ଶିକ୍ଷକଙ୍କ ଦୁଃଖ ଶୁଣି ଦୁଃଖରେ ଭାଙ୍ଗିପଡିଲେ ମୁଖ୍ୟମନ୍ତ୍ରୀ... ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବାକୁ କହିଲେ...

Поділитися
Вставка
  • Опубліковано 10 лис 2024

КОМЕНТАРІ • 315

  • @deepti5856
    @deepti5856 4 місяці тому +256

    ଜଣେ ଦୁଃଖୀ ହିଁ ଅନ୍ୟର ଦୁଃଖ ବୁଝିପାରେ, ଠିକ୍ ସେମିତି ଆମ ମୁଖ୍ୟମନ୍ତ୍ରୀ 🙏

    • @kkgyanbhandar2857
      @kkgyanbhandar2857 4 місяці тому +1

      Jie aagyan masha ku 30,000 ru 1 lakh upare pauchhanti chair re basi basi, semanka besi dukha... Hele chhota chhota gaon manankare 2/4 ta kurkure chhulei dukan Kari paribar posu thiba loka, 2/4 kilo pariba dhari ki 10/15 kilometers jai e Bazar se bazar buli ki dinaku 200/300 tanka biku thiba lokanka kichhi dukha nahi.... Ki chamtkar...

    • @prasantapalei1731
      @prasantapalei1731 4 місяці тому +1

      Right

    • @AmbarMajhi-i7l
      @AmbarMajhi-i7l 4 місяці тому

      Sieta bi samadhan heb .bhai

    • @santoshmohanty6043
      @santoshmohanty6043 4 місяці тому

      ଜୟ ଶ୍ରୀରାମ 🙏🙏🙏 ଧନ୍ୟବାଦ

  • @jyotiprakashbehera5068
    @jyotiprakashbehera5068 4 місяці тому +31

    ମୋଦି ଙ୍କର selection ବହୁତ ବଢିଆ, ଆମ cm ବହୁତ ବଢିଆ 👍👍

  • @tapaswinimeher3353
    @tapaswinimeher3353 4 місяці тому +38

    ଆଦିବାସୀ ମାନଙ୍କ ହୃଦୟ ବହୁତ ବଡ଼, ଅତି ସରଳ ଓ ନିଷ୍କପଟ ସେମାନେ।ଆମ ନୂତନ ମୁଖ୍ୟମନ୍ତ୍ରୀ ବହୁତ ଶିକ୍ଷିତ ମଧ୍ୟ। ରାଜ୍ୟ ବାସୀ ତାଙ୍କ ଠାରୁ ବହୁତ ଆଶା ରଖଲେଣି । ତାକୁ ପୁରଣ କରିବାକୁ ଭଗବାନ ସବୁବେଳେ ସହାୟ ହୁଅନ୍ତୁ।

  • @arajunmaharana6147
    @arajunmaharana6147 4 місяці тому +56

    ମାନ୍ୟବର ମୁଖ୍ୟମନ୍ତ୍ରୀ ଜନତାଙ୍କ ଦୁଃଖରେ ସମଦୁଃଖୀ ହେବାର ଦୃଶ୍ୟ ବେଶ୍ ଶୀହରଣ ସୃଷ୍ଟିକାରୀ l ବେନି ନେତ୍ର ଛଳ ଛଳ ହୋଇଯାଉଛି ଏତାଦୃଶ ଦୃଶ୍ୟ ଦେଖି l ମୁଁ ଜଣେ ଓଡ଼ିଆ ହୋଇ ନିଜକୁ ଧନ୍ୟ ମଣୁଛି l
    🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏

    • @GadadharPradhan-c3o
      @GadadharPradhan-c3o 4 місяці тому +2

      ପ୍ରଭୁ ଆମ ମୁଖ୍ୟମନ୍ତ୍ରୀ କୁ ଆଶିଷ ଦିଅନ୍ତୁ ,ଶକ୍ତି ଦିଅନ୍ତୁ ଚଲାପଥ ବିକ ଛି

  • @sarojrout9173
    @sarojrout9173 4 місяці тому +21

    ଏଇ ଭଳି ମୁଖ୍ୟମନ୍ତ୍ରୀ କୁ ଶହେ ସଲମା 🙏🏽

  • @kulamanipandit4609
    @kulamanipandit4609 4 місяці тому +73

    ଆଜ୍ଞା ଆମେ ଆଗରୁ ଦେଖିଥିଲୁ ମଖ୍ୟମନ୍ତ୍ରୀ କନ୍ତୁ ଏପରି ଏକ ସତେଅବା ଭଗବାନ୍ ସଦୃଶ ଭଳି ଅବତାର କଲାଭଳି ଯାହା ଜଣା ପଡେ । କାରଣ ଯିଏ ବାପ ମାଆ ଭଳି ନିଜ ସନ୍ତାନର କୋହ ଭରା ଆଖିର ଲୁହ ଓ ନିସ୍ତେଜ ମୁଖମଣ୍ଡଳକୁ ଦେଖି ଯେଉଁ ମୁଖ୍ୟମନ୍ତ୍ରୀ ସବୁକଛି ବୁଝିପାରି ଆସ୍ବସ୍ତୀ ଦେଇପାରେ ତାଙ୍କଠାରୁ ବଡ ଆମେ କାହାକୁ ଵା କହିବା । ଭଗବାନ କରନ୍ତୁ ଏଭଳି ମୁଖ୍ୟମନ୍ତ୍ରୀକୁ ତାଙ୍କର କର୍ତ୍ତଵ୍ୟ ପଥରେ ସହାୟକ ହେବା ସହ ତାଙ୍କର କାର୍ଯ୍ୟକୁ ସୁଦୃଢ କରନ୍ତୁ । ଏତି ସେହି ଭଗବାନଙ୍କ ପାଖରେ ପ୍ରାର୍ଥନା ।।ଜୟ ଜଗନ୍ନାଥ ।।

  • @Shree_910
    @Shree_910 4 місяці тому +61

    ଜୟ ଜଗନ୍ନାଥ🙏 ଭଲ ଲାଗିଲା ମୋହନ ମାଝୀ ଙ୍କ ର ଏମିତି କାମ ଦେଖି👍🏻

  • @brajeswarisingh909
    @brajeswarisingh909 4 місяці тому +59

    ଶିକ୍ଷକ ଜାତିର ମେରୁଦଣ୍ଡ, ଶିକ୍ଷକଙ୍କ ପ୍ରତି କୋଠର ନ ହେଇ ସେମାନଙ୍କ ଦୁଃଖ ବୁଝିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ 🙏

    • @kkgyanbhandar2857
      @kkgyanbhandar2857 4 місяці тому

      Jie aagyan masha ku 30,000 ru 1 lakh upare pauchhanti chair re basi basi, semanka besi dukha... Hele chhota chhota gaon manankare 2/4 ta kurkure chhulei dukan Kari paribar posu thiba loka, 2/4 kilo pariba dhari ki 10/15 kilometers jai e Bazar se bazar buli ki dinaku 200/300 tanka biku thiba lokanka kichhi dukha nahi.... Ki chamtkar...

    • @kkgyanbhandar2857
      @kkgyanbhandar2857 4 місяці тому

      Mote jaha laguchhi, jie BA, MA patha padhi corruption paeen age palei baru chakiri na paee aaji kuli kama karuchhi, Tara dukha e 30000 ru 1 lakh upare chair re basi basi ki pauchhanti, emanka thu Kam thiba... Ki chamtkar...

    • @AjitRaut-i1d
      @AjitRaut-i1d 4 місяці тому

      ​@@kkgyanbhandar2857tume thik kahuchha...samasta nka samasya samadhan heba kintu samay n sahayoga darkar

    • @akruragahira6544
      @akruragahira6544 4 місяці тому +1

      Kou Banda patha padhauchhanti ki govt teacher Mane

  • @swadhikarbetaj3768
    @swadhikarbetaj3768 4 місяці тому +166

    ନବୀନ ତା ବୁନିଆଦି ରେ ଜନତାଙ୍କ ସହ ଏମିତି କବେ ମିଶିଥିଲେ କି ? ଯେଉଁ ନିର୍ଲଜ୍ଜ ମାନେ ନବୀନ ପାଇଁ କାନ୍ଦୁଛନ୍ତି ତାଙ୍କୁ ଖାଲି ନିର୍ଘାତିଆ ପାହାର ଦରକାର।

    • @tapankumarbedi1659
      @tapankumarbedi1659 4 місяці тому +13

      Bichuati darkar tanku

    • @minatinaik9735
      @minatinaik9735 4 місяці тому

      😂

    • @jagannathmohanty1426
      @jagannathmohanty1426 4 місяці тому

      Right👍 bro

    • @ramanathgiri9857
      @ramanathgiri9857 4 місяці тому

      Samaya kahiba

    • @6359Sabitaojha
      @6359Sabitaojha 4 місяці тому

      Besta huani agaku dekha kn hauchi emiti kete dina chaliba nua mantri abe emiti kichhi kama Kari high light hebe media mane ta pura jagi basichhanti ,bhai anyaku nirlaja kahiba pain tamar adhikara nahi tenu ate khusi huani samaya ku apekshya kara

  • @renubalamohapatra5702
    @renubalamohapatra5702 4 місяці тому +21

    ଅସ୍ଥାୟୀ ଶିକ୍ଷକ ମାନଙ୍କୁ ସ୍ଥାୟୀ କରି ସେମାନଙ୍କର ମୁହଁ ରେ ହସ ଦିଅନ୍ତୁ ସାର୍ 😢

  • @niranjanmajhi3134
    @niranjanmajhi3134 4 місяці тому +25

    ଭଗବାନ କେବେ ନିଜେ କରନ୍ତିନି, ଏହି ପରି ଭଗବାନ ମଣିଷ ମାନଙ୍କ ଦ୍ଵାରା କରେଇ ଥାନ୍ତି।

  • @prajnaparamitasendha3479
    @prajnaparamitasendha3479 4 місяці тому +10

    ସାର୍ 🙏 ଆପଣଙ୍କ ଉପରେ ବହୁତ ବିଶ୍ବାସ ଆଉ ଭରସା🙏🙏

  • @harihardas8805
    @harihardas8805 4 місяці тому +14

    ଆମ ଓଡ଼ିଶା ବାଶିଙ୍କୁ ଏହିଁପରି ମୁଖ୍ୟମନ୍ତ୍ରୀ ହି ଦରକାର କାହିଁକି ନା କିଛି ଗରିବମାନଙ୍କ ପାଇ ସାହାରା🙏god bless you sir🙏😢

  • @sanjaypanda1225
    @sanjaypanda1225 4 місяці тому +48

    ଯଦି ଏହା ଦୀର୍ଘ ଦିନ ଧରି ରହେ ତାହେଲେ ଦୁଃଖୀ ଦରିଦ୍ର ଉପକୃତ ହୁଅନ୍ତେ

  • @BailochnNayak
    @BailochnNayak 4 місяці тому +2

    ଏମିତି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆମେ ନିଜକୁ ଧନ୍ୟ ମନେ କରିଛୁ

  • @ajitchalan8976
    @ajitchalan8976 4 місяці тому +14

    ଗୋଟିଏ ଭୋକିଲା ଲୋକ ଯେପରି ଅନ୍ୟ ଭୋକିଲା ଲୋକ ର ପେଟ କଥା ବୁଝିପାରେ । ଠିକ୍ ସେପରି ଗୋଟିଏ ଗରିବ ଅନ୍ୟ ଗରିବର କଥା ବୁଝିପାରେ । ଆମ ଓଡ଼ିଆ ଜାତି ଆଜି ଗର୍ବିତ କି ଆମ ଭଳି ଜଣେ ସାଧାରଣ ଲୋକ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେ କି ପ୍ରତ୍ୟେକ ଓଡ଼ିଆ ଗରିବ ର ଦୁଃଖ ବୁଝିବାରେ ସକ୍ଷମ। ❤❤ ଜୟ ବିଜେପି । ❤❤❤

  • @prahlladpradhan
    @prahlladpradhan 4 місяці тому +106

    ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ କାହାକୁ କେତେ ଥର ପିଆଇଛନ୍ତି ବିଜେଡି ନେତା ମାନେ କୁହ

    • @PrakashkumarPradhan-eb4fl
      @PrakashkumarPradhan-eb4fl 4 місяці тому +1

      Are se kn karuchi dekha khali pani peia dela development kn kariba kuha

    • @galaxyboy6873
      @galaxyboy6873 4 місяці тому

      Tu kan janichu bjp jeuthi development seithi ​@@PrakashkumarPradhan-eb4fl

    • @princesspinky3860
      @princesspinky3860 4 місяці тому +1

      Se nabin ta ghara duara muhaku bahariba pain b kasta laguthila.

    • @ommdash513
      @ommdash513 4 місяці тому +8

      ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇ ଏମଏଲଏ ମାନଙ୍କୁ ତ ସୁଯୋଗ ମିଳୁନଥିଲା,କିନ୍ତୁ ଏବେ ତ ସାଧାରଣ ଲୋକଙ୍କୁ ସୁଯୋଗ ମିଳୁଛି ସେଇଟା ବଡ କଥା

    • @sanjibghose8284
      @sanjibghose8284 4 місяці тому +2

      @@PrakashkumarPradhan-eb4fl 24 barasa 5 dina re difference. Wait please

  • @sttrrrrr
    @sttrrrrr 4 місяці тому +5

    ଜଣେ ଶିକ୍ଷକ ହିଁ ଅନ୍ୟ ଜଣେ ଶିକ୍ଷକର ଦୁଃଖ ବୁଝିପାରେ କାରଣ ନିଜେ ମୁଖ୍ୟ ମନ୍ତ୍ରୀ ଜଣେ ଶିକ୍ଷକ ଥିଲେ,,,

  • @SantosinipradhanAsha
    @SantosinipradhanAsha 4 місяці тому +20

    ଭଗବାନ କରନ୍ତୁ ଏ ସରକାର ସବୁବେଳ ପାଇଁ ଏମିତି ଲୋକ ଙ୍କ ଦୁଃଖ ବୁଝନ୍ତୁ ନହେଲେ ସମସ୍ତ ଙ୍କ ପରି ସିଏ ବି କେତେ ଦିନ ପରେ ବଦଳି ନାଜନ୍ତୁ

    • @lipsa5949
      @lipsa5949 4 місяці тому

      ସେ ଜମା ବଦଳିବେନି 🙏🏻🙏🏻

  • @AKP687
    @AKP687 4 місяці тому +8

    ଯିଏ ଗରିବରୁ ଉଠିଛି ସେ ଗରିବର ଦୁଃଖ କଥା ବୁଝିପାରେ!ଓଡିଶା ଶ୍ରୀ ଯୁକ୍ତ ମୋହନ ମାଝୀ ଙ୍କ ଠୁ ଅନେକ ଆଶାକରେ | ଜୟ ଜଗନ୍ନାଥ!!

  • @narayanparida5469
    @narayanparida5469 4 місяці тому +30

    ମାଟିର ମଣିଷ ମାଟିର ମଣିଷକୁ କେବେ ଭୁଲିବେନି।

  • @bikashrautaray1073
    @bikashrautaray1073 4 місяці тому +13

    ଜର୍ଗନାଥ ଆଆପଣଙ୍କ ସବୁ ଚ଼୳l6ଳଞ୍ଜ ସରଳ ହେଉ l ଏତିକି ଗୁହାରୀ ଜଗତର ନାଥଙ୍କ ପାଖରେ

  • @BuduramGoud
    @BuduramGoud 4 місяці тому +2

    ଜୟ ବିଜେପି ଓଡ଼ିଶା ମୋହନ ସରକାର 🙏🙏🙏

  • @RAGHUNATHBEHERA-z3l
    @RAGHUNATHBEHERA-z3l 4 місяці тому +32

    Mohan majhi sir c m is very very great for all of us

  • @ngen15997
    @ngen15997 4 місяці тому +1

    ସତରେ ଆମ ଓଡିଶା ରେ ମହାପୁରୁଷ ଜଗନ୍ନାଥ ସରକାର ରୂପେ ଆସି ଛନ୍ତି

  • @BirenPujhari
    @BirenPujhari 4 місяці тому +22

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ🚩🚩🚩 🙏🙏🙏

  • @manojkumarmohapatra-oy1gc
    @manojkumarmohapatra-oy1gc 4 місяці тому +3

    ମାନନୀୟ ମୁଖ୍ୟମନ୍ତ୍ରୀ ଛଟେଇ ହୋଇଥିବା computer Teacher ମାନଙ୍କୁ ନିଶ୍ଚୟ ନ୍ୟାୟ ଦେବେ ବୋଲି ଅନୁରୋଧ କରୁଛୁ।

  • @subhashreebehera2911
    @subhashreebehera2911 4 місяці тому +2

    Thank you Mohan sir 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @DhanuramBeshra-pw1hz
    @DhanuramBeshra-pw1hz 4 місяці тому +2

    ସାବାସ୍ BJP ମୁଖ୍ୟ ମନ୍ତ୍ରୀ🙏🙏🙏😢
    ବହୁତ୍ ବହୁତ୍ ଧନ୍ୟବାଦ୍ ମୋହନ ମାଝୀ ସାର୍
    💐💐💐🤝🤝🤝😀👌👌👍❤️
    ଧନ୍ୟବାଦ୍#OdishaBhaskarNews
    🏆🏆🏆🏅🏅🏅🌟🌟🌟🌟🌟
    🇮🇳 ODISHA MAYURBHANJ KHUNTA BHOLAGADIA 🙏

  • @hemantakumarmohanty849
    @hemantakumarmohanty849 4 місяці тому +2

    ଦେଖରେ ବିଜେଡି ର କ୍ରୀତଦାସ ନେତାମାନେ ଭଲ ଭାବରେ ଦେଖ

  • @harekrushnapagal1405
    @harekrushnapagal1405 4 місяці тому +2

    ଏହି ସମୟରେ ଯଦି ଓଡ଼ିଶା ରେ 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା
    ଏହି ଅସୁର ମାନେ ଥୀଲେ ଆମ ଗେ।ଡ ନ ଥୀବା ସାର୍ ଙ୍କୁ ହେଟ ନଜର ଘୃଣା କରି ଥାଆନ୍ତା😂

  • @JshhJa-g4v
    @JshhJa-g4v 4 місяці тому +14

    No 1 cm mohan majhi 🙏🙏

  • @monojasahu3264
    @monojasahu3264 4 місяці тому +18

    Justice for primary Teachers

  • @natabardas2944
    @natabardas2944 4 місяці тому +1

    Really you are great best of the our odisha focus New CM mohan sir 🙏🙏🙏🙏🙏🙏🙏👍👍👍👍👍👍👍👍👍👍👍 Jay Jagannath 🙏🙏🙏

  • @NandaVloggers
    @NandaVloggers 4 місяці тому

    ହୃଦଯ ସ୍ପର୍ଶୀ ସାନ୍ତବନା

  • @bijaykumarhembram3424
    @bijaykumarhembram3424 4 місяці тому +4

    Our Odisha CM Mr Mohan Charan Majhi is peaceful Man.I salute his behaviour ,Activity and Management.Bharat Mata ki Jai

  • @suchitrapradhan1285
    @suchitrapradhan1285 4 місяці тому +2

    ଦୁଃଖୀ ଜାଣେ ଦୁଃଖିର କାହାଣୀ

  • @NareshChandrasamal-sr8ey
    @NareshChandrasamal-sr8ey 4 місяці тому +2

    ଆମ ମୁଖ୍ୟମନ୍ତ୍ରୀ ଏମିତି ହେବା ଦରକାର

  • @sureshmajhi4280
    @sureshmajhi4280 4 місяці тому +5

    ଜୟ ଜଗନ୍ନାଥ 🙏🙏 ମହାବାହୁ

  • @srustidhardey5817
    @srustidhardey5817 4 місяці тому +1

    Cm good ❤❤ ବାକି ଗ୍ରାମ ସାଥୀ କଥା ବୁଝ please ❤❤❤❤❤

  • @mdakram6730
    @mdakram6730 4 місяці тому +1

    Singham cm mohan sir ❤

  • @sumitraseema451
    @sumitraseema451 4 місяці тому +3

    Sir asa karuchi apana ama odisha basi nka dukha sunibe

  • @mohanmallick6255
    @mohanmallick6255 4 місяці тому +1

    Bahuta vala

  • @anantaramachandrarao4284
    @anantaramachandrarao4284 4 місяці тому +8

    great CM

  • @sanjeebpadhan6755
    @sanjeebpadhan6755 4 місяці тому +1

    ଘିଅ ଖାଇ ଗୋରସ ରେ ହାତ ଧୋ ଉ ଥିବା ମଣିଷ କେବେ ଦୁଃଖିର କଥା ବୁଝି ପାରିବ ନାହିଁ ,ପେଟରେ ଓଦା କନା ଜାକି ଶୋଉ ଥିବା ବ୍ୟକ୍ତି ହିଁ ଭୋକ କଣ ଜାଣି ପାରି ଥାଏ ,ଦୁଃଖୀ,ଦରିଦ୍ର,ଅସହାୟ,ନିଃସହାୟ, ନିଷ୍ପେସିତ,ଅବହେଳିତ ଜନତାର ସେବା କରିବା ଆମ ସମସ୍ତଙ୍କର ଧର୍ମ ହେବା ଉଚିତ ,ଏଇ ମାନଙ୍କ ଆଖିରୁ ଲୁହ ପୋଛି ଓଠରେ ହସ ଫୁଟେଇ ପାରିଲେ ଆମେ ଇଶ୍ୱରଙ୍କର ଅତି ନିକଟତର ହୋଇ ପାରିବା 🙏🙏

  • @sureshpradhan524
    @sureshpradhan524 4 місяці тому +2

    Salute Sir

  • @iswarchandranaik
    @iswarchandranaik 4 місяці тому +12

    I❤ adivasi Jane gariba hni garibara dukha bujhipare

  • @AjitRaut-i1d
    @AjitRaut-i1d 4 місяці тому +1

    Real odia cm..hero of every odias...Lord Jagannath send him to save odisha

  • @mdakram6730
    @mdakram6730 4 місяці тому +1

    Mohan sir world record karibe.
    Very Active

  • @DaitariBarik-n1l
    @DaitariBarik-n1l 4 місяці тому +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @birasurendrasahu8611
    @birasurendrasahu8611 4 місяці тому +10

    Great human being CM mohan majhi .

  • @MrTdas-d6b
    @MrTdas-d6b 4 місяці тому +1

    ଅଣ ଓଡିଆ ଙ୍କୁ ମୁଖ୍ୟ ମନ୍ତ୍ରୀ କଲେ ଏମିତି ହେବ ନବୀନ ବି ଅଣ ଓଡିଆ

  • @Belalsenkanhar-c7b
    @Belalsenkanhar-c7b 4 місяці тому +2

    ମାଟିର ମଣିଷ, ଦୁଃଖୀ ହିଁ ଦୁଃଖ କଷ୍ଟ କଣ ଜାଣିପାରେ

  • @physicismycrush
    @physicismycrush 4 місяці тому

    ଯିଏ ଗରିବ ରୁ ଉଠିଛି ସେ ହିଁ ଗରିବ କୁ ବୁଝି ପାରିବ.. ଆପଣ ଆମ ଓଡିଶା ର ଉଜ୍ଜ୍ୱଳ ଭବିଷ୍ୟତ.. Great CM shri mohan majhi 🙏🏿

  • @mohannayak3316
    @mohannayak3316 4 місяці тому +4

    Mohan sir actions mod ku asi jantu crime free odisha👌👌👌👌

  • @munathewriter1234
    @munathewriter1234 4 місяці тому +2

    ମୋହନ sir ମୁଁ ଆପଣଙ୍କୁ request କରୁଛି ଯେ pls ଓଡ଼ିଶାରେ ଯେତେ ପ୍ରାଇଭେଟ୍ ମେଡ଼ିକାଲ college ଅଛି ସେ ସବୁ medical College ରେ money କମେଇ ଦିୟନ୍ତୁ sir ଆମେ ଗରିବ ପିଲା ମାନେ private medical College କୁ ପଢ଼ିବା ପାଇଁ ଗଲେ କୋଟି କୋଟି ଟଙ୍କା ମାଗୁଛନ୍ତି sir ତେଣୁ ଆମେ କେଉଁ ଠୁଁ ଏତେ ଟଙ୍କା ଆଣିବୁ ଆପଣ money କମେଇ ଦେଲେ ପ୍ରାଇଭେଟ୍ ମେଡିକାଲ କଲେଜର ଆମେ ଗରିବ ପିଲା ପଢ଼ି ପାରିବୁ pls sir do it we all poor family medical Students request you

  • @chakradharnaik9384
    @chakradharnaik9384 4 місяці тому +6

    Thank you Honeble C M, Odisha, I am defence pers of kJR Padamapur

  • @keshabjena6623
    @keshabjena6623 4 місяці тому +7

    Cm is best

  • @keshabjena6623
    @keshabjena6623 4 місяці тому +5

    Good cm ji keep it up that job go-ahead forever

  • @kalingaranjan2074
    @kalingaranjan2074 4 місяці тому

    ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇ ଏକ ପ୍ରଚାର ଷ୍ଟଣ୍ଟ ପରି ଅଧିକ ଦେଖାଯାଉଛି

  • @ugresanchhatria7688
    @ugresanchhatria7688 4 місяці тому

    ଜୟ ଜଗନ୍ନାଥ 🙏

  • @SanghamitraSamal-yh1wc
    @SanghamitraSamal-yh1wc 4 місяці тому +11

    Satare kalia thakur ate din pare odisha basi nka katha bujhibaku ama vali jane odia nku pathei chanti

  • @hemantchinda4628
    @hemantchinda4628 4 місяці тому

    This is great c m god bless u

  • @Niharika-du7mn
    @Niharika-du7mn 4 місяці тому +2

    ସାର ମୁଁ ବି ଦିବ୍ୟାଙ୍ଗ ଛାତ୍ରୀ କେବଳ ମୁଁ plus 3,,2nd ରେ ପଡୁଛି ହେଲେ ଵି ମୋ ଦୁଃଖ କୁ କିଏ ବି ବୁଝି ପାରିବେ ନାହିଁ 🥹
    କେବଳ ମୋହର କର୍ତ୍ତବ୍ୟ ଅଛି ଯେ ମୁଁ ମୋ ଦେଶ ର ସୁରକ୍ଷା କରିବି ବୋଲି 👍
    ଆଉ ମୁଁ ବହୁତ ଗର୍ବିତ କାରଣ ଭାରତ ହେଉଛି ମର ଜନ୍ମ ଭୂମି କିମ୍ବା ମୋ ପ୍ରିୟ ଦେଶ 👍
    ମୁଁ ଦିବ୍ୟାଙ୍ଗ ଛାତ୍ରୀ ସତ କିନ୍ତୁ ମୁଁ ପ୍ରଥମେ ନିଜ ପାଇଁ ସାହାଯ୍ୟ କରିବି ତାପରେ ଅନ୍ୟ ମାନଙ୍କ ପାଇଁ ସାହାଯ୍ୟ କରିବି କାହିଁକି କହିଲେ କାରଣ ମୁଁ ଛୋଟ ଅଛି ସେଥିପାଇଁ ମୋର ଛୋଟ ହୃଦୟ ଅଟେ 👍
    ଭୋବିଷ୍ୟତ ରେ ମୁଁ ନିଞ୍ଚୟ ବଡ଼ ହେବି ବଡ଼ ହେଲେ ମୁଁ ଏହି ଦେଶ ର ଦୁଃଖୀ ଲୋକ ମାନଙ୍କ ର ଶପଥ ନେବି 👍
    ମୁଁ ମନ୍ଦ ଜିନିଷ ଗୁଡିକ ପରିତ୍ୟାଗ କରି କିମ୍ବା ଛାଡି କି ଭଲ ଜିନିଷ କୁ ମୁଁ ମୋ ହୃଦୟ ରେ ଲଗାଉଛି ସାର 🥹
    କେବଳ ମୁଁ ବହୁତ ଖୁସି ଚାକିରୀ କରିବି ବଳିକି ହେଲେ ଵି ମୋତେ ଚାକିରୀ ମିଳୁନି 🥹
    ମୁଁ ଚାକିରୀ କରି କରି plus 3 completed କରିବି ବଳିକି ଭାବୁଛି 🥹
    ଦୟାକରି ସାହାଯ୍ୟ କରନ୍ତୁ ସାର 🙏

    • @kaushiknayak5680
      @kaushiknayak5680 4 місяці тому

      Tuma parents nka sanga re jai C. M Mohan sir nku dekha kari tuma dukha jana. Ame asha karuchhu se tuma katha sunibe.

  • @BestTVshow579
    @BestTVshow579 4 місяці тому +7

    Good CMO Mahon Majhi

  • @NiluRout-cv1oo
    @NiluRout-cv1oo 4 місяці тому

    Jai jaganath thanks you sir

  • @binodmishra9102
    @binodmishra9102 4 місяці тому

    So honest n so polite behaviour. Like ur attitude CM sir.

  • @prajnangaming9671
    @prajnangaming9671 4 місяці тому

    Have we ever seen such a dynamic and considerate CM with consistent emotions and feelings?

  • @LaluPradhan-rp8yn
    @LaluPradhan-rp8yn 4 місяці тому

    Mohan sir great thanks

  • @biswalitishree
    @biswalitishree 4 місяці тому

    Thank you sir, for your kind cooperation .

  • @Publicsmaster
    @Publicsmaster 4 місяці тому

    ମୁଁ ବି ଆଜି ଦୁଃଖରେ କହୁଛି ଏଇ ରୂପ ଏଇ ରଙ୍ଗ ସବୁଦିନ ପାଇଁ ରଖିବାପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଓଡ଼ିଶାବାସୀ ଆପଣଙ୍କୁ ଏମିତି ଭଲପାଇବା ଦେବେ । ଆପଣ ବିଶ୍ୱାସଘାତକ ନ କରିବା ପାଇଁ ଅନୁରୋଧ ।

  • @prasantapadhi1771
    @prasantapadhi1771 4 місяці тому

    Ur greate sir

  • @sanjayameher2536
    @sanjayameher2536 4 місяці тому +2

    Mantri hebata emiti bahut bahut bhala hrudaya aama mukhya mantri dhanyawad CM sir 🙏🙏🙏

  • @manasdas5715
    @manasdas5715 4 місяці тому

    😢 କିନ୍ତୁ 🙏🙏🙏

  • @priyakanhar4066
    @priyakanhar4066 4 місяці тому +3

    Jay Jagannath 🚩🚩 Jay shree Ram

  • @skumar504
    @skumar504 4 місяці тому

    This is the guru ji blessings to you

  • @NationalScreen
    @NationalScreen 4 місяці тому +8

    CM NUMBER ONE......

  • @pabitramohanrout8060
    @pabitramohanrout8060 4 місяці тому

    Salute you sir

  • @sibapati8437
    @sibapati8437 4 місяці тому +3

    Nice Modiji great apan new cm odisha re dele bahut badhia manisa tie

  • @samirnayak3768
    @samirnayak3768 4 місяці тому

    Oh how a great human being......

  • @manasinaik965
    @manasinaik965 4 місяці тому

    Bahut khusi laguchhi dekhi ki...

  • @ashisakumarprusty6815
    @ashisakumarprusty6815 4 місяці тому +2

    କାମ ହେବା ଦରକାର | ଅପେକ୍ଷା କର । କାମ ହୋଇଗଲା ପରେ ଏହି VDlo ଆଉଥରେ ଚଲେଇବେ |

    • @lipsa5949
      @lipsa5949 4 місяці тому +1

      ନିହାତି କାମ କରିବେ ଆମ CM sir 🙏🏻🙏🏻

  • @Lm-qk1xb
    @Lm-qk1xb 4 місяці тому

    What a personality

  • @AnirudhaMishra-qg2xd
    @AnirudhaMishra-qg2xd 4 місяці тому

    Jay jaganath

  • @TutuPagalpemi
    @TutuPagalpemi 4 місяці тому

    🙏dhanybad sr

  • @santoshmalika2779
    @santoshmalika2779 4 місяці тому

    Jay Jagannath 🙏

  • @rameshwarsingh9995
    @rameshwarsingh9995 4 місяці тому

    More powerful ,,, and honest....❤ Jai .. Odisha from 2024 to.......

  • @brundavanpradhan2362
    @brundavanpradhan2362 4 місяці тому

    Jai jagannath

  • @bikashkumarnayak6249
    @bikashkumarnayak6249 4 місяці тому +2

    God bless dear cm

  • @minasahoo9290
    @minasahoo9290 4 місяці тому

    Mohan sir 🙏🙏 you are great 🙏

  • @rbrbrbrb8556
    @rbrbrbrb8556 4 місяці тому

    Jay Jagannath

  • @banamalibadaya5630
    @banamalibadaya5630 4 місяці тому

    Thank u sar

  • @sarojinibagh1990
    @sarojinibagh1990 4 місяці тому +1

    Mohan sarkar jindabad

  • @bharatchandradas8195
    @bharatchandradas8195 4 місяці тому

    cm.is.praiseworthy.dont.fear..cm.god.is.with.you.always

  • @biswanathchoudhury5362
    @biswanathchoudhury5362 4 місяці тому

    Thank you C M sir

  • @JanghaJangha
    @JanghaJangha 4 місяці тому

    Good cm thanks

  • @NareshChandrasamal-sr8ey
    @NareshChandrasamal-sr8ey 4 місяці тому

    Thank u new cm

  • @JayGuru-sd3mp
    @JayGuru-sd3mp 4 місяці тому

    thanks sir mcm

  • @jashobantabagha2501
    @jashobantabagha2501 4 місяці тому

    Great heart our CM

  • @sudarsanmallick6250
    @sudarsanmallick6250 4 місяці тому

    ଏସବୁ ଡ୍ରାମା ଅଭିନୟ ତୁ କିଏ ଆମ ନବୀନ ସାର ଭଳି ହେଇପାରିବୁନି କାହିଁ ରାମ କାହିଁ ରାମଭଣ୍ଡାରି