ସେ ଚିଙ୍ଗୁଡ଼ି ବାବାଜୀ ପାଖକୁ ମତେ ଛାଡ଼ ! Sura warns not to hurt religious sentiments, Kuni Sarathi.

Поділитися
Вставка
  • Опубліковано 15 лис 2024

КОМЕНТАРІ • 81

  • @arajunmaharana6147
    @arajunmaharana6147 2 години тому +19

    ଶ୍ରୀବୈକୁଣ୍ଠଧାମର ସ୍ୱାମୀ ମହାପ୍ରଭୁ କେବଳ କାଳିଆ ସାଆନ୍ତ ଅଟନ୍ତି l
    🙏ଜୟ ଶ୍ରୀଜଗନ୍ନାଥ ସ୍ୱାମୀ 🙏

    • @kunmoonvlog123
      @kunmoonvlog123 2 години тому +1

      Ta bhauni maa ku ghi😅😅😅😅😅😅😅😅aaaaaa thuuuuuuu

  • @gobindasahoo3222
    @gobindasahoo3222 38 хвилин тому +2

    ଜଗତର ନାଥ ଜଗନ୍ନାଥଙ୍କ ଶରଣ ରେ ଆମେ ସମସ୍ତେ ନତ ମତକ କିଏ ବାବା କିଏ ସେ ମଣିଷ ତାଙ୍କ ପରି ହୋଇ ପାରି ବନି

  • @amritbani2024
    @amritbani2024 7 хвилин тому

    ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ।
    ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ।

  • @Tripathy-n6k
    @Tripathy-n6k 48 хвилин тому +2

    ମିଡିଆ ଏଠାରେ ସତ୍ୟ କୁ ଲୁଚାଇ ମିଥ୍ୟା କୁ ପ୍ରଚାର କରୁଛି ଏବଂ ପ୍ରସୟ ମଧ୍ୟ ଦେଉଛି।

  • @lopitananda4221
    @lopitananda4221 Годину тому +3

    ମିଡ଼ିଆ ବାଲା ସତ୍ୟ କୁ ଜାଣି ମିଥ୍ୟା ପ୍ରଚାର କରୁଛନ୍ତି। ସତ୍ୟ କୁ ସାମ୍ନା କୁ ଆଣନ୍ତୁ।

  • @swarnalatasahoo8760
    @swarnalatasahoo8760 Годину тому +4

    Tulasi kebala ama maha prabhu nkara. Jay shree Jagannath swami.

  • @baishnabcharansahoo9119
    @baishnabcharansahoo9119 3 години тому +19

    ଭଗବାନ ସବୁ ଭାରତରେ ଅବତାର ନେଉଛନ୍ତି କିପରି? ବିଦେଶରେ ନେଉ ନାହାନ୍ତି କାହିଁକି?

    • @NoBro-tb1rb
      @NoBro-tb1rb Годину тому +1

      Karana hauchi bharata pabitro mati

    • @RonitRonit-t6g
      @RonitRonit-t6g 54 хвилини тому +1

      ​@@NoBro-tb1rbnahi emiti sabu bele kn pain,thik achhi eita eka dharmika bhabana, god to World create karichhnati,se kn pain sabu bele bharat asuchhanti,America kahinki nuha

    • @SuchitraSahoo-f7w
      @SuchitraSahoo-f7w 44 хвилини тому

      @@baishnabcharansahoo9119 ଆପଣ ହିନ୍ଦୁ ନା ଆଉ କଣ ? ଇତିହାସ ଟିକେ ପଠନ୍ତୁ ଜାଣିପାରିବେ ଭାରତ ଥିଲା ଅଖଣ୍ଡ ଭାରତ , ଲୋକ ମାନେ ଖଣ୍ଡ ଖଣ୍ଡ କରି ଅଲଗା ଅଲଗା ଦେଶ କରିଛନ୍ତି । ଭାରତ ପରି ପବିତ୍ର ଭୂମିରେ ଜନ୍ମ ନେଉଛନ୍ତି ପ୍ରଭୁ ଆପଣ ଜାଣି କି ନିଜକୁ ଧନ୍ୟ ମନେ କରିବା କଥା 🙏

    • @baishnabcharansahoo9119
      @baishnabcharansahoo9119 38 хвилин тому +1

      @NoBro-tb1rb ଭାରତର ପବିତ୍ର ମାଟି,ଓଡ଼ିଶାର ଅତି ପବିତ୍ର ମାଟିରେ ଲୋକମାନେ ଭଲରେ ଗଣ୍ଡେ ଖାଇବାକୁ ପାଉ ନ ଥିବାରୁ ୨୫ ବର୍ଷ ଧରି ସରକାରଙ୍କ ଦୟା ଉପରେ ନିର୍ଭର କରି ବଞ୍ଚିବାକୁ ପଡୁଛି।
      ଧନ୍ୟ ତୁମର ପବିତ୍ର ମାଟି।

  • @SomanathBiswal-g3s
    @SomanathBiswal-g3s 29 хвилин тому

    ନୀରାଟ ସତ୍ୟ

  • @arajunmaharana6147
    @arajunmaharana6147 2 години тому +4

    ସୁରଭାଇ, ଟେଙ୍ଗେଇକି ରଖିଲେ ବୋଇଲେ କିସ ହେ???

  • @Niranjan-p9f
    @Niranjan-p9f Годину тому +1

    ମିଡ଼ିଆ ଯାହା ପ୍ରଚାର କରୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା, ଏଥିରେ କୌଣସି ସତ୍ୟତା ନାହିଁ , ସତ୍ୟ ଜାଣିବାକୁ ମିଡ଼ିଆ ଚେଷ୍ଟା କରିବାର ଆବଶ୍ୟକତା ଅଛି. ଗଣମାଧ୍ୟମ ସତ୍ୟ ନ ଜାଣି ମିଥ୍ୟା ପ୍ରଚାର କରୁଛି.

  • @rishikamittal6244
    @rishikamittal6244 2 години тому

    Sura bhai eka number

  • @SumanSahoo-ig6ox
    @SumanSahoo-ig6ox Годину тому

    Super jeje

  • @sunilkumarpatnaik6953
    @sunilkumarpatnaik6953 2 години тому

    STRONG ACTION REQUIRED. ...

  • @ShibaniDalei
    @ShibaniDalei Годину тому

    Sampurna mithya upaprachra

  • @rakeshkumar-ro7dh
    @rakeshkumar-ro7dh 3 години тому +2

    Se jagata ku gandi maribaku aasichi

  • @jyotirmayeebiswal6361
    @jyotirmayeebiswal6361 43 хвилини тому

    ଆମେ ଡରିବୁ ନାହିଁ କାରଣ ଆମେ କୌଣସି ଭୁଲ ବାଟରେ ନାହୁଁ। ପଣ୍ଡିତ ଜି ଯୋଉ ଧର୍ମ ମାର୍ଗ ଆଉ ଭାଗବତ ମାର୍ଗ ଦେଖେଇଚନ୍ତି ସେ ସର୍ବଦା ଠିକ୍।

  • @kalkiavtaarum
    @kalkiavtaarum Годину тому +2

    ପଣ୍ଡିତ କାଶୀନାଥ ଜୀ ପ୍ରଥମେ କହିଥିଲେ ଯେ କଲ୍ୟାଗ ଶେଷ ହୋଇଛି ଏବଂ 2012 ମସିହାରୁ ସେ ଭବଶ୍ୟା ମଲାଇକା ପୁସ୍ତକକୁ ପ୍ରୋତ୍ସାହିତ କରିଆସୁଛନ୍ତି ଯେଉଁମାନେ ପ୍ରଭୁ ବିଷ୍ଣୁଙ୍କୁ ପ୍ରଶଂସା କରିବେ ଏବଂ ତାଙ୍କୁ ପୂଜା କରିବେ ସେମାନଙ୍କ ଘରେ ଜନ୍ମ ହେବ ଏବଂ ଭବିଷ୍ୟତ ତାଲିକାରେ ତାଙ୍କ ନାମ ମଧ୍ୟ ଲେଖାଯାଇଛି। ସର୍ବପ୍ରଥମେ, ସେ ମୋତେ ତ୍ରିକୋଣ ସାନ୍ଧ୍ୟା ଏବଂ ଶ୍ରୀମଦ୍ ଭାଗବତ ମହାପୁରୁନଙ୍କଠାରୁ ଏକ ପାଠ ପ read ିବାକୁ ଏବଂ ମାଧବଙ୍କ ନାମ ଜପ କରିବାକୁ କହିଥିଲେ ଏହି ତ୍ରିସାଣ୍ଡିଆ ଏବଂ ଶ୍ରୀମଦ୍ କରି କ story ଣସି କାହାଣୀକାର ଆଜିର ପ୍ରସଙ୍ଗରେ କହିପାରିବେ ନାହିଁ ଯେ ଭାଗବତ ପ reading ଼ିବା ଏବଂ ମାଧବଙ୍କ ନାମ ଜପ କରିବା ଦ୍ୱାରା ଯାହା ଘଟିଛି, ବୋଧହୁଏ କେବଳ ଭକ୍ତମାନେ ଭଗବାନଙ୍କୁ ଚିହ୍ନିବାରେ ସକ୍ଷମ ହେବେ, ଆଉ କେହି ଭଗବାନଙ୍କୁ ଚିହ୍ନି ପାରିବେ ନାହିଁ | ମାଧବ 🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସାଖା 🙏 |

  • @rojalinsenapati6338
    @rojalinsenapati6338 2 години тому +1

    Media Bhai mane sampurna michha kahuchhanti saty ku janibaku chesta kara

  • @makardhajsoren7895
    @makardhajsoren7895 56 хвилин тому

    Sura bhai 😂😂😂😂😂😂😂😂

  • @ATripathy-328
    @ATripathy-328 2 години тому +5

    ଆମେ ଭଲ ଭାବେ ଜାଣିଚୁ ଯେ ଆଶ୍ରମ ମହାପ୍ରଭୁ ଆଉ ବାବା ସମ୍ପୂର୍ଣ୍ଣ ସତ୍ୟ Media ଯାହା ପ୍ରଚାର କରୁଛି ସମ୍ପୂର୍ଣ୍ଣ ମିଥ୍ୟା ସେଥିରେ କୋୖଣସି ସତ୍ୟତା ନାହିଁ media ସତ୍ୟତା ଜାଣିବାକୁ ଚେଷ୍ଟା ମଧ୍ୟ କରୁନି media ସତ୍ୟ ଲୁଚେଇ ମିଥ୍ୟା ପ୍ରଚାର କରୁଛି କେବଳ ପଇସା ରୋଜଗାର ପାଇଁ।

    • @ishwarchandra3980
      @ishwarchandra3980 2 години тому

      ମୋ ଜାଣିବାରେ ବୈକୁଣ୍ଠଧାମ ସ୍ୱର୍ଗରେ ଅଛି ବୋଲି !
      ଏଠି ଗୋଟେ ବୈକୁଣ୍ଠଧାମ ହେଲାଣି ମୁଁ ଆଜି ଜାଣୁଛି 😁

    • @ATripathy-328
      @ATripathy-328 2 години тому +1

      @ishwarchandra3980 ମହାପ୍ରଭୁ ଙ୍କୁ କେବଳ ଭକ୍ତ ମାନେ ଜାଣିପାରିବେ ମ୍ଳେଛ ନୁହଁ।।

    • @ishwarchandra3980
      @ishwarchandra3980 Годину тому

      @ATripathy-328 ଓଡିଶାରୁ ଅଧେ ଲୋକ ସାରଥୀ ପାଖକୁ ଯାଉଥିଲେ ! ସେମାନେ କଣ ମ୍ଳେଛ ?

    • @nepali_mikcy9970
      @nepali_mikcy9970 Годину тому

      Mate laguchi tu sethiki jauchu ..au Tara bada bhakata

    • @nepali_mikcy9970
      @nepali_mikcy9970 Годину тому

      @ishwarchandra3980 hm sabu

  • @investraja
    @investraja 2 години тому +2

    Chhindadenge😊😂😮

  • @SuchitraSahoo-f7w
    @SuchitraSahoo-f7w Годину тому

    Kia paisa deichanti praman dau nahanti , samman ku asantu , pachha re katha kuhantuni , satya prakash karantu , aau sir tike katha bhala re kuhantu

  • @balarambag-t7l
    @balarambag-t7l 2 години тому

    🙏🙏🙏👍👍

  • @MkNatha
    @MkNatha 2 години тому

    😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @arunamohanty2986
    @arunamohanty2986 3 години тому +1

    Surababu se pilara kichhi bhul nahin ta bapa nkudharantu se maha tauter

  • @madanmohansial3485
    @madanmohansial3485 Годину тому

    Rt

  • @rakeshkumar-ro7dh
    @rakeshkumar-ro7dh 3 години тому +1

    Khanda giri bari loka kehi b jau nahanti sabu baharu aasuchanti

  • @amitavshreya
    @amitavshreya 22 хвилини тому

    Sura budha nijara thia kari Baku chesta karuchi....😅

  • @pinkusethi7103
    @pinkusethi7103 Годину тому

    😂😂😂😂😂😂

  • @PramodsahooSantilata
    @PramodsahooSantilata 3 години тому +1

    Sata samanaku ana

  • @manojkumarsamal6627
    @manojkumarsamal6627 2 години тому

    Media micha pachara karuchi,
    sabu micha katha media kahuchi,
    Media micha pachara karuchi,
    sabu micha katha media kahuchi,
    Media micha pachara karuchi,
    sabu micha katha media kahuchi,
    Media micha pachara karuchi,
    sabu micha katha media kahuchi,
    Media micha pachara karuchi,
    sabu micha katha media kahuchi,

  • @bibekanandaswain3404
    @bibekanandaswain3404 Годину тому +1

    ପଣ୍ଡିତ କାଶୀନାଥ ନାଥ ମିଶ୍ର ଓ ତାଙ୍କ ଆଶ୍ରମ ନାମ ରେ ମିଡ଼ିଆ ମିଛ ପ୍ରଚାର କରୁଛି.ଆମେ କେବେ ଦେଖି ନୁ ଆଶ୍ରମ ରେ ଏମିତି ହେବାର.ମିଡିଆ ନିଜର ଟିଆରପି ପାଇଁ ମିଛ ପ୍ରଚାର କରୁଛି.ବାସ୍ତବ ସତ୍ୟ କୁ ଜାଣିବାକୁ ମଧ୍ୟ ଚେଷ୍ଟା କରୁନି.

  • @dhusasanmallick3162
    @dhusasanmallick3162 2 години тому

    Sura babu media Bala full micha kahu chanti

  • @sunilsahoo-xs2qu
    @sunilsahoo-xs2qu 3 години тому +2

    Ha ha

  • @rojalinsenapati6338
    @rojalinsenapati6338 2 години тому

    Ashram re kounasi kharap Kam huanahin

  • @rasmitaroul5841
    @rasmitaroul5841 Годину тому

    Midia mithya prachar karuchhi

  • @kunmoonvlog123
    @kunmoonvlog123 2 години тому

    😂😂😂😂😂

  • @rojalinsenapati6338
    @rojalinsenapati6338 2 години тому

    Media Bhai mane sampurna michha kahuchhanti

  • @pranshupatel11
    @pranshupatel11 2 години тому

    Media is wrong
    Media is wants to increase their TRP and telling wrong about pandit kashinath misr ji and bhagwan kalki

  • @ATripathy-328
    @ATripathy-328 2 години тому +2

    ଆପଣ ମାନଙ୍କ ସମୟ ଖୁବ କମ ଅପେକ୍ଷା କରନ୍ତୁ ଆପଣ ମାନଙ୍କ କଥା ର ଉତ୍ତର ଖଣ୍ଡା ରେ ମିଳିବ।

  • @SwatiDash-j3j
    @SwatiDash-j3j 2 години тому

    Media bala apari kahiba tik hauni satya katha na janiki😢 chi chi

  • @KabitaBehera-k2v
    @KabitaBehera-k2v 3 години тому

    😂

  • @gitanjalirout9774
    @gitanjalirout9774 3 години тому

    😅😅

  • @SuchitraSahoo-f7w
    @SuchitraSahoo-f7w Годину тому

    ଗଣ ମାଧ୍ୟମ ରେ ସତ୍ୟ ପ୍ରକାଶ କରନ୍ତୁ ପ୍ରମାଣ ସହ , ମିଥ୍ୟା ପ୍ରଚାର କରି କାହାକୁ କଷ୍ଟ ଦିଅନ୍ତୁ ନି, ଏଥି ଆପଣମାନେ ଭକ୍ତ ଙ୍କ ଭାବନା କୁ କଷ୍ଟ ଦେଉଛନ୍ତି । ସତ୍ୟ ଜାଣନ୍ତୁ,ଅପେକ୍ଷା କରନ୍ତୁ 🙏

    • @theestudante5044
      @theestudante5044 Годину тому

      Arey waah bhakta! Kan se Munda re achhi kejani

    • @SuchitraSahoo-f7w
      @SuchitraSahoo-f7w 58 хвилин тому

      @theestudante5044 "ଯା ମାୟା ଦେବେ ଅଗୋଚର , କାହୁଁ ଜାଣିବି ମୁହିଁ ଛାର " ଆପଣ ଟିକେ ଭାଗବତ ମହାପୁରାଣ ପଠନ୍ତୁ, ଆପଣ ଙ୍କ ମୁଣ୍ଡ ଠିକ୍ ହୋଇଯିବ 🙏

  • @aniananyaankitaswain2206
    @aniananyaankitaswain2206 6 хвилин тому

    ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ।
    ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ।

  • @SuchitraSahoo-f7w
    @SuchitraSahoo-f7w Годину тому

    ଗଣ ମାଧ୍ୟମ ରେ ସତ୍ୟ ପ୍ରକାଶ କରନ୍ତୁ ପ୍ରମାଣ ସହ , ମିଥ୍ୟା ପ୍ରଚାର କରି କାହାକୁ କଷ୍ଟ ଦିଅନ୍ତୁ ନି, ଏଥି ଆପଣମାନେ ଭକ୍ତ ଙ୍କ ଭାବନା କୁ କଷ୍ଟ ଦେଉଛନ୍ତି । ସତ୍ୟ ଜାଣନ୍ତୁ,ଅପେକ୍ଷା କରନ୍ତୁ 🙏

  • @SuchitraSahoo-f7w
    @SuchitraSahoo-f7w Годину тому

    ଗଣ ମାଧ୍ୟମ ରେ ସତ୍ୟ ପ୍ରକାଶ କରନ୍ତୁ ପ୍ରମାଣ ସହ , ମିଥ୍ୟା ପ୍ରଚାର କରି କାହାକୁ କଷ୍ଟ ଦିଅନ୍ତୁ ନି, ଏଥି ଆପଣମାନେ ଭକ୍ତ ଙ୍କ ଭାବନା କୁ କଷ୍ଟ ଦେଉଛନ୍ତି । ସତ୍ୟ ଜାଣନ୍ତୁ,ଅପେକ୍ଷା କରନ୍ତୁ 🙏