ମା' ପିତେଇ ମା' ଠାକୁରାଣୀଙ୍କ ପୀଠରେ ଚତୁର୍ଥ ପ୍ରହର ମହାମନ୍ତ୍ର ମହାନାମ ସଂକୀର୍ତ୍ତନ 💕🙏 ହରିବୋଲ 🙏💕 @HariBol.

Поділитися
Вставка
  • Опубліковано 20 вер 2024
  • ହରେ-ବଳଦେବ
    ରାମ-ଶୁଭଦ୍ରିକା
    କୃଷ୍ଣ-ଜଗନ୍ନାଥ
    ଓଁ ହରେ ରାମ କୃଷ୍ଣ ସାମ
    ପରା ରମା କାମ ଦାମ
    ନନ୍ଦ କନ୍ଦ ଦୀନ ଧର୍ମ
    ସାଧୁ ମଧୁ ନାମ ବ୍ରହ୍ମ
    ଶ୍ରଦ୍ଧାଳୁ ଭକ୍ତବୃନ୍ଦ,
    ମା' ପିତେଇ ମା' ଠାକୁରାଣୀଙ୍କ ପୀଠରେ ଚତୁର୍ଥ ପ୍ରହର ମହାମନ୍ତ୍ର ମହାନାମ ସଂକୀର୍ତ୍ତନ ଆମ ପୂର୍ବ ପ୍ରାଚୀନ ପୁଣ୍ୟତୋୟା ପ୍ରାଚୀନଦୀ ତଟ ଭକ୍ତକବି ଜୟଦେବଟ ପୀଠ ସନ୍ନିକଟ ମହାପୁରୁଷ ଶିଶୁଅନନ୍ତଙ୍କ ଲୀଳାକ୍ଷେତ୍ର ନିକଟବର୍ତ୍ତୀ ଆମ ପ୍ରତାପରୁଦ୍ରପୁର ଶାସନର ଆରାଧ୍ୟା ଗ୍ରାମଦେବତୀ ମା' ପିତେଇ ମା'ଙ୍କ ପୀଠରେ ଚଳିତ ବର୍ଷ ବୈଶାଖ ମାସ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ତିଥି ଇଂରାଜୀ ତା ୧୦\୦୫\୨୦୨୪ରିଖ ଶୁକ୍ରବାର ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚତୁର୍ଥ ପ୍ରହର ମହାମନ୍ତ୍ର ମହାନାମ ସଂକୀର୍ତନ ଅନୁଷ୍ଠିତ ହୋଇଛି ।
    ଏହି ମହାମନ୍ତ୍ର ମହାନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜକୁ ଧନ୍ୟ ଓ ପୂର୍ଣ୍ଣ କରନ୍ତୁ ।
    ଆପଣମାନଙ୍କର ଅପେକ୍ଷାରେ
    ଗହଣଦଳ
    ନିଳାଚଳ ମଣ୍ଡଳ
    ବାଲିଅନ୍ତା, ବାଲିପାଟଣା, ରାଜ୍ୟ
    କାର୍ଯ୍ୟସୂଚୀ :
    ତା ୦୯.୦୫.୨୦୨୪ରିଖ ଗୁରୁବାର : ସୂର୍ଯ୍ୟାଅସ୍ତ ପୂର୍ବରୁ କଳସଯାତ୍ରା ସମାପନ ।
    ତା ୧୦.୦୫.୨୦୨୪ରିଖ ଶୁକ୍ରବାର ; ପ୍ରାତଃ ଘ.୦୬-୫୨ମି. ସମୟରୁ ନାମସଂକୀର୍ତ୍ତନ
    ବି.ଦ୍ର: ନିଜ ଦାୟୀତ୍ବ ନିଜେ ବହନ ପୂର୍ବକ ଯୋଗଦାନ କରନ୍ତୁ ।
    💕🙏 ହରିବୋଲ 🙏💕
    #ଅନନ୍ତଗାଦି #କଳ୍କୀମହାମନ୍ତ୍ର #ହରିବୋଲ_ସଂଗଠନ_ଧର୍ମ_ସନାତନ #ହରିବୋଲ #ନୀଳାଚଳ_ମଣ୍ଡଳ #ଗହଣଦଳ @highlight @everyone ‪@HariBol.‬

КОМЕНТАРІ •