Baba Artatrana in Lady Anchor Show

Поділитися
Вставка
  • Опубліковано 19 лис 2016
  • For latest Odisha News Follow us:
    Visit: kanaknews.com/
    UA-cam: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- • Casting Couch In Ollyw...
    Aparajita- • Aparajita- EP01- Part ...

КОМЕНТАРІ • 2,5 тис.

  • @kajalcreations3117
    @kajalcreations3117 5 років тому +107

    ଏମିତି କଣ ପ୍ରଶ୍ନ ପଚାରନ୍ତି ? ଜଣ ଜଣ କରି ପ୍ରଶ୍ନ ପଚାରିଲେ ଭଲ ହୁଅନ୍ତା ।

  • @biswambarnaik9387
    @biswambarnaik9387 3 роки тому +13

    କନକ ଟିଭି ଚ୍ୟାନେଲ ବାବା ବହୁତ ଭଲ ଝିଅ ମାନେ ବାଜେ ଜଏ ଜଗନ୍ନାଥ

  • @Bhupendraspeaker
    @Bhupendraspeaker 3 роки тому +12

    ଏହି ଝିଅ ମାନଙ୍କୁ କେହି ଭଲ ଜ୍ଞାନ ଦିଅ

  • @arjunajuanga3100
    @arjunajuanga3100 4 роки тому +43

    ଏ ମାନଙ୍କୁ କିଏ Job ଦେଲା News channel ରେ Sistachar କିଛି ନାହିଁତ .....

  • @arjuntudu3621
    @arjuntudu3621 4 роки тому +52

    ଏଇ 5ଜଣ ଝିଅ ଦିନେ ବାବା ପାଖକୁ ଆସିବ ସମୟ ଅପେକ୍ଷା କର

  • @maheswarsingh8355
    @maheswarsingh8355 4 роки тому +56

    ଆଙ୍କର ମାନଙ୍କ ପ୍ରଶ୍ନରେ କିଛି ଭେଲୁ ନାହିଁ ଚାଲ ଫୁଟ |

  • @biswambarnaik9387
    @biswambarnaik9387 3 роки тому +18

    5 ଜଣ ଭଉଣୀ ଦିନେ ଆପଣ ମାନେ ବାବାଙ୍କ ପାଖକୁ ଜିବେ ଜଏ ଜଗନ୍ନାଥ ପ୍ରଭୁ

  • @lakibhatra8124
    @lakibhatra8124 2 роки тому +4

    Nice👍👍👍 baba

  • @singalakhla1325
    @singalakhla1325 4 роки тому +21

    ଆଙ୍କର୍ ନା ଆଉ କଣ ଏ ଝିଅ ମାନେ ଶଳା ବାଳ ଭଳିଆ ପ୍ରଶ୍ନ କରିଛନ୍ତି ।

  • @babunasethi8115
    @babunasethi8115 5 років тому +35

    ଭୁତ ପରି କାହିଁକି ପଚାରୀ ଛନ୍ତି ପ୍ରଶ୍ନ

  • @GYANGURUJI
    @GYANGURUJI 4 роки тому +5

    Baba artatrana is best 😀😁😁

  • @adivasimaniksingtiyu
    @adivasimaniksingtiyu 4 роки тому +10

    ପାଞ୍ଚଟି ମାଇଁ ଛେଳି କାହିଁକି ମେଁ ମେଁ ମେଁ ମେଁ ମେଁ ହେଉଛନ୍ତି

  • @rishikesh4340
    @rishikesh4340 5 років тому +25

    ବିଜ୍ଞାନ ଯେତେ ଆଗେଇଲେ ବି ବାସ୍ତବିକ୍ ବିଜ୍ଞାନର ଗତି କୁଆଡେ ତୁମେ ସ୍ୱର୍ଯ୍ୟ ଙ୍କ ବିଷୟରେ କ'ଣ ଆଜିଯାଏ କିଛି ଠୋସ୍ ପ୍ରମାଣ ହାସଲ କରିପାରିଛ କି ? ସ୍ୱର୍ଯ୍ୟ ଙ୍କୁ ଇଶ୍ବର ଙ୍କ ର ଗୋଟିଏ ଆଖି କୁହାଯାଏ । ଭଗବାନ ଶିବ ହେଉଛନ୍ତି ଅବିନାଶୀ ମୃତ୍ୟୁଞ୍ଜୟ ପରମ କରୁଣାମୟ ଦୈବୀଶକ୍ତି ଯୁଗେ ଯୁଗେ ସତ୍ଯ । ମୃତ୍ୟୁ ପରେ କିଏ କେଉଁଆଡେ ଏ ଶରୀର ଛାଡି ଯାଉଛି ସ୍ଥିର କରିପାରିଲା କି ବିଜ୍ଞାନ ?
    ବିଜ୍ଞାନକୁ ଆମେ ଅସ୍ୱୀକାର କରୁନୁ । କିନ୍ତୁ ସବୁପରେ ବି ଭଗବାନ ସବୁଠାରୁ ଉଚ୍ଚ ରେ ତେଣୁ ଯାହା ଶିକ୍ଷଣୀୟ ଲୋକଙ୍କ ଭଲପାଇଁ ଭଲ ପ୍ରଶ୍ନ ବାବାଙ୍କୁ ପଚାରନ୍ତୁ ।
    ଜଣେ ଦୁଇଜଣ ଭଣ୍ଡ ହେଲେ ସମସ୍ତେ ଭଣ୍ଡ ନୁହଁନ୍ତି । ଗୋଟେ ଗାଁର ଜଣେ ଚୋର କଲେ କ'ଣ ଗାଁ ସାରା କୁ ଚୋର କୁହାଯିବ କି ? ମୁଁ ଦୈବୀଶକ୍ତି କୁ ବିଶ୍ବାସ ଓ ସମ୍ମାନ କରେ । ଆମେ ମଣିଷ ଭଲମନ୍ଦ କଣ ଅନ୍ଧ ବିଶ୍ବାସ କ'ଣ ଆମେ ଜାଣିପାରିବାନି ? ଏତେ ଲୋକ ତୁମ ମିଡିଆ ସମ୍ମୁଖରେ ଭଲ ହେଉଛନ୍ତି ବୋଲି କହୁଛନ୍ତି କଣ ଲୋକ ମାନେ ସବୁ ଭୂଲ୍ ତୁମ ମିଡିଆ କେବଳ ଠିକ୍।
    ଓଁ ନମଃ ଶିବାୟଃ

    • @matruduttapatra9766
      @matruduttapatra9766 4 роки тому

      This is not a proper way of anchoring. Ask questions one by one and let the guest speaker keep his statement. But here u r not giving a chance. And this is not one instance . Your lady anchors follow the same principle of overpowering with other guests too.

    • @Rati409
      @Rati409 4 роки тому

      Sabu paid actor

  • @lovelypandey9485
    @lovelypandey9485 3 роки тому +3

    dhikre tamara interwiew-mai-mai-mai-you all are really great-grateful to you-bahut garama-garam anchoring-it is just a debate

  • @ojhamech2792
    @ojhamech2792 4 роки тому +2

    ଲୋକମାନଙ୍କ ଭଲ କଲେ ଆଜି କାଲି ଅସୁବିଧା

  • @jyotiprakashsahoo1292
    @jyotiprakashsahoo1292 3 роки тому +1

    ସେ ଝିଅ ତିନି ଜଣ ନିହାତି ଅଭଦ୍ର ବ୍ୟବହାର ଶିଖିନାହାନ୍ତି.

  • @himansumishra3754
    @himansumishra3754 4 роки тому +34

    What a rubbish interview I've ever seen.
    E-logical questions E-releavt...
    Vague argument...5 ladies are too bad.

  • @NareshInfotech
    @NareshInfotech 5 років тому +63

    100% faltu question karuchhanti ei jhia mane... Chhi chhi..

    • @chandramajena9559
      @chandramajena9559 4 роки тому

      Right

    • @rakshibalasahoo2338
      @rakshibalasahoo2338 4 роки тому

      Pura faltu...interview neuchhanti na jhagada karuchhanti? Ei baba b nihati faltu..kichhi be cure huena. Khali tharaku 300rs nei nije bank blance badhauchhanti..au kichhinuhen.

    • @karunakar4755
      @karunakar4755 3 роки тому

      Banda na

  • @s.n.creation3040
    @s.n.creation3040 3 роки тому +3

    ମାଡାମ ଆପଣମାନେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ସବୁ ଅବାସ୍ତବ, ଯେଉଁ ପ୍ରଶ୍ନର ଉତ୍ତର କୁ ବାବା ଦେଇ ସାରିଛନ୍ତି ବା ଯେଉଁ ପ୍ରଶ୍ନ ର ଉତ୍ତର ମନା କରୁଛନ୍ତି ସେହି ପ୍ରଶ୍ନ କୁ ଗୋଲେଇ ଘାଣ୍ଟି ରିପିଟ କାହିଁକି କରୁଛନ୍ତି ?

  • @biswanathchoudhury5362
    @biswanathchoudhury5362 2 роки тому +6

    🌹🔱HAR HAR MAHADEV 🔱🌹
    🌹🔱JAY BABA 🔱🌹

  • @koraputcomedy6979
    @koraputcomedy6979 3 роки тому +3

    ସବୁଠାରୁ ଝିଅ ମାନେ କଣ ପାଇଁ ପେଟ ଦେଖାଇ ବାହାରେ କଣ ପାଇଁ ବୁଲୁଛନ୍ତି

  • @royaltechforyou6667
    @royaltechforyou6667 4 роки тому +27

    Maaghiaa anchors, blue black last seat wala 1 no maaghiaa ultaa sidha question karuchhi

  • @spayushstatus758
    @spayushstatus758 3 роки тому +2

    କଣ ବାଳ ପ୍ରଶ୍ନ କରୁଛନ୍ତି ଏମାନେ

  • @Deepakkumar143plk
    @Deepakkumar143plk 10 місяців тому +1

    କନକ ଏଇ 5ଟାଙ୍କୁ କୋଉ ଜଙ୍ଗଲ ରୁ ଧରିକି ଆଣିଚି

  • @suryakantadas3428
    @suryakantadas3428 4 роки тому +3

    ବହୁତ ବଢିଆ ବାବା

  • @sivacharanajena5568
    @sivacharanajena5568 3 роки тому +4

    5ଟି ରୋଗି ଆଣି ବାବାଙ୍କୁ ପରୀକ୍ଷା କର ଭୁଲ
    ଥିଲେ ଜଣା ପଡିବ । ଦର୍ଶକ ଜାଣିବେ । ଅଜଥାରେ ବାବା ଟିଭିକୁ ଆସୁଛନ୍ତି ପ୍ରଶନ ର ସ।ମନା କରୁଛନ୍ତି ।
    ବାବା .

  • @aforzkhan5011
    @aforzkhan5011 2 роки тому +3

    Nice interview 👍

  • @shyammishra6102
    @shyammishra6102 3 роки тому +11

    ୫ଜଣକୁ ଜିଏ ବାହା ହେବନା ତା ବେଲା ଖରାପ୍.…….
    ହଁ ଭଲ ହେଉଛନ୍ତି

    • @suryamaniojhaojhasuryamani1054
      @suryamaniojhaojhasuryamani1054 3 роки тому +3

      ମାଡାମ ମାନେ କଣ କଣ ଖାଉଛ ତମର ଏତେ ବୁଦ୍ଧି ଘରେ କିମିତି ଚଳୁଚ ଆପଣମାନେ ଥରେ ପେସେଣ୍ଟ ହେଇ ବାବାଙ୍କ ପାଖୁକୁ ଯାଇ ଥରେ ଦେଖ ନାଇଁ ତମର ରୋଗ ଭଲ ହଉଚି ନାଁ ନାଇଁ ଜାଣିବ

  • @adityabehera-ux2lv
    @adityabehera-ux2lv 4 роки тому +27

    ଏମାନଙ୍କୁ ମାଡ ଅଭାବ ହଉଛି

  • @nagarjunasahoo2655
    @nagarjunasahoo2655 4 роки тому +3

    Apana vala kama karuchhanti Baba ,So god bless u sir

  • @lipanbariklipu4321
    @lipanbariklipu4321 3 роки тому +4

    Jay baba

  • @ajaysamal1195
    @ajaysamal1195 3 роки тому +5

    ମୂଳ ଅଟଇ ବିଶ୍ବାସ କହି ଜଗନ୍ନାଥ ଦାସ ଜୟ ଜଗନ୍ନାଥ ଜୟ ବାବା

  • @sabitamuduli251
    @sabitamuduli251 5 років тому +25

    5t cat meaw meaw karuchhanti

  • @madanmohanbarik3035
    @madanmohanbarik3035 3 роки тому +4

    ଏ ମାନଙ୍କ ପାଇଁ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି ହଉଛି,ଏମାନେ 5 ଜଣ ହେଲେ ଭୋକିଲା ପାଡଂବ

  • @Bhupendraspeaker
    @Bhupendraspeaker 3 роки тому +10

    News ଵାଲା ସମସ୍ତେ ଫାଲତୁ ଅଛନ୍ତି କି? କି ଖାଲି kanak news ଵାଲା ଅଛି
    Give me ଉତ୍ତର

  • @pkmalik9108
    @pkmalik9108 3 роки тому +1

    ଆପଣ ମାନେ ନିଜକୁ ନିଜେ ସୁପ୍ରିମ କୋଟ hayar ଜଯ ଭାବୁଛନ୍ତି ଏମିତି ସମୟ ଆସିବ ବାବା ଙ୍କ ଗୋଡ ତଳେ ଆସି ଭିକ୍ଷୀୟା କରିବେ ଯେତୀକ ଅସମ୍ଭବ ର ପ୍ରଶ୍ନ ପଚାରୁଛନ୍ତି 5 ଜଣ ଗୋଟିଏ ବାବାଙ୍କୁ ପ୍ରଶ୍ନ କରୁଛନ୍ତି କିନ୍ତୁ ବାବାଙ୍କର ଗୋଟିଏ ପ୍ରଶ୍ନ ଉତ୍ତର ଦେଇ ପାରୁନାହାନ୍ତି ଛି ଛି

  • @umeshmvlogs
    @umeshmvlogs 5 років тому +12

    ବହୁତ ଭଲ କଥା ବାବା ଆପଣଙ୍କ କାର୍ଯ୍ୟ ଚାଲୁ ରଖନ୍ତୁ ଭଗବାନ ଙ୍କର ଏ ତ ଆଶ୍ରିବାଦ

  • @ananyacreation2690
    @ananyacreation2690 4 роки тому +3

    ମୋତେତ ଲାଗୁଚି ପଇସା ନେଇକି ନିୟୁଜ କରାଯାଉଛି ଠକ ବାବା ମିଛୁଆ ବାବା ଭଣ୍ଡ ବାବା

  • @sureshmeleka2791
    @sureshmeleka2791 3 роки тому +10

    Chandi mane emiti kebe enterview kora jae......

  • @munnasahu3844
    @munnasahu3844 Рік тому +1

    ବାବା କୁ କିଛି ଫଳୁଟ ପ୍ରସନ୍ନ ପଚାରନ୍ତୁ ନାଇଁ

  • @statusbossrabi8444
    @statusbossrabi8444 4 роки тому +5

    You're great baba

  • @myfitnessmyfamily1978
    @myfitnessmyfamily1978 4 роки тому +20

    These anchors are not eligible for take interview such a good man like artatrana sir.

  • @jitupamia4477
    @jitupamia4477 2 місяці тому

    News ଏମାନଙ୍କ କିଏ କାମ ଦେଲା?.ଉତ୍କଟର ମାନେ ସବୁ ରୋଗିର ଜୀବନ ବଞ୍ଚାଇ ପାରନ୍ତି ହେଲେ, ଅମର ହୋଇଥାନ୍ତେ ସମସ୍ତେ . ଆମ ମନ୍ଦିର ଭଗବାନଙ୍କୁ ଅପମାନ କରୁଛନ୍ତି ଏମାନଙ୍କୁ କିଛି ଜଣାନାହିଁ ବାବା.ଏମାନଙ୍କୁ କାହିଁକି ବାବା.ଲାଗୁଛନ୍ତି, ବେକାର ପତ୍ରକାର |

  • @emmanuelpathil2177
    @emmanuelpathil2177 3 роки тому

    I am a subscriber of many News Chanals, but this is an exeptoional News Chanel

  • @litudash3995
    @litudash3995 7 років тому +42

    He is a miracle,good&gentleman person.If u don't belive,please don't insult him at least.

  • @rahulsingh-hd3gt
    @rahulsingh-hd3gt 4 роки тому +10

    good baba you are really god

  • @jayantakumarmohanty5556
    @jayantakumarmohanty5556 2 роки тому +1

    ପ୍ରଶ୍ନ ପଚାରିବାର କୌଣସି ସୀମାରେଖା ଅଛି ନା କାହାରିକୁ କିଛି ବି ପଚରା ଯାଇ ପାରେ ...?
    ଯଦି ସୀମାରେଖା ନାହିଁ,ତେବେ କ୍ଷମା କରିବେ ଆଜ୍ଞା; ମୋର ବି ଗୋଟିଏ ପ୍ରଶ୍ନ ଅଛି ....!

  • @kabulips6293
    @kabulips6293 3 роки тому +6

    Jie bhala kama karanti ba jie help loka ku kare ta pachha re lagibe i love you baba

  • @lovejeetprasadpatra83
    @lovejeetprasadpatra83 3 роки тому +4

    First is Divine & then since, it is true

  • @ONPOINTVLOGS82
    @ONPOINTVLOGS82 3 роки тому +11

    ତମକୁ କାହିଁକି କୁହାଯିବ ସିଏ ଭଲକରି ଦେବେ ତାଙ୍କୁ ସୁଯୋଗ ଦିଆଯାଉ

  • @jayjagannath9059
    @jayjagannath9059 3 роки тому +2

    ଶଳା ଏମାନଙ୍କୁ ଅଚୋରିଂ ଦେଲା କିଏ ଏମାନେ ତ questions ପଚାରିବା ଜାଣି ନାହାନ୍ତି।। ବାକି ଜଣେ ଦିଜନଙ୍କୁ ଛାଡ଼ିଦେଲେ ବାକି ସବୁ ମେଣ୍ଢା ଭଳିଆ questions ପଚାରୁଛନ୍ତି।।

  • @ganapatisabar6804
    @ganapatisabar6804 Рік тому

    ବାବା ଆପଣ ଏ ମିଡ଼ିଆ ମାନଙ୍କଠାରୁ ଦୂରେଇ ରୁହନ୍ତୁ । ଏ ମିଡ଼ିଆ ମାନେ କେବେ ଦରକାର ପଡିଲେ ଆପଣଙ୍କ ପାଖକୁ ଆସିପାରନ୍ତି ।

  • @shyammishra6102
    @shyammishra6102 3 роки тому +12

    ଏମାନଂକୁ job କିଏ ଦେଲା
    ଏମାନେ ୫ ଜଣ ରାସ୍ତା ରେ କାଗଜ ଖୁଣ୍ଟି ବା ର ଖେମତା ଅଛି.....
    ଠାକୁର ଙ୍କ ବିଷୟ କ'ଣ ଜାଣନ୍ତି
    ୫ଜଣ........

  • @goudarlo
    @goudarlo 3 роки тому +21

    23:00 ମହିଳାଙ୍କ ଛାତି ବ୍ୟଥା ହେଉଥିଲେ ଦୁଧ ରେ ସ୍ପର୍ଶ କରନ୍ତି କି ନାହିଁ ବାବା... ? 🤣😂🤣😂🤣🤣

  • @manasranjan3898
    @manasranjan3898 3 роки тому +2

    Baba good very good job 👌

  • @surendrakumarbehera4336
    @surendrakumarbehera4336 2 роки тому +1

    ଏ ଝିଅ ମାନଙ୍କୁ ଭୂତ ଲାଗିଛି ସେମାନଙ୍କୁ ଢ଼ୋଜ ଦିଅନ୍ତୁ.ଜୟ ଜଗନ୍ନାଥ 🙏🙏🙏🙏🙏🙏🙏ଏ ମାନେ କହିବା ଲୋକ ଶୁଣିବା ଲୋକ ନୁହଁନ୍ତି.

  • @rakeshs.9284
    @rakeshs.9284 7 років тому +32

    please improve anchoring quality,bcz same time asked to question 02-03 anchor on front of the guest ????

  • @sanghamitrasahoo6989
    @sanghamitrasahoo6989 2 роки тому +8

    You are the anchors shouting in odisha specially in kanak news but baba gave his divine blessings in out of state like hydrabaad, Maharashtra, bihar and also out of country like Thailand etc. Logically n characterly he has good sound. Good person ever.

  • @kadambinisahoo9922
    @kadambinisahoo9922 Місяць тому

    ନିଜେ କାହିଁକି ଯିବେ । ତାଙ୍କ ପାଖକୁ ଆସିଲେ ଭଲ କରିବେ ଆମେ ତମନ୍ତ୍ର ଶୁଣି ଉଲ ହେଉଛି

  • @basantmahapatra6355
    @basantmahapatra6355 3 роки тому +1

    ଏଇ ଝିଅ ମାନଂକ ଟିକେ ହାତ ପୁରେଇ ଦେଖ

  • @santoshkumarbiswal6566
    @santoshkumarbiswal6566 4 роки тому +4

    Dear All sister conversation with peacefully...divine power is true..
    GOD SUPREME FATHER SHIVA ..
    GOD gives up divine power..
    Blessing and positive thought is high powerful than a medicine tablet..but Artatrana is not a god..he is a soul.a human being

  • @ashokkumarraj6347
    @ashokkumarraj6347 4 роки тому +23

    Single question is asked a lot of times.
    Questions are almost irrelevant.
    Vulgar anchors.

    • @pradiptabarik2862
      @pradiptabarik2862 2 роки тому

      I am requesting ଆର୍ତ୍ତତ୍ରାଣ to come to Malkangiri

  • @chittaranjanbasantara2306
    @chittaranjanbasantara2306 3 роки тому +2

    Baba pranam

  • @emmanuelpathil2177
    @emmanuelpathil2177 3 роки тому +2

    This is an Exeptional News Chanel!!! Thanks for this efforts.

  • @arjunswain27
    @arjunswain27 6 років тому +62

    Third grade Anchors

  • @diptimayeepradhan.8435
    @diptimayeepradhan.8435 4 роки тому +39

    A huge request to kanak TV that first give proper training skills to your lady anchor team. They don't know how to behave with a guest speaker. I think there BP level is high so kindly check there BP. Then allow then to contact with your guests Okay.

  • @worldumasankar143
    @worldumasankar143 Рік тому +1

    I Personally Support Baba Artatrana God Bless You

  • @madanmohan333
    @madanmohan333 3 роки тому +1

    ବାବା ଜଣେ ମାନ ସିକ ରୋଗୀ

  • @manojkumarrout6288
    @manojkumarrout6288 5 років тому +10

    question sabu ghosi kari asichhanti...3rd grade anchors

  • @SHUVENDUBHUSANDAS
    @SHUVENDUBHUSANDAS 3 роки тому +13

    Who is chief here? Undisciplined interview.

  • @madhusudantripathy4579
    @madhusudantripathy4579 Рік тому +1

    Jaya jagannath 🙏 🙇

  • @haranayak9198
    @haranayak9198 3 роки тому

    Excellent

  • @izireal-estate3619
    @izireal-estate3619 4 роки тому +6

    Ask questions one by one, when ur term comes

  • @skjj6066
    @skjj6066 4 роки тому +15

    ବାବା ଏମାନଙ୍କ ଗାଲରେ ପିଟନ୍ତୁ ଏମାନେ କଥାବାର୍ତ୍ତା କରିସିଖୀ ନାହାଁନ୍ତି

  • @gourachandraparichha7853
    @gourachandraparichha7853 4 роки тому

    Dhanyabadkanaknews

  • @manubehera8744
    @manubehera8744 3 роки тому +2

    Tame jhia mane bahut bhala kama karucha iam proud of you all.kintu gote bhul Jana Jana Kari question pacharibarathila

  • @gagannanda3231
    @gagannanda3231 3 роки тому +4

    This baba told he never take any money but when I asked him the month of Feb 2020 his personal secretary said his fee is Rs350/-

  • @sauravpanda2633
    @sauravpanda2633 7 років тому +36

    Still the attitude of the anchors of the show are not set right......
    What the hell you all think of your self like are you part of CBI or u think u are future arnub goswami. Do not treat your guest as opposition and attack. RIDICULOUS AND SAD....

  • @nabinbag4512
    @nabinbag4512 3 роки тому +1

    Super🙏🙏 nice

  • @prakashsubudhi5994
    @prakashsubudhi5994 2 роки тому +1

    ଓଁ ନମଁ ଶିବାୟ ନମଁ, ହର୍ ହର୍ ମହାଦେବ, ବମ୍ ବମ୍ ଭୋଲେ ସୁନ୍ଲେ, ऊँ नमः शिवाय नमः, हर हर महादेब, बम बम भोले सुनले, ମନ୍ ମେ ରଖିଏ ଶିବ ଶିଲା ଦେଖେ ତେ ରହିଏ ଶିବ୍ ଲିଲା, हर हर महादेब, ବମ୍ ବମ୍ ଭୋଲେ, ଜୟ ଶିବ୍ ଶମ୍ଭୁ, ଜୟ ବାବା ଆର୍ତତ୍ରାଣ ବାବା କି ଜୟ,

  • @ashishkumarpradhan7565
    @ashishkumarpradhan7565 4 роки тому +9

    Lady anchor na randi anchor

  • @itideepti
    @itideepti 4 роки тому +3

    Baba nka number dia

  • @sudhirabehera1649
    @sudhirabehera1649 2 роки тому

    do beleive in god, but no beleive in man. lady anchors are good and talented. they have right to ask and cross questions to find to truth. keep it up.

  • @debasisSahoo-wo7pp
    @debasisSahoo-wo7pp 5 місяців тому

    BaBa Khub Vall

  • @debidutta2158
    @debidutta2158 4 роки тому +5

    1st Lady with blue t-shirt from right side is asking very silly question.. atleast replace her..she don't know how to behave..

  • @jashonbourne3623
    @jashonbourne3623 5 років тому +7

    Actually tv Channel should fired these five lady

  • @Maeena432
    @Maeena432 3 місяці тому

    Belajya news team

  • @Balaramdas7400
    @Balaramdas7400 4 роки тому +1

    Baba bahut bhala

  • @pkmalik9108
    @pkmalik9108 3 роки тому +7

    ଲେଡି ଆଙ୍କର ମାନଙ୍କ ପାଖରେ ଭୁତ ପ୍ରେତ ଏବଂ ଭଗବାନ ଶିବ ଙ୍କୁ ଆଣି ଠିଆ କରିଲେ ତେବେ ଲେଡି ମାନେ ବୁଝି ପାରିବେ ଏବେ ଏମାନଙ୍କର ବୁଝିବାର ଶକ୍ତି ଆସିନାହିଁ

  • @ritik909
    @ritik909 5 років тому +18

    Dum achi jadi Sri Naveen patnaik nku ani ki question kara..janibu satare tame amo odisha pain kichi karucha..

  • @partimabarik2645
    @partimabarik2645 Рік тому

    Jay Baba artatrana jaaye bam bam bhole

  • @dhaneswarbehera2466
    @dhaneswarbehera2466 2 роки тому

    ଭଗବାନ କୃଷ୍ଣଙ୍କ ପୁଅ କୋଷ୍ଠ ବ୍ୟାଧିରେ ଆକ୍ରାନ୍ତ ହୋଇଥିଲେ।ସେ ବି ତାଙ୍କ ପୁଅ କୁ ଭଲକରି ପାରିନ ଥିଲୋ
    କିନ୍ତୁ ଏ କ୍ଷେତ୍ରରେ ଆର୍ତ୍ତତ୍ଦ୍ରାଣ କିଏ? ଏଜଣେ ନିଚ୍ଛକ ଠକ। ସରଳ, ନିଷ୍କପଟ ଓ ମାନସିକ ଦୁର୍ବଳସମ୍ପନ୍ନ ଲୋକଙ୍କୁ ଠକୁଛନ୍ତି ।

  • @prakashsubudhi5994
    @prakashsubudhi5994 2 роки тому +9

    ଜୟ ବାବା ଆର୍ତତ୍ରାଣ, , जय बाबा आर्तत्रान , jay baba AARTATRAN... ऊँ नमः शिवाय

  • @izireal-estate3619
    @izireal-estate3619 4 роки тому +3

    All can be cured, health problem, beauty problem, social problem, money problem, relationship problem, all can be cured

  • @jayapallamara1080
    @jayapallamara1080 3 роки тому +1

    ଛି ଛି ତମ ପାଞ୍ଚ ଜଣକୁ ଲାଜ ଲାଗୁନି ଏକା ସଂଗେ ସମସ୍ତେ ମେଁ ମେଁ ହେଇ ଛେଳି ଭଳିଆ ଗର୍ଜନ କରି ପ୍ରଶ୍ନ ଜଣକୁ କରୁଛ ।ଯଦି ଦମ୍ ଅଛି ଜଣ ଜଣ କରି ପଚାର। ପାଠ ପଢି ଚାକରି କରିଛ ନ ପଇସା ଦେଇ । ପ୍ରଶ୍ନ ପଚାରିବାର ଶୈଳୀ ତମେ ଜାଣିନ।ପ୍ରଥମ ଶ୍ରେଣୀ ଛୁଆ ଭଳି ପ୍ରଶ୍ନ କରୁଚ।ତମକୁ ଯଦି ଏମିତି କିଏ ପ୍ରଶ୍ନ କରେ ତମ ଗାଣ୍ଡିରୁ ଝାଳ ବାହାରିଯିବ। kanak news କୁ ବଦନମ୍ କରୁଚ। ଛି 5 ମୂର୍ଖ ମେଣ୍ଢା ଦଳ ।

  • @bhabanishankarrath6819
    @bhabanishankarrath6819 Рік тому

    ଖବରକୁ ବେପାର କରି ପଚାଶଟା ନିଉଜ ଚାନେଲ ଚାଲିଲେ,ଏମିତିଆ ସାମ୍ବାଦିକ ଗୁଡିକ ଆବିର୍ଭୁତ ହୁଅନ୍ତି 😁😁😂

  • @omkartripathy787
    @omkartripathy787 3 роки тому +5

    ବାବା ବଡ ଠକ

  • @sarojmohantyvlog1965
    @sarojmohantyvlog1965 4 роки тому +10

    Sea last toki vauta 66odihauchi samasntaku mada darkar

  • @manojpradhan2834
    @manojpradhan2834 3 роки тому +1

    Baba ka kichi power achiii

  • @alokkumarpatra3000
    @alokkumarpatra3000 3 роки тому +1

    Baba thik