ଲାଗେନା ଲାଗେନା ଭଲ ତୁମରି ବିନା (tabla cover)

Поділитися
Вставка
  • Опубліковано 8 лис 2024

КОМЕНТАРІ • 20

  • @priyadarshinimallik9438
    @priyadarshinimallik9438 4 місяці тому +2

    Babu Bhai nka choice super

  • @ranjitmishra4620
    @ranjitmishra4620 4 місяці тому +3

    ଅତି ସୁନ୍ଦର ଭାବରେ ଆପଣ ବୁଝାଉଛନ୍ତି........ଆଉ କଣ କହିବି..... ଉଜ୍ଜଳ ଭବିଷ୍ୟତ କାମନା କରୁଛି

  • @GitaPradhan-l3i
    @GitaPradhan-l3i 4 місяці тому +1

    👍

  • @umakantabhuyan8128
    @umakantabhuyan8128 4 місяці тому +1

    Guruji ❤❤🙏🙏🙏

    • @tablateaching5420
      @tablateaching5420  4 місяці тому +1

      ବହୁତ ଦିନ ହେଲାଣି ଦେଖ ନାହିଁ ତମର, ଭଲ ଅଛ?

    • @umakantabhuyan8128
      @umakantabhuyan8128 4 місяці тому +1

      @@tablateaching5420 Han Guruji bhala achi...

  • @odiasarthsong6070
    @odiasarthsong6070 4 місяці тому +1

    Thank sir👌👌👌👌

  • @odiasarthsong6070
    @odiasarthsong6070 4 місяці тому +2

    Supara and dupara sir

  • @maheshwarbehera2214
    @maheshwarbehera2214 4 місяці тому +1

    laja lage mote bhari laja lage bhajan song tabla tutorial kariki diontu sir

    • @tablateaching5420
      @tablateaching5420  4 місяці тому

      ସମୟ ଟିକେ ଅଭାବ କାରଣ ରୁ ମୁଁ video କରିବାରେ ଟିକେ ବିଳମ୍ବ ହେଉଛି ଭାଇ ଅପେକ୍ଷା କର ନିଶ୍ଚୟ ଦେବି

  • @abhimanyubarik8264
    @abhimanyubarik8264 4 місяці тому +1

    Sir e bhajanatira bayan kemiti badana karibe kahithile tike bhala heithanta Jay Jagannath sr

  • @bhagirathimalik3367
    @bhagirathimalik3367 4 місяці тому +1

    Sir ପ୍ରଣାମ
    ବହୁତ୍ ବହୁତ୍ ଧନ୍ୟବାଦ୍, ଅତି ସୁନ୍ଦର୍ ପରିବେଷଣ କଲେ, ବହୁତ୍ ଆନନ୍ଦ ଲାଗିଲା ଆପଣଙ୍କ ଶିଖାଇବା ପଦ୍ଧତି, ଏମିତି ହୁଏତ କେହି ଏତେ ସ୍ପଟ ଭାବରେ ବୁଝାଉ ନାହାଁନ୍ତି,
    ଆପଣଙ୍କୁ ଅଭିନନ୍ଦନ ଆଜୀ ଆପଣଙ୍କର 1000 subscriber ହୋଇଗଲେ ,🎉 ଏମିତି ଜାରୀ ରଖନ୍ତୁ, ଇଶ୍ଵର ନିକଟରେ ପ୍ରାର୍ଥନା ଆପଣ ସୁସ୍ଥ ରୁହନ୍ତୁ ଆହୁରି ଅଗକୁ ଯାଆନ୍ତୁ, ଏହି ଗୀତଟି ମୋର ମଧ୍ୟ ଅନୁରୋଧ ଥିଲା ସେଥି ପାଇଁ ଆଉଥାରେ ଆପଣ ଙ୍କୁ ଧନ୍ୟବାଦ୍,

    • @tablateaching5420
      @tablateaching5420  4 місяці тому

      ଆପଣ ମାନଙ୍କ ସ୍ନେହ ଓ ଭଲପାଇବା ଥିଲେ ମୁଁ ଭଲ ରେ ରହିବି 🙏ଜୟ ଜଗନ୍ନାଥ 🙏

    • @bhagirathimalik3367
      @bhagirathimalik3367 4 місяці тому +1

      Sir ବଂଶିରେ ପ୍ରେମରେ ତୋ ସତସୂର୍ ବନ୍ଧା ଏହି ଗୀତଟି କରନ୍ତୁ,

    • @tablateaching5420
      @tablateaching5420  4 місяці тому

      @bhagirathimalik3367 ନିଶ୍ଚୟ କରିବି

    • @bhagirathimalik3367
      @bhagirathimalik3367 4 місяці тому +1

      ମୁଁ ଆପଣଙ୍କ ସବୁ ଭିଡ଼ିଓ ଦେଖେ short ଭିଡ଼ିଓ ବି ମଧ୍ୟ ଆମ ସମସ୍ତ ଙ୍କର ଭଲପାଇବା ଆପଣକଂ ସାଥିରେ ଅଛି, ଆପଣ ନିଚିନ୍ତ ଭଲରେ ରହିବେ ଜୟ ଜଗନ୍ନାଥ,

  • @Jkmusicstudio123
    @Jkmusicstudio123 3 місяці тому +1

    ତୁମେ ଅନୁଭର ଠାକୁର song ରେ cover କରନ୍ତୁ ଗୁରୁଜୀ 🙏🙏🙏.. ଆପଣଙ୍କୁ ଗୁରୁ ରୂପେ ଗ୍ରହଣ କରିଲି 🙏🙏🙏ମୋ ଯାହା ଟିକିଏ ଟିକିଏ ବାଜଉଥିଲି... ମୋତେ ସାହାରା ମିଳିଗଲା ମୋ ଚେଷ୍ଟା କରିବି ଆପଣଙ୍କ ଠୁ ଶିଖି କିଛି ବଜେଇବାକୁ 🙏🙏ପ୍ରାଣମ

    • @tablateaching5420
      @tablateaching5420  3 місяці тому +1

      ବହୁତ ସୁନ୍ଦର ମନ୍ତବ୍ୟ ଟେ ଦେଲ ତେଣୁ ମୋ ତରଫରୁ ହାର୍ଦିକ ଅଭିନନ୍ଦନ ଏବଂ ମୋ channel କୁ ସ୍ୱାଗତ |ଆପଣ ଯେଉଁ ଗୀତଟି ଅନୁରୋଧ କରିଛନ୍ତି ତାହା ମୁଁ ଖୁବ ଶୀଘ୍ର କରିବି |🙏ଜୟ ଜଗନ୍ନାଥ

    • @Jkmusicstudio123
      @Jkmusicstudio123 3 місяці тому

      @@tablateaching5420 🙏🙏