HAAUAN, ହାଉଁଆ, ଓଡ଼ିଆ ଟେଲିଫିଲ୍ମ, Beautiful Odia Story,

Поділитися
Вставка
  • Опубліковано 19 вер 2024
  • #Haauan,ହାଉଁଆ, Beautiful Odia Story,
    #odiaTelefilmHaauan
    #ddodiaTelefilmHaauan
    #TelefilmHaauan

КОМЕНТАРІ • 774

  • @rdas78
    @rdas78 6 місяців тому +241

    2024 ରେ କୋଉ କୋଉ ମାନେ ଦେଖୁଛନ୍ତି... ଭାଇ ଓ ଭଉଣୀ ମାନେ

  • @saiprafulla3663
    @saiprafulla3663 Рік тому +133

    ସତରେ କେତେ ସୁନ୍ଦର ଥିଲା ସେଦିନର ମୋ ଉଡିଶା ହେଲେ ଆଜିର ନିର୍ଦ୍ଦେଶକ ମାନଙ୍କୁ ପ୍ରେମ କାହାଣୀ ଆଉ ଘର ଭଙ୍ଗା ସିରିଏଲ ଛଡା କିଛି କାହାଣୀ ହିଁ ମିଳୁନାହଁ

  • @prasantapanda1703
    @prasantapanda1703 3 роки тому +268

    ଅତି ସାଙ୍ଘାତିକ ଅଭିନୟ, ୟାଙ୍କ ଠୁ ଶିଖ ଅଭିନୟ, ରଜ ସୁନ୍ଦରୀ ଆଉ ରଜ ସୁନ୍ଦରୀ ର ଜଜ ମାଗିହେ ମାନେ

  • @ranjansundaray649
    @ranjansundaray649 3 роки тому +473

    ଡି ଡି ଓଡ଼ିଆ ଚାନେଲ କୁ ଧନ୍ୟବାଦ୍।କାହିଁକି ନା ଏମିତି ସବୁ ପୁରୁଣା ଶିରିଆଲ୍ ଅପଲୋଡ଼ କରି ଆମର ପୁରୁଣା ସ୍ମୃତି କୁ ମନେ ପକେଇ ଦେଇଛନ୍ତି। ସେଥିପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍।

    • @ABINASHCREATION
      @ABINASHCREATION 3 роки тому +9

      Ama tv re ki6i alag channel recharge hueni only cricket au dd odia free boli... Ame aji b rati 10 re dokan ru ghrku gale ddodia lagei 12 jaen dekhu ooo ki shanti

    • @subhampatel7903
      @subhampatel7903 3 роки тому +1

      Nice

    • @prasantnayak4250
      @prasantnayak4250 3 роки тому +1

      MO tarafar ru b

    • @EOfun124
      @EOfun124 3 роки тому

      Hrudaya sparsi

    • @prafullapatel3697
      @prafullapatel3697 3 роки тому

      L

  • @suryakantaswain6801
    @suryakantaswain6801 3 дні тому +7

    ପୁରୁଣା ସ୍ମୃତି ତାଜା ହେଇଗଲା 😊
    ପିଲା ବେଳେ ଦେଖିଥିଲି ❤❤❤❤

  • @giridharisahoo1411
    @giridharisahoo1411 3 роки тому +193

    ଆଜିକାଲି ଆଉ ଏପରି କାହାଣୀ କାଇଁ ?? 🥺🥺 ବହୁତ୍ ଖୁସି ଲାଗିଲା ଦେଖିକି।। ପିଲାଦିନ କଥା ମନେ ପଡିଗଲା 🥺🥺🥺 ବହୁତ୍ ବହୁତ୍ ଧନ୍ୟବାଦ୍ upload କରି ଥିବାରୁ 🙏🙏👍👍please upload all the episodes 🙏👍

  • @ABINASHCREATION
    @ABINASHCREATION 3 роки тому +166

    ହାଉଁଆ ଭଳିଆ ବହୁତ ଲୋକ ଆମ ସାମାଜ ରେ ଅଛନ୍ତି... ସମସ୍ତଙ୍କ ଭିତରେ ଭାଗବାନ ଅଛନ୍ତି.. ଆଉ ଆମେ ସମସ୍ତେ ସମସ୍ତଙ୍କୁ ସମାନ ଭଳିଆ ଦେଖିବା ଦରକାର... ସେମାନେ ବି ଭଲପାଇବା ଖୋଜନ୍ତି

  • @thelife3553
    @thelife3553 3 роки тому +159

    ଏହା ଏକ ହୃଦୟସ୍ପର୍ଶୀ କାହାଣୀ । ହାଉଁଆ ଚାରିତ୍ରଟି ଆମକୁ ମାନବତାର ପାଠ ପଢ଼ାଇ ଚାଲିଗଲା।ଏମିତି ସବୁ ହାଉଁଆଙ୍କୁ ହୃଦୟରୁ ଟିକିଏ ଭଲ ପାଆନ୍ତୁ। ଜୟ ମଣିଷ , ଜୟ ଜୀବନ

  • @hszoneff3871
    @hszoneff3871 2 роки тому +61

    ଏଭଳି ସୁଯୋଗ ଏ ଜନ୍ମ ରେ ଆଉ ଆସିବନି ହୃଦୟ କୁ ଛୁଇଁଲା ପରି ବିଷୟ 😭😭😭

  • @rasmiranjan7078
    @rasmiranjan7078 2 роки тому +29

    ଖୁବ୍ ସୁନ୍ଦର... ହ୍ରୁଦୟ ଛୁଆଁ ଲେଖା ଜେଉଁ ଭଳି.. ଅଭିନୟ ମଧ୍ୟ ଖୁବ୍ ସରଳ...ଖୁବ୍ ନିଛକ୍ ଚରିତ୍ର ସବୁ।ମନେ ପଡିଗଲା ସେହି ପିଲାଦିନ ସବୁ ..କେତେ ସୁନ୍ଦର ଆମ ଓଡ଼ିଆ ଭାଷା ଆମ ପରମ୍ପରା ଆମ ଇତିହାସ ଆମ ଓଡ଼ିଆ ଚଳଚ୍ଚିତ୍ର..ସେହି ଦିଗବିଜୟୀ କଳାକାର ମାନେ ଆଉ ନାହାନ୍ତି ସତ କିନ୍ତୁ ଯେଉ ସବୁ କୀର୍ତ୍ତି ମାନ ଚ୍ଛାଡି ଯାଇଛନ୍ତି ଆଜି ଭି ଅପୂର୍ବ ଅମର ଅଜୟ...... ❤️❤️🙏🙏😭😭

  • @mr.rambabu226
    @mr.rambabu226 2 місяці тому +21

    ଅତି ସୁନ୍ଦର କାହାଣୀ ଯେଉଁ ମାନେ 2024 ରେ ଦେଖୁଛ like କର.... 👌👌

  • @Iwantpeace-bc1vi
    @Iwantpeace-bc1vi 3 роки тому +147

    Oscar award is nothing .This Noble Story deserves more than OSCAR.

  • @adityanarayanapat6137
    @adityanarayanapat6137 2 роки тому +15

    ଓସ୍କାର ପୁରସ୍କାର ହାଉଆଁ ତଳେ🙏
    ଅତ୍ୟନ୍ତ ହୃଦୟସ୍ପର୍ଶୀ

  • @alfabiswal8928
    @alfabiswal8928 2 роки тому +26

    Couldn't control my tears 🥺 Such a nice story and acting really heart touching ❤️

  • @prasantakumarsethypapuni8938
    @prasantakumarsethypapuni8938 3 роки тому +53

    ବାଙ୍କୁ ବାବୁ ଚରିତ୍ର କୁ ଖୁବ୍ ସୁନ୍ଦର ଭାବରେ ତୋଳିଥିଲେ।🙏

    • @s.namita7082
      @s.namita7082 Рік тому +2

      Aama village re shoot heithila ehi movie 2005 re

    • @surajo96
      @surajo96 Рік тому +1

      @@s.namita7082 which vlg

  • @fayajahemad9473
    @fayajahemad9473 3 роки тому +36

    Great Actor in odiya film industry..
    Aword winning acting

  • @odia_pila_creation
    @odia_pila_creation 3 роки тому +34

    ସୁନ୍ଦର କାହାଣୀ ସହ ସୁନ୍ଦର ଚରିତ୍ର ,dd ଓଡ଼ିଆ କୁ ଧନ୍ୟଵାଦ, ଏପରି ଅଭିନୟ କରୁଥିବା ବ୍ୟକ୍ତିତ୍ୱ ଏବେ ବିରଳ।

  • @pradyumndas6510
    @pradyumndas6510 3 роки тому +49

    I cried in my childhood when i watched it...n today also...no one can act like this ...... background music is real n today's music just headchfull

    • @sujitmahanand624
      @sujitmahanand624 День тому

      Same bro.....this story really touch my heart, tear roll down on my check..😢

  • @anjaneyamohapatra9124
    @anjaneyamohapatra9124 Рік тому +17

    ହାଉଁଆ is an emotion... he is one of the purest hearts and lovable characters I've ever seen in any fictional story ❤
    ମୁଁ ଏଇ ଟେଲିଫିଲ୍ମ ଛୋଟବେଳେ କେତେଥର ଦେଖିଛି DD Odia channel ରେ... ଏବେ ବହୁତ କାନ୍ଦ ଲାଗେ ଏହାକୁ ଦେଖିଲେ 😢
    I thought we lost a legend when I first remembered about this recently... thanks to DD Odia, they have uploaded it on youtube so we don't have to lose those golden memories anymore.

  • @Kcgeology
    @Kcgeology 3 роки тому +11

    ଡି ଡି ଓଡ଼ିଆ କୁ ଅଶେଷ ଧନ୍ୟବାଦ.
    ସବୁ channel ବଦଳିଗଲାଣି ମାତ୍ର..
    ଏହି channel ସେମିତି ହିଁ ଚାଲିଛି ବିନା ବାଧାବିଘ୍ନରେ...

  • @suniljhunilkumar3959
    @suniljhunilkumar3959 3 роки тому +16

    Really heart touching...banku sirnk acting really. Heart touching...

  • @rajeshranjannayak3354
    @rajeshranjannayak3354 3 роки тому +14

    ଆଖିରୁ ଦୁଇ ଧାର ଲୁହ ଗଡ଼ିଆସିଲା।।।ଛୋଟ ବେଳର ଏହି ସ୍ମୃତି ସବୁ ମନରେ ଉଜ୍ଜୀବିତ ହୋଇ ଉଠିଲା।।ଇଛା ହୁଏ ଏହି ଛୋଟବେଳ କୁ ଫେରିଯିବା ପାଇଁ।।।ହେଲେ ସମୟର ନିଷ୍ଠୁରତା ବିଡମ୍ବନା ରେ ଅଟକି ଯାଏ ଆଜିର ଜୀବନ।।।
    DD ODIA ଚ୍ୟାନେଲ ର କଣା ମାମୁ,କଥା ସରିତା,ଡାକ ମୁନସୀ ଜୀବନର ଏକ ଅଚିରା ପୃଷ୍ଠା ହୋଇ ରହିଯାଇଛି।।😭😭😭😭😭😭😭

    • @jogesh1438
      @jogesh1438 3 роки тому +1

      Mora bi..... Same wish

    • @Mrjena1999
      @Mrjena1999 3 роки тому +1

      Sata Katha 😭😭😭😔😔😔😔

  • @pkonthespotlive5597
    @pkonthespotlive5597 3 роки тому +26

    ଭାଇ ବାସିଫୁଲ କାହାଣୀ ଛାଡ଼

  • @trinathamaharana855
    @trinathamaharana855 3 роки тому +25

    ଆଜି ପିଲା ଦିନ ର ପୁରୁଣା ସ୍ମୃତି ମନେ ପଡ଼ି ଯାଉଛି

  • @nirojdash8700
    @nirojdash8700 3 роки тому +22

    ବହୁତ ସୁନ୍ଦର ଓ ମନଛୁଆଁ କାହାଣୀ..

  • @chaguluchagulu6309
    @chaguluchagulu6309 3 роки тому +12

    Very good Story.
    Best Actor Suresh Bal ( Banku)

  • @jitendrakumarjena7834
    @jitendrakumarjena7834 2 роки тому +13

    😭😭😭 satare aama sanskruti ebebi banchichi pliz mora sabu odia bhai o bhouni mane like diya

  • @binayakmusic9234
    @binayakmusic9234 3 роки тому +10

    Baanku bhai nka acting. Really amazing superb outstanding beautiful. Jaahaa kahile b kam haba. Yaaku kahantni abhinaya. natural odia actor. 🙏🙏🙏. God bless you.

  • @lumbana9098
    @lumbana9098 3 роки тому +17

    Better than any odia movies nowadays...❤️❤️❤️

  • @daydreamer8692
    @daydreamer8692 3 роки тому +16

    Script writer and director both are excellent

  • @pritammishra4986
    @pritammishra4986 Рік тому +17

    😭😭😭😭😭 କୁଆଡେ ଗଲା ରେ ମୋ ସେ ପିଲା ଦିନ।।। ଇଛା ହଉଛି ପୁଣି ଥରେ ଫେରି ଜିଵା ପାଇଁ ସେ ପିଲା ଦିନ କୁ

    • @akash-bq8jt
      @akash-bq8jt Рік тому

      Hm re Bhai koade gala se pila Dina😭😭😭😭😭😭😭😭

  • @brahmanchhaivillagefastiva1093
    @brahmanchhaivillagefastiva1093 2 роки тому +7

    କେତେ ସୁନ୍ଦର ଥିଲା ପୁରୁଣା କାହାଣୀ ଓ ଗଳ୍ପ ବର୍ତମାନ ସମୟରେ ଏମିତି କାହାଣୀ ଆଉ ରଚନା କରାଯାଉନାହି ।
    କେବଳ ଘର ଭଙ୍ଗା କାହାଣୀ ତିଆରି କରାଯାଉଛି 👌🙏

    • @sanjaykumarrout400
      @sanjaykumarrout400 2 роки тому +1

      Sat Katha. ଆଘର ବାଗିର୍ ଆଉ କେନ୍ସି ସିରିଏଲ୍ ନାଇ ଆସ୍ ବାର୍ । ଖାଲି ଚୁଗ୍ଲୀ ପ୍ରୋଗ୍ରାମ ବ୍ରୋଡକ୍ୟାଷ୍ଟ କରୁଛନ

    • @brahmanchhaivillagefastiva1093
      @brahmanchhaivillagefastiva1093 2 роки тому +1

      @@sanjaykumarrout400 ଓଡିଆ ଫିଲ୍ମ ଏବେ ମାସକୁ 10 ଟି ଚଳଚିତ୍ର ହେଉଛି କିନ୍ତୁ ଲୋକ ପ୍ରିୟ ହୋଇପାରୁନି।ଏଥିରୁ ଜଣା ପଡ଼ିଛୁ କେତେ ତଳକୁ ଖସିଛି ଓଡିଆ ଚଳଚିତ୍ର ଦୁନିଆ

  • @officialsurya.s6946
    @officialsurya.s6946 2 роки тому +9

    ଆପଣକଂ ଏଇ କାହାଣୀଟି ହୃଦୟ କୁ ଛୁଇଁ ଗଲା
    ମଣିଷ ଜୀବନ ଏମିତି ହେଇଥାଏ ସବୁବେଳେ ଅନ୍ୟ ମାନକୁ ଭଲ ପାନ୍ତୁ ଦୁନିଆ ସୁନ୍ଦର ଲାଗିବ 🙏🙏🙏🙏🙏

  • @prasantakumarsethypapuni8938
    @prasantakumarsethypapuni8938 3 роки тому +21

    Please please please upload all dd national Odia story.... We want to recall our past... It's amazing...

  • @ritismitananda.6195
    @ritismitananda.6195 3 роки тому +9

    Bahut vala kage mate dd ra aii story programs

  • @omprakashsahoolt-2726
    @omprakashsahoolt-2726 3 роки тому +15

    Outstanding Odia tele film🙏🏼

  • @skyInk143
    @skyInk143 3 роки тому +22

    ବହୁତ ସୁନ୍ଦର 👌👏 ପୁରୁଣା ସ୍ମୃତି ପୁଣିଥରେ ତାଜା ହୋଇଗଲା ।
    ହାଉଆଁ ଭଳି ଅନେକ ଚରିତ୍ର, ଏବେବି ଲୋକାଭିମୁଖୀ ହୋଇପାରୁନାହିଁ। ଧନ୍ୟବାଦ ପ୍ରତିଭା ରାୟ ଓ ତାଙ୍କର ଲେଖା ।
    @DDodia ଙ୍କୁ ଅନୁରୋଧ, ଯଦି "ଜୀବନ ରଂଗ" କାର୍ଯ୍ୟକ୍ରମ ଟି ପ୍ରସାରଣ କରନ୍ତି ତେବେ ଖୁସି ହୁଅନ୍ତି 🙏🏻😊

  • @bibekbhusandas6643
    @bibekbhusandas6643 3 роки тому +13

    Excellent short Play howa, thank you very much dd Odia for creating such beautiful drama🙏

  • @JitendraKumarMahali
    @JitendraKumarMahali 3 роки тому +11

    Thanks for uploading this , remembering childhood

  • @rinkudalua5217
    @rinkudalua5217 3 роки тому +17

    ବହୁତ୍ ଭଲ ଲାଗିଲା ❤️❤️❤️

  • @rajabehera3969
    @rajabehera3969 3 роки тому +10

    ଦେଖିକି ବୋହୁତ ଖୁସି ଲାଗିଲା ,

  • @deepakkusahoo8928
    @deepakkusahoo8928 Рік тому +6

    Sataree 😭😭😭❤️❤️❤️🙏🏻🙏🏻 thanks DD Odia 🙏🏻🙏🏻

  • @somutripathy1236
    @somutripathy1236 3 роки тому +15

    Thank u so much ...sir for uploading our fav stories....love from USA

  • @vickyjena9736
    @vickyjena9736 3 роки тому +20

    Odisha is full of talent..sadly we are not bothered to be like these old time actors.. such effortless story telling and magnificent piece of acting..gives goosebumps

  • @pradyumndas6510
    @pradyumndas6510 3 роки тому +19

    Hats off for this kind of script and acting sir... legends of odisha 🙏🙏🙏

  • @kBhoi-mg7uf
    @kBhoi-mg7uf 3 роки тому +11

    When I watch this film. Tears from my eyes. It's really reminds my childhood days. At that time I got really happiness.

  • @simkar3508
    @simkar3508 3 роки тому +35

    #DDODIA ଦୟାକରି "ଭଗ୍ନାଂଶ" "ପୁରାପୁରି ପାରିବାରିକ" ସବୁ episodes upload କରନ୍ତୁ 🙏🙏

  • @sitikantapuhan6770
    @sitikantapuhan6770 3 роки тому +8

    Heart touching 😭

  • @pradipkumarpanda6024
    @pradipkumarpanda6024 Рік тому +3

    Oh really kahani akhiru luha asigala aku kuhanti best kahani mo pila bela katha mane padigala

  • @SwarnalataPanigrahi-n7k
    @SwarnalataPanigrahi-n7k День тому +1

    Heart touching.I have not seen such a heart touching story for a long time.

  • @atanumangaraj3482
    @atanumangaraj3482 3 роки тому +21

    Thank u DD odia for uploading this 🙏

    • @DoordarshanOdia
      @DoordarshanOdia  3 роки тому +9

      Most welcome 😊

    • @bapi9593
      @bapi9593 3 роки тому +1

      Many many thnx dd odia

    • @bapi9593
      @bapi9593 3 роки тому +1

      Kahuthile saribani upload heu plz

  • @satyabrataswain148
    @satyabrataswain148 3 роки тому +10

    Remembering those old memories.......

  • @Teju00321
    @Teju00321 3 роки тому +12

    What an Acting 🙏 Incredeble 🙏👍👍 really hat's of to the Artist 🙏

  • @user-rl3ur7fh2g
    @user-rl3ur7fh2g 16 годин тому

    🙏 ଅତି ସୁନ୍ଦର୍ କାହାଣୀ , ପିଲାଦିନର ସ୍ମୃତିକୁ ମନେପକାଇଲେ ।। ହାଉଁଆ ଚରିତ୍ର ର ଅନେକ ଲୋକ ଆଜିର ସମୟରେ ଅଛନ୍ତି ।। ସେମାନଙ୍କୁ ବୁଝିବା ପାଇଁ ଖୁବ୍ କାମ ଲୋକ ଅଛନ୍ତି ।। ଧନ୍ୟବାଦ୍ DD ଓଡ଼ିଆ ।।🙏👍🙏

  • @santoshdutta4491
    @santoshdutta4491 3 роки тому +8

    Speechless my all times favourite 🙏🙏🙏😭😭😭

  • @sscreations6306
    @sscreations6306 3 роки тому +7

    Many more thanks to DD odia.
    This story remind me a lot of things of my childhood.

  • @sheetalbarma
    @sheetalbarma 2 роки тому +7

    Satare Bohut Sundar Story🥺😭Chhua bela katha mane padi galaa 😭

  • @lovelyshraddhastatus8543
    @lovelyshraddhastatus8543 3 роки тому +10

    Mu bohut dinaru ei episode dekhibaku chahu thili thank you very much 👍👍👍

  • @soumyaranjanpanda157
    @soumyaranjanpanda157 3 роки тому +7

    Wow amazing story 😭

  • @tanmayaparida8987
    @tanmayaparida8987 День тому

    ଭାଇ କେତେ ଉତ୍କୃଷ୍ଟ ଧରଣର ଚିତ୍ରଲେଖା ଓ ଅଭିନୟ❤❤❤...ବାଙ୍କୁ ଭାଇ... ଉଚ୍ଚ କୋଟୀର ଅଭିନେତା... କାହାଣୀ ପ୍ରଯୋଜନା ର ସମସ୍ତ ସଦସ୍ଯ ଙ୍କୁ ଭୁମିଷ୍ଠ ପ୍ରଣାମ !🙏

  • @Phd--Sangram
    @Phd--Sangram 2 роки тому +28

    Now I m 26 years and doing PHD in Utkal University . Now 2022 I m watching this story 💞💞💞 it's outstanding story 💞💞

    • @jogeshkumarbehera8198
      @jogeshkumarbehera8198 2 роки тому

      I am also

    • @priyankapihu9461
      @priyankapihu9461 Рік тому +1

      Apana kn childhood ru a serial dekhuthile ?

    • @Phd--Sangram
      @Phd--Sangram Рік тому +1

      @@priyankapihu9461Yes Pihu ma'am

    • @priyankapihu9461
      @priyankapihu9461 Рік тому +1

      @@Phd--Sangram au kichhi story suggest karibe pls I want to see

    • @Phd--Sangram
      @Phd--Sangram Рік тому +1

      @@priyankapihu9461 Ssoftoons kahaniya .... This channel is based on moral story

  • @pkonthespotlive5597
    @pkonthespotlive5597 3 роки тому +21

    ଧନ୍ୟବାଦ ଡ଼ି ଡି ଓଡ଼ିଆ ଆମ ପିଲାଦିନ କଥା ମନେପକାଇ ଥିବାରୁ ଆଜିକାଲି ଏମିତି କାହାଣୀ କାହିଁ

  • @lezysul
    @lezysul 3 роки тому +13

    It's too damn emotional. 😭😔

  • @BagInformationWorld
    @BagInformationWorld 3 роки тому +7

    Thik kana mamu pari kahani, bahut sundar

  • @dipteeranjan3115
    @dipteeranjan3115 3 роки тому +6

    Jibanta avinaya bahut imotional 😭❤️❤️❤️❤️ thank u for this vdo

  • @anupstudycircle5735
    @anupstudycircle5735 3 роки тому +7

    One of the finest actor

  • @prasanpradhan1743
    @prasanpradhan1743 7 місяців тому +2

    ଅତି ସୁନ୍ଦର ଟେଲି ଭିଜନ୍ ଫିଲ୍ମ୍ old is gold ❤ ବାଙ୍କୁ ବାବୁ ତମେ ବହୁତ୍ ଭଲ କଳାକାର ମୋର ତାଙ୍କୁ ପ୍ରଣାମ ❤

  • @nilleshbehera9773
    @nilleshbehera9773 2 роки тому +5

    Old is Gold. Childhood memories ❤❤❤❤❤❤

  • @dr.lokanathpaital5839
    @dr.lokanathpaital5839 Рік тому +2

    Excellent story and fabulous acting. I am very proud of our odia culture.

  • @pradeepbehera882
    @pradeepbehera882 3 роки тому +4

    Really story thanks🙏🙇 DD odia

  • @prasantakumarsethypapuni8938
    @prasantakumarsethypapuni8938 3 роки тому +11

    ଆମ ଏରିଆ ରେ ବାଙ୍କା ବୋଲି ଜଣେ ହାଉଁଆ ପରି ଲୋକ ଥିଲା, ଛୋଟ ବେଳେ ତାକୁ ଦେଖି ଆମେ ଡର ରେ ଲୁଚୁଥିଲୁ ହେଲେ ଆଜି ସେ ଆଉ ନାହିଁ। ଅନେକ ଦିନ ହେଲାଣି ମୁଁ ଆଉ ସେ ବଙ୍କା କୁ ଦେଖିନି, କେଜାଣି ସେ ଏବେ ବଞ୍ଚିଥିବ କି ନାହିଁ। ହେ ଭଗବନ ଆଉ ସେ ହାଉଁ କୁ ଦେଖି ପୁରୁଣା ସ୍ମୃତି ମନେ ପଡିଗଲା।।।🙏🙏🙏🙏🙏🙏🙏🙏

  • @bontysahu1438
    @bontysahu1438 3 роки тому +10

    Heart touching ❤️😘😘 serial😭😭😭😭

  • @AnilKumar-kg8uq
    @AnilKumar-kg8uq 3 роки тому +6

    Mindbloing background music

  • @subashnayak4611
    @subashnayak4611 3 роки тому +4

    Super..mote bohut vala lage Ae vali puruna serial ❤️

  • @timemachineheart8194
    @timemachineheart8194 3 роки тому +6

    Amazing ❤️❤️❤️

  • @aatish6769
    @aatish6769 2 роки тому +3

    Great ଓଡ଼ିଆ 😘

  • @rockbd4372
    @rockbd4372 3 роки тому +18

    ଅତି ସୁନ୍ଦର ❤️

    • @bhabanishankar7521
      @bhabanishankar7521 3 роки тому +1

      ଅଖି ରେ ଲୁହ ଆସିଗଲା ଦେଖିକି😭🙏

    • @saratswain2749
      @saratswain2749 3 роки тому +1

      Akhiru luha asigala

  • @Jitendrasahoojitenspace
    @Jitendrasahoojitenspace 3 роки тому +12

    Kindly upload "Jharaka" serial and a awareness programme on Leprosy

  • @pintudas-yr8te
    @pintudas-yr8te 3 дні тому

    କେତେ ସୁନ୍ଦର୍ ଅଭିନୟ , ଏହିମାନଙ୍କ ପାଖରେ ହିଁ ମାଆ ସରସ୍ଵତୀ ଥିଲେ 🙏🙏

  • @aishwaryadash6511
    @aishwaryadash6511 3 роки тому +4

    Wow..kindly upload dimiri phula, thakura ghara,sesa basanta ra chithi,duhsamaya,sabita,sasirekha,antic, paunji, se badhu nuhe bandhu, bhagnansa, juara bhatta, tithi atithi, janma, itihasa kahe, satya ,swapna, chalapatha, dharabatarana, pura puri paribarika, bajrabahu etc

  • @rajutastyfoodvideo5455
    @rajutastyfoodvideo5455 3 роки тому +2

    Thank you very much ଡି ଡି ଓଡ଼ିଆ ❤❤❤❤

  • @gyanaranjansahoo8539
    @gyanaranjansahoo8539 18 хвилин тому +1

    ସତରେ ଅତୀତ ସବୁବେଳେ ସ୍ମୃତି ମଧୁର, ଅତୀତ ର ସେଇ 5ପଇସାରେ ଲେମ୍ବୁ ଚକଲେଟ 10 ପଇସାରେ ବୁଟ ବାରମଜା ଆଉଥରେ ଫେରି ଆସନ୍ତାନି, ଅତୀତର ସେଇ ଗାଉଁଲି ଭାଷା ଗାଉଁଲି ଦୃଶ୍ୟପଟରେ କାହାଣୀ ଟୀ ଅତି ଚମତ୍କାର ହୋଇଛି 👌

  • @LaltusinghDeo
    @LaltusinghDeo 13 годин тому

    ସତରେ ଷ୍ଟୋରୀ ଟି ବୋହୁତ ଭଲ ଆଉ ସମାଜ୍ କୁ ସିଖେଇଲା ପରି ବାର୍ତା ଅଛି ଅଭିନୟ ବି ଉଚ୍ଚ କୋଟୀର 👌👌 heart touching story 😢

  • @ajitbarb
    @ajitbarb Рік тому +2

    Miss you mo pila dina 😔😭

  • @MaheshBabu-js6lr
    @MaheshBabu-js6lr 2 роки тому +3

    ବହୁତ ସୁନ୍ଦର.. ପିଲାବେଳ ମନେପଡ଼ିଗଲା ❤

  • @JRSahoo135
    @JRSahoo135 8 місяців тому +1

    ❤ ସୁରେଶ ବଳ ସାର ❤

  • @sanjeebdas7080
    @sanjeebdas7080 3 роки тому +5

    What an acting 💝💝

  • @sangeetapattanayak4476
    @sangeetapattanayak4476 3 роки тому +4

    ପିଲା ଦିନର କଥା ମନେ ପଡ଼ିଗଲା 🙏🙏ବହୁତ୍ ଭଲ ଲାଗିଲା 👍 ଧନ୍ୟବାଦ

  • @avilipsanayak5979
    @avilipsanayak5979 3 роки тому +7

    Beautiful.

  • @dineshkumarbehera2363
    @dineshkumarbehera2363 3 роки тому +7

    Kahani sarigola kintu mana bujhilani😭..
    Dhanyabaad yebhali video upload karithibaru

  • @chintujena8999
    @chintujena8999 Рік тому +4

    Our childhood memories 😍 😕🙂❤️😊

  • @jitendraparida6203
    @jitendraparida6203 2 роки тому +8

    There was no VFX no expensive camera but the environment of watching the serial just wow

  • @SIALFARMING
    @SIALFARMING 23 години тому

    ଅତି ସୁନ୍ଦର ଅଭିନୟ

  • @narayanswainbadboyjatradun3094
    @narayanswainbadboyjatradun3094 3 роки тому +3

    Old memories mane padigala

  • @harshitnayak6880
    @harshitnayak6880 6 годин тому

    Oww ପୁରା ଟାଣ original

  • @subratkumarnayak5397
    @subratkumarnayak5397 3 роки тому +6

    Childhood memories

  • @bijayalaxmijena644
    @bijayalaxmijena644 20 днів тому

    ସବୁଠୁ ଭଲ ଚାନେଲ ଡି ଡି ଓଡିଆ।ଧନ୍ୟବାଦ

  • @rajrajucreation7731
    @rajrajucreation7731 3 роки тому +4

    ବହୁତ୍ ଭଲ ଲାଗିଲା ❤❤❤❤nice super story

  • @krushnasahoo7549
    @krushnasahoo7549 5 годин тому

    👌👌👌 ଭାରି ସୁନ୍ଦର ହୋଇଛି ❤❤❤

  • @utkalkesharinayak9703
    @utkalkesharinayak9703 3 роки тому +1

    Bahut dina ra telefilm ...heart touching ❤️❤️