Emotional father demands justice for deceased son in Bhubaneswar

Поділитися
Вставка
  • Опубліковано 18 лип 2023
  • Emotional father demands justice for deceased son in Bhubaneswar
    ରାଜରାସ୍ତାରେ ଗଡ଼ି ଗଡ଼ି କାନ୍ଦୁଛି ବାପା.. ନ୍ୟାୟ ବଦଳରେ ନିର୍ଯାତନା ଦେଉଛି ପୋଲିସ
    ଆମେ ରାଜରାସ୍ତାରେ ଆତ୍ମାହୁତି ଦେବୁ
    ରାଜଧାନୀ ରାଜରାସ୍ତାରେ ପୂରା ପରିବାର.. ବାପା, ମାଆ, ଭଉଣୀ ଛାଟି ପିଟି ହୋଇ କାନ୍ଦୁଛନ୍ତି..ଆଉ ଧୈର୍ଯ୍ୟ ନାହିଁ.. ୧୪ ମାସ ହେଇଗଲା..ଅତି ନିର୍ମମ ଭାବେ ପୁଅର ହତ୍ୟା ପରେ ବି ପୋଲିସ ଠିକରେ ତଦନ୍ତ କଲାନି.. ନ୍ୟାୟ ମିଳିଲାନି.. ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ହରାଇ ସମୂହ ପରିବାର ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଛନ୍ତି..
    #Bhubaneswar #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 228

  • @nirakargadanayak2775
    @nirakargadanayak2775 11 місяців тому +19

    ଏହି ପରିବାର କୁ ଉଚିତ ନାୟ ମିଳୁ 🙏🙏🙏🙏🙏

  • @budhukhuntia6808
    @budhukhuntia6808 11 місяців тому +38

    ପୋଲିସ ଆଉ ନିଆୟ ଦେଖୁନି ଖୋଜୁଛି ଟଙ୍କା।

  • @mixmasalatelentvideo8840
    @mixmasalatelentvideo8840 11 місяців тому +10

    କଣ ଚାଲିଛି ପ୍ରଭୁ ଏଇ ସମାଜ ରେ 😢😢

  • @prasanta600
    @prasanta600 11 місяців тому +17

    ବହୁତ ଦୁଃଖ ଲାଗୁଛି ସରକାର ଶାସନ ବ୍ୟବସ୍ଥାକୁ,କି ଭାଷାରେ ସରକାର କୁ

  • @srikantakumarhota6134
    @srikantakumarhota6134 11 місяців тому +30

    ଜୟ ହୋ ବିଜେଡି ସରକାର ।

  • @ganeswar5187
    @ganeswar5187 11 місяців тому +27

    ସବୁ ଥାନାର ଏ ଭଳି ନ୍ୟାୟ ଯିଏ ନ୍ୟାୟ ପାଇଁ ଥାନା ଯାଇଛି ସେ ଜାଣିଛି ଆମ ପୋଲିସ କିପରି ନ୍ୟାୟ ଦିଅନ୍ତି

  • @prasantapanda1703
    @prasantapanda1703 11 місяців тому +49

    ମାଗିହା ବିଜେଡି ଥିବାଯାଏ ପରମ ମାଗିହା ନବୀନ ପଟନାୟକ ବଂଚିଥିବା ଯାଏ ଏମିତି କେହି ନାୟ ପାଇବେନି

  • @harekrushnabehera5851
    @harekrushnabehera5851 11 місяців тому +10

    ଏଇତ ଆମ ସରକାରର ସଫଳତା । ଧୂକ୍ ଆମ ସରକାର

  • @itiranjansahoo4074
    @itiranjansahoo4074 11 місяців тому +2

    ଯଦି ଆମ ଭାରତ ରେ ପାପ ବଡ଼ିବାର କାରଣ ହେଲା ପ୍ରଥମେ ପୋଲିସ ଦାଈ ହେ ପ୍ରଭୁ କାଳିଆ ଠାକୁର ତମେ ସତରେ ଯଦି ଅଛ ଏ ଖରାପ ପୋଲିସ ମାନଙ୍କୁ କାହିଁକି ରଖୁଛ ଭଲ ଲୋକ ମାନଙ୍କୁ ନେଇଯାଉଛ ଏ ପୋଲିସ ମାନଙ୍କୁ ଛାଡ଼ିଦେଉଛ ପ୍ରଭୁ ତମେ ସବୁ ଜାଣିକି ଛାଡି ଦଉଛ ଜଗନ୍ନାଥ 🙏🙏🙏🙏

  • @arjunbehera3867
    @arjunbehera3867 11 місяців тому +18

    ଏକଥା କଣ୍ ପାଣ୍ଡିଆନ କିଛି ଜାଣିପାରୁନାହାନ୍ତି

    • @mpcreat143
      @mpcreat143 11 місяців тому

      Bhai pandian Khali district bulibe tanku a katha janapadibani

  • @sarupabrek3343
    @sarupabrek3343 11 місяців тому +21

    ଅପେକ୍ଷା କର ମଉସା ଉପର ବାଲା ଅଛନ୍ତି 😢😢😢

  • @Suman55789
    @Suman55789 11 місяців тому +33

    ଯୁଗେ ଯୁଗେ ପଇସାଵାଲା ଲୋକ ହିଁ ବଞ୍ଚିଵେ. ଗରିବଵାଲା ମରିବେ..ସବୁବେଳେ ଚାଲିଥିବ.. ପୁଲିସ କେବେ ବି ବଦଳିବନି..ଟଙ୍କା ହିଁ ସର୍ବେସର୍ବା.. ଧନ୍ୟ ଏ ଦୁନିଆ.
    .

    • @odiyavloggerjhili797
      @odiyavloggerjhili797 11 місяців тому

      Bjd ku vote daeantu au gariba loka mane bahut vala kare maribe

  • @sameersameer-mo1hg
    @sameersameer-mo1hg 11 місяців тому +63

    କଣ ହେଇ ଗଲାଣି ଏହି ଦୁନିଆ ଟା ଜଉ ମାନେ ହତ୍ୟା କରିଛନ୍ତି ସେମାନେ ଖୁଲା ବୁଲୁଛନ୍ତି ପୁଲିସ କଣ ପଇସା ପାଇଁ ହିଁ ଚାକିରି କରୁଛନ୍ତି ନା କଣ.?

  • @manitabiswal
    @manitabiswal 11 місяців тому +3

    Nabin sir tanku naya diantu pls

  • @salhamarndi689
    @salhamarndi689 11 місяців тому +6

    ପୋଲିସ ଗୋଟେ ପଟେ ଟଙ୍କା ଖାଉଛି ଅନ୍ୟ ପଟେ ଗୁଲାମୀ ଗିରି କରୁଛି l ପୋଲିସ ଉପରେ ଏବେ ଲୋକଙ୍କ ଆସ୍ଥା ଅଉ ପାଉନାହିଁ l ପୋଲିସ ନେତାମନ୍ତ୍ରୀ ପାଖରେ ଗୁଲାମ l ସେ କଣ ନ୍ୟାୟ ଦେବ l ନଚେତ ଉପର ଅଫିସର ର ଗୁଲାମ l ନଚେତ ସେ ନିଜେ ଟଙ୍କା ଖାଇଥିବ ସେ କି ନ୍ୟାୟ ଦେବ l ପୋଲିସ କୁ ଏବେ ଲୋକେ ଏକ ପ୍ରକାର ଘୃଣା କଲେଣି l

  • @sangrampanigrahi4082
    @sangrampanigrahi4082 11 місяців тому +11

    200 tankare Vote diya

  • @ganeswar5187
    @ganeswar5187 11 місяців тому +3

    ବଡ଼ ଲୋକ ଆଜ୍ଞା ଆପଣ ଗରିବ ପାଈଁ ତୁ ତା ରେ ରା ବ୍ୟବହାର ଖରାପ ଏଇଠି ଦୋଷ ଦେବା କାହାକୁ ଭଲ କହିବା କାହାକୁ ??????

  • @malayabasantaroudia8181
    @malayabasantaroudia8181 11 місяців тому +5

    Jai Jagannath Prabhu tanku Saha hua
    Jai Jagannath
    Jai Jagannath
    Jai Jagannath
    🙏🙏🙏🙏🙏

  • @chinuloveradha881
    @chinuloveradha881 11 місяців тому +3

    Mausi ku please sahajya karantu 😢😢😢

  • @bapudash9983
    @bapudash9983 11 місяців тому +7

    ମୁଁ ଭାବୁଛି ପୋଲିସ ମାନଙ୍କୁ ଅନ୍ୟାୟକୁ ବିରୋଧ କରିବା ତଥା ଜନତାଙ୍କୁ ସୁରକ୍ଷା ଦେବା ତାଲିମ ଆଉ ଦିଆଯାଉନାହିଁ, ବରଂ ନିରିହ ଜନତାଙ୍କୁ କିପରି ମାରଧର କରି ସୈତାନ ମାନଙ୍କ ଦାସ ପରି ରହିବାର ତାଲିମ ଶିକ୍ଷା ଦିଆଯାଉଛି । ଯଦି ଦରମା ଟଙ୍କା ପେଟକୁ ପାଉନି ତେବେ ଚାକିରି ଛାଡ, ନିଜ ମା, ଭଉଣୀ ତଥା ସ୍ତ୍ରୀ ଓ ପୁଅକୁ ଲଗାଇ ବେପାର କର , ଆମ ସମ୍ବିଧାନ ପ୍ରାୟ ସବୁ ବୃତ୍ତିକୁ ପ୍ରସୟ ଦେଲାଣି।

  • @tutor_d
    @tutor_d 10 місяців тому +2

    ସଫା ସଫା ଜଣା ପଡ଼ୁଛି ଦୋଷୀ କିଏ,ହେଲେ ଟଙ୍କା ନେଇ ପୋଲିସ୍ ଚୁପ୍ ଅଛି।

  • @bharatpradhan2462
    @bharatpradhan2462 11 місяців тому +1

    ଏ ପରିବାରଙ୍କୁ ନ୍ଯାୟ ମୁଳି.

  • @prasantabehera3057
    @prasantabehera3057 11 місяців тому

    Aithi garibo loko ku niya miliba bahut kosto , jor jar mulak tar,Please god protect his familys

  • @loveandfeelings5788
    @loveandfeelings5788 11 місяців тому +2

    Ye sarkar thiba Jaye justice milibanahin,belunthun husiar Sadhu sabdhan.

  • @tuna1001
    @tuna1001 11 місяців тому +1

    Plz niyya dia 😢😢

  • @mahondas1165
    @mahondas1165 11 місяців тому +2

    Very pain full meter, police plese help him

  • @kumarsantosh193
    @kumarsantosh193 11 місяців тому

    Be quickly helping so that awar state of odisha public support 🙏🏻🙏🏻🙏🏻

  • @managobindabariha5880
    @managobindabariha5880 11 місяців тому +3

    Omg😢😢😢😢

  • @4umyfrnds863
    @4umyfrnds863 11 місяців тому +1

    ହାରାମି ପୋଲିସ

  • @mitalinayak779
    @mitalinayak779 10 місяців тому +1

    Right

  • @Pradhanranjit315
    @Pradhanranjit315 11 місяців тому

    Hey parbhu ki Aanya chalichi ....

  • @anjananayak747
    @anjananayak747 11 місяців тому +7

    କୋର୍ଟ ରେ କେଶ କର

  • @hemantamohanty4171
    @hemantamohanty4171 9 місяців тому

    ବାବୁ ଏ ଭିତରେ କିଛି ଅଛି କାରଣଗୁଡ଼ିକ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବ ପୁଲିସି ଡରୁଛି

  • @suvendusahoo9255
    @suvendusahoo9255 11 місяців тому +1

    Om Sai Ram

  • @pintusahoo2385
    @pintusahoo2385 10 місяців тому +1

    Police କୁ ଏସିଡ ମାରିଦିଅ ନହଲେ ଥାନା ଉଡେଇଦିଅ

  • @littlequeenrakhi
    @littlequeenrakhi 11 місяців тому

    He bhagwan tume sete achha

  • @Pradhanranjit315
    @Pradhanranjit315 11 місяців тому +1

    Hey parbhu mu gote judge hele amnku mu hi justice debi...

  • @rajuhansdah607
    @rajuhansdah607 11 місяців тому +1

    Commissionerate police ku khali gadi checking ase au kichhi nai

  • @hariomm2301
    @hariomm2301 11 місяців тому +5

    Vote dia and mara

  • @mukeshgaming3518
    @mukeshgaming3518 11 місяців тому +3

    Money power bhai money juade Loko se ade

  • @mamatasenapati4894
    @mamatasenapati4894 11 місяців тому

    Justice is family please

  • @riddhimamohanta826
    @riddhimamohanta826 11 місяців тому +1

    Justice Diya jau

  • @jayantiswain1732
    @jayantiswain1732 11 місяців тому +7

    Very good BJD govt. Police. Shame.

  • @rmenterprises5580
    @rmenterprises5580 11 місяців тому

    🙏🌹🙏🌹

  • @shushreemohapatra8758
    @shushreemohapatra8758 11 місяців тому

    ଆମ ଦେଶରେ ଶାସନ ଠିକ୍ ନାହିଁ ।ପୋଲିସ୍ ପକେଟ୍ ଗରମ ହୋଇ ଯାଇଛି ।ପୋଲିସ ମନ୍ତ୍ରୀ ଏମାନେ ସବୁ ଗୋଟିଏ ଗୋଟିଏ ଦଲାଲ୍ ।ଏଠିନାୟ ମିଳିବ ନାହିଁ

  • @Truth4al
    @Truth4al 11 місяців тому +1

    Drugs ବେପାର ରୁ ଦଲାଲ ମାଧ୍ୟମରେ ସରକାର ଭଲ ରୋଜଗାର କରୁଛି. Drugs ମାଫିଆ କୁ ନିଜ ବନ୍ଧୁ ପରି treat କରୁଛନ୍ତି. ତାଙ୍କୁ କେମିତି ପୋଲିସ ଦଣ୍ଡ ଦେବ କି arrest କରିବ?

  • @Truth4al
    @Truth4al 11 місяців тому +1

    ଏକଥା କଣ ନୂଆ?? ସରକାର ସୃଷ୍ଟି ହେବା ଦିନ ଠାରୁ ଏମିତି ହେଇଆସୁଛି.

  • @Amabhairamesh5187
    @Amabhairamesh5187 11 місяців тому +1

    Aaji ka date re a heuchhi common katha.. ja pakhare paisa achhi ta pocket re sabu achhi, aau ja pakhare nai se amti hairan haba.. jadi ae case ta olata hei thanta tebe a mausa mausi aau tanka pura family abe jail vitare thante.. sethipain mo matare a sarakar nihati change karajiba katha..

  • @user-ls4er3yo6p
    @user-ls4er3yo6p 11 місяців тому +3

    Jay Jagannath 🙏🙏🙏🙏🙏

  • @manojkumarsaint7803
    @manojkumarsaint7803 11 місяців тому +1

    Lawless odisha

  • @pushpanjalisabut6297
    @pushpanjalisabut6297 10 місяців тому

    This is reality

  • @gargilenka1a520
    @gargilenka1a520 11 місяців тому

    😭😭

  • @gitanjalirout9774
    @gitanjalirout9774 11 місяців тому

    😭😭😭

  • @Sunildas-zm6zh
    @Sunildas-zm6zh 11 місяців тому

    ପୋଇସା ଆଗରେ ନାୟ ର ମୂଲ୍ୟ ନାହିଁ ତୁଛ

  • @champiyastarkp6246
    @champiyastarkp6246 11 місяців тому

    Hey bhagabhan plz neyadeya

  • @rasmienalenka5956
    @rasmienalenka5956 10 місяців тому +1

    Police mane kn pai achanti

  • @seemaranipradhan8141
    @seemaranipradhan8141 11 місяців тому

    Plzz naya deantu

  • @laxmibehera5412
    @laxmibehera5412 9 місяців тому

    😭😭😭😭😭

  • @rasmitabiswal8012
    @rasmitabiswal8012 11 місяців тому +1

    It is the result of BJD government

  • @rajeshpattnaik8321
    @rajeshpattnaik8321 11 місяців тому

    ମଉସା ତମେ ପଇସା ନେଇ ଭୋଟ ଦେଇଛ
    ତମେ ଭୋଗିବନି ତଃ ଆଉ କିଏ ଭୋଗିବ

  • @m.pingua9993
    @m.pingua9993 11 місяців тому

    Where is 5t/commissionerate police/govt

  • @romanayak
    @romanayak 11 місяців тому

    😢😢😢😢

  • @ajayjena9685
    @ajayjena9685 11 місяців тому

    Sir please niya dio

  • @SamnathGadaba
    @SamnathGadaba 11 місяців тому

    ବିଜେଡି ସରକାର ସମ୍ପୂର୍ଣ୍ଣ ଭାବେ ଏଥି ପାଇଁ ଦାୟୀ ଆମକଓଟପଆଡ ଥାନାରେ ବି ଏମିତି ଗରିବ ଲୋକଙ୍କ ହଇରାଣ କରୁଛନ୍ତି ୧୦୦/୧୦୦

  • @gmingchnnl1807
    @gmingchnnl1807 11 місяців тому +1

    Ain thik vabe kama karuni

  • @SunilNayak-my9gt
    @SunilNayak-my9gt Місяць тому

    Odisha sarakar. Kn. Janiparu ni.

  • @kailashsinku9498
    @kailashsinku9498 11 місяців тому +8

    ଏଠି ଯଦି କେଉ ନେତା ମନ୍ରୀ ମରି ଯାଇ ଥାଆନ୍ତେ ଓ ବାପ ଲୋ ମା କି ରୋଲ ଦେଖିବ ଆମ ରାଜ୍ୟ ର ମୁଣ୍ଡ ର ଝାଳ ତୁଣ୍ଡ ରେ ଦେଇ କୁକୁର ମାଙ୍କଡ ବିଲେଇ ସବୁ ତା ପଛରେ ଲଗେଇ ଦେବେ ।କିନ୍ତୁ ଯଦି ଗରିବ ଲୋକଟେ ମରିଯାଏ ଆମ ପୁଲିସ ବାବୁ କୁକୁର ବଦଳ ରେ ବିଲୁଆ ଲଗେଇ ଦିଅନ୍ତି ଆପଣ ମାନେ ତ ଜାଣି ଥିବେ ବିଲୁଆ ର କାମ କଣ....ନ୍ୟାୟ ଏଠି କେହି ଦେବେନି ।ଯଦି ମିଡିଆ ଭାଇ ସପୋଟ ଦେବେ ତା ହେଲେ ଆପଣକ୍କୁ ନିହାତି ନ୍ୟାୟ ମିଳିବ।ଜୟ ଜଗନ୍ନାଥ.....

    • @hariharijan5731
      @hariharijan5731 11 місяців тому

      ନାହିଁ ଭାଇ ମିଡିଆ ବି କିଛି koribo ନାହିଁ ସେହି ବୁଡା ବୁଡି ଦୁଇଜଣଙ୍କୁ khali ପଚାରିବେ କିନ୍ତୁ ପୁଲିସ କୁ ଯାଇ ପଚାରିବା dom ନାହିଁ

  • @Chisimu
    @Chisimu 11 місяців тому

    Justice deiparunahnti amo country ro ..law bohut faltu

  • @k.cmohanty7395
    @k.cmohanty7395 11 місяців тому

    S.P sir tikia dhyaan diantu..Nirdosh kahin ki danda pauchhi

  • @ambarishswain3233
    @ambarishswain3233 11 місяців тому +1

    Pandu kuade gala re, m.g

  • @nprasadnaik3082
    @nprasadnaik3082 11 місяців тому +1

    କୁମାରୀ ପୁଅ ର ନା ଧରିଲା ବେଳ କୁ କାହିଁକି ବିଟ ବଜେଇ ଦେଲ। ମିଡ଼ିଆ ର ବି ହାତ ଅଛିକି?

  • @kumarsantosh193
    @kumarsantosh193 11 місяців тому

    Be quickly stop the a government to starting for the rashtrapati sasana 👍

  • @nirajkumarmohanta1304
    @nirajkumarmohanta1304 9 місяців тому

    Ye deshre nyay byabasthha sthhanu hoi jai chhi

  • @pradyumnanayak9844
    @pradyumnanayak9844 11 місяців тому

    There is no administration in Odisha.

  • @subhadarsanpadhi6353
    @subhadarsanpadhi6353 11 місяців тому

    Jay hau Nabin babu

  • @baradbarad2793
    @baradbarad2793 10 місяців тому +1

    Police ku galidia

  • @jayantiswain1732
    @jayantiswain1732 11 місяців тому +3

    Can this matter not be an issue for opposition party BJP and Congress?

  • @anupkumarsahoo3959
    @anupkumarsahoo3959 11 місяців тому

    ଗେଣ୍ଡା ରାଜ୍ଯ ର ପୋଲିସ କିଛି ପାଇବ ନି....

  • @soumya7847
    @soumya7847 10 місяців тому

    Plz grow up people of odisha..where is 5t ?...shame on you guys ..

  • @radhekrushnapanda8547
    @radhekrushnapanda8547 11 місяців тому

    Right raght right dhik a police

  • @apentertainment1429
    @apentertainment1429 11 місяців тому

    E sabu money power...

  • @sumitrabiswas7250
    @sumitrabiswas7250 11 місяців тому +1

    Pollic to launch khaiki cup rahuchi jie annay koruchi taku chadidei nirdosiku dukhya deuchi dharma sahibani😢

  • @kuninath9253
    @kuninath9253 11 місяців тому +1

    Ye b pari pihu case vali haba aapan mane jete pati kale b kichhi lava habani

  • @mayadharbhoi9516
    @mayadharbhoi9516 11 місяців тому

    Nya pain kana esabu drushya dekhibaku miluchhi, kahiki emiti kasta dauchanti, gote bapaku e ki kharapa lagaiba katha, 🙏🙏🙏🙏🙏🙏

  • @talkofsoul
    @talkofsoul 11 місяців тому

    Prabhu Kalki will come recently 🙏🚩

  • @sureshranasureshrana1839
    @sureshranasureshrana1839 9 місяців тому

    Suresh Rana odisare jangal raj chalichi

  • @Pradhanranjit315
    @Pradhanranjit315 11 місяців тому

    Ama odishara ops officer kana karuchanti ki

  • @pravatkumar-tf3ze
    @pravatkumar-tf3ze 11 місяців тому

    E Raj hatya ehara nyay milibani

  • @dhronadhulaShivani
    @dhronadhulaShivani 11 місяців тому

    A sabu film re dekhi baku mile kintu satare he bhagaban tame saha hua

  • @dilipanayak6757
    @dilipanayak6757 11 місяців тому

    Policy Chakri Da Vinci kiye

  • @CENEXPERIA
    @CENEXPERIA 11 місяців тому +1

    Kichi loka paisa khai vote debe ta badala re kichi niriha loka hairan heuchantie😢😢

  • @satrughnamallicj8703
    @satrughnamallicj8703 11 місяців тому

    ହତ୍ୟା କାରୀ କୁ ଉଚିତ୍ ଦଣ୍ଡ ଦିଆ ଯାଉ

  • @loveandfeelings5788
    @loveandfeelings5788 11 місяців тому

    Yebhali sarkar odisare Thai labha kan.

  • @tejshwani7081
    @tejshwani7081 11 місяців тому

    Gariba loka sabubeel hairaan hauchnati

  • @Rkd6122
    @Rkd6122 11 місяців тому

    So many clues but why no investigation? Definitely culprits can be nabbed if proper investigation done.😮

  • @pabitradalaipitu5840
    @pabitradalaipitu5840 11 місяців тому

    modi ji apak kati pranam
    a dosik fasi hana chaia
    please modi ji
    jaya jagannth
    jaya sree ram

  • @user-gs3ls6ix6i
    @user-gs3ls6ix6i 11 місяців тому

    Bijedisarkara ki vote diajau

  • @angel_hearts6372
    @angel_hearts6372 10 місяців тому

    AE mausa nka samajsebi agaku asiba katha

  • @ritanjali2609
    @ritanjali2609 11 місяців тому +1

    A sola police mank kam etik japakora tonka achi police tapakora mahu machi poriuanti

  • @geetanayak8505
    @geetanayak8505 11 місяців тому

    Sarkar tanku nay milu