ପରିଛା ମାଆ ,ଆମୋଦ ବର୍ଦ୍ଧନ ଓ ଦାଉଦ ମିଶାଲ ଜୀବନି ବଖାଣି କାନ୍ଦୁଛନ୍ତି

Поділитися
Вставка
  • Опубліковано 2 лют 2025

КОМЕНТАРІ • 23

  • @Sameer-z2u3j
    @Sameer-z2u3j 8 днів тому +1

    AMEN praise the lord 🙏🙏

  • @ravichandramishal3726
    @ravichandramishal3726 9 днів тому +1

    ପ୍ରଭୁଙ୍କ ନାମରେ ଗୌରବ ହେଉ. ଆଜି ଆମୋ ଗହଣରୁ ଏକ ଉତ୍ତମ ସେବକଙ୍କୁ ଆମେ ହରାଇ ଅଛୁ.ଆମକୁ ବହୁତ ବଡ଼ କ୍ଷତି ଘଟିଆଛି. ଦୁଃଖୀ ପରିବାରକୁ ପ୍ରଭୁ ସ୍ୱାନ୍ତନା ଦିୟନ୍ତୁ. 😭😭😭🙏🙏🙏

  • @SabirkumarPal
    @SabirkumarPal 6 днів тому +1

    Miss you bapa

  • @piterwithmusic9549
    @piterwithmusic9549 9 днів тому +3

    ଯେଉଁ ପ୍ରଭୁଙ୍କ ଦାସ ମାନେ ପ୍ରଭୁଙ୍କ ବାକ୍ୟ ଦ୍ଵାରା ସତ୍ ପଥରେ କଢାଇ ନେଉଥିଲେ ସେମାନେ ଗୋଟେ ପରେ ଗୋଟେ ପ୍ରଭୁଙ୍କ କୋଳକୁ ଚାଲିଯାଉଛନ୍ତି ବହୁତ ଦୁଃଖ ଲାଗୁଛି।😢😢😢

  • @thomaskor4406
    @thomaskor4406 9 днів тому +1

    ନିଶ୍ଚିତ ସତକଥା ଏଭଳି ଲୋକ ସେ ଥିଲେ, ପ୍ରଭୁ ଦୁଃଖିତ ପରିବାର କୁ ପ୍ରଭୁ ସ୍ଵାନ୍ତନା ଦିଅନ୍ତୁ,

  • @RajuMajhi-gm7zw
    @RajuMajhi-gm7zw 10 днів тому +5

    ବହୁତ ଦୁଃଖ କରନ୍ତୁ ନାହିଁ କାରଣ ସେ ମରି ନାହାନ୍ତି କାହିଁକି କାନ୍ଧୁଛନ୍ତି

    • @RonitRonit-t6g
      @RonitRonit-t6g 10 днів тому +2

      Adhyatamik bhabe se jibit kintu ame ta tanku dekhi pariba nahi sehi anusare semane kandu chhanti

  • @SujitLima-fx7lz
    @SujitLima-fx7lz 8 днів тому +1

    😢 mu bahuta dukihito vhee parvhu taanku aasirbaado karantu a kothaasuni savika mano re dukha laagibo jee se gote aamari khusi ro kaarona thile jauou jaagare bi sovhaa mitingi hue se jaagare loke parthme taanko naamo naou thile ki parchaa aagiyaa aasibe to kintu aaji see😢😢 naahi i miss you paricha aagiyaa

  • @jamesrayjena2198
    @jamesrayjena2198 10 днів тому +3

    Really it is great loss for our area

  • @satyaprakash8509
    @satyaprakash8509 9 днів тому +1

    Rest in peace 🙏

  • @DevendraPalaka
    @DevendraPalaka 10 днів тому +2

    So sad news

  • @bibekkumarBkm
    @bibekkumarBkm 10 днів тому +3

    କେହି ଭି ବାକ୍ୟ ପାଳନ କରନ୍ତି ନାହିଁ 🤦 ବାଇବଲ ରେ ଲେଖା ଅଛି ଜନ୍ମ ଅପେକ୍ଷା ମରଣ ଭଲ ବୋଲି ଏତେ କାନ୍ଦିବା ଦରକାର ନାହିଁ ଏଥିପାଈଁ prayer କରନ୍ତୁ କି ତାଙ୍କେ paradise ରେ ଥାଆନ୍ତୁ ବୋଲି କି ବାଇବଲ ରେ ଲେଖା ଅଛି କେହି କେବେ ମରନ୍ତି ନାହିଁ ପରମେଶ୍ଵର ଆମ୍ଭମାନଙ୍କୁ ଅନନ୍ତ ଜୀବନ ପାଇଁ ସୃଷ୍ଟି କରିଛନ୍ତି। ଆମେ ନିଜ ଦେହ ଏ ଜଗତ ରେ ଛାଡି ଦେଇ ଆତ୍ମା ରେ ଜୀବିତ ଥାଉଛୁ

    • @AbhinashBardhan
      @AbhinashBardhan 9 днів тому +1

      ପୁରା ଠିକ କହିଛନ୍ତି ଆପଣ..................🙏🏻

  • @minatipani-zr2eo
    @minatipani-zr2eo 10 днів тому +2

    😭😭😭😭😢😭😭

  • @hrudayanandabebarta5084
    @hrudayanandabebarta5084 10 днів тому +2

    Jagati ko bhabore ame dukkhito kintu pal Agya rest on peace. God comfort the family

  • @JitramDalabeheraJitram
    @JitramDalabeheraJitram 10 днів тому +2

    ଆଜ୍ଞା , କାହାର ବିୟୋଗ ହୋଇଛନ୍ତି ?

    • @kunachintalu4481
      @kunachintalu4481  10 днів тому

      @@JitramDalabeheraJitram ପ୍ରଚାରକ ,ବେଞ୍ଜା ମୀନ ପାଲ୍ ,ଭ୍ରମରପୁର

  • @Yesbhaii
    @Yesbhaii 10 днів тому +2

    ,😢😢😢

  • @deeptiswalsing6206
    @deeptiswalsing6206 9 днів тому +1

    😢😢😢😢

  • @sunillimma6475
    @sunillimma6475 10 днів тому +2

    😂

  • @rajeebbeero4027
    @rajeebbeero4027 9 днів тому +1

    😢😢😢😢