କୁଇ ଆଛିସ୍ ଟୁକା 2024 ଡମ ଗୀତ NEW ALBUM SONG TUKA AASH NAACHBARE BOKAA. Dance ମଜା

Поділитися
Вставка
  • Опубліковано 10 лют 2025
  • କୁଇ ଆଛିସ୍ ଟୁକା
    ଆସ୍ ନାଚବାରେ ବକା
    ମନ ଭାଗନିନ ନାଚବା ପିଲା
    ଆଜି ହତି ଠେଲାପେଲା
    ଆଜି ଖୁସିର୍ ଦିନ ଆସାଚି
    ମନ ଫୂର୍ତୀ ଲାଗୁଚି
    ଚିଚାରଠେ ଆଉର୍ ବି ହାଆଚି
    ନାଚେ ହାଜା ନାଚ ଟୁକା ନାଚ
    କୁଇ ଆଛିସ୍ ଟୁକା
    ଆସ୍ ନାଚବାରେ ବକା
    ମନ ଭାଗନିନ ନାଚବା ପିଲା
    ଆଜି ହତି ଠେଲାପେଲା
    ଚିଡ୍ଜଅ ହିଚନା hip hop ମାର୍
    ରବଟିକ୍ସଠେ ପପିଙ୍ଗ କର୍
    ମନ ଖୁଲା ସାଙ୍ଗ ନାଚ କର୍
    ଚାଲାଚି ଗୀତ ଜୋରଜାର୍
    କୁଇ ଆଛିସ୍ ଟୁକା
    ଆସ୍ ନାଚବାରେ ବକା
    ମନ ଭାଗନିନ ନାଚବା ପିଲା
    ଆଜି ହତି ଠେଲାପେଲା
    ଅଟା ଭାଙ୍ଗା ଭାଙ୍ଗା ଗୁଡ୍ ଫିଙ୍ଗା ଫିଙ୍ଗା
    ଡେଗା ଭିନ୍ନେ ଭିନ୍ନେ ପ୍ରକାର ନାଚ
    ତୁଇ ଜାଣାଚିସ୍ ପିଲା ନାଚ
    ପୁରା ବିନଦାସ୍ ନାଚ୍
    କୁଇ ଆଛିସ୍ ଟୁକା
    ଆସ୍ ନାଚବାରେ ବକା
    ମନ ଭାଗନିନ ନାଚବା ପିଲା
    ଆଜି ହତି ଠେଲାପେଲା
    ଟୁକା କରୁନଥାନ ମକେ ବକା 2024 ଡମ ଗୀତ NEW ALBUM SONG TUKA AASH NAACHBARE BOKAଟୁକା କରୁନଥାନ ମକେ ବକା 2024 ଡମ ଗୀତ NEW ALBUM SONG TUKA AASH NAACHBARE BOKA subscribe,like,share,comment କରତାସ୍ ପାକା.... 👍👍👍👌 ବାକି କମେଣ୍ଟଠେ ଜଣିଆ.. ଧନ୍ୟବାଦ।

КОМЕНТАРІ • 2

  • @Sanjeebnayakvlogs2222
    @Sanjeebnayakvlogs2222 3 місяці тому +3

    ମୁର୍ ମିସେନ୍ ତ ନାଚବାକେ ମନ ହୁଉଚି❤❤❤

  • @Sachin-uc5iu
    @Sachin-uc5iu 3 місяці тому +5

    good next song pleases ❤❤❤❤❤❤❤❤❤❤❤❤❤❤❤❤❤❤❤😊😊😅😅😅😮😮😢😂❤