Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ପାଲା ଭଲ ହେଉଛି।ସୁନ୍ଦର କଣ୍ଠ।ସ୍ପଷ୍ଟ ଉଚ୍ଚାରଣ । ବାଦି ପାଲା ରେ ଅନ୍ୟ ପାଲାବାଲାକୁ ଅର୍ଥାତ୍ ବିପକ୍ଷ ଦଳକୁ ସମାଲୋଚନା ନା କଲେ ବାଦି ପାଲା ରେ ମାନେ କଣ ।ତେଣୁ ଠିକ୍ ଅଛି ।
❤ ati sundar pala ❤
ଅତି ସୁନ୍ଦର ପରିବେଷଣ 🙏 କିନ୍ତୁ ପ୍ରତିଦୋନ୍ଦି ଙ୍କୁ ବହୁତ ସମାଲୋଚନା କରୁଛନ୍ତି
Beautiful.
Very good voice
My favourite gayak🎉
Very clear voice.nice.
Veri nice pala
🙏🙏🌹ପ୍ରଣାମ. ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ଙ୍କର ଜୟ
ଜୟ ଜଗନ୍ନାଥ ବହୁତ ସୁନ୍ଦର ପରିବେଷଣ ହେଇଛି ଧନ୍ୟବାଦ୍ ଜଣାଉଛୁ
Bahuta sundar parebasana
are as z3sêw se🙈🙈🎂🎂🤣🐹
ବହୁତ ସୁନ୍ଦର ପରିବେଷଣ, ଭାଗବତକୁ ପ୍ରାଧାନ୍ୟ ଦେଉଛନ୍ତି ଆଜ୍ଞା, କିନ୍ତୁ ପରମ ର ଅଭିଧାନ ଅର୍ଥ ହେଉଛି ଶ୍ରେଷ୍ଠ
Ati sundar Pala
ଦତ୍ତ ନନା ହାବୁଡ଼ରେ ପଡିଲେ ଝୋଳ ବାହାରିବ
Very nice 👌
ଆପଣଙ୍କର ପର ଚର୍ଚ୍ଚା ବେଶୀ। ପ୍ରସଙ୍ଗ କମ୍। ପ୍ରସଙ୍ଗ ପ୍ରତି ବେଶୀ ଧ୍ୟାନ ଦେଲେ ଭଲ ହେବ
Tama palara bisaya nama vaeena ki ?.......
ପାଲା ପରିବେଷଣ ଉଚ୍ଚ କୋଟିର, କିନ୍ତୁ ଅଭିରାମ ଙ୍କ ର ଲେଖା ଉପସ୍ଥାପନା କରିବା ସହିତ ଅନ୍ୟ ମାନଙ୍କର ଲେଖା ଉପସ୍ଥାପନା କରନ୍ତୁ.
କୁଜଙ୍ଗ ଷଣ୍ଡ ହାବୁଡ଼ରେ ପଡିନ।
ସାରେ ଆପଣଙ୍କ ପୋନ ନମ୍ବର ଦିଅନ୍ତୁ
Very good play.
Comtact no milipariba ki
ପାଲା ର ପ୍ରଥମ ଅଧ ଘଣ୍ଟା ଭିତରେ ଗୋଟେ ପୁରୁଣା ରାଗ ଆସିଲା ନାହିଁ, କବି ସୁର୍ୟ ଙ୍କ ର ଗୋଟେ ପଦ ଆସିଲା ନାହିଁ, ଆଠ ତାଳି ଛାନ୍ଦ ନାହିଁ, ବାବୁ ପାଲା ଶିଖନ୍ତୁ, ଖାଲି ପରମହଂସ ଙ୍କ ଲେଖା ରେ ପାଲା ହୁଏନି
tk phone number diantu
Sir apna ka phone number diantu