Gaja pati Tora kai fatuchi... But Tora way of taking tike supporting laguchi.. Development Mane kan bhai...? Satare devlopment heichi??? Haa Naveen Patnaik gote good leader but not good observer... So lost the game
Bhai chota chua bhabucha ki bujhi paaribuni. Saapa mariba Hele baadi bhangibani video ra concept..tame ama puruna gajapati bhai bhali video Kara a raajaniti re pasani plz bhai. Mo writing concept ru kichi bujhiparile ❤❤
Madam jii gote pvt hospital re 30k kharcha kali afternoon re ghaku asilu evening re same problem hela puni sethki galu puni 4800ra medicine dele puni rati re bhala helani but 6no hospital galu madam 1hr bhitare mo paba pura ready kahuchanti kn Dr nahanti jauta mu mo paribar realise karichu seita apananku kahili madam But gote katha sata mam jie jau party ra se ta Guna gaiba mu kaha guna gaibaku chanhuni jauta sata seta kahili
Ma paribare alaga karichanti mati rajagar nhi incom nhi khaibaku nhi ghara nhi bayasa heigalani baha hebara sapna nhi bahare bahare khoti buluchi sata sir
Mun jane pwd student.... 2023 re D. El. Ed. Entrance re mun pass kari thili.... Aau mora pwd certificate 40 % ra.... Aau sei certificate verification bele semane mo bapa nku tanka lancha magi thile...aau tanka na debaru semane mora 40% pwd certificate ku 19% kari mote disqualified karichhanti....😭😭😭....Se katha bhabile aaji bi mo aakhiru luha jhari pade...... Sesha re etiki kahibi ki.... Odisha ru BJD sarakara hotichhi aau mun bahuta khushi achhi aau aama paribara loka bi.....
❤❤❤❤❤❤❤❤❤❤❤❤❤❤❤❤❤❤❤❤ Jay jagannath bhaina apana thik kahuchhanti Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 dekhantu bhaina apana kahile je CM sir English Hindi kahiparunahanti eita apana nka ra managadha katha jaha karibe CM apana kahiki emiti heuchhanti nija ku sabhalantu dekhibe agaku kn heuchhi
ପଛ ପଟେ ଗୋଟେ ଉଷା ଫେନ ଲଗେଇ 😂 ଟିକେ ମନ ଦେଇ ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ.. ତେବେ ଯାଇ ବୁଝି ପାରିବ ମୁଁ କାହାକୁ ସପୋର୍ଟ କରିଚି 😂😂😂.... ମୁଁ ଏହି ଭିଡିଓ ରେ... ରୋଗ କୁ ଘୃଣା କରିଚି ରୋଗୀ କୁ ନୂହେଁ 😜.. ଆପଣ ମାନେ ବୁଦ୍ଧିଆ ଲୋକ ଠିକ୍ ବୁଝି ପାରୁଥିବେ 😂😂
ଭାଇ ଆମ ଓଡ଼ିଆ ଲୋକ ଙ୍କ ମାନସିକତା ଖରାପ
ତୁ ଭୁଜାଲି ଲକୋଟା😂😂😂😂😂😂
Gajapati. Vai. Mu tuma. Vedo. Dekhi. Comments. Deichi. Ok. Tumaku. Nuhe. Jemiti .tume. Reply. Deicha. .rogi. Ku. Nuhe. Rogaku. Semiti. Tuma. Vedio. Dekhi. Kahichi. Ok. Tuma. Ku. Nuhe. Bujhibaku. Chesta karoo.
Gaja pati Tora kai fatuchi...
But Tora way of taking tike supporting laguchi..
Development Mane kan bhai...?
Satare devlopment heichi???
Haa Naveen Patnaik gote good leader but not good observer...
So lost the game
Bhai chota chua bhabucha ki bujhi paaribuni. Saapa mariba Hele baadi bhangibani video ra concept..tame ama puruna gajapati bhai bhali video Kara a raajaniti re pasani plz bhai. Mo writing concept ru kichi bujhiparile ❤❤
Prakash ଭାଇଙ୍କ ଆପଣ ଜଳୁଥିବା ଲୋକ ମାନକୁ ଠିକ୍ ଜବାବ୍ ଦେଇଛନ୍ତି,,You are the Great UA-camr
C mnku nie badnamkaruchanti padugudaka
8dinar Jana padi jibaki agaku dekha 🎉🎉🎉
Nabin karichii bhalase jach kar kiye karichi
ହିନ୍ଦୀ ଦର୍କାର ନଥିଲା ଏବେ ଜାଣିଯିବେ, English ତ ଜାଣିଛନ୍ତି, ଆମର ଓଡ଼ିଆ ଭାଷା ନିହାତି ଜରୁରୀ, ଏଥିପାଇଁ ଜିଏ ବ୍ୟଙ୍ଗ କରୁଚି ସେ ମୂର୍ଖ
ଏ ଗଜପତି ବାବୁଙ୍କର୍ ସମୟ ଆସିବା
Hindi heuchi Rastra bhasa,Odisha ku Kendra starare bikasita karibaku hele,cm jananka multi talented heba nihati darakara
English 😂😂setaka bi nahni 😅
ଧର୍ଯ୍ୟ ରଖିବା ଆମେ ସବୁ ଠିକ୍ ହୋ ଇ ଜୀବ ଏ ତେ ତର୍ ତର୍ ହେ ଲେ କଣ ସବୁ ଠିକ୍ ହୋ ଇ ଯିବ କି,,, ଶ୍ରୀ ମୋହନ ଚରଣ ମାଝୀ ସାର୍ ତ ଏ ବେ ନୂଆ ନୂଆ CM ହେ ଲେ, ତାଙ୍କୁ ସମୟ ଦିୟନ୍ତୁ କାମ କରିବାକୁ
CM ନୂଆ PM ତ ନୁହେଁ
Of course kuchh pane k liye kuchh khona padta hai , hindurastra aise nahi ban jayega
ପ୍ରକାଶ ଭାଇ ଠିକ୍ କହିଛନ୍ତି ଜେଉ ମାନେ ଠିକ୍ ମଣିଷ ସେ ବୁଝି ପାରିବେ amanisa ଯିଏ ବୁଝିପାରିବ ନାହିଁ ତୁମେ ଗଜପତି ଭାଇ ଏ ଭିଡିଓ ପାଇ କ୍ରୀତଦାସ ଙ୍କ ଗାଳି comet ପଡ଼ିବ ଜୟ ଜଗନ୍ନାଥ
ଭାଇ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।ଆମ ପ୍ରୀୟ ମୂଖ୍ୟମନ୍ତ୍ରୀ ଙ୍କ ପାଇଁ ଠିକ୍ କଥା ଟିଏ କହିଛନ୍ତି । ଆପଣ ଙ୍କୁ ଆଉଥରେ ଧନ୍ୟବାଦ ଜଣାଉଛି । ଜୟ ଜଗନ୍ନାଥ ।
ସବୁ ଠୀକ ହେଇଯିବ ବେସ୍ତ ହୁଅନାହି ଓଡ଼ିଶା ବାସି ସମସ୍ତେ ମିଶିକି ରହିବା ଭଲ ଲାଗିବ ମଣିଷ ମାତ୍ରେ କି ଭୁଲ୍ କ'ଣ କରିବା କିଏ କହି ପାରିବ ମୁଁ ଠୀକ ବୋଲି ଜୟ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖିବେ❤🙏🙏🙏
24.ବର୍ଷରେ କେତୋଟି industry ହୋଇଛି ଓଡ଼ିଶାରେ, କେତେ ନିଯୁକ୍ତି ହୋଇଛି? Industry କୁ ସବୁ ବନ୍ଦ କରିଦେଇଛନ୍ତି
PM kete industry karuchanti bat sabu bikichanti puni odisaku 1no karidebe
Agaku dekhiba Kan kan hauchi
Posco ku public virodh kale ferigala
ebe sabu kholijiba ki vai...
କଣ କହିଲେ ମ prakash Bhai ଓଃ ବହୁତ୍ ବଢିଆ , ବହୁତ୍ ବଢିଆ
ପ୍ରକାଶ ଭାଇ 🙏👏👏👏👏
ଯାହା ପଚିଶି ବର୍ଷରେ ଗୋଟିଏ ସ୍ଥିର ସରକାର କରିପାରିଲେ ନାହିଁଁ ତାହା ନୂଆ ସରକାର କଣ ଛ ଦିନ ମଧ୍ୟରେ କରିଦେବେ, ଅପେକ୍ଷା କରନ୍ତୁ ସବୁ କିଛି ଠିକ୍ ହୋଇଯିବ ❤
Right
Bala kariba
Right
Jogila pore dekha jaochhi baleshwar re dhara 144 baripada re chhuri ma do. Late re police asiba
Ebe Odisha basi Achhe Din dekhuchanti agoku dekhibe !
ପ୍ରକାଶ ଭାଇ ବହୁତ ଭଲ କଥା କହିଛନ୍ତି, ସେଥିପାଇଁ ଧନ୍ଯବାଦ, ତୁମକୁ ମଧ୍ଯ
Kichhi bhul heini bhai ।। ଚାରି ଦୁଆର ମନ୍ଦିର ଆରମ୍ଭରୁ ଖୋଲା ଥିଲା ।। covid pain ବନ୍ଦ ହୋଇଥିଲା ।। ଏତେ ଦିନ ପରେ ଚାରି ଦୁଆର ଖୋଲା ହେଲା ବୋଲି ଲୋକ ବହୁତ ମାତ୍ରାରେ jauchhanty ଜଗା ଦର୍ଶନ କରିବାକୁ। ଲକ୍ଷ ଲକ୍ଷ ଲୋକ ଆସିବେ ଭିଡ ହେବନି ତ ଆଉ କଣ ହେବ ।।
ମୋହନ ସାର ଜିନ୍ଦାବାଦ
ଭାଇ ସ୍କୁଲ ଅଛି ହେଲେ ଶିକ୍ଷକ ନାହାନ୍ତି, ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି, ସବୁ ଅନୁଷ୍ଠାନ ଅଛି ହେଲେ ପଦବୀ ଖାଲି 🙏🙏
Madam jii gote pvt hospital re 30k kharcha kali afternoon re ghaku asilu evening re same problem hela puni sethki galu puni 4800ra medicine dele puni rati re bhala helani but 6no hospital galu madam 1hr bhitare mo paba pura ready kahuchanti kn Dr nahanti jauta mu mo paribar realise karichu seita apananku kahili madam
But gote katha sata mam jie jau party ra se ta Guna gaiba mu kaha guna gaibaku chanhuni jauta sata seta kahili
ବହୁତ ସୁନ୍ଦର ଭିଡିଓ ଭାଇ
Asami,ଗୁଜରାଟୀ,ଏମାନେ ନିର୍ଧାରଣ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ,ଏବେ ଗୁଜରାଟୀ ଶାସନ ଚାଲିବ ,ଏଇଟା nirat ସତ୍ୟ କଥା ,
ଗୋଟିଏ ସରକାର 25 ବର୍ଷ ହେଲା ଆମକୁ ଶୋଷଣ କରୁଥିଲା,ଏବେ ବିଜେପି ସରକାର ଆସୁଆସୁ ତୁମମାନଙ୍କର ଗାଣ୍ଡି ଫାଟୁଛି
@@santoshkumarsahoo8671 ଗୁଜରାଟୀ ଶାସନ ଚାଲିବ ଏଇଟା ହିଁ ଓଡ଼ିଆ ଅସ୍ମିତା ,ଗୁଜରାଟୀ ବାଛିବ ଓଡ଼ିଶା ମୁଖ୍ୟମନ୍ତ୍ରୀ
Au pandu and Navin kan tama bopa ???
100%right agetila pandu ebe modi
ସବୁ ଠିକ ହେଇଯିବ
ଆପଣ ମାନେ ଅପେକ୍ଷା କରନ୍ତୁ
ଜଗନ୍ନାଥ ସବୁ ଠିକ୍ କରିଦେବେ
ମୋହନ ମାଝି ସବୁ କରିବେ ଟିକେ ରୁହ
ପରମେଶ୍ୱର ଆମ ଅନ୍ତର ବା ହୃଦୟରେ ବାସ କରନ୍ତି ଆମେ ଘରେ ରହି
ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଶୁଣିବେ
ସେ କୌଣସି ମନ୍ଦିର ରେ ବାସ କରନ୍ତି ନାହିଁ ସେ ସର୍ବ ଶକ୍ତି ମାନ ପରମେଶ୍ୱର ସେ ସବୁ ସମୟରେ ଲୋକମାନଙ୍କୁ ନିବେଦନ ଶୁଣନ୍ତି
Kou Mandir kimba kou church re basa karanti nahi kebala laka mananka hrudaya re basa karanti thik kahili na bhai
Amen🎉
ଗଜପତି ବାବୁ .... ଗାଁ କୁ ରାସ୍ତା ନାହିଁ, ପାନୀୟ ଜଳ ନାହିଁ, ରୋଜଗାର ନାହିଁ, ଇଣ୍ଡଷ୍ଟ୍ରି ନାହିଁ, ସବୁ ଅଫିସ ରେ p. C କାରବାର, ଥାନା ରେ ଦାଦାଗିରି ସେଇଟା ଟିକେ କୁହ.....
ଏଗୁଡ଼ିକ କହିବା ପାଇଁ ତାର ପାଟି ଭିତରେ ମଣ୍ଡା ପଶିଚି, ସେ କାହିଁ କହିବ । ସେ BJD ର କ୍ରୀତଦାସ ତା ଆଗରେ କିଛିଟା ଟଙ୍କା ଫୋପାଡି ଦେଲେ ଲାଞ୍ଜ ହଲେଇ ପଛରେ ବୁଲିବା ଲୋକ
Se kohibo nahi karana tanka nei video kole one sided kotha kohibaku pode
Mr ଗେହୂ ପତି ଦେଇଦବ😂😂😂
@@roast52012:30 12:33
@@roast520Reality of Dogy man 😂😂😂😂😂😂😂😂😂😂😂😂😂😂😂😂😂😂
ପ୍ରକାଶ ଭାଇ love you ❤
ଏଇ ଚାରି ଦ୍ୱାର ଖୋଲିବା ପାଇଁ ବି ଓଡିଶା ର ଜନତା ହିଁ ସରକାର ଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ଏଥିରେ ସରକାର ଙ୍କ କୌଣସି ଭୁଲ ନାହିଁ
ବହୁତ ବଡ଼ିଆ
ଭାଇଁ ପ୍ରଥମ ଆମେ କହୁଥିଲୁ ୪ ଦୁଆର ଖୋଲା ହେଉବଲି ୪ ଦୁଆର ଖୋଲାଗଲା,,? ଆମେ ଯାଣିଥି ଲୁ ଭିଡ ହବ ବଲି। କିନ୍ତୁ ଚାହୁଁ ଥିଲୁ ଆମେ ସବୁ ଲୋକ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ସବୁ ଲୋକ କରନ୍ତୁ ବୋଲି ଏଠାରେ ଭୁଲ କଣ 😢
ବହୁତ ସୁନ୍ଦର ଭିଡିଓ 🎉🎉🎉🎉🎉
ଆମ ମୁଖ୍ୟ ମନ୍ତ୍ରୀ ବହୁ ତ ସରଳ। ଭଲମଣିଷ ନମସ୍କାର ସାର। ମୁଁ ଦୁଖୀଲୋକ
ବହୁତ ବହୁତ ଧନ୍ୟବାଦ ପ୍ରକାଶ ଭାଇ ଓଡିଶା ଲୁକକୁ ଭଲ କଥା କହିଲ
CM ଭଲ କିନ୍ତୁ ତାଙ୍କ ଚାରି ପାଖରେ ଥିବା ନେତା ଭଲ ନୁହଁ
Nabin to nije buli parunithile kowthi kamo howchhi kowthi nai kon janibo
Naveen katha hin kuhajauchhu bodhe
Sabu change hebe ... Jia vala se rahiba au Jia nuhan se out
Bahut Badia Kahila Bhai
ପ୍ରକାଶ ଭାଈ ବହୁତ୍ ଭଲ କହିଛନ୍ତି
Super heichi bhai
ପାଇପି ଅଚ୍ଛି ନଳକୂଅ ଅଛି କିନ୍ତୁ ପିଇବା ପାଣି ନାହିଁ ଆମ ଦୁଃଖ ବୁଝିବ ମୋହନ ବାବୁ
Hm re magia magana chaula nabaku palauchu ta😂
Hon ebe bjp asi ta ghare rosei kari khai baku daba rahita
I like you mohan sir 🎉🎉🎉
ଗଜପତି ଭାଇ ଅସୁବିଧା ପଡ଼ିଛି
ବହୁତ ସୁନ୍ଦର ଭିଡିଓ ମାଡିଚାଲ ଭାଇ
ଯାହା କହିଲ ୨୫ ବର୍ଷ ଭିତରେ ଆନ୍ଦ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ, ଉତ୍ତର ପ୍ରଦେଶ ଯେତିକି ଉର୍ନତି କରିଛି.... ଓଡିଶା ରେ ସେତିକି ହେଇଛି କି... ଦେଇଛନ୍ତି କମ ଲୁଟିଛି ଅଧିକ.. ମା ବାପା ଠୁ ପୁଅ କୁ ଅଲଗା କରି ଦାଦନ ପଠେଇଛି..ଦାଦନ ରେ NO1 କରିଛନ୍ତି....
Ma paribare alaga karichanti mati rajagar nhi incom nhi khaibaku nhi ghara nhi bayasa heigalani baha hebara sapna nhi bahare bahare khoti buluchi sata sir
ଚୁକା ଜଗପତି ଇଏ
ଭାଇ ବହୁତ ବଢିଆ ଲାଗିଲା ତୁମ ଭିଡିଓ ଟି ଜୟ ଜଗନ୍ନାଥ
ନବୀନ ସରକାର ଏତେ ସ୍କୁଲ୍ କଲେଜ୍ ଦେଲେ ବି କଣ ହେବ??? କେତେ ଶିକ୍ଷକ ଥିଲେ??? କେତେ ଦରମା ପାଉଥିଲେ?? କେମିତି ପଢ଼ା ଚାଲିଥିଲା?? ଏହାର ଉତ୍ତର କଣ ତମ ପାଖରେ ଅଛି କି?
ନବିନା ଓଡ଼ିଶା ରେ ସ୍କୁଲ କଲେଜ ମେଡିକାଲ କଲେଜ କାରଖାନା ଅଙ୍ଗନବାଡ଼ି ଗୋଟେ ବି କରିନି। କିଛି ନଜାଣି ମନ୍ତବ୍ୟ ଦିଅନା ।କେତେ ଅନୁଷ୍ଠାନ ବନ୍ଦ କରିଛି ତା'ର ହିସାବରେ ଓଡ଼ିଶା ପଚାଶ ବର୍ଷ ତଳକୁ ଯାଇଛି ଓ ଧନସମ୍ପଦ ଲୁଟ ହୋଇଛି।
ତତେ କେତେ ଉତର ଦରକାର
Bahut badhia Bhai 🎉🎉
ଆରେ ତୁ ଗଜପତି ତୋ ପାଖରେ ଲିଷ୍ଟ ଅଛି ସବୁ ସ୍କୁଲ ଅଛି ଶିକ୍ଷକ ନାହିଁ ମେଡିକାଲ ଅଛି ରୋଗୀ ନେବାକୁ ଷ୍ଟେଚର ନାହିଁ ଡାକ୍ତର ଙ୍କ କଥା ଛାଡ଼ ଆଉ ଏହି ଟା ତୁ ବି ଭଲଭାବେ ଜାଣିଛୁ ମାଗିହା ନଵୀନ ଆମ ଓଡ଼ିଶାବାସୀ ଙ୍କର ଟଙ୍କା କୁ 25 ବର୍ଷ ର ଶାସନ ରେ ହେଇଥିବେ ନିର୍ବାଚନ ରେ କେତେ ମଦ ମାଂସ ବାଣ୍ଟି ଛି ଏହି କଥା କହିପାରିନୁ କି
Seita kahi nahanti bhuli jaithibe 😂😂😂😂
Thik answer bhai
,👍
ଆପଣ ଠିକ୍ ଉତ୍ତର ଦେଇଛନ୍ତି ଭାଇ ,ଏମାନଙ୍କୁ ଏମିତି ହିଁ ଜବାବ ଦରକାର
ତୁ କିଛି ଖାଇନୁ ମା,,,,,,
ସମୟ ଆସୁ ସମସ୍ତେ,ବୁଝିଯିବେ ଭାଇ ❤❤
Bjd ସମୟରେ ଲୋକ ମାନେ ଜଗାକୁ ଦେଖିବା ପାଇଁ ବିକଳ ହେଲେ କିନ୍ତୁ ଏବେ bjp ସରକାର 4ଦୁଆର ଖୋଲିବା ପରେ ଲୋକ କହୁଛନ୍ତି ଏଇଟା ଭଲ ହେଲା ନାହିଁ.... ତାହା ହେଲେ ମୋତେ କୁହ ସରକାର ପାଗଳ ନା ଲୋକ ପାଗଳ? କି ମାନସିକ ଲୋକ ତୁମେମାନେ ସୈତାନ୍ ବି ତୁମମାନଙ୍କୁ ବୁଝେଇ ପାରିବ ନାହିଁ
ଠିକ କଥା
Seithi pain ta mlecha sanhaara heba.
Correct Bola 🙏🙏🙏 ଜୟ ଜଗନ୍ନାଥ
Thank you brother 1000%🙏❤️👍👌👏
ଗଣ ଧର୍ସଣ ହତ୍ୟା କଥା କହିଥିଲେ ଭଲ ହୋଇଥାନ୍ତା ଏମିତି କେତଟା ଗଣମାଧ୍ୟମ ଜୋଗୁ ବି ଜେ ଡି ହାରିଛି
ଠିକ୍ କଥା କହିଲ ଭାଇ ଜୟ ବି ଜେ ପି
ପ୍ରକାଶ ଭାଇ ବହୁତ ଭଲ କଥା ଟି କହିଛନ୍ତି ଵହୁତ ଵହୁତ ଧନ୍ଯବାଦ ଵାଦ 🙏🙏🙏
ନବୀନ sir ଯଦି କିଛି କରିଛନ୍ତି ତା ହେଲେ ସେ ପୁଣି 24 ବର୍ଷା ରେ 5 ବର୍ଷ ରେ ଯଦି କିଛି କରିଥାନ୍ତେ ତା ହେଲେ ମୁ ମାନି ଥାନ୍ତି ବାଳ କରିଛି nabin
Pylo khaa aby lo puni
ଆମେ ବହୁତ ଖୁସି କାରଣ ଆମର ଆଦିବାସୀ ଲୋକ ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥ ବିରୋଧୀ ଲୋକ ଯେତେ କହିଲେବି କିଛି ହବ ନାହିଁ କାରଣ ସତ୍ୟ ର ଜୟ ହବ 🚩🚩🚩🚩🚩🚩🚩🚩🚩🚩
ଆମକୁ ଓଡ଼ିଆ କୁହା ନେତା ନୁହଁ
Well educated CM ଦରକାର
ଜୟ ଜଗନ୍ନାଥ 🙏🏻
Kna kariba parikya deba ki ,,,, education bhala hele 😂😂😂😂
Jail gole bhi mantri haiparibe au asikhita alga katha
Lalu prasad yadav ku dekha kna thile
@@akcreation9113 ri8 bhai
ପାଣ୍ଡିଆନ୍ ପାଖରୁ ଭଲ ₹.... ପାଇଚ ବୋଧେ ? ସେଥି ପାଇଁ ଓଡ଼ିଆମାନେ ବି ଗନ୍ଧଉଛନ୍ତି 😂😂
ଇ ଏ ହେଉଛି ପରମ ମାଘିଆ , ପାଣ୍ଡୁ ପେଳ ଚାଟି ସଫା କର
ଧନ୍ୟବାଦ ଭାଇ 🙏
ପ୍ରଥମେ ମଦ ବନ୍ଦ କଲେ ଭଲ ହେବ ହଜାର ହଜାର ଲୋକ ବଞ୍ଚି ଯିବେ 🙏🙏🙏🙏
ହଁ ବଡ଼ ଭୁଲ୍ କରୁଛନ୍ତି ଜାହାର କିଛି ହେଇଜିବ CM ଦାଇ ହବ
କିଏ କଣ କହୁଛନ୍ତି କୁହନ୍ତୁ କିଛି ଲୋକ କହିବେ କୁହନ୍ତୁ ଆପଣ ଆଗେଇ ଚାଲନ୍ତୁ....ଲୋକ କହିବେ ଆମେ ଅଛୁ
Satabae❤
ଆମ କେନ୍ଦୁଝରର ମଉଡ଼ ମଣି ମୁଖ୍ୟମନ୍ତ୍ରୀ କରିଛନ୍ତି ମାତରିଣୀ ସାରାରାଜ୍ୟରେ ହେବେ ସେ ବିନ୍ଧାଣୀ
Good
ନବିନ ଜଦି ସବୁ ଦେଇଛନ୍ତି ତାହାଲେ school ରେ କାହିଁକି 24 ବର୍ଷ ବିତିଗଲା school ରେ କାହିଁକି ପଦପି ଖାଲି ପୋଡ଼ି ଛି ସେଇଟା ଦେଖାଜାଉନି
It is a comtinuos prosesses.
Your speach is good 👍 I like this video
ଯେଉଁ ଲୋକମାନେ ଶ୍ରୀ ମନ୍ଦିର ତିଆରି କରିଛନ୍ତି ସେମାନେ ମୂର୍ଖ ଥିଲେ କି? ୨୦୧୨ ମସିହା ରେ ଚାରି ଦୁଆର ଖୋଲା ଥିଲା କିଛି ଅସୁବିଧା ହେଉନଥିଲା ଆଉ ଗୋଟେ କଥା ଏତେ ଯଦି ଅସୁବିଧା ହେଉଛି ତାହେଲେ ଶ୍ରୀ ମନ୍ଦିରରେ ଚାରି ଦୁଆର ମୂଳରୁ କରିବାର ନଥିଲା କେବଳ ଗୋଟେ ଦୁଆର ହିଁ କରିବାର ଥିଲା। ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏 ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏🙏🙏🙏🙏🙏🙏 ଲୋକ ନିୟମ ମାନୁ ନାହାଁନ୍ତି ଧାଡ଼ି ବାନ୍ଧି ଗଲେ କିଛି ଅସୁବିଧା ହୁଅନ୍ତା ନାହିଁ 😢😢😢😢😢😢😢😢 ମୋର ମନେ ପଡୁଛି ମୁଁ ଯେତେ ଥର ଯାଇଛି ଶାନ୍ତି ରେ ଠାକୁରଙ୍କୁ ଦେଖିନି 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
କିଛି ଦିନ ପରେ ସବୁ ଠିକ୍ ହେଇଯିବ 🙏🙏🙏🙏
ଗଜପତି ବାବୁ ତମର ଉଦେଶ୍ୟ କଣ,,,, ତମେ ଭିଡ଼ିଓ ଟିରେ କଣ କହିବାକୁ ଚାହୁଁଥିଲା କିଛି ଜାଣି ହେଲାନି, ତମେ ଜାଣିବା ଦରକାର ନବୀନ ବାବୁ ସବୁଦିନ ସଖାଳୁ ଓଡ଼ିଆ ଖବର କାଗଜ ପଢ଼ନ୍ତି କି ନାହିଁ, 24 ବର୍ଷ ହେଲା ଯୋଉ ମୁଖ୍ୟ ମନ୍ତ୍ରୀ ଥିଲେ ସେ କେବେ ଦୁଃଖିଙ୍କ ଙ୍କ ର ନଥିଲେ
Right bhai
Right
Right
Right 👍
ଆଗକୁ ଜଣା ପଡିବ ଭାଇ
Thanks bro nice 👍 video jay Naveen jay odisha
ପରିବର୍ତ୍ତନ ହେଇଛି ଠିକ୍ ହେଇଚି
Abe sabu gandi mareiba
Pariba tu kiniki dabu amaku
Right 👍
Prakash bhai jaha kahichhanti thik katha
ବହୁତ ଭଲ କଥା କହିଛନ୍ତି
50 ଟା ଦୁଆର ହେଲେ କଣ ହେବ ସୃଙ୍କଳିତ ନହେଲେ ମରିଵ
25 ବର୍ଷ ହେଲା ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା
25 ବର୍ଷ ହେଲା ଓଡ଼ିଶା ର ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ସାରା ଓଡ଼ିଶା ଵାଶି ଙ୍କୁ ସବୁ ଖେତ୍ରରେ
ଭାରତର ରାଷ୍ଟ୍ରଭାଷା ହିନ୍ଦୀ ଅଟେ ଏବଂ ଆମେ ସମସ୍ତେ ଭାରତୀୟ 🙏🙏
ବିଜେଡି ଦଳସବୁ ଏପରିକଷ୍ଟ ପାଉଛନ୍ତି
ମୋହନ ମାଝୀ is grate cm 🚩🚩jay hind ସେ ଗରିବ cm ହେଲେ କଣ ହେଲା ବାସ୍ତବ ରେ ସେ ହିଁ ବୁଝି ପାରିବ ଏହି ଗରିବ ଲୋକଙ୍କ ମନ କଥା ତେଣୁ ତାଙ୍କୁ ଗୋଟିଏ ଥର cm ହେବାକୁ ଚାନ୍ସ ଦିଅନ୍ତୁ ନିଶ୍ଚୟ ସେ ପାଞ୍ଚ ବର୍ଷ ମଧ୍ୟରେ ଓଡିଶା ବାସୀଙ୍କୁ ଆପଣେଇ ନେବ ଜୟ bjp ❤️🥰🥰🇮🇳🇮🇳
English. Hindi. Kichhi. Darakaranahin. Jane. Valabyaktityo. Darakara. Cm. Mohan. Sir.nku. Samalochana. Na. Kari. Amaa. Odisa. Basi. Tanku. Support. Karantu.
ସୋସିଆଲ talk is right
Naveen sir jindabad
Thiku katha bhai
ଗଣତନ୍ତ୍ର ରାଷ୍ଟ୍ର ରେ ପରିବର୍ତ୍ତନ ଏକ ଅଂଶ ଯଦି ଜଣେ ସବୁଦିନେ ରହିବ ତା ହେଲେ ଏକଛତ୍ରବାଦ ଶାସନ ହେଇଯିବ ତେଣୁ ହୁଏତ ଏବେ ଯେମିତି ପରିବର୍ତ୍ତନ ହେଲା ଆର election ରେ ପୁଣି ପରିବର୍ତ୍ତନ ହେଇପାରେ। ଲୋକଙ୍କ ମତ କୁ ସଂମାନ ଦେବା ଆମ ଗଣତନ୍ତ୍ର ର ସୌନ୍ଦର୍ଯ୍ୟ jai hind 🙏
ବହୁତ ସୁନ୍ଦର ଅଭିନୟ
ମଦ ବନ୍ଦ ହେଲେ ଓଡିଶା ରେ 😂😂😂😂😂😂😂
Bsky cardରେ ମୋର ଅଣ୍ଟା ଅପରେସନ୍ ହୋଇଥିଲା 80 ହଜାର ଟଙ୍କାଖରଚହୋଇଥିଲା 80ହଜାରଟଙ୍କା ମୁ 100ଜନମରେ ବି ଯୋଗାଡ କରିପାରିନଥାନ୍ତୀ ଆଜି ମୁ ସୁସ୍ଥହେଇକାମକରି ମୁମୋ ପେଟପୋଷୁଛି ତ ନବିନିବାବୁ english କହିଲେ ବି ଓଡିଆ ଗରିବମାେନଙ୍କ ଦୁଃଖବୁଝିପାରୁଥିଲେ ତ ମୁଯୋଉଦିନ ମରିଯିବି ସେହିଦିନ ହି ନବିନି ସାର୍ ଙ୍କୁଭୂଲିବି miss you nabin sir 😢😢
Thhik kathha Bhai nabin babunku se pasand karibeni jie nija bapaa ku pasand karibeni . JAY NABIN ♥️
ଜୟ ନବୀନ ବାବୁ 🙏🏻
OUR BEST CM 🙏🏻
OUR BEST HERO 🙏🏻
Nabin Pattanayak Sir 🙏🏻
Jindabad 🙏🏻
Vala heiche
ନୂଆ ମୁଖ୍ୟ ମନ୍ତ୍ରୀ ଆଦିବାସୀ ଙ୍କ କଷ୍ଟ ବୁଝିଲେ କଣ ଓଡ଼ିଶା ର ଉନ୍ନତି ହେଇଯିବ ସମସ୍ତଙ୍କୁ ସମ୍ମାନ ଅଧିକାର ଦିଆ ଯିବା ଦରକାର
ଆମ ଗାଁ କୁ ରାସ୍ତା ନାହିଁ ତୁ ଆସିକି ଦେଖ ତାପରେ କହିବୁ
ନୂଆ ସରକାର ଙ୍କ ବହୁତ୍ ନିଷ୍ଠୁର କାମ ଦର ଦାମ୍ ବୃଦ୍ଧି କଣ ପାଇଁ କମୁନି ଖାଉଟି ମାନେ କେତେ ହଇରାଣ ହେଉଛନ୍ତି ସେଇଟା କଣ ତାଙ୍କୁ ଦେଖା ଯାଉନି କଥା କହୁଚ
School re teacher nahin......au medical re doctor nahin
Jadi medical re doctor nahanti Medical ku kn pain jauchh aau Jaoni.
ଭାଇ last video ଟା ମନକୁ ଛୁଇଗଲା ❤
Mun jane pwd student.... 2023 re D. El. Ed. Entrance re mun pass kari thili.... Aau mora pwd certificate 40 % ra.... Aau sei certificate verification bele semane mo bapa nku tanka lancha magi thile...aau tanka na debaru semane mora 40% pwd certificate ku 19% kari mote disqualified karichhanti....😭😭😭....Se katha bhabile aaji bi mo aakhiru luha jhari pade...... Sesha re etiki kahibi ki.... Odisha ru BJD sarakara hotichhi aau mun bahuta khushi achhi aau aama paribara loka bi.....
Very good explain sir
Navin sar Jo bhi Kiya tha soch samajh ke kiya tha sab logon ki safety ke liye kiya tha hai na bhaiya Jay Jagannath sab log ko sadbuddhi do 🙏🙏🙏🙏🙏
କିନ୍ତୁ ଡାକ୍ତରଖାନାରେ ଯଦି ଡାକ୍ତର ଦେଇଥାନ୍ତେ ଭଲହେଇଥାଆନ୍ତା, ଏବେବି ଆମ ଓଡ଼ିଶାରେ ସ୍ବାସ୍ଥ୍ୟସେବାର ସୁବିଧା ଭଲ ନାହିଁ।
ଦେଇଛନ୍ତି ମାନୁଛି ହେଲେ ଠିକ ରେ କାମ କରୁ ନାହିଁ । BJD PARTYମରିବେ ଈ
You are absolutely right, thank you
Prakashbhai badhia kahile
Prakash bhai good 🙏🙏🙏🙏au gajpati bhai apananku bi bahut dhanyabad apana tanka vedio dekheithibaru 🙏🙏🙏🙏
Cm namaskar bhai bohut badhiaa katha upastapana karethibaru aneka aneka dhanyabad ⭕❗⭕🙏
Thk kahila Bhai.. Naveen babu best sbu bele.
ପ୍ରକାଶ ଭାଇ ବୋହୁତ ଭଲ କଥା କୋହିଛ
Best midia bhai jahin
Thik kahi chanti Bhai katha
Guda sabu sat ,❤❤❤❤❤
Bhai Nice video 🎉🎉🎉🎉❤❤❤
Right aji gote bhala video kale
❤❤❤❤❤❤❤❤❤❤❤❤❤❤❤❤❤❤❤❤ Jay jagannath bhaina apana thik kahuchhanti Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 dekhantu bhaina apana kahile je CM sir English Hindi kahiparunahanti eita apana nka ra managadha katha jaha karibe CM apana kahiki emiti heuchhanti nija ku sabhalantu dekhibe agaku kn heuchhi
Social talk Right 👍