Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଚାହିଁଛନ୍ତି ସେ ଆତୁରେ କାହିଁ ଯାଉ ବହୁଦୂରେବାନ୍ଧି ହୋଇଯା ତୁ ଥରେ ତାଙ୍କ ସତନାମ ଡୋରେହରି ନେବେ ପାପ ତାପ ନିମିଷେ ଦରଶନରେ....ସତସଙ୍ଗ ସାଧୁମେଳେ ଅପାର ଆନନ୍ଦ ମିଳେ ବିଧି ବିମୁଖେ ଭ୍ରାନ୍ତି ଉପୁଜେ ଅଜ୍ଞାନତା ବଳେପଥ ଭୁଲି ଆଶଙ୍କାରେ ଘନ ଘୋର ଅନ୍ଧକାରେ ନାଉରୀର ନାବ ଡୁବେ ଅବିଳମ୍ବେ ଜାଣତରେ (1)ପିଣ୍ଡରୁ ପରାଣ ଫେଡ଼ି ପ୍ରାଣପକ୍ଷୀ ଯିବ ଉଡି ନାଟକ ସାରି ନୀଡ଼ ତୁ ଛାଡ଼ି ଯିବୁରେ ବାହୁଡ଼ିକରମ ତୋ ଧରମରେ ଧରମ ତୋ କରମରେ ଅବୁଝା ଅନ୍ତର କେବେ ସତେ କିବା ବୁଝିପାରେ (2)ବାଧା ବିଘ୍ନ ଦୂର ହେବ ଅହଙ୍କାର ଚୂର୍ଣ୍ଣ ହେବ ଶୋକ ସନ୍ତାପ ଦୁଃଖ ବିଳାପ ମରୁ ପାଲଟିବଭୟକୁ ଭୁଲାଇ ବାରେ ଚିତ୍ତ ରଖି ନିରନ୍ତରେ ଭାବନାର ଅନ୍ତରାଳେ ଭଜୁଥା ତୁ ଶ୍ରୀପୟରେ (3)LYRICS : AMARENDRA PANDAMUSIC : SAMEER PRADHAN
Thank you dada jayguru 🙏🙏🙏
Thanks bhai
Thanku bhai ,Joyguru 🙏
0:44
1:04
Joy guru
Khub sundar ❤
Khub sundar kirtan bhai 👌👌🙏🙏
Evergreen Bapibhai ❤
Jamila Bhai . Pura niaara ,❤
Sundar kirtan, Dada Jayguru
Bahut sundar kirtan dada Joy guru 🙏🙏🙏
Joyguru 🙏🙏🙏🙏🌺🌺🌺🌺
Joy guru 🙏
ଜୟ ଗୁରୁ ବାପି ଭାଇ, ଖୁବ ସୁନ୍ଦର 🙏🙏
Jayguru
ବହୁତ୍ ସୁନ୍ଦର କୀର୍ତ୍ତନ ❤
ହୃଦୟସ୍ପର୍ଶି କୀର୍ତନ ଜୟଗୁରୁ 🙏
🎉Jay guru dada 🎉 super
ବହୁତ ସୁନ୍ଦର କୀର୍ତନ ,ଜୟଗୁରୁ 🙏
Superb dada 🙏🙏🙏
Joyguru
Mind blowing Amarendra❤ vai ❤❤
Jay guru 👏🙏
JOYGURU
ଜୟଗୁରୁ 🙏🙏
Jayguru dada superb
Dada ahe premamaye ahe daya maye prema dore bandhi nela lyrics dada
Super dada
ଜୟଗୁରୁ 🙏. କୀର୍ତନ ର ଲେଖା ପଠାନ୍ତୁ
ଜୟ ଗୁରୁ 🙏🙏🙏🙏
Khub sundar kirtan bapi bhai 🙏 Jayguru 🙏
ଚାହିଁଛନ୍ତି ସେ ଆତୁରେ କାହିଁ ଯାଉ ବହୁଦୂରେ
ବାନ୍ଧି ହୋଇଯା ତୁ ଥରେ ତାଙ୍କ ସତନାମ ଡୋରେ
ହରି ନେବେ ପାପ ତାପ ନିମିଷେ ଦରଶନରେ....
ସତସଙ୍ଗ ସାଧୁମେଳେ ଅପାର ଆନନ୍ଦ ମିଳେ
ବିଧି ବିମୁଖେ ଭ୍ରାନ୍ତି ଉପୁଜେ ଅଜ୍ଞାନତା ବଳେ
ପଥ ଭୁଲି ଆଶଙ୍କାରେ ଘନ ଘୋର ଅନ୍ଧକାରେ
ନାଉରୀର ନାବ ଡୁବେ ଅବିଳମ୍ବେ ଜାଣତରେ (1)
ପିଣ୍ଡରୁ ପରାଣ ଫେଡ଼ି ପ୍ରାଣପକ୍ଷୀ ଯିବ ଉଡି
ନାଟକ ସାରି ନୀଡ଼ ତୁ ଛାଡ଼ି ଯିବୁରେ ବାହୁଡ଼ି
କରମ ତୋ ଧରମରେ ଧରମ ତୋ କରମରେ
ଅବୁଝା ଅନ୍ତର କେବେ ସତେ କିବା ବୁଝିପାରେ (2)
ବାଧା ବିଘ୍ନ ଦୂର ହେବ ଅହଙ୍କାର ଚୂର୍ଣ୍ଣ ହେବ
ଶୋକ ସନ୍ତାପ ଦୁଃଖ ବିଳାପ ମରୁ ପାଲଟିବ
ଭୟକୁ ଭୁଲାଇ ବାରେ ଚିତ୍ତ ରଖି ନିରନ୍ତରେ
ଭାବନାର ଅନ୍ତରାଳେ ଭଜୁଥା ତୁ ଶ୍ରୀପୟରେ (3)
LYRICS : AMARENDRA PANDA
MUSIC : SAMEER PRADHAN
Thank you dada jayguru 🙏🙏🙏
Thanks bhai
Thanku bhai ,Joyguru 🙏
0:44
1:04
Joy guru
Khub sundar ❤
Khub sundar kirtan bhai 👌👌🙏🙏
Evergreen Bapibhai ❤
Jamila Bhai . Pura niaara ,❤
Sundar kirtan, Dada Jayguru
Bahut sundar kirtan dada Joy guru 🙏🙏🙏
Joyguru 🙏🙏🙏🙏🌺🌺🌺🌺
Joy guru 🙏
ଜୟ ଗୁରୁ ବାପି ଭାଇ, ଖୁବ ସୁନ୍ଦର 🙏🙏
Jayguru
ବହୁତ୍ ସୁନ୍ଦର କୀର୍ତ୍ତନ ❤
ହୃଦୟସ୍ପର୍ଶି କୀର୍ତନ ଜୟଗୁରୁ 🙏
🎉Jay guru dada 🎉 super
ବହୁତ ସୁନ୍ଦର କୀର୍ତନ ,ଜୟଗୁରୁ 🙏
Superb dada 🙏🙏🙏
Joyguru
Mind blowing Amarendra❤ vai ❤❤
Jay guru 👏🙏
JOYGURU
ଜୟଗୁରୁ 🙏🙏
Jayguru dada superb
Dada ahe premamaye ahe daya maye prema dore bandhi nela lyrics dada
Super dada
ଜୟଗୁରୁ 🙏. କୀର୍ତନ ର ଲେଖା ପଠାନ୍ତୁ
ଜୟ ଗୁରୁ 🙏🙏🙏🙏
Khub sundar kirtan bapi bhai 🙏 Jayguru 🙏
ଜୟ ଗୁରୁ 🙏🙏🙏🙏