୮୦ ଟଙ୍କିଆ ପୋଟଳ ବନ୍ୟା ସମୟରେ l Gouranga Nayak Odia Vlogs

Поділитися
Вставка
  • Опубліковано 16 гру 2024

КОМЕНТАРІ • 271

  • @samarthya7214
    @samarthya7214 2 роки тому +53

    ଆମେ ଅଟୁ ଚାଷୀ ନୀତି ଖାଉ ବାସୀ
    ସଜ ତ ଭାଗ୍ୟରେ ନାହିଁ
    ସଜ ସଜ ଫଳ ଅମଳ କରୁଛୁ
    ଅନ୍ୟକୁ ଦେବାପାଇଁ,,
    ଲୁଙ୍ଗି ଗୋଟିଏ ଗାମୁଛା ଗୋଟିଏ
    ସାଥି ଆମ ଶରୀରର
    ଅଣ୍ଟାରେ ଗାମୁଛା ଭିଡ଼ିଦେଲେ ଥରେ
    କାମକୁ ନଥାଏ ଡର,,
    କ୍ଷେତରେ କାମରେ ଲାଗିଗଲେ ଥରେ
    ଭୋକ ଶୋଷ ଭୁଲିଯାଉ
    ଭୋକ ଲାଗିଗଲେ ପଖାଳ କଂସାରେ
    ବିଲ ହୁଡାରେ ହିଁ ଖାଉ....
    ଝାଟି ମାଟି ଘରେ ପାଣି ସର ସରେ
    ଜୀବନ କଟେ ଆମର
    ଗାଈ ଗୋରୁ ଛେଳି ମେଣ୍ଡା ଗହଳରେ
    ଚଳୁଥାଉ ନିରନ୍ତର....
    କେବେ ଯଦି ଆମ ଅମଳ ବୁଡ଼ିଲା
    କଥା ଆମ ସରିଗଲା
    ମହାଜନ ଙ୍କର ଋଣ ସୁଜୁ ସୁଝୁ
    ପ୍ରାଣବାୟୁ ଉଡ଼ିଗଲା,,
    ସାରା ଦେଶରେ ଚହଳ ପଡଇ
    ପଲ୍ଲୀ ଠାରୁ ଦିଲ୍ଲୀ ଯାଏ
    ଚାଷୀ ଟିଏ ଥିଲା ଆତ୍ମହତ୍ୟା କଲା
    ରାଜନୀତି ଖାଲି ହୁଏ,,
    କିଏ ବୁଝନ୍ତିନି ଚାଷୀ ର ଦୁଃଖକୁ
    ମିଛେ ହୋ ହାଲା କରନ୍ତି
    କିଛିଦିନ ପରେ ସବୁ ଭୁଲି ଯାଇ
    ଅନ୍ୟ ଇସୁ ଖୋଜି ବୁଲନ୍ତି,
    ଚାଷୀ ଅଟୁ ଆମେ ଚାଷରେ ବଞ୍ଚିଛୁ
    ଚାଷ ଆମ ହର୍ତା କର୍ତା
    ମନେରଖି ଥିବ ହେ ମାନବ ଜାତି
    ଚାଷୀ ହିଁ ଅର୍ଣ୍ଣ ଦେବତା

    • @pseudopodia4491
      @pseudopodia4491 2 роки тому +1

      Mam ବହୁତ୍ ସୁନ୍ଦର କବିତା ଟେ ଲେଖିଛନ୍ତି, ମୁଁ ଦେଖୁଛି ଆପଣ ସବୁ comment ରେ ଏଇମିତି କବିତା ଲେଖୁଛନ୍ତି। ଆପଣ କଣ ଏମିତି କବିତା ଲେଖାଲେଖି କରନ୍ତି କି? ମାନିବାକୁ ପଡ଼ିବ ଆପଣକଂ ଏଇ କଳା ଟି କୁ। ଖୁବ୍ ସୁନ୍ଦର, ଜୟ ଜଗନ୍ନାଥ।🙏

    • @Surya9827-s1j
      @Surya9827-s1j 2 роки тому +2

      କିନ୍ତୁ ଆମ ଚାଷ ଜମି ର ମୂଲ୍ୟ ନାହିଁ 😔😔😔

    • @tapankumarsahoo1350
      @tapankumarsahoo1350 2 роки тому +1

      So nice

    • @kalix98
      @kalix98 2 роки тому +1

      Osm mam 🙏🙏

    • @thirdeye9492
      @thirdeye9492 2 роки тому +2

      ସରଳ ସୁନ୍ଦର କବିତା ଟିଏ
      ସବୁ ମଣିଷଙ୍କ ହୃଦୟ ଛୁଏଁ
      ଚାଷୀର କଥା ଏ ମରମ ବ୍ୟଥା
      ଦାନ ପାଶେ ତା'ର ନୁଆଉଁ ମଥା
      🙏🙏❤️💙

  • @sujitpanda1749
    @sujitpanda1749 2 роки тому +12

    ନିଶ୍ଚିତ ଭାବରେ ଟୁକୁ ବାବୁ ଜଣେ ସଫଳ ଓ ବହୁତ୍ ପରିଶ୍ରମୀ ଚାଷୀ ଆଜ୍ଞା , ଧନ୍ୟବାଦ୍ ଟୁକୁ ଭାଇ ,ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ । ଜୟ ଜଗନ୍ନାଥ ।

  • @biswaprakashbhal5132
    @biswaprakashbhal5132 2 роки тому +13

    ନିଶ୍ଚିତ ଭାବେ ଟୁକୁ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ । ପୋଟଳ ମିଳୁଛି ବଡ଼ କଥା । ଚାଷୀ ଜଣେ ଏମିତି ଚମତ୍କାର ପ୍ରାଣୀ ସେ ବିଲ ସହିତ ମାର୍କେଟ କୁ ମଧ୍ୟ ସବୁଜ କରିଦେଇପାରେ ।

  • @Queenjyoti524
    @Queenjyoti524 2 роки тому +15

    ବୁଦ୍ଧିଆ ଭାଇ is intelligent 😂😂

  • @kumarashok3872
    @kumarashok3872 2 роки тому +8

    ଜୟ ଜଗନ୍ନାଥ, ଭାଇ ଆପଣଙ୍କ ଗାଁକୁ ଦିନେ ଯିବି, ଗଲେ ଅରୁଆ ଡାଲମା ଭୋଜି କରିବା କଦଳୀ ପତ୍ରରେ ଖାଇବା, ବୁଦ୍ଧିଆ ଭାଇ, ନଟବି ରହିବେ, ଧନ ଲିଟିଲତ ଆମର ଅଛନ୍ତି

  • @NaturalVloggerMuna
    @NaturalVloggerMuna 2 роки тому +4

    ଭାଇ ବହୁତ ଖୁସି ଲାଗିଲା ଆମ ଚାଷୀ ଭାଇମାନଙ୍କ ବ୍ଲଗ ଦେଖି | କିନ୍ତୁ ବର୍ଷା ରେ ସବୁ ଫସଲ ଖରାପ ହେଇଯାଇଛି , it's very sad . ଭଗବାନ ସମସ୍ତ ଙ୍କୁ ଖୁସି ରେ ରଖନ୍ତୁ

  • @pseudopodia4491
    @pseudopodia4491 2 роки тому +7

    ଭାଇ ଆପଣ ଆପଣକଂ ଭାଇ ଙ୍କ ସହ ଗୋଟେ ଭିଡିଓ କରନ୍ତୁ, ମୁଁ ବହୁତ୍ ଥର କହି ସାରିଲିଣି ପ୍ଲିଜ ମୋ ଅନୁରୋଧ ରକ୍ଷା କରନ୍ତୁ। ଆଉ ଗୋଟେ ବହୁତ demand topic ହେଉଛି ଆଜିକା ସମୟ ରେ ଯୌଥ ପରିବାର ବହୁତ କମ ଦେଖିବା କୁ ମିଳୁଛି, କିନ୍ତୁ ଆପଣଙ୍କ ପରିବାର ସ୍ଵତନ୍ତ୍ର। ଏ ଉପରେ ଗୋଟେ video ବନାନ୍ତୁ, ଆପଣକଂ ଭାଈଙ୍କ ସହ । ବହୁତ୍ ଅନୁରୋଧ ଆପଣଙ୍କୁ। ନମସ୍କାର
    ଜୟ ଜଗନ୍ନାଥ। ଜୟ ମା ଶାରଳା।
    ତିର୍ତ୍ତୋଲ ରୁ ବହୁତ୍ ସାରା ଭଲ ପାଇବା 🙏

  • @thirdeye9492
    @thirdeye9492 2 роки тому +3

    କଥାରେ ଅଛି.. ମୂଷା ନିଳଠା.. ଚଷା ନିଲଠା..ଚାଷୀର ଶ୍ରମ କେହି କରିପାରିବେ ନାହିଁ କି ପରିଶ୍ରମର ମୂଲ୍ୟ କେହି ଦେଇପାରିବେ ନାହିଁ.... ତେଣୁ ସୈନିକଙ୍କ ସହ କୃଷକର ଜୟଗାନ କରାଯାଏ.... ଧନ୍ୟବାଦ ଟୁକୁ ବାବୁ.... ତୁମର ଶ୍ରମ ନିଷ୍ଠା ଧୈର୍ଯ୍ୟ ଏବଂ ଗବେଷଣା ଆଜି ତୁମକୁ ଜଣେ ସଫଳ ଚାଷୀର ମାନ୍ୟତା ଦେଇଛି.. ଈଶ୍ବର ସହାୟ ହୁଅନ୍ତୁ 👍👍💙❤️🧡

  • @soumyaranjanpalai3059
    @soumyaranjanpalai3059 2 роки тому +5

    ଧନ କୁ କଖାରୁ ଡଙ୍କ ପତର ଭାଜା କୁ ରୁଟି ଖାଇବା ପାଇଁ ଦିଅ ପାଟି ପିତା ଛାଡିଜିବ

  • @biswaprakashbhal5132
    @biswaprakashbhal5132 2 роки тому +2

    ବୁଦ୍ଧିଆ ଭାଇ ପୁରା concept clear କରିଦେଉଛନ୍ତି । ଉଦାହରଣ ସହିତ ।

  • @radhe.84_18
    @radhe.84_18 2 роки тому

    ବୁଦ୍ଧିଆ ଭାଇ ର ବହୁତ୍ knowledge

  • @santoshpanigrahi4933
    @santoshpanigrahi4933 2 роки тому

    ବିନା ରାସାୟନିକ ସାର ରେ ଚାଷ କରିବା ପାଇଁ ଉପଦେଶ ଦିଅନ୍ତୁ।।

  • @pratimabehera7830
    @pratimabehera7830 2 роки тому +1

    ଭାଇ ନଦୀବଡି ହବାରୁ ବୁଦ୍ଧିଆ ର ପରିବା ରେଟ ବଢିଗଲା ତେଣୁ ପୋଟାଳ କିଲ 80 ଟଙ୍କା ହୋଇଗଲା

  • @trueindian4887
    @trueindian4887 2 роки тому

    ଭାଇ ଏଠି ଗୋଆରେ ପୋଟଳ କିଲୋ ୨୦୦ ଥିଲା ,ଏବେ ଦାମ ଖସି ଖସି ୧୨୦ ରେ ଅଛି । ଆଉ ରେଟ୍ ଖସିବନି ଲାଗୁଚି । କାଙ୍କଡ଼ ଆଉ ପୋଟଳ ଯେ ପରିବା ଏଠିକାଋ ଲୋକ ଜାଣି ନାହାନ୍ତି । ଏ ସବୁ ଆମ ଓଡ଼ିଆ, ବଙ୍ଗାଳୀ ମାନେ ଖାଆନ୍ତି

  • @sitansuransingh935
    @sitansuransingh935 2 роки тому +3

    Without budhia, gauranga Bhai is incomplete.

  • @manoshtoppo1569
    @manoshtoppo1569 2 роки тому +1

    Very nice notia kuade gola

  • @tapaswini1695
    @tapaswini1695 2 роки тому +1

    Aapananka village re to water thila but ete jaldi water poleila

  • @bindassboylikun6881
    @bindassboylikun6881 2 роки тому

    Kasta ra phala sabubele mitha ata satya jaa hou bohut khusi laguchi apana nka vlog dekhi sir🙏

  • @suryakantmohanty9375
    @suryakantmohanty9375 2 роки тому +1

    Apananka vlog mu daily dekhe,, Apananka sahita Buddhia Bhai thile dekhibaku besi bhala laage.. Jay Jagannath 🙏🏻

  • @arjuntudu3621
    @arjuntudu3621 2 роки тому

    ଭାଇନା ଆମ ମୟୁରଭଞ୍ଜ ପଟେ ପୋଟାସ 1800 ଗ୍ରମର DAP 1500 ବହୁତ ଅଧିକା ରେଟ ହେଲାଣି

  • @sanatanghivela7283
    @sanatanghivela7283 2 роки тому +2

    Jay Jagannath sir 🙏🙏🙏🙏🙏

  • @nabakishoremoharana1690
    @nabakishoremoharana1690 2 роки тому

    Nice view.bahut vala laguchhi fasala dekhiki.

  • @acharyaone7500
    @acharyaone7500 2 роки тому

    Tuku bhai nka parisrama with modern tactics jogu se jane safala chasi hoiparichanti .. ❤️👍

  • @akshyasahu4335
    @akshyasahu4335 2 роки тому

    ସାର 🙏, ଟୁକୁ ଭାଇ ଭଲ ଚାଷୀ ହେଲେ ଵିନା ମାସ୍କ ରେ ଔଷଧ ସ୍ପ୍ରେ କରୁଛନ୍ତି, ତାଙ୍କୁ ଟିପ୍ସ ଦିଅନ୍ତୁ

  • @dr.surendranathdash8861
    @dr.surendranathdash8861 2 роки тому +2

    Please continue with Buddha babu and Nata, you will be more successful.

  • @riteshtrl
    @riteshtrl 2 роки тому +2

    Jaya Jagannath.....Yet again a superb vlog today covering mostly the vegetable agriculture of Tuku.....Good time spent in the field covering the tough life of a farmer in a day....Anyways, even if the veggies in the market are expensive, the hard work of a farmer makes it available for the people...with the unpredictable weather conditions, lots of knowledge and experiences with new techniques are keeping them successful in the agriculture...Keep it up and Jaya Jagannath....

  • @biplabakumar9391
    @biplabakumar9391 2 роки тому +1

    Budhia vai ...mast loka...budhia vai vlog re achhanti mane...vlog sabubele mast lagila.....budhia vai nkara pana tike khaiba kebe dekha hele tanka sahita.....budhia vai natural loka te........budhia vai ki jay ho 🙏🙏....budhia vai gote katha kahichhanti....ame abe jadi khojiba samudra ra mithha pabana...kouthu miliba .....samudra kula ku jibaku padiba na....nycc 👍👍

  • @funnyvlog7
    @funnyvlog7 2 роки тому

    ଆପଣକଂ ଭିଡିଓ ରେ ବୁଦ୍ଧିଆ ଭାଈ ରହିଲେ ।। ଭଲ ଲାଗେ ।।।। ବୁଧ ଭାଈ ଭଲ ଲୋକ

  • @souravmahapatra972
    @souravmahapatra972 2 роки тому +1

    Chasa kama jahara
    Kede sukha tahara 😃

  • @anilbehera183
    @anilbehera183 2 роки тому

    Tuku bhai kna chasa padhti dekhi bahuta khusi lagila

  • @suvasdalai3780
    @suvasdalai3780 2 роки тому

    Tuku bhai bahut parishrama karuchanti aau tara bhala phala bi pauchanti.... 👍

  • @deepakpattnaik5813
    @deepakpattnaik5813 2 роки тому

    Jay Jagannatha swami ⭕️‼️⭕️🙏🙏🙏

  • @swarupsampadsahoo3906
    @swarupsampadsahoo3906 2 роки тому

    Jay Jagannath sir. Sata katha kahile apana. Chasi bhai ra dukha kahile na sare. Banya batya pare, chasi bhai bout kasta sahe. Ete parishram byartha.

  • @niranjanpatra1945
    @niranjanpatra1945 Рік тому

    Kadali chasa bahuta bhala bhai🥰🥰

  • @pritamparida4711
    @pritamparida4711 2 роки тому

    Ki sundara goan paribesa .my village also kendrapada bt I'm in karaput

  • @sangramswain9727
    @sangramswain9727 2 роки тому +1

    Most magnificent atmosphere. It is full with greenery all over the farming field... A farmer gives with hard work and courage...hats off bro.

  • @muna1308
    @muna1308 2 роки тому

    Bhaina apanaka video bhauta bhala laguchi

  • @jeetendradehuri5613
    @jeetendradehuri5613 2 роки тому

    Tuku bhai with Nata bhai kahiba sir mu miss karuchi

  • @PRADEEPKUMAR-gm6qk
    @PRADEEPKUMAR-gm6qk 2 роки тому

    Jai jagannath Wonder full vlogs sir emiti tike lamba video karantu

  • @rajeshsai7339
    @rajeshsai7339 2 роки тому +1

    Good nature sir ❤️🙏

  • @nareshpatra2521
    @nareshpatra2521 2 роки тому

    🙏🙏👍👍👍🎉🎉🔥🔥🔥jay jagannath 🔥🔥🔥🎉🎉🎉🙏🙏

  • @deepaknayak6251
    @deepaknayak6251 2 роки тому +1

    Jay kisan

  • @santoshpanigrahi4933
    @santoshpanigrahi4933 2 роки тому

    ବାଇଗଣ କୋରାପୁଟ ରେ 100/

  • @Chinuvlogs765
    @Chinuvlogs765 2 роки тому

    Putal gacha badhia lagila
    Gourang Babu pranam
    Budhia Bhai pranam
    Apanka Katha ATI sundar
    Natia kuade gale
    Keonjhar Ananda pur
    Nice Nice. Nice

  • @prabirkumarnaik8122
    @prabirkumarnaik8122 2 роки тому +1

    Gouranga Bhai Never Disappointed With His Content 👍

  • @Mpatra1038
    @Mpatra1038 2 роки тому

    Super video bhi ❤️❤️❤️❤️❤️

  • @santoshsamantaroy1834
    @santoshsamantaroy1834 2 роки тому

    Bhaina Pani automatic aseni, pani Leave ebe jami too higher side achi.

  • @sarada.prasadkhuntis8066
    @sarada.prasadkhuntis8066 2 роки тому

    Nice jaya jagannath😆

  • @nilakanthapanda4278
    @nilakanthapanda4278 2 роки тому +1

    Jay Jagannath...Bahut sundar vlog....

  • @manjulatabehera2280
    @manjulatabehera2280 2 роки тому

    Jaha hau flood seithi heini. Dhana gacha thik achi.Au dhana kan kantia macha dhariba.

  • @subashrout6328
    @subashrout6328 2 роки тому

    Amazing blog. Very very very good blog. Madi chala. We're with you🙏🙏🙏🙏🙏🙏🙏🙏🙏🙏.

  • @dilmanagemore8353
    @dilmanagemore8353 2 роки тому +1

    Bhaina namaskar jai jaganath

  • @rocksiba6427
    @rocksiba6427 2 роки тому

    Jay jagaanath gouranga Bhai bhlo sabu vlogs guda aue aponobi bahut

  • @srchattarjee8806
    @srchattarjee8806 2 роки тому

    Family ku tk dekhantu

  • @smallkitchen4132
    @smallkitchen4132 Рік тому

    Jay jaban 👮 jay kisan 🙏❤️

  • @ashokkumardas1634
    @ashokkumardas1634 2 роки тому

    Odisha government fully prepared for flood.

  • @bijaydas7008
    @bijaydas7008 2 роки тому

    ଜୟ ଜଗନ୍ନାଥ ବୁଦ୍ଧିଆ ଭାଇ ଟୁଟୁ ଭାଇ ଗୈରାଙ୍ଗ ଭାଇ

  • @akvloger3166
    @akvloger3166 2 роки тому

    Gouranga nana mayurbhanj ru first view

  • @deviprasadbehera1343
    @deviprasadbehera1343 2 роки тому

    It's good to see new procedures of Potala farming

  • @kumarasit01
    @kumarasit01 2 роки тому

    Dhana aau Little start .sabu Blog ra.

  • @muktaranirout4908
    @muktaranirout4908 2 роки тому

    Sir apan. Ketebele. Jatak dekhuchhanti ?

  • @Abinash_Mohapatra
    @Abinash_Mohapatra 2 роки тому

    ଭାଇ ଏଇ ଭିଡିଓଟି କୋଉ କ୍ୟାମେରାରେ ସୁଟିଂ କରୁଛନ୍ତି ?

  • @sunilmemorybullvlogs
    @sunilmemorybullvlogs 2 роки тому

    ଭଲ 🙏

  • @bibhusahoo31
    @bibhusahoo31 2 роки тому

    Sir maharakul ku kebe asantu🙏

  • @subhasisnayak1522
    @subhasisnayak1522 2 роки тому

    ବୁଧିଆ ଭାଇ Intelligent

  • @binodchandranayak1037
    @binodchandranayak1037 2 роки тому

    Jay Jagannatha 🙏🙏🙏🙏🙏 bhai okk

  • @dillip231
    @dillip231 2 роки тому +1

    I'm waiting your video

  • @pratapswain6036
    @pratapswain6036 2 роки тому

    Tuku bhainku thakure bhalare rakhantu

  • @madhusudanpradhan6219
    @madhusudanpradhan6219 2 роки тому

    Badhiaa potal farming

  • @rajeshbehera9705
    @rajeshbehera9705 2 роки тому +1

    Beautiful ❤❤❤❤❤❤❤❤❤❤❤❤❤❤❤❤🤔

  • @manasmangual7099
    @manasmangual7099 2 роки тому

    ଜୟ ଜଗନ୍ନାଥ ଭାଇ, ଆସିଥିବା ବନ୍ୟା ରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି, ଆପଣ କଟକ ଜିଲ୍ଲା ବାଙ୍କୀ କଥା ଜାଣିଥିବେ, ଯେଉଁଠି ଅଧିକାଂଶ ପରିବା ରେଟ ₹30 ru₹35 ଥିଲା କିନ୍ତୁ ଆଜି ₹80 ଉପରେ |ରେଟ ହେଲେ ମଧ୍ୟ କିଛି ମାତ୍ରାରେ ମିଳୁଛି, ତେଣୁ ଜୟ କିଷାନ |ଭିଡ଼ିଓ ଟି ଭଲ ଲାଗିଲା, ଧନ୍ୟବାଦ |

  • @SamSam-cg5mw
    @SamSam-cg5mw 2 роки тому +1

    Not sure if fertilisers destroy quality of soli and make soil infertile in long run. Why not promote organic farming ?

  • @pabitragana5928
    @pabitragana5928 2 роки тому

    Village feel nice.

  • @manojmohapatra4832
    @manojmohapatra4832 Рік тому

    Bahut bhala video

  • @ranjit9107
    @ranjit9107 2 роки тому

    Plz use hand globe. When use fatilazer.

  • @abhijeetbarik346
    @abhijeetbarik346 2 роки тому

    Ayi sundara village

  • @debadattadash5222
    @debadattadash5222 2 роки тому

    Jay jagannath 🙏🙏🙏

  • @sagar_educator
    @sagar_educator 2 роки тому

    Bhai mu apananka village ku thare visit karibi

  • @SuryakantaDalei-s8h
    @SuryakantaDalei-s8h Рік тому

    ଟୁକୁ ଭାଇ ପୋଟଳରେ ଯୋଉ ଜାଲ ଭିଡା ହୋଇଛି କୋଉ ଜାଲ ମୋତେ କହିବେ ମୁଁ ପୋଟଳ କରିବା ମୋତେ ଟିକେ ଫୋନ୍ କରୀବ ଭାଇ ମୋ। ନ ୮୦୧୮୮୨୧୯୪୯

  • @bibhuprasadprusty2466
    @bibhuprasadprusty2466 2 роки тому

    Vari vala lagila vedio ti apanankara 🙏jay jawan jay kisan 🙏

  • @soumyaranjanswain3944
    @soumyaranjanswain3944 2 роки тому

    Tume bhai ready toka totally gaunli oh gaon ra maza pura naucha kintu ame paunu.bahare job kari

  • @jasimenebachan9807
    @jasimenebachan9807 2 роки тому

    Jay Jagannath 🙏🙏🙏🙏bhai ❤️❤️❤️

  • @pseudopodia4491
    @pseudopodia4491 2 роки тому

    ଭାଇ ଗୋଟେ youtube Live କରନ୍ତୁ।

  • @susamanahak3577
    @susamanahak3577 2 роки тому

    Bhai aau gote mausanku jo gapa kahuchanti tanku nei aau gotie new vdo kara mausanka vdo bhala laguchi 👍👍👍

  • @manojpattnayak8012
    @manojpattnayak8012 2 роки тому

    Budhi bhai tuku bhai gauranga sir is very talented man🥰🥰🥰

  • @KULU-ub2tt
    @KULU-ub2tt 2 роки тому +1

    Nice 👌🌹❣️❣️🌷🌹👌👌

  • @prangyaparimitanayak8887
    @prangyaparimitanayak8887 2 роки тому

    Gouranga bhai nice vlog I bless to you to be an best vlogger of odisha

  • @Raj-vz9dz
    @Raj-vz9dz 2 роки тому

    Jay jawan Jay kisan😘😘😘

  • @sanjeevswain7451
    @sanjeevswain7451 2 роки тому

    ଜୟ ଜଗନ୍ନାଥ ଭାଇ🙏🙏🙏🙏🙏

  • @rajendraswain670
    @rajendraswain670 2 роки тому

    Tutu bhai budhia bhai bahut sundar Manisha

  • @odiavolg2356
    @odiavolg2356 2 роки тому

    ATI Sundar vedio dhana litel cute bhai

  • @sangramswain9727
    @sangramswain9727 2 роки тому

    I m usually watching ur video.. the reason behind i like to watch that simple narration and our odia atmosphere is reflecting all of your video.. but it has been taking few time to upload ur video.I can not assured to my mind.. plz upload every video soon

  • @satyajitswain7367
    @satyajitswain7367 2 роки тому

    interesting to see u making field vlogs related to agriculture......

  • @omprakashpati9035
    @omprakashpati9035 2 роки тому

    I appreciate you and your friendship with Budhia

  • @gopalbhanja6991
    @gopalbhanja6991 2 роки тому

    Samaste chasa prati dhayan deba uchiti

  • @paraksita4070
    @paraksita4070 2 роки тому

    Iitil dhan ku dakil Bhaut bhal lagha

  • @suniljena3438
    @suniljena3438 2 роки тому

    Tuku babu Jane safala chasi... 🙏

  • @dillip231
    @dillip231 2 роки тому

    Bahuti bhala Lage sabu bale dakha

  • @jeetendradehuri5613
    @jeetendradehuri5613 2 роки тому

    Dhana and little kan karuchantni sir

  • @arunasahoo2862
    @arunasahoo2862 2 роки тому

    Bahuta sundhara bahi