ଧାନ ର ଏକ ନମ୍ବର ସାର //ସବୁ ସାର ର ଵାପା // Best fartilizar for paddy cultivation//

Поділитися
Вставка
  • Опубліковано 9 лют 2025
  • ଧାନ ର ଏକ ନମ୍ବର ସାର //ସବୁ ସାର ର ଵାପା // Best fartilizar for paddy cultivation//
    A most important and valuable fartilizar of paddy cultivation is essential for farmars to make its crops better improve.The details and composition of same fartilizar has been displayed and explained details step by step in this video.
    #kurefultv #bestfartiliserofpaddy #yaramilacomplex
    Follow us-
    Facebook--www.facebook.com
    Instagram-- / www.google.com
    ଲିଙ୍କ୍ ସାର କିଣିବା ପାଇଁ ତଳେ ଦିଆଯାଇଛି
    amzn.to/3kb1Puk
    କମ୍ ଖର୍ଚ୍ଚରେ ସାର୍ ଚାହୁଁଥିଲେ ତଳେ ଲିଙ୍କ୍ କୁ କ୍ଲିକ୍ କରନ୍ତୁ
    amzn.to/396onGn
    Your queries-
    Best fartilizar of paddy cultivation
    Sara mananka bapa
    Sara Madhya re bada sara
    dhana chasa kipari karajae
    dhana chasa kemiti karanti
    dhana chasa ra pranali details
    dhana chasa odia
    dhana chasa ra safala sutra
    kaun sara deba bhala
    dhana re kipari sara diajaa
    dhana re kemiti sara dianti
    dhana ra top sara
    dhana sara a to z
    sara details

КОМЕНТАРІ • 84

  • @jagadishsahu-wk4mq
    @jagadishsahu-wk4mq Рік тому +4

    ବହୁତ ଵହୁତ ଭଲ କଥା ସାର

  • @aswinimirdha3427
    @aswinimirdha3427 3 роки тому +1

    Dhanyabad Chasi Upajogi Khabar 👍JAI MAA SAMLESWARI👌

    • @Kurefultv
      @Kurefultv  3 роки тому +2

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣମାନଙ୍କ ଆର୍ଶୀବାଦ ଥାଉ ଏତିକି ଆବେଦନ

  • @purushottamsahu5086
    @purushottamsahu5086 3 роки тому +1

    Very nice suggestion

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା

  • @patelfarming7165
    @patelfarming7165 3 роки тому +1

    Nices video

  • @smproduction603
    @smproduction603 3 роки тому +1

    Sir it's very good video, thank you sir

  • @jagannathmajhi2167
    @jagannathmajhi2167 3 роки тому +1

    Thanks sir

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା

  • @gajanandip1020
    @gajanandip1020 3 роки тому

    Bahut badhiaa dada

    • @Kurefultv
      @Kurefultv  3 роки тому

      ଧନ୍ୟବାଦ ଭାଇ, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ

  • @lingarajmeher9701
    @lingarajmeher9701 2 роки тому

    Thank you very much sir

    • @Kurefultv
      @Kurefultv  2 роки тому +1

      ଧନ୍ୟବାଦ

  • @Maamohini2563
    @Maamohini2563 3 роки тому

    Badhia suchna te dele aagya

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ।

  • @lakshyapatimahar4286
    @lakshyapatimahar4286 3 роки тому +1

    Very nice

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ

  • @manoranjannag1552
    @manoranjannag1552 3 роки тому

    ଆଜ୍ଞା ଜୁହାର ମୁଁଇ ଆପଣଙ୍କର ନିଯମ ହିସାବରେ ଚାଷ ଟା କରିଛେ ଆଉ ଛାଷ ବି ବହୁତ ବଢିଆ ହେଇଛେ । ମୁଁଇ ଜାନବାକେ ଚାହୁଛେ 140 ରୁ 145 ଦିନିଆ ଧାନ ରେ ଥୋଡ ସାର ଟା କେଭେ ଆଉ କେତେ ପରିମାଣରେ କେନ କେନ ସାର ଦେବାର କଥା ଟିକେ କହୁନ ।

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଆପଣଙ୍କ ମତାମତ ଓ ପ୍ରଶ୍ନ ଆମ ପାଇଁ ବହୁତ ମୂଲ୍ୟବାନ। ଆପଣଙ୍କ ପ୍ରଶ୍ନ ଆଧାରିତ ଭିଡିଓ ଖୁବ୍ ଶୀଘ୍ର ଆମର ଚେନାଲ୍ ରେ ଦେଖି ପାରିବେ। ଅନୁରୋଧ ଟିକିଏ ଅପେକ୍ଷା କରନ୍ତୁ।

  • @anantadash2726
    @anantadash2726 3 роки тому +2

    ଆଜ୍ଞା.. ଇ ସାର କେ 12kg ହିସାବେ 2 ଥର ଗୁଟେ ଏକର ଥି ମାରିଦେଲେ ଧାନ ହେବାକେଁ... ଆଉ ଅଲଗା ସାର ବିଲକୁଲ ଦେବାର କେ ନି ପଡେ ତ... 25kg ଇ ସାର ଥି ଧାନ ହେଇ ଯିବା କେଁ ଆଜ୍ଞା.. ଟିକେ ଜଣା ବେ

    • @Kurefultv
      @Kurefultv  3 роки тому +1

      ନମସ୍କାର ଆଜ୍ଞା, ଆପଣଙ୍କ ପ୍ରଶ୍ନ କୁ ଆମେ ସମ୍ମାନ ଜଣାଉଛୁ। ଦେଖନ୍ତୁ ଏତିକି ସାର ଖାଲି ଦେଇଦେଲେ ସରିଯିବ ନୁହେଁ କଥା, ଯଦି ଆପଣ ଅନୁମୋଦିତ ପ୍ରଣାଳୀ ରେ ଚାଷ କରି ଆସୁଛନ୍ତି, ତେବେ ଗ୍ରୋତ ପ୍ରମୋଟର ଭାଵରେ ଦେଇ ପାରିବେ। ଜାଣନ୍ତୁ ଯେ, ଏହା ଏକ ଧାନ ଚାଷ ର ସ୍ଵତନ୍ତ୍ର ସାର। ଏହା ଦେବାପରେ, ଆପଣ ଅନ୍ୟ ସାର କମ୍ ଭାବରେ ଦେଇ ପାରିବେ।

    • @anantadash2726
      @anantadash2726 3 роки тому +1

      @@Kurefultv
      ଆଜ୍ଞା ହଁ.... ମୁଁ ସବୁ ବେଳେ ଆପଣଙ୍କ ଭିଡିଓ ଦେଖେ..

  • @khageswarsahu4366
    @khageswarsahu4366 8 місяців тому

    Pan jamuna rua dhan re ken ta kari dele bhal heva

  • @SmilingCheeseBoard-kf6xx
    @SmilingCheeseBoard-kf6xx Рік тому

    20t upadan kana

  • @JhsskrtanTandakar
    @JhsskrtanTandakar 3 місяці тому

    ଧାନ ଦବି ଦବି ବାହାରୁଛି କଣା କଣା ଦେଲେ ସମାନ ହି ସା ବେ ବାହାର ବା

  • @deshranjanpatel651
    @deshranjanpatel651 Рік тому

    ଆଜ୍ଞା, ନମସ୍କାର, ଏହା କେଉଁଠି ମିଳିପାରିବ

    • @Kurefultv
      @Kurefultv  Рік тому

      ଅନ୍ ଲାଇନ୍ ରେ ମଗାଇ ପାରିବେ

  • @pintumishra1450
    @pintumishra1450 2 роки тому

    Bargarh district ra kaen jagarae milba

    • @Kurefultv
      @Kurefultv  2 роки тому

      ବଡ଼ ଦୋକାନରେ ଯୋଗାଯୋଗ କରନ୍ତୁ

  • @ghanashyamsahusahu8273
    @ghanashyamsahusahu8273 2 роки тому

    Sir dhan bunbar 75 din heigalana dei heba ki

    • @Kurefultv
      @Kurefultv  2 роки тому

      ଦେଇ ପାରିବେ

  • @artatranpradhan1307
    @artatranpradhan1307 3 роки тому

    ଇତାର ସାଂଗେ ଆଉ ଅଲଗା ସାର ମିଶା ଲାଗବା କେଁ..ସାର୍

    • @Kurefultv
      @Kurefultv  3 роки тому +1

      ନମସ୍କାର ଆଜ୍ଞା, ଏଥିରେ ଆଉ କୌଣସି ସାର ମିଶାଇ ଵାକୁ ପଡିଵ ନାହିଁ।

  • @mathuramathurasahu3768
    @mathuramathurasahu3768 Рік тому

    Apanakara Namar tk debha

    • @Kurefultv
      @Kurefultv  Рік тому

      ଚେନାଲ୍ ପେଜ୍ ରେ ଦିଆଯାଇଛି

  • @bhubabanayak5597
    @bhubabanayak5597 3 роки тому

    ket din bhitere a sar deba achhe sir

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଏହା ୫୦-୬୦ ଦିନର ଧାନ ରେ ଦେଇ ପାରିବେ।

  • @mishrabag3069
    @mishrabag3069 3 роки тому

    Sir seotember re barsha hele swarna dhan k kana karaheba

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଯଦି ମୂଳ ସାର ଦେଇନଥିଲେ, ଦେବାକୁ ବ୍ୟବସ୍ଥା କରନ୍ତୁ।

  • @sanjaydalabehera4647
    @sanjaydalabehera4647 3 роки тому

    Rasi chas bisayare video gute banabe sir

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଆଗକୁ ଏଥିପ୍ରତି ଦୃଷ୍ଟି ଦେବୁ ନିଶ୍ଚୟ।

  • @ArunMahakur-kz4uv
    @ArunMahakur-kz4uv Рік тому

    Kete paisa e sar

  • @mishrabag3069
    @mishrabag3069 3 роки тому

    Sir A

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ

  • @bkfancy3317
    @bkfancy3317 3 роки тому

    Heavy rate,,,,,

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ,ଆପଣ ଧାନ ର ଗ୍ରୋତ୍ ଦେଖି ଅଧା ସାର ଦେଇ ପାରିବେ।

  • @purushottamsahu5086
    @purushottamsahu5086 3 роки тому +3

    Sir company kete commission dela

  • @manojrout4463
    @manojrout4463 Рік тому +1

    ସାରେ ଧାନ ରୋଇଲା ବେଳେ ପଟାଶ,ୟୁରିଆ,ଡିଏପି ସଵୁ ମିଶିକି ତିନି କିଲେ ପକେଇଛି ଗୋଟିଏ ଗୁଣୃ ରେ ଧାନ ରୋଇବାର 15ଦିନ ହେଲାଣି ଭାବୁଛି ଗ୍ରୋମର କିଲେ ଲେଖା ପକେଇବି କୋମିତି ହଵ କହିବେ ଆଜ୍ଞା ନମସ୍କାର।

  • @banchhanidhirajahansa8890
    @banchhanidhirajahansa8890 3 роки тому

    Kenta kari doch dema

    • @banchhanidhirajahansa8890
      @banchhanidhirajahansa8890 3 роки тому

      Danabala ki liqued

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଭିଡିଓ ରେ ପୁରା ଡିଟେଲ୍ କୁହାଯାଇଛି

  • @ArunMahakur-kz4uv
    @ArunMahakur-kz4uv Рік тому

    Kene milba sar

    • @Kurefultv
      @Kurefultv  Рік тому

      ଅନ୍ ଲାଇନ୍ ରେ ମଗାଇ ପାରିବେ

  • @manoranjannag1552
    @manoranjannag1552 3 роки тому

    ଆଜ୍ଞା ଜୁହାର ଇ 145 ଦିନ ରେ ଅମଲ ହେଉଥିବା ଧାନ ରେ ଧାନ ଗର୍ଭ ଆସଲା ସମଯରେ ଥୋଡ ସାର ର ବଦଲା Yara Mila Complex ସାର କେ ଦେଲେ କେନ୍ତା ହେବା ।

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଆପଣଙ୍କ ପ୍ରଶ୍ନ ବହୁତ ସୁନ୍ଦର, ଦେଖନ୍ତୁ,ୟାରାମିଲା ସାର ଆପଣ ୫୦-୬୦ ଦିନ ରେ ଦେବା ଭଲ । ଏହା କୁ ଦେଲେ ବହୁତ ବଢିଆ ହେଵ କିନ୍ତୁ ଗର୍ଭ ଧାରଣ ଆଗରୁ ଦେବେ । ପୁଣି ଗର୍ଭଧାରଣ ସମୟରେ ଆପଣ NPK 00:00:50 କୁ ଏକର ପ୍ରତି ୧ କେଜି ଦେବାକୁ ହେବ , ଯାହାକି ୧୦୦% ଭଲ। ଧନ୍ୟବାଦ

  • @Bibek_musical
    @Bibek_musical 3 роки тому

    ok angya rabi chas thi dekhma

    • @Kurefultv
      @Kurefultv  3 роки тому

      ସାହୁ ଆଜ୍ଞା, ଜୁହାର, ଆପଣମାନକର ଆର୍ଶୀବାଦ ଥାଉ ଏତିକି ଆବେଦନ

  • @myvillage855
    @myvillage855 3 роки тому

    ଧାନ ଫସଲ ଥି ରୁଇବାର 15 ଦିନ ଟା ଠିକ୍ କି ପଲ୍ଲା ପକା କେ ହିସାବ ହେବା ସାର୍

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ସବୁବେଳେ ପହ୍ଲା ରୁଆ ଦିନ ରୁ ହିସାବ କରାଯାଏ।

  • @sanjaydalabehera4647
    @sanjaydalabehera4647 3 роки тому

    12kg kete khetre dema

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଏହା ଏକ ଏକର ଜମି ରେ ଦେବାକୁ ହେବ।

  • @trilochankuanr1239
    @trilochankuanr1239 3 роки тому

    ମୂଶା ଧାନ୍ ଗଛ କାଟୁଛନ୍ ତାର ଉପେ କାଣା

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ, ମୂଷା ଦମନ କରିବା ଉପରେ ,ଆମ ଚେନାଲ୍ ରେ ଭିଡିଓ ଅଛି, ଦୟାକରି ଦେଖିବାକୁ ଅନୁରୋଧ।

  • @kansamajhi9380
    @kansamajhi9380 3 роки тому

    ଛଗୁଡିଆ ପୋଗ୍ କେନ୍ତା ଦିସ୍ସି

    • @Kurefultv
      @Kurefultv  3 роки тому +1

      ନମସ୍କାର ଆଜ୍ଞା,ଏହା ମାଛି ମାନଙ୍କ ଶ୍ରେଣୀ ର , ଆକାର ରେ ସାଧାରଣ ଥାଏ ।

  • @mansingmurmu626
    @mansingmurmu626 3 роки тому

    Kichhi janina

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ, ଆପଣମାନଙ୍କ ଆର୍ଶୀବାଦ ଥାଉ ଏତିକି ଆବେଦନ

  • @hrudanandamuduli2810
    @hrudanandamuduli2810 3 роки тому

    ଧନ କାଣ୍ଡ ବିଦ୍ଧ ଓ ମଜଲାଗିଲେକଣ ବିଶ ମାରି ଦରକାର

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଏହା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ରହିଛି, ଦୟାକରି ଦେଖିବାକୁ ଅନୁରୋଧ

  • @basantapradhan2523
    @basantapradhan2523 2 роки тому

    ଚଚବୂୀରବଲ

    • @Kurefultv
      @Kurefultv  2 роки тому

      ଧନ୍ୟବାଦ ଆଜ୍ଞା ନମସ୍କାର

  • @bholanathseth757
    @bholanathseth757 3 роки тому

    Sir Mob nom send karun

    • @Kurefultv
      @Kurefultv  3 роки тому

      ନମସ୍କାର ଆଜ୍ଞା, ଆନ୍ତରିକ ଧନ୍ୟବାଦ, ଆମର ଚେନାଲ୍ ପେଜ୍ ର ଏଵାଉଡ୍ ରେ ଆମର ଯୋଗାଯୋଗ ନମ୍ବର ଅଛି, ଦୟାକରି ଦେଖିବାକୁ ଅନୁରୋଧ

  • @sahadebmajhi7101
    @sahadebmajhi7101 2 роки тому +1

    Very nice

  • @nabinsalma7754
    @nabinsalma7754 Рік тому

    Very nice