Who Provided Ration Cards To Bangladeshi - Rohingya Muslims? | Nirbhay Gumara Katha

Поділитися
Вставка
  • Опубліковано 9 вер 2024
  • Who Provided Ration Cards To Bangladeshi - Rohingya Muslims? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 626

  • @dpslncollege
    @dpslncollege Місяць тому +165

    ରାଜନୀତି ରୁ ଉର୍ଦ୍ଧ୍ବ, ଓଡିଶା ର ଏକ ଆନ୍ତରିକ ସୁରକ୍ଷା ବିଷୟରେ ପ୍ରଶ୍ନ ଉଠେଇ ଥିବାରୁ ଧନ୍ୟବାଦ.

  • @ajitkumarpanda6388
    @ajitkumarpanda6388 Місяць тому +65

    ମୋହନ ସରକାର ଙ୍କ ଆଗରେ ବଡ କାମ ହେଲା CAA ଲାଗୁ ଶୀଘ୍ର କରନ୍ତୁ ଓଡ଼ିଶା କୁ ସୁରକ୍ଷା ଦିଅନ୍ତୁ,,,,,,,

  • @arabindamishra4045
    @arabindamishra4045 Місяць тому +86

    ଏମାନଙ୍କ ରାସନ କାର୍ଡ କୁ ସମ୍ପୂର୍ଣ ଭାବେ ତୁରନ୍ତ ରଦ୍ଦ କରାଯାଉ ଓ ଏ କାର୍ଡ ଦେବା ପାଇଁ ଯେଉଁ ସରକାରୀ ଅଧିକାରୀ ଓ ପୂର୍ବତନ ବିଜେଡ଼ି ମନ୍ତ୍ରୀ ମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଉ। ଯାହା ଲାଗୁଛି, ବିଜେଡି ର ଭୋଟ ବ୍ୟାଙ୍କ ରାଜନୀତି ଫଳରେ ଏହା ଘଟିଛି। ଭୋଟର ତାଲିକାରୁ ମଧ୍ୟ ସେମାନଙ୍କ ନାଁ କଟାଯାଉ।

  • @durgaprasadsamantaray7084
    @durgaprasadsamantaray7084 Місяць тому +39

    ବଙ୍ଗଳା ଦେଶୀ ମୁସଲମାନ -ରୋହିଙ୍ଗ୍ୟା ମୁସଲମାନ ଓଡ଼ିଶା ପ୍ରତି ବଡ ବିପଦ ସୃଷ୍ଟି କରିବେ। ସରକାର ତୁରନ୍ତ ଏହି ମାନଙ୍କୁ ବାହାର କରିବାପାଇଁ ପଦକ୍ଷେପ ନେବାକୁ ଅନୁରୋଧ।

  • @prax3630
    @prax3630 Місяць тому +83

    ବାଂଲାଦେଶୀ ରୋହିଂଗ୍ୟା ଅତିକ୍ରମଣ ବର୍ତ୍ତମାନ ର ସବୁଠୁ ଗମ୍ଭୀର ସମସ୍ୟା। ମିସ୍ତ୍ରୀ ମଜୁରିଆ ଭାବେ ଚାରି ଆଡେ ମାଡ଼ି ଚାଲିଛନ୍ତି। ଏହା କୁ ରୋକା ନ ଗଲେ ଓଡ଼ିଶା କୁ ବାଂଲାଦେଶ କରିବାକୁ ସମୟ ଲାଗିବ ନାହିଁ।

    • @bijaykumarmishra7689
      @bijaykumarmishra7689 Місяць тому

      @@prax3630 local majuria Surat jibe dadn khatibaku au Bangladeshi rohingiya mane eithi Raj mystry thikadar hoi Odia ghar ra joenpuo hebe apan mane Khushi tau

  • @Aditya.aditya.
    @Aditya.aditya. Місяць тому +130

    ମୋହନ ସରକାର ଯଦି ଧ୍ୟାନ ନ ଦିଅନ୍ତି ଏବଂ ମୋଦୀ ଜୀ ମଧ୍ୟ ଧ୍ୟାନ ନ ଦିଅନ୍ତି ତେବେ ପରିସ୍ଥିତି ସଙ୍କଟାପନ୍ନ ହୋଇଯିବ ତେଣୁ କିଛି ବି କାର୍ଯ୍ୟ ଆରମ୍ଭ ହେବା ଦରକାର

    • @mathsforcompetitiveandscho3189
      @mathsforcompetitiveandscho3189 Місяць тому +1

      ବିଲ୍ କୁଲ କରି ପାରିବେନି ।

    • @raghumaninayak9593
      @raghumaninayak9593 Місяць тому +5

      ଓଡ଼ିଶାରେ ମଧ୍ୟ ଜିହ୍ୱାଦି ବାଂଲାଦେଶୀ ଓ ରହିଜ୍ଞା ଅଛନ୍ତି ଏବଂ ଜିହ୍ୱାଦି ବାମପନ୍ଥୀ ଅଛନ୍ତି ପୂର୍ବ ଅର୍ଥାତ ବିଜେଡି ସରକାର ଭୋଟ ଲୋଭରେ ବଂଲାଦେଶୀ ଓ ରହିଜ୍ଞାମାନଙ୍କୁ ଆଶ୍ରୟ ଦେଇଛନ୍ତି, ବିଜେଡି ସରକାର ହେଉଛି ହା୍ବ୍ରିଡ଼ ସରକାର ଥିଲା ଛି ଛି... ଲଜ୍ୟା 😄😄😄

    • @rameshchandrasahoo8872
      @rameshchandrasahoo8872 Місяць тому

      Neta sarkar chalaibe au rohinga badhaibe, janata kna karibe

    • @user-zi7uy7ff1h
      @user-zi7uy7ff1h Місяць тому

      Sarkar upare bharasa na kari nije pitiba chalukar

    • @sampadakumar8342
      @sampadakumar8342 Місяць тому

      25 yr aagaru kaan dekha jaunathila

  • @akshayakumarnayak3480
    @akshayakumarnayak3480 Місяць тому +80

    ଯେଉଁ ଦିନ ବାଙ୍ଗଲାଦେଶୀ ମୁସଲମାନ ଆମ ଘରେ ପସିବେ ଝିଅ ବୋହୁ ଙ୍କର ଇଜ୍ଜତ ନେବେ ସେତେବେଳେ ଓଡିଶା ନିଦରୁ ଉଠିବେ

    • @bijaykumarmishra7689
      @bijaykumarmishra7689 Місяць тому +3

      Nedi gudo kahuni ku chali jaithibo

    • @numerologistsannjoy5996
      @numerologistsannjoy5996 Місяць тому +2

      100% ସତ କଥା କହିଲେ ଭାଇ 🙏

    • @maheshpatra86
      @maheshpatra86 Місяць тому +1

      Jou dina pasibe nuhne already bahut gariba lokanka ghare pasi sarichanti bahahoi rahichanti jeety sighra heba tanku chinhat karajai taku bitadita karajau 🙏🙏🙏

    • @s.mohapatra-i1k
      @s.mohapatra-i1k 29 днів тому +1

      କେନ୍ଦ୍ରାପଡ଼ା ରେ ହୋଇ ସାରିଲାଣି ଆଉ ପୋଲିସ fir ଗ୍ରହଣ କରୁ ନାହିଁ

    • @Dhruv-m4v
      @Dhruv-m4v 29 днів тому

      ​@@s.mohapatra-i1k bhai politiciansnka drusti akarsana karibaku padiba

  • @LambodarPradhan-sj6uy
    @LambodarPradhan-sj6uy Місяць тому +63

    ବିଜେଡି ସରକାର ଏହାର ଜବାବ ଦେଉ।

    • @pratapchandrasamal2396
      @pratapchandrasamal2396 Місяць тому +6

      ଖାଲି ବିଜେଡି କାହିଁକି, ସମସ୍ତ ରାଜନୈତିକ ଦଳ ଏଥିପାଇଁ ଦାୟୀ। ତୁଛା ରାଜନୀତି କରିବା ଆମ ବୁଦ୍ଧିଜୀବୀଙ୍କର ଗୋଟେ ଅଭ୍ୟାସ ହୋଇ ଗଲାଣି।

    • @alokrout3900
      @alokrout3900 Місяць тому

      ​@@pratapchandrasamal2396odishar e situation pain odisha ra BJD hi dayi

    • @tejishtosh1491
      @tejishtosh1491 29 днів тому

      Kahin ki naa ​@@pratapchandrasamal2396 24 Barsha re kouna si anya rajanitika party odishare nathilaa.

  • @rabindrapatra8223
    @rabindrapatra8223 Місяць тому +26

    ମୋହନ ସରକାର ରୋହି ଗାଆଁ ମାନଂକୁ ତୁରନ୍ତ ବାହାର କରିଦିଅନ୍ତୁ।

  • @bmn2568
    @bmn2568 Місяць тому +58

    ନବୀନ ବାବୁ ଏମାନଂକୁ ଜାଗା ଦେଇ ବିପଦକୁ ଡାକି ଆଣିଲେ

    • @basantsahoo.79
      @basantsahoo.79 Місяць тому +8

      Jaga mission naa re kete Bangladeshi Rohingia nku faida milichi tadanta heu.

    • @SuryanarayanaSahu-fz7zx
      @SuryanarayanaSahu-fz7zx 29 днів тому +1

      Hele amane odishaku asile kemiti

  • @janakiballavdash73
    @janakiballavdash73 Місяць тому +20

    ବାମପନ୍ଥୀ ଙ୍କ ଆଚରଣ ଯୋଗୁଁ ବାମପନ୍ଥୀ ଏବେ କ୍ଷମତାରୁ ଦୂରରେ।
    ଦିନେ ଯେଉଁ ପଶ୍ଚିମବଙ୍ଗ, ଭାରତରେ ଶିଳ୍ପ ଯୋଗୁଁ ଧନୀ ରାଜ୍ୟ ଥିଲା ଏବେ ଗୋଟିଏ ଗରିବ ରାଜ୍ୟରେ ପରିଣତି ହେଲାଣି।

  • @kailashchandramohanty4776
    @kailashchandramohanty4776 Місяць тому +29

    ଏକ ଗୁରୁତ୍ଵ ପୂର୍ଣ୍ଣ ବିଷୟ କୁ ଲୋକୋଚନକୁ ଆଣିଥିବାରୁ ନିର୍ଭୟ ଗୁମର କଥା କୁ ଅନେକ ଅନେକ ଧନ୍ୟବାଦ୍ l ଆମ ପ୍ରଦେଶର ରାଜନେତା ମାନେ ନିଜର ସଂକୀର୍ଣ୍ଣ ସ୍ବାର୍ଥ ସାଧନ ପାଇଁ ବିଭିନ୍ନ ଗୋଷ୍ଟିର ଶରଣାର୍ଥୀ ମାନଙ୍କୁ ଆମ ପ୍ରଦେଶର ଥଇଥାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓ ସ୍ଥାନୀୟ ପ୍ରଶାସନ ମଧ୍ୟ ଏଥି ନିମନ୍ତେ ଦାୟୀ l ଏହା ଏକ ନିରନ୍ତର ପ୍ରକ୍ରିୟାରେ ପରିଣତ ହୋଇଛି l ଦିନ ଆସିବ ଓଡିଶା ଶରଣାର୍ଥୀଙ୍କ ପ୍ରଦେଶ ଭାବେ ପରିଗଣିତ ହେବ l

    • @basantsahoo.79
      @basantsahoo.79 Місяць тому

      @@kailashchandramohanty4776 Saranarthi nuhanti bhai.Emane Bangladeshi musalman anuprabeshakari.Congress o BJD ra vote bank.

  • @amarkumarnayak7769
    @amarkumarnayak7769 Місяць тому +85

    ବିଜୁ ଜନତା ଦଳ ର ଶାସନ କର୍ତା

  • @rabindrabiswal2241
    @rabindrabiswal2241 Місяць тому +7

    Right Sir, Thank you.

  • @dr.purnendutripathy5263
    @dr.purnendutripathy5263 Місяць тому +6

    ଆଜ୍ଞା ଏବେ କେତେ ବର୍ଷ ମଧ୍ୟରେ ଫୁଲବାଣୀ ରେ ବି ଏମାନଙ୍କ ସଂଖ୍ୟା ବଢି ଗଲାଣି। ସରକାର ଓ ପ୍ରଶାସନର ନିଦ କିନ୍ତୁ ଭାଙ୍ଗୁନି।

  • @brajakishorepadhi4022
    @brajakishorepadhi4022 Місяць тому +23

    ଆପଣା କଲା କର୍ମ ମାନ, ବେଳୁ ହୋଇବ ସାବଧାନ। ନବୀନ ପଟ୍ଟନାୟକ ଭଳି ଠକ ପାଖରୁ ଆଶା କରିବା ହାସ୍ଯାସ୍ପଦ।

  • @nikunjabiharisahani2070
    @nikunjabiharisahani2070 Місяць тому +17

    ଆମ କେନ୍ଦ୍ରାପଡ଼ା ଜିଲ୍ଲା ହେଲା ବଙ୍ଗଳାଦେଶ ଲୋକଙ୍କର ଏକ ସହଜ ଆଶ୍ରୟସ୍ଥଳ।ସେମାନେ ଯେତେବେଳେ ଆସିବେ ଏଠି ଆରାମରେ ବସତି ସ୍ଥାପନ କରିପାରିବେ।ଏଥିପାଇଁ କିଛି ବ୍ୟବସ୍ଥା କରିବା ନିହାତି ଦରକାର।ଏବେକାର ବିଜେପି ସରକାର ଲୋକମାନଙ୍କୁ ନେଇ କେବଳ କେନ୍ଦ୍ରାପଡ଼ା କାହିଁକି ଜିଲ୍ଲାର ଆଖପାଖ ଜିଲ୍ଲାମାନଙ୍କରେ ସେମାନଙ୍କୁ ଖୋଜି ଚିହ୍ନଟ କରନ୍ତୁ ନଚେତ୍ ସ୍ଥିତି ଅସମ୍ଭାଳ ହେବ।

  • @aduniamodunia6550
    @aduniamodunia6550 Місяць тому +15

    କୌଣସି ପରିସ୍ଥିତି ରେ ଅନୁପ୍ରବେଶ କୁ ରୋକାଯିବା ଆବଶ୍ୟକ , ନଚେତ ଆଗାମୀ ଦିନରେ ପରିସ୍ଥିତି ଭୟବହ ହେବାଟା ଥୟ........

  • @ashokkumarbhuyan3937
    @ashokkumarbhuyan3937 Місяць тому +20

    କୁଟ ପୋଖରୀ ତୁଠ ରେମୁଣା ରେ ହଜାର ହଜାର ସଂଖ୍ୟାରେ ଆସି ରହି ଗଲେଣି। ଏଏଲଏ,ଏମ ପି, ପୋଲିସ କିଛି କରନ୍ତୁ। ସେମାନେ ଓଡ଼ିଶା, ଭାରତକୁ ବର୍ବାଦ କରିଦେବେ। ଓଡ଼ିଆ କାମ କରି ପେଟ ପୋଷନ୍ତୁ, ମାଗଣା ଖାଇବା ଛାଡନ୍ତୁ।

  • @jchoudhury274
    @jchoudhury274 Місяць тому +19

    BJD ସରକାର ରେ 5/7 ହଜାର ଦେଇ ବାଂଲାଦେଶୀ ମାନେ ରାସନ୍ କାର୍ଡ ପାଇ ଥିଲେ ଇଂରେଜ ସରକାର ଭଳି ପରିସ୍ଥିତି ସୃଷ୍ଟି କରିବେ ଏ ମାନଙ୍କୁ ଓଡ଼ିଶା ରୁ ତଡ଼ିପାର କରାଯାଉ ଜୟ ଜଗନ୍ନାଥ

  • @arucharanpradhan5502
    @arucharanpradhan5502 Місяць тому +18

    ଭୋଟ ପାଇଁ ଗତ ସରକାର ଓଡ଼ିଶାରେ ଯେଉଁ ଯେଉଁ ଅନାବଶ୍ୟକ ଯୋଜନା ସାଙ୍ଗକୁ ଅନ୍ଯରାଜ୍ଯ ଲୋକଙ୍କୁ ଅତିଥି ନଭାବି ରାଜ୍ୟର ବାସିନ୍ଦା କରି ରାସନ୍ କାର୍ଡ ଦେଇଛନ୍ତି,, ନୂଆ ସରକାର ଶିଘ୍ର ଅତିଥି ମାନଙ୍କୁ ବିଦାୟ ଦିଅନ୍ତୁ।ସି.ଏ.ଏ.ଲାଗୁ କରନ୍ତୁ। ଅନ୍ୟାୟ କରି ଥିବା ବ୍ୟକ୍ତି ମାନଙ୍କୁ ଜଗନ୍ନାଥ ନିଶ୍ଚୟ ଦଣ୍ଡ ବିଧାନ କରିବେ। ସେମାନଙ୍କର ଦଣ୍ଡ ଦେଖି ବିଶ୍ଵ ଛାନିଆ ହେବ। ଜୟ ଜଗନ୍ନାଥ।

  • @pallimadhuriodiafolksong2771
    @pallimadhuriodiafolksong2771 Місяць тому +139

    ନବୀନ ଏଇଥର ଆସିଥିଲେ ଓଡିଶା କୁ ବିକିଦେଇଥାନ୍ତେ ।

    • @brajakishorepadhi4022
      @brajakishorepadhi4022 Місяць тому +34

      ତଥାପି ମଣିଷ ରୂପି କୁକୁର କାନ୍ଦି ପକଉଛନ୍ତି। ନବୀନ ପଟ୍ଟନାୟକ ଭଳି ସୁବିଧା ବାଦୀ ବୁଢା ନେତା ପାଇଁ।

    • @jchoudhury274
      @jchoudhury274 Місяць тому +6

      ଏବେ ବି ଖଳ କରିଛନ୍ତି ଓଡ଼ିଶା କୁ

    • @hardworkneverdies5679
      @hardworkneverdies5679 Місяць тому

      adibasi mukhya mantri to ghare aniki dharei daba😅😅

    • @paniarabinda
      @paniarabinda Місяць тому +1

      ​@@brajakishorepadhi4022bhai buddhi bahut kum... 24 barsa hela kan Odisha bahare thila ki tume? Naveen Pattanaik jaha karichanti tara 1% jadi kama heijiba mu dekha karibi tumaku...

    • @sujitswain2708
      @sujitswain2708 Місяць тому

      Achha 😅

  • @ghumusaramahaka5327
    @ghumusaramahaka5327 Місяць тому +14

    ସାର ନମସ୍କାର ସମ୍ପୂର୍ଣ୍ଣ ମଞ୍ଚ କଥା କହିଛନ୍ତି 🙏

  • @laxmidharabarik2952
    @laxmidharabarik2952 Місяць тому +5

    ସାର୍ ଆପଣଙ୍କ କଥା ଶହେ ପ୍ରତିଶତ ସତ। ତୁରନ୍ତ ସିଏଏ ଲାଗୁ ହେବା ଦରକାର ❤❤

  • @kamalakantadas6050
    @kamalakantadas6050 Місяць тому +62

    ଭୋଟ୍ ପାଇଁ ସବୁ ନାଟ।ନିଜେ ଲୁଟିଲେ ଅନ୍ୟ ଦ୍ଵାରା ଲୁଟ୍ କରେଇଲେ ସରକାରୀ ସମ୍ପତ୍ତି, ଏମାନେ କିଏ ଥିଲେ ?ନୂଆ ସରକାର୍ କିଛି ପଦକ୍ଷେପ ନେବେକି ?ଜୟ ଜଗନ୍ନାଥ 🙏

    • @YBS55
      @YBS55 Місяць тому

      UA-cam ban karideuchi....❤❤❤ opposite true thing spread kole .. against Bangladesh ❤❤

  • @sasthakumarpurohit2580
    @sasthakumarpurohit2580 Місяць тому +22

    ନିର୍ଭୟ ଗୁମର କଥା,c a a ର ଗୁମର ଖୋଲି।ଥିବାରୁ ତାଙ୍କୁ ଧନ୍ୟବାଦ୍, ମୋହନ ସରକାର ଏହାକୁ ଲ। ଗୁ କରିବେ ବୋଲି ଆମର ବିଶ୍ୱାସ,,,ଜାତି ଗଣନା ଉପରେ ମଧ୍ୟ ଧ୍ୟାନ ଦିଆ ଯାଉ,,,,,

  • @swarupakumarpradhan6091
    @swarupakumarpradhan6091 Місяць тому +92

    ନବୀନ ବାବୁ ଆଉ କିଏ , ଭୋଟ ଲାଗି ଇଏ ସବୁ ଖେଳ।

    • @Ambulrai
      @Ambulrai Місяць тому

      Se harami ku Babu kahinki kahuchanti?

    • @Ambulrai
      @Ambulrai Місяць тому

      Se harami ku Babu kuhantuni.

  • @susantasahoo9544
    @susantasahoo9544 Місяць тому +9

    ନବୀନ ପଟ୍ଟନାୟକଙ୍କର ଆବଶ୍ୟକ ମୁଖ୍ୟମନ୍ତ୍ରୀ ଚୌକି ଦରକାର ।ସେଥିପାଇଁ ଓଡ଼ିଶାକୁ ବିକିଦେଲେ ଚଳିବ।ମୋହନ ସରକାରଙ୍କୁ ଅନୁରୋଧ ଶୀଘ୍ର C A A ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

  • @dhananjaydwibedy4860
    @dhananjaydwibedy4860 Місяць тому +4

    Right

  • @kundansahu9310
    @kundansahu9310 Місяць тому +23

    ବାଂଲାଦେଶୀ ମୁସଲମାନ ରୋହିଙ୍ଗିଆ ମାନଙ୍କୁ CAA ଦ୍ବାରା ଚିହ୍ନଟ କରି ସେମାନଙ୍କ ନାମରେ ଜାରି ହୋଇଥିବା ରାସନ,ଆଧାର ଏବଂ ଭୋଟର କାର୍ଡଗୁଡିକୁ ରଦ୍ଧ କରାଯାଇ ତୁରନ୍ତ ଆମ୍ଭ ରାଜ୍ୟ ଓ ଦେଶରୁ ତଡି ଦିଆଯାଉ ।ମୋହନ ସରକାରଙ୍କୁ ମୋର ନିବେଦନ । ଏହା ଆମ୍ଭ ଜାତି ତଥା ଦେଶ ପାଇିଁ ମଙ୍ଗଳ ହେବ । ନହେଲେ ଆଗାମୀ ସମୟରେ ବାଂଲାଦେଶ ଭଳି ଭୟଙ୍କର ପରିସ୍ଥିତି ଉପୁଜିବ ତା'ର ସନ୍ଧେହ ନାହିଁ ।

    • @SantanuJena-fv8jc
      @SantanuJena-fv8jc Місяць тому +1

      Jete kahile bi ame Odia sunibu nahin . Bangladeshi Muslim Odisha ku dakhal karibata karibe .Mo ghara Kendrapara.Ama jia, bhauniku nei rakhileni . Amara ekata nahin ,ame alasua , ebe Odia tintilebi ghara chhapra karibeni . Amaku laja saram nahin .Kahaku kahiba ?

    • @SantanuJena-fv8jc
      @SantanuJena-fv8jc Місяць тому

      Nabin Babu mu sahi paru nahin . Abhiman Kari Musalman hoijibi .

    • @Ambulrai
      @Ambulrai Місяць тому

      Indian Muslim mane Kebe CAA habaku debeni. Tanka population increase kariki India ku Islam country Kariba motive achi

    • @basantsahoo.79
      @basantsahoo.79 Місяць тому

      @@kundansahu9310 Pacharile kahibe ,semannanka ghara Murshidabad,Malda,Chabish pragana.

  • @balaramnanda9224
    @balaramnanda9224 Місяць тому +24

    ପାଣ୍ଡୁ ବାବୁ ଏସବୁ ଖେଳ କରୁଛି କେବଳ ଭୋଟ ପାଇଁ

  • @nirodkumarbarik917
    @nirodkumarbarik917 Місяць тому +4

    Sankata samayare samaj ku digdarsan deuthubaru mu Apanaknu koti koti dhanyabad janauchi .
    Sri Nirod ku Barik ,Retd Employee CMC .62yrs .your daily watcher .

  • @biswajit99375
    @biswajit99375 Місяць тому +20

    Bangladeshi hatao odisha ବଞ୍ଚାଅ

  • @Nibedita098
    @Nibedita098 Місяць тому +6

    ପଠାଣ ହଟେଇବା ଜରୁରୀ, ରତ୍ନଗିରି/ଉଦୟ ଗିରି ଠୁଁ ସାଲେପୁର_କଟକ_ପର୍ଯ୍ୟନ୍ତ ଭର୍ତ୍ତି ପଠାଣ ବସ୍ତି।
    ପଠାଣଙ୍କର ଟିକେ ଦୟାମାୟା ନାହିଁ, ଗୃହପାଳିତ ପଶୁ/ଘରକରଣା ଜିନିଷ ବାହାରେ ଥିଲେ ଚୋରି କରି ନେଇଯାଉଛନ୍ତି।

  • @azubizu2534
    @azubizu2534 Місяць тому +10

    ଅଙ୍ଗନବାଡି ଦୁର୍ନୀତି ର ଗନ୍ତାଘର
    ♥️♥️♥️♥️♥️♥️♥️♥️

  • @sipramishra8094
    @sipramishra8094 Місяць тому +23

    ଭୋଟ ପାଇଁ ନେତା ସରକାର ସମସ୍ତେ ଛୁରୀକୁ ଆଣି ଅନ୍ତିରେ ପୁରାଉଛନ୍ତି। ଧର୍ମ ନିରପେକ୍ଷତା ହିଁ ଭାରତର ପତନର ମୁକ୍ଷ୍ୟ କାରଣ ହେବ।Bangladesh PM ୫୬ ଟି ମୁସଲିମ ଦେଶକୁ ନ ଯାଇ ଶାନ୍ତିପ୍ରିୟ ଭାରତରେ ଶରଣ ନେଲେ। ତଥାପି ଭାରତକୁ ଧ୍ଵଂସ କରିବାକୁ ଚକ୍ରାନ୍ତ। ସରକାର ସଚେତନ ହୋଇ ଯଥାଶୀଘ୍ର ପଦକ୍ଷେପ ନ ନେଲେ ବା CAA କାର୍ଯ୍ୟକରି ନ କଲେ ନେଡି ଗୁଡ କହୁଣିକୁ ବହିଯିବା ସାର ହେବ 😮😮😮

    • @soumendrasahu9214
      @soumendrasahu9214 Місяць тому

      Sister, exmuslim heena channel join karantu, islam babad re janiba pain , hindu dharmara rakhya pain, ame keun abdul namaka sanpa sange rahuchu janiba darkar

  • @gokulanandadas4048
    @gokulanandadas4048 Місяць тому +15

    Chori , nari , byebhichari କାର୍ଯ୍ୟରେ 24 hrs lipta rahile ,ରାଜ୍ୟର ସୁରକ୍ଷା କଥା ଚିନ୍ତା କରିବାକୁ ସମୟ କାହିଁ ,

  • @geetaranisamal6638
    @geetaranisamal6638 Місяць тому +6

    ଅନେକ ତଥ୍ୟ ଜାଣିବାକୁ ମିଳିଲା ଆଜିର ଏହି ଆଲୋଚନରୁ।

  • @janardanpanda5378
    @janardanpanda5378 Місяць тому +13

    ଓଡିଶା ସରକାର c a a ଲାଗୁ କରିବା ଦରକାର

  • @jagabandhubehera1984
    @jagabandhubehera1984 Місяць тому +12

    ଜୟ ଶ୍ରୀ ଜଗନ୍ନାଥ

  • @ratnakarbarik7186
    @ratnakarbarik7186 Місяць тому +8

    ହାରାମି ନବୀନ ସରକାର ବାଂଲାଦେଶୀ ରୋହିଗ୍ୟା ମୁସଲମାନ ମାନଙ୍କୁ ଅନେକ ବେଆଇନ ପ୍ରୋତ୍ସାହନ ଦେଉଛନ୍ତି, ଯାହାକି ଓଡିଶା ପାଇଁ ଚିନ୍ତାର ବିଷୟ ll

    • @Ambulrai
      @Ambulrai Місяць тому

      Right. Government flats bhi daechanti Bhubaneswar re

    • @KanheiHansvlog740
      @KanheiHansvlog740 Місяць тому

      ନବିନ କୁକୁର ସଙ୍ଗେ ସମାନ

  • @parikshitpanigrahy970
    @parikshitpanigrahy970 Місяць тому +17

    @ଢେଙ୍କାନାଳ କୁଟୁନିଆ ପାହାଡ ତଳେ ବସ୍ତି ହୋଇଗଲାଣି।

    • @kalandimurmu3303
      @kalandimurmu3303 Місяць тому

      ଭାଇରେ, ଏମାନଙ୍କୁ ନିର୍ଦୁମ୍ ଛେଛା ଛେଛି କରି ବିଦାୟ। ନଚେତ୍ ତୁମ ଝିଅବୋହୁ ଙ୍କୁ ନେଇଯିବେ।

    • @mrperfectionist6414
      @mrperfectionist6414 29 днів тому

      Mara unity baneiki

  • @bholanathmohanta2582
    @bholanathmohanta2582 Місяць тому +3

    100% ଠିକ

  • @ganeswarmahanta1254
    @ganeswarmahanta1254 Місяць тому +7

    ଗଣତନ୍ତ୍ର ଠାରୁ ରାଜତନ୍ତ୍ର ଭଲ ଥିଲା।ବାଙ୍ଗଲାଦେଶରେ ଗଣତନ୍ତ୍ର ଅଛି ନା ଧର୍ମତନ୍ତ? ମୋର ମନେ ହେଉଛି, ଆଜିକାଲିର ସବୁ ନେତା ଜଣେ ଜଣେ କଳାପାହାଡ଼।ନା ଧର୍ମ ବଞ୍ଚିବ ,ନା ଜାତି,ନା ଦେଶ।ବିଭାଜନରୁ ଦେଶ କିଛି ଶିଖିଲା ନାହିଁ। ଗୋଟିଏ ପାଖରୁ ହିନ୍ଦୁତ୍ବ ଲୋପ,ଗୀତା ମହାଭାରତ ଶିକ୍ଷା ତଥା ଭାରତୀୟ ସଂସ୍କୃତିକୁ ହୀନମନ୍ୟତା, ଅନ୍ଯ ପାଖରେ ମଦ୍ରାସା ରେ ଓ ଚର୍ଚ୍ଚାରେ ଧାର୍ମିକ ଶିକ୍ଷା ଓ ସରକାରୀ ସାହାଯ୍ୟ, ହିନ୍ଦୁ ଲୋପ ପାଇବା ଥୟ।

    • @basantsahoo.79
      @basantsahoo.79 Місяць тому

      @@ganeswarmahanta1254 Congress BJD ku ahuri bhallaki vote dia.

  • @UttamDakshinray
    @UttamDakshinray Місяць тому +10

    CAA ଆବଶ୍ୟକ

  • @sushantpattanayak3907
    @sushantpattanayak3907 Місяць тому +4

    ନବିନ ସରକାର ସବୁକୁ ଆଖି ବୁଜିବା ସଙ୍ଗେ ସଙ୍ଗେ ପାଣ୍ଡିଆନ୍ ଛଡ଼ା ସମସ୍ତଙ୍କୁ ଶୁଆଇ ଦେଇ ଥିଲେ। ପୁଲିସ ବାବୁ ମଧ୍ୟ ପାଣ୍ଡିଆନ୍ ଙ୍କ ଆଖିରେ ରାଜ୍ୟ କଥା ବୁଝୁଥିଲେ। ଜଗନ୍ନାଥ ଆମକୁ ରକ୍ଷା କରିଛନ୍ତି। ଆପଣ ଏଭଳି ସମ୍ବେଦନଶୀଳ ବିଷୟବସ୍ତୁ ଉପରେ ଆଲୋକପାତ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।

  • @manojdikshit1308
    @manojdikshit1308 Місяць тому +15

    ମୁସଲିମ ସମ୍ପ୍ରଦାୟର ଲୋକଙ୍କୁ ତୁରନ୍ତ ଓଡ଼ିଶାରୁ ବିଦlକର 🎉

  • @sachikantasahoo6981
    @sachikantasahoo6981 Місяць тому +7

    Odisha ରେ ଦଶ ଲକ୍ଷ ରୁ ଅଧିକ ବଙ୍ଗଳାଦେଶୀ ଓ ରୋହିଁଗ୍ୟା ପଶି ଆସିଛନ୍ତି
    ବିଜେଡ଼ି ଏମାନଙ୍କୁ ଶ୍ରମିକ ରୁପ ରେ ଆଣି ଓଡିଶା ସାରା ନିର୍ମାଣ କାର୍ଯ୍ୟ ରେ ଲଗେଇଛି
    ପଚାରିଲେ କହୁଛନ୍ତି ଆମେ west bengal ର ଲୋକ

    • @Ambulrai
      @Ambulrai Місяць тому +1

      Naveen Pattnaik voter Id bhi daechi Rohingya Bangladeshi ku. Semanku Bhubaneswar re Government flats bhi mili sarichi BJD taraf ru.

    • @soumendrasahu9214
      @soumendrasahu9214 Місяць тому

      Bhai , exmuslim sahil, exmuslim sameer channel join karantu, islam babad re janiba pain, hindu dharmara rakhya pain , ame keun sanpa namaka abdul sange rahuchu janiba darkar

    • @sachikantasahoo6981
      @sachikantasahoo6981 Місяць тому

      @@soumendrasahu9214 ମୁଁ ସେମାନଙ୍କୁ ଦୁଇ ତିନି ବର୍ଷ ହେଲା ଫଲୋ କରୁଛି
      ଆହୁରି ବହୁତ ଜଣଙ୍କୁ ମୁଁ follow କରୁଛି
      ବହୁତ ଦେଶର ଏକ୍ସମୁସଲିମ ଙ୍କୁ ମୁଁ follow କରୁଛି
      ତାଙ୍କ channel କୁ ମୁଁ ଲକ୍ଷ୍ୟ ଲକ୍ଷ ସଂଖ୍ୟା ରେ share କରୁଛି
      ମୋତେ ସବୁଠାରୁ ଭଲ ଲାଗେ ex ମୁସଲିମ ସାହିଲ ଓ adam seeker ଙ୍କୁ
      ଏକ୍ସମୁସଲିମ samer ଏବେ ମେଡ଼ିକାଲ ରେ ପଡିଛନ୍ତି ,ତାଙ୍କ ବ୍ରେନ ରେ blood clot ହୋଇ ଯାଇଛି ,କିଛି ଦିନ ପରେ ସେ ପୁଣି ଚନେଲ କୁ ଆସିବେ ,

  • @pramodkumarrout7641
    @pramodkumarrout7641 Місяць тому +2

    Congratulations to Niraj Choprs and Indian Hockey Team for achievement.

  • @themothermarine7152
    @themothermarine7152 Місяць тому +7

    ରାଜସ୍ୱ ମନ୍ତ୍ରୀ ଦେଖିବେ କି? ସମଗ୍ର ଓଡ଼ିଶାରେ ଶରଣାର୍ଥୀଙ୍କ ନାମରେ ଅତୀତ ସରକାର କେତେ ଗୋଚର ଓ ପତିତ ଓ ଵସ୍ତିଯୋଗ୍ଯ ଅନାବାଦୀକୁ କେତେ ବାଙ୍ଗଲାଦେଶୀ ରୋହିଙ୍ଗିଆଙ୍କୁ ଜମି ଦେବା ସହିତ ଆଧାର, ରାସନ୍ କାର୍ଡ ଓ ବିଦ୍ୟାଳୟ କରିଛନ୍ତି।
    ଭୂବନେଶ୍ବର ଓ କଟକ କଥା କହିଲେ ନ ସରେ। ଦୂର୍ଭାଗ୍ଯ ଆମ ସରକାରର ଓ ମନ୍ତ୍ରୀ ମାନଙ୍କ ନିତିଗତି। ଏମାନଙ୍କର ଦୁଇ ଦୁଇଟି ଆଧାର ଓ ଭୋଟର ମଧ୍ୟ ରହିଛି ଏବଂ ଏମାନେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଭୋଟ ଦେଉଛନ୍ତି।

  • @srimanthota8283
    @srimanthota8283 Місяць тому +4

    ମାଘିଆ ବିଜେଡି ସରକାର ଆଉ କିଏ

  • @damniksunani7577
    @damniksunani7577 Місяць тому +2

    🙏ଆଂଜ୍ଞା, ଏମାନଙ୍କୁ ଅତି ଶୀଘ୍ର ସରକାର ଘୋଡାଇ ଦିଅନ୍ତି

  • @maheswarparihari5189
    @maheswarparihari5189 Місяць тому +18

    ନବୀନ ପଟ୍ଟନାୟକ ନିଜେ ଓଡ଼ିଆ ନୁହେଁ। ସେ କେମିତି ଜାଣିବେ ଓଡ଼ିଆଙ୍କ କଥା । ପାୱର ରେ ରହି ମଦ ପିଇ ପିଇ ଚବିଶି ବର୍ଷ କଟାଇ ଦେଲେ। ଓଡ଼ିଶା ଭାସି ଗଲା ଢୋ ରହିଲା ଢୋ ।

    • @paniarabinda
      @paniarabinda Місяць тому

      Apana 24 barsa hela Odisha bahare rahuthile Naveen Pattanaik nku bardast na karipari

    • @KanheiHansvlog740
      @KanheiHansvlog740 Місяць тому

      Ha mubi odisa bahare rahuthili dadan samasya

  • @saradaprasadmohanty9169
    @saradaprasadmohanty9169 Місяць тому +3

    ବଙ୍ଗଳାଦେଶୀ ମୁସଲମାନ ପ୍ରତି ମୋହନ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେବେ

  • @pabitraswain1273
    @pabitraswain1273 Місяць тому +1

    ଆମ ଓଡ଼ିଶା ରେ ଆଳୁ ଚାଷୀଙ୍କୁ ପ୍ରୋଛାହନ ଦେବା ଦରକାର୍ ଜୟ ବିଜେପି ଜୟ ଓଡ଼ିଶା ଜୟ ମୋହନ ସରକାର

  • @birendrakumarpradhan3603
    @birendrakumarpradhan3603 Місяць тому +1

    କଥାରେ ଅଛି ଧୀର ପାଣି ପଥର କାଟେ, ହେଲେ ମୋହନ ସରକାର ଙ୍କ ଆଗରେ ବହୁତ ପଥର... ଏ ଧୀର ଆଉ ସ୍ଥିର ସରକାର ପଥର କାଟିବାରେ ସକ୍ଷମତା ଥିଲା ଭଳିଆ ପ୍ରତୀୟ ମାନ ହେଉନି... ବିଳମ୍ବ କାର୍ଯ୍ୟାନୁଷ୍ଠାନ ଦୁର୍ନୀତି ଗ୍ରସ୍ତ ଙ୍କୁ ଗଳା ବାଟ ଦେଇ ଖସିଯିବାକୁ ସୁହାଉଛି 🙏

  • @binayakmishra8091
    @binayakmishra8091 Місяць тому +4

    ବାଂଲାଦେଶ ର କ୍ରାନ୍ତିକାରୀ ଛାତ୍ର ମାନେ ଗୋଟେ ବୁଢୀ ର ବ୍ରା,ବ୍ଲାଉଜ଼୍,ଲୁଟ୍ କରି ବେଶ୍ ଆତ୍ମ ତୃପ୍ତି ରେ ଗଦ ଗଦ.

  • @santoshnarayanbhagat2437
    @santoshnarayanbhagat2437 Місяць тому +2

    Jay jagannath

  • @ravipatnaik79
    @ravipatnaik79 Місяць тому +4

    CAA ନୁହେଁ NRC ବି ଶୀଘ୍ର ଲାଗୁ ହେଉ ...

    • @Ambulrai
      @Ambulrai Місяць тому

      Indian Muslim yeh habaku debeni

  • @manjupravamishra8000
    @manjupravamishra8000 Місяць тому +1

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @gyandrapatra7719
    @gyandrapatra7719 Місяць тому +6

    ନବିନ ସାର ଆପଣଙ୍କ କାଳିଆ ବଙ୍ଗଳାଦେଶ ରେ ଅବସ୍ଥିତ କାହିଁ କିଛିଖେଳ ଦେଖାଇଲେ ନାହିଁ।

    • @Ambulrai
      @Ambulrai Місяць тому +1

      Apanka Allha Afghanistan,Syria,Iraq re kichi upadiparileni.

  • @prasannakumarnayak2278
    @prasannakumarnayak2278 Місяць тому +3

    ରକ୍ତ ଗରମ ହେଇଯାଉଛି 3no ଗଲେ,. ପୋଲିସ କହୁଛି ସେମାନେ ଖିଦିରପୁର, WB ର

  • @swagatimohapatra2268
    @swagatimohapatra2268 29 днів тому +1

    You are right ✅sir 🙏🚩🚩🚩

  • @numerologistsannjoy5996
    @numerologistsannjoy5996 Місяць тому +2

    ଯଦି ଆମ ପାଖରେ ଥିବା ବାଂଲାଦେଶୀ ବିଷୟରେ ଆମେ ଥାନାରେ ଜଣାଇଲେ ପ୍ରଥମେ ଆମେ ଥାନାରେ ପଶିବୁ. ଏହା ହିଁ ପ୍ରକୁତରେ ସତ କଥା. କେହି ମାନନ୍ତୁ କିମ୍ବା ନ ମାନନ୍ତୁ 🙏

  • @akpanda833
    @akpanda833 Місяць тому +5

    Who ever has given ration card & has made Aadhar must go to jail with IPC as foreigner have helped to settle in Odisha

  • @pratapdas5289
    @pratapdas5289 Місяць тому +3

    ଭାଇ ଆପଣଙ୍କ କଥା ପୁରା ଠିକ୍। କିନ୍ତୁ ସତରେ କଣ ମୋହନ ସରକାର CAA ଲାଗୁ କରିବେ? ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ଏବଂ ଯାହାର ସୃଷ୍ଟିକର୍ତା ନିଜେ ନବୀନ ପଟ୍ଟନାୟକ। ତେଣୁ ଆମକୁ ସତର୍କ ହେବାକୁ ପଡିବ।

    • @soumendrasahu9214
      @soumendrasahu9214 Місяць тому

      Bhai , exmuslim sahil, exmuslim sameer channel join karantu, islam babad re janiba pain, hindu dharmara rakhya pain , ame keun sanpa namaka abdul sange rahuchu janiba darkar

  • @kalandimurmu3303
    @kalandimurmu3303 Місяць тому +2

    ଏଇ ଚୋର, ମଡରର୍, ସଂଖ୍ୟା ବର୍ଧନକାରୀ ପଠାଣ ମାନଙ୍କର ମା ଓ ବାପା , ନବୀନ ପଟ୍ଟନାୟକ।।।।।।ହର୍ତାକର୍ତା ଦଇବବିଧାତା ହେଲା ବିଜେଡି ସରକାର।

  • @gourkailash3555
    @gourkailash3555 Місяць тому +2

    ବର୍ତ୍ତମାନ ତୁରନ୍ତ ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶା ମାଟିରୁ ବିଦା କରି ବାଂଲାଦେଶ କୁ ପଠାଯାଇ ନ ହେଲେ ଆମ ଖଟିଖିଆ ଦିନ ମଜଦୂର ଲୋକଙ୍କୁ ଆଗାମୀ ଦିନରେ କାମ ବା ରୋଜଗାର ପାଇଁ ବାଟ ନ ଥିବା । ଏବେ ସେମାନେ ସବୁ ଆସ୍ତେ ଆସ୍ତେ ସବୁ କାମରେ ଭର୍ତ୍ତି ହୋଇଥିବା ବହୁ ଦିନରୁ ଜଣା ପଡ଼ିଛି। Sarkar ତୁରନ୍ତ ହସ୍ତକ୍ଷେପ କରିବା ଉଚିତ୍।

  • @Abhimanyu82
    @Abhimanyu82 Місяць тому +1

    Right sir

  • @basantakumarbhoi1403
    @basantakumarbhoi1403 Місяць тому +1

    Sir your initiative on this topic is the great to aware the Govt.... Thank you sir

  • @pipunpipun6519
    @pipunpipun6519 28 днів тому +1

    ଦିଦି ଆଉ ନବୀନ ସବୁ ନାଟର ଗୋବର୍ଦ୍ଧନ

  • @user-jq6tk3nh3j
    @user-jq6tk3nh3j 29 днів тому

    Dhanyawad sir

  • @prafullakumarpatel8373
    @prafullakumarpatel8373 29 днів тому

    Thanks Sir for choosing this burning topic.

  • @durga612
    @durga612 28 днів тому

    Ek dum right

  • @akshayakumarbhol4132
    @akshayakumarbhol4132 Місяць тому +2

    ରାତି ପାହିଲେ ଉପକୂଳ ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡାରେ ଯେଉଁମାନେ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ , ବେଡ୍ ସିଟ ଓ ପୋଷାକ ଆଦି ସାଇକେଲ ରେ ଲଦି ବ୍ୟବସାୟ କରୁଛନ୍ତି, ସେମାନେ ସମସ୍ତେ ବାଂଲାଦେଶୀ ମୁସଲମାନ ବୋଲି ସ୍ଵକୀୟ ଅନୁସନ୍ଧାନ ବଳରେ ଜାଣି ହେଲା । ସେମାନଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ବଜାରରେ ଛୋଟମୋଟ ଦୋକାନ ଖୋଲି ମଧ୍ୟ ବ୍ୟବସାୟ କଲେଣି ।

  • @bichitranandabehera6164
    @bichitranandabehera6164 Місяць тому

    Thank you sir spread this message all over Odisha through all channels of news for people

  • @sarojpradhan830
    @sarojpradhan830 Місяць тому +1

    ଜୟ ଶ୍ରୀ ରାମ j

  • @akpanda833
    @akpanda833 Місяць тому +4

    Go to unit 3 in & around of Neelachal hospital & see more then 1 lakh settled . Criminal helped issue Aadhar & ration cards . File case with non bailabale warrant

  • @nareshdash3796
    @nareshdash3796 29 днів тому

    ବିଜେଡି ର ଅତି ନିନ୍ଦନୀୟ କାମ ।

  • @shishirpradhan7870
    @shishirpradhan7870 Місяць тому +2

    ଓଡୀଆ ହିଂଦୁ ମାନେ ବଂଗାଳି ମାନଙ୍କୁ କୋଠା ଘର କାମ,ଫେରି ବାଲା ଓ ଲୋକାଲ ମୁସଲମାନ ମାନେ ବାଂଲାଦେଶୀ ମାନଙ୍କୁ ଘର ,ଆଧାର ଓ ରାସନ ପାଇଗଲେଣି ଓ ଭୋଟ bank ଵି ହୋଇ ଗଲେଣି ,ହିଂଦୁ ଭାଇ ମାନେ ନିଜ ନିଜ ଗାଁ ଜଗ ଓ ଏମାନଙ୍କୁ ଵାଡେଇ ଵାହାର କରାଯାଉ ।

  • @pabitrabarik5428
    @pabitrabarik5428 Місяць тому

    ଜୟ ଜଗନ୍ନାଥ 🙏ରକ୍ଷା କରନ୍ତୁ 🙏🙏ଭାରତ ବର୍ଷ କୁ 🙏🙏

  • @RameshChandraSwain-cf8ty
    @RameshChandraSwain-cf8ty 29 днів тому

    ସରକାରଙ୍କ ନିଦ ଭାଙ୍ଗିବା ପାଇଁ ଆପଣଙ୍କ ପ୍ରୟାସର ଯଥେଷ୍ଟ ଗୁରୁତ୍ବ ରହିଛି।
    ନମସ୍କାର।

  • @xavierpro-up1iq
    @xavierpro-up1iq 29 днів тому +1

    ହଉ bjd ଦେଇଛି ସତ୍ଯ କିନ୍ତୁ ମୋହନ ସରକାର ତାଙ୍କୁ ଓଡ଼ିଶାରୁ ବଳପୂର୍ବକ ବାହାର କରନ୍ତୁ।

  • @nrushinghnathsahu1630
    @nrushinghnathsahu1630 Місяць тому +2

    CAA ଟି ଦ୍ଵାରା ବଙ୍ଗଳାଦେଶୀ ରୋହିଗିଂଆ ଚିହ୍ନିଟ କରି ହେବ ନାହିଁ. ସେଠି ପାଇଁ NRC ଲାଗୁ କରିବା ଦରକାର.

  • @jiyamishra7777
    @jiyamishra7777 Місяць тому +1

    ମୋହିନୀ ଅପା ଓଡିଆ ଅସ୍ମିତା ବିକି ଖାଇଲା। ସେ ଯାହା କରିବ, ଜଗତେ କେବଳ।

  • @soumyaranjan6247
    @soumyaranjan6247 Місяць тому

    ❤❤❤thanks sir

  • @prasantbisoi1781
    @prasantbisoi1781 Місяць тому

    Thanks for your perfect analysis.

  • @manojbabu6690
    @manojbabu6690 Місяць тому +1

    👍

  • @ashoktripathy6975
    @ashoktripathy6975 28 днів тому

    ତୁରନ୍ତ କର କାର୍ଯ କ୍ରମ ବେଳ ଥାଉଣୁ ହୁଅ ସାବଧାନ ଜୟ ଜଗନ୍ନାଥ

  • @banamalipanda1686
    @banamalipanda1686 Місяць тому

    Good and very good

  • @user-kt4sh2sm6s
    @user-kt4sh2sm6s Місяць тому +1

    ଦୁର୍ନୀତି ର ଗନ୍ତାଘର ନବୀନବାବୁ ଓ ପାଣ୍ଡିଆ ଶିଘ୍ର ଦଣ୍ଡ ପାଇବା ଦରକାର।

  • @gopalsamall8365
    @gopalsamall8365 Місяць тому +2

    ମୋହନ ସରକାର ବୁଲଡୋଜର ଚଢ଼ାଇ ଦେବା ବିଳମ୍ୱ ନ କରିବା ଭଲ l

  • @priyamishra6738
    @priyamishra6738 29 днів тому

    Right 👍 Sir

  • @binayamishra3723
    @binayamishra3723 Місяць тому +1

    Jai jagannath

  • @simitapatnaik8202
    @simitapatnaik8202 Місяць тому +3

    Navin Patnaik is like a Onion.Layer pare layer baharuchhi.
    Still people are crying for him😅😅

  • @hemantakumarmohanty849
    @hemantakumarmohanty849 Місяць тому +1

    ବିଜୁ ଜନତା ଦଳ ର ସମସ୍ତ ଛାମୁଆ ପଚିଶ ବର୍ଷ କଣ କରୁଥିଲେ ? ନବୀନ ପଟ୍ଟନାୟକ ବେଈମାନ

  • @susantabehera4081
    @susantabehera4081 Місяць тому

    Thank you🙏 sir niraat satya kahuchanti aieta aamar jana aandolan kariba

  • @study_530
    @study_530 29 днів тому

    Nice sir 🎉🎉

  • @chittaranjanjena9968
    @chittaranjanjena9968 Місяць тому

    Thak you sir

  • @user-ix5zs9yd1n
    @user-ix5zs9yd1n Місяць тому

    ଏ ବଙ୍ଗଳା ଦେଶୀ ଙ୍କୁ ଯଥାଶୀଘହାର ଆମ ଓଡିଶା ରୁ ତଡା ଯାଉ ନହେଲେ ଏମାନେ ଆମ ଉପରେ ବିପଦ ଜୟ ଓଡିଶା ଜୟ ଓଡ଼ିଆ ଜୟ ହିନ୍ଦ ଭାରତ ମାତା କି ଜୟ