✓ସ୍ବର୍ଗତ ବୁଦ୍ଧଦେବ ସିଂ ଙ୍କ ବିୟୋଗରେ ଶୋକ ପ୍ରକାଶ କରି କୋରାପୁଟିଆ ଗୀତ ଗାଇଲେ ଭେଣ୍ଡା ଗୁରୁ ।

Поділитися
Вставка
  • Опубліковано 6 жов 2024

КОМЕНТАРІ • 504

  • @Koraputstargroup
    @Koraputstargroup 2 роки тому +72

    I really miss you bhudu dev bhai ଆପଣଙ୍କୁ ଆମେ କେବେ ବି ଭୁଲି ପାରିବୁନାହିଁ ଆପଣଂକର ଗାଇଥିବା ଗୀତ ମାଧ୍ୟ୍ୟମରେ ଆମେ ଆପଣକୁ ମନେପକାଇବୁ ଭଗବାନ ଅପାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ(ଜୟ ଜଗନ୍ନାଥ )🙏🙏😭😭

  • @mrbisampod.youtubechannel5807
    @mrbisampod.youtubechannel5807 2 роки тому +15

    ବହୁତ ଭଲ ସିଂଙ୍ଗର ବୁଦ୍ଧଦେବ ଦାଦା । କେମିତି ହେଲା ଦୁନିଆ ଛାଡ଼ି ଦେଲେ ଭାଇ ,,ଜୟ ଜଗନ୍ନାଥ 🙏🙏🙏

  • @lachamanmuduli6318
    @lachamanmuduli6318 2 роки тому +18

    ବହୁତ ଦୁଃଖର ବିଷୟ ଯେ ମୁଁ ବୁଦ୍ଧଦେବଙ୍କ ଗୀତ ସବୁ ବେଳେ ସୁନେ କିନ୍ତୁ ଏବେ ତାଙ୍କ ଗୀତ ସୁଣୀଲେ ବେସି ମନେ ପଡୁଛି ,, I .......miss.... you...,,, ବୁଦ୍ଧଦେବ ଭାଈ 😭😭😭😭😭😭🙏🙏🙏 ଓମ୍ ,,,,ଶାନ୍ତି ,,,,ଜୟ ଜଗନ୍ନାଥ

  • @Oficialmemes
    @Oficialmemes 2 роки тому +14

    Miss you budhdeb Bhai.ବିଶ୍ଵାସ କରି ହେଲା ନା ହେଲାନିରେ ଦେକା ବିଶ୍ୱାସ କରି ନା ହେଲା ନି, ବୁଦ୍ଧଦେବ ନା ନା ଆମର ଛାଡି ଉଟି ଗାଲାୟ ବୋଲି, ବିଶ୍ୱାସ କରି ନା ହେଲା ନି,

  • @bhatrapila
    @bhatrapila 2 роки тому +23

    ବୁଦ୍ଧଦେବ ଭାଇ ଙ୍କୁ ବେସୀ ମନେ ପଡୁଛି ଭାଇ ମୁଁବି କାନ୍ଦୁଚି 😭 really miss you bhai😭😭😭💔

  • @purnaparaja6931
    @purnaparaja6931 2 роки тому +26

    ଗୀତ ଶୁଣିବାରୁ ଆଖିରୁ ଲୁହ ଝରି ଆସୁଛି । ସତରେ ବୁଦ୍ଧଦେବ ଭାଇ i miss you .

  • @Kcgproduction
    @Kcgproduction 2 роки тому +15

    ଗୀତ ଶୁଣିଲେ ବୁଦ୍ଧଦେବ ଭାଇଙ୍କୁ ମନେ ପଡ଼ୁଛି ଆଖିରୁ କାଲି ଲୁହ ଝରୁଛି 😭😭😭 i miss you 🙏🙏🙏

  • @MSSEEUTV
    @MSSEEUTV 2 роки тому +45

    ସମସ୍ତଙ୍କୁ ସବୁବେଳେ ହସାଉଥିବା ବୁଦ୍ଧଦେବ ଭାଇ ସମସ୍ତଙ୍କୁ କନ୍ଦାଇ ଚାଲି ଗଲେ ସବୁଦିନ ପାଇଁ, ମନେ ପଡୁଛ ବୁଦ୍ଧଦେବ ଭାଇ 🙏 ପୁଣି ଫେରି ଆସ ଆଉ ଗୋଟେ ରୂପରେ please 🙏🙏

  • @buduramgouda7690
    @buduramgouda7690 2 роки тому +21

    ମୁଁ କେବେ ବି ଭୁଲି ପାରିବି ନାହିଁ ବୁଦ୍ଧଦେବ ଭାଇର ଗୀତ କେ ସଭୁଵେଲେ ସୁନ୍ତେରବୁ ଆତ୍ମା କୁ ସାନ୍ତିମିଲୁ ଜୟ ଜଗନ୍ନାଥ 🙏🙏🙏

  • @msmkhetraguruofficial4325
    @msmkhetraguruofficial4325 2 роки тому +7

    ଆମେ ସମସ୍ତେ କଳାକାର ତମ ପାଇଁ ବହୁତ୍ ଦୁଃଖିତ budhadev bhai really miss you 😭😭😭😭 ଆଉ ଭେଣ୍ଡା ଗୁରୁ କୁ ବି ମୁଁ କ୍ଷେତ୍ର ଗୁରୁ ପ୍ରମାଣ୍ କରୁଛି କ୍ଷତି ଅପୂରଣୀୟ ଗୀତ ଗାଇଥିବା ରୁ ବହୁତ ବଢିଆ ହେଇଛି......

  • @sarojguruofficial142
    @sarojguruofficial142 2 роки тому +10

    ଆମେ ସବୁ କଳାକାର୍ ତତେ ବୁଦଦେବ ଭାଇ
    ବହୁତ୍ Miss କରୁଛୁ 😭😭😭😭😭

  • @munaguru143
    @munaguru143 2 роки тому +72

    ବହୁତ ସୁନ୍ଦର ଗୀତିକାର ଙ୍କୁ ହରେଇଲୁ ଭାଇ ଦେଶିଆ ସଂଗୀତ ଦୁନିଆ ପାଇଁ ଅପୁରଣୀୟ କ୍ଷତି

  • @djratha4641
    @djratha4641 2 роки тому +46

    ବହୁତ ଦୁଃଖର ଗୀତ ଭାଇ ଆଖିରୁ ଲୁହ ବାହାରୁଛି...😭😭
    ଜୟ ଜଗନ୍ନାଥ ସବୁବେଳେ ତାଙ୍କ ଆତ୍ମାକୁ ଶାନ୍ତିରେ ରଖ...🙏🙏

  • @dulabsanta9396
    @dulabsanta9396 2 роки тому +3

    ବ ହୁତ ବ ହୁତ ଧନ୍ୟବାଦ ଗୀତ ଗାଇଥିବା ରୁ ବେଣ୍ଡା ଗୁରୁ‌ଙ୍କୁ

  • @PBABUOFFICIAL143
    @PBABUOFFICIAL143 2 роки тому +3

    ବହୁତ୍ ଦୁଃଖ ଲାଗୁଛି ଆମେ ଏମିତି ଏକ କଳାକାର କୁ ହରେଇ ଥିବାରୁ ଏମିତି କଳାକାର ମିଳିବାର କଷ୍ଟ, i miss you ବୁଦ୍ଧଦେବ ଭାଇ.😭😭😭 Thank you ଭେଣ୍ଡା ଗୁରୁ ବୁଦ୍ଧଦେବ ଭାଇ ଙ୍କ ପାଇଁ ଗୀତ ଗାଇଥିବାରୁ, ହେ ପ୍ରଭୁ ଜଗନ୍ନାଥ ମୋର ବଡ଼ ଭାଇ ବୁଦ୍ଧଦେବ ଭାଇ ଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ପ୍ରଭୁ ଜଗନ୍ନାଥ,,
    ଓମ୍ ଶାନ୍ତି.🙏🙏🙏💐💐💐 ଜୟ ଜଗନ୍ନାଥ.🙏🙏🙏

  • @GaneshKumar-qk9tj
    @GaneshKumar-qk9tj 2 роки тому +5

    सच में बहुत सीधी सी बात है मेरे दिल से भरी है भूदेव भाई ireally miss you uduhdeve bhi

  • @devendraofficials7039
    @devendraofficials7039 2 роки тому +12

    🙏😭😭ଭଗବାନ ତାଙ୍କର ଆତ୍ମା କୁ ଶାନ୍ତି ଦିଅନ୍ତି ଜୟ ଶିବ ଶଙ୍କର 😭😭🙏 I miss you budhadev bhai

  • @Oficialmemes
    @Oficialmemes 2 роки тому +3

    ଜଣେ ଏତେ ଭଲ ସିଙ୍ଗ ର୍ ଚାଲି ଯିବାଟା, ବହୁତ୍ ଦୁଃଖ ର କଥା , ତାଙ୍କ ପରି ଦେଶିଆ ଗାୟକ ପାଇ ବାଟା ଟିକେ କଷ୍ଟ, ତମର ଜାଗା କେହି ନେଇ ପାରିବେ ନାହିଁ ,i miss you budhadeb bhai😢😢😥🙏

  • @odiaraja7924
    @odiaraja7924 2 роки тому +2

    ବେଣ୍ଡା ଗୁରୁ ଆପଣ ଙ୍କୁ ବୋହୁତ ଧନ୍ୟବାଦା ଜଣାଅଚୁ ବାଇ

  • @sadanmusical2036
    @sadanmusical2036 2 роки тому +10

    ବେଶୀ ମନେ ପଡୁଛି ଭାଈ i miss you entertainment singer budadheb bhai

  • @diwanmusicmasti
    @diwanmusicmasti 2 роки тому +3

    ନିଶ୍ଚୟ ଗୋଟେ ଅପୂରଣିଅ କ୍ଷତି କୋରାପୁଟିଆ ସଂଗୀତ ଜଗତ ର...
    ବୁଦ୍ଧଦେବ ସିଂ ଙ୍କ ସ୍ଥାନ ନା କେହି ନେଇପାରିବେ ନା ତାଙ୍କ ଭଳି ଆଉ କିଏ ହେବେ 😭😭😭
    ବୁଦ୍ଧ ଦେବ ସିଂ ଙ୍କ ଆତ୍ମା କୁ ଭଗବାନ ଶାନ୍ତି ରେ ରଖନ୍ତୁ... ଜୟ ଜଗନ୍ନାଥ

  • @rameshkalar2860
    @rameshkalar2860 2 роки тому +10

    ଗୀତ ଶୁଣିଲେ ବାରମ୍ବାର ମନେ ପଡିଯାଉଛି miss you ବୁଦ୍ଧଦେବ ଭାଈ😭😭😭

  • @dulaltvyoutubechannel6482
    @dulaltvyoutubechannel6482 2 роки тому +4

    ବୁଦ୍ଧଦେବ ବାଈ ଜଣେ କୋରାପୁଟଠାରୁ ବହୁତ ଳଖ କୁ ହଁସାଇ ତିଳା ଏବେ ହେକା ସମସ୍ତ କୁ ଛାଡ଼ି ଚାଲି ଗଳେ ତାଙ୍କ ଆତ୍ମା କୁ sri Jagannath ସାନ୍ତି ଦିହ ଫ୍ରବୁ jai Jagannath

  • @tunagouda4056
    @tunagouda4056 2 роки тому +15

    ବୁଦ୍ଧଦେବ ଭାଇ ଙ୍କୁ ମନେ ପଡ଼ିଗଲେ ଆଖିରୁ ଲୁହ ଝରିପଡୁଛି ଭାଇ

  • @krushnasanta664
    @krushnasanta664 2 роки тому +11

    Budhadev ଭାଇ ବହୁତ ମନେ ପଡ଼ୁଛ

  • @koraputiamx1627
    @koraputiamx1627 2 роки тому +7

    ବହୁତ ମୋନେ ପଡୁଛି ବୁଦ୍ଧଦେବ ଭାଇ 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @suryaking4643
    @suryaking4643 2 роки тому +2

    Bhagaban kahinki sabu bele bhala Loko ku hi dakanti Semiti singer aau aasibe nahi miss you so much my dear singer buddhadeb

  • @raghunathbhatra6342
    @raghunathbhatra6342 2 роки тому +4

    ବୁଦ୍ଧଦେବ ପାଇଁ ଗୀତ ଗାଇ ଥିବାରୁ।‌ଆମର ଭେଣ୍ଡା ଗୁରୁ ଙ୍କୁ ବହୁତ ବହୁତ ଧନ୍ୟବାଦ...miss u bhudadev bhai...

  • @DambaruDas91
    @DambaruDas91 2 роки тому +9

    Nice song. Miss you budhabev Bhai....

  • @UpendraLocalTv
    @UpendraLocalTv 2 роки тому +4

    Miss you 😘😘 budhadev bhai ..i really miss 🙏🙏🙏😭😭😭😭😭

  • @apkoraputia2619
    @apkoraputia2619 2 роки тому +2

    ଗୀତ ସୁନି ଆଖି ରୁ ଲୁହ ବାରୁଛି ଭାଇ really i Miss you ବୁଦ୍ଧଦେବ ଭାଇ ଆମକୁ ଛାଡିଚାଲି ଗଲ

  • @Mr_NARENDRA_KORAPUT_3585
    @Mr_NARENDRA_KORAPUT_3585 2 роки тому +1

    ବୁଦ୍ଧଦେବ ଭାଇ ତୋ ଆତ୍ମାକୁ ଜଗନ୍ନାଥ ଶାନ୍ତି ରେ ରଖନ୍ତୁ 🙏🙏🙏

  • @amarb3200
    @amarb3200 2 роки тому +8

    I miss you Dada 😭😭😭😭 Jay jagrnnath

  • @PMMUSICALS
    @PMMUSICALS 2 роки тому +1

    Bhudadev Bhai ତମ ଜାଗା ସବୁ ଧିନ ଅଧୁରା ରହିବ। 😭😭😭 କେହି ତମ ଜାଗା ନେହିଁ ପାରିବେ ନାହିଁ... ସମସ୍ତଙ୍କୁ ହଁସେଇ ଆଜି କନ୍ଦେଇ ଦେଳ ଭାଇ .. I Miss U...Bhai ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖେ ମୋର ଏତିକି ପ୍ରାର୍ଥନା ତମ ଆତ୍ମା କୁ ଶାନ୍ତି ପ୍ରଧାନ କରନ୍ତୁ।

  • @mdkoraputiastatus
    @mdkoraputiastatus 2 роки тому +1

    Bohut Mane poducho bhai really i miss you gito suni ki akhi ru luho jhari jauchi 😭😭

  • @rameshnona2108
    @rameshnona2108 2 роки тому +3

    ଦୁଃଖ ଲାଗୁଚି 🙏😭🙏 ବଦ୍ଧଦେବ ସିଂ ଭାଇ

  • @khoratankadhar8193
    @khoratankadhar8193 2 роки тому +1

    ହଁ ଭାଇ ମୋତେ ବି ବହୁତ ଦୁଃଖିତ ଲାଗିଲା

  • @UmeshMajhi-y1o
    @UmeshMajhi-y1o Годину тому +1

    Hii miss you bhudu dev Bhai kebebi bhuli paribinaei❤

  • @nilambarbhatranilambarbhat2284
    @nilambarbhatranilambarbhat2284 2 роки тому +2

    Gita sunile akhiru luha jharuchi bhai bahut Mane paducha bhai

  • @jhadeshgouda1197
    @jhadeshgouda1197 2 роки тому +2

    ବୋଡ଼ିଆ ନା ଭାଇ 🙏❤️👍

  • @mrrnkoraputia6978
    @mrrnkoraputia6978 2 роки тому +1

    ବହୁତ ସୁନ୍ଦର ଗୀତିକାର କୁ ହରେଇଲୁ

  • @MaMa-ll5wt
    @MaMa-ll5wt 2 роки тому +1

    ବୁଦଦେବ ଭାଇ କେତେ ସୁନ୍ଦର ଗୀତ ଗାଈ ଏଦୁନିଆ କୁ ହଁସାଉତିଲୁ ଭାଇ ଏ ବେଆଉଅଅଂଶେଇଲା ପରିନାହିଁ ଭାଇ ଭାଇ ଭାଇ,,

  • @tunakalar5073
    @tunakalar5073 2 роки тому +4

    ଏତର କାର ଗୀତ ସୁଣବୁଭେ ବିଶ୍ବନାତ ଭାଇ ଭଲ ଗୀତ କିଏ ଗାଇଭ

  • @nilambarbhatranilambarbhat2284
    @nilambarbhatranilambarbhat2284 2 роки тому +2

    Bahut Mane paducha bhai apananku kebe bulibi nai bagaban apananka atma ku Santi diontu Jay Jagannath

  • @haladharsanta7305
    @haladharsanta7305 2 роки тому +4

    ବହୁତ୍ ଦୁଃଖ ଲାଗୁଛି ବୁଦ୍ଧ ଦେବ ଭାଇ କୁ ଭୁଲି ହେଉନି

  • @baidamajhi9653
    @baidamajhi9653 2 роки тому +1

    ସବୁଶେଇ ଇଶର ରଲିଲା ବୁନ୍ଧଦେବ ବାଇ ବଗବାନ ତାକୁଶୁକରେ ରକତୁ

  • @sanyasisg6305
    @sanyasisg6305 2 роки тому +2

    Really I miss you budhadeb bro I request to JBR production channel members what was the matter for budhadeb bro please reply

  • @Hariharnayak77
    @Hariharnayak77 2 роки тому +1

    Miss ୟୁ ଭାଇ..... Budhadev bhai...

  • @kamolochangoudo9335
    @kamolochangoudo9335 2 роки тому +2

    ବଉତ ଦୁଃଖ ଲାଗୁଚି🙏🙏🙏ଜୟ ଜଗନ୍ନାଥ 😭😭😭😭

  • @mr.surendra6771
    @mr.surendra6771 2 роки тому +1

    I miss you budhadeb bhai and I love you Bhai bahuta mane paduchi😭😭😭😭

  • @gurudevmuduli265
    @gurudevmuduli265 2 роки тому +1

    କାହିଁ କି କେ ଜାଣେ ଭଲ ଲୋକ ସମସ୍ତଙ୍କର ମନ କିଣି ଦୁଃଖ ଦେଇ ଯାଇଛନ୍ତି।😭😭😭।

  • @raghunathbhatra6349
    @raghunathbhatra6349 2 роки тому +2

    ବୁଦ୍ଧଦେବ ଭାଇ ମୁଁ ତୋ ତୋମୋର ଗୀତ ହିଁ ଶୁଣୁଥିଲୀ ୟୁଟ୍ୟୁବରେ ଡାଉନଲୋଡ କରି ହେବେ ଆଉ କା ଗୀତ ଶୁଣିବି ତୋମେ କାହିଁକି ଛାଡ଼ି ଚାଲିଗଲ ମୋ ଆଖିରୁ ଲୁହ ହିଁ ଶୁଖୁଣି ତୋମେ ଜଉ ଟିବି ଅଛ ଭଲରେ ତାଅ ମୁଁ ଭଗବାନ କୁ ପ୍ରାଥନା କରୁଛି ତୋମ ଆତ୍ମାକୁ ଶାନ୍ତି ମିଲୁ ଜୟ ଜଗନ୍ନାଥ ସ୍ବାମୀ ମୋ ଭାଇର ଆତ୍ମାକୁ ଶାନ୍ତି ମିଲୁ

  • @sadboygopu6633
    @sadboygopu6633 2 роки тому +4

    ବହୁତ ମନେ ପଡୁଛି i miss you 😭😭😭

  • @thanamuduli9931
    @thanamuduli9931 2 роки тому +3

    ଦୁଃଖ ଲାଗୁଛି ବୁଦ୍ଧଦେବ ଭାଇଙ୍କୁ ଜୀବନରୁ ବୁଲିହେବନାହିଁ

  • @krushnachandra4687
    @krushnachandra4687 2 роки тому +2

    Bahut dukhata kobar sir I miss you budhadev bhai

  • @dambarubissoi5577
    @dambarubissoi5577 2 роки тому +2

    Bahutt dukha laguchi ...i miss you vudha bhai 😭😭😭

  • @budangond2991
    @budangond2991 2 роки тому +1

    Ame kebe buliparibu nahi bahi bahutha Sundhar Githa gahutilo bahi

  • @dambrudharbhatra676
    @dambrudharbhatra676 2 роки тому +5

    I miss you Budhadev Bhai

  • @bhishmapujari8424
    @bhishmapujari8424 2 роки тому +1

    Bahutha dukha lagu chi bhai hegitha tumar sunniki imiss you budhu bhai

  • @sabitreeburudi7012
    @sabitreeburudi7012 2 роки тому +1

    ଗୀତ ଶୁଣିଲେ ଆଖିରୁ ଲୁହ ଝରି ଆସେ bhudu dev 😂😂😂😂😂😂😂😂 bhi miss you

  • @RKOdishamusic
    @RKOdishamusic 2 роки тому +2

    I miss you Budhadev Baina 😭😭😭😭😭🤣🤣

  • @PR-Pinkureeta1.4.3
    @PR-Pinkureeta1.4.3 2 роки тому +2

    I miss you bhaina ଆମକୁ ସମସ୍ତଙ୍କୁ ଛାଡିକି କେମିତି ଚାଲିଗଲ ତମ ପରି କଳାକାର ଏଇ ଦୁନିଆ ରେ ନାହିଁ ଭାଇନା କମେଡି ହେଉ କି ଗୀତ ଗାଇବାକୁ ହେଉ କି ଯୋଉ ଜାଗାରେ ମଧ୍ୟ ତମେ କମ୍ ନ ଥିଲ ଆମେ ତମକୁ ବୋହୁତ ମିସ କରିକୀ କାନ୍ଦୁଛୁ ଭାଈନା Plz ଆଉ ଥରେ ଆସ ଭାଈନା 😭😭😭😭😭😭😭😭😭😭😭

  • @ranjankope6622
    @ranjankope6622 2 роки тому

    ଆମେ ତୁମର ଗୀତ କୁ ୟୁଟୁବ ରେ ଶୁଣି ବହୁତ ମନେ ପକଉଛୁ ସତରେ i miss you ବୁଦ୍ଧଦେବ ଭାଇ, ତୁମର ଅମର ଆତ୍ମା କୁ ଶାନ୍ତିମିଳୁ, ତାଙ୍କର ଦେଶିଆ ଗୀତ ଶୁଣୁଥିବା ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ

  • @BR.LifeLine
    @BR.LifeLine 2 роки тому +1

    I miss you ବୁଦ୍ଧଦେବ ଭାଇ ଜୟ

  • @msdigital648
    @msdigital648 2 роки тому +8

    Miss you buddhadev bhai

  • @BIJURAM207
    @BIJURAM207 2 роки тому +1

    I miss you 😭😭😭 bro really... ମୁଁ ବିଶ୍ୱାସ କରିପାରୁନି ଭଉତ ଦୁଃଖ ଲାଗୁଛି

  • @birisalabendpartyjhukegana6774
    @birisalabendpartyjhukegana6774 2 роки тому +1

    Bududev Bhai miss you gita sunile luhajaruchi

  • @bansipatrabhatra984
    @bansipatrabhatra984 2 роки тому +2

    ଏବେ କଣ କରିବୁ ଆରି ଆମେ ଆଉ କାହାର ଗୀତ ଶୁଣିବାକୁ ଇଚ୍ଛା ହେଉନି

  • @tejakumarbhatra8704
    @tejakumarbhatra8704 2 роки тому +1

    Really ଭାଇ ବେଶି ଦୁଖଃର୍ ଲାଗୁଛି, ଏମିତିକା singer ଛାଡ଼ି ଚାଲି ଯିବାରୁ,..... 😭

  • @rbncreation2.052
    @rbncreation2.052 2 роки тому +1

    ଭାଇ ହାମେ କେତେ ଭଲ ପାଉତିଲୁ ହାମର ଉଧବସିଂ ଭାଇ କୁ କୋରାପୁଟିଆ କଳାକାର ତିଳ ଗୀତ ଟା କେତେ ଭଢ଼ିଆ ଗୀତ ଘାଇ ଥିଲ ହାମେ କମେଡି ଗୀତ କେନ୍ତି ଶୁନୁଁବୁ କିଏ କୋରାପୁଟିଆ କମେଡି ଗୀତ ଗାଇବ ଜୟ ଜଗନ୍ନାଥ 🙏🙏🙏🙏

  • @HariBagheldiary
    @HariBagheldiary 2 роки тому +1

    Miss you budhdev bhai🌹🌹🌹

  • @S-B-Official5824
    @S-B-Official5824 2 роки тому +4

    I miss you ବୁଦ୍ଧଦେବ ଭାଇ

  • @prb760
    @prb760 2 роки тому +4

    I miss you ବୁଦ୍ଧଦେବ ବାଇ

  • @halbihungama7988
    @halbihungama7988 2 роки тому +1

    Bhenda guru emotional gita gaile . Really miss you budhadev dada😭😭😭

  • @malatipatra1362
    @malatipatra1362 2 роки тому +1

    Nice very nice songs sweet voice God bless you 💜🙏🙏🙏💜👌👌👌💜

  • @chitrasenpangi9295
    @chitrasenpangi9295 2 роки тому +1

    Bahut dukha laguchhi aame gote bada Comedy guru 🎤👩‍🎤singer ku harai..... Tankar aatma ku santi milu.... 😭😭😭😭😭 bhenda bhai tumor geet suni Luha jhari galani 🙏🙏🙏🙏😭😭😭😭

  • @mrjugalkumar123
    @mrjugalkumar123 2 роки тому +2

    ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ 😭😭😭😭😭😭😭😭😭😭

  • @dkmusic4291
    @dkmusic4291 2 роки тому +1

    Nice bhina

  • @ଜୟରାମଗୌଡ଼
    @ଜୟରାମଗୌଡ଼ 2 роки тому +1

    jagarnath god bless you budhadev bhai

  • @checksinghkashyap8940
    @checksinghkashyap8940 2 роки тому +1

    Ham baster wale bhi miss you kar rahe hai Bhai

  • @bhagtachilkuria3108
    @bhagtachilkuria3108 2 роки тому +1

    😭😭😭😭🙏🙏🙏bola laguthi bhai aunai bolare tau Jay jagannath

  • @ashokkumarnayak9052
    @ashokkumarnayak9052 2 роки тому +1

    ତାଙ୍କ ଅମର ଆତ୍ମାର ସଦ୍ଗତି କାମନା, ଶୋକ ସନ୍ତପ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ଧୈର୍ଯ୍ୟ ଦିଅନ୍ତୁ😭😭

  • @kesabpujari1804
    @kesabpujari1804 2 роки тому +1

    Bahut Sundar song

  • @37MITHUN
    @37MITHUN 2 роки тому +1

    😭😭😭😭😭😭😭😭😭😭😭 i miss you budhadev bhai

  • @alexmrAkash
    @alexmrAkash 2 роки тому +1

    Really I miss you bhudhadev bhai

  • @odiaraja7924
    @odiaraja7924 2 роки тому +1

    JBR NO.1😢😢😢😢😢ମୁ ଦୁକିତ

  • @rajachalan9233
    @rajachalan9233 2 роки тому +2

    Besi dhuko laguchi BHAI rano 😅😅😅

  • @trilochanbhatra1436
    @trilochanbhatra1436 2 роки тому +1

    ବୋଉଥ ଦୁକ ଲାଗୁଛି ଭାଇନା

  • @naraharibhatra1879
    @naraharibhatra1879 Рік тому +1

    Ame barambar geeta sunichu hele bhulake nai helani

  • @bijaywriter-from-gorakhpur8471
    @bijaywriter-from-gorakhpur8471 2 роки тому +2

    Miss you budhadev Singh bhai.... 😭😭😭😭😭

  • @manojdakua1767
    @manojdakua1767 2 роки тому +1

    Dhanio rate bhududev bhae Ada dine ssadigalu bada bhae

  • @surendragouda225
    @surendragouda225 2 роки тому +1

    Nice song benda guru

  • @labanyapujari3914
    @labanyapujari3914 2 роки тому +2

    miss you budhadev bhai 😭😭😭🙏🙏

  • @sankarkhillo8373
    @sankarkhillo8373 2 роки тому +1

    Really heart touching song ❤️ we will always miss u budhdev sir🙏🙏🙏🙏🙏🙏

  • @kabishminyaka2460
    @kabishminyaka2460 2 роки тому +1

    ଆମ କୋରାପୁଟିଆ ପାଖରେ ଏମିତି ଭଲପାଇବା ସବୁଦିନପାଇ ରହୁ ଏହି ଗୀତ ଶୁଣିଲାପରେ ଜାଣିଲି ଆମେ ଏକ ସୁନ୍ଦର କଲା କରଙ୍କୁ ସବୁଦିନପାଇ ହରାଇଲୁ ଭଗବାନଙ୍କୁ ଏହା ପ୍ରାଥନା ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ

  • @giridharguntha6256
    @giridharguntha6256 2 роки тому +3

    I miss you budhadev bhai 😭😭😭

  • @tulagouda843
    @tulagouda843 2 роки тому +1

    matea Dukhalaguchi budhadev bhai kau 😭😭😭😭😭😭

  • @guromajhi7020
    @guromajhi7020 2 роки тому +1

    Kemiti Dethela Bhuddevsingro

  • @kkoraputia6516
    @kkoraputia6516 2 роки тому +2

    I miss you Bududav bhai 😭😭🙏🙏💔🙇

  • @laxmichgauda9275
    @laxmichgauda9275 2 роки тому +1

    Really I Miss you Budhadeb bro