ବିଜେପି- କଂଗ୍ରେସ ଅଘୋଷିତ ବୁଝାମଣା | Odisha Reporter

Поділитися
Вставка
  • Опубліковано 20 вер 2024
  • ପଞ୍ଚାୟତ ନିର୍ବାଚନ ପାଇଁ ପଗଡି ଭିଡିଲେଣି ଆଶାୟୀ। ହେଲେ ଏଥର କିନ୍ତୁ ଭିନ୍ନ ଢଙ୍ଗରେ ହେବ ନିର୍ବାଚନ। ଫଳାଫଳ କଣ ହେବ କହିବା ବି ମୁସ୍କିଲ। ବଡ କଥା ହେଉଛି ଚଳିତ ନିର୍ବାଚନରେ ରାଜ୍ୟବାସୀ ଏକ ନୂଆ ରଣନୀତି ଦେଖିବାକୁ ପାଇବେ। ସ୍ଥିତିକୁ ଦେଖି ହେଉଛି ନିଷ୍ପତ୍ତି। ସବୁଠି ହାତ ମିଳାଇଛନ୍ତି ବିଜେପି ଓ କଂଗ୍ରେସ।
    #PanchyatElection #OdishaElection #PoliticalParty #OdishaReporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter

КОМЕНТАРІ • 42