Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
1 n kalakar prabhu
ଦିଲ୍ ଖୁସ୍ ହେଇଗଲା ଆଗ୍ଯାଁ। ବହୁତ୍ ଚତୁରତାର ସହ କବିତା ଯେଉଁ ବ୍ୟକ୍ତ କରିଛନ୍ତି ମୋର୍ ହୁରୁଦ୍ କେ ହନ୍ଦ୍ ମନ୍ଦ୍ ଲେଇ ଦେଲା ଆଗ୍ଯାଁ ରହି ନେଇଁ ପାର୍ ଲି ଲେଖ୍ ବାର୍ କେ ବାଧ୍ୟ ହେଲି। ଜେନ୍ ଭାଷା ଥିଁ ବି କବିତାର୍ ପର୍ ସଁସା କଲେଁ କମ୍ ପଡି ଜଉଛେ। ଆପଣ୍ କର୍ କଲମ୍ କେ ଶହେ ସେଲ୍ଯୁଟ୍ ଆରୁ ଆପଣ୍ କର୍ ପାହା ତଲେଁ କୁଟି ମୁଡିଆ ଆଗ୍ଯାଁ ।
@@UKJUGESWARTANDI ନମସ୍କାର ଏନ୍ତା ମତା ମତ ଟିକେ ଟିକେ ଦଉଥିବେ !
ବହୁଁତ ସୁନର୍ କବିତା ଆଏ ଆଜ୍ଞା, ଆର କବିତା କେଭେଁ ଆଏବା ବଲିଁ ଟାକିଥିବାର୍ କେ ପଡ଼ିଁ ଯିଁବା,ନମସ୍କାର!
@@narayanamahananda6727 ନମସ୍କାର କବିତା ମାନଙ୍କୁ ଶୁନି କରି ହେଲା ନିହେଲା କହେବେ !
କବିତା ଆପନ୍ କର୍ ମନ୍ କେସ୍ୱଆଦିଲା ଲାଗୁଛେ ଯେନ୍ ତା ଚଟିନିଅଏସୋ ଅଏନ୍ ରକମେ ବୁଝେଇ କହୁଛନ୍ ହାତ୍ ଟା କେ ଝୁନି,ଝୁନି!ଲଖେ ମୁଡିଆ ଭି ଉନା ଆପନ୍ କୁଯେନ୍ ତା ଝନେଁ ଆନ୍ ଆଗ୍ଯା ଗୁନି🙏🙏🙏🙏🙏🙏🙏🙏🙏🙏
1 n kalakar prabhu
ଦିଲ୍ ଖୁସ୍ ହେଇଗଲା ଆଗ୍ଯାଁ। ବହୁତ୍ ଚତୁରତାର ସହ କବିତା ଯେଉଁ ବ୍ୟକ୍ତ କରିଛନ୍ତି ମୋର୍ ହୁରୁଦ୍ କେ ହନ୍ଦ୍ ମନ୍ଦ୍ ଲେଇ ଦେଲା ଆଗ୍ଯାଁ ରହି ନେଇଁ ପାର୍ ଲି ଲେଖ୍ ବାର୍ କେ ବାଧ୍ୟ ହେଲି। ଜେନ୍ ଭାଷା ଥିଁ ବି କବିତାର୍ ପର୍ ସଁସା କଲେଁ କମ୍ ପଡି ଜଉଛେ। ଆପଣ୍ କର୍ କଲମ୍ କେ ଶହେ ସେଲ୍ଯୁଟ୍ ଆରୁ ଆପଣ୍ କର୍ ପାହା ତଲେଁ କୁଟି ମୁଡିଆ ଆଗ୍ଯାଁ ।
@@UKJUGESWARTANDI ନମସ୍କାର ଏନ୍ତା ମତା ମତ ଟିକେ ଟିକେ ଦଉଥିବେ !
ବହୁଁତ ସୁନର୍ କବିତା ଆଏ ଆଜ୍ଞା, ଆର କବିତା କେଭେଁ ଆଏବା ବଲିଁ ଟାକିଥିବାର୍ କେ ପଡ଼ିଁ ଯିଁବା,ନମସ୍କାର!
@@narayanamahananda6727 ନମସ୍କାର କବିତା ମାନଙ୍କୁ ଶୁନି କରି ହେଲା ନିହେଲା କହେବେ !
କବିତା ଆପନ୍ କର୍ ମନ୍ କେସ୍ୱଆଦିଲା
ଲାଗୁଛେ ଯେନ୍ ତା ଚଟିନି
ଅଏସୋ ଅଏନ୍ ରକମେ ବୁଝେଇ କହୁଛନ୍
ହାତ୍ ଟା କେ ଝୁନି,ଝୁନି!
ଲଖେ ମୁଡିଆ ଭି ଉନା ଆପନ୍ କୁଯେନ୍ ତା
ଝନେଁ ଆନ୍ ଆଗ୍ଯା ଗୁନି
🙏🙏🙏🙏🙏🙏🙏🙏🙏🙏