ସୌମ୍ୟ ଜଣେ ସନ୍ଦେହୀ ସ୍ୱଭାବର ପିଲା, ସୌମ୍ୟ ଚାହୁଁଥିଲେ ଗୋଟେ ମୁହୂର୍ତ୍ତ ସେ ମୋ ପାଖରୁ ନଯାଉ: ସୋନାଲିଙ୍କ ମା

Поділитися
Вставка
  • Опубліковано 23 лис 2024

КОМЕНТАРІ • 2,1 тис.

  • @sudarshanmurmu1033
    @sudarshanmurmu1033 2 роки тому +337

    ଝିଅ ପାଇଁ ଯିଏ ଆତ୍ମହତ୍ୟା କରେ ସେ ଶଳା ପାଇଁ ଟିକେ ହେଲେ ଦୁଃଖ କରିବା କଥା ନୁହେଁ ନିଜ ମା ବାପା କଥା ଥରେବି ଭାବି ପାରିଲାନି

    • @monaminikitchen4499
      @monaminikitchen4499 2 роки тому +44

      ଭାଇ psychology ଆଉ mentally effect ପଡିଲା ବୋଲି.... suicide... କଲା... ଆଉ ଯୋଉ ଲୋକର tolerate mind ନାହିଁ ସିଏ ଏମିତି wrong decision ନିଏ.... ଯଦିସମସ୍ତଙ୍କ.... mentality ଠିକ ଥାନ୍ତା ତାହେଲେ ଘରେ ଘରେ IAS OAS...... officer ହେଇଥାନ୍ତେ 😄

    • @prakashghose7518
      @prakashghose7518 2 роки тому +20

      ଆମେ ଭାବୁ OAS IAS ଠାରୁ ବଳି ଆଉ ପେସା ନାହିଁ. ଆଉ ସୋନାଲି ଭଳି ଝିଅ ଦୁନିଆରେ ନାହିଁ..

    • @kaustubhpriyadarsan2162
      @kaustubhpriyadarsan2162 2 роки тому +6

      @@prakashghose7518 🤣

    • @funnyodisha7554
      @funnyodisha7554 2 роки тому +5

      Mental stress is very difficult ,man can't control this situation

    • @animeshpande1167
      @animeshpande1167 2 роки тому +3

      Faltu decision

  • @snayak7837
    @snayak7837 2 роки тому +644

    ଜୀବନ ଥିଲେ ଅନେକ ସୋନାଲି ମିଳି ଥାଆନ୍ତେ ,ଆତ୍ମ ହତ୍ୟା ଭୁଲ ନିଷ୍ପତି ଥିଲା ସମ୍ୟ ଙ୍କ

    • @RahulDas-rm5ru
      @RahulDas-rm5ru 2 роки тому +14

      See jhia kn gold bia ki se na milila boli marigale kn see jhia marriage karibani jibanare , sale love Kariba darker nahi , wait for your marriage and love yours wife and family member, no suicide Sala lover pagala

    • @Pabitra_kumar_Jena
      @Pabitra_kumar_Jena 2 роки тому

      Good word👍👍

    • @biswalsshoppingpoint.9031
      @biswalsshoppingpoint.9031 2 роки тому +1

      Ryt Bhai

    • @biswalsshoppingpoint.9031
      @biswalsshoppingpoint.9031 2 роки тому +8

      Gote jhia pain maa bapa nku chadiki jiba ta thick nuha

    • @Skumar-vm1qr
      @Skumar-vm1qr 2 роки тому +2

      Right bhai 👍🏽

  • @harekrushnahotta2072
    @harekrushnahotta2072 2 роки тому +283

    ସନ୍ଦେହ ତ ସୁନାର ସଂସାରକୁ ଚୁନା କରିଦିଏ । କିନ୍ତୁ ଝିଅ ର
    ବା ପୁଅର କାର୍ଯ୍ୟକ୍ରମ ସେପରି ନ ହେଲେ ଜଣେ ସନ୍ଦେହ
    କରେ ନାହିଁ। ତେଣୁ ନିଜର ଝିଅ ର ଦୋଷ ଘୋଡାଇବା ପାଇଁ
    ସୌମ୍ୟଙ୍କୁ ଦୋଷ ଦେବା ଠିକ୍ ନୁହେଁ ।

  • @spandancreationodisha4533
    @spandancreationodisha4533 2 роки тому +124

    ଝିଅ ର ମା ଙ୍କର କୁମ୍ଭୀର କାନ୍ଦଣା
    ଅତି ଚମତ୍କାର 😁
    ପିଲା ମାନ ଙ୍କୁ ନୈତିକତା ଶିକ୍ଷା ଦେବା ଭୁଲି ଗଲେଣି 😁

  • @latestcraze1390
    @latestcraze1390 2 роки тому +60

    ଏ ମାଉସୀ କୁ ମାନିବାକୁ ପଡିବ ।କାହାଣୀର ମାଷ୍ଟର ।
    ମୋତେ ଲାଗୁଛି ଝିଅ ବଦଳରେ ମାଉସୀ ଘଣ୍ଟା ଘଣ୍ଟା ଧରି ଗପୁଥିଲା ।ପରୋକ୍ଷ ଭାବରେ ଏ ମାଉସୀ ହିଁ ଦୁଇଜଣଙ୍କ ଭିତରେ ଝଗଡା ଲଗେଇଛି ।
    ଏ ହେଉଛି ସେଇ ରେ..।।
    “ଏ ଘର ମାଉସୀ ସେ ଘର ପିଉସୀ “

    • @Trupti6542
      @Trupti6542 2 роки тому

      Au kau maa heithile se jhia ku aji jaa rakhi9thanta... Sansakar r abhaba.... Odia prati lipi re story lekha vl lekhiba Mausi

    • @jweleryworld5737
      @jweleryworld5737 2 роки тому

      Right

    • @purnimabhatta3187
      @purnimabhatta3187 2 роки тому

      Thik kahichhanti

  • @jagannathpadhi1089
    @jagannathpadhi1089 2 роки тому +290

    କୁହାଯାଏ ଯେ ଲୋକ ର ଚରିତ୍ର ଯେତେ ଖରାପ ହେଇଥାଉ ନା କାହିଁକି ମୃତ୍ୟୁ ପରେ ତାର କିଛି ଭଲ ଗୁଣ କୁ ମନେ ପକେଇ ଲୁହ ଝରାନ୍ତି, କିନ୍ତୁ ଆପଣ ଏବେବି କହୁଛନ୍ତି କି ସେ ପିଲା ର ସନ୍ଦେହି ସ୍ୱଭାବ ଥିଲା। ଥରେ ନିଜ ବିବେକ କୁ ପଚାରି କହିବେ କି ସେ ପିଲା ଆପଣଙ୍କ ଝିଅ କୁ ସନ୍ଦେହ କରୁଥିଲା ନା ଆପଣ ଙ୍କ ଝିଅ ର କୁ କାରନାମା କୁ ଜାଣି ପାରିଥିଲା? ଯିଏ ଯାହାକୁ ଯେତେ ଭଲପାଏ ସେ ତାକୁ ଗୋଟେ ମିନିଟ ଦୁରେଇବାକୁ ଚାହେଁନି ଆଉ ସେ ପିଲା ର ହରେଇ ଦବାର ଭୟ ଥିଲା ବୋଲି ସେ ପ୍ରତି ମୁହୂର୍ତ୍ତ ରେ ଭଲ ମନ୍ଦ ଫୋନ କରି ବୁଝୁଥିଲା। ସେ କେବଳ ଆପଣ ଙ୍କ ଝିଅ କୁ ହିଁ ଭଲ ପାଉଥିଲା ଆଉ ତାର ସବୁ ସମୟ ସେ ତା ପ୍ରେମିକା ସହ ବିତେଇବାକୁ ଚାହୁଁଥିଲା କିନ୍ତୁ ଆପଣଙ୍କ ଝିଅ ର ଅନ୍ୟ ପ୍ରେମିକ ମାନଙ୍କୁ ବି ସମୟ ଦବାର ଥିଲା, ସେଥିପାଇଁ ସେ ବିରକ୍ତ ହଉଥିଲା। ତାକୁ ବି ବହୁତ ଭଲ ଝିଅ ମିଳି ଥାନ୍ତେ ଆପଣଙ୍କ ଝିଅ କଉ ସ୍ୱର୍ଗ ର ଅପ୍ସରୀ ନଥିଲା ଯେ ସେ ଛାଡିଦେଲା ବୋଲି ଇଏ ମରିଗଲା ବାସ ହୃଦୟ ରୁ ଭଲ ପାଉଥିଲା, ତା ସହ ଭବିଷ୍ୟତ ସ୍ୱପ୍ନ ଦେଖିଥିଲା, ତା ଭଲ ପାଇବା ତାକୁ ଧୋକା ଦେଲା ବୋଲି ସେ ସମସ୍ତଙ୍କୁ ଛାଡ଼ି ଚାଲିଗଲା। ଆପଣଙ୍କ ର ତ ପୁଅ ନାହିଁ ଥିଲେ ହୁଏ ତ ବୁଝି ପାରିଥାନ୍ତେ ବୃଦ୍ଧାବସ୍ଥା ରେ ପୁଅ କୁ ହରେଇବାର ଦୁଃଖ।

    • @lizabaithalu9297
      @lizabaithalu9297 2 роки тому +13

      Na hle aji ka date r kiye Kai kaha Pai Mariba mariba ta kn sahaja Katha kii budhi kete style mariki muha ku bulei bulei gapuchi nija jhio Mari thile Jani thanta God bhi achanti

    • @aratisahoo5881
      @aratisahoo5881 2 роки тому +7

      Sata kahicha bhai

    • @jigyashameher9165
      @jigyashameher9165 2 роки тому +5

      Tapaswini marriage kariche hele taku jou maane gaali dou thile ethi soumya ku support karibaku asichanti🤣🤣🤣

    • @adarshajeevan1315
      @adarshajeevan1315 2 роки тому +4

      Sata katha kahile jagannath padhi

    • @jagannathpadhi1089
      @jagannathpadhi1089 2 роки тому +3

      @@jigyashameher9165ସେମିତି କିଛି ବି ନୁହେଁ, କାହାକୁ ବିରୋଧ କରିବି କାହିଁକି?ଯିଏ ଦୋଷୀ ସେ ଦଣ୍ଡ ପାଇବା ଦରକାର।

  • @amitavsarangi1883
    @amitavsarangi1883 2 роки тому +214

    ମାଉସୀ ଆପଣଙ୍କ ଝିଅ ର boy friends ବା lover କେତୋଟି.... ଅଛନ୍ତି... କହିପାରିବେ କି...
    ଭଲ acting କରିପାରୁଛନ୍ତି... Well script

    • @dusma006rider3
      @dusma006rider3 2 роки тому +3

      Right bro

    • @sureshsethy5392
      @sureshsethy5392 2 роки тому +3

      High Drama karuchanti

    • @sanghamitradas371
      @sanghamitradas371 2 роки тому +2

      Maa jhiya ku fasi deidaba katha mausira ki hasama jhiya ku support kariki kahuchi au boyfriend kara

  • @santoshiharijan1851
    @santoshiharijan1851 2 роки тому +17

    ବହୁତ ସୁନ୍ଦର ଗପଟି କହିଲେ ମାଉସୀ ।।।
    🙏

  • @balabhadrabandhan2338
    @balabhadrabandhan2338 2 роки тому +38

    ଏହି ବୁଢ଼ୀ ତା ଝିଅ କେତେ ଜଣ ସହ ଗିହା ଗେହି କରିଥିବ ତା ମା ନିଶ୍ଚୟ ଜାଣି ଥିବ

  • @Maagouri2828
    @Maagouri2828 2 роки тому +80

    ଏମିତି ପୁଅ ହିଁ ସମସ୍ତ ଙ୍କୁ ଦରକାର ତୋ ଅଲଖ୍ୟଣୀ ଝିଅକୁ ଏମିତି ପୁଅ କେଵେ ମିଳିବନି

    • @cmcreation4905
      @cmcreation4905 2 роки тому

      Tq...

    • @sasmitapanigrahi8437
      @sasmitapanigrahi8437 2 роки тому

      Aemiti pila kahaku drkr b nhi ate doubt kariba pila.. aethi pua kete weak jana paduchi maa bapa thu gote jhia ku bada kari dela .. maa bapa ra bhala paiba ra return re tanku kana dela.. j nija maa bapa ku chadi dunia ru jaepare gote jhia payin.. se aau gote kou jhia payin b ae jhia ku b chadithanta

  • @alokkumarsahoo1178
    @alokkumarsahoo1178 2 роки тому +226

    ମାଉସୀ ଅପେକ୍ଷ୍ୟ କର...
    ଗୋଟେ ପରିବାର ଆଖିରେ ଲୁହ ଦେଇଛ
    ଆଜି ନହଲେ କାଲି 👉 ଠିକ ତୁମ ସହ ସେମିତି ହେବ 😠

    • @priyankabehera6176
      @priyankabehera6176 2 роки тому +8

      True 💔 Jie Jahaku luha Diye Se dine Na dine Paiba Bhagaban Sabu Dekhuachanti 🙏🏻

    • @sabitadas5480
      @sabitadas5480 2 роки тому +3

      Right

    • @subhrajyotipanda
      @subhrajyotipanda 2 роки тому +1

      Kichi habani

    • @subhrajyotipanda
      @subhrajyotipanda 2 роки тому +1

      Ghor kalikal

    • @bookpowerofworld6194
      @bookpowerofworld6194 2 роки тому +2

      @@subhrajyotipandaHaan Bhalaa Mana Thibaa Loka Harajaanti Nahin.
      Dekha Samaya Evali Asse Sabu Kichi Evali Destroyed Karibaa Tara
      Dekhiba
      Samaya Kete Powerful Warriors Tame Janina Sethipaain bahaspot Maruchaa.
      Mahapurush nka Katha Vedh Ra Gaara.
      Bhali
      Bhulijaoni Je Bhagwan Budh kahithile
      Karma ra Phala Samatanku Mile kehi Banchibeniii sethiru.
      Aaau Dekha Emiti Kandibaa see jhiaa Barbaddb Hoibaa Maribaku Bhi paaibani.
      Jadi Aei Paribar bhagyaban thibeee se kalbal hoi kandhibaa Ra dekhibbe Aau Majaa nebe.
      Kintu kou Bhali Miliba Samay kahiba.😠😠😠😠😠😠😠😠😠😠😠😠😠😠

  • @priyapriya1697
    @priyapriya1697 2 роки тому +153

    ଆଲୋ ମା ସେଇଟା ସନ୍ଦେହ ନୁହେଁ ବହୁତ ଭଲପାଇବା ଥିଲା ବୋଲି ସେ ତାକୁ ହରେଇଵାକୁ ଚାହୁଁନଥିଲା ।

    • @sarojinipradhan4912
      @sarojinipradhan4912 2 роки тому

      Right

    • @lovelydehury7144
      @lovelydehury7144 2 роки тому +2

      Right

    • @dds6960
      @dds6960 2 роки тому +2

      It's called obsession not love . Don't confuse both words.Obsession leads to self destruction

    • @satyabehera6522
      @satyabehera6522 2 роки тому

      A murkha paribar a bisaya ra kichhi bujhi paribani😭😭

    • @dds6960
      @dds6960 2 роки тому +1

      @@satyabehera6522 siye murkha nuhe Seye hi siyaniya.Toka ta murkha thila ,janila Alia Jhia hateithanta.Nija maa bapa nka pai successful heithanta .Hele na jemiti toki jogu asithila duniya ku.Nija murkhami aau virupaniya jogu mala sey.Emiti cowards ku support Kariba band Kara.Bhala pai katha kahucha , sey Toka ra tah maa bapa prati tike bhala paiba thanta nija bhul mani bata asithanta aau successful heithanta .Hele na sabu nija hisab re darkar ,life re struggle karibara nahi.Kete Toka nka pakhe ghara nahi kama karichanti ahuri patha padhiki bada job pai chesta karuchanti.Eei ta ete coward ta pade katha re marigala.Khali body banau ,5 Paisa ra dum nahi

  • @kalucharanpatra5767
    @kalucharanpatra5767 2 роки тому +13

    ଆପଣଙ୍କ କଥା ରୁ ଜଣା ପଡୁଛି ସୋମ୍ୟ ଜଣେ ବହୁତ ଭଲ ପିଲା । ଆପଣ ସବୁ ଜାଣନ୍ତି। କିନ୍ତୁ ତାଙ୍କର ଭୁଲ୍ ଥିଲା ଜଣେ ଝିଅ କୁ ବହୁତ ହୃଦୟଦେଇ ଭଲ ପାଉଥିଲା

  • @jugalakishorebehera2753
    @jugalakishorebehera2753 2 роки тому +79

    ଯିଏ ପ୍ରକୃତ ଭଲ ପାଇଥାଏ ସିଏ ହିଁ ସନ୍ଧେହ କରେ । ଯେଉଁଠାରେ ସନ୍ଧେହ ଥାଏ , ସେଇଠାରେ ପ୍ରକୃତ ପ୍ରେମ ଥାଏ। ଏତିକି ବୁଝନ୍ତୁ ମାଆ।

  • @mkpradhan2750
    @mkpradhan2750 2 роки тому +19

    ଆପଣ ଭଲ କହିଲେ ମାଉସୀ 😭
    ସମୟ ତାର ଉଚିତ୍ ଜବାବ ଦେବେ
    କିନ୍ତୁ ଦୁଃଖର କଥା ସେତେ ବେଳେ ତୁମକୁ
    କୌଣଷି news chennal ବୁମ୍ ମିଳିବନି
    କହିବାକୁ 😭😭🙏🏻

  • @jrfbini9476
    @jrfbini9476 2 роки тому +364

    ଆପଣ ଜଣେ ମା ହେଇକି ମା ହିସାବରେ କୁହନ୍ତୁ...ଆପଣଙ୍କ ଝିଅଙ୍କୁ ଏତେ support କନ ପାଇଁ କରୁଛନ୍ତି ..ସୌମ୍ୟ ତମ ଝିଅକୁ ସେତିକି ଭଲ ପାଉଥିଲେ ବୋଲି ସନ୍ଧେହ କରୁଥିଲେ ....

    • @biswaranjanmishra6474
      @biswaranjanmishra6474 2 роки тому +17

      Nai mam emiti gote gote physio thante bahut adhika conservative,,bahut irritate seimane

    • @smeher7054
      @smeher7054 2 роки тому +12

      @@biswaranjanmishra6474 chub be maghia Jane bhala paile free bi chade kintu luchi luchi limit cross kale doubt Kariba tu Bala bada murkha 😆😆

    • @nutansahoo6532
      @nutansahoo6532 2 роки тому +11

      @@biswaranjanmishra6474 Bhai sata katha sei bhalia psycho pila saha Rahi habani.se puo taku pura dominate kariki rakhuthiba nahele se jhio kahin emiti ignore kariba ta chada se kn murder kala ki se suiside karichi .ethire jhio ku dosa daba kn paien . ghare bapa maa kichi kahile ki karile aame kn suiside karidaba na kn

    • @senapatipuja5483
      @senapatipuja5483 2 роки тому

      @@biswaranjanmishra6474 right bro

    • @lopamudrabehera2540
      @lopamudrabehera2540 2 роки тому +3

      @@biswaranjanmishra6474 physio kan bhai ..psycho

  • @bikashswain5716
    @bikashswain5716 2 роки тому +280

    ଝିଅ କୁ ଭଲ ସଂସ୍କାର ଦେଇଚୁ ଲୋ ମାଆ

  • @emotionalboyhemanta8870
    @emotionalboyhemanta8870 2 роки тому +192

    ମା ତମେ ଓଡ଼ିଆ ଚଳଚ୍ଚିତ୍ର ରେ ଲେଖକ ହେବ ସତ ସବୁବେଳେ ସତ ଆଉ ମିଛ ସବୁବେଳେ ମିଛ

  • @ଚଗଲାଟୋକା
    @ଚଗଲାଟୋକା 2 роки тому +1

    ନଗା ନାଗି ବେଳେ ଭଲ ଲାଗିଲା.
    ପରେ ଖରାପ ଲାଗିଲା

  • @satyajitgochhayat9462
    @satyajitgochhayat9462 2 роки тому +8

    କି Accting ବେ
    ଇଏ Hollywood ରେ Heroine ହବା କଥା🤣🤣🤣🤣🤣🤣

  • @ashokkumarnaik5548
    @ashokkumarnaik5548 2 роки тому +140

    ମାଉସୀ ଅପାଙ୍କ ପୁଅ ହୋଇଥିଲେ ଏମିତି ଶାନ୍ତି କଥା ବାର୍ତ୍ତା କରିଥାନ୍ତେ, ମିଡ଼ିଆ ଭାଇ ଆପଣ ଙ୍କୁ ଖୁସି ରେ ପ୍ରଶ୍ନ ପଚାରୁ ନାହାନ୍ତି ଆପଣ ତ ବହୁତ ଖୁସି ରେ ଉତ୍ତର ଦେଉଛନ୍ତି........

    • @sumitrachandra552
      @sumitrachandra552 2 роки тому +1

      Right. Bada santi re mausi au mousa answer deuchanti. Jemti semane mane mane eita chanhuthile.

    • @kaliapremibhajanbhandara8515
      @kaliapremibhajanbhandara8515 2 роки тому +1

      ଠିକ କହିଲେ ଭାଈ ମୁରୁକି ମୁରୁକି ହସୁଛନ୍ତି ମଧ୍ୟ ହେଲେ ଭୂଲି ଯାଉଛନ୍ତି ଏ ହସ ଅଳ୍ପ କେଇ ଦିନର, ଆଗକୁ ଲୁହର ବର୍ଷା ହେବ ଏ ପରିବାର ଉପରେ

    • @sumitrachandra552
      @sumitrachandra552 2 роки тому +1

      @@kaliapremibhajanbhandara8515 right. Se dina kebe asiba

    • @kaliapremibhajanbhandara8515
      @kaliapremibhajanbhandara8515 2 роки тому

      @@sumitrachandra552 କଳିଯୁଗରେ ତିନିଦିନ, ତିନିପକ୍ଷ ନହେଲେ ବର୍ଷ ଭିତରେ ନିଶ୍ଚିତ ନ୍ୟାୟ ମିଳିବ ସେ ପରିବାର କୁ

  • @rajlenka8506
    @rajlenka8506 2 роки тому +131

    Hye maa Tama jhia boli support karani se bhai nka maa bi gote pua ku hareichanti 😭😭😭

  • @mangulichbehera6637
    @mangulichbehera6637 2 роки тому +113

    ଓଃ କି ଚମତ୍କାର ଅଭିନୟ 😡

    • @sanghamitradas371
      @sanghamitradas371 2 роки тому +3

      Bharat Ratna award deidaba katha au derikahiki a maa jhiyaku jaldi delhi pathaooo award pai

  • @bvavgjavvacgshacanb-626-haj
    @bvavgjavvacgshacanb-626-haj 2 роки тому +31

    ମାଉସୀ ଖୁସି ହେବା କଥା କି ଆପଣଙ୍କ ଝିଅକୁ ଏତେ ଭଲ ପାଉଥିବା ପିଲାଟେ ମିଳିଥିଲା । ହେଲେ ଚରିତ୍ରହିନା ଝିଅ ର support ନଉଛନ୍ତି ଆଉ ପୁଅକୁ ସବୁ ଦୋଷ ଦେଉଛନ୍ତି। ଛି 🤬

  • @sangramexpresa2z632
    @sangramexpresa2z632 2 роки тому +15

    ଏକୁ ବାଳ ସରପଞ୍ଚ କରିଦିଏ ଭଲ ଭାଷଣ ଦଉଛି

  • @alltakesports8735
    @alltakesports8735 2 роки тому +116

    ଓହ୍ ଚମତ୍କାର dialog ମାଉସି ତମର,,,
    ତୁ ମୋ ମା ପରି ହେବୁ,, ଆଉ ତତେ କଣ କହିବି
    ଷ୍ଟିଲ। God bless you

  • @puspanjalisau2918
    @puspanjalisau2918 2 роки тому +22

    ତା ମାମା କଣ କହିବେ। ଝିଅ କୁ ମିଡିଆ ଆଗକୁ ଆସିବାକୁ ଦିଅନ୍ତୁ । ଆମେ ବୁଝପାରୁନାହିଁ କଣ ପାଇଁଁ ସୋନାଲି ନନ୍ଦ ମିଡିଆ ଆଗକୁ ଆସୁନାହାନ୍ତି ।

  • @Twins_Lifestyle
    @Twins_Lifestyle 2 роки тому +65

    ଏ ମାଆ ବୋଧେ ଜଣେ ସାହିତ୍ୟ ଦିଦି ଅଟନ୍ତି। ଭଲ ସାହିତ୍ୟ ବୁଝାଉଛନ୍ତି। ମୁଁ ପ୍ରଶିକ୍ଷଣ ନେବା ପାଇଁ ତାଙ୍କୁ ପାଖକୁ ଯିବି।😂😂😂 ଯଦି ଝିଅ ପୁଅ ଭିତରେ ଏମିତି ଚାଲିଥିଲା ତୁ ବୁଢ଼ୀ ଜାଣିଥିଲୁ ତେବେ ପୁଅର ବାପା ମାଆ ଙ୍କୁ ଜଣେଇ ଦେଲୁନି କାହିଁକି...?

  • @samir4126
    @samir4126 2 роки тому +18

    ମା ତୁମେ ଜଗତର ସହା ଭରଷା ।
    ତମେ ଜଗତ ପାଇଁ କଳଙ୍କ

    • @NINjAGAMING-jb5pb
      @NINjAGAMING-jb5pb 2 роки тому

      Not bro dont tell kalanka because every mother wants safety about there children and thats why she telling lies here. How every we know whats truth and who killed somya but dont tell Kalanka. In case if we are in that place then my mother will tell thats same thing the lies.

    • @parshuramlenka7293
      @parshuramlenka7293 2 роки тому

      😁😁😁😁

    • @samir4126
      @samir4126 2 роки тому

      Tike odia re kuha

  • @rajendranayak4209
    @rajendranayak4209 2 роки тому +8

    ଆଉ ତୋ ଝିଅ ପୁରା ସତୀ ସବିତ୍ରୀ ଟା, ସେ ପୁଅ ଆଘରୁ ଭଲ ପାଉଥିଲା,ଆଉ ତୋ ଝିଅ ....

  • @linadash6062
    @linadash6062 2 роки тому +83

    ଓସ୍କାର ଆୱାର୍ଡ଼ ଦିଆ ଯିବା କଥା ତମ ପରିବାର କୁ ମାଉସୀ ଲୋ ଗୋଟେ ପୁଅର ଜୀବନ ପଳେଇଲା ତୋ ଝିଅ ପାଇଁ ତଥାପି ମୁହଁ ଟାଣ କଥା ତମର

    • @pranatinayak7641
      @pranatinayak7641 2 роки тому

      👌👌

    • @mamatabiswal5357
      @mamatabiswal5357 2 роки тому +1

      Right

    • @kabitarout1384
      @kabitarout1384 2 роки тому +1

      Se pua ra vul jie nije bapa maa nka katha vabilani aithiru jana paduchi se ta bapa bounku kete vala pauthiba aau se jhia aau se kete vala pauthibe

    • @mamatabiswal5357
      @mamatabiswal5357 2 роки тому

      @@kabitarout1384 love kar Kia dohka Dela tamaku janapadiba jaha upper heichi see jainichi

    • @kasturiray6150
      @kasturiray6150 2 роки тому

      Taku kie maribaku kahila??

  • @alltakesports8735
    @alltakesports8735 2 роки тому +29

    ଅହି ସୁଲକ୍ଷଣୀ ଝିଅ ଗୋଟେ ପାଇଥିଲେ ମାଉସି,,
    ଓହ୍ beautiful,,, Chamatkar ଝିଅ ଗୋଟା
    ରୂପ ଯେମିତି ଗୁଣ ସେମିତି,,
    ରୂପବତୀ ଗୁଣବତୀ ଆଉଗୋଟା ହେଲା ଗର୍ଭ ବତୀ
    ଖାଲି ତ ବତୀ ଆଉ,,,,
    କିଲୋ ମାଉସୀ ତ ଝିଅ ପରା କଞ୍ଚା,,,, ଟା

  • @odiabeautygirlmisu
    @odiabeautygirlmisu 2 роки тому +93

    କିଛି ତ ଗୋଟେ ଅଛି ନ ହେଲେ ଗୋଟେ ପୁଅ କାହିଁକି ଆତ୍ମହତ୍ୟା କରିଥାନ୍ତା ସୋନାଲି ଛଡା କେହି ଜାଣିନାହାନ୍ତି

  • @chinmayeepradhan4596
    @chinmayeepradhan4596 2 роки тому +28

    The guy's love was pure... This aunty is not getting her girl's fault

  • @g.s.inodia9562
    @g.s.inodia9562 2 роки тому +14

    ମାଉସୀ ତମ ଝିଅର କେତେଟା lovers ଥିଲେ ଆଗ ଜାଣ ତାପରେ ଯାଇ ଜାଣିବ ଏ "ସନ୍ଦେହ" କ'ଣ ପାଇଁ । ତମ ଝିଅ ଗୋଟେ ଖିଲାଡ଼ି ଟା ଲୋ।

  • @sanghamitramishra1654
    @sanghamitramishra1654 2 роки тому +97

    ୟେ lady ଙ୍କ ମନ ରେ ଟିକେ ବି ଦୁଃଖ ନାହିଁ,,, ଭାବିଚିନ୍ତି ବୀଣାଜିଁଣ। କଣ୍ଠ ରେ କାହାଣୀ କହୁଛନ୍ତି,,,ଛିଃ ଛିଃ,,,
    ,,,ତୁମ body language କହୁଛି, ତୁମେ ମିଛ କହୁଛ,,,
    ,,,,,

  • @publicbijay4112
    @publicbijay4112 2 роки тому +65

    ସନ୍ଦେହ କରିଲା କିଛି ଭୁଲ କରିନି ସେ ସେମିତି କିଛି କରିଥିବ ତ ହାରାମି ଝିଅ

  • @nsasmita7745
    @nsasmita7745 2 роки тому +90

    ହଁ ହଁ ଯଣା ପଡୁଛି ତ ଝୀଅ ଟା କେତେ ସଂସ୍କାରି ଲାଜ ନାହିଁ ତ ମୁହଁରେ ଯାହା ବୁଢ଼ୀ ଗୋଟେ ପୁଅ ର ଜୀବନ ନେଲା ପରେ ବି କହୁଛି ମୋ ଝିଅ କେତେ ସଂସ୍କାରି...... ଛି.... ଛି... ଛି..

  • @ajitswain7835
    @ajitswain7835 2 роки тому +16

    ଆଊ ଅଧିକା ଟଙ୍କା ବାଲା ମିଳୁ
    ମା ପଟେଇବ
    ଝିଅ ପାଇଁ ଆଉ ଗୋଟେ ପୁଅ

  • @aswinkumarrauta2024
    @aswinkumarrauta2024 2 роки тому +1

    ପାଗଳ ପ୍ରେମୀ ଯୁଗଳ ଏ ଯୁଗରେ ମାଳ ମାଳ

  • @satyabhau69
    @satyabhau69 2 роки тому +63

    ହଁ ମଁ, କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଅନ୍ୟ ମାନଙ୍କ ସହିତ ମଧ୍ୟ ବିତେଇବାର ଆବଶ୍ୟକତା ରହିଛି ...

    • @narmada4117
      @narmada4117 2 роки тому +1

      😀😀😀😀😀😀

  • @mr_pandu_official
    @mr_pandu_official 2 роки тому +97

    ଯୋଉ ଆଣେ ସନ୍ଦେହ ଭଳିଆ କାମ କରିବେ ସେମାନଙ୍କୁ ଯିଏ ବି ହେଉ ସନ୍ଦେହ କରିବା ସଳା ୪ ଟା BF ବଦଳେଇବ ତାକୁ କିଏ ବିସ୍ଵାଶ କରିବ ସୋ ପିଲା ତାକୁ ଆକଟ କରୁ ଥିଲା ।ଓକେ ମାଉସୀ ତମ ଝିଅ ର ଆଗରୁ କେତେଟା BF ଥିଲେ ତମେ ଜାଣିଛ ନା ନାଇଁ ସେଟା କୁହ ??????

  • @harijenavlogs2283
    @harijenavlogs2283 2 роки тому +16

    ମାଆ ତ ଏମିତି ଆଉ ଝିଅ ସେମିତି ହେବା ସ୍ୱାଭାବିକ... ଧନ୍ୟ ଲୋ ମାଆ ଆପଣଙ୍କୁ 🙏🏻

  • @princerajat7529
    @princerajat7529 2 роки тому +9

    ମା ତୁ ଆଉ ତୋ ଝିଅ ନାରୀ ଅଭିନେତ୍ରୀ ହେବ ଲୋ 🙏🏼

  • @jyotirmayarath7271
    @jyotirmayarath7271 2 роки тому +9

    ମାନି ବାକୁ ପଡିବ ମାଉସୀ ଙ୍କ ଅଭିନୟ। ଟିକିଏ ହେଲେ ଦୟା ନାହିଂ। ଏ ଭଳି ଲୋକ , ଏ ଭଳି ପରିବାର ଠାରୁ ନିଜ ପିଲାଙ୍କୁ ଦୂରେଇ ରଖନ୍ତୁ । ନଚେତ୍ ମାନସିକ ର୍ନିଯାତନା ପାଇିଂ ପ୍ରସ୍ତୁତ ରୁହନ୍ତୁ।
    ଆଜିକାଲି କଳାକାର ଙ୍କର ୬୪ କଳା ଝରୁଛି । ସେମାନଙ୍କ ଯୋଗୁଁ ନିଜ ହସ ଖୁସୀ ର ସ଼ଂସାର , ନିଜ ଜୀବନ କୁ କଳଙ୍କିତ କରନ୍ତୁ ନାହିଂ।

  • @rupelipradhan3269
    @rupelipradhan3269 2 роки тому +28

    ତା ମାନେ ମାଉସୀ ତମେ କହୁଛ କି ତମ ଝିଅ frist ପୁଅକୁ teste କରିବ hottel ଯାଇକି ତା ପରେ ତମେ mrg କରିବା ଧନ୍ୟ ତମେ

  • @dillipkumarbisoyi9554
    @dillipkumarbisoyi9554 2 роки тому +21

    ମା, ତୁମ ଝୁଅ କୁ ଆଉ souprt କରନା, ଟିକେ ତ ସେ ପୁଅ କଥା ଭବ ଆଉ ସେ ପରିବାର ଏବେ କେମତି ପରିସ୍ଥିତିରେ ଥିବେ, ସେହି ଝଗଡା hi ଭଲପାଇବା, ବୁଝିଲ, ଆକୁ ହିଁ କୁହାଯାଏ ଭଲପାଇବା କାହିଁକିନା ଷୌମିୟ ଭାଇ ହୂରଦ୍ୱୟରୁ ଭଲପାଇଥାଏ,

  • @agastysir9984
    @agastysir9984 2 роки тому +8

    ଦୁଇ ଜଣଙ୍କର କିଛି ଭୁଲ ରହିଛି,,,,କେବଳ ଝିଅ ର ନୁହେଁ

  • @kumarbarun9719
    @kumarbarun9719 2 роки тому +4

    ଚମତ୍କାର ମା ଆପଣ ଏମିତି କଥା କୁହନ୍ତୁ ଯେମିତି ସମାଜ ରେ ଗୋଟେ ନିୟ ଦୁଷ୍ଟି ରେ କଥା ତେ ହବ ଝିଅ କୁ ଅନ୍ଧ ଭଲି ଭଲ ପାଇବା ଦିଅନ୍ତୁ ହେଲେ ଭଲ ବୁଦ୍ଧି ଟିକେ ଶିଖାଉ।

  • @ଲକ୍ଷ୍ମୀନାରାୟଣ

    Her mom is very practically answered all questions ….soumya Nija raga ku control Kari n Pari a bhali dicission neichhanti after all jetebele Jane a duniyaru chali jaichhi so majority jhia ku hni dosi sabyasta karuchhanti

    • @KuKu-TV-comedies
      @KuKu-TV-comedies 2 роки тому +1

      That's real point..which our society never accept such type of words..

  • @madhusmitanayak4764
    @madhusmitanayak4764 2 роки тому +46

    ମା ତାହେଲେ ଆପଣ ପୁଅ କୁ ଏଠି ବୁଲାଇ ବଂକେଇ ପାଗଳ ବୋଲି କହୁଛନ୍ତି ଆଉ ଝିଅ ର ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି 🙄

    • @music_lover7837
      @music_lover7837 2 роки тому +2

      May be she's telling the truth... Everyone is hero in their story so don't blame only one person for this

  • @mausumisahoo289
    @mausumisahoo289 2 роки тому +74

    ଏ ବୁଢି ସବୁଜାଣିଚି

  • @debadattatripathy6345
    @debadattatripathy6345 2 роки тому +16

    ମାଉସି ଆପଣ ଜାହାକହୁଛନ୍ତି ଯଦି ସତ ହୁଏବି,ତୁମ ଝିଅର ଦୋଷ କାରଣ ତମ ଝିଅ ବାହା ନ ହେଉଣୁ ଅନ୍ୟ ପୁଅ ତମକୁ ମମି ଡାକିବ,ଏଇଟା ତମକୁ କେମିତି ଠିକ ଲାଗିଲା ଜାଣିଲ ଯେତେବେଳେ ତୁମ ଝିଅ ତାକୁ ଭଲ ପାଉଛି ଆଶା ଭରଷା ଦେଇଛି ତୁମେ ତୁମ ଝିଅକୁ କହିଥାନ୍ତ,ତୁ ତା ଛଡା କାହାକୁ ଭଲ ପାଇବୁ ନାହିଁ କି ବାହା ହବୁ ନି ଆଉ ସେ ପୁଅକୁ କହିଥାନ୍ତ,ପୁଅ ଯାହା ହେଇ ଯାଉ ପଛେ ମୋ ଝିଅକୁ ତମକୁ ବିବାହ କରିବି,ତା ଦ୍ୱାରା ତମ ଝିଅର ସେ ପୁଅ ପ୍ରତି ଭଲ ପାଇବା ଦାଇତ୍ୱ ବଢି ଥାନ୍ତା ସେ ତାକୁ ignore କରି ନ ଥାନ୍ତା,ସେ ପୁଅ suicide କରିନଥାନ୍ତା

  • @pinky9039
    @pinky9039 2 роки тому +5

    ସୌମ୍ୟ ସେ ସୋନାଲି କୁ ବହୁତ ଭଲ ପାଉଥିଲେ। ସେ ତାକୁ ହରାଇବାକୁ ଡରୁଥିଲେ ତେଣୁ ସିଏ ଯାହା କହିଲେ ବି ଶୁଣୁଥିଲେ।

  • @divyashasahu1993
    @divyashasahu1993 2 роки тому +70

    Her mom's talks seem very matured and practical

    • @akashrout9693
      @akashrout9693 2 роки тому +9

      Her mother is already experienced to mislead this type of situation. I have seen such type of cases . The job of a mother is to protect her children whether her son/daughter is right or wrong. But that doesn't mean culprit can roam freely . She should be punished .

    • @KuKu-TV-comedies
      @KuKu-TV-comedies 2 роки тому +2

      Right..bahut rare loka ai jinisha Ku kuhanti..
      Ama loka ta bilua ..gote bobeile sabu bobeibe..aji se marigala boli taku sympathy pain hadatala chaleichhanti..jhia marithile Tara doubt Ku nei puaku suneithante..
      Are practically bhabiba Katha jhia pain mariba ta Kan thk..one side hoiki khali pua marichhi boli taku support Kariba ta thk nuhna..
      Dui side bhabiba and judge Kariba ta thk..

  • @CreationOdia1234
    @CreationOdia1234 2 роки тому +22

    ସନ୍ଦେହ କଣ ପାଇଁ ଜଣେ କରିବ ସନ୍ଦେହ କରିଲାପରି କାମ କରିଲେ ଜଣେ ସନ୍ଦେହ କରିବ 100% ସୋନାଲି ତ ଖାଣ୍ଟି ସୁନା ମୁଣ୍ଡା ତୁମ ଝିଅ କେତେ ଟୋକା ଙ୍କୁ ଗାଣ୍ଡି ଦେଖେଇଛି ସେଇ ସଂସ୍କାର ତୁମ ଝିଅ କୁ ଦେଇଛ ଝିଅ ଭୁଲ୍ କୁ ଲୁଚାଉଚ ପୁଅ ର କିଛି ଭୁଲ୍ ନଥାଇ ପୁଅ କୁ ଭୁଲ୍ କହୁଛ

  • @srikantapadhan5265
    @srikantapadhan5265 2 роки тому +12

    ଝିଅ ଯେମିତି କୁ ମାଆ ସେମିତି କିଛିବି ଅଲଗା ନୁହ

  • @Sahoocreation74
    @Sahoocreation74 2 роки тому +17

    ଯେଉଁ ମାନେ ଏଭଳି ଷ୍ଟେପ ନିଅନ୍ତି ସେମାନେ ପାଗଳ।

  • @niharikacreation4582
    @niharikacreation4582 2 роки тому

    ଲାଗୁଛି ମା ସତ କହୁଛନ୍ତି ହେଲେ ଏଇଟା ସେ ବୁଝିପାରୁନାହାନ୍ତି ନିଆଁ ନଥିଲେ ଧୂଆଁ ଉଠିବନି ସୋନାଲି ସେମିତି କାମ କରିଛନ୍ତି ବୋଲି ସୋମ୍ୟ ସନ୍ଦେହ କରୁଥିଲି ସୋମ୍ୟ ସେତିକି ଭଲ ପାଉଥିଲେ ବୋଲି ଚାଁହୁ ନଥିଲେ କି ସୋନାଲି ସେମିତି କିଛି ଭୁଲ କରନ୍ତୁ ଆଉ ତାଙ୍କଠୁ ଦୂରେଇଯାନ୍ତୁ ବୋଲି

  • @munimuni3366
    @munimuni3366 2 роки тому +6

    Mayabini maa 🙏 namaskar

  • @publicbijay4112
    @publicbijay4112 2 роки тому +83

    ତ ମୁହଁ କୁ ଦେଖିଲେ ଜଣା ପଡୁଛି କେତେ ସତ କହୁଛ

  • @dosomegoodwork5286
    @dosomegoodwork5286 2 роки тому +11

    ମାଆ ତୁମକୁ ସଲାମ ।
    ତମର ଲଭ marriage ନା arrange??
    ଭଲ ପାଇବା କଣ ରାସ୍ତା ର କଥା !!
    ବହୁତ୍ chalaki ରେ ans deuchaa
    ତୁମ ଝିଅ ପୁରା ସୁନା ମୁଣ୍ଡା ଟା ନା ।
    ଏତେ ପୁଅ ଙ୍କ ସହ ତୁମ ଝିଅ କାହିଁକି ସମ୍ପର୍କ ରଖିଥିଲା ।

  • @mrravan9384
    @mrravan9384 2 роки тому +55

    Maa 100 number jhia 200 number

  • @gayatripanda7010
    @gayatripanda7010 2 роки тому +1

    Good educated or decent lady...Nice mom

  • @kumkumdas9619
    @kumkumdas9619 2 роки тому +1

    ମାଉସୀ ବହୁତ matured। ସେ ଠିକ୍ କଥା କହୁଛନ୍ତି ।ତାଙ୍କ ଝିଅ ର ଭୁଲ ତ ଅଛି, କିନ୍ତୁ ସୌମ୍ୟ ର ଭି ମୁଣ୍ଡ ଦୋଷ ନିହାତି ଅଛି, ନହେଲେ ସିଏ ଆତ୍ମ ହତ୍ୟା କରି ନଥାନ୍ତା । ଗୋଟିଏ ଝିଅ ହାତରୁ ଗଲା, ସେଥିପାଇଁ ଆଉଗୋଟେ ଝିଅ ପାଇ ସେ possessive ହୋଇଯାଇଥିବ ଲାଗୁଛି ଜୀବନ ରେ ପ୍ରେମ ଛଡ଼ା ଆହୁରି ଅନେକ ଜିନିଷ ଆଉ ଦାୟିତ୍ଵ, କର୍ତ୍ତବ୍ୟ ବି ଅଛି, । ସମସ୍ତଙ୍କୁ ନିଜର space ଦର୍କାର, । ଝିଅ ର ଅତୀତ ଇତିହାସ ଜାଣି, ନିଜେ ପାଗଳାମୀ କରି ଆତ୍ମହତ୍ୟା କରିଛି, ।ପ୍ରଥମ ଭୁଲ ତ ତାର। ସୌମ୍ୟ ଘର ଲୋକ ବି ତାକୁ ବୁଝେଇବା ବଦଳରେ ବେଶୀ ପ୍ରଶ୍ରୟ ଦେଉଥିଲେ ଏ ପ୍ରେମ ପାଗଳାମୀ ପାଇଁ, ପୁଅକୁ business ରେ concentrate କରିବାକୁ ବୁଝେଇଲେନି ? କଠିନ ପରିସ୍ଥିତି କୁ ସମ୍ମୁଖୀନ ହେବାକୁ ତାକୁ ଗଢିଲେନି ? ସେ ଝିଅ ବିଷୟରେ ଖବର ନେଲେ ନାହିଁ କାହିଁକି । ପୁଅ ଯାହା କାଣ୍ଡ କରୁଥିଲା ସେ ସବୁ ଜାଣିଥିଲେ । ତାକୁ ଘରେ ପୂରେଇ ନାଟ କରୁଥିଲେ କାହିଁକି? ଝିଅର ମା ଝିଅ ଠାରୁ ଦୂରରେ ରହୁଥିଲେ, ସବୁ କଥା ଜାଣିପାରିବେ ନାହିଁ । ପୁଅ ଘରେ ତ ସବୁ ଦେଖୁଥିଲେ, ଜାଣିଥିଲେ । ଝିଅ phoneକୁ ରାତିରେ 36 ଥର ଫୋନ କରୁଥିଲା , ତାର ମୁଣ୍ଡ ଖରାପ ନୁହଁ? ସବୁ ଝିଅ ଦୋଷ ଦେଲେ ଚଳିବ? ଝିଅ ର ମା ର କଣ ଦୋଷ ? ତାଙ୍କର ତ କିଛି ରୋଲ ନାହିଁ। ସେ ଟୋକା ତା ପରିବାର କଥା ଟିକେ ଚିନ୍ତା କଲା କି? ତାର ଦୋଷ ନୁହଁ ?

  • @sudhanshusekhar5501
    @sudhanshusekhar5501 2 роки тому +26

    maa au jhia both swatha hasal karuthile

  • @debarajbehera5551
    @debarajbehera5551 2 роки тому +19

    ବାହାଘର କଥା ଉଠିଲା ପରେ ତୁମେ ଝିଅ ଉପରେ ନିର୍ଭର ଛାଡୁଛ, ତୁମ ଛକି ସୁନ ଖେଳ ଖେଳିଲ,ବର୍ତ୍ତମାନ ତୁମ ଘରେ ଝିଅ ମୁରବି ଯାହା ର ପରିଣତି ଗୋଟେ ପୁଅ ର ଜୀବନ ଗଲା। ଝିଅ ରୋଜଗାର କରୁଥିଲା କିଛି ଟଙ୍କା ଦେଲା। ସେଥିପାଇଁ ତୁମେ ଝିଅକୁ କିଛି ଆକଟ ନଥିଲା, ବାହାଘର ଖେଳ ଘର ନୁହେଁ ଯେପରି କହୁଛ ପ୍ରେମ କରି ସମ୍ପର୍କ ରଖିବା ଏଇଟା କୋଉ ଖେଳ କରିବା କଥା। ପ୍ରଥମ କଥା ଯୋଉ ମଣିଷ ସମୟ ର ମୂଲ୍ୟ ବୁଝେ ନାହିଁ ଯୋଉ ପିତା ମାତା ଝିଅର ବିବାହ ଦାୟିତ୍ଵ ନିର୍ବାହ କରନ୍ତି ନାହିଁ, ବିବାହ ଯୋଗ୍ୟ ବୟସର ଝିଅ କୁ ବିବାହ ନକରି ଅବହେଳା କରନ୍ତି। ଝିଅ ଉପରେ ଦାୟିତ୍ୱ ଛାଡ଼ନ୍ତି,ଯାଯାବର ଭଳି ଝିଅ ପୁଅକୁ ଚୟନ କରାନ୍ତି।ତାହା ର ପରିଣତି ଭୟାବହ ।ଏଠି କାହାର ଦୋଷ ? ଭଲ ମନ୍ଦ ବାଛନ୍ତି ଅବିଶ୍ୱାସ ମନରେ ଥାଏ। ତାହାର ପରିଣତି ହେଉଛି ଦୁଃଖ ଏବଂ ଦୁଇଟି ଜୀବନ କୁ ବାଜି ରେ ପକେଇ ଦେଲ। ଯାହା ସମ୍ପର୍କରେ କଳଙ୍କ ଲଗାଇଲା। ଏମିତି ଖେଳ କରିଛ ଝିଅ, ମା ମିଶି ତୁମ କୁ ଭଗବାନ କ୍ଷମା କରିବେନି।ଯେଉଁଠି ଭଲ ପାଇବା ଥାଏ ସେଠି ସନ୍ଦେହ ଆସେ ତାର ସମାଧାନ ପରସ୍ପର ମଧ୍ୟରେ ନିକଟତର ହବା। ନାହିଁ ଯେ ଓଲଟି କହିବା ଆମେ ଏବେ ବାହାଘର ପାଇଁ ସାମର୍ଥ୍ୟ ନାହିଁ, ଝିଅ ପୁଅ ପରସ୍ପର ବୁଝା ବୁଝି ପାଇଁ ଆଉ କିଛି ସମୟ ନିଅନ୍ତୁ , ନିଜ ନିଜର ସ୍ୱାର୍ଥ ର ଲଢେଇ ରେ ଗୋଟେ ନିରହ ଜୀବନ ଦୀପ ଲିଭି ଗଲା।

  • @bijaybhai2829
    @bijaybhai2829 2 роки тому +94

    ତୋଓଝିୟର।ଗୋଟେଏ।ଟୋକାରେଏମନବୁଝୁନି।ତାଆକୁଊ।100ଟୋକାଆଦରକା।ଆଣିକିଈ।ଦେଏ।ଏଥର

  • @kirannayak5040
    @kirannayak5040 2 роки тому +1

    ବେସି କଥା କୁହନ୍ତୁ ନାହିଁ , କାହିଁକି ନା ସମୟ ଆଉ ନାହିଁ, ଏବେ କେବଳ ସେହି ସମୟ କୁ ଅପେକ୍ଷା କରିଛୁ, ତମ ଝିଅ ,ସୋନାଲି ତାକୁ ଅତି ଶିଘ୍ର ଦଣ୍ଡ ଦିଆ ଜାଉ,

  • @TechnicalHpHappy
    @TechnicalHpHappy 2 роки тому +4

    ମାଉସୀ ଆମକୁ ଗୋଟେ Doubt Clear କର ଆପଣଙ୍କ ଝିଅ ର ପ୍ରକୁତ ରେ କେତେଟା ପ୍ରେମିକ ????

  • @shrabanidas6586
    @shrabanidas6586 2 роки тому +15

    Soumya ra bhala paiba paiba ku sonali jogya nuhen.....

  • @chinmayacharya1268
    @chinmayacharya1268 2 роки тому +37

    Odisha Bhaskar Se Jhia ra interview kara

  • @bbiswal9812
    @bbiswal9812 2 роки тому +12

    ସୌମ୍ୟର ପାଗଳାମି ର ସୀମା ନଥିଲା; ଗୋଟିଏ ଝିଅ ଯଦି ତାଙ୍କ ଜୀବନରେ ଆସିବାକୁ ଚାହୁଁ ନାହିଁ, ତେବେ କଣ ସୁଇସାଇଡ ଶେଷ ନିଷ୍ପତ୍ତି କି?

    • @syashmisvlog9405
      @syashmisvlog9405 2 роки тому +3

      U r right. Baha na heiki ete possesive kan pain. Jane chanhuni jadi taku chhadi diantu.ete insecure heiki suicidr kari deiki jhia ku dosa deba mane kan...!! May be psycho nature thila. Sundar jhia that to singer may be pua pura insecure heijauthila kale se aau kahara heijiba boli

  • @sumantadas9690
    @sumantadas9690 2 роки тому +1

    Maa apana sata kahile se jane bahut sundar swachha heart pila apananka jhia gote bedha.

  • @omshantiajay9036
    @omshantiajay9036 2 роки тому +21

    Happiness is highly appreciated

  • @Sanjaysir0D
    @Sanjaysir0D 2 роки тому +8

    ମା କୁ ଛୁଆର ସବୁ ଗୁଣ ଜଣା... ୟାଙ୍କ କଥା ଵି ସେଇଆ...

  • @srikantapadhan5265
    @srikantapadhan5265 2 роки тому +26

    ସଦେହ ହି ପ୍ରମର ମଜି ସନ୍ଦେହ ନଥିଲେ ସେ କି ପ୍ରେମ

  • @sumanpanda8797
    @sumanpanda8797 2 роки тому +14

    😁he bhagavan jemiti laguchhi ta jhia apekhya maa ku pura prema bidya jana . Ea gate khala naika

  • @satyabratanaik1639
    @satyabratanaik1639 2 роки тому

    ଏମାନେ ସମସ୍ତେ.. FAMILY ଡ୍ରାମା କରୁଛନ୍ତି....10 MONTH ସମ୍ପର୍କ ଭିତରେ ତମ ଝିଅ ତାଙ୍କ ଘରେ.. ଝିଅ ଭଳି ରହିକି ଖାଇ ପିଇକି ଆସୁଥିଲା... ଏବେ KAHUCHA ସେ ସନ୍ଧୟ କରିବା ପିଲା.. ନୂଆ ପିଲା ମିଳିଲେ ପୁରୁଣା ପିଲା କୁ IGNORE.... ଧନ୍ୟ ତମ ମାନବିକତା....
    ଫୋଟୋ କୁ ଦେଖିଲେ ସବୁ ଜଣାପଡୁଛି

  • @welcometoalisaworld2219
    @welcometoalisaworld2219 2 роки тому +1

    ଆରେ ବା ଏ ମାଉସୀ କି ଖାଲ ନାୟକ. ବା ରେ କହୁଛନ୍ତି ସନ୍ଧେଇ କି କଥା କହୁଛନ୍ତି. ଶଳା ହାରାମି ଶଳା. ତମ 2 ଜଣ ଙ୍କ ପାଇଁ ନାରୀ ଜାତି ପାଇଁ କଳଙ୍କ. ଛି ଛି ଛି, ତମକୁ ବିନା କପଡା ବୁଲେଇ ବୁଲେଇ ପିଟି ପିଟି ଫାସୀ ଦେଇଦେବ

  • @prasantadas2580
    @prasantadas2580 2 роки тому +11

    ସୋନାଲୀ କୁ Afghanistan ରେ ଛାଡିଦିଅ,କେତେ boyfriend change କରୁ

  • @RRachita
    @RRachita 2 роки тому +61

    4 dina pare...film ra script padhi ki story kahucha

  • @dfordestroyer5896
    @dfordestroyer5896 2 роки тому +50

    ତୋ ଝିଅ ଗୋଟା ତୁଳସୀ ଟା, ନୁହେଁ କି ? ଏ ହୀନ ମାଇକିନା ତା ଝିଅକୁ ସିଖେଇଥିବ ।

  • @kanaklatasamal470
    @kanaklatasamal470 2 роки тому

    ପ୍ରଣାମ ମାଆ।
    ଯେଉଁ ପିଲା ବୋଉ ବୋଲି ମଧୁର ଡାକ ଡାକୁଥିଲା,ଆପଣ ତାଙ୍କୁ ଜ୍ବାଇଁ ବୋଲି ଭାବୁଥିଲେ ତା'ପାଇଁ ଆଖିରୁ ଲୁହଗଡେଇବା ଛାଡନ୍ତୁ ଟିକିଏ ମଧ୍ୟ ମନଦୁଃଖ କି ଅବଶୋଷ ଦେଖିବାକୁ ମିଳିଲାନି।ଧନ୍ୟ ତୁମ ହୃଦୟ ଆଉ ମାଆ ପଣିଆକୁ।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @sudhirsuna9929
    @sudhirsuna9929 2 роки тому +53

    Mausi is very clearly speaking the facts. ..

  • @narmada4117
    @narmada4117 2 роки тому +81

    Maa bi kalakar achhi

  • @tusharkantasamal1735
    @tusharkantasamal1735 2 роки тому +8

    Best acting award goes to in 2022 sonali family members...Madi chala

  • @a.rcutiegirl4240
    @a.rcutiegirl4240 2 роки тому +65

    Bhut chalak aro maa

    • @sanghamitradas371
      @sanghamitradas371 2 роки тому +7

      Se puara agaru girlfriend thile tama jhiyara kateta boyfriend achanti mausitike kahilanita

    • @alert3819
      @alert3819 2 роки тому

      Pura family randi bepara karuthanti pa

  • @bunnyabhijeet2318
    @bunnyabhijeet2318 2 роки тому

    Very diplomatic lady

  • @kabitabehera7017
    @kabitabehera7017 2 роки тому +3

    ୟାକୁ, irritating କୁହାଯାଏନି, ୟାକୁ love କୁହାଯାଏ... Se କେତେ bhala ପାଉଥିଲେ au ତାଙ୍କ family b କେତେ sundar

    • @music_lover7837
      @music_lover7837 2 роки тому +4

      He has no self-control... Possesive type... This quality can irritate someone... Lol this is not love just possesiveness.

    • @sirius7871
      @sirius7871 2 роки тому

      @@music_lover7837 True

  • @Sanjaysir0D
    @Sanjaysir0D 2 роки тому +5

    ଲୋକଙ୍କ କଥା ରୁ ଜାଣିହୁଏ ଲୋକ କେମିତି

  • @bishwajitpanda2461
    @bishwajitpanda2461 2 роки тому +17

    Don't adopt western culture....old is gold..
    try to keep ur children's within boundaries before its too late

  • @manuofficial0143
    @manuofficial0143 2 роки тому +33

    ତୁ ମାଉସୀ ତ ଝିଅ ସାଙ୍ଗ ରେ ଆଉ କେତେ ପୁଅ ସାଙ୍ଗ ରେ କେଳିଛ ତୁମୋରୋ ଖାଲି ଟଙ୍କା ଦରକାର

  • @chinuranientertainment9981
    @chinuranientertainment9981 2 роки тому

    ମାଆ ଠିକ୍ ଜାଣିଛନ୍ତି ଜ ଝିଅର ଚରିତ୍ର କିପରି ଆଉ କେତେ ଦିନ ପରେ ଝିଅ ବଏଫ୍ରରେଣ୍ଡ ବଦଳାଏ। ସେଇଥି ପାଇଁ ବୋଧେ ସୌମ୍ୟ ମା ବାହାଘର କଥା କହିଲା ବେଳେ ଆପଣ କହିଲେ କି ବାହାଘର ପିଲା ଖେଳ ନୁହେଁ। ସେମାନେ ଆଗକୁ ରହିବେ କି ନାହିଁ। ଝିଅ କୁ support ନକରି ତୁରନ୍ତ ପରିସର କୁ ଆଣନ୍ତୁ।

  • @dips4988
    @dips4988 2 роки тому +1

    Love re possesiveness asijai ......eita khrp nuha bt excess vl nuha bt lv mn understanding eachother 🙂

  • @dandapanipalai3939
    @dandapanipalai3939 2 роки тому +150

    Soumya love is so pure

  • @Chikunlifestyle1
    @Chikunlifestyle1 2 роки тому +27

    Hotel re ଶୋଇଲା ବେଳେ ଝିଅ kan maa ku ପଚାରିକି jauchuki

  • @bijaypanda2866
    @bijaypanda2866 2 роки тому +19

    Sonali nka maa jaha kahuchhanti bhala katha. Tanka jhia nungura prakuti achhi

  • @satyabehera6522
    @satyabehera6522 2 роки тому +1

    😳😳😳 what a great mother 👏👏👏jhia amiti kama kala para tuma taku saport karucha😡😡 plzzz aba ta somya bhai nku amiti kharap kuhantuni😓😓

  • @birenmishra4217
    @birenmishra4217 2 роки тому

    Wah....kete sundar bhabare sabu bhul pua ra boli kahi dela...tame kahila tara 1st kou jhia saha breakup hei thila... phir bhi se kichi bhul step nei nathila but tama jhia aasila pare emiti kichi hela je se dunia ru chaligala. ..kete kasta na heithiba taku ....🙏