Bengaluru, surat, mumbai, Tamil Nadu,etc job pain' jauchanti kon pain' waste of Odia education sirf communication kamo re lage nachet bakwas,sc,st, general Mane ghore tanko mother tongue 👅 bhasha re kotha huonti
Right,kintu ame teacher Mane training re entry Mari bhara buluchanti but samaste nuhe,moo matara ama primary teacher Mane au tike qualified heba uchit@@pravati6357
ବିଲେଇ ବହି, ବେଷ୍ଟ ବହି
ଏମିତି ବହି, ଜଗତେ ନାହିଁ
ଭକ୍ତକବି ମଧୁସୂଦନ ରାଓ ଖୁବ୍ ଦୂରଦର୍ଶୀ ଥିଲେ
❤❤❤❤❤❤❤
Bengaluru, surat, mumbai, Tamil Nadu,etc job pain' jauchanti kon pain' waste of Odia education sirf communication kamo re lage nachet bakwas,sc,st, general Mane ghore tanko mother tongue 👅 bhasha re kotha huonti
କଥା କହିବା ସ୍ୱର ଅତି ସୁନ୍ଦର ଲାଗିଲା ❤
Ek no msg
❤❤❤
Thank you
ଆରେ ମୂଷା ବହି ନୋ ଖାଉ ସେତି ପାଇଁ ବର୍ଣ୍ଣ ବଧ ବହିରେ ବିଲେଇ ଚିତ୍ର ଅଛି 😂
Perfect answer
😂😂
Maaghyaa 😂
Theek kahila
😂😂
ଗତ 2 ଦିନ ପୂର୍ବ ରୁ ମୋର ଜଣେ ଛାତ୍ର ମତେ ଏହି ପ୍ରଶ୍ନ ପଚାରିଥିଲେ ଯେ ମଧୁ ବର୍ଣ୍ଣବୋଧ ରେ କାହିଁକି ବିଲେଇ ର ଚିତ୍ର ରହିଛି ବୋଲି, ମୁଁ ଏହାର ଉତ୍ତର ଜାଣି ନଥିଲି ସେଇଥି ପାଇଁ ତାକୁ ପରେ ଏହାର ଉତ୍ତର ଦେବି ବୋଲି କହିଥିଲି, ଲାଗୁଛି ଆଜି ସେ ତା ପ୍ରଶ୍ନ ର ଉତ୍ତର ମୋ ଠାରୁ ପାଇବ। ଧନ୍ୟବାଦ୍ ମତେ ଏ ବିଷୟ ରେ ଜଣାଇ ଥିବା ହେତୁ 🙏🏻
ପିଲାବେଳେ ମୋ ମମି କହେ ବିଲେଇ ବହି ଆଣେ ଡାକିବୁ ଅ ଆ, ମୁଁ ବି ବିଲେଇ ବହି କୁହେ 😊। ବିଲେଇ ହଉଚି ସବୁଠୁ ଶୁଭ❤ ମୁଁ ଗାଡ଼ି ଚଳାଇବା ବେଳେ ବିଲେଇ ଆଗକୁ ଆସିଲେ ମୁଁ ଶୁଭ ମନେ କରେ 🙏
Right 😊mu bilei lover 😊❤
ବହୁତ ସୁନ୍ଦର ହେଲା ।
😊
😊
ମମି ନାହିଁ ଭାଇ ମା 🙏
ଛୋଟ ବେଳ କଥା ମନେ ପଡିଗଲା, ସତରେ 😓
More bi mane padigala
Thanks
Thank you
ଆଜି ଏହି ବହି ଅସୁରକ୍ଷିତ ସହିତ ଓଡିଆ ଭାଷା ମଧ୍ଯ ଅସୁରକ୍ଷିତ ଅଟେ। ଏଣୁ ଏହାକୁ ସୁରକ୍ଷା ସହିତ ଓଡିଆ ଭାଷାକୁ ସୁରକ୍ଷା ଦେବା ପାଇଁ ଦେବା ପାଇଁ ବଡ ଧରଣ ଆନ୍ଦୋଳନ ଦରକାର। ❤❤❤❤❤❤❤❤❤❤❤❤❤❤❤❤❤🎉
ବିଲେଇ କାହିଁକି ଅଛି 2:12 କୁ ଯାଆନ୍ତୁ
ସମୟ ବଞ୍ଚାନ୍ତୁ
😂😂
ତମ ଭଳି ଲୋକଙ୍କ ପାଇଁ ୟୁଟ୍ୟୁବ ସୁନ୍ଦର ଲାଗେ
Dhanyawad ❤
Tq
Thank you Bhai 🎉😊
ଧନ୍ୟବାଦ୍,
ଆପଣଙ୍କ ସୂଚନା ପାଇଁ, ଏଇ video 📸 ର ଆଭାସ ଆମକୁ ଏପରି ଲାଗୁଛି ସତେ ଯେପରି, ARGUS digital କେବଳ digital ହୋଇନାହିଁ,ଆଜି ARGUS ବହୁତ୍ ଉଚ୍ଚ ସ୍ତରକୁ ଯାଇ ସାରିଛି।
🎉🎉🎉🎉🎉🎉🎉🎉🎉
Thank you
@Argusdigital.official
ଧନ୍ୟବାଦ୍ ARGUS ଡିଜିଟାଲ channel, ମୋ messege reply ଦେଇଥିବାରୁ।
Atisundar Katha Jay jagannath Prabhu apnanku
Eaibhali chindhara Sabubele rahu
🙏🙏🙏
ପିଲା ଦିନର ସ୍ମୃତି ପୁଣି ଥରେ ତାଜା ହୋଇ ଉଠିଲା।
ଭିଡିଓ ଟି ପାଇଁ ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ୍।
ବହୁତ ଧନ୍ୟବାଦ ଏ ଭିଡିଓ ପାଇଁ।
ମଧୁସୂଦନଙ୍କୁ କୋଟି କୋଟି ପ୍ରଣାମ।
ବିଲେଇ ବହି ଏବେବି କିଏ ପଡୁଛନ୍ତି କିଏ ପଡୁଛନ୍ତି ଲାଇକ୍ କରନ୍ତୁ😊😊😊😊😊
୧:- ଏକାଗ୍ରତ
୨:- ଲକ୍ଷ୍ୟ ହାସଲ କରିବା ର ପ୍ରୟାସ
୩:- ନିଜକୁ ତଥା ପରିବେଶ କୂ ସଫା ଓ ସ୍ବଚ୍ଛ ରଖିବା
ସତରେ ଏହା ଏକ ଅତ୍ୟନ୍ତ ପ୍ରିୟ ଆଦୃତ ବହି ❤❤❤
ତଥ୍ୟ ଭୁଲ ମନେହୁଏ। ମଧୁ ରାଓଙ୍କ ବର୍ଣବୋଧ ମଲାଟରେ ବିଲେଇ ନଥିଲା।ବିଲେଇ ଆସିଲା ବେଳେ ବୋଧହୁଏ ମଧୁ ରାଓ ନଥିଲେ। ଅଧିକ ଅନୁସନ୍ଧାନ ସାପେକ୍ଷ
Evergreen book ❤
ବହୁତ୍ ସୁନ୍ଦର ଭାବନା ମଧୁସୂଦନ ରାଓ ଙ୍କ ଦ୍ଵାରା
ପିଲାଦିନ କଥା ମନେ ପଡିଗଲା ❤
ଆଜିର ପିଲା ଏ ବହି ର ମାହାତ୍ମ୍ୟ ଜାଣି ପାରିବେ ନାହିଁ
Thank you
ନିଃସନ୍ଦେହ ଅତି ସୁନ୍ଦର ଉପସ୍ଥାପନା, ଯେତେଦିନ ଯାଏ ସରକାର ଏହାକୁ ଆମ କୁନିକୁନି ପିଲାମାନଂକର ପାଠ୍ୟକ୍ରମ ରେ ସାମିଲ ନ କରିଛନ୍ତି ସେପର୍ଯ୍ୟନ୍ତ ଓଡିଆ ଭାଷାଶିକ୍ଷା ସମାପନ ହେଇ ପରିବ ସଂନ୍ଦେହ ସ୍ରୁଷ୍ଟି କରୁଛି। ହଜାରFLN ହଜାରେ ଟ୍ରେନିଂ କିଛି କାମ ଦେବନାହିଁ। ଓଡ଼ିଆ ଅସ୍ମିତା ଏହି ବହିରେ ଲୁଚି ରହିଛି ସରକାର ହ୍ରୁଦୟଂଗମ କରିବା ଉଚିତ୍
Barnabodha bahut school re padhaheuchi, pilanka padhiba pain eha tharu bhala bahi nahin
@pravati6357 ପଢା ହେଉଛି ଆଂଗ୍ଯା ହେଲେ କୋର୍ସ ରେ ସାମିଲ କରିବା ଆବଶ୍ଯକ
Right,kintu ame teacher Mane training re entry Mari bhara buluchanti but samaste nuhe,moo matara ama primary teacher Mane au tike qualified heba uchit@@pravati6357
Thank you
ଧନ୍ୟବାଦ। ଯାହାହେଉ ପୂର୍ବ ପ୍ରକାଶିତ ବିବରଣୀକୁ ସଂଶୋଧନ କରିପାରିଛନ୍ତି। ସୁନ୍ଦର।
Bahut sundar bhbare bujhaele ,❤❤
Bohut bohut bohut vala lagila 🙏🙏🙏🙏🙏🙏
Thank you
bahut vala lagila pila bela katha mane padigala
Bahut sundar katha gudika kahile . Thank you ❤
Love from odisha ❤
Pura mind blowing video thila❤❤❤❤❤
Thank you
💯💯💯💯💯 Right
ଏହି ଆମର ଓଡ଼ିଆ ଜାତୀୟ ବହି। ❤
ମଧୁସୂଦନ ଘରେ ବିଲେଇ ପାଳିଥିଲେ ଏବଂ ତା'ର ଅକାଳ ବିୟୋଗ ରେ ସେ ମର୍ମାହତ ହୋପଡିଥିଲେ, ସେଇ ସ୍ମୃତି କୁ ବଜାୟ ରଖିବା ପାଇଁ ସେ ବହି ଉପରେ ତାର ଫଟୋ ରଖିଥିଲେ।
🎉
Aeta actual reason bhali laguchi..baki semane jauta kahichhanti Jani suni views pain kahithibe .
@@manaspradhan9902 Hm
I liked it, you keep giving us such informative information, thank you.
Thank you
Beautiful information. Really cat is very cute & an ideal animal 👍👌💐❤️💗
Thank you
Bahut bhala 😊😊
Thank you
Bahut bhala barta tie au bahut bhala bhi lagila
Very nice ❤🎉 👍
Thank you this information ♥️♥️♥️
ଆପଣଙ୍କ ସ୍ୱର ଏବଂ କହିବାର ଶୈଳୀ ଖୁବ ସୁନ୍ଦର l ଧନ୍ୟବାଦ ll
Thank you
ପ୍ରାୟତଃ ପିଲା ମାନେ ବର୍ଣ୍ଣବୋଧକୁ ଉଚ୍ଚାରଣ କରି ପାରନ୍ତି ନି। ତେଣୁ ଅଧିକାଂଶ ପିଲାମାନେ ଏହାକୁ ବିଲେଇ ବହି କହିଥାନ୍ତି।❤❤❤
ଛବିଳ ମଧୁ ବର୍ଣ୍ଣବୋଧ ହଉଛି ଓଡ଼ିଆ ଭାଷା ର ମୂଳ ପୁସ୍ତକ। ତେଣୁ କରି ଏହାକୁ modifie ନ କରି ଆଗେ ଯେମିତି ଥିଲା ସେମିତି ପ୍ରକାଶ କରାଯାଉ। ଏଥିରେ ବହୁ ଓଡ଼ିଆ ବାସୀଙ୍କ ସ୍ମୃତି ଅଛି।❤❤❤❤❤❤❤❤❤❤
Right,mo pua bi bilei bahi boli kahe
Satare chhota bela katha mane pakei dela miss 🥺🥰🥰
Thanks argus channel for threw light on🙏😭😭😭🙏
ଜୟ ଶ୍ରୀ ଜଗନ୍ନାଥ 🙏🌺🌺🙏
Bahut badhia🥰❤️
Thank you
Love this book 😍📖😢😢😢😢
Mis u my child life 💕
My favourite book..❤❤
ବହୁତ ଭଲ ଲାଗିଲା 🥰🤗🤗🤗
Thank you
Great work for children. Great man Gopabandhu das ❤❤
ବହୁତ ସୁନ୍ଦର ଲାଗିଲା ❤❤❤❤❤❤
Bahuta sundara ... Video ta dekhiba agaru mu janithili
ବିଲେଇ ଏଥି ପାଇଁ ଅଛି , ବିଲେଇ ଆଖି ବନ୍ଦ କରି କ୍ଷୀର ପିଏ,ପିଲା ମାନେ ସେମିତି ଆଖି ବନ୍ଦ କରି ପାଠ ପୀ ଯିବେ😂😂
ମୁଁ ଛୋଟ ବେଳୁ ଏ ବିଲେଇ କୁ ଦେଖି ଦେଖି ଭାବେ କି ଏଠି ବିଲେଇ ଟା kn ପାଇଁ ବସିଛି
ଯାହା ହେଉ ଏତେ ଦିନ ପରେ ତାର answer ଟା ପାଇଏ ଗଲି
Thanks Argus🙏
Mu eha pg re janilli,,kn pain dia jaichi,,
Thank you
Bahut bholo lagila..thanks..madam
Thank you
Bahut sundar❤❤❤❤❤
Chabila madhu bornabodha is good book of children's.
Sehi mahapurushanku koti koti naman Bahut sundar lagila dhanyawad apananku mu aji bileira photo barnabodhore kahiki diajaithila aji ahi video madhyemare janili
Bahut Sundar Prateka Video ru apankara Kichi sikhya grahana karihue 🎉 Dhanyawad 😊
Thank you
Dhanyawad chhabibahii, ❤️❤️🙏🙏🙏🙏🙏🙏🙏
Nice speech 🥰❤️❤️❤️ thank you
Sundar bahut khusi lagila
Thank you
ଅତ୍ୟନ୍ତ ଉତ୍ସାହଜନକ ।
ସବୁ କିଛି ଠିକ୍ କହିଲେ ମହାଶୟା❤❤😊😊
I liked it very much 💖💖💖💖💖💖💖❤😊
Jay jagannaath🙏🙏🙏🙏
JAY JAGANNATH
ବିଲେଇ ସାଧାରଣରେ ଦେଖାଯାଏ, ସେଥିପାଇଁ ବିଲେଇ❤❤❤
FIRST BOOK OF MY LIFE 😇😇😇
ବାଘ ନଦେଖିଲେ ବିଲେଇ ଦେଖ ❤❤❤❤
❤❤❤❤ ଜୟ ଜଗନ୍ନାଥ
Good Topic ❤❤
ଧନ୍ୟବାଧନ୍ୟବାଦ ଆପଣଙ୍କୁ
Ati Sundar.
Thank you
Bahut sunder bichar🙏🏻♥️
Thank you
Chhota bela ra katha mane pakaidela au ❤ kichhi satya madhya jana padila ❤❤ jai jagannath prabhu 🙏
ଧନ୍ୟବାଦ arguus news love,
ମୋର ମାଟିର,ମୋ ମାଟିର ମାତୃଭାଷା ଓଡ଼ିଆ love ଏବଂ ମୋ ମାତୃଭାଷା ଆଗକୁ develop ହୋଉ ❤️❤️🙏🙏🙏
Thank you
Dhanyawad mam bahut bhala lagila
Thank you
ବିଶେଷ ଓ ଅଶେଷ ଧନ୍ୟବାଦ
Wo din v kya din tha❤️🥺
Pila bele mu bi miss karuchi😢😢
Bhala lagila,batut bahut dhanyabad.
Thank you
Super chapter 👌👌👌👌👌👌
Thanks madam 🎉satare ame ahi suchana aji janilu
Thank you
Thank you so much❤❤❤
Jay Jagannath guruji
Bahut sundar kahile
Thank you
Bhautu sunder 👌 Dhanyabad 🙏
Thank you
Excellent exploration of childhood❤
Mora favorite bahi❤❤❤❤
Choto belo kotha mone pokai dele 😊😊❤❤❤
ଅତି ସୁନ୍ଦର 🎉
Bahut sundar upastapana
Thank you
🎉🎉🎉
ବହୁତ୍ ସୁନ୍ଦର ଏ ଓ ଉପାଦେୟ ସୂଚନା 😊 ଧନ୍ୟବାଦ ଅର୍ଗସ୍ ନ୍ୟୁଜ୍ ❤
Thank you
ଧନ୍ୟବାଦ୍। ସୁନ୍ଦର ତଥ୍ୟ
Thank you
Bahut bhala lagila I Miss you chaild time 😢
Thank you
Very nice upasthapana
Thank you
Wow the cat is very Best
Good, Advice , medam ❤❤
ବହୁତ୍ ବହୁତ୍ ଧନ୍ୟବାଦ 🎉
❤ dhanyabad
Bohut sudar Bohut kotha sikhili aei video ru.... thank you so much
Thank you
Bahut bhala katha te kahile madam .
Thank you
Super! I must like this book
Odia bilei thu attitude, cleanness, focus, confidence, quick reaction , self respect , leadership skills dikhana katha that’s why barnabodh re bilei ra picture dia jaichhi 👍
ମୁଁ ଯାଉଛି ଆଜି ଗୋଟେ ବର୍ଣ୍ଣବୋଧ ନେଇକି ଆସିବି।