Duryodhanaka Janu Bhagna- Ladhei Pala | Part -1| Merunath Mahapatra,Lingaraj Behera |Sidharth Bhakti
Вставка
- Опубліковано 22 лис 2024
- ବିଷୟବସ୍ତୁ: ଦୁର୍ଯ୍ୟୋଧନଙ୍କ ଜାନୁଭଗ୍ନ
ପ୍ରଥମଦଳ : ଗାୟକ ପ୍ରବୁଦ୍ଧ ଲିଙ୍ଗରାଜ ବେହେରା ଓ ସାଥୀ
ଦ୍ୱିତୀୟଦଳ :ଗାୟକ ରସରାଜ ମେରୁନାଥ ମହାପାତ୍ର ଓ ସାଥୀ
ବିଚାରକ :ପଣ୍ଡିତନିରଞ୍ଜନସାହୁ
ପାଲା ଏମିତି ଏକ ଲୋକ କଳା ଯେଉଁଥିରେ ପୁରାଣ କାହାଣୀ, ସଙ୍ଗୀତ, ନୃତ୍ୟ ଓ ନାଟକର ସ୍ୱାଦ ମିଶିକି ରହିଥାଏI“ସିଦ୍ଧାର୍ଥଭକ୍ତି” ଚ୍ୟାନେଲ୍ ନୂଆ କାର୍ଯ୍ୟକ୍ରମ" ଲଢେଇପାଲା" ରେ ଦୁଇ ପ୍ରତିପକ୍ଷ ଦଳ ମଧ୍ୟରେ ଦମଦାର ଲଢେଇରୁ ଦର୍ଶକ ଭରପୁର ମନୋରଞ୍ଜନ ପାଇଥାଆନ୍ତି I ଏହି କାର୍ଯ୍ୟକ୍ରମ ଆପଣଙ୍କ TV ପରଦାରେ ମଧ୍ୟ ସୋମବାର ରୁ ଶନିବାର ରାତି ୮ଟା୩୦, ସକାଳ୯ଟା୩୦, ଦିନ୨ଟା୩୦ରେ ଦେଖିପାରିବେ I ସିଦ୍ଧାର୍ଥ ଭକ୍ତି ଦେଖିବା ପାଇଁ ଆଜି ହିଁ ନିଜ Cable/DTH ଅପରେଟରଙ୍କ ସହ ଯୋଗାଯୋଗ କରନ୍ତୁI
----------------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
------------------------------------------------------------
Watch & Subscribe to our other UA-cam Channels:
👉 Sidharth Bhakti : / sidharthbhakti
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Namita Agrawal : / namitaagrawal
---------------------------------------------------------------
#SidharthBhakti #SidharthTV #SidharthMusic #NamitaAgrawal #SitaramAgrawal #odiabhajan #odiasong #jayjagannathtv
ଧନ୍ୟବାଦ୍ ସିଦ୍ଧାର୍ଥଭକ୍ତି ଚ୍ୟାନେଲ ର ସମସ୍ତ କର୍ମକର୍ତ୍ତାଙ୍କୁ।
ଜୟ ଜଗନ୍ନାଥ।
ଲିଙ୍ଗରାଜ ବେହେରା ମହୋଦୟ ଙ୍କ ପାଲା ଅତି ସୁଦର୍ ଓ ଉଚ୍ଚକୋଟୀର ।
ଜୟ ଜଗନ୍ନାଥ ।
We
Both Gayakas are Tallented. Thanks to Sidhartha bhakti for this endeavor. God bless all.
ଅତି ସୁନ୍ଦର ପରିବେଷଣ ଵେହେରା ମୋହଦୟଙ୍କ
ଅତି ସୁନ୍ଦର ପାଲା ଉଭୟ ଗାୟକ ମହୋଦୟ ପରିବେଷଣ କରିଥିଲେ, ବିଶେଷ କରି ଶ୍ରୀ ଲିଙ୍ଗରାଜ ବେହେରା ମହାଶୟ ଆମ ଅଞ୍ଚଳ ର ଅଟନ୍ତି 🙏 🙏
The
The
ସୁନ୍ଦର ପ୍ରୟାସ ଆପଣଙ୍କ। ଦାସକାଠିଆ ଯଦି ପୁନଃ ଉଦ୍ଧାର କରିପାରିଲେ ଅନେକ ଭଲ ହୋଇପାରିବ।
ହରେ କୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ ରାମରାମ ହରେ ହରେ
ବହୁତ ସୁନ୍ଦର ପାଲ
ସିଦ୍ଧାର୍ଥ ଭକ୍ତି ର ଲଢେଇ ପାଲା କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ. ଉଭୟ ପାଲାକାର ଙ୍କ ପାଲା ପରିବେଷଣ ଚିତ୍ତାକର୍ଷକହୋଇଥିବାରୁ ଧନ୍ୟବାଦ.
ବହୁତ ସୁନ୍ଦର ପ୍ରଦର୍ଶନ ।
ସିଦ୍ଧାର୍ଥ ଭକ୍ତି ଚ୍ୟାନସେଲର ସମସ୍ତ କର୍ମକର୍ତ୍ତାଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ପ୍ରଣାମ ।
ବାଦୀ ପାଲା ହିଁ ଏହାର ନାମ 🙏😇🤔
Ati sundar Mahvarata upakhyan
Thank you Sidharth Bhakti
Ati sundar pala paribeshan
ପ୍ରଣାମ ଆଜ୍ଞା।
ଜୟ ଜଗନ୍ନାଥ।
ସିଦ୍ଧାର୍ଥ ଭକ୍ତି ଲଢେଇ ପାଲା ବହୁତ ଭଲ ଲାଗିଲା ଜାନୁ ଭଗ୍ନ ର, ଦ୍ଵିତୀୟ ଭାଗ ଦିଅନ୍ତୁ
Excellent (both Gayak)
Good pala very nice 🙏🙏🙏👍👍👍👍🐯🐯🐯👈
Merunath mahashaya is best pala gayak
Ubhaya gayak paribesan beautiful❤
ନିଜର ସତ୍ଯ ର ବାହୁ ବଧନ ରେ ଯୁଗ ଯୁଗ ପାଇଁ ରହିଲା, ପାପୀମାନଙ୍କ ର ବାହୁ ବିନାଶ ହେଲେ,
Excellent awesome
Saty vachan re badhan Rocker jagatere Raja sumanta Kumar swain power full
Both Guru performance very nice and attractive . Namaskar
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
Badhia ati sundar
Excellent pala.
Jay jagannath
Very gd
କେଉଁ ପଦବୀ ରେ ସର୍ବଶ୍ରେଷ୍ଠ ଶକ୍ତିଶାଳୀ ଅଧିକାରୀ ହୋଇ ପାରିବେ, , ଉତ୍ତର ଦେଲେ ଦୁନିଆ ଆଗରେ, ଶିବଧନୁ ଅଧିକାରୀ ହେଲେ ସତ୍ୟ ନିଜର ଅର୍ଜନ କରି ଥିଲେ ଗୋୖରବ ଜୀବନ ରେ ଆସିଥାଏ , ଗୁଣଦେଇ ପଞ୍ଚାୟତ ରେ ସ୍ଥାପନ କରି ସଫଳତା ହାସଲ କରିଛନ୍ତି ସୁମନ୍ତ କୁମାର ସ୍ବାଇଁ ଦେଶ ରେ ପ୍ରଥମ ନିର୍ବାଚନ ରେ ଜିତି ସାରିଛନ୍ତି ସତ୍ୟ ଶ୍ଵୟମ୍ବର ରେ,
Bahut sundar
ସମୟ ସୀମା ଆହୁରି ବଢ଼ାଇବା ଆବଶ୍ୟକ । ଫଳରେ ବିଷୟ ନିର୍ଦ୍ଦୋନ୍ଦରେ ଆଲୋଚନା କରିପାରିବେ ।
Both are good
Bhaut bhaut dhanyavaad
Merunatha good
Ladhei sarbada chalu rahile vala huanta.
JAY BHABANI
Nice pala
Jay jagannath Jay jagannath Jay jagannath
Merunath Mahapatra sir op 🔥
🙏👍 👍🙏
Very good
Sundar paribesana
Good pala
ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଧର୍ମ ସତ୍ୟ ରେ ଜୟ ଲାଭ କରିଥିଲେ ସାହାସ ହୋଇ ଥାଏ, ରାଜ ସିଂହାସନ, କମ୍ପାନୀ ମାଲିକ,ଭୂମ୍ପଦ , ବ୍ୟାଙ୍କ ଅଧିକାରୀ ଟଙ୍କା ପଇସା ଅଧିକାରୀ ଆଇନ ଅଧିକାରୀ ବିଶ୍ଵ ବ୍ୟାଙ୍କ ଦେଶ ରେ ଶାସନ ଅର୍ଥ ଅଧିକାରୀ ହୋଇ ପାରିବେ, ନିଜର ଅଧିକାର ଶକ୍ତିଶାଳୀ ହୋଇ ପାରିବେ, ହନୁମାନ ଭଳି ଶକ୍ତିଶାଳୀ ହୋଇ ପାରିବେ ରେକର୍ଡ ଯୁଗ ଯୁଗ ପାଇଁ ଦେଶ ରେ ରହିବ ସର୍ବଶ୍ରେଷ୍ଠ ପ୍ରତିଷ୍ଠିତ ହୋଇ ଦୁର୍ଯୋଧନ କିଏ ? ଟଙ୍କା ପଇସା ଧନ ସମ୍ପଦ ଆଇନ ଅଧିକାରୀ ହୋଇ ପାରିବେ, ଗୋଟିଏ ବର୍ଷ ର ସଫଳତା ହାସଲ, ମହାଦୀପ ଜାଗର ରଥଯାତ୍ରା ରାଜସିଂହାସନ ସର୍ବଶ୍ରେଷ୍ଠ ପ୍ରତିଷ୍ଠିତ ହୋଇଥାଏ କମ୍ପାନୀ ମାଲିକ ଜାଗର ସମୟରେ ପୂର୍ବରୁ ଦୁନିଆ ଆଗରେ ଦେଖେଇ ସଫଳତା ହାସଲ କରିଛନ୍ତି ସୁମନ୍ତ କୁମାର ସ୍ବାଇଁ ଦେଶ ରେ, ପ୍ରଥମ ଶ୍ଵୟମ୍ବର ରାଜସିଂହାସନ ପାଇଁ ସ୍ଥାପନ କରିଥିଲେ ସ୍କୁଲ ରେ ଭୋଟ ନିର୍ବାଚନ କାର୍ଡ ଉଠାଇ ବା ସମୟ ରେ ,ସଫଳତା ହାସଲ କରିଛନ୍ତି ଯୁଗ ଯୁଗ ପାଇଁ
❤
butiful
❤danyabada
ଅତ୍ୟନ୍ତ ମନୋରମ ହେଉଛି ଉଭୟଙ୍କ ପରିବେଷଣ।
ଆପଣ ଦୁର୍ଯ୍ୟୋଧନଙ୍କ ଉରୁଭଙ୍ଗ ପ୍ରସଙ୍ଗ ଆଲୋଚନା କରିଛନ୍ତି। ବହୁତ ଖୁସିର କଥା କିନ୍ତୁ ଓଡ଼ିଆ ସାହିତ୍ୟର ଆଦିକବି ତଥା ମାଟିର ମହାକବି ସାରଳା ଦାସଙ୍କ ଗୋଟିଏ ପଦ ଉଦ୍ଧାର କରିନାହାଁନ୍ତି ; କିନ୍ତୁ ସେ ଏ ବିଷୟକୁ ନେଇ "ଗଦାପର୍ବ" ନାମରେ ସ୍ବତନ୍ତ୍ର ପର୍ବ ସୃଷ୍ଟି କରିଥିଲେ। ତା'ଛଡ଼ା ଲିଙ୍ଗରାଜ ମହୋଦୟ ପ୍ରାରମ୍ଭିକ ଯେଉଁ ତଥ୍ୟ ଦେଇଛନ୍ତି ତାହା ଭୁଲ। ସାରଳା ଦାସ ମାତା କୁନ୍ତୀଙ୍କ ଦ୍ବାରା ଧିକ୍କାର କରାଇଛନ୍ତି।
ଦୟାକରି ଏପରି ଭୁଲ ତଥ୍ୟ ପରିବେଷଣ କରନ୍ତୁ ନାହିଁ। ମୂଳ ଶାସ୍ତ୍ର ଦେଖି ଉପସ୍ଥାପନ କରନ୍ତୁ।
ଜାନୁ ଭଗ୍ନ,ର ଦ୍ଵିତୀୟ ଭାଗ ଦିଅନ୍ତୁ
Please Upload Second part
.
alekha bisayare pala paribesanna karile bahuta bhala hianta
Mahima alekha sarana
It will be decent if name of all the artist of each teame be mentioned.
l
Nice
Videocon d2h ରେ ଚ୍ୟାନଲ ନମ୍ବର କେତେ ସିଧାର୍ଥ ଭକ୍ତି
Videocon D2H ରେ “ Sidharth TV ” ଏବଂ “ Sidharth Bhakti ” ଦେଖିପାରୁନଥିବା Customer ମାନଙ୍କ ପାଇଁ ସୂଚନା :
ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ଆପଣ ମଧ୍ୟ Videocon D2H ରେ “ Sidharth TV ” & “Sidharth Bhakti” subscribe କରିବା ପାଇଁ Videocon D2H ର Customer Care Number 9115691156/18001370444 ରେ Call କରନ୍ତୁ ଏବଂ Videocon D2H ରେ “ସିଦ୍ଧାର୍ଥ TV” ର ସମସ୍ତ ଚ୍ୟାନେଲ ଯଥାଶୀଘ୍ର ଉପଲବ୍ଧ କରାଇବା ପାଇଁ ଅନୁରୋଧ କରନ୍ତୁ |
ଆପଣ ଏହି Email ID ରେ e-mail କରି ମଧ୍ୟ୍ୟ ଚ୍ୟାନେଲ ଯଥାଶୀଘ୍ର ଉପଲବ୍ଧ କରାଇବା ପାଇଁ ଅନୁରୋଧ କରିପାରିବେ - customercare@d2h.com
ଆମେ ମଧ୍ୟ Videocon D2H ଙ୍କ ସହ ବାରମ୍ବାର କଥା ହେଉଛୁ ଏବଂ ଆମ ନୂଆ ଚ୍ୟାନେଲ୍ subscribe କରିବା ପାଇଁ ଆପଣମାନଙ୍କର ଆଗ୍ରହ ବିଷୟରେ update କରିଛୁ I
Sidharth Bhakti ର ସମସ୍ତ 19 ଟି ନୂଆ show ସହିତ Sidharth TV ରେ ଆପଣମାନେ ସମସ୍ତ ନୂଆ ନୂଆ FULL ସିନେମା ଏବେ କେବଳ Television ପରଦାରେ ହିଁ ଦେଖିପାରିବେ I
ଆମ ଚ୍ୟାନେଲ ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଧନ୍ୟବାଦ | 🙏 🙏
Can you plz display all in one frame... judge and all...
ତିନି ଭରତ ମଧ୍ୟ୍ୟ ରୁ କଉ ଭରତ ନାମ ରେ ହେଲା
ଭାରତ
Jharkhand ru ok
Prabhati beheragayanku anatu
Badia
Hannel mahodaya jou title rakhichhanti ....dayakari parampara ku thikse lekhantu....paranda nuhe....paranda bi lekha hoini....kou juktajhyara seita my janini...mu jadi bhul kahuchi mote rectify karantu
ଦାସକାଠିଆ ବୁଡ଼ି ଯାଉଛି ତାଙ୍କୁ ଆଣି ଏହି ଯାଗାରେ ପହଞ୍ଚେଇଲେ ଭଲ ହୁଅନ୍ତା।
Thanks brother.
ସତ କଥା।
ଗାୟକ ମାନଙ୍କୁ ଆହୁରି ଅଧିକ ସମୟ ଦିଅନ୍ତୁ।
ବହୁତ ବିଷୟ ରହିଯାଉଛି।
ବହ୪
ବହୁତ ଭଲ ଲାଗିଲା ।
Gayak Laxmi dhara sadhangi nk pala chhadantu
ଗାୟକରତ୍ନ ବୈଦ୍ୟନାଥ ଶର୍ମା ଓ ଭୀମସେନ ସତପଥୀଙ୍କ ଦାସକାଠିଆ ପରିବଷଣର ଭିଡିଓ ଯଦି ଥାଏ upload କଲେ ଭଲ ହୁଅନ୍ତା ।
Pachalira abasta kan manavajana gaibata thikahelani
P
ଗାୟନ ଭଲ କରୁଛନ୍ତି ଶ୍ରୀଯୁକ୍ତ ଲିଙ୍ଗରାଜ ମସୋଦୟ । ମାତ୍ର ବିଷୟ ସ୍ପଷ୍ଟତା ଜଣାପଡ଼ୁ ନାହିଁ।
ଶ୍ରୀଯୁକ୍ତ ମେରୁନାଥ ମହୋଦୟ ମଧ୍ୟ ସେହିପରି କଲେ। ବିଷୟର ପରିସ୍ଫୁଟନ ହେଲା ନାହିଁ।
ଗାୟକ ମାନଙ୍କୁ ଅଧିକ ସମୟ ଆବଶ୍ୟକ ହେଉଛି
Badi Pala aama Odia Sanskrutira eka abichhedya anga...Ahaku "Ladhei Pala" nama deba ketedura samichina???
OTV badi pala is better.
Sir...
Meru babu nka contact no..