Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Bhala class ❤❤
ପ୍ରଶ୍ନ ସଂଖ୍ୟା ୨୨ପଞ୍ଚଦଶ ଛାନ୍ଦକରକ ଦେଇ କାମଦେବ ମନ୍ଦିରେ ଆର କର ଉର ଉପରେକରନ୍ତି ଗମନ ଲମ୍ବାଇ ବଦନ ଲାଜକୁ ପକାଇ ପଛରେକଦମ୍ବ, ତଳରେ ହେଲେ ଯାଇ ଉଭାକନ୍ୟାସ୍ତମ୍ଭ ପ୍ରାୟେ ସମସ୍ତେ ଦିଶନ୍ତି ଜଳେ କନକକାନ୍ତି ପ୍ରଭା।।୩୫।।
19 qst ra ans C haba
37no ra Ans B-ହେବ ରାଗ ଆଷାଢ଼ ଶୁକ୍ଳ
ହଁ 34 ହବ
SSB pgt pdf kemiti miliba
38. no ans 34
Hnn thik 34 pada
34chhandati34pada
37. ra answer c. Hebani .....B. heba
49.option c haba..paraye mistake achhi...
Apananka pH no tk debeki
9 no question ra answer kana heba ? Bahi re ta mohini kanya deichi Confuse 🤔 rahuchi ei question re Please clear karantu
ଦ୍ୱିତୀୟ ଛାନ୍ଦକଲା ମନରେ ବିଚାର ବିଷ୍ଣୁମାୟା ଅଗୋଚର କାମିନୀରୂପେ ମାରିଚି ବଇଲୋଚନ କରିଛି ଶିବକୁ ଯାହା କର୍ଣେ ଶୁଣିଅଛି ତାହା କେମନ୍ତେ ଏହାକୁ ମୁଁ କରିବି ମୋଚନ କାତ୍ୟାୟନୀ ଯୁବତୀ ହୋଇକୌଣପ କୂଳକୁ ସେ କି କରିନାହିଁ ।।୧୪।।ଟୀକାରେ ମାଳତୀ କନ୍ୟା ହୋଇ ବଇଲୋଚନ, ମୋହିନୀ କନ୍ୟା ହୋଇ ହରଙ୍କୁ ହରବର କରିଥିଲେ ବୋଲି ଉଲ୍ଲେଖଅଛି ।
Bhala class ❤❤
ପ୍ରଶ୍ନ ସଂଖ୍ୟା ୨୨ପଞ୍ଚଦଶ ଛାନ୍ଦ
କରକ ଦେଇ କାମଦେବ ମନ୍ଦିରେ ଆର କର ଉର ଉପରେ
କରନ୍ତି ଗମନ ଲମ୍ବାଇ ବଦନ ଲାଜକୁ ପକାଇ ପଛରେ
କଦମ୍ବ, ତଳରେ ହେଲେ ଯାଇ ଉଭା
କନ୍ୟାସ୍ତମ୍ଭ ପ୍ରାୟେ ସମସ୍ତେ ଦିଶନ୍ତି ଜଳେ କନକକାନ୍ତି ପ୍ରଭା।।୩୫।।
19 qst ra ans
C haba
37no ra Ans B-ହେବ ରାଗ ଆଷାଢ଼ ଶୁକ୍ଳ
ହଁ 34 ହବ
SSB pgt pdf kemiti miliba
38. no ans 34
Hnn thik 34 pada
34chhandati34pada
37. ra answer c. Hebani .....B. heba
49.option c haba..paraye mistake achhi...
Apananka pH no tk debeki
9 no question ra answer kana heba ?
Bahi re ta mohini kanya deichi
Confuse 🤔 rahuchi ei question re
Please clear karantu
ଦ୍ୱିତୀୟ ଛାନ୍ଦ
କଲା ମନରେ ବିଚାର ବିଷ୍ଣୁମାୟା ଅଗୋଚର
କାମିନୀରୂପେ ମାରିଚି ବଇଲୋଚନ
କରିଛି ଶିବକୁ ଯାହା କର୍ଣେ ଶୁଣିଅଛି ତାହା
କେମନ୍ତେ ଏହାକୁ ମୁଁ କରିବି ମୋଚନ
କାତ୍ୟାୟନୀ ଯୁବତୀ ହୋଇ
କୌଣପ କୂଳକୁ ସେ କି କରିନାହିଁ ।।୧୪।।
ଟୀକାରେ ମାଳତୀ କନ୍ୟା ହୋଇ ବଇଲୋଚନ, ମୋହିନୀ କନ୍ୟା ହୋଇ ହରଙ୍କୁ ହରବର କରିଥିଲେ ବୋଲି ଉଲ୍ଲେଖଅଛି ।