JUNGLE DAKUCHE AA ll FULL MOVIE ll FULL MOVIE WITH ENGLISH SUBTITLE
Вставка
- Опубліковано 9 бер 2020
- Trees are disappearing and jungles are shrinking, thanks to the greed of the hedonist human beings. The unholy nexus of the local leader and government officials is misguiding the gullible folks and making them party in this green crime. But Netranand, a tree-lover decides to protect the village jungle and dares to confront these enemies of environment. Needless to say, he pays with his life. Then his daughter Paenri, supported by the 'gen-nest' youth comes forward to save the fauna and flora.
But will this green brigade be able to withstand the onslaught of the worshippers of green-backs? Will Paenri be able to transform the foes of forests to lovers of jungles ?
#jungledakucheaa#jangaldakuchea#jungledakuchia
Copyrights by- LN VISION
ବହୁତ ସୁନ୍ଦର ଲାଗିଲା ସମସ୍ତଙ୍କୁ ଅଭିନେତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏନ୍ତା ସୁନ୍ଦର ଷ୍ଟୋରି ଆପଣ ମାନକୁ ସବୁବେଳେ ମିଳୁଥାଉ👌👍👍👍👍
ଏତେ ସୁନ୍ଦର ଫିଲ୍ମ Iକାହାଣୀ, ନିର୍ଦେଶକ, ସମସ୍ତ କଳାକାର ଙ୍କୁ ମୋ ତରଫରୁ ହୃଦୟରୁ ଧନ୍ୟବାଦ I ଏ ସମାଜ ପାଇଁ ଜଙ୍ଗଲ ର କେତେ ଆବଶ୍ୟକ ସେ ଉପରେ ବର୍ନୀତ ଅଛି I
Proud feel karuche ete sundar Sambalpuri film banae thibar lagi....❤️❤️❤️
ମକେ ଖୋବ୍ ବଢିଆ ଲାଗ୍ଲା ନା
Super se v uper
ବହୁତ ସୁନ୍ଦର ବାର୍ତ୍ତା 'ଜଙ୍ଗଲ ସୁରକ୍ଷା'...
ଏତେ ଭଲ ଲାଗଲା ଯେ କହେଲେ ଭି କହି ନେ ହେବାର ଲେକିନ ହେନ୍ତା ଭିଡ଼ିଓ ଆଉ ବନେଇ କରି ପୋଷ୍ଟ କର ଯେନ୍ତା କି ଲୋକ ସଚେତନ ହେଉନ ଆଉ ଜଙ୍ଗଲ କେ ବଞ୍ଚଉଁ ଜୟ ମା ସମଲେଇ 🙏ବହୁତ ବହୁତ ଭଲ ଲାଗଲା ମୁଇ ତ କାନ୍ଦି ପକାଳୀ ଇ video କେ ଦେଖି କରି ହୋ so wonderful👌
ବହୁତ୍ ସୁନ୍ଦର୍ ହେଇଛେ ଫିଲ୍ମ 👌👌👌
ପହେଲା ତ ସମସ୍ତ କଳାକାର ମାନଙ୍କୁ ଆନ୍ତରିକ ଧନ୍ୟବାଦ, ଏତେକି ସୁନ୍ଦର ଫିଲ୍ମ ଟେ ଆମକୁ ଭେଟି ଦେଇ ଥିବା ରୁ l concept ଟା ଜାନି କରି ବହୁତ ସୁନ୍ଦର ଫିଲ୍ମ ର ନା ଟା ହୋଇଛେ l ଜୟ କୋଶଲ
Very natural action as well a movie who deserves to be awarded
ସମସ୍ତ କଳାକାର ମାନକୁ ଧନ୍ୟଵାଦ
Kahebar lagi sabad nay na, kana kahemi film ta bahut kichhi sikhauchhe, aji kali jaha b heuchhe, global warming hey ba kensi b natural disaster sabu amr mankar vul lagi hi heuchhe, ame munus mane jab tak ny bujhma, tab tak eta ny kame ultia badhi badhi jiba,, hats off to all team members 🙏🙏..
ବହୁତ୍ ସୁନ୍ଦର୍ ଫିଲ୍ମ୍ ଆଏ
ବହୁତ୍ ବଢ଼ିଆ ଅଛି । ସମସ୍ତ କଳାକାର ମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ସତରେ ଯଦି ମଣିଷ ଏଭଳି ହୋଇଯାଆନ୍ତି ବହୁତ୍ ବଢିଆ ହେଇଯାଆନ୍ତି ।ତାହେଲେ ସତରେ ଆମେ ଏଭଳି ହନ୍ତସନ୍ତ ହେବାକୁ ନାଇପଡେ। କିନ୍ତୁ ଏବେବି ଏଇ ଭଳିଆ ସରକାରୀ କୁତା ଅଛନ୍ତି ନିରୀହ ଲୋକଙ୍କୁ ମତିଭ୍ରମ କରାଉଛନ୍ତି।
South movie lekhe laguchhe pura 👌👌👍👍👍 Awesome
ବହୁତ୍ ଭଲ୍ .....
So beautiful very nice story very much
ବହୁତ୍ ଭଲ୍
Congratulations! Brilliant acting of the lead actress... Way to go😘😘
Many many congratulation to all making a beautiful movie. Good massage to all Save Forest and Save Life 🙏🙏🙏🙏