Janata Darbaar: Odisha In Modi Govt

Поділитися
Вставка
  • Опубліковано 26 тра 2018
  • For latest Odisha News Follow us:
    Visit: kanaknews.com/
    UA-cam: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- • Casting Couch In Ollyw...
    Wah Wah Re Camera: • Video
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...
    Olta Palta: • Video

КОМЕНТАРІ • 754

  • @prafullkumarpradhan5712
    @prafullkumarpradhan5712 2 роки тому +55

    ମୋଦି ଭାରତ ରେ ହିନ୍ଦୁ ମାନଙ୍କ ପାଇଁ ରକ୍ଷକ ଓ ସମସ୍ତ ଭାରତୀୟ ପାଇଁ ପରିଚୟ

  • @lijupradhan3037
    @lijupradhan3037 Рік тому +3

    Duniya ra sabuthu lokapriy leader Modi

  • @rpnaik4209
    @rpnaik4209 2 роки тому +12

    Jay Modi Jay Odisha

  • @badalcreation204
    @badalcreation204 2 роки тому +9

    Modi well come odisha

  • @JAYASENGUNTHA1439
    @JAYASENGUNTHA1439 2 роки тому +13

    ପକୁଡି ଛାଣିବା କଣ ଖରାପ କି... ଆମ ଭଳିଆ ପିଜି, ଡ଼ିଗ୍ରୀ, ଡ଼ିପ୍ଲୋମା, କରିଥିବା ପିଲା ଚା, ପକୁଡି, ବରା, ଝିଲାପି, ଦୋକାନ କରି ନିଜ ନିଜର ପରିବାର ଭରଣ ପୋଷଣ କରୁଛିନ୍ତି.. ଏହା ତ ନିଜର କର୍ମ ଏବଂ ନିଜର ସ୍ଵାଧିନତା ଉପରେ ନିର୍ଭର କରେ....

  • @m.rprabhat6270
    @m.rprabhat6270 Рік тому +2

    Modi Modi Modi jindabad

  • @sukadev2515
    @sukadev2515 8 місяців тому +9

    ଓଡିଶା ଆମର ଵିଜେପି ସର୍କାର ମୋଦି ସରକାର ଆମର ଦରକାର୍ ଓଡିଶା ବିଜେପି ଆସିଲେ ନାରୀ ମାନେ ସୁରଖିତ ରହିଵେ ଓଡିଶା ଵାଷି ଙ୍କ ବିସ୍କୋଷ।

  • @rpnaik4209
    @rpnaik4209 2 роки тому +4

    Jay Jay Modi ghar ghar Modi

  • @sukadev2515
    @sukadev2515 8 місяців тому +3

    Modi swagatam .🎉🙏🌹👍🙏

  • @kamalkanthkamalkanth4519
    @kamalkanthkamalkanth4519 2 роки тому +4

    Odishabjpgood

  • @JAYASENGUNTHA1439
    @JAYASENGUNTHA1439 2 роки тому +10

    ହର ହର ମୋଦୀ ଘର ଘର ମୋଦୀ 👌👌🙏🙏

  • @badalcreation204
    @badalcreation204 2 роки тому +5

    Modi well come india

  • @alokdas2362
    @alokdas2362 5 років тому +5

    Modi Sarkar jindabad

  • @laxmidharsahoo9544
    @laxmidharsahoo9544 2 роки тому +2

    Swagatam modi ji namaste progressment of sweet odisha

  • @friendsvision9612
    @friendsvision9612 2 роки тому +7

    Congress au government Kari paribani

    • @sripatisandha924
      @sripatisandha924 2 роки тому +1

      Chhatishgarh re present Congress govt achhi. BJP nahi

    • @friendsvision9612
      @friendsvision9612 2 роки тому

      @@sripatisandha924 center re kebe asiba se Katha kahuchi

  • @bidyacomedy7114
    @bidyacomedy7114 3 роки тому +7

    Modi sarkar well come to Odisha joy hind

  • @debaraj4374
    @debaraj4374 3 місяці тому +1

    Sambhu.kailash.patti. jai.modi.Sree.hari. narayna.❤sambhu.kailash.patti to

  • @hrusikesabehera6158
    @hrusikesabehera6158 6 років тому +4

    Only Modi government

  • @bikashsandha7400
    @bikashsandha7400 2 роки тому +3

    Modi welcome to india

  • @jeebanbikashmohanty5403
    @jeebanbikashmohanty5403 5 років тому +7

    Bhai
    Har har modi
    Ghar Ghar modi

  • @sitaramsahu8389
    @sitaramsahu8389 5 років тому +6

    modi is right

  • @gopinathhogopinathho-ph8ns
    @gopinathhogopinathho-ph8ns Рік тому +1

    ମୋଦୀ ଜୟ ହୋ

  • @debaraj4374
    @debaraj4374 3 місяці тому +1

    Jai.sree.ram. jai.Sree.hari narayna. Jai.modi.sir.

  • @seemapatra9773
    @seemapatra9773 2 роки тому +1

    Jayjagannathswamibjpverygoodbjppranambjp🙏🙏🙏

  • @niswargarani4021
    @niswargarani4021 2 роки тому +9

    ନନା କହି ପାରୁନାହାନ୍ତି ଭଲ ଭାବରେ l

  • @dambrushortvideo5800
    @dambrushortvideo5800 2 роки тому +4

    Modi hai to mumkin hai

  • @dubarajmohanta6
    @dubarajmohanta6 2 роки тому +2

    Jai maa laxmi goodnight

  • @sukadev2515
    @sukadev2515 2 роки тому +3

    Greta Odisha gtet modi ji so all good morning my love and support my ad morning my name 📛.🙏🙏🙏🙏🇵🇫🚩👍

  • @dronarana251
    @dronarana251 2 роки тому +3

    Nice b.j.p jinda bad

  • @batapattanaik3401
    @batapattanaik3401 Рік тому +4

    ତମେ କଣ କରିଛ ଓ କରୁଛ । କେଉ କାଯ୍ଯ ଟି ଓଡଶା , ଓ ଓଡିଆଙ୍କ ପାଇ ନିତ୍ୟାନ୍ତ ଜରୁରୀ ? ସ୍କୁଲକୁ ପିଲା ଆଜିବି ଯାଉଛନ୍ତି ନାଳ ଉପରେ ଦୁଉଡି ଧରି ବାଉଶ ଉପରେ ପାଦଥାପି, ଅଣ୍ଟେ, ଛାତିଏ ପାଣିରେ ପଷି। ହସପିଟାଲରେ ଆଜି ଡାକ୍ତର ନାହାନ୍ତି, ଡାକ୍ତର ଖାନାରେ ଯନ୍ତ୍ର, ପାତ୍ତିର, ଓ ଗୃହ ର ଅଭାବ ନାହି କିନ୍ତୁ ଡାକ୍ତର, ଟେକ୍ନିସିଆନ,ନର୍ସ, ଅଭାବ ପାଇ ରୋଗୀକୁ କଟକ,ବ୍ରହ୍ମପୁର, ର୍ବୁଲା, କୁ ରେଫର୍ କରାଯାଉଚି । ଡେଲିଭରୀ ପାଇ ମହିଳା ଗା , ଗହଳୀ ରୁ , ଦୋଳା, ଖଟିଆରେ ,ନଦୀ,ନାଳ, ପୁରୁଷଙ୍କ କାନ୍ଧରେ ୫ -୧୦, କି: ମି: ବୁହା ହୋଇ ଯାଆନ୍ତି । ରାସ୍ତା ଟେ ସମସ୍ତ ଗାଆକୁ ସବୁଦିନିଆ ଯୋଗାଇବାରେ ବିଫଳ ହୋଇଛନ୍ତି କିନ୍ତୁ ନିଜ ଭୋଟ ପାଇ, ର୍ନୀମାଣ ମୀସ୍ତ୍ରୀ, ଓ ଶ୍ରମୀକ, ଙ୍କୁ ସାଇକଲ, ପୋଷାକ,ଆର୍ଥୀକ ସହାଯ୍ୟ ବଣ୍ଟାଚାଲିଛି, ଯେଉମାନେ କର୍ମରେ ଯୋଗଦେବାକୁ ଆସନ୍ତି ଦିନ ୧୧ ଟାରେ, ଓ ସମୁଦାୟ ୬ ଘଣ୍ଟା କାଯ୍ୟ କର, ନକର, ଦିନ ୩ ବାଜିଲେ ଆପେ,ଆପେ ଛୁଟି । ସରକାର, ଓ ତାଙ୍କ ଏମ଼ ଼ଏଲ ଏ, ଓ ବତୀପେଲା, ଚଣ୍ଡୀ, ଚମଚଣ୍ଡା, ଙ୍କୁ କଣ ଏହା ଜଣା ନାହି ? ତେବେ ଯେଉଥି ପାଇ ଧନ ଲୋଡା ସେ କାଯ୍ୟ ଡେଲିଭରୀ ପେସେଣ୍ଟ ପାଇରାସ୍ତା, ନଯୋଗାଇ , ଏମାନଙ୍କ ପାଇ ଖର୍ଚ୍ଚ ର କରିବା ନ୍ୟୟ ସଙ୍ଗତ କି?

  • @santoshmohanty9148
    @santoshmohanty9148 2 роки тому +5

    14/12/2021. Tuesday. 🚩🕉🚩Narendra Damodar Das Modi Sir is the next 🌺🌿🇮🇳Narendra/Vibekananda Swami. for the World "🌍" 🚩🕉🚩🌿🌺🌿🙏🏼🙏🏼🙏🏼🙏🏼🙏🏼🙏🏼

  • @rajalakshmipolei4946
    @rajalakshmipolei4946 2 роки тому +3

    ଆଉ ଯାହାର ଆକାଉଟୁ୍ ନାହିଁ ସିଏ କ'ଣ କରିବେ କୁହନ୍ତୁ ଗରିବ ପିଲା କାମ କଲେ ଖାଇବେ ଶିଏ କରିବେ କଣ କାମନାହିଁ ଶେକରିବେ କଣ

  • @kuidinakandhamal7070
    @kuidinakandhamal7070 6 років тому +4

    ଜୟ ମୋଦି ଜୀ

  • @abanihans6285
    @abanihans6285 2 роки тому +14

    ବିଜେପି ଜିନ୍ଦା ବାଦ ଓଡ଼ିଶା ରେ ନରେନ୍ଦ୍ର ମୋଦି ଆସିବା କଥା.👍👍👍👍👍👍👍👍

  • @laxmidharsahoo9544
    @laxmidharsahoo9544 2 роки тому +1

    Om sri jay jaganathayate namo namaha pranam

  • @RameshKumar-vq3rq
    @RameshKumar-vq3rq 3 роки тому +3

    Kanak news for B,j,,D

  • @harekrushnapagal1405
    @harekrushnapagal1405 2 місяці тому +1

    ❤ଜୟ ଜଗନ୍ନାଥ ଜୟ❤
    ❤ଜୟଶ୍ରୀ ରାମ ଜୀ ଜୟ ❤
    ଯେଉଁ ମାନେ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ନିଶ୍ବାର୍ଥ ପର ଭାବରେ ସ୍ଵାଗତ କରୁ ଛନ୍ତି ଭଲପାଉଛନ୍ତି ସବୁ ବେଳେ ରହିଥୀଲେ ରହିଛନ୍ତି ଆଗକୁ ଜୀବନ ଥୀଵା ଯାଏ ରହିବେ
    ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ
    ମେ।ଦିଜୀ ଜୁଗିଜୀ ଙ୍କ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଜୟ
    ସେମାନେ ହେଲେ ଦେଵ ଅଂଶୀ ସାଧୁ ମାନବ
    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @g.asingh5406
    @g.asingh5406 2 роки тому +4

    WoW so beautiful odisha welcome Modiji ❤❤❤❤❤

  • @harekrushnapagal1405
    @harekrushnapagal1405 2 місяці тому +1

    ❤ଜୟ ଜଗନ୍ନାଥ ଜୟ ❤
    ❤ଜୟ ଶ୍ରୀ ରାମ ଜୀ ଜୟ ❤
    ❤ଜୟ ଓଡ଼ିଶା ଵାଶି ଜୟ❤
    ❤ଜୟ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ଓ ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ ସଵକା ସାଥେ ସଵକା ବିଶ୍ବାସ ସବକା ପ୍ରୟାସ ଆମର ସଙ୍କଳ୍ପ ବିକଶିତ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଜୟ ❤

  • @debendradalai2511
    @debendradalai2511 6 місяців тому +1

    Jay Shree Ram

  • @GMSHAPPYLIFE
    @GMSHAPPYLIFE 2 роки тому +3

    Jay modi

  • @user-un5bt5cx7i
    @user-un5bt5cx7i 18 днів тому +1

    Pisi re Odisha no.1

  • @madanmohannayak502
    @madanmohannayak502 7 місяців тому +1

    Narendra Modi jinda bad odisha re modi sar kar heba darkar

  • @rajendrabehera2694
    @rajendrabehera2694 3 роки тому +7

    ସବୁତ ଚାକିରି କରିବେ ଚାଷ କରିବ କି। ଚାଷ କଲେ ଶିନା ଖାଦ୍ୟ ଖାଇବେ ସବୁ ଚାକିରି କଲେ କଣ କିଗଜ ଖାଇବେ। ଚାଷ ଉପରେ ଗୁରୁତ୍ବ ଦେବା ଦରକାର ‌।

  • @laxmidharsahoo9544
    @laxmidharsahoo9544 2 роки тому +1

    Pranam to all of you

  • @bhagirathabhoigdlock690
    @bhagirathabhoigdlock690 4 роки тому +4

    Best pm modi

    • @ramchandrabadra7136
      @ramchandrabadra7136 3 роки тому

      kendromontry nona....cog somayre alu kulo kete@dali ptrroll. kete thila.

  • @alokdas2362
    @alokdas2362 5 років тому +6

    Jay Modi ji

  • @hemantakumarmohanta-zm8bc
    @hemantakumarmohanta-zm8bc 4 місяці тому

    Good

  • @rpnaik4209
    @rpnaik4209 2 роки тому

    Jay Modi Sarkar ki Odisha ka

  • @rashmitapradhan7938
    @rashmitapradhan7938 3 роки тому +5

    Jai maa bharati jai shree ram bjp

  • @saratbisoyi6938
    @saratbisoyi6938 5 років тому +10

    Modi win 2019 india or odisha

  • @sasmitasahoo342
    @sasmitasahoo342 2 роки тому +3

    Nabina chora ta jete kahile kan heba,

  • @pareshkumarpatel1023
    @pareshkumarpatel1023 3 роки тому +11

    B J P Sarkar is The Best of India

  • @surukumbhar7613
    @surukumbhar7613 5 років тому +7

    Jai Hind

  • @swarnapravasamal3904
    @swarnapravasamal3904 3 роки тому +5

    Modi great man in india

  • @nityanandasahoo2533
    @nityanandasahoo2533 2 роки тому +3

    Har Har Modi.Ghar Ghar Modi.

  • @mantumohapatra1691
    @mantumohapatra1691 2 роки тому +5

    Modi sir please welcome Odisha.🙏🙏

    • @nagendragouda9836
      @nagendragouda9836 2 роки тому

      Om

    • @bijayashankartripathy8748
      @bijayashankartripathy8748 2 роки тому

      ଲେଲିନ ମହାନ୍ତି ଆଲୋଚନା କରିବାକୁ ଆ ସିନି ଆସିନି ଆସିଚି ଗାଲୁ କରିବୁ ସରକାରଙ୍କ ବୁକୁଚା ବୁହା

  • @asgamerff2121
    @asgamerff2121 2 роки тому +1

    Modi jay

  • @dayajani7864
    @dayajani7864 2 роки тому +1

    Super modi

  • @geetasahu3513
    @geetasahu3513 3 роки тому +2

    Good news update

  • @damodarapradhan8658
    @damodarapradhan8658 Рік тому +1

    🙏 ,druniti re chap pakau nahanti. Kn pain very poor we are

  • @chittaranjanmoharana4991
    @chittaranjanmoharana4991 3 роки тому +2

    Are odisha re plant sector Kain? Fresher pila business pain lone heuni,gote business ki fram pain loan ra process pain chasi ra chapala ghori heijauchi, at fast jau gorment officer achanti semanku tik kara jau , business pain support kara jau , plz help all fresher business prison

  • @prafulasamal2456
    @prafulasamal2456 2 роки тому +2

    ଆମକୁ କେହି ଦେଉନି

  • @anurag1156
    @anurag1156 2 роки тому +3

    ଆରେ ଭକୁଆ ନିଉଜ ଏଙ୍କର ଭଗବାନ କାହଁକି ନାରୀକୁ ଅଲଗା ଜିନିଷ ଦେଇଛି ଏତିକି ଯିଏ ବୁଝିପାରିବ ଶେ ହି ଯାଣିବ ଯଦି ନାରି ଏବଂ ପୁରୁଷ ସମାନ ତାହେଲେ ସେମାନଙ୍କର ଅଲଗା ଯିନିସ ଅଛି ଆମର ଅଲଗା ଅଛି

  • @tankadharamat5092
    @tankadharamat5092 Місяць тому

    A Bhandami karuchhanti pratap bhaei

  • @minaketanhikaka2242
    @minaketanhikaka2242 3 роки тому +2

    ଆମ ଓଡ଼ିଶା ରେ ତର୍କ ବିତର୍କ ଷ୍ଟୁଡିଓ କୁ ଶ୍ରୀ ଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଙ୍କ ସମକ୍ଷକ ବିଚାରକ ଜ୍ଞାନୀ ମାନି ଙ୍କ ସହ ଆଲୋଚନା ରେ ଯୋଗ କରାନ୍ତୁ , ଥଟା ମଜ୍ଜା ମାନଙ୍କ ସହ ଆଲୋଚନାରେ ଭାଗିଦାରୀ କରାନ୍ତୁ ନାହିଁ ।

  • @rajendraswain5470
    @rajendraswain5470 3 роки тому +3

    ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ନେତା ଅଛନ୍ତି ଯେଉଁ ମାନେ ଧର୍ମ ଭିତ୍ତିରେ ନେତା ବାଚିବେ ନାହିଁକି ଉପଦେଶ ସଂଗ୍ରହ କରିବେ ନାହିଁ ବରଂ ଫେସ୍ ବୁକ୍ ନେତା ଓ ଉପଦେଶ ସଂଗ୍ରହ କରିବେ।ନବୀନ ପଟ୍ଟନାୟକ ଭଳି ଜିବହତ୍ୟଜରି ପେଷ୍ଟି ସାଇଡ କୁ ଭଲ ପାଇବେ ନାହିଁ।

    • @MrBarik-gd3ee
      @MrBarik-gd3ee 2 роки тому

      B. J. D. ବହୁତ ଖରାପ

  • @madanmohannayak502
    @madanmohannayak502 7 місяців тому

    Matadata jabab Dene odisha

  • @nageswarmaharana2562
    @nageswarmaharana2562 3 роки тому +6

    Plz discuss about corruption in the govt. Offices of Odisha.

  • @nirmalswain4629
    @nirmalswain4629 3 роки тому +7

    20 ବର୍ଷ ଭିତରେ ରାଜ୍ୟରେ ରାଜ୍ୟ ସରକାର କେତେ ଚାକିରୀ ଦେଇଛନ୍ତି ଦୟା କରି କୁହନ୍ତୁ

  • @srustidhardey5817
    @srustidhardey5817 7 місяців тому

    Modi he ta Desh he

  • @sangrambehera6945
    @sangrambehera6945 6 років тому +2

    Only modi

  • @sahadevsungadi2068
    @sahadevsungadi2068 3 роки тому +3

    Ohdisa tohre bjp aahsu gate

  • @basudevnsyak4005
    @basudevnsyak4005 Рік тому +1

    ନବୀନପଟନାୟକକୁ କଳିଙ୍ଗ ନଗର କଥା ଁବୁ ବୁଝାଇ ଥିଲେଭଲ ହବ ବିଜେଡିନେତା ମାନେ ଅନ୍ୟାନେ ରାଜ୍ୟକଥା କହୁନି

  • @kntechnicalsupport6776
    @kntechnicalsupport6776 4 роки тому +3

    Nijukti pai Odisha Sarkar dai

  • @user-bk1fh7wc5c
    @user-bk1fh7wc5c 7 місяців тому +1

    Jete bhala kama kalebi puruna
    Sarkar chaliba nahin puruna
    gadi chaliba nahin

  • @prasantapurohit3646
    @prasantapurohit3646 5 місяців тому +1

    ବିଜେପି ଓଡିଶା ରେ ସରକାର ଗଢ଼ିବ ଏହା ସୁନିଶ୍ଚିତ

  • @kronzxguy83
    @kronzxguy83 5 місяців тому +1

    ଟାଉଟର ମାନଙ୍କର ଟାଉଟରୀ କଥା ।
    ଲେଲିନ ମହାନ୍ତିକୁ ଟଙ୍କା ଦେଲେ ସବୁ କିଛି ଦେଇଦେବ ଏପରିକି ମା , ଭଊଣୀ , ସ୍ତ୍ରୀ କୁ ମଧ୍ୟ । କଥା ତ ସାମାନ୍ୟ ।

  • @nruparajbagarty4943
    @nruparajbagarty4943 2 роки тому +1

    ବିଜେଡି ଓଡିଶା ପାଇଁ କଣକରିଛି

  • @rajendrabehera2694
    @rajendrabehera2694 3 роки тому +7

    ପାଞ୍ଚ ବର୍ଷ କୁ ଥରେ ସରକାର ବଦଳି ବା ଦରକାର ।

  • @binodpradhan9364
    @binodpradhan9364 Рік тому

    Modi jindabad

  • @hemantakhillathanksyouijir8819
    @hemantakhillathanksyouijir8819 2 роки тому

    Jay hadibasi bijepi🙏 madhi Babu hemantakhila

  • @kuhuranna1878
    @kuhuranna1878 2 роки тому

    Modi is always right

  • @RameshKumar-vq3rq
    @RameshKumar-vq3rq 3 роки тому +1

    B,J,P. What given to public, I getting. 5kg rice and 1kg chana dal per month July to Nov 2020. Five months , that much , no Indra abash. ,no. Larteen. No. Gas cylinder,.

  • @pankajbag4529
    @pankajbag4529 2 роки тому

    Pratap sir good advice Modi always good pm

  • @santoshminyaka2889
    @santoshminyaka2889 2 роки тому +1

    ସାର କହିଫାରୁ ନାହାଁନ୍ତି ଭଲ ବାଭରେ ନମସ୍ତେ

  • @bijaykumardas2689
    @bijaykumardas2689 2 роки тому +2

    Lalen mohanti ଜଣେ pathua ମୂର୍ଖ

  • @hadibandhunaik6771
    @hadibandhunaik6771 3 роки тому +2

    Mamata Banerjee cabinet

  • @nevergiveup725
    @nevergiveup725 2 роки тому +3

    Pratap sir right...

  • @deepakmahananda5316
    @deepakmahananda5316 2 роки тому

    Friendship

  • @dhrubachsahu8978
    @dhrubachsahu8978 2 роки тому +1

    ଚମଚା ଧାରୀଙ୍କ ପାଈଁ ଓଡିଶା ଉର୍ନ୍ନତି ହୋଇ ପାରିବ ନାହିଁ
    ଓଡିଶା କଂଗ୍ରେସ ମୁଖ ବଙ୍କା ହେଇଛି ସିଧା କରିବାକୁ ବଳ
    ପାଉନାହିଁ, କଥା କହିଲେ ଅନର୍ଗଳ ଅନ୍ୟଙ୍କ କଥା ଶୁଣିବେ
    ବା ଶୁଣାଇଁ ଦେବେନାହିଁ ଚୀନ,ପାକିସ୍ତାନ ବିଷୟ କହିଲେ
    ଲଣ୍ଡନ ପଳାଇ ଯାଉଛନ୍ତି,ଏମିତି ଉପର ମୁହଁ ଯେ ତଳେ ମାଟି ଖସି ଗଲାଣି ତର୍କ ଉପରେ ନାଵ କରି ଡୁବି ମଲେଣି
    କଥାରେଅଛି :~ମରଣ କାଳେ ନିଦ୍ରା ଗଲେ, ଜମକି ଛାଡି
    ଦେବ ଭଲେ କଂଗ୍ରେସୀ ଙ୍କର ଏହି ଅବସ୍ଥା....
    ଏପାଖରେ ପପୁ ଆଳୁ ଲଗେଇ ଶେଷରେ ସୁନା ହଗନ୍ତୁ!

  • @ratnakarsahu4784
    @ratnakarsahu4784 6 років тому +5

    sale congress au BJD ku odisha ru clean kara

  • @RajaMunda-ny7lf
    @RajaMunda-ny7lf 20 годин тому

    Kanak.magea

  • @patitapabansahu3352
    @patitapabansahu3352 2 роки тому +1

    Bjd 👍

  • @babulilenka6573
    @babulilenka6573 2 роки тому +2

    BJD Congress ra bhari daya Khali katha re

  • @Lalmanbanchhor
    @Lalmanbanchhor 3 роки тому +2

    Western odisha re BJP

  • @BasantaMajhi-bu6gt
    @BasantaMajhi-bu6gt 4 місяці тому +1

    Gariba pila chara lageiba jangalare buliba lebra hei bahara rajya ku daadana khati jiba ta painkichhi byabasta nahin

  • @padamlochanjal9283
    @padamlochanjal9283 5 місяців тому +1

    ନରେନ୍ଦ୍ର ମୋଦୀ ଐଡିସା ଜାଇଛନ୍ତୀ ଭଳକଥା

  • @jagannathpanigrahi5931
    @jagannathpanigrahi5931 3 роки тому +2

    It is sure that Kashmir problem issue to Congress rule. The country knows it. As a spoks man Lenin Mahanty says. Many but people know what is what & where is the pblem. 2. It is a fact of joke that still now most of Bharatiyas don't about RSS. & Raises questions about Mahila sebika whether there is Mahila units in other political party's or not the fact is that to question is easy but work out is difficult.

  • @ashiskumarnaik4537
    @ashiskumarnaik4537 2 роки тому +1

    ବିଜେଡି କୁ ବେଶୀ ସୁଯୋଗ କହିବାକୁ deuchhanti.