BJD holds press meet over skyrocketing of vegetable and grocery prices || Kalinga TV

Поділитися
Вставка
  • Опубліковано 1 лип 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 555

  • @S_S_PADHI
    @S_S_PADHI 2 дні тому +186

    ଆପଣ 24 ବର୍ଷ ରେ କେତୋଟି ଶୀତଳ ଭଣ୍ଡାର କରିଛନ୍ତି???? ସେଥି ପାଇଁ ଦର ବୃଦ୍ଧି ହେଉଛି

    • @routgaipai4990
      @routgaipai4990 2 дні тому +3

      Right bro

    • @subhransuroutray6291
      @subhransuroutray6291 2 дні тому +2

      Modi jou paisa dauthila election time re seithipayeen badichi

    • @AhalyaMahanta-rk1cy
      @AhalyaMahanta-rk1cy 2 дні тому +1

      Right 👍👍

    • @kailashswainkailashswain6878
      @kailashswainkailashswain6878 2 дні тому +11

      ସବୁ ଶୀତଳଭଣ୍ଡାର ବନ୍ଦକରିଛ।କଞ୍ଚା ପରିବା ବଦଳରେ ତମ ସରକାର କଞ୍ଚା ଚମଡା ଉପରେ ବେଶୀ ଧ୍ୟାନଦେଲେ।

    • @jayaprakashsahu9839
      @jayaprakashsahu9839 2 дні тому

      ​@@subhransuroutray6291tu kete paichhu gendu

  • @bapinisahoo5009
    @bapinisahoo5009 2 дні тому +109

    ଗୋଟେ ଡାଲି ଚୋରଣି ଆଉ ଗୋଟେ ଘଇତା ଛାଡ଼ି... ତୁମକୁ ଦେଖି କି ହସ ଲାଗୁଚି । 😂😂😂😂

  • @AjitDalai-v5o
    @AjitDalai-v5o 2 дні тому +102

    ଛ,ମାସ ତଳେ ପରିବା ରେଟେ ଟମାଟୋର କିଲୋ ୨୦୦ ଟଙ୍କା ଥିଲା ସେତେବେଳେ କେଉଁ ସରକାର ଥିଲା

  • @S_S_PADHI
    @S_S_PADHI 2 дні тому +128

    ଆପଣଙ୍କ ସରକାର ବେଳେ କଣ ଦର ବୃଦ୍ଧି ହେଉନଥିଲା କି

  • @ritesh.panipani4472
    @ritesh.panipani4472 2 дні тому +107

    କୁମ୍ଭୀର କାନ୍ଦଣା ବନ୍ଦ କର... କେତେ 25..ବର୍ଷ ରେ କେତେ କୋଲଡ଼ ଷ୍ଟୋର କରିଛ... କେତେ ଜମିକୁ ଜଳ ସେଚନ କରି ଛ କୁହ....

  • @lochanmahakur5170
    @lochanmahakur5170 2 дні тому +53

    ଆଜି ଦରଦାମ ବୃଦ୍ଧି କେବଳ bjd ସରକାର ଦାୟୀ ସେ ଯେହେତୁ ୨୫ ବର୍ଷ ଭିତରେ ଶୀତଳ ଭଣ୍ଡାର କରିବା ପାଇଁ ଅସମର୍ଥ

  • @basudevswain722
    @basudevswain722 2 дні тому +68

    Bjd ସରକାର ଥିଲା ବେଳେ ଆଳୁ 1kg 50ବି ଥିଲା

  • @Rahul_B10
    @Rahul_B10 2 дні тому +45

    ନିଦ ଭାଙ୍ଗିଲା କି? ଆଗରୁ କୁଆଡେ ଯାଇଥିଲ ମ,ଏବେ ଆସୁଛ଼

  • @dcreative2544
    @dcreative2544 2 дні тому +35

    ପରିବା ଦର ବୃଦ୍ଧି ହେଉଛି କେବଳ ବିଜେଡି ପାଇଁ

  • @chakradharswain9603
    @chakradharswain9603 2 дні тому +51

    B, j, di କରିଥିବା କୋଲ୍ଟ ଷ୍ଟରେରୁ ବାହାର କରି ,ଡାଲି ଚୋରଣି , ପାରିବ ଖାଇଯା, 😁😁😁😁😁😁😁😁😁😁

  • @kshirodchandrabehera6838
    @kshirodchandrabehera6838 2 дні тому +40

    ବିଜେଡି ଦଳ ରାଜନୀତି ନ କରି ଆସ ଚାଷ କରିବା ନାନୀ ମାନେ ଖାଲି ରାଜନୀତି ଚାଷ କଲେ ହେବନାହିଁ ଚାଷୀ କେତେ କଷ୍ଟ କରି ଚାଷ କରିବ ଆଉ ତୁମକୁ ଚାଷୀ ଶସ୍ତା ରେ ଦେବ ତୁମେ ଏସି ଘରେ ରହି ଖାଲି ଶସ୍ତା ରେ ଖାଇବ

    • @santoshkumarsahoo8671
      @santoshkumarsahoo8671 2 дні тому +5

      ଏ ନାନୀ ହେଉଛନ୍ତି ଗୋଟିଏ ବହୁରୂପୀ ଏଣ୍ଡୁଅ

    • @raskaentertainment305
      @raskaentertainment305 2 дні тому +2

      Bjd ନେତା ମାନେ ଓଡ଼ିଶା ର ପଇସା କୁ ବେଆଇନ ଭାବେ ନିଜ ପାଇଁ ଖର୍ଚ୍ଚ କରିଛନ୍ତି ଓଡ଼ିଶା କୁ ଖୋଳ କରିଛନ୍ତି , ଓଡ଼ିଶା ଏବେ ଚଳିବ କେମିତି ???????

  • @sanjaymukhi3201
    @sanjaymukhi3201 2 дні тому +47

    ଲେଖା ଶ୍ରୀ ଗୋଟିଏ ଭାଡୁଆ ନେତ୍ରୀ

  • @KandarpakumarsahuSahu
    @KandarpakumarsahuSahu 2 дні тому +25

    ପାଣ୍ଡିଆ ଆଉ ବବି ବିଷୟରେ କଣ ଟିକିଏ କୁହ 🙏

  • @DhananjayaMeher-or6kk
    @DhananjayaMeher-or6kk 2 дні тому +28

    ଦରଦାମ ବୃଦ୍ଧି ପାଇଁ B J D ଡାଇ ତମେ 25 ବର୍ସେ କେତେଟା ଶୀତଲ ଭଭଣ୍ଡାର ବନେଇଛ

  • @AjitDalai-v5o
    @AjitDalai-v5o 2 дні тому +33

    ଛ,ମାସ ତଳେ ପରିବା ରେଟେ ଟମାଟୋର କିଲୋ ୨୦୦ ଟଙ୍କା ଥିଲା ସେତେବେଳେ କେଉଁ ସରକାର ଥିଲା । ବିଜେପିରେ ଥିଲା ବେଳ ବିଜେଡି ବିରୁଦ୍ଧରେ ଏହି କଥା କହୁଥିଲେ। ତୁମକୁ ଲାଜ ନାହିଁ

  • @itsbikram24
    @itsbikram24 2 дні тому +34

    ୨୪ ବର୍ଷ ରେ କେତେ ବଢ଼ିଛି କୁହନ୍ତୁ କିଛିଦିନ ପୂର୍ବରୁ ରସୁଣ କିଲୋ ୩୦୦, ଆଦା କିଲୋ୪୦୦,ଡାଲି ୨୦୦, ଟମାଟୋ ୩୦୦, ସୋରିଷ ତେଲ ୨୦୦, ପିଆଜ ୫୦, ଲଙ୍କା ପନିପରିବା ରେ ପୋଟଳ , ମାଟିଆଲୁ, ଝୁଡୁଙ୍ଗ କେତେ ହୋଇଥିଲା କହିବେ ।ସେତେବେଳେ କାହାର ସରକାର ଥିଲା ବିଜେଡ଼ି ର ତ କଣ କରିଥିଲେ । ୨୪ ବର୍ଷ ସରକାର ରେ ଆଳୁ ମିଶନ,ପିଆଜ ମିଶନ କୁଆଡେ ଗଲା , କୋଲ୍ଡ ଷ୍ଟୋରେଜ କେତୋଟି କରିଛନ୍ତି । ୨୪ ବର୍ଷ ରେ ଆଳୁ ପିଆଜ ନିଜ ରାଜ୍ୟର ପେଟ ପୁରାଇ ପାରିଲ ନାହଁ।

  • @bikramroutaray935
    @bikramroutaray935 2 дні тому +20

    ଗଲା ବର୍ଷ ପିଆଜ 120 ହେଇଥିଲା ସେତେବେଳେ ନବୀନ ସରକାର ଥିଲେ ତମେ ସେତେବେଳେ କୋଉଠି ଥିଲ.

  • @chandrasekharnayak1815
    @chandrasekharnayak1815 2 дні тому +38

    nije Daali chorani

  • @pratapjena1193
    @pratapjena1193 2 дні тому +18

    ଡାଲି ଚୁରୁଣୀ ସବୁ ଡାଲି ଚୁରି କରି ଖାଇଲୁ ଲୋକେ କଣ ଖାଇବେ, ବିଜେଡି ସରକାର ଥିଲାବେଳେ କଣ କରୁଥିଲ, ସବୁ ଖାଇ ଗଲ

  • @routgaipai4990
    @routgaipai4990 2 дні тому +21

    ତମେ ଯଦି 24ବର୍ଷ ରେ ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର କରିଥାନ୍ତ ଆଜି ଦର ବୃଦି ବଡିନଥନ୍ତା ଶୀତଳ ଭଣ୍ଡାର ନାହିଁ ଚାଷୀ ଭାଇ ତ ପାରିବ ଯଦି ପଚି ଯିବାକୁ ବିକ୍ରି ହବନି ସେ ଦମ୍ ବୃଦି କରିବା ସୁବବିକ କଥା

  • @jyotiranjan6269
    @jyotiranjan6269 2 дні тому +16

    ଡାଲୀ ଚୋରଣ୍ କରି ଏବେ ସତୀ ସାବିତ୍ରୀ

  • @35746hh
    @35746hh 2 дні тому +9

    ଲେଖା ତତେ ଲାଜ ନାହିଁ ଲୋ, ଅଲାଜୁକି

  • @user-tv8zb3wx1d
    @user-tv8zb3wx1d 2 дні тому +24

    ଚାଲୁଣି ଅନ୍ୟ ର ଛିଦ୍ର ଦେଖିବା ପୂର୍ବରୁ ନିଜ ଛିଦ୍ର ଦେଖିବା ଆବଶ୍ୟକ 😂

  • @bikramroutaray935
    @bikramroutaray935 2 дні тому +10

    25 ବର୍ଷ ରେ ଚାଷୀ ଙ୍କ ପାଇଁ କଣ କରିଛ.

  • @sanjaymukhi3201
    @sanjaymukhi3201 2 дні тому +12

    ଠିକ୍ କହିଛନ୍ତି ମାଡାମ ହେଲେ ଆପଣ ଥିଲା ବେଳେ କ'ଣ କରିଛିନ୍ତି କି

  • @biswajitojha8839
    @biswajitojha8839 2 дні тому +26

    Dali chorani

  • @LearnTech-sn9pk
    @LearnTech-sn9pk 2 дні тому +11

    25barsa hela kouthi thile

  • @user-qt3sq9no5s
    @user-qt3sq9no5s 2 дні тому +16

    ଡାଲି ଚୋରଣି କହୁଚି ପରିବା ରେଟ ବଢ଼ିଛି କେତେ ବର୍ଷ ଶାସନ ଓଡ଼ିଶାକୁ କରିଥିଲେ ଶୀତଳ ଭଣ୍ଡାର କରିଥାନ୍ତ ତମ ମୁହଁରେ ଟିକେ ଲାଜ ଅଛି ସାମ୍ବାଦିକ ଡକେଇ କହୁଚ ତା ପାଖରେ ବସିଚି ଆଉ ଗୋଟେ ଚୋରଣୀ କାଲି ମୋଦି ମୋଦି ଆଜି ନବୀନ ନବୀନ ହଉଚି ତମ ଭାବ ମୂର୍ତ୍ତି ସମସ୍ତେ ଜାଣିଛନ୍ତି ଆଉ କୁହନି ତମ ସରକାର ଥିଲା ବେଳେ ଟମାଟୋ ପିଆଜ କେତେ ଟଙ୍କା ରେ ହେଇ ଥିଲା ଆମେ ଜାଣିଚୁ ଆଉ କିଣିକି ଖାଇଚୁ ଆଉ କୁହନି 😂😂😂😂😂😂

  • @user-wh6rv1kt4v
    @user-wh6rv1kt4v 2 дні тому +6

    ଦିଦି ଯଉ ଭାଷଣ ଦେଉଛନ୍ତି ତାଙ୍କୁ ମୋର ଗୋଟେ ପ୍ରଶ୍ନ ଏତେ ବର୍ଷ ବିତି ଗଲାଣି ବୋଧେ ଏଇ ବର୍ଷ ଦର ଦାମ ଅଧିକ hei ଯାଇଛି ବେକାର ରାଜନୀତି na କରି ପାଖରେ ଯାହା ପଇସା ଅଛି taku ପାଖରେ ଥିବା ଗରିବ ଲୋକ ମାନଙ୍କୁ ସାହାଯ୍ୟ କରନ୍ତୁ କିଛି ତ ପୁଣ୍ୟ କରନ୍ତୁ

  • @PossibleEverything777
    @PossibleEverything777 2 дні тому +7

    ତୁମ ୨୪ ବର୍ଷ ସରକାର ରେ ବୋଧେ ୨ଟଙ୍କା ରେ ସବୁ ମିଳୁଥିଲା ଏବେ ଦର ବୁରୁଧି ନା ବୃଦ୍ଧି ହେଇଗଲା 😅।ହଉ ଆମ ର ଗୋଟେ ପ୍ରଶ୍ନ ଭାରତ ରେ କେତେଟା ରାଜ୍ୟ ଓ ନାମ କଣ ଟିକେ କହି ଦିଅନ୍ତୁ

  • @PratimaDas-zg7wh
    @PratimaDas-zg7wh 2 дні тому +8

    24 barsa re bjd kete sasta karithila alu40 piaja 100 rasuna 200 tamato200 tela180 heithila au aji vasana deuchhanti

  • @user-mn8km7sq4x
    @user-mn8km7sq4x 2 дні тому +14

    ଲେଖା ଦିଦି ତୁମର ଆଉ କିଛି କାମ ନାହିଁ ଭୋ ଭୋ ହୋଇ ଭୋକୁଥା 5 ବର୍ଷ ପରେ କେଉଁ ଦଲ ଡେଇଁ ବୁ ‌ସେହି କଥା କହ,

  • @user-uk7ed9im5x
    @user-uk7ed9im5x 2 дні тому +7

    ଡାଲି ଚୋରାଣି ଏବେ ବିଜେଡି ତୁତୁ ମେ ମେ ହେଉଥା

  • @balmikisingh4008
    @balmikisingh4008 2 дні тому +4

    ପ୍ରମିଳା ଅପା ଆଉ ଲେଖା ଅପାଙ୍କୁ ମୋର ଗୋଟେ ପ୍ରଶ୍ନ, ମୋତେ କୁହନ୍ତୁ ବାହା ହେବାର ଦୁଇ ଦିନ ମଧ୍ୟରେ ପିଲାଛୁଆ ହେଇ ଜା ଏ କି

    • @jogeswargond5944
      @jogeswargond5944 2 дні тому

      ଟିକ କଥା

    • @rushbasaha5496
      @rushbasaha5496 День тому

      ବାଲମିକ ସିଂ ଆପଣ ଜଣିବା କଥା ବିବାହ ପୂର୍ବରୁ ଯଦି ଗର୍ଭବତୀ ଥାଏ୨ଦିନ ମଧ୍ଯ ରେ ପିଲା ଜନ୍ମ ହେବ

  • @user-xb7bj1rw5r
    @user-xb7bj1rw5r 2 дні тому +3

    BJD ସରକାର ଥିଲା ବେଳେ ଦରଦାମ ବଢ଼ୁ ଥିଲକି ନାହିଁ ଇ ମା ହେ ଜି ମା ନ କୁ ପଚାରନ୍ତୁ

  • @binayakumarpatnaik1463
    @binayakumarpatnaik1463 2 дні тому +17

    Bjd responsible for all

  • @dayajal4423
    @dayajal4423 2 дні тому +3

    ବି ଯେ ଡି ଦଳ କୁ ଲାଜ ଲାଗିବାର କଥା ଗତ ବର୍ଷ ତୁମ ସରକାର ଥିଲାବେଳେ କାହିଁକି ଟମାଟୋ କିଲୋ 200 ହେଇ ଥିଲା ଜବାକ ଦିଅ

  • @pradiptakumarmahakhuda2377
    @pradiptakumarmahakhuda2377 2 дні тому +2

    24 ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାରେ ପ୍ରତ୍ୟେକ ଜମିକୁ ଏତେ ଜଳସେଚନ ସୁବିଧା କରିଛି ଯେ ଚାଷୀ ନିଜ କ୍ଷେତରେ ଆଳୁ, ପିଆଜ, ପନିପରିବା ସବୁ ଉତ୍ପାଦନ କରିପାରୁଛି. ଜଳ ସେଚନ ପାଇଁ ପରିବା ଚାଷୀ ଉତ୍ପାଦନ କରିପାରୁନି. ଲାଜ ଲାଗୁନି ବିଜେଡି ନେତ୍ରୀ ମାନଙ୍କୁ.

  • @balmikisingh4008
    @balmikisingh4008 2 дні тому +2

    ଏମାନଙ୍କୁ ଲଜ୍ଜ୍ୟା ନାହିଁ ବୋଲି ପ୍ରେସ ମିଟ କରି bjd ର ଗୁଣଗାନ କରିବାକୁ ଚାଲି ଆସିଲେ

  • @tunapradhan2731
    @tunapradhan2731 2 дні тому +6

    ଡାଲମା ଡାଲମା 😂😂😂

  • @balabhadrabehera6717
    @balabhadrabehera6717 2 дні тому +4

    2014 ru 2019 dardam sthirathilaki .2014 tulanare 2019 dam badhinathilaki.Ebe dosadeuchha

  • @user-zw8ev2xh3t
    @user-zw8ev2xh3t 2 дні тому +4

    24 year re kn karuthila sabu Khai cha no bjd next cong

  • @prakashkarjee3165
    @prakashkarjee3165 2 дні тому +2

    ଗତ ବର୍ଷ ତ BJD ସଆରକାର ଥିଲା, ସେତେବେଳ ତ ରସୁଣ ୩୦୦/,ଥିଲା, ଡାଲି ୨୦୦/ପିଆଜ ୬୦/ଥିଲା, ତୁମେ କୁଆଡେ ଯାଇଥିଲ ଦରଦାମ ନିୟନ୍ତ୍ରଣ ପାଇଁ??

  • @dhaneswardas548
    @dhaneswardas548 2 дні тому +2

    ଏ ଦୁଇ ଜଣ ଭଦ୍ର ମହିଳା ଙ୍କ ପରିଚୟ ଆପଣ ଙ୍କୁ ଜଣା ଅଛିକି ନାହିଁ..? ମୋତେ ହସ ମାଡୁଚି...

  • @user-vr9ro7bn9f
    @user-vr9ro7bn9f 2 дні тому +2

    ଆଗରୁ କେଉଁଠି ଥିଲୁ ଏବେ ନିଦ ଭାଙ୍ଗିଲା

  • @rajendradehury5125
    @rajendradehury5125 2 дні тому +3

    ଗାଇଁ ଟା ନମସ୍କାର 😅😅 ତମେ ବିଜେଡ଼ି ଵାଲା କିରା କରୁ ଥିଲ ଗଲା ବର୍ଷ କୁହ ବାଳ କରୁଥିଲି,

  • @AhalyaMahanta-rk1cy
    @AhalyaMahanta-rk1cy 2 дні тому +3

    ଚାଷ କରି ଖାଉନ

  • @user-yq2gb1sj1s
    @user-yq2gb1sj1s 2 дні тому +1

    ଜମି ସରକାର ରେଟ୍ ରେ ନ ବିକି ସରକାର ରେଟ୍ ଠୁ ଦୁଇ ଗୁଣା ବିକୁଛନ୍ତି ସେଇ ବିଷୟ ରେ ଟିକେ କୁହନ୍ତୁ ଜମି ହଡ଼ପ ନ କରି ଚାଷୀ ମାନଙ୍କୁ ଦେଲେ ପନି ପରିବା ଶସ୍ତା ହୁଅନ୍ତା ଇଲେକ୍ସନ ରେ ଯୋଉ ଟଙ୍କା ଖର୍ଚ୍ଚ କରୁଛ କୋଉଠୁ ସେ ଟଙ୍କା ଆସୁଛି

  • @nksahoo4123
    @nksahoo4123 2 дні тому +1

    କଣ କହୁଛ ନିଜେ ଜାଣିପାରୁଛ ତ? ଏତେ ବର୍ଷ ଶାସନ ଭିତରେ ଗୋଟିଏ ବି ଶୀତଳ ଭଣ୍ଡାର ତିଆରି କରିପାରିଲ ନାହିଁ । ଏବେ ଭାଷଣ ଦେଉଛ । ଦରବୃଦ୍ଧି ଆମ ସମସ୍ତଙ୍କୁ ବାଧୁଛି। ତମ ସମୟରେ ବି ଦର ଆଦୌ କମିନଥିଲା ବରଂ ଅଧିକ ବଢିଥିଲା । ସେ ସମୟରେ ଯଦି ଏସବୁ କହିଥାନ୍ତ ସୁନ୍ଦର ହୋଇଥାନ୍ତା ।

  • @Susantadas-ut9nx
    @Susantadas-ut9nx 2 дні тому +1

    ପରିବା ଦର ଦାମ୍ କ'ଣ ପାଇଁ ବୃଦ୍ଧି ହେଉଛି ସେକଥା ବିଜେଡି ନେତ୍ରୀ ଲେଖା ଶ୍ରୀ ସାମନ୍ତ ସିଂହାର ବହୁତ ଭଲସେ ଜାଣନ୍ତି

  • @akhilasethy8234
    @akhilasethy8234 2 дні тому +1

    ବିଲକୁ ଯା କେମିତି ଲାଗୁଚି ଜାଣିବୁ ମିଡ଼ିଆ ଆଗରେ ଭାଷଣ ମାରିଲେ ଲାଭ ନାହିଁ

  • @bikramroutaray935
    @bikramroutaray935 2 дні тому +1

    ସବୁ ତ ବାହାରୁ ଆସୁଛି.. କେତେ ଚାଷୀ ଚାଷ କରୁଛନ୍ତି..

  • @GPLViral8116
    @GPLViral8116 2 дні тому +1

    ହସ ଲାଗୁଛି ଏମାନଙ୍କୁ ଦେଖିଲେ 😄

  • @ldsahoo-ku6xk
    @ldsahoo-ku6xk 2 дні тому +1

    ତୁମ ମୁହଁରେ ଏ କଥା ସୁନ୍ଦର ଲାଗୁନି କାରଣ ତୁମେ 24ବର୍ଷ ରେ କରି ପାରିଲାନି 15ଦିନରେ ସବୁ ହେବ

  • @rajeshkumarsahoo3180
    @rajeshkumarsahoo3180 2 дні тому +1

    BJD madam, Rate increased all india.not for odisha.pls don't blame the new government. How many cold storage made in odisha in 25 years.

  • @sumantasahoo9538
    @sumantasahoo9538 2 дні тому +1

    BJD ସରକାର ଦୁଇ ମାସ ତଳେ କେତେ ରେଟ ଥିଲା ପରୀଵା ୨୪ ର୍ବସ ସରକାର ଥିଲା ଶିତଳ ଭଢାର କରୀ ପାରି ଲାନି ଦୁଇ ଜଣ ବସିକି ଭାଷଣ ମାଋଛ ତୁମକୁ ଟିକେ ଲାଜ ଲାଗୁନି

  • @kailashpadhan4728
    @kailashpadhan4728 2 дні тому +1

    BJP, BJD, congress party jia thile bi june,July, August re vegitable rate rahiba

  • @BalaramNath-fe8ws
    @BalaramNath-fe8ws 2 дні тому +1

    ଲୋକଙ୍କ ଦିଟା ମୁଁହ ଏପଟେ କହିବ ଦରମା ବଢାଅ ଭତାବଢାଅ ଧାନ ବଢାଅ ଆସିବ କୋଉଠୁ

  • @pragyansutradhar6904
    @pragyansutradhar6904 2 дні тому

    ଲେଖାଶ୍ରୀ ଓ ପ୍ରମିଳା ମାଡାମ୍ ଙ୍କ କହିବା ଶୈଳୀ ବି ଭଲ ଲାଗିଲା 😊 ଯେଉଁ ମାନେ ରାଜନୀତିରେ ଅଂଶଗ୍ରହଣ କରନ୍ତି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ମନ୍ତବ୍ୟ ଦିଆଯାଏ। ଏସବୁ କୁ ନେଇ ଆମେ ବାସ୍ତବ ସମସ୍ୟା କୁ ଅଣଦେଖା କରିବା ଉଚିତ ନୁହେଁ 😊

  • @AllaboutmeAllaboutme-li3gy
    @AllaboutmeAllaboutme-li3gy 2 дні тому

    ଆକାଶ ଛୁଆଁ ହବା ଦରକାର ଆମେ ଚାଷୀ ଉପକୃତ ହେବୁ ଦର ଦାମ ବୃଦ୍ଧି ରେ ମୁ ବହୁତ ଖୁସି ଜୟ ଜଗନ୍ନାଥ ଜୟ ଓଡିଶା ଜୟ କିଷାନ

  • @ashokkumarpal596
    @ashokkumarpal596 2 дні тому +1

    ଆଉ ତ କିଛି ମିଳୁନି ପନିପରିବା ଦର ବଢିଗଲା .କିଓ ଗତବର୍ଷ ରସୁଣ 250/ ହେଇଥିଲା .କଂଚାପରିବା ଉପରେ ତୁମ ନିୟନ୍ତ୍ରଣ ଥିଲା କି ? ଲାଜ ଲାଗୁନି ତୁମକୁ ?ପ୍ରେସ୍ ମିଟକରୁଛ .

  • @user-cb2ym2cj6l
    @user-cb2ym2cj6l 2 дні тому +2

    Bjd tilabele sabujinisa 1.2 tankare milutila dali charani

  • @saratdas9022
    @saratdas9022 2 дні тому +1

    ତୁମର ମୁଁହ ରୁ ଏକଥା ସୋଭାପାଉନି ଡାଲିଚୋରଣି ଓଡ଼ିଶାର ଲୋକ କୁ ବୁଝାଉଛି 😂😂😂😂 ତୁମେ ଜେତିକି ଓଡ଼ିଶାରୁ 24 ବର୍ଷ ଲୁଟିଚ ଇଲେକନ୍ ରେ ପଇସା ଦେଲ ସେଥିପାଇଁ ବଢିଲା ଆଉ ଅଳପ ଦିନ ପରେ ତୁମ ଗେଣ୍ଡାଳିଆ ସବୁ ଜେଲ ଜିବରେ ପାଣ୍ଡୁର ମାଇପ

  • @cricketmania1523
    @cricketmania1523 2 дні тому +1

    Nice speech 👏 madam

  • @bhagabatabehera332
    @bhagabatabehera332 2 дні тому +1

    All U r Nonsense. Rate bodhile farmers develop hebe...

  • @spbiswal1337
    @spbiswal1337 2 дні тому

    କି ଦୁଃଖ.. ଏ ଦୁଃଖ କେବେ ସରିବ... ସୁଖ ପରେ ଦୁଃଖ ଏ ତ ସଂସାର.. କିନ୍ତୁ ଲେଖା ଙ୍କ ଭାଗ୍ୟ ରେ ଯେ ଖାଲି ଦୁଃଖ.. ହେ ପ୍ରଭୁ..

  • @birbalbagh7624
    @birbalbagh7624 2 дні тому +2

    କଣ କହିଲା bjd ପ୍ରମିଳା ଦିଦି ଡାଲି ଚୋର

  • @user-no2cf9su9r
    @user-no2cf9su9r 2 дні тому +1

    Jao jao ghare rosei kariki swami au pilanku khaibaku dia ...jetiki 24 barsa bujhila setiki hela au bujhani😂

  • @kalandisingh4787
    @kalandisingh4787 2 дні тому +1

    Tame 24 year ଶାସନର ଚାଷୀ ମାନକୁ ବହୁତ୍ ଉପରକୁ ନେଇଛ କେତେ ଜଳ ସୁବିଧା କେତେ ଶୀତଳ ଭଣ୍ଡାର କରିଛ ଛି ଛି ଲଜ୍ୟା ନାହିଁ ତୁମ ମୁହଁକୁ

  • @barunmajhi5964
    @barunmajhi5964 2 дні тому +1

    ଯେମିତି କହୁଛ bjd ସରକାର ମାଗଣା ଦଉଥିଲ

  • @subashchandrabehera5555
    @subashchandrabehera5555 2 дні тому +1

    Sadharana lokanka pani tame chinta karani

  • @kunabarad531
    @kunabarad531 2 дні тому +1

    ଲେଖା ଶ୍ରୀ ମ୍ୟାଡମ କୁ ଲାଜ ନାହିଁ

  • @gautamchandrarout605
    @gautamchandrarout605 2 дні тому

    All Government and corporator sector employee increase their salary. So farmers perhaps raise their products.

  • @kanhurasmientertainment8858
    @kanhurasmientertainment8858 2 дні тому +1

    24 ବର୍ଷରେ ବେଧେଇ କେତେ ଶୀତଳ ଭଣ୍ଡାର କରିଛ

  • @prafullaprafulla-kn7xu
    @prafullaprafulla-kn7xu День тому

    ଲାଗିଥିବା ଲୋକ ଏପରି କଥାବାର୍ତ୍ତା କରନ୍ତି ଗତ December ରସୁଣ ଦର କେତେ ଥିଲା କୁହନ୍ତୁ

  • @swadhinmaharana5989
    @swadhinmaharana5989 2 дні тому +1

    ଛେନା ଗୁଡ ଟା କରି ପକାଇବ BJD ର ନେତାମାନେ ମୁହଁରେ ତେଣ୍ଡି ବାନ୍ଧି କି ତ ସବୁ ଲୁଚିଛ ରାଜ ରାସ୍ତାକୁ ଓଳାଇବ

  • @user-kl1vt6ui8l
    @user-kl1vt6ui8l 2 дні тому

    ଭଲ ହୋଉଛି ଚାଷୀର ଉନ୍ନତି ହେବ

  • @krushnachandrabehera7912
    @krushnachandrabehera7912 2 дні тому

    24ବର୍ଷ କୋଟେ ଥିଲ ସେତଳ ନିଜ ପକେଟ ଗରମ ହେଉଥିଲା ସେଥିପାଇଁ ଭାଷଣ ବାହାରୁ ନଥିଲା

  • @taranisenpradhan5103
    @taranisenpradhan5103 2 дні тому

    ନଚେତ୍ ସରକାର ଏଇ ଦୁଇଜଣଙ୍କ ହାତରେ ଦିଆଯାଉ

  • @kuanrtudu9960
    @kuanrtudu9960 2 дні тому

    ଡାଲି ଚୁର ଭଲ ଉପଦେଶ ଦଉଛି ଅନ୍ୟକୁ । ଆଉ ଲେଖା ଛିଣ୍ଡି ଯାଇଛି କେତେ ପସ୍ଥେଇ ହଉଥିବ ଲେଖାଶ୍ରୀ ମୁହଁରୁ ଜଣା ପାବୁଛି ।

  • @kedarnathbiswal8071
    @kedarnathbiswal8071 2 дні тому

    ଲେଖାଶ୍ରି ଯୋଉ ଦଳ କୁ ଜିବ ସେ ଦଳ ହାରିବା ନିଶ୍ଚିତ

  • @pragyansutradhar6904
    @pragyansutradhar6904 2 дні тому

    BJD ଛାଡ଼ି ଅନେକ BJP ରେ ମିଶିଛନ୍ତି ଏସବୁର ଆଲୋଚନା ନକରି ଆମେ ଜନସାଧାରଣ ଙ୍କ ସମସ୍ୟା କୁ ପ୍ରାଧାନ୍ୟ ଦେବା ଉଚିତ 😢

  • @taranisenpradhan5103
    @taranisenpradhan5103 2 дні тому

    ତିନି ମାସ ପୂର୍ବରୁ ସବୁ ଠିକ୍ ଥିଲା ଖାଲି ଟିକେଟ ମିଳିଥିଲେ ସବୁ ଦରଦାମ କମିଥନ୍ତା

  • @SureshChandraSahoo-qs4bp
    @SureshChandraSahoo-qs4bp 2 дні тому +1

    Right madam❤

  • @sachidanandamishra4778
    @sachidanandamishra4778 День тому

    ଏଗୁଡିକ ସବୁ ବେଲଜ୍ୟା କଥା ବିଜେଡି ସରକାରର ଅପାରଗତା ଦୃଷ୍ଟିରୁ ଦୀର୍ଘ ବର୍ଷ ହେବ ଦର ବୃଦ୍ଧି ହୋଇଛି ବର୍ତ୍ତମାନର ସରକାର ସେଥିରେ ଅଙ୍କୁଶ ଲଗାଇବା ପାଇଁ ଯେଉଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ବିଜେଡି ବାଲାଙ୍କର ପୋଡ଼ୁଛି।

  • @user-yq2gb1sj1s
    @user-yq2gb1sj1s 2 дні тому

    ବିଜେଡି ସମୟ ରେ ବି ରସୁଣ ଅଦା ଓ ଚାଉଳ ରେଟ୍ ବଢିଥିଲା

  • @alokmayasubudhi7965
    @alokmayasubudhi7965 2 дні тому +2

    ଡାଲି ମାଉସୀ କଣ ଛୁଟି କଳା କଲେଣି 😄👌

  • @jagabandhumishra3196
    @jagabandhumishra3196 2 дні тому

    Agriculture is not a machine so that products can be produced a night

  • @user-yq2gb1sj1s
    @user-yq2gb1sj1s 2 дні тому

    ଦିଦି ଙ୍କୁ ମୋର ଗୋଟେ କଥା ର ଉତ୍ତର ଦେବେ କି ଏ ଦଳ ରୁ ସେ ଦଳ ବଦଳ କଲେ କାହିଁକି

  • @ddrsmusicmasti158
    @ddrsmusicmasti158 2 дні тому

    Kemiti karibe 24 yera re aapana kari parithile ki badhiba kamiba emiti chaliba mam

  • @sanjaykumarbehera3413
    @sanjaykumarbehera3413 2 дні тому +1

    Hindi film de roll karo😂😂😂

  • @pareshchandrarath255
    @pareshchandrarath255 2 дні тому

    Dhanyabad . Emane kn karibe. Jaha uparu nirdesh asuchhi taha karibe . Odisha loka marantu,, tankara kichhi farak nahi

  • @swadhinmaharana5989
    @swadhinmaharana5989 2 дні тому

    ଯେତିକି BJD ସାଂସଦ MLA ମାନେ ପୁଳା ପୁଳା ଟଙ୍କା ଖାଇଛନ୍ତି ସବୁ ଟଙ୍କା ଫେରାଅ ସବୁ ଶସ୍ତା ହୋଇଯିବ

  • @bhagabatabehera332
    @bhagabatabehera332 2 дні тому +1

    Dali chorni jail jibu..

  • @Chakrabartysamrat111
    @Chakrabartysamrat111 2 дні тому

    BJD କୁ ଟିକେ ବି ଲଜ୍ଜା ଅଛି ନା ନାହିଁ, ଏ କଥା କହୁଛ, ୨୪ ବର୍ଷ ହେଲା ତମ ସରକାର ଥିଲା, ତମେ କଣ କରିଛ, BJP ଆସି ୧ ମାସ ହେଇନି, ଏମେତି କାହିଁକି ହେଉଛ, ଲୋକ ମାନେ ଜାଣିଛନ୍ତି ତମେ କଣ କଣ କରିଛ ।

  • @ramakantabehera4856
    @ramakantabehera4856 2 дні тому

    ❤❤tame pariba chasa karuna kahiki dala Dian Kari air condition re basi sasta pariba khojile kuadu asiba

  • @sanjeevpatra1975
    @sanjeevpatra1975 2 дні тому

    Strong Opposition's no tenson

  • @user-uk7ed9im5x
    @user-uk7ed9im5x 2 дні тому +1

    BJD ଥିଲା ବେଲେ ପୁଅ ପିଲା ହିନ ଭୋଜନ ଖାଉଥିଲେ, ଏବେ ଦେଖିବୁ

  • @santoshroul2587
    @santoshroul2587 2 дні тому

    Lekha shree madam ଆପଣଙ୍କ ମୁହଁରୁ ଏ କଥା ଶୋଭା ପାଉନି। ପ୍ରେସ meet ରେ ଆପଣ ମୁହଁ ଦେଖାଅ ନାହିଁ ନହେଲେ ସବୁ ବେଲଜ୍ୟା କହିବେ ।😂

  • @dasVlog9658
    @dasVlog9658 2 дні тому

    ଆଗରୁ କଣ ଚାଉଳ ୫୦ ପଇସା ଥିଲା, ତମ ଟାଇମ ରେ, ଗେଣ୍ଡା ଦଳୀୟ ନେତା।