Protests against Home Demolitions କୁମ୍ଭାରପଡ଼ା ବସ୍ତିବାସିନ୍ଦାମାନଙ୍କର ଉଚ୍ଛେଦକେ ନେଇକିନା କାଣା କହୁଛନ୍ ସାରଦା

Поділитися
Вставка
  • Опубліковано 15 вер 2024
  • ଆଘୋ ଥଇଥାନ୍ କର, ତାର ପରେ ଘର୍ ଭାଙ୍ଗବ । ଏନତା ନାରା ଦେଇକରି ବିଜୁ ଜନତା ଦଲ୍ ଆଡୁ ଆଏଜ୍ ରାଉରକେଲା ଠାନେ ରେଲି କରାଯାଇଥିଲା । ୩ ନମ୍ବର୍ ରେଲ୍ ଲାଇନ୍ ଲାଗି ଘରଭଙ୍ଗାକେ ବିରୋଧ୍ କରିଛେ ରାଉରକେଲା ବିଜୁ ଜନତା ଦଲ୍ । ରାଉରକେଲା ଉଦିତ୍ ନଗର୍ ଠାନର୍ ସିଂହାସିନୀ ମନ୍ଦିର୍ ଠାନୁ ରେଲି ବାହାରି କରି ଏଡିଏମ୍ ଅଫିସ୍ ତକ୍ ରେଲି କରିଥିଲେ ବସ୍ତି ବାସିନ୍ଦା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଙ୍କର୍ ନେତୃତ୍ୱନେ ଯାଇକରି କୁମ୍ଭାରପଡା ବସ୍ତି ବାସିନ୍ଦା ମାନକୁ ଉଚ୍ଛେଦ୍ ନାଇଁ କରବାର୍ ଲାଗି ଦାବିପତ୍ର ଦେଇଥିଲେ ।
    For more such updates, please Like, Comment, and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    UA-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #RourkelaNews #BJDRally #EvictionsProtest #RailwayProject #HomeDemolitions #BJDProtests #CommunityRights #SocialJustice #RourkelaRally #PoliticalAction

КОМЕНТАРІ • 782

  • @prasantapattanaik862
    @prasantapattanaik862 2 місяці тому +15

    ଥିଲ ତ ଥିଲ ବଢିଆ ଥିଲ।କଣ ଦୁର୍ଵୁଧ୍ୟି ହେଲା ବିଜେପି କୁ ଭୋଟ ଦେଲ? ଆଉ ପ୍ରଧାନମନ୍ତ୍ରୀ ଘୋଷଣା କଥା କହୁଛ? ଏମାନେ ବିଜେଡି ନୁହନ୍ତି। ବିଜେପି ର ଘୋଷଣା ପାଣିର ଗାର।ଜାଣିନ କି? ଏପରିକି ପ୍ରଧାନମନ୍ତ୍ରୀ ବି।

  • @hknoorstatus813
    @hknoorstatus813 2 місяці тому +11

    ବେଆଇନ ଭାବେ କାର୍ଯ୍ୟ ଚାଲିଛି ସରକାରି ଜାଗା କି ଜଙ୍ଗଲ ଜାଗା କାହା ପାଖରେ କେତେ ଅଛି ,ଯାଚପରଟାଲ ହଉ..ଆଉ ଗରିବ ଲୋକ କୁ ଦିଆ ଯାଉ.. ସୁନ୍ଦରଗଡ଼ ଜିଲ୍ଲା ରେ କାହା ପାଖରେ କେତେ ବର୍ଷ ହେଲା ପଟ୍ଟା କରିକି ଚାଲି ଆସୁଛନ୍ତି. .
    ତହସିଲଦାର Sir ଙ୍କୁ ନିର୍ଦେଷ ଦିଆ ଯାଉ..🇮🇳🙏

  • @kingalmohapatra7018
    @kingalmohapatra7018 2 місяці тому +112

    ଆରମ୍ଭ ହେଲା ପରିବର୍ତନ ଏଥର ଭୋଗ

    • @JagamohanNaik-x5o
      @JagamohanNaik-x5o 2 місяці тому +2

      Beautiful Comment

    • @Anshika.asmita
      @Anshika.asmita 2 місяці тому +2

      Govt jaga kn Tama nija jaga ki j mana ichha asiki ghara kariki rahi jiba.jeun mane pura gariba semanaknu ghara dia jau.baki Anya Mane jou lova re madi basichanti ghara semanaknu jaldi uthha jau.

    • @bimalhansdah3927
      @bimalhansdah3927 2 місяці тому +1

      Bhai recall election kariba samaste ek jut huo. Jay jagannath❤

    • @SantoshKumar-xn2gs
      @SantoshKumar-xn2gs Місяць тому +1

      😅😅😅

    • @kingalmohapatra7018
      @kingalmohapatra7018 Місяць тому

      @@Anshika.asmita ଭାଇ ମୁଁ ଆଉ କୋଉ ମୁକେଶ ଆମ୍ଭାନି କି।। ଦେଖ ଧନୀ ଲୋକ ଙ୍କ ର ଘର ଭଙ୍ଗା ଯାଉଛି ନା ଗରିବ ଲୋକ ଙ୍କ ର

  • @user-jt4monoj
    @user-jt4monoj 2 місяці тому +62

    Bjd ସରକାର ବର୍ଷା ଦିନେ ବାଙ୍ଗି ନଥାନ୍ତା bjp ସରକାର ଅଙ୍କାର ପାଇଁ ସରକାର ଜାଗା ହେଲେବି ବର୍ଷା ଦିନେ କୁଆଡେ ଯିବେ

  • @vmb3698
    @vmb3698 2 місяці тому +16

    ଆରେ ବକୁଆ ସରକାର ,ଯେଉଁମାନଙ୍କର ଘର ନାହିଁ। ସେମାନଙ୍କୁ ଆଗେ ଘର ଦିଅ , ତା ପରେ ଘର ବଙ୍ଗିବ , ସେହି ଲକମାନେ କଣ ତମ ସ୍ତ୍ରୀ ମାନଙ୍କ ସହିତ ଘରେ ରହିବେ କି ବକୁଆ ସରକାର, ନ ହେଲେ କର୍ମ ଚାରୀମାନଙ୍କୁ କେଦି କେଦି ମାରିବୁ , ଏ ଜୀବନ ଥିଲେ କେଥେ ନ ଥିଲେ କେଥେ ମନେରକ ,ଗରିବ ଲୋକଙ୍କ ସହିତ ବେଶୀ କେଳ ଖେଳନୀ 👍👍👍

  • @ShekharComputer632
    @ShekharComputer632 2 місяці тому +149

    ବିଜେପି କେ ଭୋଟ ଦିଅ ଠିକ ହେଲା ସବୁ ଭାଙ୍ଗି ଦିଅ ଯେନ ରହୁନ ଇମାନେ

    • @TheLifeVibes
      @TheLifeVibes 2 місяці тому +6

      Bjd kan bhangini se ki sadhu ta

    • @Dev-jk6rr
      @Dev-jk6rr 2 місяці тому +1

      ଆଗଥଇଥାନେକର

    • @bikashmoharna783
      @bikashmoharna783 2 місяці тому +3

      Ta andhbhakti ahuri achhi chhadini ki re ​@@TheLifeVibes

    • @TheLifeVibes
      @TheLifeVibes 2 місяці тому +3

      @@bikashmoharna783hatasia bjd party 2014 ru bhangi bhangi sabu barbaad kari deichi setthi lagi bjd harichi aagaku hariba ahuri

    • @bikashmoharna783
      @bikashmoharna783 2 місяці тому +2

      @@TheLifeVibes pochho sarkar jahabi kauthi bhnagichi upajukta thaithan kore. Ethi vdo re suni pariluni last 20 barsa helani notice asuchi hele kebe uchhed korahoini seman nku. Jadu kauthi bi jabar dakhal ucched korajae ago sethi suitable rehabilitation korajae. War rukwa di papa ki sarkar ebe jae Advocate General appoint kari parini , nijora principal secretary bi apoint kariparini , odia asmita kotha kahuthiba galua sarkar ano odia nku chief secretary post re boseichonti. Ethiru Jona jae kete bholo sasan deb e odisha basi nku emane

  • @kanhudas3308
    @kanhudas3308 2 місяці тому +235

    ଭାଙ୍ଗିବା ଦର କାର ରୁହରେ ବିଜେପି କୁ vot ଦେଇଥିଲ ନା 🤣🤣

    • @nilanchalswain2278
      @nilanchalswain2278 2 місяці тому +8

      Thik thik

    • @Ttyilojg
      @Ttyilojg 2 місяці тому

      Stop Land encroachment

    • @BonaiKaLadka
      @BonaiKaLadka 2 місяці тому +10

      Bhai news ta bhol kori sunlo ki nai ..Sabu katha k bjp k dosh deba thik kana. bhai jani nia je election agru notice dia jai thila ..Manuche mui kithai than pare ghuncheibar thila ...

    • @mohanrao7732
      @mohanrao7732 2 місяці тому +1

      Right

    • @soumendrajena9108
      @soumendrajena9108 2 місяці тому +4

      ହାଇ ହାଇ ରେଳବାଇ
      ସବୁ ଜମି ଦେଲୁ ଖାଇ।
      ଭାଙ୍ଗି ଦେଲେ ତୁମେ ଠକ
      ଆମେ ସବୁ ଠିକ୍ ଲୋକ।

  • @SonuMaharana-lf8pt
    @SonuMaharana-lf8pt 2 місяці тому +88

    ଜବରଦଖଲ କରି ସରକାରୀ ଜମିରେ ମାଡ଼ି ବସି ଘର କରିବା ,ଭୁଲ।କିନ୍ତୁ ଆପଣ ମାନେ କାହିଁକି ଏମିତି ସରକାରୀ ଜାଗାରେ ଘର କରିଥିଲ।
    ଯେଉଁ ଗରିବ ମାନଙ୍କ ପ୍ରକୃତ ରେ ଗରିବ ,ତାଙ୍କୁ ଚିହ୍ନଟ କରି ଘର ଟିଏ ଦିଅ।ଏବଂ ଯେଉଁ ମାନଙ୍କ ଘର ଥାଇ ମଧ୍ୟ ଲଭରେ ସରକାରୀ ଜାଗାକୁ ମାଡ଼ିବସିଛନ୍ତି ତାଙ୍କୁ ସେଇ ଜାଗା ଠୁ ତୋଡାଓ।

    • @chaitanya3676
      @chaitanya3676 2 місяці тому +7

      Thik

    • @Gbdgnp1919
      @Gbdgnp1919 2 місяці тому +7

      Right 👍

    • @arjunbanchhor6913
      @arjunbanchhor6913 2 місяці тому

      ଏଇଟା up ନୁହ ବୋଲ୍ଡୋଜର କାମ କରିବନି। ଏଇଟା ଓଡ଼ିଶା ଆଜ୍ଞା। ନବ ଦାସ୍ ପରି ହତ୍ୟା କରାଯିବ। ଗରିବ ଲୋକଙ୍କୁ ହଇରାଣ କର ନାହିଁ। BJP ଶାସନ ଚଳିବ ନାହିଁ । ଲୋକଙ୍କ ସେବା କର

    • @sagenmajhi7966
      @sagenmajhi7966 2 місяці тому +3

      Gorib lokoh sarkar jagare ghoro koribo...bharat matire ghar korichon...tenu first semanoku jaga dio..ki sarkar ho

    • @bikashbikash9715
      @bikashbikash9715 2 місяці тому +1

      Aage kahila sarkari Jami kauta. ????

  • @sambalpurirasiya6765
    @sambalpurirasiya6765 2 місяці тому +47

    ଜେନ୍‌ ମାନେଁ ବିଜେପି‌ କେ‌ ଭୋଟ୍‌ ଦେଇଛ‌ ଇଟାତ‌ ଟ୍ରେଲର୍‌ ଆଏ ଆକ୍କେ‌ ଦେଖବ‌ କାଣେ‌ ଅବସ୍‌ ତା‌ କର୍ବା‌ ଜେ‌ ,

  • @HARSHITAVIDEO
    @HARSHITAVIDEO 2 місяці тому +54

    Thik heichhe . Vote deba jenta kaam paeba henta

    • @JagamohanNaik-x5o
      @JagamohanNaik-x5o 2 місяці тому +1

      Beautiful Comment ho

    • @Anshika.asmita
      @Anshika.asmita 2 місяці тому +2

      Jie jaha mana ichha jaga madi basibe jadi emiti samastaknu chhadi dia jiba .gariba loka knu hin only ghara dia jau bas.anya manakna byabasthha semane nije karantu .

    • @bimalhansdah3927
      @bimalhansdah3927 2 місяці тому

      Bhai recall election kariba samaste ek jut huo. Jay jagannath❤

    • @kushrahomastraho735
      @kushrahomastraho735 Місяць тому

      ​@@Anshika.asmitagood things

    • @ashwinisahu6584
      @ashwinisahu6584 Місяць тому +1

      GHARBA JENTA SARKARI. JAMINE BHANGA. HEBA HENTA

  • @Skgbul470
    @Skgbul470 2 місяці тому +51

    ଆରେ ମା ଦର୍ ଚୁଦିଏ BJP
    ଏଲେକ୍ସନ ୧୦ /୧୫ ଦିନ ଆଗରୁ କହି ଥାଅ ନ୍ତ ଆମେ ସରକାର କୁ ଆସିଲେ ଜବର୍ ଦଖଲ ଘର ଭାଙ୍ଗିବୁ, ଗୋଟିଏ ବି ଭୋଟ ମିଳି ନ ଥାଆନ୍ତା,

    • @ratikantasahoo4729
      @ratikantasahoo4729 2 місяці тому +2

      Aao Thare Vote Karajao Odisha re Plz

    • @subashbag2549
      @subashbag2549 2 місяці тому

      ଆଗାମି ଦିନରେ bjp ସଫା🙅

    • @bimalhansdah3927
      @bimalhansdah3927 2 місяці тому

      Bhai recall election kariba samaste ek jut huo. Jay jagannath❤

    • @nj0079
      @nj0079 2 місяці тому +2

      @@Skgbul470 tume mg sabu bjd Bala, aagaru dauthila aagaku deba, ethire nuaa kn, maghia bjd safaa odisha ru next time

    • @biswasrout7759
      @biswasrout7759 Місяць тому

      Kabardakhal kariba jmty janmagata adhikar

  • @bikramkesharibehera3080
    @bikramkesharibehera3080 2 місяці тому +39

    Jay BJD Jay Naveen

  • @swapnilraja1409
    @swapnilraja1409 2 місяці тому +3

    Perfect Thing❤❤❤Naveen Pattanaik understand the Situation of People ❤❤❤ame Badeibu ama Ghara ku jie najar ପକେଇବ

  • @sushantamalik3384
    @sushantamalik3384 2 місяці тому +6

    ସତ କହିଲେ ସହରରେ ଯେଉଁ ବସ୍ତି ଲୋକ ରହୁଛନ୍ତି ସେମାନଙ୍କୁ ଘର ଦିଆଯାଉ ଯେଉଁମାନେ ସେ ଜାଗା କୁ କିଣିଥିବେ।ଆଉ ଯେଉଁମାନେ ସରକାର ଯାଗାରେ ଅଛନ୍ତି ସେମାନଙ୍କର ସ୍ଥାୟୀ ଠିକଣା ଚିହ୍ନଟ କରାଯାଉ।ସେ ପ୍ରକୁତରେ ଓଡ଼ିଶା ଲୋକ ନା ନାହିଁ କି ତାଙ୍କ ଘର କୋଉ ଜିଲ୍ଲା ରେ ।ବହୁତ୍ ଲୋକ ଅଛନ୍ତି ସରକାର ଜାଗା ରେ ଘର କରୁଛନ୍ତି ।ଏଥିଯୋଗୁଁ ସେ ଯାଗାରେ ହୁଏ ତ ଖେଳପଡିଆ,ଛୋଟ ଶିଳ୍ପ,ଗୋଦାମ ଘର,ଅଙ୍ଗନୱାଡ଼ି,ମିଶନ ଗୃହ ହେଇପାରିବ ।କିନ୍ତୁ ଲୋକ ଜବରଦସ୍ତି ମାଡ଼ି ବସିଛନ୍ତି ।ଆଉ ଗାଆଁ ରେ ନିଜ ଜାଗା ଥାଇବି ସରକାର ଜାଗା କି ରାସ୍ତା ଘର ସାମ୍ନାରେ କି ପଛରେ ଥିଲେ ଅଧା ଜାଗା ରେ ଘର ନହେଲେ ଗଛ ଲଗେଇ ଦଉଛନ୍ତି ।ଏମିତିକି ରାସ୍ତା ଉପରକୁ ମାଡ଼ି କି ଘର କରୁଛନ୍ତି ।

  • @premdanlakra6417
    @premdanlakra6417 2 місяці тому +2

    ଭଲ ହେଇଛି ା ବିଜେପି କୁ ଭୋଟ ଦେଲ ପାଣ୍ଡୟାନ ୨ କହିଲ ଏବେ ଦେଖ ଆଗକୁ କଣ ହେବ ା ସରକାର ଙ୍କୁ ଧନ୍ଯବାଦ ଘରଭଙ୍ଗା ଯାଉ ାଦେଶ ପରିବତ୍ରନ ଦରକାର ଥିଲା ହେଉ ା

  • @RentaKisku
    @RentaKisku 2 місяці тому +14

    ଏ ଭିତରେ ରିଅଲ ଓଡ଼ିଶା ବାସୀ ଙ୍କୁ ଜାଗା ଘର ମିଲୁ। ବାଙ୍ଗଲି ଦେଶୀ। ରୋହିଙ୍ଗୀୟା। ଏବଂ ଅନ୍ୟ ରାଜ୍ୟ ନୁହେଁ।ଜୟ ଓଡ଼ିଶା।ଜୟ ଜଗନ୍ନାଥ 🙏🙏🙏

  • @niranjanbehera9276
    @niranjanbehera9276 2 місяці тому +2

    ଜଙ୍ଗଲ ଯିଏ ଭୀଙ୍ଗୁଛି ମେଳାର ବନସ ଭାଙ୍ଗିଦିଆଯାଉ

  • @rajaashoksamrat417
    @rajaashoksamrat417 2 місяці тому +32

    ଆରେ ଆରେ ଏଇ ସରକାର ପଞ୍ଚାୟତ ଭୋଟରେ ଜିବ
    ହେଉ ପାଞ୍ଚ ବର୍ଷ ଜାହା ହେବ

    • @Dev-jk6rr
      @Dev-jk6rr 2 місяці тому

      ଆଗଥଇଥାନେକର

    • @bimalhansdah3927
      @bimalhansdah3927 2 місяці тому

      Bhai recall election kariba samaste ek jut huo. Jay jagannath❤

    • @ashwinisahu6584
      @ashwinisahu6584 Місяць тому +1

      GOCHRA JAMIN

  • @Zanil-kr7ll
    @Zanil-kr7ll 2 місяці тому +31

    Good job BJD

  • @bijubadra962
    @bijubadra962 2 місяці тому +33

    ଜୟ ଶ୍ରୀରାମ କହୁ ଘର ମିଳିବ 😆😆

  • @hknoorstatus813
    @hknoorstatus813 2 місяці тому +3

    ସରକାରୀ ଜାଗା ହଉ କି ଜଙ୍ଗଲ ଜାଗା କେବଳ ଚାଷ
    ପାଇଁ ଦିଆ ଯାଉ.. ଯିଏ ଗରିବ ଲୋକ ଅଛି ସିଏ ହି ଘରବାରି କରିକି ଚାଷ କରିକି ନିଜ ଜୀବନ ଯାପନ କରୁ.. ଓଡିଶା ସରକାର BJP ..କେବେ ଜାଗା ଜମି ଉପରେ କାମ କରିବ ..🇮🇳🙏

  • @DibakarPrusty-rb7ry
    @DibakarPrusty-rb7ry 2 місяці тому +2

    ହଁ ଥଇଥାନ ର ଆବଶ୍ୱକ ଅଛି କିନ୍ତୁ ଯାଞ୍ଚ କରିବା ଆବସ୍ୱକ ଯେ ସେମାନଙ୍କର ଓଡ଼ିଶାର କୌଣସି ସ୍ଥାନରେ ତାଙ୍କ ବାପା ଜେଜେ ବାପାଙ୍କ ନାମରେ କୌଣସି ପଟ୍ଟା ପାଉତି ନାହି ତାପରେ ଯେଉଁ ମାନେ ବଳିଲେ ସେମାନଙ୍କୁ ଥଇଥାନ କରାଜାଉ ଓ ସେମାନଙ୍କୁ ଜନାଇଦିଆ ଯାଇ ଯଦି ଭାବିଶ୍ଵତରେ କୌଣସି ସ୍ଥାନରେ ତାଙ୍କ ପରିବାର ନାମରେ କୌଣସି ପଟ୍ଟା ମିଳେ ତେବେ ସେମାନଙ୍କ ର ଉଭୟ ସମ୍ପତିରୁ ତାଙ୍କୁ ବେଦଖଳ କରାଯିବ

  • @SsPix23
    @SsPix23 2 місяці тому +2

    ଉଚ୍ଛେଦ ହେବା ଦରକାର୍, ଜବର ଦଖଲ ଆଉ ଚଳିବନି,,,jai bjp

  • @mamatadilipmishra5715
    @mamatadilipmishra5715 2 місяці тому +3

    Bhala heichhi paribartan ra arambha Mora odisha basi age age dekhu hota he kya ,ebe phatuchhi kn pani.thank u bjp sarakar ebe odisha basi kandibe paribartan darakar thila ebe hela

  • @bhagyarathisahu3488
    @bhagyarathisahu3488 2 місяці тому +16

    Basti basinda ku ghara diajaau

  • @lilianaik5756
    @lilianaik5756 2 місяці тому +6

    ବିଜେପି ଚିନ୍ତା ଧାରା ଏହା ବିଜେଡି ନୁହେଁ କି ନବୀନ ନୁହେଁ ଜେ ଗରିବ କଥା ଚିନ୍ତା କରିବ

  • @madhusudanpatra-vw4xf
    @madhusudanpatra-vw4xf 2 місяці тому +1

    ଝାହା କରୁ ଛନ୍ତି ବିଜେପି ସାକାର ଭଲ କରୁନାହାନ୍ତି ଏହା ଗଟେ ଅନ୍ୟାୟ ଅତ୍ୟାଚାର
    ଜନସାଧା ରାଣ କଣ ଏଥି ପାଇଁ ଦେଇ ଥିଲେ ଭୋଟ ସାଧାରଣ ଜନତା ଅନ୍ତସନ୍ତ ହେବା ପାଇଁ

  • @ManojKumar-vj6mr
    @ManojKumar-vj6mr 2 місяці тому +7

    ଏ ଭଙ୍ଗା ଭାଙ୍ଗି ସରକାର ଆଜିବି ଏ ସରକାର ଅଯୋଧ୍ୟା ଲୋକଙ୍କୁ ଘର ନଦେଇ ଘର ଉପରେ ବୋଲଡ଼ୁଜାର ଚଢେଇଥିଲା ଏବେ ଓଡ଼ିଶାରେ ଖେଳ ଆରମ୍ଭ

  • @Prince-dh7vl
    @Prince-dh7vl Місяць тому

    ନବୀନ ପଟ୍ଟନାୟକ ଙ୍କୁ ପରାଜୟ କରିବାର ପରିଣାମ ଇଏ କିଛି ହେଇନି ଆଗକୁ ଦେଖ କଣ ହେଉଛି

  • @alokdakua2003
    @alokdakua2003 2 місяці тому +8

    Samaste gariba Loko achanti samstanku Ghara DIA jau ta pare Ghara bhanga

  • @hknoorstatus813
    @hknoorstatus813 2 місяці тому +2

    ନୁଆ ଆଇନ ଜାଗା ଜମି ବିଷୟରେ ବିଜେପି ସରକାର ଆଖି କେବେ ପକେଇ ବ..କେବଳ ଚାଷ ହି ପାଇଁ ଦିଆ ଯାଉ..🇮🇳🙏

  • @pradeepjena3595
    @pradeepjena3595 2 місяці тому

    ଜୟ ଶ୍ରୀ ଜଗନ୍ନାଥ କୋଟି କୋଟି ପ୍ରଣାମ ମହାପ୍ରଭୁ 🙏🙏🙏🚩ମହାପ୍ରଭୂ ଙ୍କୁ ନେଇ ମିଛ ରାଜନିତୀ କରି ସରକାର କୁ ଆସିଛନ୍ତି ଯାହା ମହାପ୍ରଭୁ ଚାହୁଁନାହାନ୍ତି ଆଗକୁ ଆଉରି ଘୋର ବିପତ୍ତି ର ଆଶଙ୍କା ରହିଛି ଓଡ଼ିଶା ଲୋକ ଏ ସରକାର କୁ ଟାଣି ଆଣିଛନ୍ତି

  • @dipakking2121
    @dipakking2121 2 місяці тому +13

    Abke bar rahul sarkar

  • @Babaphakiryoutube
    @Babaphakiryoutube Місяць тому +5

    ଭୋଟ ଦେଇଛ ଶାରଦା ନାୟକ କୁ ସେ ଘର ଦେବ

  • @G.S.BROTHER
    @G.S.BROTHER 2 місяці тому +18

    ପରିବର୍ତ୍ତନ ଦରକାର ଥିଲା ଓଡ଼ିଶାର ଓଡ଼ିଶା ପରିବର୍ତ୍ତନ ଆରମ୍ଭ ହେଇଗଲା। 500, 1000 ରେ ବିକି ହେଇକରି ଭୋଟ ଦେଲେ ଏନ୍ତା ହେଶି ପରିବର୍ତ୍ତନ ଶିଖ।
    ନବୀନ ବାବୁ ସୁନ୍ଦରଗଡ଼, ରାଉରକେଲା ଲାଗି କାଣା ନାଇ କରି😂😂😂😂😂😂
    World class ହକି ଷ୍ଟଡିୟମ୍ ବାନଲେ, ରାଉରକେଲା ନ bjp bullet train ଚଲାବା ହେତିର ଲାଗି ଭାଙ୍ଗୁ ଛେ।😂😂😂😂😂😂😂😂😂😂

  • @sibasaikrishna
    @sibasaikrishna 2 місяці тому +6

    Ab ki bar Naveen sarkar

  • @premdanlakra6417
    @premdanlakra6417 2 місяці тому

    ଜୟ ଶ୍ରୀରାମ କୁହ ଜୟ ବିଜେପି କୁହ ଘର ମିଳିବ ା

  • @bashudebrana1911
    @bashudebrana1911 Місяць тому

    ଖାଲି ବିଜେଡି ଏରିଆ ଆଉ ବିଜେଡି ମାନଙ୍କ ଘର ଭାଙ୍ଗ

  • @gurucharanmohapatra4508
    @gurucharanmohapatra4508 2 місяці тому

    Very good analysis and suggestions

  • @lilianaik5756
    @lilianaik5756 2 місяці тому +1

    Good

  • @SangramBeuria
    @SangramBeuria 2 місяці тому +2

    ବିଜୁ ଆବାସ ଦେଲନି ସାରଦା ନାୟକ ଆପଣଙ୍କ ନବିନ ପଟ୍ଟନାୟକ କଣ ଉନ୍ନତି କରେଇଥିଲେ ସାଢ଼େ ଚାରି କୋଟି ଲୋକଙ୍କର

    • @sabitadansana8387
      @sabitadansana8387 Місяць тому

      Nabin babu bahut kichi karichan

    • @SangramBeuria
      @SangramBeuria Місяць тому +1

      @@sabitadansana8387 ଯଦି କରିଛନ ରାଲି କେନ ପାଇଁ

  • @ChitaranjanMallik-i8z
    @ChitaranjanMallik-i8z Місяць тому

    ଆଗ ଗରିବ ଭୂମିହୀନ ଲୋକଙ୍କୁ ଜାଗା ପଟ୍ଟା ଦିଆଜାଉ ପରେ ଭାଙ୍ଗି ବ😢😢😢🙏🙏🙏🙏🏠🏠🏠🏠

  • @nabinraj7474
    @nabinraj7474 2 місяці тому +4

    ସତ କଥା ଆଗେ ଘର ଦିଅ ତାପରେ ଘର ଭାଙ୍ଗ

    • @ashokguru7111
      @ashokguru7111 Місяць тому

      ଆଗ ଭାଙ୍ଗ ତାପରେ ଦେବ ସରକାରୀ ଯାଗା ରେ କାହିଁକି 20ବର୍ଷ ହେଲା ଡେରା ପକାଇଛ ତମର ବୁଦ୍ଧି ନାହିଁକି

  • @MdarifAnsari-lg6tn
    @MdarifAnsari-lg6tn Місяць тому

    I'm a Muslim ☪️ but Sarkar best decision

  • @sunilrath1671
    @sunilrath1671 2 місяці тому

    Majhi babu Gd job

  • @Pkvideo-r1s
    @Pkvideo-r1s 2 місяці тому +8

    ନାମ ନିଅ ଅନ୍ଧ ରାଇଜରେ କନ୍ଦ ସରକାର ଆରମ୍ଭ ହେଲା ଆଗକୁ ଦେଖ କ'ଣ କରୁଛନ୍ତି

  • @harishchandragadaba191
    @harishchandragadaba191 Місяць тому

    କିରେଳବାଇ କିଫରେଷ୍ଟ ଦେଶରନିରିହଲୋକରଘର ଭାଙ୍ଗନୀ

  • @vickygroupers5266
    @vickygroupers5266 2 місяці тому +4

    Bhala heichi

  • @MadhuSdas-xy6hg
    @MadhuSdas-xy6hg 2 місяці тому +42

    Mohan sarkar hata jau

    • @Anshika.asmita
      @Anshika.asmita 2 місяці тому +1

      Loka hateibaku vote dei nahanti bujhile.bjp sarkar asiba matrake bht kama kari sarileni.thhaka nuhanti semane ki gunda b nuhanti purba sarkar valia .au govt jagare ghara Kariba uchit nuha.tuma jagare kie ghara kale tume chhadi deba ki?

    • @bimalhansdah3927
      @bimalhansdah3927 2 місяці тому

      Bhai recall election kariba samaste ek jut huo. Jay jagannath❤

  • @ghanasyambehera4098
    @ghanasyambehera4098 Місяць тому

    Good step by Mohan Sarkar

  • @harishchandragadaba191
    @harishchandragadaba191 Місяць тому

    ମା ଘରକିଏଭାଙ୍ଗୁଛି ସେସରକାରନୁହେ ରାଖ୍ୟାସ ସରକାରବୋଲି ଘରଭାଙ୍ଗିବକି ଜମିନଥିବାରୁ ଘରବାନ୍ଧୀଲା ସେଜାଗାସମସ୍ତଙ୍କର ସରକାର କେତେଟଙ୍କାରେ ସେଜମିକିଣିଛି ଛିଛିଛିନିୟମ

  • @banshidharpatra5160
    @banshidharpatra5160 2 місяці тому +17

    BJD ସରକାର 25 ବର୍ଷ ତୁମ୍ଭ ମାନଙ୍କର ଦୁଃଖରେ ସାଥୀ ଥିଲା, ଖାଇବା ରହିବା ସବୁ ବୁଝୁ ଥିଲା, ତମ ଗାଣ୍ଡିରେ ଚେର ଲାଗିଲା ଯେ BJP କୁ ଅlଣିଲ, ସାରା ଦେଶରେ BJP ଶାସନ ଯେଉଁଠି ଅଛି ଘର ଭାଙ୍ଗୁଛି
    ଆଜି କଣ ନୂଆ ଦେଖିଲ, ତୁମେ ଭୋଟ ଦେଇଛ ତମ ଘର ଯଦି ନ ଭାଙ୍ଗିବ କାହାର ଭାଙ୍ଗିବ l ଭଲ କରିଛି BJP ସରକାର୍ BJD ଠାରୁ ସବୁ ସୁବିଧା ନେଇ BJP କୁ ଭୋଟ ଦେଲ , ଆଗକୁ ଆହୁରି ଭାଙ୍ଗୁ ଆମେ ବହୁତ୍ ଖୁସି

  • @b.kentertainment5395
    @b.kentertainment5395 Місяць тому

    Bahut bhala. Joy adibasi

  • @binodbiswal323
    @binodbiswal323 2 місяці тому +12

    Jay bjd

  • @PradeepJena-n4j
    @PradeepJena-n4j Місяць тому

    ଆରେ ଡବଲ ଇଞ୍ଜିନ ସରକାର ପ୍ରଥମେ ଲୋକମାନଙ୍କୁ ଥଇଥାନ କର ତାପରେ ସେମାନଙ୍କ ଘର ଭାଙ୍ଗି ବ

  • @trckdrivar3606
    @trckdrivar3606 Місяць тому

    ଭଲ ହେଇଛି

  • @mr_india_89
    @mr_india_89 2 місяці тому

    ସୁଭଦ୍ରା ଯୋଜନା ପ୍ରଥମ କିସ୍ତି

  • @nrusingha934
    @nrusingha934 2 місяці тому

    Very good

  • @gajarajmeher1603
    @gajarajmeher1603 2 місяці тому +6

    Down fall of BJP ruling government started.

  • @sportsbiker2125
    @sportsbiker2125 2 місяці тому +5

    Why Odisha people was voted to BJP, It will be heapend

  • @KhagapatiMadhi
    @KhagapatiMadhi Місяць тому

    ମୋହନସରକାରଖଣିଖାରକାଣାବିଜୁପଟନାୟକ ଏଆରପଟସବୁବିକ୍ରିକରିଦେଲାନିଆଉସାମାନ୍ୟନିରିୟଲୋକରଘରବାଙ୍ଗିବାରକିଏପଛାରେ

  • @SkDas-e3t
    @SkDas-e3t Місяць тому

    Right 👍👍

  • @ParamanandaKhadia
    @ParamanandaKhadia 2 місяці тому

    ବିଜେପି ବହୁତ୍ ବଡ଼ ଗେମ୍ ଖେଲିଦେଲା

  • @aswinibanchhor8945
    @aswinibanchhor8945 2 місяці тому

    ବିଜେପି ରପତନଆରମ୍ଭହେଲା ନିତିନଗଡ଼କରୀ ଦେଲେସୂଚନା

  • @user-wu8cs9uy8g
    @user-wu8cs9uy8g Місяць тому

    Good👍👍👍

  • @madanmohanpradhan192
    @madanmohanpradhan192 Місяць тому

    Very good work by government

  • @Insanestufffe
    @Insanestufffe 2 місяці тому

    Good job mohan majhi😊😊

  • @RohitBariha-cm8df
    @RohitBariha-cm8df 2 місяці тому +13

    Jay BJD Naveen

  • @satyabannaik4539
    @satyabannaik4539 2 місяці тому +6

    ଯାହାକୁ ଯେଉଁ ଦଳ ନିଜେ ଜାଣିକି କିଛି କରୁ ନ ଥିଲା ସିଏ ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛି l ଏହା ରାଜନୀତି ବ୍ୟତୀତ ଅନ୍ୟ କିଛି ନୁହଁ l ତମେ ନିଜେ ବୁଝ ୟାଙ୍କ କଥା l ଭୋଟ ମିଳିବା ଆଶାରେ ଏମାନଙ୍କୁ ବ୍ୟବହାର କରୁଥିଲ ଏବେ ଏମାନଙ୍କ କଥା ବୁଝ ନାଇଁ ଯେ ଶୀଘ୍ର ବୁଝ କିନ୍ତୁ ରାଜନୀତି କର ନାହିଁ l ବିଜେଡି ଜିତିଛି ସେଠି l ସେ ଦେଉ l

  • @lijakisan630
    @lijakisan630 Місяць тому

    Right katha kahuchhanti

  • @lalitasahu6879
    @lalitasahu6879 2 місяці тому +1

    ଆମସରକାର ମହୋନସରକାର

  • @prasantapattanaik862
    @prasantapattanaik862 2 місяці тому +1

    ରାମ୍ ମନ୍ଦିର କରି ବର୍ଷ ବର୍ଷ ଧରି ରହିଥିବା ଲୋକଙ୍କ ଅସଂଖ୍ୟ ଘର ଭାଂଗି ଯିବାରୁ ଅଯୋଧ୍ୟାରେ ବିଜେପି ହାରିଲା।ଆଉ ତମେ କୋଉ କ୍ଷେତର ମୂଳା? ଲକ୍ଷ୍ମୀ ବସ୍ ରଂଗ ରୁ ଆରମ୍ଭ କରି ବିଜେଡି ସମୟର ଓଡ଼ିଶାର ପୁରା ନକ୍ସା ବଦଳିଯିବ। ଅମ୍ବାନୀ ଆଦାନୀ ଭଳି କେବଳ ଧନୀ ଲୋକ ରହିବେ। ବିଜେଡି ଭଳି ଏମାନଙ୍କ ପାଖରେ ଗରିବଙ୍କ ମୂଲ୍ୟ ନ ଥାଏ।

    • @madhusudannayak2370
      @madhusudannayak2370 Місяць тому

      25 years pare bjp Sara Kara baneichhi , mate laguni au next election re asiba

  • @dipakking2121
    @dipakking2121 2 місяці тому +24

    Ab ki bar bjd sarkar

  • @noorpetproject
    @noorpetproject 2 місяці тому

    Very good action.. sabu unauthorised jaga rkl re loka kabza Kari deyi chanti... unauthorised area safa heba nihati darkar..

  • @BuluSuna-vd6kn
    @BuluSuna-vd6kn 2 місяці тому

    ବିଜେଡି ସରକାର ଥିଲା ବେଲେ ପହରା news ଜେନାଲ ରେ ଏନ୍ତା news ଟେ ତ କେଭେ ନାଇଁ ଆସି

  • @PadminiMunda-c8d
    @PadminiMunda-c8d 2 місяці тому

    ପରିବର୍ତ୍ତନ ଚାହୁଁଥିଲ ଏଥର ବଗିଲ ପରିବର୍ତ୍ତନ।

  • @goutambishnupriya
    @goutambishnupriya 2 місяці тому

    BJP sarkar ସବୁ ଭାଙ୍ଗି ଦବ ମୋହନ ସରକାର କେବଳ ବଡ଼ ଲୋକଙ୍କ ସରକାର

  • @_biswajit_46_
    @_biswajit_46_ 2 місяці тому

    ଆପଣ ଠିକ କହିଛନ୍ତି ଓଡ଼ିଶାରେ ପ୍ରାୟ ସବୁ ଗ୍ରାମ ରେ କିଛି କିଛି ଲୋକ ସେମାନଙ୍କର ବାପା ବାପା ଜେଜେ ବାପା ଅମଳ ରୁ ସରକାରୀ ଜମିରେ ଘର ଓ ଓ ଚାଷ କାମ କରି ରହିଆସୁଛନ୍ତି କାରଣ ଦୀର୍ଗ ହେବ ବାପା ଜେଜେ ବାପା ମାନେ ସଚ୍ଚତନ ଓ ପଢି ପଢି ଲେଖ୍ ଜାଣି ନଥିଲେ ତାମାନେ ସେ ଜାଗା ସରକାର ଛଡାଇ।।।।।।।।।।।।।।।।।।।।।।।।।. ଯଦି ନିଅନ୍ତି ତେବେ ଓଡିଶା ରେ ବିଜେପି ସରକାର ତାର ପରି ଣାମ ଭୋଗିବ ସମସ୍ତ ଆଦିବାସୀ, ହରିଜନ, କୃଷକ, ତ ମାନେ ମୋହନ ଚୌକି ମୋହକୁ ଓଲଟାଇ ଦେବେ । ଯଦି ଉଛେଦ କରୁଛନ୍ତି ବଡ ବଡ ସହର ରେ ଯୋଉମାନେ ସମ୍ଭ୍ରା ନ୍ତ ଶ୍ରେଣୀର ଲୋକ ଜାଗା ଅକ୍ତିଆର କରିଛନ୍ତି କ ଜାଗା ରୁ ଉଛେଦ କର

  • @PradeepMunda-ek1om
    @PradeepMunda-ek1om Місяць тому

    ଠିକ ହେ ଇଛି ଭୋଟ ଦେବ ଆଗାମି ଦିନେ ନବିନ ଆଶି ବାଦରକାର

  • @kuleswarbhoi2139
    @kuleswarbhoi2139 2 місяці тому +1

    Jaya
    B j d

  • @SubarnaKhila-p2q
    @SubarnaKhila-p2q Місяць тому

    ବିଜେପିକୁ ବଟ ଦେହିବୁଲ କ ଳୁ

  • @indianjcboptrindianjcboptr6037
    @indianjcboptrindianjcboptr6037 Місяць тому +1

    Bhala heichhi dabal engin 😂😂😂😂😂😂sarakara para

  • @chinmaypaul271
    @chinmaypaul271 2 місяці тому

    Protest for CM resignation

  • @AnilTandan-s4s
    @AnilTandan-s4s 2 місяці тому

    Right

  • @ashokbehera-ow4jp
    @ashokbehera-ow4jp Місяць тому

    ବହୁତ ଭଲ ହେଲା, ବିଜେପି କୁ ଭୋଟ ଦିଅ

  • @jogendrapande8762
    @jogendrapande8762 2 місяці тому +2

    BJP ku vote dei bhala heichi

  • @dibyalochanbehera3012
    @dibyalochanbehera3012 Місяць тому

    ପ୍ରଥମେ ଥୋଇଥାନ କର, ପରେ ଘୋର ଭାଙ୍ଗିବ

  • @surenmagar9736
    @surenmagar9736 2 місяці тому

    ବିଜେପି ର ପରିବତ୍ତନ

  • @crazymecrazy
    @crazymecrazy 2 місяці тому

    Excellent historic decision s of bjp government. Jabardakhl uthabar thi Sambalpur city bhubaneswar Rourkela urban cities bagir beautiful city bani parba.

  • @lilianaik5756
    @lilianaik5756 2 місяці тому +1

    Bjp ଜିନ୍ଦାବାଦ

  • @jatrashibaneegodipalli928
    @jatrashibaneegodipalli928 2 місяці тому +1

    ଲୋକମାନଙ୍କୁ ଆପାର୍ଟମେଣ୍ଟ ଦେବେ

  • @manasnayak2938
    @manasnayak2938 2 місяці тому

    Jaya sir ram

  • @bhikaripradhan6203
    @bhikaripradhan6203 Місяць тому

    ପରିବର୍ତ୍ତନ ନବୀନ ସରକାରଙ୍କୁ ଧୋକା ଦେଇଛ

  • @tingujiacomedy1945
    @tingujiacomedy1945 2 місяці тому +4

    Bjp next hariba

  • @brundabansingh8056
    @brundabansingh8056 Місяць тому

    ଶେଷରେ ଗରିବ ପରିବାରରେ ଲୋକ ମାନେ ମାଓାଦୀ ହେବେ

  • @AnandSoreng-q2i
    @AnandSoreng-q2i 2 місяці тому +2

    Bjp ku vote dio ghar bhango

  • @hbrpresent5782
    @hbrpresent5782 2 місяці тому

    ସରକାର ଭାବି ଚିନ୍ତି କାର୍ଯ କରନ୍ତୁ

  • @bibhuranjansi9581
    @bibhuranjansi9581 2 місяці тому

    Ghoro koriba agoru bhabibarothila,,,, good job 👌👍👏Mohon govt

  • @nilamadhabmishra2694
    @nilamadhabmishra2694 2 місяці тому

    Nice

  • @ashoksahudml2624
    @ashoksahudml2624 Місяць тому

    Ek number
    Sabu sar Kari gaga hadap