ଶ୍ରୀ ଗୋପାଳଜୀଉ ଙ୍କ ମଠରେ ଘାଟ ଜଗା କୀର୍ତନ || ଶ୍ରୀ ରାଧାଚରଣ ଦାସ || ଶ୍ରୀ ଦାସ ସାରଥୀ ଗୁରୁ Mob-9178883846

Поділитися
Вставка
  • Опубліковано 15 вер 2024
  • #Mob9178883846

КОМЕНТАРІ • 368

  • @pabitrasenapati1841
    @pabitrasenapati1841 Місяць тому +2

    ଅତି ସୁନ୍ଦର୍....ସତରେ କେଡେ ମଧୁର ଆଉ ରସମୟ ଆମ ସଂସ୍କୃତି ଆଉ ଆମ ମହାପ୍ରଭୁ ଙ୍କ ଲୀଲା ❤

  • @sujyaprakashbarik3645
    @sujyaprakashbarik3645 Рік тому +12

    ଅତି ସୁନ୍ଦର ଏ ଗୀତ ମୋ ମାନପଵିତ୍ର ହେଇଗଲା ଲକୀ ବାବା ଆପଣଙ୍କୁ ଓ ଆପଣଙ୍କ କୀର୍ତ୍ତନ ମଣ୍ଡଳୀକୁ ସତକୋଟି ପ୍ରଣାମ

  • @rabindrakumarsahoo1861
    @rabindrakumarsahoo1861 Рік тому +13

    ବହୁତ ସୁନ୍ଦର ବାବା ଆପଣ ତ ପୁରା ରାଧାଙ୍କ ପରି ଲାଗିଛନ୍ତି ରାଧେ ରାଧେ 🙏

  • @tutushasani1440
    @tutushasani1440 Рік тому +32

    ରାଧେ କୃଷ୍ଣ ବହୁତ ସୁନ୍ଦର ଆମ ଭାରତୀୟ ସଂସ୍କୃତି ମହାନ

  • @user-cw9gp5ty9f
    @user-cw9gp5ty9f Рік тому +2

    ବଢ଼ିଆ,ବହୁତ ବଢ଼ିଆ। Excellent performance to keep up our tradition.

  • @kamalalochanlenka6131
    @kamalalochanlenka6131 Рік тому +12

    Lucky ଭାଇ ଜୟ ଜଗନ୍ନାଥ🙏 ତୁମ ଘାଟ ଜଗା କୀର୍ତନ ଶୁଣି ଆନନ୍ଦ ରେ ମନ ପୁରୀ ଉଠିଲା., ଭାଇ ତୁମ ଘାଟ ନାଉରିଆ ଙ୍କ ନାମ କଣ. ଅତି ସୁନ୍ଦର ତାଙ୍କ କଣ୍ଠ. ଭାଇ ପୁରୀ ଆସିଲେ ଦେଖା ହବ ଜୟ ଜଗନ୍ନାଥ 🙏

  • @RiyanshRudransh5343
    @RiyanshRudransh5343 Рік тому +5

    ଭାଈ ସତରେ କେତେ ହୃଦୟ ସ୍ପର୍ଶ କରୁଛି ତୁମର ଏ ଗୀତ ।🙏🙏🙏

  • @alokswain8508
    @alokswain8508 Рік тому +5

    ବହୁତ ସୁନ୍ଦର ଏହି ପରି ଗ୍ରାମ୍ୟ ଜୀବନର ପୂଜା ପରମ୍ପରା କୁ ବଞ୍ଚେଇ ରଖିଥାନ୍ତୁ, ଜୟ ଜଗନ୍ନାଥ, ହରିବୋଲ, ରାଧେ ରାଧେ 🙏

  • @godabarimangaraj5027
    @godabarimangaraj5027 Рік тому +5

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏

  • @haridakua3189
    @haridakua3189 Рік тому +4

    ଅତି ସୁନ୍ଦର ଭାବରେ କରିଛନ୍ତି ବହୁତ୍ ବଢିଆ ଲାଗୁଛି ଜୟ ଶ୍ରୀ ରାଧେ ଜୟ ଶ୍ରୀ କୃଷ୍ଣା

  • @thirdeye9492
    @thirdeye9492 Рік тому +34

    ଖୁବ ସୁନ୍ଦର.. ହୃଦୟସ୍ପର୍ଶୀ.. ବ୍ୟବସ୍ଥିତ ଢଙ୍ଗରେ ହେଲେ ଆହୁରି ମନୋଜ୍ଞ ହୋଇ ପାରନ୍ତା ଜୟ ଶ୍ରୀକୃଷ୍ଣ 🙏❤️💙

  • @Gyanr321
    @Gyanr321 Рік тому +3

    ବହୁତ ସୁନ୍ଦର ଗୀତ. ବାରମ୍ବାର ଶୁଣିବାକୁ ଇଚ୍ଛା ହଉଛି

  • @hemantkumarroutray407
    @hemantkumarroutray407 Рік тому +23

    ମହାପ୍ରଭୁକୁଂ ପାଇବା ପାଇଁ ଏହି ପ୍ରେମ ଭାବ ଦରକାର, ଜୟଜଗନ୍ନାଥ 🙏,

  • @srinathdas8721
    @srinathdas8721 Рік тому +4

    ଜୟ ଶ୍ରୀ ଜଗନ୍ନାଥ
    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।
    ହରେ ରାମ ହରେ ରାମ ରାମ ରାମ ହରେ ହରେ ।।

  • @SinghBabu-g6c
    @SinghBabu-g6c 14 днів тому

    Ati sundar bahutt badhiya Bhala heichi Jay shree Ram Jay Jagannath Jay shree Krishna

  • @stargourangamahalik2954
    @stargourangamahalik2954 Рік тому +3

    ଅତି ସୁନ୍ଦର ଆମ ଓଡ଼ିଶା ସଂସ୍କୃତି 🥰🥰🥰❤️

  • @tophanjena2568
    @tophanjena2568 Рік тому +10

    ଜୟ ଶ୍ରୀ ସୀତାରାମ ପ୍ରଭୁ କୋଟି କୋଟି ପ୍ରଣାମ 🙏🙏🙏🙏🙏

  • @PRADEEPBEHERA-gt7hg
    @PRADEEPBEHERA-gt7hg Рік тому +2

    ପ୍ରଥମଥର ଶୁଣୁଲି...... ହୃଦୟ କୁ ଖୁସି କରିଦେଲା 🥰😍🥰😍🥰😍🥰

  • @rajanswain7927
    @rajanswain7927 Рік тому +7

    🙏⚫❗⚫🙏 ଅତି ସୁନ୍ଦର , ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଅଶେଷ ଅଶେଷ କୃପା ରହିଥିବ, you all are blessed , beleive me mahaprabhu will so much happy , my eyes are tearful with happiness 😊 , blessed with listing this kirtan 🙏🙏🙏

  • @SujankumarKhatei-ru6us
    @SujankumarKhatei-ru6us Рік тому +1

    ଜୟ ଶ୍ରୀ ରାଧେ ଗୋପୀ ଗୋପିଜନ ମାନଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻

  • @janmejayjena2422
    @janmejayjena2422 Рік тому +3

    ବହୁତ ସୁନ୍ଦର ଜୟ ଜଗନ୍ନାଥ

  • @GaneshRadhikaAA
    @GaneshRadhikaAA 7 місяців тому +19

    କିଛି ଶବ୍ଦ ନାହିଁ ଆପଣଙ୍କ ପାଇଁ, ଜୟ ଜଗନ୍ନାଥ ସ୍ଵାମୀ ଆପଣଙ୍କୁ ସବୁ ବେଳେ ଏମିତି ଖୁସିରେ ରଖନ୍ତୁ, ଏମିତି ଆମ ଓଡିଶାର ପରମ୍ପରା ସଂସ୍କୃତି କୁ ବଞ୍ଚାଇ ରଖନ୍ତୁ।

  • @debendranarayandash1528
    @debendranarayandash1528 Рік тому +4

    ବହୁତ ସୁନ୍ଦର କୀର୍ତ୍ତନ

  • @algeapainclinic-ki9xm
    @algeapainclinic-ki9xm Рік тому +2

    Proud to be a gauda chhua...❤

  • @krishnachandrapaikaray2731
    @krishnachandrapaikaray2731 10 днів тому

    ବଢ଼ିଆ କୀର୍ତ୍ତନ

  • @bikramkumarnanda5237
    @bikramkumarnanda5237 Рік тому +4

    ଅତି ସୁନ୍ଦର । ସତରେ ଭାବ ବିହ୍ବଳିତ ଗୀତ ସାଙ୍ଗକୁ ପାଳି 👌👌

  • @BhaskarBhera
    @BhaskarBhera Місяць тому

    ଜେୟ ରାଧେ ଦେୟ ରାଦେ

  • @tanushreemohapatra1557
    @tanushreemohapatra1557 Рік тому +7

    ବହୁତ ସୁନ୍ଦର କୀର୍ତ୍ତନ......👌👌
    Keep growing team.....

  • @AjanaBataraBatoi6018
    @AjanaBataraBatoi6018 Рік тому +6

    ମୋ ଜାଣିବାରେ ମଲାବେଳେ କେହି ଧନ ସମ୍ପଦ ନେଇକି ଯାଏନି l କିନ୍ତୁ ଆପଣ ଯୋଉ ଧନ ଅର୍ଜନ କରୁଛନ୍ତି ତାହା ହିଁ ଆପଣଙ୍କ ସଙ୍ଗରେ ଯିବ l କୃଷ୍ଣ ନାମ ମହାଧନ l ତା ନାମ ପ୍ରେମ ରେ ଯୋଉ ସ୍ୱାଦ ଆଉ କୋଉଠି ବା ମିଳିବ

  • @kanhucharanswain314
    @kanhucharanswain314 Рік тому +3

    Bahuta badhiya hoichi Jay Jagannath

  • @ranjitdas4299
    @ranjitdas4299 Рік тому +1

    ରାଧେ ରାଧେ,,,,,🌼🌺🌼🌼💐🌺🌼🌼🌼🌼🙏🙏🙏🙏💐🌼🌺🌺🌼🌼🌼

  • @debasisnayak7777
    @debasisnayak7777 Рік тому +3

    20 ଥର ଦେଖିଲିଣୀ ତଥାପି ସୁନ୍ଦର ଲାଗୁଛି ଦେଖିବାକୁ

  • @sbcreation7219
    @sbcreation7219 Рік тому +1

    ବହୁତ୍ ସୁନ୍ଦର ଆମ ସଂସ୍କୃତି ଆଉ ଆମ ଭାଷା ଜୟ ଜଗନ୍ନାଥ ❤️❤️🙏

  • @bhaiteravlogbala
    @bhaiteravlogbala Рік тому +15

    ଆମ ଓଡ଼ିଶାରେ ଏମିତି ବି ହୁଏ wow ଅତି ସୁନ୍ଦର୍ ଏ କୋଉ ଜାଗାରେ ହେଉଛି ଜୟ ଜଗନ୍ନାଥ ସ୍ବାମୀ 🙏😘

    • @anantasamal5654
      @anantasamal5654 Рік тому +1

      Mobile no deichanti call Kara Jana padiba Bhai

    • @susantkumarnayak8233
      @susantkumarnayak8233 Рік тому +1

      କଟକ ଜିଲ୍ଲାରେ ଗୋପଲନଗରେ adaspur ଜାଣିଛନ୍ତି ପାଖ ରେ

  • @rakeshchandrapradhan114
    @rakeshchandrapradhan114 Рік тому +3

    Jay Jagannath 🙏 ❤️ Butu bhai super 👌👌👌👌👌👌

  • @prafullalal3903
    @prafullalal3903 Рік тому +3

    ଅତି ସୁନ୍ଦର ଗୀତ🙏🙏🙏

  • @biswajitnayak7742
    @biswajitnayak7742 Рік тому +1

    ବହୁତ ସୁନ୍ଦର. ରାଧେ ରାଧେ

  • @jagannathamazingworldodia
    @jagannathamazingworldodia Рік тому +3

    Speechless comment.......jay jagannath
    God samastanku bhalare rakhantu🙏🙏🙏

  • @tanmayabhattacharya5809
    @tanmayabhattacharya5809 Рік тому +1

    ଅତି ହୃଦୟ ସ୍ପର୍ଶୀ ❤🎉🎉🎉

  • @abashmoharana8243
    @abashmoharana8243 Рік тому +1

    ବହୁତ ବହୁତ ଭଲ ଲାଗୁଚି🙏🙏 ରାଧେ ରାଧେ🙏🙏🙏

  • @MrdascreationOfficial
    @MrdascreationOfficial Рік тому +3

    ରାଧେ🙏 ରାଧେ🙏

  • @prateek6697
    @prateek6697 3 місяці тому

    Jay Shree Krishna Radhe🙏🙏🙏🙏🙏

  • @ranjanbhoibhoi4169
    @ranjanbhoibhoi4169 13 днів тому

    ଅତି ସୁନ୍ଦର ❤❤❤

  • @sudiptamoharana3273
    @sudiptamoharana3273 Рік тому +1

    Jay jagannath ...very nicely versed

  • @pravaskumarsahoo1544
    @pravaskumarsahoo1544 Рік тому +4

    ଘାଟ ଗୀତ କୁ ସୁନ୍ଦର ଭାବେ ରେକର୍ଡ କରି upload କରାଗଲେ ଭଲ ହୁଅନ୍ତା... ଜୟ ଶ୍ରୀ ଚୈତନ୍ୟ 🙏🏻🙏🏻🙏🏻

  • @bisoi506
    @bisoi506 Рік тому +1

    Radhe Krisna 🙏🙏🙏

  • @sureshchandrakhatei-mb3ut
    @sureshchandrakhatei-mb3ut Місяць тому

    Radhe radhe Jay shrikrishna 🙏

  • @alekhkumarpanda7999
    @alekhkumarpanda7999 Рік тому +24

    ବହୁତ ସୁନ୍ଦର ମୁ ସବୁବେଳେ ଅପେକ୍ଷା କରିଥାଏ ଆପଣଙ୍କ ର ଏହି ଗୀତ ଗୁଡିକୁ

  • @bapinamandoi7674
    @bapinamandoi7674 Рік тому +4

    Radha Krishna 🙏🙏🙏

  • @brahmanandabiswal6445
    @brahmanandabiswal6445 Рік тому +3

    Beautiful ,nice and excellent. 🙏🙏🙏

  • @silentgamerz9780
    @silentgamerz9780 9 місяців тому +1

    Nice culture ,amazing songs .

  • @rabindranayak4587
    @rabindranayak4587 Рік тому +1

    So nice song with nice makeup of Radha charan dash so nice😊

  • @anantasamal5654
    @anantasamal5654 Рік тому +1

    Part second dekhaoo super duper mind blowing kritan karichanti Bhai apananku salute

  • @anantasamal5654
    @anantasamal5654 Рік тому +2

    Super duper mind blowing beutiful kirtan

  • @BachelorLife99
    @BachelorLife99 Місяць тому

    ସତରେ ବହୁତ ସୁନ୍ଦର,
    କଉ ଜିଲ୍ଲା ରେ ଏହି ଭଳି ମୁଁ ପ୍ରଥମ ଥର ଦେଖିଲି
    ରାଧେ ରାଧେ, ରାଧେ କୃଷ୍ଣ

  • @pradeepbehera6715
    @pradeepbehera6715 Рік тому +2

    ଖୁବ୍ ସୁନ୍ଦର ପରିବେଷଣ 🙏🙏🙏

  • @ramchandrapanda7092
    @ramchandrapanda7092 Рік тому +1

    ଅତି ସୁନ୍ଦର ଭାବରେ ଗାହାଣ କରିଛନ୍ତି

  • @binodinijenq9391
    @binodinijenq9391 Рік тому +3

    Khub sundar 👌👌👌

  • @debamadkami9232
    @debamadkami9232 Рік тому +2

    Radhe Radhe Maharaj ji

  • @snigdharani-pl8ze
    @snigdharani-pl8ze 5 місяців тому

    ବହୁତ ସୁନ୍ଦର 🙏🌹🌹🌹🙏

  • @baikunthaswain512
    @baikunthaswain512 11 днів тому

    Radhe krushana radhe krushana

  • @prasantakusahoo3206
    @prasantakusahoo3206 18 днів тому

    ଅତି ସୁନ୍ଦର

  • @manaskumarb552
    @manaskumarb552 Рік тому +2

    ଜୟ ଗୁରୁ ଜୟ ମାଆ 🙏🙏😭😭

  • @manoranjanputhal5025
    @manoranjanputhal5025 Рік тому

    Hare krishna
    Hare Krishna
    Krishna Krishna
    Hare Hare
    Hare Rama
    Hare Rama
    Rama Rama
    Hare Hare
    Jay Jagannath 🙏🙏🙏♥️♥️♥️

  • @sanjaysutar7907
    @sanjaysutar7907 9 місяців тому +23

    ଯେତେ ଥର ଶୁଣିଲେ ଆହୁରି ଶୁଣିବାକୁ ଇଛା ହୁଏ

  • @santoshnarayansahoobulu1234
    @santoshnarayansahoobulu1234 Рік тому +2

    Bhumista pranaam prabhu ji

  • @bijaykumarnayak6967
    @bijaykumarnayak6967 Рік тому

    ଜୟ ରାଧା କୃଷ୍ଣ ଙ୍କ ଚରଣେ ଶରଣ ବହୁତ ଭଲ ଲାଗିଲା

  • @adarshvideos447
    @adarshvideos447 5 місяців тому

    Radhe radhe guru bahut sudar

  • @ABCDEFGH-up4is
    @ABCDEFGH-up4is Рік тому +1

    Jai Jagannath 🚩🚩🚩🚩🚩🚩🚩

  • @debabratanayak230
    @debabratanayak230 11 місяців тому

    Khub sundar jay jagannath

  • @krishnamantri1977
    @krishnamantri1977 Рік тому

    ହରେ କୃଷ୍ଣ, ଅତି ସୁନ୍ଦର ଭାବରେ ଲେଖିଛନ୍ତି ଓ ପରିବେଷଣ କରୁଛନ୍ତି, ରାଧା ମା ଭଲ ନlଚୁଛନ୍ତି

  • @devilvampee5410
    @devilvampee5410 Рік тому +1

    ରାଧେ କୃଷ୍ଣ ରାଧେ କୃଷ୍ଣ 🙏🙏

  • @suchitrasathapathy8592
    @suchitrasathapathy8592 Рік тому +3

    ଜୟ ଶ୍ରୀ କୃଷ୍ଣ 🙏🙏🙏

  • @trailokyaparida2990
    @trailokyaparida2990 Рік тому +1

    ଜୟ ଶ୍ରୀ ରାଧେ କୃଷ୍ଣ 🙏🙏🙏🙏🙏🙏

  • @lalitsahoo4976
    @lalitsahoo4976 7 місяців тому

    ବହୁତ ସୁନ୍ଦର
    ଧନ୍ୟବାଦ ଓଡ଼ିଆ ଗର୍ବ

  • @user-kd5kd7oh9w
    @user-kd5kd7oh9w Рік тому

    Jay radha swami🙏
    Mu agaru dinaku 2 thara lekhae dekhuthili but majhire kete khojichhi asilani aji bahut khushi laguchhi dekhiki Jay radhe krishna❤🙌👏🙏❤

  • @ramakantapradhan6288
    @ramakantapradhan6288 Рік тому +1

    ବହୁତ୍ ସୁନ୍ଦର ହରିବୋଲ

  • @motivationalvideo7341
    @motivationalvideo7341 4 місяці тому

    ଅତି ସୁନ୍ଦର ଭାବରେ ସଭିଏ ବୁଲୁଛନ୍ତି❤❤

  • @namitasamantray1377
    @namitasamantray1377 Місяць тому

    Ei sundar bhajan ti ku bahut thara dekhilini ,namaste

  • @sunilapotosunilapoto
    @sunilapotosunilapoto Місяць тому

    Ati sundar Gita Jay jagannath

  • @ajaypradhan9651
    @ajaypradhan9651 Рік тому +5

    @Shree Gopaljew kirtan Gopalnagar
    🙏 🙏🙏
    ମହାରାଜ ଆପଣଙ୍କ କଣ୍ଠ ରେ କି ଯାଦୁ ଅଛି କେଜାଣି ମୁଁ ଯେବେ ନିଜ କୁ କିଛି ଉଦାସ ଫିଲ କରେ ଆପଣଙ୍କ ଭିଡିଓ ଦେଖି ମୋ ମନ ଖୁସି କରି ଦିଏ. ଆପଣଙ୍କ ହସ ହସ ମୁହଁ ଙ୍କୁ ଦେଖି ଦେଲେ ମୋର ସବୁ ଦୁଃଖ କଷ୍ଟ କିଛି ସମୟ ପାଇଁ ଦୂର ହେଇ ଯାଏ.🙏
    ଆପଣଙ୍କୁ କୋଟି କୋଟି ପ୍ରଣାମ

  • @jyotisankarpattanayak5700
    @jyotisankarpattanayak5700 Рік тому

    Khub sundar bhakti bhaba Jay shree Krishna Jay Jagannath 🙏🙏🙏🙏

  • @brajabandhubehera7943
    @brajabandhubehera7943 Рік тому

    Hare gouranga hare gorachanda mahaprouvu haribol joy jaganatha God blessyou bhaimane bahuta vala nabakeli geat manku ganti daucha Jo y Radakrishna

  • @trinathjena2368
    @trinathjena2368 Рік тому

    ମହାରାଜୀ ପ୍ରଣାମ
    ନାମ ସହିତ ବେଶ ର ସୁନ୍ଦର ସମାନତା ରହିଛି
    ନାମ ରାଧା ଵେଶ ମଧ୍ୟ ରାଧା

  • @jitendrasundaray8493
    @jitendrasundaray8493 8 місяців тому

    Jay gopal.jay shree Krishna. Radhe Radhe

  • @DebiprasadPatasani-ml6fw
    @DebiprasadPatasani-ml6fw Рік тому

    Maharaj ji...🙏

  • @surendramahapatra6927
    @surendramahapatra6927 Рік тому +1

    Mata is so beautiful

  • @santoshnarayansahoobulu1234
    @santoshnarayansahoobulu1234 Рік тому +2

    Vary nice song and music

  • @saratchandrabehera9511
    @saratchandrabehera9511 Рік тому +1

    Jai jagannath,,ati sundar maharaj

  • @alokkumarmoharana8056
    @alokkumarmoharana8056 5 місяців тому

    Ati Sundara Paribesana, All Artist Mind blowing Performance, Pura Desi Style..

  • @padhanlekharam02
    @padhanlekharam02 Рік тому

    ବହୁତ ଵଢିଆ ଜୟ ଶ୍ରୀ ରାଧେ,

  • @subashmalik1370
    @subashmalik1370 Рік тому +2

    Jay narayan swami kara jay 🙏💞 jay abhirna sundar kara jay 🙏💞

  • @curiousmind5137
    @curiousmind5137 Рік тому +1

    Beautiful Gopi /Radha ji 🙏👌😀😅

  • @RanjanKumar-bi4bn
    @RanjanKumar-bi4bn Рік тому

    Baba satare Radha pari lagucha🥰🥰🥰🥰🥰🥰

  • @niranjanjena3039
    @niranjanjena3039 Рік тому

    Jay sree Radhe Krishna 🙏
    Pranam Maharaj 🙏

  • @tapasbindhani8270
    @tapasbindhani8270 Рік тому

    ଗୁରୁଜୀବନ ବହୁତ ସୁନ୍ଦର ଭିଡିଓ
    ହରେ କୃଷ୍ଣ

  • @sabitasahu6378
    @sabitasahu6378 7 місяців тому

    Bahut sundar heichhe ❤❤❤ Radhey Radhey 🎉🎉🙏🙏💐🌹💐🌹💐

  • @pardeeppadhi9554
    @pardeeppadhi9554 Рік тому +1

    Om namha bhagwate basu debaya Radhe Radhe

  • @ramakantamalik8167
    @ramakantamalik8167 Рік тому

    Bohut sundar lagila jay shy Krishna radhe radhe

  • @ajaysahani1918
    @ajaysahani1918 Рік тому +2

    Jay shree ram krusna..