'Modi Magic' Will Fail In Odisha Elections 2024 | Watch Senior Journalist Prasanta Patnaik Reaction

Поділитися
Вставка
  • Опубліковано 25 вер 2024
  • Watch Senior Journalist Prasanta Patnaik Reaction On PM Modi Visit to Odisha.
    #seniorjournalist #prasantapatnaik #pmmodiroadshow #bhubaneswar #bjpodisha #modimagic #odishaelection2024 #odianews #risingodisha
    Rising Odisha is one of Odisha's leading web channel covering the latest news, current affairs, sports, entertainment, and much more.
    #RisingOdisha #OdiaNews #WebChannel
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Web Channel | Rising Odisha | Odia News | ରାଇସିଙ୍ଗ ଓଡିଶା ଲାଇଭ୍
    Rising Odisha Web Channel:
    ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ସର୍ବଶ୍ରେଷ୍ଠ ୱେବ୍ ମିଡିଆ ହେବାକୁ ପ୍ରତିଜ୍ଞା କରୁଛୁ | ସତ୍ୟ ଜିତିବ ଏବଂ ଆମେ ଏହାକୁ ଘଟାଇବୁ | କେବଳ କିଛି ଅସ୍ପଷ୍ଟ ଆଶ୍ୱାସନା ନୁହେଁ, ନ୍ୟାୟ ଜିତିବା ପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଯୁଦ୍ଧ କରିବୁ |
    We promise to become the best web media ever emerged in Odisha till now. The truth will prevail and we will make it happen. Not just some vague assurances, we will fight alongside you till justice triumphs.
    #RisingOdisha #ରାଇଜିଙ୍ଗଓଡିଶା #ୱେବମିଡ଼ିଆ
    Rising Odisha is driven by the altruistic aim to catalyze the process of participatory and citizen-centric development. Help us bolster the foundation of Odisha, which we all have dreamt of. Stay tuned with us to experience the journey towards the future.
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    “ ରାଇଜିଙ୍ଗ ଓଡିଶା ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★★
    Rising Odisha Social Link :
    ➠Visit Our Website: www.risingodish...
    ➠UA-cam: / @risingodishanews
    ➠Facebook: / risingodisha.news
    ➠Twitter: / rising_odisha

КОМЕНТАРІ • 304

  • @alinnayak6578
    @alinnayak6578 4 місяці тому +16

    ମୋଦି ଗତ ବର୍ଷ 15 ଲକ୍ଷ , ଚାକିରି ଦେବାକୁ କହିଥିଲେ କନ୍ଧମାଳ ରେ ଦେଲେ କି ନା ଜୁମୁଲା କଥା କହିଥିଲେ ଆଉ ଏବେ କଣ ଭାଷଣ ଦେବେ ଆଉ କିଛି ନାହିଁ

  • @PRAKASHMOHANTY-x1x
    @PRAKASHMOHANTY-x1x 4 місяці тому +2

    ମୋଦୀଙ୍କ ଠାରୁ ଢେର ଗୁଣରେ ବୁଦ୍ଧିମାନ ନବୀନ ବାବୁ।

  • @dambarusethi5035
    @dambarusethi5035 4 місяці тому +2

    Modi magic କିଛି ପ୍ରଭାବ ପଡ଼ିବନି

  • @seshadevmohanta
    @seshadevmohanta 4 місяці тому

    Jay Jagannath

  • @binodbiharirout389
    @binodbiharirout389 4 місяці тому

    ଓଡ଼ିଶାର ଲୋକେ ଅତିଷ୍ଟ ହୋଇ ସାରିଲେଣି 5T ଶାସନରେ l ପରିବର୍ତନ ଆବଶ୍ୟମ୍ଭାବି l

  • @rabindrakumarmohanty9415
    @rabindrakumarmohanty9415 4 місяці тому

    ଦେଖା ଯାଉ କଣ ହେଉଛି ବିଜେଡି ଆସନ କମିଵ ନିଶ୍ଚିତ ଏଥିରେ କୌଣସି ସଂଦେହ ନାହିଁ।

  • @ShabbirAli-ue1ce
    @ShabbirAli-ue1ce 4 місяці тому +1

    Naveen Patnaik ji is the best super CM in the India

  • @ashokkumarswain7528
    @ashokkumarswain7528 4 місяці тому

    You are right sir

  • @ajaypanda9122
    @ajaypanda9122 4 місяці тому +1

    Jay b j d jay jaganntha jay ho

  • @durgeshpatra4498
    @durgeshpatra4498 4 місяці тому +3

    ପ୍ରଧାନମନ୍ତ୍ରୀ କିଏ ଆମ ଓଡିଆ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ସେ କଣ ଗୁଜୁରାଟ ର ନୁହନ୍ତି ସେ କଣ ହିନ୍ଧି ନୁହଁନ୍ତି ପ୍ରଧାନ ମନ୍ତ୍ରୀ ଭାବୁଛନ୍ତି ସେ ରାମମନ୍ଦିର ତିଆରି କରି ଓଡ଼ିଆ କୁ ଦବେଈ ଦେବେ ଧର୍ମେନ୍ଦ୍ର ପ୍ରଧାନ ମନେ ମନେ ଖୁସି ହେଉଛି ସେ ମୁଖ୍ୟମନ୍ତ୍ରୀ ହେବ କିନ୍ତୁ ପ୍ରଧାନ ମନ୍ତ୍ରୀ ଧର୍ମେନ୍ଦ୍ର କୁ ଲ ଲଲିପପ୍ ଦେଵେ

    • @MadhabDandasena-z5k
      @MadhabDandasena-z5k 4 місяці тому +1

      Odia mananku lajya lagiba katha odia nka aradhya debata
      Jay Jagannath kahiba katha, kintu odia asmita ku chhadi
      Gujrati asmita ku gana karu chhanti, aeta kebala odianka durbal manobhab

  • @PurnachandraJena-cf4gh
    @PurnachandraJena-cf4gh 4 місяці тому

    ପଟ୍ଟନାୟକ ବାବୁ ଭଲ କହୁଛନ୍ତି ଆପଣ ମୁଖ୍ୟମନ୍ତ୍ରୀ ହୁଅନ୍ତୁ

  • @prasadnagshankar4576
    @prasadnagshankar4576 4 місяці тому

    ମାଡି 2014 ରେ ଯାହା ଗ୍ୟାରେଣ୍ଟି ଦେଇ ଥିଲେ ତାହା ସବୁ କରିଛନ୍ତି ତାହା ବିରାଟ ମିଛ କଥା କହିବା ଆଗରୁ ଲାଜ ଲାଗିବା କଥା

  • @JayJagannath0307
    @JayJagannath0307 4 місяці тому

    ଜୟ ନବୀନ 💚

  • @babajinayak5610
    @babajinayak5610 4 місяці тому

    Right sir

  • @UrmilaMishra-s1v
    @UrmilaMishra-s1v 4 місяці тому

    Good afternoon 🎉🎉🎉🎉

  • @UdayanathJoshi
    @UdayanathJoshi 4 місяці тому

    इलेक्टरल बॉन्ड का घोटालाका हुआ

  • @jashobantasahoo7602
    @jashobantasahoo7602 4 місяці тому

    You are right p .sir

  • @dambarusethi5035
    @dambarusethi5035 4 місяці тому

    ମଣିପୁର ଅବସ୍ଥା ହେବ double ଇଞ୍ଜିନ ଆସିଲେ

  • @subudhakumarjena001
    @subudhakumarjena001 4 місяці тому

    ନବୀନ ନିଲବର୍ଣ୍ଣ ଶୃଗାଳ

  • @rajkishorpanda7814
    @rajkishorpanda7814 4 місяці тому +23

    ନବୀନ ସରକାର ଛାଡିଲେ ଓଡିଶା ଲୋକେ ପରାଧୀନ ହେବେ I ଏହା ଧ୍ରୁବ ସତ୍ଯ l

  • @santoshpradhan4520
    @santoshpradhan4520 4 місяці тому

    ଗାଁ ଗହଳି ରେ ଚର୍ଚା ହେଉଛି ନବୀନ ବାବୁ ଙ୍କୁ ଭୋଟ ଦେଲେ କିଏ ଶାସନ କରିବ ।
    ଭୈରବ ବାବୁ ଙ୍କୁ ପ୍ରାୟତଃ ଲୋକ ପସନ୍ଦ କରୁ ନାହାନ୍ତି କାରଣ ଓଡ଼ିଆ ନେତାଙ୍କୁ ସେ କ୍ରୀତଦାସ କରି ରଖିଛନ୍ତି ।କୌଣସି ଜଣେ ନେତାଙ୍କୁ ପ୍ରଚାର ଦାୟିତ୍ଵ ଦେଉ ନାହାନ୍ତି କି କୌଣସି ପ୍ରାର୍ଥୀଙ୍କୁ ତାଙ୍କ ରାଳି ରେ ନିଜ ସାଥୀରେ ନେବାକୁ ଉଚିତ୍ ମନେ କରନ୍ତି ନାହିଁ ।
    ଜଣେ ଓଡ଼ିଆ ଙ୍କୁ ଦାୟିତ୍ଵ ନ ଦେଇ ଓ ଓଡ଼ିଆଙ୍କୁ ନିଜ ପାଖରୁ ଦୂରେଇ ଦେବା କଣ ସମିଚୀନ କି ??

  • @kalingaranjan2074
    @kalingaranjan2074 4 місяці тому +1

    ଉପଲବ୍ଧ ସୂଚନା ଅନୁଯାୟୀ ଦେଖାଯାଇଛି ବିଜେପି କିଛି ଅନତିକ ଉପାୟରେ ଓଡିଶା କୁ ଶାସନ କରିବା ପାଇଁ ସୁବିଧାବାଦୀ ( Opportunist) ଭଳି କାର୍ଯ୍ୟ କରୁଛନ୍ତି. ଓଡିଶାରେ ଉପଯୁକ୍ତ ପ୍ରତିନିଧୀଙ୍କ ଅଭାବରେ ବିଜେପିର ଅଭାବ ରହିଛି।ଶୃଙ୍ଖଳା ଏବଂ ସ୍ୱଚ୍ଛ ରାଜନୀତିରେ ବିଜେପିର ଅଭାବ ଦେଖାଯାଉଛି।
    ଅଦ୍ୟାବଧି, ଓଡିଶାର ଅଭିବୃଦ୍ଧି କିମ୍ବା ବିକାଶ ଦିଗରେ ସେମାନଙ୍କର କଣସି ଉପଯୁକ୍ତ ଏଜେଣ୍ଡା ନାହିଁ। ଓଡିଶାରେ ବିଜେପି ହୃଦୟଙ୍ଗମ କରିବା ଆବଶ୍ୟକ ଯେ ଭୁଲ ସୂଚନା, ଭୁଲ ମନୋଭାବ ଏବଂ ଭୁଲ ଧାରଣା କାହାଣୀ ଦୀର୍ଘକାଳୀନ ଭିତ୍ତିରେ ସାହାଯ୍ୟ କରିବ ନାହିଁ।

  • @subudhakumarjena001
    @subudhakumarjena001 4 місяці тому

    ବିଜେଡିରେ ଗଣତନ୍ତ୍ର ନାହିଁ

  • @jaydebmajhi236
    @jaydebmajhi236 4 місяці тому

    Like video 🎉🎉🎉🎉

  • @kishorbiswal4432
    @kishorbiswal4432 4 місяці тому +1

    Jay Jagannath 🙏

  • @jayaramasahoo7106
    @jayaramasahoo7106 4 місяці тому

    ସମ୍ପୂର୍ଣ ଭୁଲ ତଥ୍ୟ ଆପଣ କହୁଛନ୍ତି ସେ ଟଙ୍କା ଦେଇ ଭୋଟ କିଣନ୍ତି ସେ ଓଡିଶା ଓ଼ଇଁ କିଛି କରି ନାହାନ୍ତି ଗୋଟିଏ ଭ୍ରଷ୍ଟାଚାରୀ ପାଣ୍ଡିଆନ କୁ ରାଜ୍ୟ ଭାର ଟେକି ଦେଇ ଜଣ ତନ୍ତ୍ର ଶାସନ ଚାଲିଛି ନବୀନ ଆଉ କାର୍ଯ୍ୟ କ୍ଷମ ନୁହନ୍ତି, କେବଳ ଟଙ୍କା ବାଣ୍ଟି 25 ବର୍ଷ ଭୋଟ କିଣିଛନ୍ତି ଆପଣଙ୍କ ଭାଷଣ ସମ୍ପୂର୍ଣ ଭୁଲ କେତେ ଟଙ୍କା ନେଇ ଏପରି ଅ ପରି ପକ୍ଵ ଭାଷଣ ମାରୁଛନ୍ତି

  • @sanatansahoo947
    @sanatansahoo947 4 місяці тому

    May this is the last dilouge of Modiji.in odisha.

  • @ritesh.panipani4472
    @ritesh.panipani4472 4 місяці тому

    ଏଇଟା କେତେ ପାଇଛୁ

  • @girijadas4424
    @girijadas4424 4 місяці тому

    For MP election no bJD. They will be back benchers in Delhi

  • @bijayparida8085
    @bijayparida8085 4 місяці тому

    ଠିକ୍ କଥା କହୁଛନ୍ତି

  • @alinnayak6578
    @alinnayak6578 4 місяці тому +10

    Sir ଠିକ୍ କହିଛନ୍ତି ମୋଦି ଜୁମୁଲା କଥା କୁହନ୍ତି ଏଇଟା ଆମେ କହିନୁ ବିଜେପି ନେତା ଅମିତ୍ ଶାହା କୁହନ୍ତି 😀😀😀😀

  • @EngineersChoiceAnyday
    @EngineersChoiceAnyday 4 місяці тому

    ଏଇ ଲୋକଟି ବିଜେଡି ର.

  • @dillipsahoo9528
    @dillipsahoo9528 4 місяці тому

    Jay shree ram

  • @charuchandrajena196
    @charuchandrajena196 4 місяці тому

    Modi's political image is diminising.He is not what we thought.

  • @ranajitkumarmohanty9740
    @ranajitkumarmohanty9740 4 місяці тому +1

    100% Right Sir
    ଜଗନ୍ନାଥଙ୍କ ପାଖରେ କାହାରି ଛଳନା ଓ ନାଟକବାଜି ଚଳିବନି ll

  • @subodhmishra8366
    @subodhmishra8366 4 місяці тому

    ଇଏ ତ ପୁରା ବ୍ରହ୍ମା । କେତେ ପାଇଥିବ । ତାମିଲ୍ ସାସନ ଭଲ ଲାଗୁଛି ।

  • @UdayanathJoshi
    @UdayanathJoshi 4 місяці тому +2

    बीजेपी जुमला बस स्टैंड करप्ट पार्टी

  • @ସମିରକୁମାରଜେନା

    ପେଡ ସାମ୍ବାଦିକ

  • @basantibalapanigrahi5289
    @basantibalapanigrahi5289 4 місяці тому

    Water tank bhai Apartment
    Karuchanti,no Water ,no drain
    Dabu karuchi sabu.

  • @jaladharbehera5698
    @jaladharbehera5698 4 місяці тому

    କଣ ବିଜେଡି ର ପ୍ରଚାର କରୁଛ ?

  • @gaganbiharibhoi9102
    @gaganbiharibhoi9102 4 місяці тому

    Wait for 4th June

  • @udayasahu25
    @udayasahu25 4 місяці тому

    25 barsa hela ninda kari kichhi labha nahin.

  • @jasaketansahu9650
    @jasaketansahu9650 4 місяці тому

    ନବୀନ ହାରିବ

  • @pradipkumarbarik585
    @pradipkumarbarik585 4 місяці тому

    ଦରବାରୀ ଭାଟ

  • @SubasiniVlogs
    @SubasiniVlogs 4 місяці тому

    Only Congress❤❤❤🎉🎉🎉

  • @maushumisoy904
    @maushumisoy904 4 місяці тому +38

    ମୋଦୀ ଆଉ ଫେରିବ ନାହିଁ, ସେ ବିଦାୟ ନେବେ,

  • @chandrakantapanda5546
    @chandrakantapanda5546 4 місяці тому

    Modi sarkar jindabad

  • @pradeepjena3595
    @pradeepjena3595 4 місяці тому +9

    ବହୁତ୍ ସୁନ୍ଦର୍ ଭବରେ ସତ କଥା କହିଛନ୍ତି 🙏

  • @MadhabDandasena-z5k
    @MadhabDandasena-z5k 4 місяці тому

    Jay jagannath , jay nabin

  • @ସମିରକୁମାରଜେନା
    @ସମିରକୁମାରଜେନା 4 місяці тому +1

    ଓଡ଼ିଶାକୁ ଭଲ ପାଉଥିବା ଲୋକ ପୁଅଗୁଡିକୁ ଓଡ଼ିଆ ଭାଷା ଶିଖାଇଲେ ନାହିଁ

  • @KushaRaut-eg1yr
    @KushaRaut-eg1yr 4 місяці тому

    ତମ ର ଗୁଣ ଗାନ କାମ କୁ ନାହିଁ ବଜେପି ଯିତିବ ପାଣ୍ଡୁ ସେନା ମାନେ ତାମିଲ୍ କୁ ଯିବ

  • @gaurangcharanmohanty6183
    @gaurangcharanmohanty6183 4 місяці тому +1

    ମୋଦି ନବୀନ ଭାଇ ଭାଇ ତେଣୁ ଏପରି ସବୁ ଚାଲିବ

  • @dipeshmohanty8428
    @dipeshmohanty8428 4 місяці тому

    Jauta sata seita sata

  • @ashwinisahu6584
    @ashwinisahu6584 4 місяці тому

    JETE BJD CHAMC HA sopporter achhanti sabu heuchhanti odia. Nka ra jana birodhi

  • @nareshchandrasingh2708
    @nareshchandrasingh2708 4 місяці тому

    ବିଜେପି ଗାଲୁଆ ଦଳ

  • @hussyjena6746
    @hussyjena6746 4 місяці тому +1

    ପ୍ରକୁତରେ ପୋଡା ଜେନେରେଟର ଅଟେ, ଏହା ସତ୍ୟ

  • @sanjaypradhan6626
    @sanjaypradhan6626 4 місяці тому +16

    ହାତୀ ଯାଉଛି ବଜାରେ କୁକୁର ଭୁକିବେ ହଜରେ. ଓଡିଶା ବାସି ନିଜର ସ୍ୱାଧୀନତା କୁ ଛାଡି କଣ ପାଇଁ ପରାଧୀନ ହେବେ 🙏🙏🙏

    • @mks5547
      @mks5547 4 місяці тому

      BJP non ଓଡ଼ିଆ ପାର୍ଟି ଖାଲି ଆଦାନୀ ଅମ୍ବାନୀ ମାରୱାଡ଼ି ସଂପ୍ରଦାୟର ଲୋକମାନେ ଫାଇଦା ପାଇବେ

    • @mks5547
      @mks5547 4 місяці тому +2

      ଓଡ଼ିଆ ଭାଇ ପାଇକ ପୁଅ ମାଙ୍କ ପାର୍ଟି BJD party ଜୟ ଜଗନ୍ନାଥ ❤

  • @JagatanandaDhrupati
    @JagatanandaDhrupati 4 місяці тому +1

    Right

    • @ashwinisahu6584
      @ashwinisahu6584 4 місяці тому +1

      BUDHA PANDU KAHICHHI MICHHA KAHIBAKU PAISA KHAU

  • @SubhashSingh-yi6qo
    @SubhashSingh-yi6qo 4 місяці тому

    Naveen sir ,punithare,

  • @ajubhaicreation
    @ajubhaicreation 4 місяці тому +12

    ଓଡ଼ିଶା ର ବିଜେପି ପ୍ରଚାର ପାଇଁ ଅଛନ୍ତି କାମପାଇଁ ନୁହଁ ❤❤ ଓଡ଼ିଶା ବାସୀ ମନେରଖ 😂

  • @KedarJena-ki9el
    @KedarJena-ki9el 4 місяці тому

    ଆଉ ନାହିଁ ସେ କାଳ ପଖାଳ,only now bjp

  • @JaiJagannath-cl6dz
    @JaiJagannath-cl6dz 4 місяці тому

    ପ୍ରଶାନ୍ତ ବାବୁ ଟିକେ ଘର ବାହାର କୁ ଯାଇ ଦେଖୁ ନାହାଁନ୍ତି କାରଣ ଓଡିଶା ର ପାଣିପାଗ ଟିକେ ଅଲଗା ଲାଗୁଛି।

  • @basantibalapanigrahi5289
    @basantibalapanigrahi5289 4 місяці тому

    Loka Murtha hele kana karib
    Educated loka vote deaunahanti. That is the problem.

  • @seshadevbaliarsingh5085
    @seshadevbaliarsingh5085 4 місяці тому +1

    Odisha bahare modi magic nahi.
    Karana corona time Rey loka chali chali 2000km Nija jibana saha sangharsh Kari gharaku feri chhanti.
    Neta lagaye ley Co-vaccine, janata covisheld (tension re)
    Petrol 70 ru 100 par
    Gas 450 ru 1000 par
    Grossory item 18 %gst sabu mahanga.
    Gold 74 hajara jhia baha Kariba Kemiti gariba loka ???
    10 lakh ru 15 lakh kuadey gala, samstanku nadelu kichhi gariba Khati khia mulianku deyee thantu.
    2cr sarkari chakiri deba kahi ulta lic, Gail, bhel, railway ra Kichhi, air port private karidela bjp sarkar.
    Mu manaru kahuni,
    Motey jiye galideba sey loka gobara Au andhabhakta nischaya.

  • @nibarandas9776
    @nibarandas9776 4 місяці тому

    Patnaik dala sabu khaigale odisa ku!

  • @BijaySundaray
    @BijaySundaray 4 місяці тому

    Michha.kahibar.sima.sarhad.bhulijauchhanti.modi...14.ra.pratisruti...palan...nakari....puni.michha.pratisruti..aha.sara.desa.basi.jani.leni..tenu.kari.athher.uchit.jabab.debe

  • @srikantakumarbeherasanjay3225
    @srikantakumarbeherasanjay3225 4 місяці тому +12

    Modi touter

  • @RajendraMohanty-v4e
    @RajendraMohanty-v4e 4 місяці тому

    Modijibjpjaysriram

  • @debendranarayandash9040
    @debendranarayandash9040 4 місяці тому +1

    ଏମାନେ ଅଯୋଗ୍ୟ ସାମ୍ବାଦିକ

  • @AjayakumarGochhi
    @AjayakumarGochhi 4 місяці тому

    ତମେ ସଲେ ମୋ ବାଳ ବିଶେଷଜ୍ଞ

  • @swastikvlogs90
    @swastikvlogs90 4 місяці тому

    Aethra bjp jitiba genda dala hariba

  • @sita494
    @sita494 4 місяці тому +1

    Jay hind Jay congress ethara rahul gandhi priminister koi nahi rok sakta @❤

  • @karunakarabehera1286
    @karunakarabehera1286 4 місяці тому

    Bajekotha kohuchhi.......BJD sapot RR

  • @AkhayaRout-r3t
    @AkhayaRout-r3t 4 місяці тому +20

    ନବୀନ ଜିନ୍ଦାବାଦ ଏଥର ବି ଶଙ୍ଖ

    • @sudhirmohapatra1644
      @sudhirmohapatra1644 4 місяці тому +1

      ହାରିବା ସ୍ବଭାବିକ ବିଜେଡିର

    • @ekakarath4940
      @ekakarath4940 4 місяці тому

      Jay sree ram

    • @durgeshpatra4498
      @durgeshpatra4498 4 місяці тому +1

      @@sudhirmohapatra1644 ବିଜେଡି ଶହେରୁ ଉର୍ଦ୍ଧ୍ବ ଜିତିବ ଆମ ଓଡ଼ିଶା କୋଉଠି ବି ହାରିବ ନାହିଁ

    • @subhransuroutray6291
      @subhransuroutray6291 4 місяці тому

      @@sudhirmohapatra1644 bjp haruchi center re

  • @LuckyDebajaniswain
    @LuckyDebajaniswain 4 місяці тому +1

    Are magia tu bjd for re achu kahunu

    • @ashwinisahu6584
      @ashwinisahu6584 4 місяці тому

      Hnn. Yaku pandu jaha. Lekhidaba. Kahile. Paisa pauchhi

  • @KIRANMOHANTAJHUMARSONG
    @KIRANMOHANTAJHUMARSONG 4 місяці тому

    Modua sarkar hotiba darkar

  • @raadhharanjannsahu6555
    @raadhharanjannsahu6555 4 місяці тому

    Aau sambhasana diuntu nahi.

  • @SribatshaKumarNayakSribatsha
    @SribatshaKumarNayakSribatsha 4 місяці тому +2

    Paddy rate deipaarilani,desara paisaaku kharcha Kari Road show karuchhanti PM Modiji,Ghor Lajya ...Lajya.

    • @rajbikervlogs7381
      @rajbikervlogs7381 4 місяці тому

      Bhai pandian road show karuchhi kana nija paisa re ki aau helicopter all districts jai 60crore kharcha kana pandian nija hataru deichhi ki pandian

  • @pradiptripathy6364
    @pradiptripathy6364 4 місяці тому

    Modiji have to take bed rest. due to oldage

  • @skkundu2668
    @skkundu2668 4 місяці тому +4

    Odisha re BJP ra CM prathi kia kuhantu tapare vote katha kahiba nahele vote nahi

    • @crimefiles153
      @crimefiles153 4 місяці тому +3

      BJP jiye b cm huantu jane Odiaa ta heba tame kn Tamil pandu vote dia .

    • @ashwinisahu6584
      @ashwinisahu6584 4 місяці тому +2

      Ye michhua News

    • @deepakbiswal5144
      @deepakbiswal5144 4 місяці тому

      ​@@crimefiles153mg tahele Odishare kan bihari heichi CM ebe😂😂

    • @MadhabDandasena-z5k
      @MadhabDandasena-z5k 4 місяці тому

      Bjp cm prarthi jane bihari maikina , odia loka bichar kemiti

    • @RamanarayanPatra-df8qp
      @RamanarayanPatra-df8qp 4 місяці тому

      Pandian babu BJP ra cm hebe

  • @SubasiniVlogs
    @SubasiniVlogs 4 місяці тому

    Bjd Congress👍👍

  • @pcbarik2003
    @pcbarik2003 4 місяці тому

    E babu BJD ra Spokes Person Ki?

  • @divineAngle5555
    @divineAngle5555 4 місяці тому +1

    Jay Jagannath 🙏
    Jay Naveen 🙏

  • @nibarandas9776
    @nibarandas9776 4 місяці тому

    Valabhabe dekha jauni!

  • @pramodparida746
    @pramodparida746 4 місяці тому +2

    Yes, Naveen Babu real hero❤

  • @hrishibehera3766
    @hrishibehera3766 4 місяці тому +1

    Batya asile kehi asibeni nabin achi

  • @RameshkumarDas-s7k
    @RameshkumarDas-s7k 4 місяці тому

    Perfect 👍🏿

  • @UdayanathJoshi
    @UdayanathJoshi 4 місяці тому

    मोदी का कल अरविंद केजरीवाल

  • @pramodnayak3674
    @pramodnayak3674 4 місяці тому

    Not the words of a journalist,but a politically biased

  • @gopalchaudhury694
    @gopalchaudhury694 4 місяці тому

    Theme BJDra chamacha .keta paisa paeech?

  • @worldgift1159
    @worldgift1159 4 місяці тому

    Bjd ର ସାମ୍ବାଦିକ ଘରେ ବସି ସବୁ 😂

  • @BibunaBibhuti
    @BibunaBibhuti 4 місяці тому +6

    No vote bjp in odisha .

  • @SitaramHembram-v5b
    @SitaramHembram-v5b 4 місяці тому

    Long live Nabin ji

  • @LaxmidharRoul-vd1gh
    @LaxmidharRoul-vd1gh 4 місяці тому

    Pattnaikhatao odisabachao

  • @monojghose4823
    @monojghose4823 4 місяці тому +18

    ମୋଦି ଅପରାଜିତା ଯୋଡ଼ି ବଢିଆ ମାନୁଚି ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ଜୟ ବିହାରୁଣୀ

    • @ekakarath4940
      @ekakarath4940 4 місяці тому

      Tu pa pandu ra pela chata au 20 dina bhl se chate ta pare tamil jaiki chatibu ha ha😆😆

  • @romoj-rusikaproduction7302
    @romoj-rusikaproduction7302 4 місяці тому

    Bjd sponsor Sambadiko

  • @prasantkumarsahoo1054
    @prasantkumarsahoo1054 4 місяці тому

    Bbsr mp seat chod key sab seat harega bjp

  • @brahmanandanandajena8421
    @brahmanandanandajena8421 4 місяці тому

    Bjp swapna dekhuchanti

  • @HrudanandaSahu-bn8kp
    @HrudanandaSahu-bn8kp 4 місяці тому +1

    ModimegicKamakaribaNahiNabinMukshyaMantriheba

  • @gayatrimuduli5352
    @gayatrimuduli5352 4 місяці тому

    Ete barsa sasan kala pare Amara sujogya mukhya mantri nku apana Biju legacy painn Naveen babu nirapad re ye parjanta sasan Khyamata re Rahi chanti boli kemiti kahile.Tankara odisha painn aneka contribution achi.se Jane asadharan byaktitwa.
    Public re mata rakhila bele bujhi bichari kuhantu.