Keun aparadhe prabhu mo saha ete dukha dauchha. Pila ti belu kete au straggle karibi. Sabu sahi ki b prabhu mu aji banchichhi. 😭😭emiti janma mote kahniki dela. 😭😭🙏🙏🙇🙇🙌...tuma chhada Au kahaku mo dukha janeibi kuha prabhu. 😭😭🙏🙏..
Jai jagannath....so nice bhajana....jebe b mu sune mo akhiru luha asijai....bujhi paruni ate sundara bhajan mahaprabhu nka kintu dislike kanapaine...prakruta re jane odia kebe b dislike karipariba nahi....
Jie dislike karuchhi se sure item song ku like karuthhiba. There is no doubt. His or her choice must be so miserable. So this song can't be accepted by that person for sure.👍
କେଉଁ ମାନେ ଏହି ହୃଦୟସ୍ପର୍ଶୀ ଭଜନ କୁ 2024 ରେ ଦେଖୁଛନ୍ତି
Jai Jagannath Bhai
Mu
I'm also listening this song
Mu
Mu dekhuni 😭😭😭😭 ଜିଉଛି
୨୦୨୫ ବର୍ଷ ଟି ସମସ୍ତ ଙ୍କ ନିମନ୍ତେ ମଙ୍ଗଳମୟ ବର୍ଷ ହେଉ।❤️। ଜୟ ଜଗନ୍ନାଥ 🙏🙏
ଯେଉଁମାନେ ହୃଦୟସ୍ପର୍ଶୀ 2024 ରେ ଦେଖୁଛନ୍ତି 🥰🥰❤
Jai Jagannath Bhai ❤
ଜୟ ଜୟ ଶ୍ରୀ ଜଗନ୍ନାଥ⭕❣️⭕🙏🏻❤️
Me❤❤
2024 ରେ କିଏ କିଏ ଗିତ କୁ ଶୁଣୁଛ ଟିକେ ଦୟାକରି କମେଣ୍ଟ କରିବେ
Atam Shanti jay jagannath 🙏🙏
ହଁ ଭାଇ ମୁଁ ସୁଣୁଚି ବହୁତ୍ ଭଲ ଲାଗିଲା ମନଛୁଆଁ
🙏🙏🙏
2024
Mu Abe ahi Just song sunuthili tame comment kala
2024 re sunithile like karantu
ଏ ଭାଜନ ଟି ଯେତେ ଶୁଣିଲେ ବି ମନ ପୁଣି ହେଇଚି ଶୁଣି ବାକୁ ,ଜୟ ଜଗନ୍ନାଥ ସ୍ଵାମୀ
Haa mam
ଭଜନ ସମ୍ରାଟ ଆପଣଙ୍କୁ ଅଶେଷ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି | ଏହି ଦୁନିଆର ଆପଣ ନାହାଁନ୍ତି କିନ୍ତୁ ଆପଣ ଗାଇଥିବା ଗୀତ ଅତ୍ୟନ୍ତ ହୃଦୟସ୍ପର୍ଶୀ ଚିର ସ୍ମରଣୀୟ | ଆପଣଙ୍କ ଆତ୍ମାର ସତ୍ ଗତି କାମନା କରୁଛି |
୨୦୨୪ ରେ ଭି ଏତେ ସ୍ୱଚ୍ଛ ଆଉ ନିର୍ମଳ feel 🥰 ଦେଉଛି ୟେ ସଙ୍ଗୀତ ଟି 🤩🤩
ଗୀତଟି ଶୁଣିଲା ପରେ ଆଖିରୁ ଲୁହ ଝରି ଯାଏ ହୃଦୟ ତରଲି ଯାଏ 😞😞
ମଣିଷ ମରିବା ଯାଏ ଏ ଗୀତ ସୁନୁଥିବ ଏ ଗୀତ ଯେତେ ଶୁଣୁଥିଲେବି ମନ କୁ ଶାନ୍ତିପୂର୍ଣ୍ଣ କରିଦିଏ ❤
Jau manakra age 25 helani tathabi amite old song sunibaku vala pae like kara❤
Mote bahut bhala lage mun sabu bele sune
ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ ଅଥଳ ସାଗର ରେ ବୁଡି ଯାଉ ଥିବା ବେଳେ ଏଇ ପତିତପାବନ ହିଁ ରକ୍ଷା କରି ଥାନ୍ତି 🙏🙏🙏🙏🙏🙏 ଭାବ ଥିଲେ ଯାଇ ଏଇ ଲତକ ପୂର୍ଣ୍ଣ ଗୀତକୁ ହିଁ ଜଣେ ହୃଦୟଙ୍ଗମ କରି ପାରିବ 😭😭😭🙏🙏🙏🙏
🙏🙏🙏🙏
😊😊
😊😊
Jay jagannath
ମଣିଷକୁ ମୃତ୍ୟୁ ପଛରେ ଆସିବ, କିନ୍ତୁ ଏହିପରି ଭଜନ ଭୁଲି ହବନି 🌹🌹🌹🌹🌹
କେଉଁ ମାନେ ଏହି ହୃଦୟସ୍ପର୍ଶୀ ଭଜନ ଟି କୁ ୨୦୨୧ ରେ ଦେଖୁଛନ୍ତି ।
Mu
Muuu
Nice song
Mu
Aare bhai mu dely dekhe - mo bahuth choice song
ସତରେ ଏହି ଗୀତଟି ଶୁଣିଲେ ଆଖିରୁ ଲୁହ ଝରିପଡେ ଏବଂ ହୃଦୟ ତରଳି ଯାଏ💫💞🥰🥰💞💫🙏🙏🙏🙏
2024 re kie sunucha like kara
Jai Jagannath Bhai
Mu ae Gita ti sunuchi au sunibaku bahut bhala laguchi Jagannath🙏
Full Lyrics ⭐👉👉
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ,କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
ଭିକାରୀ କରିବା ଯେବେ ତୁମ ଇଛା,ଭିକାରୀ କରିବା ଯେବେ ତୁମ ଇଛା
ନାହିଁ ମୋ ମନରେ ଦୁଃଖ
ସିଂହଦ୍ୱାରେ ବିନା ଆନ ଦୁଆରକୁ,ସିଂହଦ୍ୱାରେ ବିନା ଆନ ଦୁଆରକୁ
ମାଗି ଯିବିନାହିଁ ଭିକ
ଆହେ ଇଛାମୟ , ଇଛାରେ ତୁମରି,ଆହେ ଇଛାମୟ , ଇଛାରେ ତୁମରି
ଦିଅ ମୋର ଥାଳ ଭରି,
କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ
ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ
ମୁଁ କହିବି କାହାକୁ ଆଉ
ଆଉ କାହା ପାଶେ ପାତାଇବି ହାତ, ତୁମେ ପ୍ରଭୁ ଥାଉ ଥାଉ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ,ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଏ ବଡ଼ଦାଣ୍ଡେ ଛାଡ଼ି ହୁରି, କଲ ଦାଣ୍ଡର ଭିକାରୀ
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
Kia kia 2025 re sunuchha like kara❤🙏❤️🙏
jay jagannath.
voice of Bhikari Bal is super.
After listening the song remind my early days.
Rememberd in early 1980 it was super hit odia bhajan.
ଯେଉଁମାନେ ଏହି heat touching bhajan 2023 ମସିହାରେ ଶୁଣୁଛ ଲାଇକ୍ କର ?!👍👍👍👍❤️ଜୟ ଜଗନ୍ନାଥ 🙏🙏🙏
କିଏ କିଏ 2025 ରେ ସୁନୁଛ 👍 କର🙏
Ati sundar. Salute to Guru Bhikari saheb
2023 still love this song❤❤❤❤❤
Keun aparadhe prabhu mo saha ete dukha dauchha. Pila ti belu kete au straggle karibi. Sabu sahi ki b prabhu mu aji banchichhi. 😭😭emiti janma mote kahniki dela. 😭😭🙏🙏🙇🙇🙌...tuma chhada Au kahaku mo dukha janeibi kuha prabhu. 😭😭🙏🙏..
ଦୁଃଖହାରୀ ଙ୍କ ବ୍ଯତୀତ ଆଉ କାହାକୁ ଦୁଃଖ ଜଣାଇବା କଣ ଆବଶ୍ୟକ! ଜଗତର ନାଥ ଜଗନ୍ନାଥ ହିଁ ସର୍ବଜ୍ଞ ଓ ସର୍ବ ଶକ୍ତିମାନ।ସେ ସବୁକିଛି ଠିକ୍ କରିଦେବେ।
@@ashiskumarbaral2606 thik kahichha.
So nice Bhajan . 2021 re kie sunuchha bhai ye superhit bhajan plzz like🙏🙏🙏JAY JAGARNNATH SWAMI🙏🙏🙏NAYANA PATHA GAMI BHABA TUME BHABA TUME BHABA TUME💖💖💖
କେଉଁ ମନେ ଏଇ ଗୀତ ଟି କୁ 2024 ରେ ଦେଖୁଛନ୍ତି।
Proud to be an odia
2024 re kie kie sunuchhanti like kara ❤❤❤❤❤❤❤❤ jay shree jagannth ki Jay 🚩🚩🛕
ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ମଣିମାଙ୍କର ଜୟ ହେଉ ଆନନ୍ଦ ଏକଵାର ହରି ବୋଲ 🌺🌺🙏🙏
Kou Vhai mane 2024 re ahi Gita sunuthibe like karibe mu aji sarswati pujare sunuchi Jay jaganatha
ଆଖିରୁ ଲୁହ ଆସିଗଲା 😢
Jai jagannath....so nice bhajana....jebe b mu sune mo akhiru luha asijai....bujhi paruni ate sundara bhajan mahaprabhu nka kintu dislike kanapaine...prakruta re jane odia kebe b dislike karipariba nahi....
Jie dislike karuchhi se sure item song ku like karuthhiba. There is no doubt. His or her choice must be so miserable. So this song can't be accepted by that person for sure.👍
This is very nice song. Jai Jaganaath 🙏🙏🙏...
Bhikari Bala my all time superb singer , that's mean OLD IS GOLD. JAY JAGANNATH🙏🙏🙏🙏🙏🙏🙏🙏🙏🙏🙏💖🇮🇳
L
P
L
And also a Great Bhagwan Jagannath Bhakt🙏🙏
I hope our next generation also will be continue listen like us 🙂 jai jagannath 🙏
ଏଇ ଭଜନ ରେ ମୋ ବାପା ସୁର୍ଟି ଅଛି ମୋ ବାପା ଙ୍କୁ favourite ଭଜନ miss u bapa 😭😭😭 jay jagannath 🙏🙏🙏
One of the soul stirring & heart touching Bhajan sung by the Legendary Bhajan Samrat 🙏🏻🙏🏻💐🙏🏻🙏🏻
1
Jay jagannath🙏 another masterpiece of Bhikari Bal🙏
M I the only one who cried ?
Mu choto thili bujhi parunathae bapa nka akhi re Pani asijae , aji bada hela nije anubhav karuchi..
No
ବହୁତ ସୁନ୍ଦର ରଚନା ଓ ଭିକାରୀ ସାର୍ ମଧ୍ୟ ଭଲ ଗାଇଛନ୍ତି। ଜୟ ଶ୍ରୀଜଗନ୍ନାଥ।
ମୂ ତ 2024 ରେ ଶୁଣୁଛି
ଯେଉଁମାନେ ଏହି ହୃଦୟସ୍ପର୍ଶୀ ଭଜନ ୨୦୨୩ ରେ ଶୁଣୁଛ !✋ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ!!!🥰ଜୟ ଜଗନ୍ନାଥ 🙏🙏🙏
only One word according to this generation is obsessed 🥺🫠
😭😭😭😭 all time favourite song 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଏବେ କେଉଁ ମାନେ ଏଇ ସୁନ୍ଦର ଭକ୍ତି ଭାବ ଭଜନ ଶୁଣୁଛନ୍ତି
କମେଣ୍ଟ ରେ
କୁହ ଆମ ଜଗତର ନାଥ ଜୟ ଜଗନ୍ନାଥ 🙏🙏🙏
With a harmonium ......the jagannath song is beautiful 🙏❤️ Hare Krishna
Yes
This song is my most favorite and singer odia bhajan samrat bhikhari bala❤
Supar shir
The most soulful Bhajan ever🙇♀️🥺
Very heart touching 🎶🎶🎶
ଭିକାରିବଳ ଙ୍କ ଭଜନ ଶୁଣିଲା ପରେ ଲାଗେ ଯେମିତି Direct ସଂଯୋଗ ହେଇଗଲା ଜଗନ୍ନାଥ ଙ୍କ ସହିତ 😢
2025 ❤ Jay Jagannath ❤
2024re sunuchhi Bhajan samrat Bhikari bala
2025 re Kia Kia dekhucha 😊😊
Jay jagannath Swami Nayana patha gami bhaba tume...Jay jagannath 🙏❤🚩
ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ଭଜନ ଟିଏ ଭଜନ ସମ୍ରାଟ ସ୍ୱର୍ଗତ ଭିକାରି ବଳଙ୍କ ର । କଳାକାର ଭାଇ ମଧ୍ୟ ଭଲ ଅଭିନୟ କରିଛନ୍ତି । ଜୟ ଶ୍ରୀ ଜଗନ୍ନାଥ 🚩🙏🙏🙏🙏🙏🙏🙏 । 🙏🙏❤❤
ଜୟଶ୍ରୀ ଜଗନ୍ନାଥ
ହରେକୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେ ରାମ ହରେ ରାମ ରାମ ରାମ ହରେ ହରେ
World's best bhajana🙏🏻
Jay jagannath 🙏🙏🙏🙏🙏
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ,କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
ଭିକାରୀ କରିବା ଯେବେ ତୁମ ଇଛା,ଭିକାରୀ କରିବା ଯେବେ ତୁମ ଇଛା
ନାହିଁ ମୋ ମନରେ ଦୁଃଖ
ସିଂହଦ୍ୱାରେ ବିନା ଆନ ଦୁଆରକୁ,ସିଂହଦ୍ୱାରେ ବିନା ଆନ ଦୁଆରକୁ
ମାଗି ଯିବିନାହିଁ ଭିକ
ଆହେ ଇଛାମୟ , ଇଛାରେ ତୁମରି,ଆହେ ଇଛାମୟ , ଇଛାରେ ତୁମରି
ଦିଅ ମୋର ଥାଳ ଭରି,
କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ
ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ
ମୁଁ କହିବି କାହାକୁ ଆଉ
ଆଉ କାହା ପାଶେ ପାତାଇବି ହାତ, ତୁମେ ପ୍ରଭୁ ଥାଉ ଥାଉ
ଖାଲି ହାତେ ପଛେ ଫେରିଯିବି ପ୍ରଭୁ,ଖାଲି ହାତେ ପଛେ ଫେରିଯିବି ପ୍ରଭୁ
ଏ ବଡ଼ଦାଣ୍ଡେ ଛାଡ଼ି ହୁରି, କଲ ଦାଣ୍ଡର ଭିକାରୀ
ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି
କୁହ ତେବେ କେଉଁ ଅପରାଧେ ମୋତେ
କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ
Jay Jagannath 🙏🙏🙏🙏🙏🙏🙏
Jaga ra bhaba amity je ape ape luha jhari ase akhi ru
ହେ ଜଗନ୍ନାଥ ଆଉ କେତେ ପରୀକ୍ଷା ନବ ପ୍ରଭୁ😭😭😭😭,.....ହେ ମହାବାହୁ ମୋ ମନ ବଳ ଭାଙ୍ଗିଯାଇଛି ପ୍ରଭୁ....ମୋତେ ଆଉ ମୋ ସ୍ଵପ୍ନ କୁ ତିଲେ ତିଲେ କରି ମାରନି ....ମୋତେ ଲକ୍ଷ୍ୟସ୍ଥଳ ରେ ପହଞ୍ଚେଇ ଦିଅ ଚକା ଆଖି,🙏🙏🙏🙏🙏
Masterpiece in 2023❤️✨
Today's song nothing in front of this master piece 👍👍👍❤️❤️❤️❤️❤️❤️🙏🙏🙏🎉
ଜୟ ଜଗନ୍ନାଥ 🙏🙏.
ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ଆମେ ସବୁ ଦେଶ ବସି ସୁରକ୍ଷିତ ଅଛି 💫💫💫.
Pure Gold
Jay jaganath swamy Narayana prabhu nath patha Gami. Heart touching song
Aji bi ahi odia bhajan super laguchhi
Heart touching song. Jai jagannath 🙏🙏🙏
P₩0000₩₩₩₩000000000)₩00+00000]000]00000000!~°!°°°°!
ÀAÀAÀÀAAAÀAAAaaaAAAaaaaÀAÀÀÀAÀÀÀÀAÀÀAAAAÀAAAAAAAAÀÀÀÀAA2aaaaaaaaa2a111111222
That's why you ar bhajan samrat .....ଗୁରୁଜୀ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
You are till alive in the hearts of odias ...
Very nice,great job
Good
କେଉଁ ମାନେ ଏହି ଗୀତ କୁ 2023 ରେ ଦେଖୁଚନ୍ତି
🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔😭😭😭😭😭😭 ପ୍ରଭୁ ଜଗନ୍ନାଥଙ୍କ ସବୁ ତୁମ ଇଛା
Speechless ......
4:25 close your eyes & feels with add earphone 🕉️🙏❤️
🐚JAGANNATH SWAMI NAYANA PATHAGAMI BHABATU ME🌺🙏
Hey prabhu jagannath🙏
2025 ରେ ବି ଏ ଗୀତ ହିଟ.. ଜୟ ଜଗନ୍ନାଥ 🙏🙏🙏
Jai Jagannathswami ❤
Acted very well!!! Nice song as well..
My mom's childhood song but I like this song 🙂🙂🙏🙏🙏
My mom also
My favourite song jay jagannath 🙏🙏🙏🙏🙏🙏
Jai Jagannath. Sweet bhajan.
Keu bhaimane ehi hrudayasparsi gita 2024 re sunuchhanti
Peaceful song in 2024❤❤❤❤
Jay Jay 🙏🙏
Jagannath 🙏⭕❗⭕🙏
❤❤❤
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
One of the milestone song....
Jay shree Jagannath 🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿
Very heart touching bhajan.
Jay Jagannath 👏👏👏
Jai Jagannath Swami Nayana Patha Gami Bhaba Tume Prabhu 🙏❤️
Jay Jagannath...
Jai jagannath swami 🙌🙌
Very beautiful song and sweet voice .Jai Jagannath
A direct interaction between Bramha and Parambramha
Jay Jagannath 🙏
ଭିକାରୀ ବଳ ମହୋଦୟଙ୍କ ନାମର ଯଥାର୍ଥତା ଯେ ମହାପ୍ରଭୁଙ୍କ କୃପାଭିକ୍ଷାରେ ରହିଅଛି,ତାହା ସ୍ପଷ୍ଟ ରୂପେ ଅନୁମେୟ।
#ଭଜନସମ୍ରାଟ
Bheri naes song👍