashchandrapanda3463
    @prakashchandrapanda3463 Рік тому +6

    Thank u bahut dinaru apekhya karithili

  • @pramodsamal9572
    @pramodsamal9572 Рік тому +4

    A nataka ku bahut dina hela wait karithili jaha hau a nataka dekhiba ra sujag milila❤❤❤❤❤

  • @ajayasandhibigraha3677
    @ajayasandhibigraha3677 Рік тому +32

    🌹👫🌹 ଅଭିନୟ,,,,ଅଭିନୟର ଅନ୍ୟନାମ ଆନନ୍ଦ ✍️ ଯଦି, ଜଣେ କଳାକାର 👩‍🌾ତା କଳାରେ ବା ଅଭିନୟରେ 🧎🏻‍♀️ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଲା 💖 ସେ ହିଁ ପ୍ରକୃତ କଳାକାର 👍 ଜୟ ଜଗନ୍ନାଥ 🙏🙏🙏ଜୟ କଳା 🎪 ଯୁଗେ ଯୁଗେ ରହୁ କଳାର ଆଦର ✍️🌹✍️

  • @sarojininayak5577
    @sarojininayak5577 Рік тому +4

    ଏହି ଯାତ୍ରାଆମ ଗାଁ ରେହେଇଥୀଲା😊😊

  • @sridharasenapati2710
    @sridharasenapati2710 Рік тому +92

    ସମସ୍ତଙ୍କ ର ଅଭିନୟ ବହୁତ୍ ଭଲ ଲାଗିଲା, ନାଟକ ଆରମ୍ଭରୁ ଶେଷ ଯାଏଁ କାହାରି ଆଖିରେ ଲୁହ ସାରିଲାଣି, ବେଶୀ ଭଲ ଲାଗିଲା ସାନ ଭାଇ ଆଉ ମହୁରିଆ ସଙ୍ଗାତ ଙ୍କ ଚରିତ୍ର, , ଲେଖକ ଙ୍କୁ ମଧ୍ଯ ବହୁତ୍ ଧନ୍ୟବାଦ୍

    • @mamatamuduli8103
      @mamatamuduli8103 10 місяців тому +6

      🎉

    • @sangeetagiri9907
      @sangeetagiri9907 10 місяців тому

      ​@@mamatamuduli81033:02:34

    • @jagannathDas-bc4pt
      @jagannathDas-bc4pt 9 місяців тому +3

      Bhala lagilani. 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

    • @BabinaSahoo-yx1uk
      @BabinaSahoo-yx1uk 9 місяців тому

      ​@@jagannathDas-bc4pt1:07:49

    • @anilmuduli3769
      @anilmuduli3769 9 місяців тому

      😊q😊😊q😊😊​@@mamatamuduli8103

  • @MakupatraMakupatra
    @MakupatraMakupatra 2 місяці тому

    ବହୁତ ଭଲ ଲାଗୁଚି ଏ ନାଟକ 😂😂😂😂😂👍🙏🙏

  • @jitendran2661
    @jitendran2661 10 місяців тому +7

    ବହୁତ୍ ସୁନ୍ଦର ନାଟକ ଆପଣ ମାନଙ୍କୁ ଜଗନ୍ନାଥ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ

  • @durgaprasadhota
    @durgaprasadhota Рік тому +20

    ଧନ୍ୟ ବାଦ big odia ଯାତ୍ରା all।।
    ଅତି ସୁନ୍ଦର ଯାତ୍ରା।।Jay Jagannath 🙏🙏

  • @pikulifestyle2023
    @pikulifestyle2023 Рік тому +12

    ଜୟ ପାତାଳୀ ଶ୍ରୀକ୍ଷେତ୍ର ମାଟି. . . .

  • @shesadevbhoi9291
    @shesadevbhoi9291 Рік тому +6

    ବହୁତ ଦିନ ପରେ.. ଦେଲେ.. Sir.. 🙏🙏🙏 ଅନେକ ଅନେକ ଧନ୍ୟବାଦ 🙏🙏

  • @goodartitude.9917
    @goodartitude.9917 Рік тому +23

    ସତରେ ଏ ନାଟକ ରେ ଗୋଟେ ଯାଦୁ ଅଛି ଯେତେ ଦେଖିଲେ ବି ମନ ବୁଝୁନି 😢ମୋ ଆଖି ରୁ ଲୁହ ବି ସୁକୁନି.. 😥😭😥😭

  • @Ashokkumarsahoo-m5t
    @Ashokkumarsahoo-m5t 7 місяців тому +1

    Konark sabubele konark hoirahiba.❤❤❤❤❤❤❤❤❤❤❤❤❤❤❤

  • @mantucreations2250
    @mantucreations2250 10 місяців тому +207

    ଯାହା ଆଜି ଦୁନିଆ ରେ ଘଟିଯାଉଚି ତାହା ଏହି ନାଟକ ମାଧ୍ୟମ ରେ ପ୍ରଦର୍ଶନ କରିବା ପାଇଁ କୋଣାର୍କ ଗଣନାଟ୍ୟ କୁ ଅଶେଷ ଅଶେଷ ଧନ୍ୟବାଦ

  • @KaluDalai-xy1un
    @KaluDalai-xy1un 4 місяці тому +2

    Bahuta sundar kahani bahut sundar abhinaya akhiru luha roki hauni.

  • @ultimatekailashh2
    @ultimatekailashh2 Рік тому +41

    ଅତି ଉଚ୍ଚକୋଟୀର ନାଟକ,କାହାଣୀ ଶେଷରେ। ମୋ ଆଖିରେ ଲୁହ ଆସିଗଲା 😢😢 ଧନ୍ୟବାଦ୍

  • @papujena391
    @papujena391 Рік тому +14

    Konarka gananaty........ Sabuthu best rahichi.......agaku
    ....
    ..
    .
    .
    .
    .
    Amiti rahiba ❤❤❤❤❤❤❤

  • @ranjua7353
    @ranjua7353 Рік тому +4

    Mo pakhare jadi 100 like❤ thanta mu sabu deideithanti story must hoichhi❤

  • @bishnucharannahak9944
    @bishnucharannahak9944 Рік тому +5

    Beautiful jatra🎉😂😂❤🎉🎉😮❤

  • @harekrushna713
    @harekrushna713 Рік тому +2

    Ete dina pare apekhyara anta ghatila superrr se uperrr

  • @ParnabkumarBhanja
    @ParnabkumarBhanja 5 місяців тому +4

    ବହୁତ ସୁନ୍ଦର ହେଇଛି

  • @dev...9778
    @dev...9778 7 місяців тому +1

    ୱାଉ ଅତି ସୁନ୍ଦର ଭାବରେ ନାଟକଟି ଖେଳିଛନ୍ତି❤
    ଅତି ସୁନ୍ଦର ମେସେଜ ଟିଏ ଦୁନିଆଁ ପାଇଁ

  • @shibaprasadpodh5308
    @shibaprasadpodh5308 Рік тому +15

    ବହୁତ୍ ସୁନ୍ଦର୍ ❤ଧନ୍ୟବାଦ୍ , ସମ୍ବଲପୁରୀ କପଡା ପାଇଁ ପେଣ୍ଡାଲ୍ ବି ସୁନ୍ଦର୍

    • @PurnachandraMohanty-c1z
      @PurnachandraMohanty-c1z 8 місяців тому +1

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @ForceBoyBhabani
    @ForceBoyBhabani 11 місяців тому +2

    Lekhaka nku bahuta bahuta dhanyawad
    Bahuta sunder nataka

  • @debi_prasad_o24
    @debi_prasad_o24 Рік тому +4

    Super Hit Natak ❤
    I love Konarka Gananatya ❤🎉

  • @SimantaBarik-f4i
    @SimantaBarik-f4i 6 місяців тому +1

    ବହୁତ ଭଲ ନାଟକ ଯେତେଦେଖିଲେବି ମନ ବୁଝୁନି 👍👍

  • @mitupradhan8561
    @mitupradhan8561 7 місяців тому

    ବହୁତ ବଢ଼ିଆ ଲାଗିଲା ❤❤❤

  • @JogeswarSabar-i8n
    @JogeswarSabar-i8n Рік тому +7

    ସାର୍ ବହୁତ୍ ବହୁତ୍ ଧନ୍ୟବାଦ୍ ଯାତ୍ରା ବହୁତ୍ ଭଲ ଲାଗିଲା 😢 କୋଣାର୍କ ଯାତ୍ରା ଦିଅନ୍ତୁ ସାର୍ 😢 please

  • @bapijulieventshow4108
    @bapijulieventshow4108 3 місяці тому +1

    Dj ବାଲା ଟା ନାଳୁଆ ନହେଲେ ବାକି ସବୁ ସୁପର😂😂😂😂

  • @rinkudalua5217
    @rinkudalua5217 Рік тому +24

    ସତରେ ଆଖିରୁ ଲୁହ ଆସିଗଲା
    ଯେଉ ନାଟକରେ ଆଖିରୁ ଲୁହ ନ ଆସିବ ସେ ନାଟକ ମୋ ପାଇ ଭଲ ନୁହ
    କୋଣାର୍କ ଗଣନାଟ୍ୟ ର ସମସ୍ତ କଳାକାର ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏ ଭଳି ନାଟକ ପରିବେଷଣ କରିଥିବାରୁ ❤❤❤❤❤❤

  • @santosh11985
    @santosh11985 Місяць тому +1

    Super hit natak🎉🎉🎉

  • @bulunayak524
    @bulunayak524 6 місяців тому +3

    Nice coriography..
    Thank you all artist & konark gananatya...

  • @HyderabadDeccantours
    @HyderabadDeccantours 10 місяців тому +4

    Konark Gana Natya ra sabhi person ku bahut dhanyavaad
    God bless you

  • @subashgill8668
    @subashgill8668 3 місяці тому

    ବହୁତ୍ ସୁନ୍ଦର୍ ଯାତ୍ରା ବହୁତ୍ ସୁନ୍ଦର ଅଭିନୟ ଦଇତାରୀ ପଣ୍ଡା ଙ୍କର

  • @dipak_digital_world
    @dipak_digital_world Рік тому +2

    Wah Dil khush ho gaya

  • @ganeswarmahakud3156
    @ganeswarmahakud3156 Рік тому +7

    ଅତି ସୁନ୍ଦର ନାଟକ 👌 ଜୟ ଜଗନ୍ନାଥ 🙏🙏🙏

  • @sanaswain2022
    @sanaswain2022 11 місяців тому +1

    Jay jaganath 🙏 bhut Sundara bahi lekhi thebaru danyabad apana ku sir

  • @tripatipanigrahy8141
    @tripatipanigrahy8141 Рік тому +7

    Finally asi gala thanks❤😮🎉😅😂😊

  • @narayanpradhan8706
    @narayanpradhan8706 10 місяців тому +1

    ବହୁତ୍ ଭଲ ଲାଗିଲା ଯାତ୍ରା ଟି

  • @bibhutibhusanparida1637
    @bibhutibhusanparida1637 Рік тому +23

    Sana bhai character super se upper.. no word..

  • @anantabehera498
    @anantabehera498 Рік тому +1

    Bahut sundara nataka tia
    Kahibaku gale bhagaban jahaku jete kastare rakhanti taku kichhina kichhi bata thae aji kalira jibana au banchiba saeliku nei kichhi dekhajaechhi .....

  • @prasadcreation8770
    @prasadcreation8770 Рік тому +8

    ଲୁହ ଆସିଗଲା😢😢😢😢

  • @manoranjanmullick3487
    @manoranjanmullick3487 4 місяці тому

    🌹🌹🌹ସୁଇଟି ଯାତ୍ରା 🌹🌹🌹
    🌹Lee & Lee ଧନିଆପଡା 🌹

  • @sanjaykumarjena395
    @sanjaykumarjena395 Рік тому +5

    Beautiful. Actor. Beautiful. Jatra👃👃👃👃👃

  • @sankarbehera6011
    @sankarbehera6011 5 місяців тому +5

    ଆଜିକାଲି ସମାଜ ରେ ଘଟୁଥିବା ସତ୍ୟ ଘଟଣା ଉପରେ ଆଧାରିତ ନାଟକ ସମସ୍ତ କଳାକାର ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ

  • @raisingmajhi6052
    @raisingmajhi6052 9 місяців тому

    Bahut Sundar👌👍👍

  • @nilamadhaba434
    @nilamadhaba434 Рік тому +11

    ଅତୀ ସୁନ୍ଦର ନାଟକ ଟି 👍 କିନ୍ତୁ ଦୈତାରୀ ପଣ୍ଡା ନାଟକର ଗୋଟିଏ ଜାଗାରେ ତାଙ୍କର ଚରିତ୍ର ବଡ଼ ଭାଇ ଜାଗାରେ ଡାଇଇଲୋଗ ସାନ ଭାଇ ବୋଲି ସେ କହିଛନ୍ତି 😜 ୨୨ ମିନଟ୍ ୩୩ ସେକେଣ୍ଡରେ ଶୁଣନ୍ତୁ ଦାୟକରି 😂

    • @AjaySahu-iw6jm
      @AjaySahu-iw6jm Рік тому

      Ri8

    • @nilamadhaba434
      @nilamadhaba434 8 місяців тому

      ମିଟୁନା ମେଡାମ୍ ପୁଣି ୨ ଘଣ୍ଟା ୨୧ ମିନାଟ୍ ୦୫ ସେକେଣ୍ଡରେ ଡାଇଲୋଗ୍ ସଙ୍କରା ନାୟକ ର ସାନ ଭଉଣୀ ଜାଗାରେ ସାନ ବୋହୁ ବୋଲି କହିଛନ୍ତି ପୂଜା ଙ୍କୁ 😜

  • @hariharbiswal4437
    @hariharbiswal4437 5 місяців тому +1

    , ବହୁତ ସୁନ୍ଦର ଅଭିନୟ କରିଛନ୍ତି ସମସ୍ତ କଳାକାର

  • @corruption849
    @corruption849 Рік тому +9

    Kartika purnima re ama gaon re heithila.. Hit hela nataka .. Director-- Rabindra dash( tulu sir)

  • @RabinaranSi
    @RabinaranSi 8 місяців тому

    Rabi Babu very nice nataka ei nataka ranga manchchare samatankar abhinaya bhari bhala pari basana karichanti ❤❤❤❤

  • @uttampanigrahi5004
    @uttampanigrahi5004 Рік тому +4

    Best performance, konark sabu bele konark

  • @hemantogonango6954
    @hemantogonango6954 3 місяці тому

    ❤️ ଉ ଏକ ନମ୍ବର୍ ଆଖି ଅଭୁଜା କୁ ଲୁହ ଅଭୂଯା

  • @dinbandhupanda2001
    @dinbandhupanda2001 Рік тому +24

    ଅତି ସୁନ୍ଦର, ଉଚ୍ଚ କୋଟୀର ତଥା ଶିକ୍ଷ୍ୟାପ୍ରଦାନ କାରୀ ନାଟକ
    ସମସ୍ତ କଳାକାରଙ୍କୁ ଆନ୍ତରିକ ଧନ୍ୟବାଦ୍ 🙏

  • @minakhimohanty2787
    @minakhimohanty2787 3 місяці тому

    Bahut sundar e kahani 😂😂😂

  • @prasantanaikvideo8080
    @prasantanaikvideo8080 Рік тому +3

    ସତରେ ଓଡ଼ିଆ ଚଳଚ୍ଚିତ୍ର ଠାରୁ ଓଡ଼ିଆ ଯାତ୍ରା ଶହେ ଗୁଣା ଭଲ ❤❤❤❤❤

  • @RaajBariha-i4m
    @RaajBariha-i4m Рік тому +1

    Beautiful jatra

  • @ritiksahoo3261
    @ritiksahoo3261 Рік тому +7

    ବହୁତ ଭଲ❤❤❤👌👌👌👌❤❤❤

  • @sridharparida5939
    @sridharparida5939 Рік тому

    Superhit jatra. ❤❤❤❤many many thanks

  • @satyabratdas1904
    @satyabratdas1904 Рік тому +5

    So excited ei jatra dekhiba pai

  • @ritanjalidas6823
    @ritanjalidas6823 Рік тому +2

    ଅତି ସୁନ୍ଦର କାହାଣୀ କୁ ଅଭିନୟ......

  • @prashantanayak560
    @prashantanayak560 Рік тому +6

    ❤❤❤ଖୁବ୍ ସୁନ୍ଦର ❤❤❤

  • @maheswarsethi3754
    @maheswarsethi3754 Рік тому +2

    Super ଯାତ୍ରା

  • @abhimanyusenapati2853
    @abhimanyusenapati2853 Рік тому +5

    One of the best jatra party konark gananatya
    Bhart bhusan deo sir ( paku Babu)

  • @RashmiPuhan
    @RashmiPuhan 8 місяців тому +1

    ସୁନ୍ଦର ଯାତ୍ରା ମୁଁ କୋଣାର୍କ ପାଟିରେ ଅଭିନୟ କରିବାକୁ ଚାହୁଁଛି

  • @goodartitude.9917
    @goodartitude.9917 Рік тому +42

    ଏତେ ଦିନର ଅପେକ୍ଷା ର ଅନ୍ତ ଘଟିଲା Finally ଆଜି ଦେଖିଲି ବହୁତ ଖୁସି ଲାଗିଲା ବହୁତ ଧନ୍ୟବାଦ BIG ODIA ଯାତ୍ରା.. 🙏

  • @chandrabiswal9411
    @chandrabiswal9411 5 місяців тому +1

    ଜୀବନ୍ତ ଅଭିନୟ ଦେଖିବାକୁ ଭାରି ଭଲ ଲାଗୁଛି