‘ଟିକେଟ୍ ମାଗିଲି, ଭଣଜା କହିଲା ଫାଇନାଲ ସରିଛି...ମୁଁ କହିଲି ଅନ୍ୟ ଜାଗାକୁ ନଯାଇ କାହିଁକି ଏଠିକି ଆସିବି। ’

Поділитися
Вставка
  • Опубліковано 28 лют 2024
  • ‘ଟିକେଟ୍ ମାଗିଲି, ଭଣଜା କହିଲା ଫାଇନାଲ ସରିଛି...ମୁଁ କହିଲି ଅନ୍ୟ ଜାଗାକୁ ନଯାଇ କାହିଁକି ଏଠିକି ଆସିବି। ’
    #PartyTicket #Politics #BJP #BJD #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 222

  • @kailashsahoo8623
    @kailashsahoo8623 3 місяці тому +96

    ବୁଢ଼ା ଗାତକୁ ଯିବାକୁ ବାହାରିଲାଣି ତାକୁ ଟିକେଟ ଦରକାର ଲୋ ମା କି ଲୋଭ ଆଉ ନିଶା ଲୋ

    • @smrutiranjannayak6397
      @smrutiranjannayak6397 3 місяці тому +5

      କଉ ନିଶା..........ନିଶା ମହାରଣା ନୁହଁ ତ

    • @akashnayak9102
      @akashnayak9102 3 місяці тому +2

      😂😂

    • @ptv820
      @ptv820 3 місяці тому +4

      ସେମିତି କୁହନ୍ତୁ ନାହିଁ ଜଣେ ବୟସ୍କ ଲୋକକୁ, mote ଲାଗୁଛି ବୁଢ଼ା ଭଲ କାମ କରିବ

    • @smrutiranjannayak9518
      @smrutiranjannayak9518 3 місяці тому +11

      ନବୀନ ପଟ୍ଟନାୟକକୁ କଣ ୧୬ ବର୍ଷ ?

    • @studymodeon987
      @studymodeon987 3 місяці тому +1

      ​@@smrutiranjannayak9518han bhai thik jemiti Rahul Gandhi yuva neta😂😂😂

  • @bibhutibhusanpattanayak7735
    @bibhutibhusanpattanayak7735 3 місяці тому +38

    ସ୍ବାର୍ଥପର ଲୋକଟା BJD ରୁ ଟିକେଟ ମିଳିଲାନି ବୋଲି BJP କୁ ଗଲେ ଏଇମାନେ କଣ ଲୋକ ଙ୍କ ପାଇଁ କାମ କରିବେ

    • @muna7482
      @muna7482 3 місяці тому

      Why are judging a party

  • @kishorepradhan7159
    @kishorepradhan7159 3 місяці тому +44

    ତମେ ନିଜ ସ୍ତ୍ରୀ ପିଲାଙ୍କର ନୁହଁ, ତମେ ଲୋକଙ୍କର କଣ ହେବ ?

  • @chinmayadalai5312
    @chinmayadalai5312 3 місяці тому +36

    ଯାହା ହେଉ ଏଥର ବେଗୁନିରେ ବିଜେପି ଜଣେ ଟାଣୁଆ ପ୍ରାର୍ଥୀ
    ପାଇବେ ।

  • @kishorepradhan7159
    @kishorepradhan7159 3 місяці тому +25

    BJP କୁ ଆଉ ଲୋକ ମିଳୁନାହାନ୍ତି । ଯାହାକୁ ନାହିଁ ତାହାକୁ ଦଳରେ ମିଶେଇ ମିଡିଆ ରେ କଣ ଦେଖେଇବାକୁ ଚାହୁଁଛନ୍ତି BJP। ସବୁ ଦାଗି ନେତା ଯିଏ BJD ରୁ ତଡା ଖାଇଛନ୍ତି ତାକୁ BJP କୋଳେଇ ନେଇଛି । ସେଇ BJP ଯିଏ ଆଗେ ସେଇ BJD ନେତାଙ୍କୁ ବିଭିନ୍ନ ଆକ୍ଷେପ କରି ଆସୁଥିଲେ ।

  • @prasanta-jg1vd
    @prasanta-jg1vd 3 місяці тому +25

    ମଉସା ତମେ ରାମ ପ୍ୟାରି ହବାକୁ ଵସିଲଣି, ତମକୁ ପୁଣି ରାଜ ନିତୀ ନିଶା, ମୋଦୀ ଦବନି ଟିକେଟ୍, ଲାଲ କ୍ରିଷ୍ଣ ଆଡଦ୍ଭାନି ପରି ନେତା ବସି ଲେ, ତୁମେ ତା ଆଗରେ କଣ?ସୁର ରାଉତରା ବି ସନ୍ୟାସ ନେଲେ

    • @drn6709
      @drn6709 3 місяці тому +1

      ସୁର ରାଉତରାୟ ତ ସୋନିଆ ର ଖାଉଚି ଆଉ ସୁର ର କଣ ଏ ଖାଇବ 😂

  • @ahjkl4964
    @ahjkl4964 3 місяці тому +14

    BJD ର ଆସ୍କା MP ଠୁ ଭଲ

  • @srikantakumarhota6134
    @srikantakumarhota6134 3 місяці тому +6

    ୟାକୁ ହିଁ କହନ୍ତି ରାଜନୀତି।

  • @samratashok4812
    @samratashok4812 3 місяці тому +5

    ଆଗରୁ କେତେ ଥର ବିଧାନସଭା ଯାଇଛନ୍ତି?

  • @balunkeswardas1137
    @balunkeswardas1137 3 місяці тому +13

    ସବୁ ନେତା ଟିକେଟ ବାଇଆ । public ଏଠି ଭକୁଆ

  • @khusientertenment1444
    @khusientertenment1444 3 місяці тому +30

    ମାମୁଁ ଆପଣ ଜଣେ କ୍ରୀତଦାସ ଠୁ ଟିକେଟ ଆଶା କରିବା ଭୁଲ ନୁହେଁ କି?

    • @kamlesh430
      @kamlesh430 3 місяці тому +1

      ସେ ନିଜ ସ୍ତ୍ରୀ ପିଲାଙ୍କର ନୁହଁ, ତମେ ଲୋକଙ୍କର କଣ ହେବ ?

  • @asutoshacharya1597
    @asutoshacharya1597 3 місяці тому +30

    ତୁ ଶଳା ମରିବା ବୟସ ହେଲାଣି mla କଣ ହେବୁ

    • @chandrasekharmohanta6334
      @chandrasekharmohanta6334 3 місяці тому +1

      ନବୀନ ତୋ ମରିବ ମରିବ ହୋଉଛି 😅

    • @drn6709
      @drn6709 3 місяці тому

      ​@@chandrasekharmohanta6334
      ଭାଇରେ ମୋ କଥା କହିଦେଲ😅

    • @drn6709
      @drn6709 3 місяці тому

      ଯାହାକୁ ବୁଢ଼ା କହୁଛନ୍ତି ସେ ମିଡିଆ ସାମ୍ନାରେ ରିପୋର୍ଟର ଉତ୍ତର ଦେଉଛି.....ତୁମ ନବୀନ ବାବୁ ଏମିତି ଉତ୍ତର ଦେଇପାରିବେ????
      ଜଦୀ ନବୀନ ପଟ୍ଟନାୟକ ଙ୍କ ମୁଣ୍ଡ ଖରାପ ହେବାପରେ ସେ ମୁଖ୍ୟମନ୍ତ୍ରୀ ହେଇପାରିବ ତାହାଲେ ମଉସା କାହିଁକି ମନ୍ତ୍ରୀ ହେବେନି???? କଣ ଗେରୁଆ ବୋଲି😢

  • @kamakalantamohapatra4015
    @kamakalantamohapatra4015 3 місяці тому +14

    ବୁଢ଼ା ର ଆଉ ବୟସ ଅଛି ଯେ ସେ mla ହେବ ,,,,,,, ଏହି news ବାଲା କୁ ଦେଖ ଛି,,,,,, ବୁଢ଼ା କୁ cm କରିଦିଅ,, ଓଡ଼ିଶା ର 22ବର୍ଷ ର ଟୋକା ଙ୍କ ର ଭତ୍ତା କରିଦେବ ,😃

  • @Debasmita1010
    @Debasmita1010 3 місяці тому +2

    ବୁଢ଼ା ମାଙ୍କଡ଼ର ରାଜନୀତି ଲୋଭ

  • @chintamanimajhi640
    @chintamanimajhi640 3 місяці тому +1

    ଆପଣଙ୍କ ବୟଷରେ ଜଣାପଡୁଛି। ଆଉ ଗୋଟିଏ କନ୍ଯା ବାହା ହେବ।

  • @srikantapatra9549
    @srikantapatra9549 3 місяці тому +6

    ଆଉ କେତେ ଦିନ ପରେ ଉପର କୁ ଟିକେଟ କାଟିବ ବୁଢା ୟାକୁ ଟିକେଟ ଦରକାର ଭଗବାନ ଙ୍କୁ ଡାକ ଜଲ୍ଦି ଉପର କୁ ଯିବା ଟିକେଟ ଦେଇ ଦିଅନ୍ତୁ ଜୟ ଜଗନ୍ନାଥ 🙏🙏

  • @ManoranjanExpress334
    @ManoranjanExpress334 3 місяці тому +21

    ତୁମେ ଆଗ word ମେମ୍ବର୍ ହୁଅ

  • @biswambarmahapatra5107
    @biswambarmahapatra5107 3 місяці тому +2

    ଆପଣଙ୍କ ବୟସ ହେଲାଣି MLA ରେ ଛିଡା ହେବା କଥା ନୁହେଁ, ବିଜେପି ଦଳରେ କିଛି ନାହିଁ ସେହି ଦଳରେ ମିଶିଲ କିଛି ଫାଇଦା ମିଳିବନି.?

  • @jaylaxminarayan4337
    @jaylaxminarayan4337 3 місяці тому +3

    ଲୋକଙ୍କ ସେବା ପାଇଁ ଯଦି ମନ ଟିକେଟ୍ ର ଆବଶ୍ୟକ ନାହିଁ

  • @debabratamohanta2001
    @debabratamohanta2001 3 місяці тому +1

    Only you and yourself 🔥

  • @loveforallhatefornone
    @loveforallhatefornone 3 місяці тому +2

    Jor laga ke hei saa..Lage raho ଅଜା..

  • @ArunDas-hc5zz
    @ArunDas-hc5zz 3 місяці тому +2

    ଆପଣଙ୍କ ଅଙ୍କରିଂ ଠିକ୍ ହେଉନାିଁ ସଠିକ୍ ପ୍ରଶ୍ନ ,ବାରମ୍ବାର। ହେବା ଉଚିନୁହେ।

  • @swarajkumarbej3768
    @swarajkumarbej3768 3 місяці тому +3

    କି ନିଶାରେ ବାବା---

  • @bimalkantabrahma2582
    @bimalkantabrahma2582 2 місяці тому

    ଭଣଜା ତୁମକୁ କଂସ ମାମୁ ବୋଲି ଭାବିନି, ରକ୍ଷା ହୋଇଗଲା

  • @sidiotutorial3299
    @sidiotutorial3299 3 місяці тому +4

    ସେବା ମନବୃତ୍ତି ନାହିଁ ଟିକେଟ ଲୋଭୀ ଟା ହୋ

  • @kumar1992dev
    @kumar1992dev 3 місяці тому

    Thik katha

  • @user-kw5hu5ir7w
    @user-kw5hu5ir7w 2 місяці тому

    Good

  • @gourivlogs1995
    @gourivlogs1995 3 місяці тому

    ପ୍ରଶାନ୍ତ ଜଗଦେବ... କୋଉଠୁ ଲଢ଼ିବ

  • @purnendubehera2661
    @purnendubehera2661 3 місяці тому +3

    ଏଇଟା କିଏ

  • @prafullanayak9729
    @prafullanayak9729 3 місяці тому +4

    ତାକୁ କିଏଚିହ୍ନିଚି କହିଲ, ତା ନାଁଟା ପ୍ରଥମଥର ଶୁଣିଲି, ତାକୁଟିକେଟ ନାଁ ବାଳଦେବେ,

  • @himansudash9149
    @himansudash9149 3 місяці тому +5

    ଗୋଟେ ଗୋଡ ମସାଣି ରେ ଗୋଟାଗୋଡ କଦଳି ଚୋପା ରେ। ବେକାର ସେ ସିଟ ଖାଲି ପଡିବ।

  • @arunchandrahota9072
    @arunchandrahota9072 3 місяці тому +5

    ତୁମକୁ ବି ଜେ ପି ଟିକେଟ ଦେବନି ।
    ଭଣଜାର ଗା... ମରିଦେଲ ।
    କଂଗ୍ରେସ କି କମ୍ୟୁନିଷ୍ଟ ଆଡୁ ଚେଷ୍ଟାକର 😅

  • @iamkoraputia123
    @iamkoraputia123 3 місяці тому

    ଯାଆ ହେଉ ବିଜେପି ର ମୁଖ୍ୟମନ୍ତ୍ରୀ ପାର୍ଥି ମିଳିଗଲେ

  • @DharamaBehera-oc2co
    @DharamaBehera-oc2co 2 місяці тому +2

    Bhai mo Katha mana kou ma giha ku bhot diantuni😢😢😢😢😢😢

  • @manojkumarsethy9414
    @manojkumarsethy9414 2 місяці тому +1

    ତମେ clear କଥା କହୁନ ଟିକେଟ ନ ଦେଲେ ଆମେ ଦଳ ଡେଇବୁ, ତମକୁ ସ୍ୱଚ୍ଛ ଦଳ ନୁହେଁ ତମ ବଳ ଦରକାର....

  • @SasmitaNanda-eq1vq
    @SasmitaNanda-eq1vq 2 місяці тому

    Congress

  • @rudranarayansahoo2212
    @rudranarayansahoo2212 3 місяці тому

    ଚାଲ ଆମେ ସମସ୍ତେ mla, ଆଉ mp ହେବା

  • @ranjandas4995
    @ranjandas4995 2 місяці тому

    Swarthapara

  • @gyanvideo4978
    @gyanvideo4978 3 місяці тому

    Ye kie..

  • @abhayamohanty9300
    @abhayamohanty9300 2 місяці тому

    About Krishna (Gita) 💯 Percentage Right.(✓)👍👍

  • @the_fit_Photographer
    @the_fit_Photographer 3 місяці тому +3

    Jau bhai mane sabu comment karuchnti jeje ku "age hlni lobha bahut boli" so smne Naveen sir ka age au se lobha karuchnti ki nae tk dekhibe🙏

  • @thakurprasadbehera3001
    @thakurprasadbehera3001 3 місяці тому +1

    Welcome🎉 our BJP💪party

  • @st-hp1hd
    @st-hp1hd 3 місяці тому +4

    Bjp heichi na kn relative ku ticket banta haba?? Jahaku nai taku ticket dia haba?

  • @purnachandrapanda2499
    @purnachandrapanda2499 2 місяці тому

    Thik karichanti welcome

  • @anantaramachandrarao4284
    @anantaramachandrarao4284 3 місяці тому

    eie kiye

  • @user-iy9kt9nr9c
    @user-iy9kt9nr9c 3 місяці тому

    😊😊😊😊😊😊

  • @user-fh5jm3by3h
    @user-fh5jm3by3h 2 місяці тому

    ତାମିଲ ଶାସନ ଚାଲିଛି

  • @freefiresai1922
    @freefiresai1922 3 місяці тому +2

    ସବୁ ବାଳ ଛୋଡି ପକାଇବ

  • @bikramghadei1712
    @bikramghadei1712 3 місяці тому

    ଯୋଉ ବିଜେପି କୁ ଯାଇଛ,ସେ ଟିକେଟ ଦେଵେତ..

  • @geetanjalidas3844
    @geetanjalidas3844 3 місяці тому +1

    ଶଳା ସ୍ୱାର୍ଥବାଦୀ ମୁତ ପଡିଲାଣି ବିଧାୟକ ହେବ

  • @gyandaspattanaik5160
    @gyandaspattanaik5160 3 місяці тому

    You should also prove your efficiency & don't blame others .

  • @prakashchrout8926
    @prakashchrout8926 2 місяці тому

    ହଡା ବଳଦ କୁ ବିଜେପି କଣ ପାଇଁ ଆଣିଲେ

  • @saiadityacreation2920
    @saiadityacreation2920 3 місяці тому +1

    Ether suraj suryabansi ki rudra maharathi ki mahammed mokim evali person nku dekhiki vote diajiba youth heithibe au continuous service area wise karuthibe timing kichhi nathiba

  • @nukunjbbsahu620
    @nukunjbbsahu620 3 місяці тому +2

    Madichala ପୁତୁରା

  • @SHUHANIENTERTAINMENT
    @SHUHANIENTERTAINMENT 3 місяці тому

    ତୁ ବାଳ ଟିକେଟ ପାଇଁ ରାଜନୀତି କରୁଚୁ 😂😂😂

  • @s.khurdha9371
    @s.khurdha9371 3 місяці тому +2

    😂😂😂😂😂 ତାହେଲେ ଗଣେଶ ବାବୁ ବି bjp କୁ ଗଲେ

  • @user-fh5jm3by3h
    @user-fh5jm3by3h 2 місяці тому

    ଭଣଜା କିଏ?

  • @NoyTalk
    @NoyTalk 3 місяці тому +3

    Bjd private limited 😂 CEO pandian sir 😂 MLA mps are employees 😂

    • @akashnayak9102
      @akashnayak9102 3 місяці тому

      Kn kahila bhai, Rk dum jhakas..... 😂😂😂😂😂😂

  • @bikramghadei1712
    @bikramghadei1712 3 місяці тому

    ତମ ବୟସ ଅଛି ଇଲେକ୍ସନ ଲଢ଼ିବାକୁ..

  • @mallick7473
    @mallick7473 3 місяці тому +1

    ଶେଷରେ ଦାମ ବୁଢା ର ଅବସ୍ଥା ହେଲା ରେ 😂😂😂😂

  • @pkmoharana2786
    @pkmoharana2786 3 місяці тому +1

    Perfect selection.... BJP 🪷🪷🪷🪷

  • @s.khurdha9371
    @s.khurdha9371 3 місяці тому +2

    ୟା ନାମ କଣ ଏ କଣ ଆମ ବେଗୁନିଆ ରୁ ଠିଆ ହେଉଚି ମୁଁ ତ ଆଗରୁ ୟା କୁ ଦେଖି ନାହିଁ କେବେ

  • @mkkabat3904
    @mkkabat3904 3 місяці тому +2

    ଅଲାଜୁକ ଟା କିରେ

  • @anantaramachandrarao4284
    @anantaramachandrarao4284 3 місяці тому

    eiye rajaniti khela

  • @satyaofficial542
    @satyaofficial542 3 місяці тому

    ମଶାଣି କୁ ଯିବା ବେଳ ଶଳା କୁ ଟିକେଟ ଦରକାର 😂😂😂😂

  • @nababarika4028
    @nababarika4028 3 місяці тому +1

    Why you are uttering Pandian saheb?now he is common man

  • @rajeshpradhan319
    @rajeshpradhan319 3 місяці тому

    ତୁମ କୁ ଟିକେଟ ମିଳିଲେ କଣ ଜିତିବେ ?🙏

  • @kishorepradhan7159
    @kishorepradhan7159 3 місяці тому

    BJP ତମକୁ ନେଇକି ବହୁତ୍ ଉପରକୁ ଯିବ । ବେଷ୍ଟ ଅଫ ଲକ୍।

  • @MrSanju9937
    @MrSanju9937 3 місяці тому +1

    Mo bala na.......!!!!!!

  • @mrs7346
    @mrs7346 3 місяці тому +1

    ବାଳ ଆଉ କେତେ ଦିନ ତୋର ବଂଚିବାକୁ ଅଛି କହ 😂😂😂😂

  • @amirmunda3946
    @amirmunda3946 3 місяці тому +1

    Tickets k liye party chenge😂😂

  • @balaramnayak9349
    @balaramnayak9349 3 місяці тому

    Opportunistic person

  • @truptiranjansahoo8115
    @truptiranjansahoo8115 3 місяці тому +4

    Yanku kie chinchi ye kie 😂

  • @sudamcharanprusty
    @sudamcharanprusty 3 місяці тому +1

    ମଲା ବେଳକୁ ଟିକେଟ ଦର କାର
    ବାପରେ

  • @saratkumarpanda7007
    @saratkumarpanda7007 3 місяці тому +1

    ତମେ କଣ ଆଲୁଅ କରଥାନ୍ତ

  • @ajayakumarlenka3484
    @ajayakumarlenka3484 3 місяці тому

    ତା ମାନେ ଟିକେଟ ନ ମିଳିଲେ ଆପଣ ଦଳ ଛାଡ଼ିବେ 😮😮😮

  • @seemapanda5689
    @seemapanda5689 2 місяці тому

    This is a classic example of Navin being isolated by these corrupted people…. One question we all should ask what Pandian is afraid or trying to hide from Navin Patnaik …. is he in house arrest???

  • @nirmalkar4681
    @nirmalkar4681 3 місяці тому

    Hammmm ଆସିଛ ତ saragaru bhanaja ra mamu hela boli tct ଦେଇଦେବେ 😂😂😂

  • @user-gl3zs2li1f
    @user-gl3zs2li1f 3 місяці тому

    ଭାଇ ରେ ସେ BJP party ଅନ୍ୟ କେହି ନୁହେଁ ଯେ ବାପା, ପୁଅ, ମାମୁ, ଜ୍ୱାଇଁ ଦେଖି ticket ଦେବେ

  • @sanjeebbhol5668
    @sanjeebbhol5668 3 місяці тому +2

    Old man go and take rest

  • @mantubagh670
    @mantubagh670 2 місяці тому

    Tiket pai tame sabu koribbo

  • @ptv820
    @ptv820 3 місяці тому

    Sir ଜଣେ ବଦ୍ରଲୋକ ତାଙ୍କୁ ଟିକେଟ ମିଳିବା ଉଚ୍ଚିତ

  • @satyatudu6012
    @satyatudu6012 2 місяці тому

    Seva khali MLA Hele kariparibe.

  • @pramodkumarjena6442
    @pramodkumarjena6442 3 місяці тому +1

    ଟିକେଟ୍ କଉଠିକି ମାଗିଲୁ ମଶାଣିକୁ ନା ବିଧାନସଭାକୁ ।ବିଧାନସଭାକୁ ତ ତତେ କେହି ଟିକଟ ଦେବେନି ।କାରଣ ତର ତ ବାରଟା ବାଜିବା ସମୟ ହେଇ ଗଲାଣି ।ତୁ ଜିତିଲେ ବି ଖୁସିରେ ହାଟଫେଲ କରିଯିବୁ ।ପୁଣି ନିର୍ବାଚନ ।କାହିଁକି ଦଳ ରିସ୍କ ନବ

  • @ranjankumarmohanty3151
    @ranjankumarmohanty3151 3 місяці тому +1

    Sir nka kathare dama achhi tanku jitai dia

  • @sukantabehera2586
    @sukantabehera2586 3 місяці тому

    Sir 2cr jabab kuade gala tike kuhantu ta dahara kn pain kahuchhanti...

  • @SATYASANATAN473
    @SATYASANATAN473 3 місяці тому

    Uncle apnkr age helani so u have to take bed rest..

  • @biswasjitmohanty6044
    @biswasjitmohanty6044 2 місяці тому

    ଭଣଜା ନିଜେ ତ ଟିକେଟ ପାଇଲେନି ଯାଜପୁର ରୁ ,, ତାଙ୍କୁ ନେଇ ପଦ୍ମଗଡ ରେ ପକେଇ ଦେଲେ ,, ବଳି ପଡ଼ିବାକୁ,, ସେ କଣ ଆପଣଙ୍କୁ ଟିକେଟ ଦେବେ

  • @dhamirona8662
    @dhamirona8662 3 місяці тому +1

    😅😅😅😅😅😅

  • @teamlegendodisha9785
    @teamlegendodisha9785 3 місяці тому +1

    😂😂😂

  • @suresuccess6313
    @suresuccess6313 3 місяці тому

    Your are old Generation Sir, old thought process NEW generation, thought process person ticket paibe New Odisha heb

  • @diptiranjankarvlog9475
    @diptiranjankarvlog9475 3 місяці тому

    U r not interested in any party only need power

  • @arabindabehura4181
    @arabindabehura4181 3 місяці тому +1

    Mahaprabhu Khali ekamatra bharasa.

  • @ALOKDJPIPILI
    @ALOKDJPIPILI 2 місяці тому

    A mg ମିଡ଼ିଆ

  • @abhimanyubaral1654
    @abhimanyubaral1654 3 місяці тому +1

    Bala na, begunia ru ethara ganesh vai, aau jia asiba BJP ru hariba

  • @user-fd5of9iy7d
    @user-fd5of9iy7d 3 місяці тому

    Bayas achhi?

  • @anantaramachandrarao4284
    @anantaramachandrarao4284 3 місяці тому

    bhabani Sankar jagdev Mohapatra

  • @bijayaswain-en5hw
    @bijayaswain-en5hw 2 місяці тому

    Pàisà dia tiket nia

  • @sibanya-sj7rj
    @sibanya-sj7rj 3 місяці тому

    Jay shree ram BJP

  • @sarojkumarsahu2858
    @sarojkumarsahu2858 3 місяці тому +1

    BJP me ab poster chipka yega, ticket 😊😊😊