You are a true mother..... Apananku koti koti pranaam... Aji kali ra juga re ye bhali sat hrudaya ra manisha achanti... Janiki bahut khusi lagila.... Maa apananku koti pranam
We are proud of you. Parents must think psychology of their children.. Not only Officers are human but also clerk and other business men also human. So we mustn't give stress to our children. Life is more precious than other matter.
❤❤❤❤❤ ବହୁତ୍ ସୁନ୍ଦର କାମ ଟିଏ କରିଛ ତମେ ଭଗବାନ୍ ତୁମର ମଙ୍ଗଳ କରନ୍ତୁ ଏବଂ ସବୁ ବେଳେ ସୁଖରେ ରଖିଥାଆନ୍ତୁ ❤❤❤❤❤
Thank you 🎉❤🎉🎉❤❤🎉🎉❤🎉❤🎉❤❤🎉❤🎉❤🎉
@@mithipuspa m
@@hariharabhattamisra6257 c vi😮
@@mithipuspa .5
ଭଉଣି ତୁମକୁ ଶହେ ସାଲାମା
ଜୟ ଜଗନ୍ନାଥ
Maa Tarini bless u sister keep it on
Jay Jagannath 🎉❤🎉🎉❤🎉❤❤🎉❤🎉
Hii
ପ୍ରକୃତ ରେ କିନ୍ନର ମାନେ ମହାନ, ଭଗବାନ ତୁମର ମଙ୍ଗଳ କରନ୍ତୁ
Sabu kinnar saman nuhanty
Right brother
Good 👍👌👍👌👍👌👍
Hmm
God jemiti
କିନ୍ନର ଭଉଣୀ ତୁମକୁ ହୃଦୟରୁ ସଲାମ 🙏🏻
ବହୁତ ଭଲ କାମ କରିଛ, heartly salute
Good bhai 🎉❤❤🎉❤🎉🎉❤🎉
ଦେଖନ୍ତୁ ଦିଦି ତମେ ଯୋଉଁ କାମ କରି ଦଖେଇଛ, ତମକୁ ବହୁତ ବହୁତ ଧନ୍ୟବାଦ 👍
ଏ ସମାଜ ଗୋଟେ କିନର କୁ ସମ୍ମାନ ଦିଏ ନାହିଁ ହେଲେ ମୁଁ କହିବି ଗୋଟେ କିନର ଭଳି ଭଲ ମଣିଷ
କେହିହେବେ ନାହିଁ। ଆମ ସମାଜ ର କିଛି ପୁଅ ମାନେ ଶିଖ କିଛି ଏଇ କିନର ପାଖରୁ 👌👍🙏❤️
ତୁମେ ଏତେ ବଡ଼ କାମ କରିଛ, ଯାହାଦ୍ଵାରା ଗୋଟେ ପରିବାର ତୁମ ପାଖରେ ରୁଣି ହୋଇରହିଗଲେ, ଭଗବାନ୍ ତମକୁ ସର୍ବଦା ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ ଏବଂ ତମର ସବୁ କାମନା ପୂର୍ଣ୍ଣ ହେଉ।।। ଜୟ ଜଗନ୍ନାଥ।।।।
You are a true mother..... Apananku koti koti pranaam... Aji kali ra juga re ye bhali sat hrudaya ra manisha achanti... Janiki bahut khusi lagila.... Maa apananku koti pranam
I am proud of you,you are a true mother❤❤❤❤
ସତରେ ମୁଁ ଅନୁଭବ କରୁଛି ଯେ ତୁମେ ଜଣେ କିନ୍ନର ହେଲେ ବି ଏତେ ଉଦାର ହୃଦୟକୁ ଅନ୍ତରରୁ ସାଧୁବାଦ ଜଣାଉଛି ।ଆଉ ଗୋଟିଏ ଅନୁରୋଧ କରିବି ଯେ ପୁଅର ବାପା, ମା ଙ୍କୁ ସେ କିନ୍ନର ଭଉଣୀ ଙ୍କ ସହିତ ଗୋଟିଏ ସବୁ ଦିନର ସମ୍ପର୍କ ରଖନ୍ତୁ ।ବହୁତ୍ ଭଲ ହେବ ।
Didi aaponku oses oses dhanyabd
Thanks to the Kinner lady. She is like Angel sent by God who save the boy. Aaji bhi humanity bancichi.
ଭଉଣୀ ତୁମ କୁ ଶହେ ସଲାମ୍
Bhahuta bhala bhauni
@@kalandinaik7697 111 a¹¹1,aaa1à1qa11¹2 qaå1 a A11a1a11a1a
aa11a111a1a11 bfri sethio byabio fti
Good 👍👌👍👌👍👌👍👌👍❤🎉❤🎉❤🎉❤🎉❤🎉❤
ଆଜି ଯାଇକି ଭାସ୍କର ଗୋଟେ ଭଲ news ଦେଇଛି🙏
Sat katha boro
@@sambalpuria2617 🗿
🗿
Excellent job done, heartly salute... ❤✋👍
ବହୁତ ଭଲ କାମ କରିଛନ୍ତି ଆପଣ ଜୟ ଜଗନ୍ନାଥ 🙏 ଆପଣଙ୍କୁ ବହୁତ ଭଲ ରଖନ୍ତୁ
Salute to the sister. You have done a great job. Saved a life. Hats up to your courage and affection. God will bless you.
Hi friends 🙏🙏🙏🙏🙏🙏🙏🙏🙏🙏🙏🙏🙏
We are proud of u sis you are real mother ❤❤❤
You are not kinner you are special person god give special power
Really example of a kinner to the human society ❤Really heart touching
We are proud of you. Parents must think psychology of their children.. Not only Officers are human but also clerk and other business men also human. So we mustn't give stress to our children. Life is more precious than other matter.
Thank you 🎉❤🎉🎉❤❤🎉🎉❤🎉❤🎉
Farmers also human
କଣ କହି ଆପଣଙ୍କୁ ଧନ୍ୟବାଦ ଦେବି ଆପଣ ବହୁତ ଭଲ କାମ କରିଛନ୍ତି, ଗୋଟେ ବାପର ମନକଥା ବୁଝିଚନ୍ତି,🎉🎉🎉
ମହାନ କାମ ପାଇଁ। ଦିଲ ସେ ସେଲୁଟ।। ଫାଇଲ ହେଲା j kana ହେଲା ,,। ବଞ୍ଛିକି ରହ। କିଛି ହେବନି। ।।
No matter which Gender,but your kindness should teach the society to be kindness to all the third gender. ❤
You are a True Mother Maa....I salute
Not kinnar... You are gift of god for help mankind..❤❤
Mother's love ❤is incredible.
🎉
यह होती है सच्चे इंसानियत। जो कि हर किसी व्यक्ति में नहीं होता है। बच्चे की सहायता
करने के लिए बहुत-बहुत धन्यवाद।
Love u sister....
May God give you a long life....keep u always happy....
Very very good job 👍👍👍👍👍👌👌👌👌👌👌👌👌 many many thank you did ❤❤❤❤❤❤❤❤❤❤❤❤
❤କିନର ହେଉଛନ୍ତି ଦୁତିଅ ଭଗବାନ୍❤🙏🙏🙏🇨🇮🙏🙏🙏🙏
ବହୁତ ସୁନ୍ଦର ମହାନ କାମ କରିଛନ୍ତି ଦିଦି
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସଦା ସର୍ବଦା ଭଲରେ ରଖନ୍ତୁ
ଆଜି ଆପଣଙ୍କ ପାଇଁ ଜଣେ ମା ତାର ପୁଅକୁ ପାଇଲା ଆହାଠୁ ମହାନ କାମ ଆଉ କଣଅଛି
ମୋର ଅନ୍ତରରୁ ଆପଣକୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏 jai hind
Thank you sister ❤❤❤❤👏👏
ବହୁତ ଭଲ କାମ କରିଛ
You are great 'MADAM' GOD also make your life happy.
God bless you
MaM, God always bless you. 🙏
ଦୁନିଆ ରେ ଏମିତି ସାହାଯ୍ୟ କରିବାର ଲୋକ ସମସ୍ତେ ଥାନ୍ତି କୀ ଭଗବାନ ମଙ୍ଗଳ କରନ୍ତୁ ତମର god bless u di ....... Tama hrudaya bohuth boda
Great humanity work... Salute you
I salute you
କୋଟି ପ୍ରଣାମ ଭଉଣୀ 🙏🙏
ଭଗବାନ କାହିଁକି ଏମାନଙ୍କୁ କିନ୍ନର କରିଛନ୍ତି କେଜାଣି ,ଏତେ ବିଶାଳ ହୃଦୟ ଏମାନଙ୍କର।ବହୁତ ବହୁତ ଧନ୍ୟବାଦ
Good humanity, thanks jay Bharat
ଏ ସଭ୍ୟ ସମାଜ କୁ କିନ୍ନର ଭଗିନୀ ଜଣକ ସୁନ୍ଦର ବାର୍ତ୍ତା ଦେଇଛନ୍ତି।
God Bless you
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
Bhauni tama nabara tike milile mu bahutu khusi
ଆପଣ ଙ୍କୁ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ସଦା ବରଷୁ ଏଇ ମହାନ ମଣିଷ ପଣିଆଁ ପାଇଁ ମୁଁ କାଳିଆ ଠାକୁର ଙ୍କୁ ପ୍ରାର୍ଥନା କରୁଛି
*ଭଉଣୀ ତୁମେ ମହାନ , ମାନବ ଜାତିପାଇଁ ଉଦାହରଣ । ଆଜିର ସ୍ବାର୍ଥପର ଦୁନିଆରେ କେହି କାହାର ନୁହଁନ୍ତି, ସମସ୍ତେ ନିଜ ନିଜ ବାଟରେ ବ୍ୟସ୍ତ । କାହା ପାଖରେ ସମୟ ନାହିଁ ଅନ୍ୟ ଲୋକ ବିଷୟରେ ବୁଝିବାପାଇଁ। ନିଶ୍ଚିତଭାବେ ଆପଣ ଜଣେ ଭଲ ମଣିଷ। ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ।*
Very good!🙏🙏🙏🙏
Jayjagnatha 🙏🌹
ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ.
Great job. Thank you so much
You are really great mam...
ବହୁତ ଭଲ କାମ କରିଛ,ଏସମାଜ ପାଇଁ ଗୋଟିଏ ଉଦାହରଣ
Kinar nuha tame mane god ❤ mote bahut pasand se manku 🙏
U r so Great Sister 🙏🙏🙏🙏
Really heart touching ❤️ helpfull jobs thank you for your response
ଜୟ ଜଗନ୍ନାଥ ଆପଣଙ୍କର ମାନବିକତା ସମାଜ କୁ ଏକ ଶିକ୍ଷା । ଆନ୍ତରିକ ଧନ୍ୟବାଦ୍
Thank you ❤️
Jay shree ram
Thank ୟୁ ଦିଦି ଭଗବାନ ତୁମର ମଙ୍ଗଳ କରନ୍ତୁ 🙏
Jay jagannatha 🙏
Thanks for ur support.....I have no words for u....thanks u so much
ମାନିବାକୁ ପଡିବ ଦିଦି ଯିଏ ଯାହା କହୁ ମୋର ଢ଼ୋ କିନ୍ତୁ ମୁଁ ଜାଣିଲି ଆପଣ କିନ୍ନର ହେଇକି ଭି ଆପଣଙ୍କ ଭିତରେ ମଣିଷତ୍ୱ ଅଛି ସେଥିପାଇଁ ମୁଁ ଆପଣଙ୍କୁ ଦଣ୍ଡବତ 🙏🙏🙏
ଆପଣଙ୍କୁ ବହୁତ ଧନ୍ୟବାଦ
ଜୟ ଜଗନ୍ନାଥ 🙏🙏🙏🙏🙏
Good job sister.
ଭଗବାନ୍ ଅପଣ ଙ୍କୁ ସର୍ବଦା ସାହା ହୁଅନ୍ତୁ ଭଉଣୀ 🙌🙌 ଆପଣ ମହାନ୍ ❤❤ ଆଜିକା ଦିନରେ ଆପଣ ଙ୍କ ଭଳି ଜଣେ ହୃଦୟ ବାନ୍ କିନ୍ନର.. ଯିଏ କି ପର ପୁଅ କୁ ଆପଣ ନିଜର ସାହାରା ଦେଇ ସେମାନଙ୍କ ପାଖକୁ ପହଞ୍ଚେଇ ଦେଇଛନ୍ତି,,,, ତେଣୁ ଆପଣ ଙ୍କୁ କୋଟି କୋଟି ଧନ୍ୟ ବାଦ ଭଉଣୀ 🙏🙏🙏 God Bless You 🙌
ମାନବତାର ଉଦାହରଣ ।
very good initiative.....thanks you......its give a positive message to society.
God bless u didi 🙏🙏🙏
ବହୁତ ଭଲ କାମ କରିଛନ୍ତି ଆପଣଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏
Very good job
ବହୁତ ଧନ୍ୟବାଦ
Humanity ❤
noble work. be blessed.
Jay jaganath swami
Heartily thanks to you
God bless you 🙏
Great Great Great help sister, I can't believe you have a heart ❤️ God Bless You .
Thank you god 🙏🙏🙏🙏🙏
ବିଧିର ବିଧାନ ବଡ଼ ବିଚିତ୍ର । ଏକ ଅଙ୍ଗେ ମିରା ତୁମେ ଏକ ଅଙ୍ଗେ କୃଷ୍ଣ ନୁହଁ ତୁମେ କିନ୍ନର । ଅତି ଉତ୍ତମ କର୍ମ । ଜୟ ଜଗନ୍ନାଥ ସ୍ଵାମୀ ।
Really good work 👍
Real Heart Touching..kinner is proud of our society.
Love u maa 🙏
Very good work Didi, I salute you
ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
Wow..didi your really bahut good-hearted....God blesh you ...really proude of you ......
Dhanya maa apana
ଭାରତ ଭୂମି ମହାନ୍। ଏଠାରେ ଏମିତି ମହତ୍ କର୍ମମାନ ଯେଉଁ ବ୍ୟକ୍ତି କରନ୍ତି, ସେ ସବୁରି ହୃଦୟ ରେ ସ୍ଥାନ ପାଇଛନ୍ତି। ସାଧୁବାଦ୍। ଧନ୍ୟବାଦ। ଜୟ ଜଗନ୍ନାଥ।
God bless you madam.
Thank you so much 🙏🙏🙏
Ae didi au maa mane bahut bhala mu nije janichhi ....mate clg time re monkey front ru save karithile
ଆପଣକୁ ଧନ୍ୟବାଦ୍...
Jay Jagannath 🙏 🙏 🙏 🙏
କିନ୍ନର ହଉଛନ୍ତି ଗୋଟେ ମା 😭😭😭😭😭
Good job sister
ଏମିତି ବାପା ଧନ୍ୟ ଯେ ସାମାନ୍ୟ ପରୀକ୍ଷା ରେ ମନ୍ଦ କରିବା କାରଣରୁ ପିଲାକୁ ଘରୁ ତଡ଼ିଦେବା ପାଇଁ ମଧ୍ଯ ପ୍ରସ୍ତୁତ ଅଛନ୍ତି🙏 ଖାଲି ପିଲା ଟିଏ ପାସ କଲେ credit ନେଲେ ହେବନି, ତାର ରେଜଲ୍ଟ ଖରାପ ବେଳେ ମଧ୍ଯ ପାଖରେ ରହି ବାପା ର ଧର୍ମ ଭି ନିଭେଇବା ଦରକାର।
Mu bahutu sanman kare dunia upare varasa na thiba kintu emane sachit Sethi pain pravu jagannath tanku pilatiku veta kareile 🙏🙏🙏🙏
Madam ଜଣ ଙ୍କ ର ବହୁତ୍ ବଡ ହ୍ରୁଦୟ
Bhauni apananku koti namaskar
ଧନ୍ୟବାଦ୍ ମହା ପ୍ରଭୁ ଜଗନ୍ନାଥ କଟି ଓଡ଼ିଆଙ୍କ ଆରାଧ୍ୟା ମାଲିକ୍ ଅଛନ୍ତି। ସମସ୍ତଂକ ଆଶୀର୍ବାଦ ଆଉ ପିଲାଟି ପ୍ରତି ଭଲ ପାଇବା ଜଗୁ ଆଜି ତାଙ୍କ ପୁଅ ସେମାନଙ୍କ କୋଳ କୁ ଫେରି ଆସିଛି ,,ତାଙ୍କ ଉପରେ ଦୃଢ଼ ବିଶ୍ୱାସ ସେ ନିରାଶ କେବେ କରନ୍ତି ନାହିଁ।ଆଉ କହିଲି ତାଙ୍କ ବାପାଙ୍କ ର ବି କିଛି ଭୁଲ ରହିଛି , ନିଶ୍ଚିତ ପିଲାଙ୍କୁ ଏତେ ବି ଭୟ dekhantu ନାହିଁ କିଁ ସେ ଡୋରି ଅବାଟ କୁ ଚାଲି ଯିବ। ଜୟ ଜଗନ୍ନାଥ ସେ କାହା ମାଧ୍ୟ ମରେ ହେଲେ କାମ କରେଇ ଦେବେ