ତୋ ଆଖି ମୋ ଆଇନା - TO AKHI MO AAINA - Superhit Film Song | Sidhant,Jyoti - Sonu Nigam,Pamela Jain

Поділитися
Вставка
  • Опубліковано 8 сер 2023
  • Create Your Reel Here:
    ---------------------------------------------------
    Song : To Akhi Mo Aaina (From To Akhi Mo Aaina)
    Album : To Akhi Mo Aaina
    Album No : SM- 6196
    Singer : Sonu Nigam,Pamela Jain
    Lyrics : Devdas Chhotray
    Music : Deepak Kumar
    Music Label : Sidharth Music
    ----------------------------------------------------------------------
    ♪ Full Song Available on ♪
    ►JioSaavn : tinyurl.com/3c8fx979
    ►Wynk : tinyurl.com/jakuktru
    ►Resso : tinyurl.com/bdkdbf6h
    ►Spotify : tinyurl.com/y588u3xh
    ►Gaana : tinyurl.com/mrynzk5k
    ► UA-cam Music : tinyurl.com/34ke5cj2
    ►Apple Music : tinyurl.com/55fvdvvb
    ►Amazon Prime Music :
    ►iTunes : tinyurl.com/55fvdvvb
    ----------------------------------------------------------------------
    For Caller Tune : Operator Codes :
    Vodafone Subscribers Dial
    Airtel Subscribers Dial
    Idea Subscribers Dial
    BSNL (South / East) Subscribers sms BT To 56700
    ----------------------------------------------------------
    Watch & Subscribe to our other UA-cam Channels:
    👉 Sidharth TV: / sidharthtv
    👉 Sidharth Music: / sidharthmusic
    👉 Sidharth Bhakti: / sidharthbhakti
    👉 Namita Agrawal : / namitaagrawal
    ------------------------------------------------
    Enjoy & stay connected with us!
    👉 Like us on Facebook : / sidharthmusicodia
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvofficial
    ------------------------------------------------------------
    #SidharthGold #SidharthMusic #SidharthTV #SidharthBhakti #NamitaAgrawal #OldAlbumSongOdia #BestAlbumSongOdia

КОМЕНТАРІ • 918

  • @biranchibehera111
    @biranchibehera111 5 місяців тому +365

    ସିଦ୍ଧାନ୍ତ ଭାଈ ଓଡିଆ ଲୋକଙ୍କ ଭିତର ତାରକା ଭଳି ରହିଛନ୍ତି, ତାଙ୍କ ଭିଡିଓ ଦେଖିଲେ କେତେ ଯେ ପୁରୁଣା ସ୍ମୃତି ମନେ ପଡ଼ିଯାଏ,,2024ରେ କିଏ ଏ ଗୀତ ଦେଖୁଚ like କର

  • @Iamsandeepyoutuber
    @Iamsandeepyoutuber 4 місяці тому +468

    ୨୦୨୪ ରେ କିଏ ଏ ଗୀତ ଶୁଣୁଚ ❤❤

  • @pehchanparesh3180
    @pehchanparesh3180 11 місяців тому +1455

    ହଜେଇଦେଲି ମୁଁ ସେ ପିଲାଦିନର ଏମିତି ମନୋଲୋଭା ଓଡ଼ିଆ ଫିଲ୍ମ ଆଉ ଏମିତି ହିରୋ ହିରୋଇନ୍ କୁ 😢😢😢😢....ବାହାନା କରି ସ୍ମୁଲରୁ ପଳେଇ ଆସୁଥିଲି ଏତେ ପ୍ରିୟ ଥିଲା ସେ ଓଡ଼ିଆ ଚଳଚ୍ଚିତ୍ର ❤️❤️❤️❤️ଟଙ୍କା ଆଦାୟ କରି ଡିଭିଡି ,ସିଡି ଗାଁ ମଝିରେ ବସି ଏମିତି ଫିଲ୍ମ ଦେଖିବା ସତରେ କୋଉ ସ୍ୱର୍ଗ ସୁଖଠୁ ବି କମ ନଥିଲା 😭😭😭😭😭ଆଉ ଏବେ ବଡ ହେଇ ଖାଲି ଟେନସନ.........

    • @sanatankumar2139
      @sanatankumar2139 11 місяців тому +13

      Hnnn vayi

    • @razaf4150
      @razaf4150 11 місяців тому +14

      Ravivar koi school thila bhai Tamara!!!😂😂😂

    • @pehchanparesh3180
      @pehchanparesh3180 11 місяців тому +20

      @@razaf4150 ଭଲସେ ପଢ ଭାଇ କ'ଣ ଲେଖିଛି 🙄🙄🙄 ରବିବାରର ସୁନ୍ଦର ଫିଲ୍ମ ୪ଟା ରେ ଦିଏ .... ଏବଂ ବାହାନା କରି ସ୍କୁଲ ସମୟରୁ ବି ପଳେଇ ଆସୁ

    • @baishaly95
      @baishaly95 10 місяців тому +4

      Right 😢❤

    • @sanjaykumarswain9026
      @sanjaykumarswain9026 10 місяців тому +9

      ଭାଇ କଥା ପଦେ kahila😢

  • @thoughtsofshaan
    @thoughtsofshaan 4 місяці тому +90

    ଏବେକାର ଗାୟକ ତଥା ଗୀତିକାର ତାଙ୍କ ଚଉଦ ପୁରୁଷରେ ବି ଏମିତି ସଙ୍ଗୀତ ବନେଇ ପାରିବେ ନାହିଁ। କେଡ଼େ ସୁମଧୁର ସଙ୍ଗୀତ ଯାହାକୁ ଶୁଣିଲେ ହଜାରେ ଥର ଶୁଣିବାକୁ ଇଚ୍ଛା ହୁଏ।❤❤

  • @hrcreation6305
    @hrcreation6305 9 місяців тому +247

    ମୁଁ ପିଲା ଦିନେ ସ୍କୁଲ ରେ ଏଇ ଗିତ ଗାଇ । ପ୍ରଥମ ପୁରସ୍କାର ପାଇଥିଲି।

    • @mktokajitubhi
      @mktokajitubhi 8 місяців тому

      ❤❤😊q😊❤❤❤❤❤❤😊😊😊😊😊p😊😊❤😊😊😊😊😊😊😊😊😊😊😊😊😊❤❤😊😊❤😊❤😊❤😊😊😊❤❤qqqqqqqq😊❤q😊qqqq😊😊q😊😊qqq😊😊😊😊😊😊😊😊😊😊😊😊😊😊😊😊😊😊😊😊😊qq😊😊q😊😊q😊q😊😊😊 to😊😊❤😊q😊❤ with❤😊q😊qqqqqqqqqqqqq😊qqqqqqqqqq❤qqqqqqqqqqqqqqq😊😊😊❤❤qq😊qqqqqaqqqqqqq❤qqqqqqq1qqqqqqqq😊qqq1qqqq

    • @mktokajitubhi
      @mktokajitubhi 8 місяців тому

      q😊😊😊😊😊😊❤❤❤❤❤❤❤😊❤❤❤❤😊😊1😊q1qq1 re q❤q😊😊😊q😊😊😊❤❤😊😊qqqqqqqqqqq❤😊q😊q❤😊❤❤❤❤qq😊1qqqqqqqqq1wqqqqqqqqqqqqqqqq1qqqqqq re q😊😊 ree qqqqqpqqqqqqqqqq😊q😊❤😊qqqqqqq❤❤q😊q😊😊qqqqq😊😊q😊😊😊😊😊😊😊😊q😊qqqq😊😊😊😊qqqq😊q😊qqeq❤qqqq❤q❤😊❤😊❤qqqqqqqqqqqqqq❤❤qq❤q1qqq

    • @mktokajitubhi
      @mktokajitubhi 8 місяців тому

      😊q😊q😊😊😊qqqqqqqqqq❤q1q111q😊1qqq111q1qqq

    • @kedarbarik3772
      @kedarbarik3772 8 місяців тому +8

      Just andaru fhutuchu bodhe au

    • @ManojSagaria-fz3jq
      @ManojSagaria-fz3jq 8 місяців тому

      ​@@kedarbarik3772❤❤❤❤❤❤❤❤❤❤❤❤❤

  • @user-fq7du7hx9h
    @user-fq7du7hx9h 10 місяців тому +116

    କେଡ଼େ ସୁନ୍ଦର ମୋ ହିରୋ ଆଜିବି ସବୁ ଓଡ଼ିଶା ବାସୀଙ୍କ ହୃଦୟ ରେ ଅଭୁଲା ସ୍ମୁତି ଭାବେ ରହିଛନ୍ତି

  • @jitendranayak8269
    @jitendranayak8269 11 місяців тому +193

    ବାସ୍ତବରେ ଆଜି କାଲି ର ପୁଅ ଝିଅ ମାନେ ଏଇ movie ଦେଖି ଜାଣି ପାରିବେ କି ପ୍ରେମର ମାନେ କଣ, ଆଜି ର generation ସବୁ ପ୍ରେମ ପରି ଏକ ପବିତ୍ର ଶବ୍ଦ କୁ ନଷ୍ଟ କରି ସାରିଲେଣି।❤

  • @PrasunDa
    @PrasunDa 10 місяців тому +164

    ଏପରି ଗୀତ ସବୁ ଶୁଣି ଖାଲି ଯେ ମନ ଖୁସି ହୁଏ ତାହା ନୁହେଁ , ବରଂ ପିଲା ଦିନର ସେଇ ଅଭୁଲା ସମୟ ମଧ୍ୟରେ ଏକ ନଉକାରେ ବସି ପରିଦର୍ଶନ କଲା ପରି ଲାଗେ। ସତରେ କେତେ ସୁନ୍ଦର ଥିଲା ପିଲା ଦିନ! ସମୟ ଧୀରେ ଚାଲୁଥିଲା, ଏବେ ଏମିତି ଲାଗୁଛି ଯେମିତି ସମୟ କେଉଁ ଦୌଡ଼ ପ୍ରତଯୋଗିତାରେ ଭାଗ ନେଇଛି।

  • @Subhalaxmi14728
    @Subhalaxmi14728 9 місяців тому +190

    ସତରେ ଏ ଦୁନିଆରେ ପ୍ରେମଠାରୁ ବଡ଼ କିଛି ନାହିଁ.ପ୍ରେମ ଏମିତି ହେବା ଦରକାର ଯୋଉଠି pysical relestion ଠାରୁ ହୃଦୟ ମିଳନ କୁ ବହୁତ important ଦିଆଯାଉଥିବ ଏହା ପ୍ରକୃତ ପ୍ରେମ,ଆଜିକା ଦୁନିଆରେ ସୁନ୍ଦର ଜୀବନ ସାଥି ପାଇବା ବହୁତ କଷ୍ଟ ।

  • @Laxmipriyafamily
    @Laxmipriyafamily 2 місяці тому +23

    ହେ ଭଗବାନ ସତରେ ପିଲାଦିନ କଥା ବହୁତ ମନେ ପଡ଼େ

  • @sabarbabuofficial5818
    @sabarbabuofficial5818 10 місяців тому +86

    ପିଲାଦିନେ ସିନେମା ଦେଖିବା ପାଇଁ କେତେ ଗାଳି ଆଉ ମାଡ଼ ଖାଇଚୁ ବାପାଙ୍କ ଠାରୁ କାରଣ ସିନେମା ଆଉ ଆକ୍ଟର ଏଵଂ ଏକ୍ଟ୍ରେସ ମଧ୍ଯ ଭଲଥିଲେ.. ଏବେ ଏମିତି ଆକ୍ଟର ନାହାନ୍ତି କି ସିନେମା ବି ଆସୁନି..

  • @SudamNayak-rn4dj
    @SudamNayak-rn4dj 10 місяців тому +158

    ❤ଆମେ ଓଡ଼ିଆ ଆମ ଗୀତ ଭାରି ବଢିଆ 👌 ଆମ ସିଦ୍ଧାନ୍ତ ଭାଇ ଭଲ କଳାକାର ❤❤

  • @mahendrajenaplayingwithani3550
    @mahendrajenaplayingwithani3550 8 місяців тому +67

    ଏଇ ଗିତ ଶୁଣିଦେଲେ ମନକୁ ବହୁତ ଆନନ୍ଦ ମିଳିଯାଏ ଆଉ କୋଉ ଦୁନିଆରେ ହଜିଗଲା ଭଳି ଅନୁଭବ ହୁଏ ଅତି ସୁନ୍ଦର ସିଦ୍ଧାନ୍ତ ସାର ଆପଣଙ୍କ ଅଭିନୟ ଏବଂ ଆପଣଙ୍କ ଲୋକପ୍ରିୟତା

  • @roshansahu7120
    @roshansahu7120 11 місяців тому +38

    ବେଷ୍ଟ ସିଙ୍ଗର 🌹🌹ସୋନୁ ନି ଗମ 👌👌ଇମୋସିନାଲ ଗୀତ

  • @santoshpramanika5164
    @santoshpramanika5164 9 місяців тому +26

    ଏହି ଗୀତଟି ମୁଁ ଆଜି ପାଇ ଗଲି ସତରେ ମୁଁ କେତେ ଖୋଜିଛି 😢 my favourite song ❤️

  • @ItishreeDalai-xr8hz
    @ItishreeDalai-xr8hz 2 місяці тому +5

    ସେତେବେଳ ର ଚଳଚ୍ଚିତ୍ର ପରି ଏବେ ର ଚଳଚ୍ଚିତ୍ର ସେ fellings ନାହିଁ । କିଏ କିଏ ମନୁଛ😢😢😢

  • @Khamania02
    @Khamania02 11 місяців тому +24

    ଖୁବ୍ ସୁନ୍ଦର ଗୀତ ଅଭିନୟ କରିଛନ୍ତି ଫିଲ୍ମରେ ଅଭିନୟ ନିମନ୍ତେ 🙌😍❤️

    • @JyotiPrusti
      @JyotiPrusti 2 місяці тому +2

      ❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂

  • @SecretSuperstar-wl4mt
    @SecretSuperstar-wl4mt 10 місяців тому +18

    ସବୁଦିନ ସକାଳ ଏଇ ଗୀତ ରୁ ଆରମ୍ଭ ହୁଏ ମୋର ପିଲା ଦିନେ । ଗୋଟେ ଅଲଗା ଆକର୍ଷଣ ଥିଲା ଏଇ ଗୀତ ରେ । ରଚନା ଆଉ ସିଦ୍ଧାନ୍ତ ଫିଲ୍ମ ଦେଲେ ଅଥୟ ଛୁଆ ବି 5 ଘଣ୍ଟା ଟିଭି ଆଗରେ ବସି ଫିଲ୍ମ୍ ଶେଷ ହେବା ଯାଏଁ ଅପେକ୍ଷା କରୁଥିଲେ । ଏଇ ଫିଲ୍ମ ସବୁ ରବିବାର ଦିନ ଗୋଟେ ପରିବାର କୁ ପୁରା ବାନ୍ଧି ରଖୁଥିଲା । ଖାଲି ପରିବାର ନୁହେଁ ସାହି ପଡିଶା ସମସ୍ତେ ମିଶି ଫିଲ୍ମ ଦେଖୁଥିଲେ ଏକାଠି । ସେ ଦିନ ଆଉ ଖୋଜିଲେ ବି ଆସିବନି କେବେ ବି କି ସେ hero au heroin bi nuha ସେସବୁ ଅତୀତ ର ପୃଷ୍ଟା ପାଲଟି ଗଲା

  • @padmalochanmohanta8784
    @padmalochanmohanta8784 Місяць тому +2

    ଏଇ ଫିଲ୍ମ କୁ ପିଲାବେଳେ ଆମ ଗାଁ ରେ ପାଇସା ଉଠେଇକି ଭିଡିଓ କରିକି ଦେଖିଥିଲେ ଭାଇ ସେଇଜଉ ମଜା really miss you childhood 😢😢😢😢😢 କିଏ କିଏ ଏହି ଫିଲ୍ମ କୁ ଗାଁ ରେ ଭିଡିଓ କରିକି ଦେଖିଛନ୍ତି like କରନ୍ତୁ

  • @rilumallik3274
    @rilumallik3274 10 місяців тому +48

    All time greatest song in odia industry ❤

  • @Chaitanyasahu.
    @Chaitanyasahu. 3 місяці тому +5

    ସ୍ବପ୍ନ ଭରା ସେ ପିଲା ଦିନ କୁଆଡେ ହଜିଗଲା କେ ଜାଣି।,,,,,😢😢😢
    ସେଥିରେ
    ତୋ ପାଇଁ
    ଓଃ ମାଇ ଲଭ୍
    ଆଇ ଲଭ୍ ୟୁ
    ତୋ ଆଖି ମୋ ଆଇନା
    ବାବୁ ଆଇ ଲଭ୍ ୟୁ
    Etc etc।।।😢😢😢

  • @sashikantamalik4267
    @sashikantamalik4267 10 місяців тому +55

    ସିଦ୍ଧାନ୍ତ ମହାପାତ୍ର ଙ୍କ ମନଛୁଆଁ ଅଭିନୟ ଆଉ ସୋନୁ ନିଗମ ଙ୍କ ସୁରିଲା ମଧୁର କଣ୍ଠ ସତରେ ସେ ହଜିଲା ଦିନ ଫେରି ଆସନ୍ତା କି

  • @madhusudanbehera1677
    @madhusudanbehera1677 10 місяців тому +17

    ❤ siddhant sir nka bhalia hero mu mo life re kebe dekhini and ama ollywood industry we search the gold we lossed our dimond,eita ama industry 2010 pare karuchi , siddhant sir always superstar in ollywood industry ❤❤and no 1 hero of ollywood industry
    Love you sir

  • @friday077
    @friday077 7 місяців тому +33

    The new version of this song can't replace the vibe of old version❤.

  • @smileymishra-dn6ot
    @smileymishra-dn6ot 10 місяців тому +46

    Best actor sidhant sir for odia industry ...l like very much this song ❤❤❤❤❤

  • @mrlaxmionline1935
    @mrlaxmionline1935 Місяць тому +4

    ଯେତେ ଶୁଣିଲେ ବି ମନ ଭରେନା ତୋ ଆଖି ମୋ ଆଇନା ...❤

  • @BadBoy-ik4od
    @BadBoy-ik4od 10 місяців тому +218

    SONU NIGAM Voice 💯% Matches with SIDDHANT's Personality.
    Siddhant is The identification of Odia Movie Industry.

  • @shibakantamalik5931
    @shibakantamalik5931 3 місяці тому +5

    ସତରେ ପୁରୁଣା ଗୀତ ଆଗରେ ଏବେକା ଗୀତ କିଛି ବି ନୁହଁ(old is gold)💯💯
    I Love This song❤❤❤❤

  • @motivationvideos5759
    @motivationvideos5759 7 місяців тому +8

    ଏ ଫିଲ୍ମ ଦେଖିବା ପାଇଁ ରବି ବାର ସନ୍ଧ୍ୟା ରେ tution ru ବହନା କରିକି ଆସୁଥିଲୁ ଆଜି ଦିନଟା ଛାଡ଼ିଦିଅ ଅପା।ସତରେ ସେ ପିଲା ଦିନ ବହୁତ୍ ଭଲ ଥିଲା ।

  • @ramabhoi4432
    @ramabhoi4432 10 місяців тому +7

    Siddha odia super hero❤❤ au emiti hero asibeni kebe nuhe

  • @ashikmirza3299
    @ashikmirza3299 9 місяців тому +9

    I'm 21 yrr old❤, really miss you childhoods memories..... Love from kolkata❤

  • @deepakDeepak-hf4hg
    @deepakDeepak-hf4hg 10 місяців тому +13

    ଦିନ ଆମର ବି ଏମିତି ଥିଲା 💞💞💞ହେଲେ ସବୁ ଆଜି ସମୟ ସାଥିରେ ବଦଳି ଯାଇଛି please ଯଦି କେହି ଫେରେଇ ଆଣି ଦିଅ 💞💞ମୁଁ ମୋ ଜୀବନ ବି ଦେଇ ଦେବି 🙏

    • @Subhalaxmi14728
      @Subhalaxmi14728 9 місяців тому +3

      Ferijaithiba samaya au kebhe pherilaibani tame jete kotipati heithana kahinki 😂

    • @deepakDeepak-hf4hg
      @deepakDeepak-hf4hg 9 місяців тому

      @@Subhalaxmi14728 କଣ କହିବି ସତ ଥିଲା ସେ ଦିନ ସବୁ
      ସତ ଥିଲେ ସେ ମଣିଷ
      ଆଜି ସବୁ ମିଛ
      ଭାରି କଷ୍ଟ ଲାଗୁଚି ସେ ପୁରୁଣା ସ୍ମୃତି ମନେ ପଡିଗଲେ 💞ଏମିତି ବି ଆମେ ଦିନ କେଇଟା ପାଇଁ ଗାଁ କୁ ଯାଉଛୁ
      ଯେମିତି ଲାଗେ ଏ ଗୋଟେ ଅଲଗା ଦୁନିଆ ଭଳି ଲୋକ ମାନେ କଥା ହୁଅନ୍ତି ନି
      ଆମେ ଲବେ ଦଶକ ର ପିଲା ଅଜ୍ଞ୍ୟା fillings ନିଶ୍ଚୟ ଆସିବ 🙏

  • @happyrout2847
    @happyrout2847 9 місяців тому +5

    ଏଇ ଭଳି ଗୀତ ଶୁଣିଲେ ଯେତିକି ଭଲ ଲାଲେ ସେତିକି ଦୁଃଖ ବି ଲାଗେ କାରଣ ଏବେ ସେ ଗୀତିକାର ନାହିଁ କି ଲେଖକ ନାହିଁ କି କଳାକାର ବି ନାହିଁ ହଲ ସବୁ ଦେଖିବାକୁ ପାଉନି?Old କେତେ gold ଏବେ ଆମେ ଭାବୁଚେ

  • @santoshsahoo557
    @santoshsahoo557 Місяць тому +1

    ପିଲାଦିନ ଛାଡିଦେଲେ ଜୀବନରେ ଆଉ ଶାନ୍ତି ନାହିଁ ଏବେ ସମୟ ଅନୁସାରେ ମଣିଷ ଦଉଡିବାକୁପଡିବ ବିଚିତ୍ର ଦୁନିଆ ଜୟ ଜଗନ୍ନାଥ 🙏🙏🙏

  • @anantabehera498
    @anantabehera498 5 місяців тому +13

    ମୁଁ ଏଇ ସିନେମା ଦେଖିବା ପାଇଁ ଆଉ ଜଣକ ଘରକୁ ଯାଉଥିଲି .. ହେଲେ ଘର କାମ କରିବାକୁ ଡାକିଲେ ଗାଲେଇକି filmi ଦେଖେ ମାଡ଼ବି ଖାଇଛି.. miss you child time 😭😭😭

    • @anantabehera498
      @anantabehera498 5 місяців тому

      ଆଉ ହଁ ସ୍କୁଲ ଗଲା ବେଳେ କେଉଁ ଫିଲ୍ମ ରେ କିଏ କେଉଁ ଅଭିନୟ କରିଛି ସାଙ୍ଗ ସାଥିମାନେ କଥା ହଉ. ..

  • @user-li3un7gv1b
    @user-li3un7gv1b 7 місяців тому +11

    ଏ ଗୀତ ଶୁଣିକି ମନ ମୁଗ୍ଧ
    ହେଇଯାଉଛି

  • @user-bf4gc4ul1y
    @user-bf4gc4ul1y 2 дні тому

    ମୁଁ ପିଲା ଦିନରୁ ଏହି ଫିଲ୍ମକୁ ବହୁତ ପସନ୍ଦ କରେ ଆଉ ଆଜି ବି କରୁଚି❤

  • @deepakpunji6211
    @deepakpunji6211 10 місяців тому +9

    ସୋନୁ & ପେମଲା ମେମେ ବହୁତ ସୁନ୍ଦର ଗାଇଲେ 🌹❤️

  • @Balabhadra950
    @Balabhadra950 5 місяців тому +3

    2024 re kia kia ahi gita tiki sunuchha❤🎉😢😮😊

  • @indianunknowhacker8910
    @indianunknowhacker8910 10 місяців тому +43

    I love Sonu Nigam voice there magical voice is close to hart. ❤❤

  • @basudhabhoi87
    @basudhabhoi87 9 місяців тому +62

    I am born in 20th century but still love this old song more than Bollywood, Hollywood and others 🥹🫶🏻🫰

    • @prahalladbehera7623
      @prahalladbehera7623 8 місяців тому

      ବହୁତ ସୁନ୍ଦର ଅନୁଭୂତି ତୁମର । Congrats Enjoy it

    • @biswajitnayak1422
      @biswajitnayak1422 5 місяців тому

      Miss another jollywood and also Hollywood

  • @jyaksonsahoo5406
    @jyaksonsahoo5406 4 місяці тому +3

    Hajei deli mun mo se samaya jeun samaya re mun more Mane achhi je mun ei sabi Gita ku mo baba nka mobile ru lekhuthili skip kri Kari mi bhalu kie ei sabu ky Miss karuchi 😭😭😭😢😢😢

  • @mysmartgyanindia2085
    @mysmartgyanindia2085 11 місяців тому +29

    Really old is gold 🪙 masterpiece songs

  • @SouravDas-bg2hm
    @SouravDas-bg2hm 10 місяців тому +8

    Golden Era Of Ollywood....

  • @ManchuSabaro
    @ManchuSabaro 11 місяців тому +11

    ବହୁତ ଭଲ ଲାଗୁଛି ଆଉ ଗୀତ ସୁନ୍ଦର ହେଇଛି ଧନ୍ୟବାଦ

  • @BhagabataBarik815
    @BhagabataBarik815 10 місяців тому +15

    Sidhant Mohapatra is a disciplined actor.

  • @debabratabehera9648
    @debabratabehera9648 8 місяців тому +4

    ସେ ଟାଇମ ରେ ଯୋଉଁ ପ୍ରେମ ଥିଲ ଆଜି ତା ଆଗରେ ତୁଛ ❤️❤️❤️❤️❤️❤️

  • @industrialgyan123
    @industrialgyan123 10 місяців тому +33

    Siddharth is the pride of Odisha❤

  • @sunilbidika9037
    @sunilbidika9037 8 днів тому

    ଏ ଗୀତ ଶୁଣିଲେ ସବୁ ପୁରୁଣା ସୃତି ମନେ ପଡିଯାଏ ❤❤❤

  • @MRHnial
    @MRHnial 10 місяців тому +11

    My favorite song all time Old is gold all' time blockbuster odia song siddhant Mohapatra all'time super star ⭐

  • @ajaykumarmahapatra3386
    @ajaykumarmahapatra3386 11 місяців тому +8

    Puruna music director swaroop naik sir Deepak Kumar sir Malaya mishra sir and all puruna music director and puruna singer manaku naiki gotia movie Karathu supur duper Hits haba 2024

  • @expression_queenrasmi
    @expression_queenrasmi 10 місяців тому +8

    I love you ❣️❤sidhanta sir

  • @soumyasahoo3903
    @soumyasahoo3903 5 місяців тому +2

    Feels like wow ❤❤ sidhhant sir always ollywood legend actor❤🌈

  • @dhanlaxmitrading2387
    @dhanlaxmitrading2387 3 місяці тому +2

    କିଏ ଗୀତ ଶୁଣି ପ୍ରେମିକା /ପ୍ରେମିକ କଥା ଭାବୁଛ 2024 ରେ

  • @sarojkumarsahu3913
    @sarojkumarsahu3913 11 місяців тому +21

    So sweet voice Sonu Nigam sir

  • @murarimukundaghosh7248
    @murarimukundaghosh7248 9 місяців тому +8

    Always Sidharth sir have a nice look and a nice smile.. All time Greatest Ollywood Hero ..

  • @krushna-tq5pl
    @krushna-tq5pl 2 місяці тому +2

    Best.jodi❤

  • @gamingeast1142
    @gamingeast1142 9 місяців тому +3

    Mo pilabelaku ate sundar karithiba ru apananku bahut bahut dhanyawad sidhant my real hero😢😢i love you muna sir🙏🙏

  • @roshansahu7120
    @roshansahu7120 8 місяців тому +4

    ସିନ୍ଧାନ୍ତ ଦାଦା ସୁପର ମେନ ଆଉ ସୁନ୍ଦର ହିରୋ କୋଟି 🙏🙏🌹🌹

  • @batakrishnabehera3505
    @batakrishnabehera3505 10 місяців тому +11

    Touch your heart feel in the song so beautiful❤️👌

  • @gyanaranjan4875
    @gyanaranjan4875 11 місяців тому +24

    All time favourite sidhant sir ❤️❤️ your looking is very nice ❤️❤️

  • @sangramswain159
    @sangramswain159 Місяць тому +2

    ସେ ଦିନର ଗୀତ ,ଆଉ କଳାକାରଙ୍କର ଜାଗା ଆଉ କେହି ନେଇପରିବେନି😢

  • @user-mk5xv8ht2r
    @user-mk5xv8ht2r 9 місяців тому +4

    Sidhant sir ollywood 👑 king ilove you sir❤❤❤❤❤

  • @ajaykumarmahapatra3386
    @ajaykumarmahapatra3386 11 місяців тому +5

    Ahe tipe ra song au miluni and ahe music director and ahe singer manaku naiki gotia movie Karathu 2024 re jamiti puruna dila lagiga

  • @dillipnayak8169
    @dillipnayak8169 11 місяців тому +5

    13/08/2023 keumane dekhuchhanty.mun Dillip from bhadrak.very beautiful song &jodi

  • @taranisen-xr9ov
    @taranisen-xr9ov 11 місяців тому +8

    All time favorite sidhanta sir only 💪💪💪

  • @Kalahandiavlogger
    @Kalahandiavlogger 10 місяців тому +21

    My favorite sidhanta mahapatra Sir all time favorite ❤😊

  • @SanjaySanjay-ed2pm
    @SanjaySanjay-ed2pm 11 місяців тому +4

    altime super hiti song 👌👌👌👌👌

  • @priyanshimusic-1999
    @priyanshimusic-1999 8 місяців тому +3

    Jyoti mam Puni thare ollywood pherile bhala huanta

  • @mangalkabiraj3872
    @mangalkabiraj3872 8 місяців тому +7

    Sidhant sir king of the odia industry ❤️❤️❤️❤️❤️❤️❤️🤝🤝🤝🤝🤝🤝🤝🤝🤝

  • @basudebamahanty59
    @basudebamahanty59 9 місяців тому +8

    WHAT A AMAZING SONG ..STILL FEEL LIKE FRESH

  • @mukeshbagh4828
    @mukeshbagh4828 10 місяців тому +5

    Odia super star ⭐ siddhant

  • @bhenkatramandeep-db9rl
    @bhenkatramandeep-db9rl 4 місяці тому +2

    All time greatest song ...

  • @mantupradhan1058
    @mantupradhan1058 7 місяців тому +8

    Such a heart touching song in the world 🌎🌍 we miss you Sidhanta sir 💞

  • @AnkitG12
    @AnkitG12 9 місяців тому +8

    Absolutely melodious composition 🙌.

  • @nbmarishyt7455
    @nbmarishyt7455 10 місяців тому +4

    Bahut sunder song emiti sidhant sir nko music sidharth music nei asu million subscribers hebo

  • @user-sb4vz6mn6d
    @user-sb4vz6mn6d 6 місяців тому +2

    So nice odia sango🥰❤️👌👌👌

  • @swatibishoyi5556
    @swatibishoyi5556 3 місяці тому +1

    Great actor of ollydwood industry ❤❤❤

  • @arunamahalika3835
    @arunamahalika3835 10 місяців тому +3

    ଏ ସବୁ ଶୁଣିଲେ ପିଲା ବେଳ କଥା ମନେ ପଡେ ବହୁତ

  • @prasanjitpradhan5607
    @prasanjitpradhan5607 11 місяців тому +8

    ବହୁତ ବଢ଼ିଆ ଗିତ❤❤❤

  • @user-ts6dg9cw9d
    @user-ts6dg9cw9d 21 день тому

    ସିଦ୍ଧାନ୍ତ ଭାଇ ପରି ଆଉ ହିରୋ ନାହାନ୍ତି miss you ସିଦ୍ଧାନ୍ତ ଭାଇ ତମ ବିନା ଫିଲ୍ମି ଜଗତ ଅଧୁରା

  • @psychoindance9159
    @psychoindance9159 9 місяців тому +1

    ଭିଡିଓ ଦେଖି ପୁରୁଣା ସୁନ୍ଦରତା ମନ ପଡ଼ିଗଲା।।।।।

  • @nehabajaj4002
    @nehabajaj4002 10 місяців тому +7

    Sonu Nigam the legend

  • @village_vlog_japan
    @village_vlog_japan 11 місяців тому +5

    Olywood king Shidhant Mohapatra

  • @suryakantamendali7674
    @suryakantamendali7674 10 місяців тому +2

    ମୁଁ ଓଡ଼ିଆ ସେଥିପାଇଁ ମୁଁ ଖୁବ୍ ଗର୍ବିତ ll

  • @bhagabanpradhan4787
    @bhagabanpradhan4787 7 місяців тому +2

    Sidhant sir and Jyoti mam

  • @Odiyacreatorbhainashow
    @Odiyacreatorbhainashow 11 місяців тому +3

    Siddharth bhai jindabad❤🎉

  • @user-bd9jv7rv6l
    @user-bd9jv7rv6l 9 місяців тому +4

    My favourite song & sidhant Mahapatra love u sir

  • @gunupintu
    @gunupintu 3 місяці тому +1

    ମୁନା ଭାଇ ଓଡ଼ିଆ ଜଗତର ଗର୍ବ ❤❤❤ମୋ ହିରୋ ମୁନା ଭାଇ

  • @SaiPrathanaSantal
    @SaiPrathanaSantal 2 місяці тому +2

    Who is here in 2024😊

  • @biswajitpaleya4265
    @biswajitpaleya4265 8 місяців тому +3

    I love Jyoti mishra

  • @knowledgeplus177
    @knowledgeplus177 9 місяців тому +2

    Ye dil ashiquana.... ye dil ashiquana ..... ye dil ashiquana ... ye dillllll

    • @sashadharpanda5974
      @sashadharpanda5974 9 місяців тому

      😅😅😊😊😅😊😅😅😅😅😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊

  • @STARSong-zj2ct
    @STARSong-zj2ct 2 місяці тому +2

    Hello daro naec

  • @srikantasathua737
    @srikantasathua737 10 місяців тому +7

    My all time favourite song

  • @gautambiswala5950
    @gautambiswala5950 11 місяців тому +4

    Siddhant ❤ very nice 👍

  • @mamatakitchen2369
    @mamatakitchen2369 9 місяців тому +2

    Sidhanta my choice hero mu bahut pasand kare tanku

  • @Ashisheditor5656
    @Ashisheditor5656 11 днів тому

    2024 re keu mane dekhuchanti ❤❤❤

  • @tngaming5340
    @tngaming5340 9 місяців тому +3

    I love u sidhant sir ❤️❤️❤️❤️❤️

  • @gopalmajhi5659
    @gopalmajhi5659 10 місяців тому +7

    Childhood best hero!!! Best songs

  • @nrusinhatripathy6930
    @nrusinhatripathy6930 9 місяців тому +1

    ଆପଣ ମାନଙ୍କ ଏ ସୁନ୍ଦର ସୁନ୍ଦର୍ ଗୀତ ଗୁଡ଼ିକ ପାଇଁ ହିଁ ମୁଁ ଆମର ଏ love କୁ success କରିବାକୁ ches